"ତାଙ୍କର ଗୋଡ଼ ନଥାଉ ,ମୋର ତ ଗୋଡ ଅଛି ..ମୁଁ ରୋଜଗାର କରି ତାଙ୍କୁ ପୋଷିବି ..କେବଳ ପ୍ରେମ ଥିଲେ ଯଥେଷ୍ଟ "

Поділитися
Вставка
  • Опубліковано 1 жов 2024

КОМЕНТАРІ • 576

  • @purnachandra1736
    @purnachandra1736 6 місяців тому +120

    ନିଃସ୍ୱାର୍ଥ ପ୍ରେମର ଉଦାହରଣ ଭଗବାନ ଦୁହିଁଙ୍କୁ ବହୁତ୍ ଖୁସିରେ ରଖନ୍ତୁ

  • @sibasankarasabara164
    @sibasankarasabara164 6 місяців тому +36

    ଏହା ପ୍ରକୃତ ପ୍ରେମ କହନ୍ତି, ଏମିତି କା ପ୍ରକୃତ ପ୍ରେମ ଯେତେ ଦୁଃଖ, ଝଡ଼, ବତାସ,ଝଞ୍ଜାଳ ଆସିଲେ ମଧ୍ୟ କିଛି କରିପାରିବ ନାହିଁ l ପରମେଶ୍ୱର ସେହି ଦୁଇ ଜଣକୁ ସୁଖ ଶାନ୍ତିରେ ରଖନ୍ତୁ l

  • @jagtanbarik832
    @jagtanbarik832 6 місяців тому +191

    ବର୍ତ୍ତମାନ ର ଝିଅ ମାନେ ଏଥିରୁ କିଛି ଶିଖନ୍ତୁ ପ୍ରେମ କଣ ଏ ଭଉଣୀ ରୁ❤

    • @RojalinNayak-l7e
      @RojalinNayak-l7e 6 місяців тому +16

      Khali jhea manee sikhiba katha nuhaa pua manee bi sikhiba katha love 💕 kn .

    • @RSCC11
      @RSCC11 6 місяців тому +1

      Ok

    • @RojalinNayak-l7e
      @RojalinNayak-l7e 6 місяців тому

      What r you writing.i cnt understand

    • @tapanbhuyan3620
      @tapanbhuyan3620 6 місяців тому

      Ok

    • @susilalkm7590
      @susilalkm7590 6 місяців тому +6

      Pua mane bi sikhiba katha stri deha kharap hele swami mane au gote baha hochanti

  • @ranjanapanda6538
    @ranjanapanda6538 6 місяців тому +107

    ବସନ୍ତ ବାବୁ ହୃଦୟବାନ୍‌ ବ୍ଯକ୍ତି ହୋଇଥବାରୁ ତାଂକୁ ପତିବ୍ରତା ସହଧର୍ମିଣୀ
    ମିଳିଛନ୍ତି।❤❤

  • @rishikesh4340
    @rishikesh4340 6 місяців тому +29

    ହେ ପ୍ରେମର ଦେବୀ ଆପଣଙ୍କୁ ମୋର ଦୂରରୁ କୋଟି ପ୍ରଣାମ 🙏 ଆଜିର ଯୁବକ ଯୁବତୀ ପ୍ରେମ କାହାକୁ କୁହାଯାଏ ଆପଣଙ୍କ ଠାରୁ ଶିଖିବା ଉଚିତ୍ । ଆପଣ ନାରୀ ନୁହେଁ ନାରାୟଣୀ
    କେତେ ଜନ୍ମର ତପସ୍ୟାର ପୁଣ୍ୟଫଳ ଥିଲେ ଆପଣଙ୍କ ଭଳି ଦେବୀଙ୍କୁ ପତ୍ନୀ ବା ଜୀବନସାଥି ରୂପରେ ପାଇବ
    ଈଶ୍ୱର ନିଶ୍ଚୟ ତୁମ ସହିତ ଅଛନ୍ତି
    ଜୟ ଜଗନ୍ନାଥ 🙏

    • @snehavlogs401
      @snehavlogs401 6 місяців тому +2

      ସତରେ ଦିଦି ଆପଣ ମହାନ ଆପଣଙ୍କ ପରି ସବୁ ଝିଅ ପୁଅ ମାନେ କିଛି ଶିଖିବା

    • @Gitanjalibhoi-cx1ob
      @Gitanjalibhoi-cx1ob 2 місяці тому

      Tuma pari dabinku kote kote pranama🙏🙏🙏🙏

  • @kishorswain5316
    @kishorswain5316 6 місяців тому +94

    ଧନ୍ୟବାଦ ଭଉଣୀ,ତମକୁ ଜଗନ୍ନାଥ ସହାୟ ହୁଅନ୍ତି,ତମେ ନାରୀ ଜାତି ପାଇଁ ଉଦାହରଣ

  • @Rajendraswain-s1u
    @Rajendraswain-s1u 6 місяців тому +55

    ଭଉଣୀ ତୁମକୁ ମୋର କୋଟି କୋଟି ପ୍ରଣାମ ତୁମ ଦୁଇ ଜଣଙ୍କ ଜିବନ ଖୁସିରେ ବିତିଯାଉ ଜୟ ଶ୍ରୀ ରାମ

  • @PratapMangaraj-l8y
    @PratapMangaraj-l8y 6 місяців тому +92

    ଭଗବାନ୍ ନିଶ୍ଚୟ ସାହାଯ୍ୟ କରିବେ

  • @KOBITA5559
    @KOBITA5559 6 місяців тому +139

    ଏଥିରୁ ଜଣାପଡୁଛି ଝିଅଟି ବହୁତ ଭଲ ଗୁଣ ରହିଛି❤

  • @satyajitbhakti8458
    @satyajitbhakti8458 6 місяців тому +54

    ଏଝିଅ ମହାନ ନାରୀ ନୁହେଁ ନାରାୟଣି

  • @kamaleshdas2173
    @kamaleshdas2173 6 місяців тому +24

    କଉ ଭାଷା ରେ ଧନ୍ୟବାଦ ଦେବି ମୁ ଜାଣିନି 🙏କନ୍ଦେଇ ଦେଲୁ ଭଉଣୀ 🙏🙏😭😭

  • @Chemistrylove340
    @Chemistrylove340 6 місяців тому +16

    ଏହା କୁ ହି କୁହନ୍ତି ପ୍ରକୃତ ଭଲ ପାଇବା ଭଗବାନ 2 ଜଣ କୁ ଖୁସିରେ ରଖନ୍ତୁ ଭାଇ ଙ୍କ ଗୋଡ଼ ଜଲଦି ଭଲ ହେଇ ଯାଉ ଭଗବାନ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା

  • @KanhaRiberToka
    @KanhaRiberToka 6 місяців тому +16

    ଏବେ ମୁଁ ଜାଣିଲି ପ୍ରେମ କିଛି କିଛି ସ୍ଥାନରେ ବଂଚିଛି,, ଧନ୍ୟବାଦ 🙏❤️💞

  • @Terunodiavlogs
    @Terunodiavlogs 6 місяців тому +18

    ଏଇ ବୋଧେ ଭଲ ପାଇବା....🫶🫶 God bless you 🎉🎉🎉🎉🎉 Bhai start one youtube channel ଆପଣ ଏବେ trending ଅଛନ୍ତି ଭଲgrow କରିବ...🥳 revenue ରେ ଆରାମରେ ଚଳିବେ ...

  • @littlesingerrojalin
    @littlesingerrojalin 6 місяців тому +30

    ସତେ ଯେମିତି ପ୍ରଭୁ ଜଗନ୍ନାଥ ମାତା ଲକ୍ଷ୍ମୀ

  • @suryasadhika4157
    @suryasadhika4157 6 місяців тому +19

    ଝିଅ ଚରିତ୍ରବାନ ସତୀନାରୀ ।

    • @deepakdehury8827
      @deepakdehury8827 6 місяців тому +2

      ନିଶ୍ଚିତ ଭାବେ ଲକ୍ଷେ ଭିଡ଼ ଭିତରେ ଏମିତି ଜଣେ ଚରିତ୍ରବତି ସଂସ୍କାରୀ ନାରୀ ମିଳନ୍ତି

  • @SachhitranandaParida
    @SachhitranandaParida 6 місяців тому +10

    ଏହା ହିଁ ପ୍ରକୃତ ଭଲ ପାଇବା ଭଗବାନ ତମ ଦୁଇ ଜଣଙ୍କୁ ଖୁସିରେ ରଖନ୍ତୁ❤❤❤❤❤❤

  • @nayakbibhuti4535
    @nayakbibhuti4535 6 місяців тому +8

    ସତୀ ନାରୀ ତମେ ମୁଣ୍ଡ ନଇଁ ଯାଉଚି ଭଉଣୀ ଭଗବାନ ସମସ୍ତଙ୍କୁ ଏମିତି ସାଥୀ ମିଳୁ God bless you Both of you 🎉

  • @jagtanbarik832
    @jagtanbarik832 6 місяців тому +70

    ଏମିତି ଝିଅ ଏହି ଦୁନିଆରେ ବହୁତ କମ୍ ଅଛନ୍ତି ❤❤

  • @ayushkanha6301
    @ayushkanha6301 6 місяців тому +19

    ଭଉଣୀ ତୁମ ସାହାସ ମନୋବଳ କୁ ସତ namaste 🙏

  • @bijaybibhu
    @bijaybibhu 6 місяців тому +25

    ଏ ସଚା ପ୍ରେମ

  • @bikasmitabagharay4489
    @bikasmitabagharay4489 6 місяців тому +21

    ଧନ୍ୟବାଦ ଭ ଉଣି

  • @kesabachpati7762
    @kesabachpati7762 6 місяців тому +33

    ଜଗନ୍ନାଥ ତମ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ମଙ୍ଗଳ ମୟ ହେଉ ଜୟ ଜଗନ୍ନାଥ

  • @ajayakumarb957
    @ajayakumarb957 2 місяці тому +3

    ଭଗବାନ ତୁମକୁ ଭଲରେ ରଖନ୍ତୁ

  • @ranjanbarik9104
    @ranjanbarik9104 6 місяців тому +9

    ଭଉଣୀ ପ୍ରକୃତରେ ଆପଣ ପ୍ରେମର ଅର୍ଥ ବୁଝିଛନ୍ତି । ଆପଣ ଦୁଇ ଜଣଙ୍କୁ ଧନ୍ଯବାଦ ଏହି ଭଳି ଭଲ ପାଇବା ସମାଜକୁ ଦେଖାଇଥିବରୁ......❤❤❤

  • @sisirBuda-id4dp
    @sisirBuda-id4dp 6 місяців тому +18

    ଭଗବାନ ତୁମର ଦାମ୍ପତ୍ୟ ଜୀଵନ ସୁଖରେ ରଖନ୍ତୁ

  • @BenudharMajhi-oj2dd
    @BenudharMajhi-oj2dd 6 місяців тому +9

    ବହୁତ ବଡ଼ ହୃଦୟ ଭଗବାନ ତୁମକୁ ଯୁଗ ଯୁଗ ଏକାଠି ରଖନ୍ତୁ

  • @entertainment4you...974
    @entertainment4you...974 6 місяців тому +17

    ଏଭଳି ଝିଅ ଙ୍କୁ ଭଗବାନ ଶାନ୍ତି ରେ ରଖନ୍ତୁ..... ଆପଣ ଦୁଇଜଣ ଖୁସିରେ ରୁହନ୍ତୁ......

  • @tankadharberiha2181
    @tankadharberiha2181 6 місяців тому +9

    ନିଚ୍ଛକ ଭଲପାଇବା.... ଭଗବାନ ସାହା ହୁଅନ୍ତୁ ❤❤

  • @sibaprasadbisoyi
    @sibaprasadbisoyi 6 місяців тому +5

    ଶୁଭେଚ୍ଛା ଓ ଶୁଭକାମନା, ତୁମେ ଦୁହେଁ ଉଦାହରଣ ହୋଇ ଜଣାଇ ଦେଲ ଏହା ଯେ ପ୍ରେମ କଣ ଆଜିର ଏହି ଦୁନିଆ କୁ l

  • @KabiSahoo-w7d
    @KabiSahoo-w7d 6 місяців тому +19

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @ODISHABHAI-eq8jq
    @ODISHABHAI-eq8jq 6 місяців тому +52

    ଆଜିର ଦିନ ରେ ଏମିତି ସ୍ୱର୍ଗୀୟ ପ୍ରେମ, କୋଟିଏ ରେ ଗୋଟିଏ, ଭଗବାନ 🙏🏻 ,ତୁମ ଦୁଇ ଜଣ ଙ୍କୁ ସଦା ସର୍ବଦା ଖୁସି ରେ ରଖନ୍ତୁ💐💐🎂🎂🎉🎉💐🌹🌹ସେ ବର ଭାଇ ଜଣ ଙ୍କ ନିଛୟ ଚାଲିବେ ଆଉ କିଛି ଦିନ ପରେ 👍👍👍 ଜୟ ମା ବନ ଦୁର୍ଗା ଙ୍କ ପାଖ କୁ ଆସନ୍ତୁ, ଏଇ ଠାରୁ ଚାଲିକି ଯେବେ🙏🏻 ୟୁଟୁ ବ ରୁ ସର୍ଚ୍ଚ କରନ୍ତୁ, ବନ ଦୁର୍ଗା 🙏🏻 ସତ୍ୟତା ଓ ଠିକଣା ପାଇଯିବେ 🌹

    • @bhaaskarratha9467
      @bhaaskarratha9467 6 місяців тому

      Dhanyavaad bada bhauni. Ate. Dinaku. Gatie bhala. Kha
      Dhanya. Bada. Tatera. Maa. Bhagabana mangala. Karanntu

  • @UpendraThati
    @UpendraThati 6 місяців тому +8

    ଭଭଣୀ ଧନ୍ୟ ତୁମେ ବହୁତ ସୁନ୍ଦର ପ୍ରେମ ❤❤❤❤❤❤

  • @PankajLuha-f3w
    @PankajLuha-f3w 6 місяців тому +11

    ଏ ହେଉଛି ପ୍ରକୁତ ପ୍ରମ ❤🙏

  • @JANARDANRAY-mx7zt
    @JANARDANRAY-mx7zt 6 місяців тому +7

    ଜଗତରନାଥ ଜଗ ନାଥତୁମଦୁଇଜଣକୁଂବହୁତଭଲରେରଖତୁଂ

  • @subhashree6288
    @subhashree6288 6 місяців тому +13

    Iswar Apanka Mangal karantu ❤

  • @Bijayalaxmilife
    @Bijayalaxmilife 6 місяців тому +7

    ପ୍ରେମ ପାଖରେ ସବୁ ହାର ମାନେ ❤❤❤

  • @OwnVoiceSusant
    @OwnVoiceSusant 2 місяці тому +2

    ଏମିତି ଭଲ ପାଇବା କୋଉଠି ମିଳୁଛି ଭଗବାନ 😭😭🙏🏿🙏🏿ଜଗନ୍ନାଥ ତୁମକୁ ଭଲ କରିଦିଅନ୍ତୁ 🙏🏿🙏🏿🙏🏿🙏🏿🙏🏿

  • @skdsingerkumarsaroj655
    @skdsingerkumarsaroj655 6 місяців тому +8

    ଏ ଶରୀର ବିନାଶ ଅଛି
    ପ୍ରେମ ର ବିନାଶ ନାହଁ କାରଣ ଦୁଇଟି ମନର ମିଳନ ହେଉଛି ପ୍ରେମ
    ଜୟ ଜଗନ୍ନାଥ

  • @bhajanrana5209
    @bhajanrana5209 6 місяців тому +15

    ତୁ ବହୁତ ମହାନ୍ ଲୋ ଭଉଣୀ

  • @JharanaPradhana-n5o
    @JharanaPradhana-n5o 6 місяців тому +5

    ବୋହୁତ ବୋହୁତ ଧନ୍ୟ ବାଦ୍‌
    ଭଲରେ ରୁହ ଖୁସିରେ ରୁହ

  • @koraputiadesia7021
    @koraputiadesia7021 6 місяців тому +4

    ଭଉଣୀ କୁ କେମିତି ଧନ୍ୟବାଦ ଦେବି ମୋ ପାଟିରୁ ଭାଷା ବାହାରୁ ନାହିଁ, ସତରେ ହୃଦୟ ଥିବା ମଣିଷ ଟିଏ, ଭଗବାନ ସର୍ବଦା ଖୁସିରେ ରଖନ୍ତୁ ଆପଣ ମାନଙ୍କୁ

  • @bijaybibhu
    @bijaybibhu 6 місяців тому +13

    ଧନ୍ୟବାଦ୍ ଭଉଣୀ

  • @sumitamarndi682
    @sumitamarndi682 6 місяців тому +4

    କେବଳ ଝିଅ ନୁହେଁ ପୁଅ ମାନେ ବି ଶିଖନ୍ତୁ ମୁଁ ଗେଟେ ବିକଳାଙ୍ଗ ଝିଅ କିନ୍ତୁ ଗୋଟେ ପୁଅ ମୋତେ ଜାଣି ଶୁଣି ଭଲ ପାଇଲେ ମ ଠାରୁ ଟଙ୍କା ପଇସା ନେଇ ପାଠ ପଢିଲେ, ପାଠ ପଢ଼ା ବି ସରିଲା ମୋତେ ବି ଛାଡିଲେ

    • @sandeepbaliarsingh8463
      @sandeepbaliarsingh8463 6 місяців тому

      Samste sikhiba katha. Hele ghor kaliyug bhauni bahut kam bhala loka parasparaku milanti. Praya bhala puaku kharap jhia milanti, bhala jhia ku kharap pua milanti.

  • @riteshritesh6405
    @riteshritesh6405 6 місяців тому +2

    ହେ ଭଗବାନ୍ ଏମିତି ପ୍ରେମ ଯୁଗ ଯୁଗ ବଞ୍ଚି ରହୁ❤❤❤😢😢।ହେ ଭଗବାନ ମୋତେ ଏମିତି ଝିଅ ଟିଏ ମିଲୁ🙏🙏🙏।

  • @Sks0012
    @Sks0012 6 місяців тому +12

    Kemitika jia achanti.amiti jia bhagya re thile mile

  • @munamalik3745
    @munamalik3745 6 місяців тому +8

    Satare aakhiru luho aasigola❤❤❤

  • @Sunildas-zm6zh
    @Sunildas-zm6zh 6 місяців тому +1

    ତମ ଭଳି ଝିଅ ମୋ ସ୍ତ୍ରୀ ହେଇଥାନ୍ତାକି ଯାହାକୁ love ମେରେଜ କରି ବାହା ହେଇଚି ତା ସୋ ଖୁସିରେ ନାହିଁ.... ହେ ଜଗନାଥ 😭😭😭

  • @sarathipadhan9003
    @sarathipadhan9003 6 місяців тому +2

    ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ❤❤❤ ଦିଦି ତମକୁ ମୋର କୋଟିଏ ଜୁହାର

  • @arunamohanty2986
    @arunamohanty2986 6 місяців тому +7

    Aaha emiti prema aakhire luha aasigala jagannath tuma swami ku bhala kari diantu ei aasirvad karuchhi

  • @prasantkumarmallick5636
    @prasantkumarmallick5636 6 місяців тому +2

    ତୁମ ଜୀବନ ସୁଖମୟ ହେଉ, ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ l

  • @prasantnayak623
    @prasantnayak623 6 місяців тому +11

    Bhagaban aapanamananku bahut bahut bahut khusire rakhantu.......🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @TamaxBarik
    @TamaxBarik 6 місяців тому +1

    ଏହି କଳି ଯୁଗରେ ମଧ୍ୟ ସତୀ ନାରୀ ର ପରିଚୟ ଦେଇଛ ତେଣୁ କୋଟି କୋଟି ଆଶୀର୍ବାଦ ତୁମ ମଥାରେ ଥାଉ

  • @tanka15d677balangiriatk
    @tanka15d677balangiriatk 6 місяців тому +2

    ଧନ୍ୟ ତୋ ପ୍ରେମ କୁ ଭଗବାନ ସାହା ହୁଅନ୍ତୁ

  • @RajeevMinz
    @RajeevMinz 6 місяців тому +1

    ପ୍ରେମ ଅନ୍ଧ ମୂକ ଓ ବଧିର
    Love is Blind , dumb and deaf
    This is the proof

  • @ranjanbehera3592
    @ranjanbehera3592 6 місяців тому +5

    Real You are Great Couple

  • @LaxmipriyaMuduli-un1ju
    @LaxmipriyaMuduli-un1ju 7 годин тому

    Iswar tuma duijanaka damptya jibana sukha Maya karantu tuma dui jananka mana emiti rahithau mo tarafaru bidusmita bhauninku sata koti pranam

  • @SarojiniParida-f9v
    @SarojiniParida-f9v 6 місяців тому +2

    Sata re love 😘 Amiti Kariba dar kar...didi Apne nku Mora 1k pranam 🙏🙏🙏🙏🙏🙏🙏🙏🙏🙏🙏🙏❤❤❤

  • @purafamilyboy8206
    @purafamilyboy8206 6 місяців тому +6

    Bhaskara gote news kala bhala lagila

  • @educationodia663
    @educationodia663 6 місяців тому +9

    Emiti duniare keteta jhia achhanti tamaku bahut bahut dhanyabad

  • @ritanjalisamal8492
    @ritanjalisamal8492 6 місяців тому +7

    Many many congratulations to both of you.And always be together like this.

  • @deepakdehury8827
    @deepakdehury8827 6 місяців тому +2

    E bhauni nku bhagaban jivan Sara Khushi re rakhantu

  • @SonuMaharana-lf8pt
    @SonuMaharana-lf8pt 2 місяці тому +1

    ଭାଗ୍ୟରେ ଥିଲେ ଏହିପରି ସ୍ତ୍ରୀ ଟି ଜୀବନ ସାଥୀ ରୂପେ ମିଳେ ।

  • @krupasindhujena4851
    @krupasindhujena4851 6 місяців тому +4

    Love is life example for all your Real Life story sister 🙏🙏🙏

  • @kartikadas4875
    @kartikadas4875 6 місяців тому +7

    Ati sundar hrudaya bhouni

  • @CHUNY999
    @CHUNY999 6 місяців тому +3

    Sikha be odisha jia kichi.. Khali tik tok stylish marile kana haba

  • @subratkumarnayak9653
    @subratkumarnayak9653 6 місяців тому +4

    ❤ I like your bravery and patience . salute ❤ . Keep it .

  • @babusahu2123
    @babusahu2123 6 місяців тому +8

    ହୃଦୟରୁ ଅଜସ୍ର ପ୍ରଣାମ 🙏ଭଗବାନ ଉଭୟଙ୍କୁ ଆଶୀର୍ବାଦ କରନ୍ତୁ

  • @debjanidas2358
    @debjanidas2358 6 місяців тому +6

    Sister you are great.

  • @Ganeshganu325
    @Ganeshganu325 6 місяців тому +4

    Kicchi no jani kee kicchi khorap kotha kuhanee Jone sabu nije kari pariba bali decision naechi taa tume Mane comment Kariba pain kea sabu😮😮

  • @ranjanapanda6538
    @ranjanapanda6538 6 місяців тому +6

    ଅମୃତ ପ୍ରେମର ବଳିଷ୍ଠ ଉଦାହରଣ ହେଉଚନ୍ତି ବିଦୁସ୍ମିତା ଭଉଣୀ।❤କୋଟି କୋଟି ସଲାମ୍‌

  • @Nrusinghpandit-lg5uc
    @Nrusinghpandit-lg5uc 6 місяців тому +8

    God bless you both couple god gives long term age thank q

  • @prakashchandrabihari8194
    @prakashchandrabihari8194 6 місяців тому +4

    Jai jagannath, dui jana bhala re ruhantu.

  • @ringumandal591
    @ringumandal591 6 місяців тому +5

    God bless you didi

  • @NamitamurmuNamitamurmu-t4s
    @NamitamurmuNamitamurmu-t4s 3 місяці тому +1

    ଏମିତି ହୃଦୟ ଥିବା ବ୍ୟକ୍ତି ବହୁତ୍ ବହୁତ୍ ଧନ୍ୟବାଦ୍ ❤

  • @jitendrasahoo5829
    @jitendrasahoo5829 6 місяців тому +5

    Jai jagannath

  • @tutuswain-rr2tn
    @tutuswain-rr2tn 3 дні тому

    ସମାଜରେ'ପ୍ରଥମଥର ଦେଖିଲି ଏଭଳି ଝିଅ ଭଗବାନ ତୁମର ମଙ୍ଗଳ କରନ୍ତୁ❤❤❤❤❤❤❤❤❤❤❤❤

  • @TalcherGirisha
    @TalcherGirisha Місяць тому

    Super ଭଉଣି ଇସ୍ଵର ତୁମଦୁହିଁଙ୍କୁ ମଙ୍ଗଳକରନ୍ତୁ

  • @simongomang.2623
    @simongomang.2623 6 місяців тому +2

    ପ୍ରେମ ହିଁ ସବୁଠାରୁ ଦରକାର ❤

  • @tapansahoo4146
    @tapansahoo4146 6 місяців тому +13

    Bhagban karantu 2 jana sabu bele khusire ruha..

  • @JagadishKishan-eq8lo
    @JagadishKishan-eq8lo 4 години тому

    Thank you sister

  • @RojalinNayak-l7e
    @RojalinNayak-l7e 6 місяців тому +8

    God bless both of you ❤❤

  • @upendradebguru3245
    @upendradebguru3245 3 дні тому

    ଯିଏ ସତ୍ଯ ପାଇ ଜିବନକୁ ଵାଯି ଲଗାଇଲାଏଇଟା ହେଉଛି ନାରୀ ଯାହା ଅଛନ୍ତି ସମସ୍େତ -----।

  • @basantibijayalaxmiexpress8990
    @basantibijayalaxmiexpress8990 6 місяців тому +1

    Satare amiti bhala paiba dekhi mo akhi ru luha asigala 😢

  • @BayijantiPingua-rf8sk
    @BayijantiPingua-rf8sk 6 місяців тому +10

    God bless you ❤❤

  • @janmejayabagarti3294
    @janmejayabagarti3294 6 місяців тому

    ମାନସୀ ବଗର୍ତ୍ତୀ ଯଦି ଭିଡିଓ ଦେଖୁଛୁ କିଛି ସିଖେ ମୁଁ ଜନ୍ମେଜୟ ବଗର୍ତ୍ତୀ ତୋମକୁ ଅନୁରୋଧ କରୁଅଛି

  • @ArunDasArunDas-i1e
    @ArunDasArunDas-i1e 6 місяців тому +3

    Thanks 🙏 ଏ ଲୋଭ କୁ

  • @kartikchandrasatapathy8609
    @kartikchandrasatapathy8609 19 днів тому

    ଝୀଅ ରେ ତୁମର ଶାନ୍ତ ସରଳ ଭଦ୍ର ହସ ହସ ନମ୍ର ତା ୟୁ ଟ୍ୟୁବ ରେ ଦେ ଖୀ ଭଗ ବାନ ଙ୍କୁ ଡାକୁଛି ତୁମର ଭ ଗ ବାନ ମଙ୍ଗଳ କରନ୍ତୁ (ଜୟ ଜଗନ୍ନାଥ )🙏🙏🙏🙏kcsatapathy

  • @Sumi76010
    @Sumi76010 4 місяці тому

    ଦିଦି ତୁମ ପରି ସ୍ତ୍ରୀ ସବୁ ସ୍ବାମୀଙ୍କୁ ଆଉ ତୁମ ପରି ବୋହୂ ସବୁ ପରିବାର କୁ ମିଳୁ।ତମ ପ୍ରେମ ସତ୍ୟ ଆଉ ଶାଶ୍ଵତ।ଭଗଵାନ ଙ୍କ ଆଶୀର୍ବାଦ ସବୁବେଳେ ତୁମ 2 ଜଣଙ୍କ ଉପରେ ଥାଉ।ସବୁବେଳେ ଖୁସି ରେ ରୁହନ୍ତୁ🙏🥰

  • @basudevgond6659
    @basudevgond6659 6 місяців тому +4

    Jay jagaannaath kushi re ruho sister tamo to jiho mane kichi sikiba dharokar

  • @mr.pravakar2068
    @mr.pravakar2068 6 місяців тому +5

    Jhai Mane sikh ❤❤❤❤

  • @asishbehera1561
    @asishbehera1561 6 місяців тому +7

    God Bless you ❤

  • @yoshada4318
    @yoshada4318 6 місяців тому +6

    Great sister

  • @nilamanimeher1592
    @nilamanimeher1592 20 днів тому

    ଏହାକୁ କେମିତି ଧନ୍ୟବାଦ ଦେବିଭାବିପାରୁନାହିଏନାରିନୁହେନାରାୟଣି

  • @SurendraBehera-hw3cd
    @SurendraBehera-hw3cd Місяць тому

    ♥️♥️♥️ଭଗବାନ ତୁମ ଦୁହିଁଙ୍କୁ ଭଲ ରେ ରଖନ୍ତୁ।

  • @SanjayaKanhar-v2t
    @SanjayaKanhar-v2t 6 місяців тому

    ତମ ଦୁଇ ଜଣକ ଜୀବନକୁ ଜଗତର ନାଥ ଜଗନ୍ନାଥ ଘଣ୍ଟ ଘରେ ଘୋଡାଇ ରଖିଥାନ୍ତୁ

  • @Mamatamuduli-i1j
    @Mamatamuduli-i1j 6 місяців тому +5

    Good bless. You

  • @Liti-Short556
    @Liti-Short556 Місяць тому

    ଭଗବାନ ତମଙ୍କୁ ନିଶ୍ଚୟ ଖୁସିରେ ରଖିବେ

  • @Yashbahi12693
    @Yashbahi12693 6 місяців тому

    ଏ ଭଳିଆ ଝିଅ ପାଇଁ ଦୁନିଆ ଚାଲିଛି , ନହେଲେ ବାକି ସବୁ ଘଇତା ଛାଡି ।।

  • @ranjeetmalik6093
    @ranjeetmalik6093 6 місяців тому +1

    It is truly Love the great lady .Who know his soul and success her loved.