ନିୟମଗିରି ପାହାଡ ରେ ରହୁଥିବା ଆଦିବାସୀ || RAYAGADA DONGRIA TRIBE  ODISHA

Поділитися
Вставка
  • Опубліковано 16 жов 2023
  • ନିୟମଗିରି ପାହାଡ ରେ ରହୁଥିବା ଆଦିବାସୀ || RAYAGADA DONGRIA TRIBE ODISHA #mutraveller

КОМЕНТАРІ • 2,6 тис.

  • @MuTraveller
    @MuTraveller  7 місяців тому +1509

    ଆଫ୍ରିକୀୟ ଆଦିବାସୀ ଭିଡ଼ିଓ ଭଲ ଲାଗୁଥିଲା ନା ଓଡିଶା ଆଦିବାସୀ ଭିଡ଼ିଓ ?

  • @prabirakumarnaik1298
    @prabirakumarnaik1298 7 місяців тому +251

    ଆଫ୍ରିକା ଆଦିବାସୀ ଠୁ ଓଡିଶା ଆଦିବାସୀ ବହୁତ ଭଲ କେଉଁ ଭାଇଭଉଣୀ ମାନେ କେନ୍ଦୁଝର ର ଲବଭାଇ ଙ୍କୁ like କରନ୍ତୁ

  • @rameshsabar9744
    @rameshsabar9744 7 місяців тому +28

    ଆମେ ଓଡ଼ିଶାର ଆଦିବାସୀ ଆଉ ଆମ ସଂସ୍କୃତି ବଡ଼ିଆ ❤❤❤❤ ରାୟଗଡ଼ାର culture ଦେଖେଇଥିବାରୁ ଧନ୍ୟଵାଦ ଲବ ଭାଇ love you so much 🥰🥰🥰❤❤❤❤

  • @subhz_vlog12
    @subhz_vlog12 7 місяців тому +7

    ବହୁତ ବଢିଆ... ବହୁତ ଖୁସୀ ଲାଗୁଛି.... ଓଡ଼ିଶା ଠାରୁ ଦୂରରେ ଥାଇ ଓଡ଼ିଶାର ପୁଣୀ ନିୟମଗିରିର ପ୍ରାକୃତିକ ଦୃଶ୍ୟ ବେଶ୍ ସୁନ୍ଦର.... ଯଦି ପାରିବେ ଇଂରାଜୀ ଶବ୍ଦକୁ ତଳେ ଦେଲେ ବହୁତ ବାହାର ଦେଶର ଲୋକ ଦେଖିବାର ସୁଯୋଗ ପାଇବେ। ମତେ ବହୁତ୍ ଭଲ ଲାଗିଲା ... ଯେବେ ମହାରାଷ୍ଟ୍ର ଆଦିବାସୀ ଅଞ୍ଚଳ ବୁଲିବେ ସେତେବେଳେ ମୁଁ ଆପଣଙ୍କୁ ବୁଲେଇବି।

  • @krglbskeyjbkz1004
    @krglbskeyjbkz1004 7 місяців тому +93

    ✋✋✋✋✋✋ ହାତ ଟେକନ୍ତୁ ଯଦି ଆପଣ ଲବ ଭାଇଙ୍କୁ ସପର୍ଟ କରନ୍ତି ✋✋✋

  • @maasitalammacreations9764
    @maasitalammacreations9764 7 місяців тому +31

    ଯୋଉ ଭଉଣୀ explain କରୁଛନ୍ତି ତାଙ୍କୁ ଦିଲ୍ ସେ salam

  • @AnitaKisan-ul9oh
    @AnitaKisan-ul9oh Місяць тому +3

    ଆମେ ଆଦିବାସୀ ବୋଲି ଆମେ ଗର୍ବିତ । ପଶ୍ଚିମ ଓଡ଼ିଶାର ଆଦିବାସୀ ସାଂସ୍କୃତିକ ପରମ୍ପରାକୁ ଭିଡିଓ ମାଧ୍ୟମରେ ଦର୍ଶାଇ ଥିବାରୁ ହୃଦୟ ଭିତରୁ ବହୁତ ଧନ୍ୟବାଦ ଲଵ ଭାଇ। ❤❤❤

  • @Localtonybai-Yt
    @Localtonybai-Yt 7 місяців тому +25

    ଆମ ଡଙ୍ଗରିଆ କନ୍ଧମାନଙ୍କ dance ଦେଖି ବହୁତ୍ ସୁନ୍ଦର୍ ଲାଗିଲା❤ ମୋ foverite ମାଣ୍ଡିଆ ଯାଉ 😋❤ ଆମ ଆଦିବାସୀ culture ବିଷୟରେ କହିଥିବାରୁ ଧନ୍ୟବାଦ୍ ❤ଲବ ଭାଇଙ୍କୁ ବହୁତ୍ ବହତ୍ ଧନ୍ୟବାଦ୍ 🙏 ଜୟ ମା ଠାକୁରାନୀ 🙏from gunpur

  • @pratimasethy2754
    @pratimasethy2754 7 місяців тому +240

    ଆଫ୍ରିକା ଠୁ ଆମ ଓଡିଶା ର ଜନଜାତି ଙ୍କ ଜୀବନ ଶୈଳୀ ସବୁଠୁ ଭଲ 🥰

  • @itssangramvlogs952
    @itssangramvlogs952 7 місяців тому +508

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.❤️

  • @S-B-Official5824
    @S-B-Official5824 7 місяців тому +8

    ଆଫ୍ରିକା ଠୁ ଓଡ଼ିଶା ର ଆଦିବାସୀ ମାନଙ୍କର ବହୁତ ଭଲ ଲାଗିଲା ଭାଇ ବହୁତ ଧନ୍ୟବାଦ ଭାଇ

  • @mamabarik9707
    @mamabarik9707 7 місяців тому +6

    ଆମ ଓଡ଼ିଶା ଆଦିବାସି ଙ୍କ ଜୀବନ କିପରି ଅତିବାହିତ କରନ୍ତି ଓ ତାଙ୍କ ଜୀବନ ଯାପନ ଶୈଳୀ ବିଷୟରେ ଜାଣିବାକୁ ପାଇଲୁ ଏହି ଭିଡ଼ିଓ ଦ୍ଵାରା। ଆମ ଓଡ଼ିଆ ଭାରୀ ବଢ଼ିଆ। ଭାଇ ତୁମକୁ ହୃଦୟରୁ ଧନ୍ୟବାଦ୍ ଓ ବହୁତ୍ ଗୁଡ଼ିଏ ସ୍ନେହ ଆମ ତରଫ ରୁ 😇।
    🙏🌺 ଜୟ ଜଗନ୍ନାଥ 🌺🙏

  • @sanatanpatra7587
    @sanatanpatra7587 7 місяців тому +30

    ପଶ୍ଚିମ ଓଡିଶାର ଡଙ୍ଗରିଆ କନ୍ଧମାନଙ୍କ ସଂସ୍କୃତି ଓ ପରମ୍ପରାର ଭିଡିଓ ମାଧ୍ଯମରେ ଅଭଗତ କରାଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ ...

  • @pradeepsabar-dn7hb
    @pradeepsabar-dn7hb 7 місяців тому +25

    ଆଦିବାସୀ ଙ୍କର ଶେଷ ଅକ୍ଷୟର କ...
    ଭାଇ ଧନ୍ୟବାଦ 🙏🙏🙏🙏🙏
    ଆମେ ରାୟଗଡିଆ ଭାରି ଭଡ଼ିଆ...

  • @sbyoutuber599
    @sbyoutuber599 7 місяців тому +14

    Aadibashi re ବହୁତ୍ ପର୍ବ ପାଳନ କରାଯାଏ Thanks loba sir 🎉🎉 aamo ଆଦିବାସୀ କ୍ଲଚର କୁ ଆଗକୁ ବଢ଼ାଇବା ରୁ 🎉🎉🎉🎉

    • @user-lh9cd8nq4j
      @user-lh9cd8nq4j 7 місяців тому

      ବିଦେଶୀ ଧର୍ମରେ Convert ହେଇଗଲେ ସବୁ ସରିଗଲା...,

  • @nilamanimaharana984
    @nilamanimaharana984 7 місяців тому +7

    Phulaki wadeka was of my students, I proud of you my dear child. And all the best laba hansda.

  • @farnahopontelivision
    @farnahopontelivision 7 місяців тому +32

    ଓଡ଼ିଶା ସବୁଠାରୁ ସୁନ୍ଦର ଜାଗା LOVE YOU BROTHER ❤ #Mayurbhanj🙏

  • @PRAKASHMOHAPATRA143
    @PRAKASHMOHAPATRA143 7 місяців тому +85

    କଳା ଓ ସଂସ୍କୃତି ର ରାଜ୍ୟ ଅଟେ ଆମ ଓଡ଼ିଶା...... ଆମେ ଓଡ଼ିଆ ଭାରି ବଢ଼ିଆ ❤❤❤❤❤❤

  • @Sashi_Dev_Nayak.
    @Sashi_Dev_Nayak. 7 місяців тому +34

    ମାଣ୍ଡିଆ ପେଜ ଆମର ଜୀବନ ଭାଇ ଆମ undivde କୋରାପୁଟରେ ଭାତ ନ ଖାଇ ରହିବେ କିନ୍ତୁ ମାଣ୍ଡିଆ ନିଶ୍ଚିତ ପିଇବେ ଆମ ଆଦିବାସୀ ଭାଇ ଭଉଣୀ ମାନେ । ❤

  • @JISHAYAMALLICK-zk3xl
    @JISHAYAMALLICK-zk3xl 7 місяців тому +7

    ଭାଇ ବହୁତ ବହୁତ ଧନ୍ୟବାଦ ଆମ ଓଡିଶା ର ଆଦିବାସୀ ଡ଼ଙ୍ଗରିଆ କନ୍ଧ ମାନଙ୍କର ପରମ୍ପରା ଓ କିସ ର ମୋର ଭାଇ , ଭଉଣୀ ଙ୍କୁ ଦେଖେଇ ଥିବାରୁ again very very thank u for showing tribal traditional culture every way god bless u bhai ମୁଁ ଗଜପତି ରୁ କହୁଛି ❤❤❤

  • @rajeshnisikaofficial
    @rajeshnisikaofficial 7 місяців тому +19

    ବହୁତ ଧନ୍ୟବାଦ ଭାଇ ଆମ ରାୟଗଡ଼ା ଆସିଛନ୍ତି 😮

  • @hemantabahera8047
    @hemantabahera8047 7 місяців тому +22

    ପଶ୍ଚିମ ଓଡ଼ିଶାର ନିୟମ ଗିରି ଡଙ୍ଗରିଆ କନ୍ଧମାନଙ୍କ ସଂସ୍କୃତି ଓ ପରମ୍ପରାର ଭିଡିଓ ମାଧ୍ୟମ ରେ ଅବଗତ କରାଇଥିଦାରୁ ବହୁତ୍ ବହୁତ୍ ଧନ୍ୟବାଦ୍,,,,,,BBSR ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @gansamurmuvlog20
    @gansamurmuvlog20 7 місяців тому +16

    ଏହି ଭଳି ଭିଡ଼ିଓ ଗୁଡ଼ିକ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିବା ଦରକାର କି ? ତେବେ ହୃଦୟରେ ସହିତ ଗୋଟିଏ like 👍 ହେଉ।।

  • @PabitraMajhi-yn9lf
    @PabitraMajhi-yn9lf 7 місяців тому +12

    ମୋର ହୃଦୟରୁ salam ଲବ ଭାଇ ଆମ ଆଦିବାସୀ ଙ୍କ ପରମ୍ପରା କୁ ଭଲ ପାଉଥିବାରୁ ମୁଁ ଆଜି ଗର୍ବିତ ଆଦିବାସୀ ଘରେ ଜନ୍ମ ହୋଇ ଥିବାରୁ ଜୟ ଆଦିବାସୀ.

    • @user-lh9cd8nq4j
      @user-lh9cd8nq4j 5 місяців тому

      😂 ତୁ ମୁସଲିମ ହେଇ ଗଲୁଣି କି ? ଜୁହାର କହି ପାରୁନୁ... ଆଦିବାସୀ ହେଇକି... ଲଜ୍ଯା ରେ ତତେ

  • @kamalakantabeshra1780
    @kamalakantabeshra1780 7 місяців тому +28

    ଆଫ୍ରିକା ଠାରୁ ବି ସୁନ୍ଦର ଆମ ଓଡିଶା ଦୃଶ୍ୟ

  • @stmproduction7634
    @stmproduction7634 7 місяців тому +46

    ବହୁତ ଆଗରୁ ଦେଖେଇବାର ଥିଲା ଲଭ ଭାଇ ❤❤❤ ବହୁତ ବଢିଆ

  • @siddhantfm
    @siddhantfm 7 місяців тому +20

    ଧନ୍ୟବାଦ ଭାଇ ଆମ ରାୟଗଡ଼ାକୁ ଆସିଛ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଆପଣଙ୍କୁ ସଦାସର୍ବଦା ମଙ୍ଗଳ ହୋଉ ଯେଇ ଜଗନ୍ନାଥ

  • @user-xs9kg3kn4k
    @user-xs9kg3kn4k 7 місяців тому +2

    କୁର୍ଲି, କାଡ୍ରାଗୁମା,ଖଜୁରୀ ଓ ଖମ୍ବେସୀ ଗାଁ ଲୋକ ମାନଙ୍କୁ ଅନେକ ଅନେକ ଧନ୍ୟବାଦ। 2002 ମସିହା ରେ ମୋତେ ବହୁତ ସାହାଯ୍ୟ କରିଥିବାରୁ।

  • @prabeenasanta4961
    @prabeenasanta4961 7 місяців тому +66

    ଯାହା ହେଉ ଆମ ସଂସ୍କୃତି ପାପମ୍ପରା ବଞ୍ଚାଇ ରକିଛନ୍ତି ରାୟଗଡା ଲୋକ ମୁ ବିଜଣେ କନ୍ଦ ଅଟେ ନବରଙ୍ଗପୁର ଜିଲ୍ଲାରୁ ❤❤❤

  • @Sagarikalifevlogs
    @Sagarikalifevlogs 7 місяців тому +62

    ଆମେ ଆଦିବାସୀ ବୋଲି ଆମେ ଗର୍ବିତ 😊😊😊

  • @Villageshoot314
    @Villageshoot314 7 місяців тому +47

    We proud as kandha tribe, special thanks to each and Everyone who kept our culture &tradition alive.....i feel very blessed love u family

  • @kingjamesraitakjr7536
    @kingjamesraitakjr7536 7 місяців тому +6

    Love you Bidika bro, being a Kissian.. Happy to see your village on this video🎥🎥.

  • @Itismita_Life_Style
    @Itismita_Life_Style 7 місяців тому +144

    ଘର କାନ୍ଥ ରେ ଭଲ ପେଣ୍ଟିଂ ହେଇଛି। ସବୁ ଘର ମାନଙ୍କରେ ସମାନ ରଙ୍ଗ ଦିଆ ହେଇଛି।❤

  • @TGFunny-tapan
    @TGFunny-tapan 7 місяців тому +107

    କେଉଁ ମାନେ ଲବ ଭାଇ ଙ୍କୁ ହୃଦୟ ରୁ ଭଲ ପାଅ ❤️❤️❤️ ମୁଁ ଭଲ ପାଏ 100% ଆପଣ ମାନେ କେତେ ଭଲ ପାଆନ୍ତି 1 million subscribers ହେଇ ଯାଉ ଭଗବାନ ଙ୍କୁ ପ୍ରାର୍ଥନା

  • @niranjanpattanira321patta5
    @niranjanpattanira321patta5 7 місяців тому +2

    ଲବ ଭାଇ ହିପ ହିପ ଫର୍ ରେ.... ଜୟ ଜଗନ୍ନାଥ ପ୍ରଭୁ 🙏🙏🎂

  • @STLBABULA
    @STLBABULA 7 місяців тому +14

    Proud to be Rayagada adivasi

  • @PankajKumar-17
    @PankajKumar-17 7 місяців тому +35

    ଲଵ ଭାଇ ଶେଷରେ ଆମର "ରାୟଗଡ଼ା" ରେ ଏତେ Descovery କରୁଥିବାରୁ ମୁ ଗର୍ବ ଅନୁଭବ କରୁଛି ଏବଂ ଆପଣ ଏମିତି ହିଁ ଆଗେଇଥାନ୍ତୁ। "Jai johar jai Odisha "

  • @arabindabehera95
    @arabindabehera95 7 місяців тому +20

    ପାଣି ତାର ସମ୍ପୂର୍ଣ ଜୀବନ ଦେଇ ଗୋଟେ ଗଛ କୁ ବଡ଼ କରିଥାଏ.ଏଥିପାଇଁ ବୋଧେ ପାଣି କାଠ କୁ କେବେ ବୁଡିବାକୁ ଦେଇ ନଥାଏ.
    Kunal❤❤❤❤❤

  • @sachinekka-kw9oo
    @sachinekka-kw9oo 7 місяців тому +3

    ♥️♥️I love Handiya♥️♥️

  • @Bp_forever_blink_
    @Bp_forever_blink_ 7 місяців тому +1

    ଅତି ସୁନ୍ଦର ଭାଈ 🇮🇳🥺🖤💗✨✨🔥🔥

  • @kumarranjan8596
    @kumarranjan8596 7 місяців тому +64

    ଓଡ଼ିଶାର ଆଦିବାସୀ ନୃତ୍ୟ ସବୁଠାରୁ ଆଗରେ

  • @ronerisi7686
    @ronerisi7686 7 місяців тому +70

    ସରକାର କିନ୍ତୁ ଅନ୍ଧ କିଛି ସୁବିଧା ନାହିଁ ଆଦିବାସୀ ଜନଜାତି ପାଇଁ

    • @debashishmahanta4948
      @debashishmahanta4948 7 місяців тому +7

      ସରକାର ଆଦିବାସୀ ଜନଜାତି ପାଇଁ ବହୁତ୍ ଯୋଜନା ମାନ ରହିଛି। କିନ୍ତୁ କିଛି ତଳ କର୍ମଚାରୀ ମାନଙ୍କ ପାଇଁ ସେହି ସୁବିଧା ଗୁଡ଼ିକ ଲୋକ ମାନଙ୍କ ପାଖକୁ ପହଞ୍ଚିପରୁନି

    • @murmuthakurofficial2778
      @murmuthakurofficial2778 7 місяців тому +2

      Right

    • @ronerisi7686
      @ronerisi7686 7 місяців тому +1

      @@this_is_venket ଆଉ ଦାଦନ ଖଟିବାକୁ ବାହାର କୁ ଯାଉଛନ୍ତି କଣ ପାଇଁ

  • @cksportsnews1748
    @cksportsnews1748 7 місяців тому +1

    ୟାଙ୍କ ଘର ଗୁଡିକ ବହୁତ ସୁନ୍ଦର

  • @niranjanmohapatra849
    @niranjanmohapatra849 10 днів тому

    ବହୁତ ସୁନ୍ଦର କାର୍ଯ୍ୟକ୍ରମ 👌👌👍

  • @MantuKulesikaMantuKulesi-oe2hk
    @MantuKulesikaMantuKulesi-oe2hk 7 місяців тому +32

    ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଅମୋ ସଂସ୍କୃତ ଏବଂ ପରମ୍ପରା କୁ ଦେଖେଇ ଦେଇ ଛନ୍ତି ❤

  • @travelwithpurna
    @travelwithpurna 7 місяців тому +11

    ଆମେ ରାୟଗଡିଆ....ଜୟ ଆଦିବାସୀ ଧନ୍ୟବାଦ ଲବ ଭାଇ

  • @chandrasekharsanta-bj2ux
    @chandrasekharsanta-bj2ux 7 місяців тому

    ଲବ ଭାଇ ଜିନ୍ଦାବାଦ ସେମାନେ ସବୁ ଆମ ଜାତିର ଲୋକ 🙏ମାଣ୍ଡିଆ ମୋର fevorit ❤️❤️❤️

  • @ratanlalpurty3569
    @ratanlalpurty3569 7 місяців тому

    ନମସ୍କାର, ବହୁତ ସୁନ୍ଦର ଜାଗା, ଭଲ ଲାଗିଲା, God blesse you brother, ଧନ୍ୟବାଦ ❤️🙏🌹❤️🙏🌹

  • @smjmurmu96
    @smjmurmu96 7 місяців тому +13

    ODISHA ra Tribal ,Culture,custom, bahut bhala lage...❤❤🎉🎉
    LABA BHAI,,Jay jagannath. .⭕‼️⭕🙏🏼

  • @Sam-hx2ic
    @Sam-hx2ic 7 місяців тому +26

    ଘର ବହୁତ ସୁନ୍ଦର ହୋଇଛି❤

  • @pinkikandi5596
    @pinkikandi5596 7 місяців тому +1

    ବହୁତ୍ ଭଲ ଲାଗିଲା ଭିଡିଓ 🙏

  • @RajeshBariha-wx3dr
    @RajeshBariha-wx3dr Місяць тому

    ଧନ୍ୟବାଦ ଭାଇମାେନ ଛୁଉଇଦେଲା ନାଚ ଏମିତିକା ଭିଢିଓ ଦେଖାଲ 👌🤟❤️🌹

  • @Majhiofficial1431
    @Majhiofficial1431 7 місяців тому +6

    ଜୟ ଡଙ୍ଗରିଆ କନ୍ଦ ଆମର୍ ଓଡିଶା ର୍ ଆଦିବାସୀ କେତେ ସୁନ୍ଦର୍ ତାକର୍ ବେସବୁସା। ❤

  • @marndi_brother
    @marndi_brother 7 місяців тому +5

    ବହୁତ୍ ବଢିଆ ଅମୋ ଓଡ଼ିଶା adiwasi।❤❤🎉🎉🎉🎉

  • @HariharMallik
    @HariharMallik 7 місяців тому +1

    ବହୁତ୍ ବଢିଆ ଆମ ଓଡ଼ିଶାର ଏମିତି ବି culture ଅଛି... ଦେଖେଇ ଥିବାରୁ ଧନ୍ୟବାଦ ମାଡ଼ି ଚାଲ ଭାଇ

  • @bhabanishankarpati466
    @bhabanishankarpati466 7 місяців тому +5

    Most welcome to ours Tribal people.. Wonderful theirs living style & culture..

  • @dmitun01editing66
    @dmitun01editing66 7 місяців тому +29

    ଶାରଦୀୟ ଅଭିନନ୍ଦନ
    ମା ଦୁର୍ଗା ଆପଣ ମାନଙ୍କୁ ଖୁସି ରେ ରଖନ୍ତୁ
    🙏🙏🙏🙏🙏🙏🙏🙏🙏🙏

  • @kariahembram3216
    @kariahembram3216 7 місяців тому +7

    ଲବ ଭାଇଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ❤❤❤

  • @GotiMuktiAndolan_Odisha
    @GotiMuktiAndolan_Odisha 7 місяців тому

    ବହୁତ ଭଲ ଲାଗିଲା ଦୀର୍ଘ ଦିନ ବ୍ଯବଧାନ ପରେ ନିୟମ ରାଜାର ସନ୍ତାନଗଣଙ୍କ ଜୀବନ ବିନ୍ଯାସ ଦେଖିବା ପରେ। ଶ୍ରଦ୍ଧେୟ ଲବ। ଆଗେଇ ଚାଲ। ନିଷ୍ଠାର ସହିତ ଯେଉଁ ମହତ୍ କାମଟି ହାତକୁ ନେଇଛ, ଜୀବନ ସାରା ସମ୍ମାନର ସହିତ ରୋଜଗାର କରି ନିଜେ ଖୁସି ହେବା ଓ ଅନ୍ୟମାନଙ୍କୁ ଖୁସି ବାଣ୍ଟିବା ପାଇଁ ସାରା ପ୍ରୁଥିବୀ ପଡିଛି। ଲକ୍ଷ୍ଯରୁ ଯଦି ବିଚ୍ଯୁତ ନହୁଅ ମଲାପରେ ତୁମେ ଜଣେ ଐତିହାସିକ ମଣିଷ ହୋଇ ବଞ୍ଚି ରହିବ ନିଶ୍ଚୟ

  • @Shr682
    @Shr682 2 місяці тому +1

    Rayagada ku asithibaru bahut bahut dhanyavad
    Wish you happy journey Bhai

  • @Kkhikaka-eb5ru
    @Kkhikaka-eb5ru 7 місяців тому +8

    Love u bro ଆମ ରାୟଗଡା ନିୟମ ଗିରି ଡ଼ଙ୍ଗାରିଆ ଏରିଆ ଆସିତିବାରୁ

  • @Tikilifestyle
    @Tikilifestyle 7 місяців тому +25

    Odisha the Best ❤❤❤❤love from keunjher 👍👍👍👍👍

  • @sunilcreation02
    @sunilcreation02 7 місяців тому

    ବହୁତ ସୁନ୍ଦର ଓଡିଶା ଆଦିବାସୀ

  • @sudhirmpm7488
    @sudhirmpm7488 7 місяців тому

    ଗାଁ ଟା ହୃଦୟ କୁ ଛୁଇଁ ଗଲା bhai so thankyou

  • @ODIAMANMRBAPI
    @ODIAMANMRBAPI 7 місяців тому +106

    ଅତି ସୁନ୍ଦର ଆପଣଙ୍କ ପ୍ରୟାସ to explore the odisha and also congratulations for your drone ❤❤❤❤❤❤❤❤❤❤❤

  • @basantisuru2123
    @basantisuru2123 7 місяців тому +37

    Adivasi loka nka culture bahut unique ❤❤ Love From Mayurbhanj ❤❤

  • @manojmallick5194
    @manojmallick5194 2 місяці тому

    Bahut sundar sanskruti abang bahut sundar Loko Mane🙏🙏🙏❤️❤️❤️

  • @manguluwadaka
    @manguluwadaka 7 місяців тому +1

    ବହୁତ ସୁନ୍ଦର ହେଇଛି ଆମ ଖମ୍ବେଶି ଗ୍ରାମ ❤️👍👍👍

  • @Dhanushbhai689
    @Dhanushbhai689 7 місяців тому +5

    Ama odisha re emiti loka achanti mu Janina thili thanks bhai ❤

  • @krushnaguia7912
    @krushnaguia7912 7 місяців тому +47

    I Proud To Be "HO" Tribel 🏹

  • @opgfreefire
    @opgfreefire 7 місяців тому +1

    Bahut bhala laguchi bhai ❤❤❤ #odishaminesvlogs

  • @swarnabhaworld61
    @swarnabhaworld61 7 місяців тому +2

    Owsome contend🎉🎉🎉🎉. Niyamgiri is a famous education contend .tys for representing this concept

  • @user-dk4pu4fd2b
    @user-dk4pu4fd2b 7 місяців тому +3

    ଭହୁତ ଭଲ ଭାଇ କାନ୍ତର ପେଣ୍ଟ I am very excited ଦେଖି 👌👌👌

  • @theanimal3153
    @theanimal3153 7 місяців тому +9

    ଯାହା ହେଉ ଭାଇ ଆପଣ ଙ୍କ ଯୋଗୁ ଆମେ ଓଡ଼ିଶା ର ବିଭିନ୍ନ ଜାଗା ଓ ଲୋକଙ୍କ ବିଷୟରେ ଜାଣିପାରୁଛୁ❤❤❤❤ thank you so much ❤❤❤

  • @manoranjansing5116
    @manoranjansing5116 7 місяців тому +3

    Beautiful place ❤

  • @ykcreationyt1533
    @ykcreationyt1533 7 місяців тому

    ଜୟ ଆଦିବାସୀ ଜୟ ମା ମାଝିଗରିଆଣି ଜୟ ରାୟଗଡ଼ା ମୁଁ ରାୟଗଡ଼ ବାସି ଯାହାକି ମୋତେ ଗର୍ବିତ ଲାଗୁଛି କୀ ଆମ ରାୟଗଡ଼ା ନିୟମଗିରି ରେ ଅବସ୍ଥିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ଉପରେ କିଛି ଭିଡ଼ିଓ ମାଧ୍ୟମ ରେ present କରିଥିବାରୁ ଆମ ଲବ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ସହ କୃତଜ୍ଞାତ ଜଣାଉଛି ଆଉ ଆଗାମୀ ସଫଳତା ପାଇଁ ଶୁଭ କାମନା ଜଣଉଛି l
    ଆଉ ଲବ ଭାଇ ଯଦି ମୋର comment କିଛି ସମୟ କାଡ଼ି ପଡ଼ିତିବେ ତୋ ଛଟ reply ଦେବ ଯାହାକି ମୋ comment ଆପଣଙ୍କ ପାଖରେ ପହଞ୍ଚିପାରିଛି ବୋଲି ମୁଁ ଅନୁଭବ କରିବି 🎉🎉🌹💐💐💐💐

  • @dhanirambeg7820
    @dhanirambeg7820 7 місяців тому +6

    🎉ଲବ ଭାଇ ଯୁହାର ବହୁତ ସୁନ୍ଦର ଦେଖା ଯାଉଛି ଡ୍ରୋନ ସଟ୍ ଆଉ ବହୁତ ସୁନ୍ଦର ଲାଗୁ ଛେ ଗାଁ ତା'ର ସଙ୍ଗରେ ଗାଁ ର ଲୋକ ଆଉ ମନରୁ ଧନ୍ୟବାଦ ଫୁଲକି ନନି କେ ଗାଇଡ୍ କରି ଥିବାର ଲାଗି I LOVE MY INDIA ❤❤❤

  • @AshokVlogs274
    @AshokVlogs274 7 місяців тому +23

    Odisha ra Adivasi culture bahuta bhala ❤

  • @puspanjalinaik164
    @puspanjalinaik164 7 місяців тому +1

    ବହୁତ୍ ସୁନ୍ଦର୍ l ସର୍ଗିଫୁଲ୍ festival କଥା ମନେ ପଡ଼ିଲା 😢 l ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ l ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ l keonjhar କୁ ବି ଆସନ୍ତୁ l🙏🙏🙏🙏🙏

  • @romanchjani1162
    @romanchjani1162 14 днів тому

    Bahut bahut Sundar

  • @santoshkumarofficial1086
    @santoshkumarofficial1086 7 місяців тому +5

    ଜୟ ଆଦିବାସୀ ଜୟ ଜହର 🏹

  • @user-pe9gh4el3c
    @user-pe9gh4el3c 7 місяців тому +14

    ଯାହା ଆମେ ବହି ରେ ପଢ଼ୁ ଥିଲୁ ଆଜି ଆମେ ଭିଡ଼ିଓ ରେ ଦେଖିଲୁ ବହୁତ ଖୁସି ଲାଗିଲା Lots of love Laba bhai god bless you ❤❤❤❤

  • @koraputiacomedyvideo
    @koraputiacomedyvideo 7 місяців тому

    ଗାଁ ଟା ବହୁତ୍ ସୁନ୍ଦର ଅଛି bhai 👌👌

  • @abhisekcreation5786
    @abhisekcreation5786 7 місяців тому +1

    Bahut bhala lagila bhai❤

  • @akashsanta3999
    @akashsanta3999 7 місяців тому +6

    ଏମିତି ଭିଡିଓ କର ଭାଇ ସବୁବେଳେ ଭୋଲ ଲାଗିବ👍👍👍❤️❤️❤️

  • @villagestarsrikanta
    @villagestarsrikanta 7 місяців тому +9

    ଭାଇ ଆଫ୍ରିକା ଟ୍ରାଇଵଲ୍ ଆଉ ଓଡ଼ିଶା ତ୍ରାଇବଲ୍ ଭିତରେ ବହୁତ୍ ଫରକ୍ ଲାଗୁଛି ଓଡ଼ିଶା ର ଟ୍ରାଇବାଲ୍ ଲୋକ ମାନେ ଆଉ ତାଙ୍କ ଗାଁ ବହୁତ୍ development ଲାଗୁଛି। ଜୟ ଜଗନ୍ନାଥ 🙏🙏🙏🙏

  • @RanjanKumar-uc3uf
    @RanjanKumar-uc3uf 7 місяців тому

    ଭାଇ ଏହି କନ୍ଧ ଭାଷା ଇତିହାସରେ ବି ରଚିତ ❤❤❤

  • @otv7913
    @otv7913 7 місяців тому

    ବହୁତ ସୁନ୍ଦର ଲାଗିଲା

  • @rajeshkope7311
    @rajeshkope7311 7 місяців тому +2

    Laba bhai nku dil se support love from MALKANGIRI❤

  • @murmukola8741
    @murmukola8741 7 місяців тому +3

    Nice traditional dance 👍👯‍♂️👯‍♂️❤

  • @sagun7104
    @sagun7104 7 місяців тому +1

    Madom jee ka explains is very excellent 😊

  • @bijayalaxmimohapatra7752
    @bijayalaxmimohapatra7752 7 місяців тому +1

    Bhaye bahut badheya ❤❤❤❤❤

  • @sundarmohanmarndi7979
    @sundarmohanmarndi7979 7 місяців тому +12

    ବହୁତ ସୁନ୍ଦର ଭିଡିଓ ❤❤❤❤

  • @bhagabanpradhani2255
    @bhagabanpradhani2255 7 місяців тому +63

    Natural Beautiful. Village & culture very nice 😊😊

  • @143NiranjanBehera
    @143NiranjanBehera 7 місяців тому

    ଲଵ ଵାଈ ଵୋଉତ ସୁଦର ଲାଗିଲା ଆମ ଓଡିଶା ଜୟୀ ଜଗନ୍ନାଥ

  • @ODIA.VOICE84
    @ODIA.VOICE84 7 місяців тому +7

    Natural beauty of village and culture.jay jaganath 🙏🙏🙏

  • @AlokKumarAD1102
    @AlokKumarAD1102 7 місяців тому +46

    I feel proud to be a Odia......

  • @DeepakPradhan-lb9ve
    @DeepakPradhan-lb9ve 7 місяців тому +4

    ଘର ଗୁଡ଼ିକ ବହୁତ ସୁନ୍ଦର ଲାଗୁଛି ❤❤

  • @gopinathmuduya9441
    @gopinathmuduya9441 7 місяців тому +2

    KISS-Kalinga Institute of Social sciences, is the single place to know about all tribals of Odisha. Thanks KISS for giving opportunity to exchange our Language and culture.

  • @bapunnayak8966
    @bapunnayak8966 7 місяців тому

    ଆମ ଓଡ଼ିଶାରେ ରହୁଥିବା ଆଦିବାସୀମାନେ ବହୁତ ସୁନ୍ଦର ତାଙ୍କର ଚାଲି ଚଳନ ବେଶଭୂଷା ବହୁତ ନିଆରା ଲବ ଭାଇ ତୁମର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ ଏତିକି ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା ❤❤❤❤❤