ଏହି ଗାଁରେ କେବଳ ମହିଳାମାନେ ରୁହନ୍ତି କିନ୍ତୁ ଛୁଆ କିପରି ଜନ୍ମ ହୁଏ ?? || Kenya’s women- only village

Поділитися
Вставка
  • Опубліковано 22 лип 2023
  • ଏହି ଗାଁରେ କେବଳ ମହିଳାମାନେ ରୁହନ୍ତି କିନ୍ତୁ ଚୁଆ କିପରି ଜନ୍ମ ହୁଏ ?? || Kenya’s women- only village
    #labahansda #travel #odiacomedy #odiashorts #odiasong #odiavlog #trvelvlog
    ପ୍ରିୟ UA-cam ପରିବାର ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ , ବର୍ତ୍ତମାନ Facebook ରେ ମଧ୍ୟ Page ଖୋଲା ଯାଇଛି | ଆପଣ ଯାଇ Like & Follow କରନ୍ତୁ ତାଦ୍ଵାରା ଆପଣ Live Updates ଏବଂ Unseen Footage ଦେଖିପରିବେ l
    ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
    📷 ଇନ୍ସ୍ଟାଗ୍ରାମ :-
    / laba_hansda
    📘 ଫେସବୁକ ID :-
    / mutraveller1
    📱 Social Media Handles: Follow me on Instagram, Twitter, and Facebook for real-time updates, stunning visuals, and engaging discussions.
    My Facebook :-
    / mutraveller1
    Instagram ID :-
    / laba_hansda

КОМЕНТАРІ • 2,4 тис.

  • @BMTvlogsofficial
    @BMTvlogsofficial 11 місяців тому +1253

    ଲବ ଭାଇ ପାଇଁ ଗୋଟେ like ହୋଉ.....

  • @oty6413
    @oty6413 11 місяців тому +96

    ଓଡ଼ିଆ ମାଟିର ଓଡ଼ିଆ ପୁଅ ପାଇଁ like ଗୋଟେ ହେଉ 👍

  • @hemantiofficial9764
    @hemantiofficial9764 10 місяців тому +39

    ନାରୀ ମାନଙ୍କ ପ୍ରତି ଏତେ ସମ୍ନାନ ଦେଖେଇଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ

  • @ICANPUBLICATION
    @ICANPUBLICATION 11 місяців тому +131

    ସମସ୍ତେ ମିଳିମିଶି 2024 ସୁଦ୍ଧା ଏହି ଭାଇର 1 Millions Subscriber କରାଇ ଦିଅ - ଜୟ ଜଗନ୍ନାଥ

  • @rajcrown7277
    @rajcrown7277 11 місяців тому +68

    ଲବ ଭାଇ କୁନ୍ଦୁଲି ପୀଡ଼ିତା କଥା କହିଲି ପୁରୁଣା କଥା ସବୁ ମାନେ ପକେଇଦେଲ ବହୁତ୍ ଦୁଃଖ ଲାଗୁଛି ମନେ ପଡ଼ିଲେ 😢😢କିନ୍ତୁ really you are great vlogger in odisha ମାନେ ପୁରା ମନ କିଣି ଦେଉଛ ଭାଇ ❤

  • @GotiMuktiAndolan_Odisha
    @GotiMuktiAndolan_Odisha 11 місяців тому +566

    ଅତି ସୁନ୍ଦର ମତ । ପୁରୁଷ ପ୍ରାଧାନ୍ଯ ଭାରତୀୟ ସମାଜରେ ମହିଳାମାନଙ୍କ ସମ୍ମାନର ସହିତ ବଞିବାର ଅଧିକାର ପାଇଁ ଏପରି ଗାଁ ହେବା ଦରକାର

    • @namitaprustyhomechanel2500
      @namitaprustyhomechanel2500 11 місяців тому +6

      Absolutely right 😢

    • @sujitmahanand624
      @sujitmahanand624 11 місяців тому +4

      Sir bahut sundara katha te kahile

    • @akshaypradhan40
      @akshaypradhan40 11 місяців тому +1

      Yes bhaiji thik kahile..purana kala ru jo asurraj chalithila sethire strée ku purusa ra dasa boli jou darsha jauthila abe taari prabhab kali re b besi paduchi sepai amt gote asachrya padkheph neichanti ae mahila mane..🙏🙏🙏🙏

    • @santoshmohanty9366
      @santoshmohanty9366 10 місяців тому

      Kou juga re acha.purusa nka paisa re challiba ta pare kahiba purusa pradhan samaja.toki pateiba pae ye sabu nataka.😅

    • @PurnachandraSoren-lv7ih
      @PurnachandraSoren-lv7ih 10 місяців тому

      9😊

  • @amautkal
    @amautkal 10 місяців тому +11

    ନାରୀ ଜାତିକୁ ପ୍ରାଦ୍ଧନ୍ୟ ଦେବା ଉଚିତ ,ଏଇ ସୁଚନା ଦେଇ ଥୀବାରୁ ବହୁତ ଧନ୍ୟବାଦ୍❤️❤️❤️

  • @asadasnayak6417
    @asadasnayak6417 11 місяців тому +11

    ଯାହା ନିହାତି ଦରକାର ଆମ ଓଡ଼ିଶା ଓ ଭାରତ ପାଇଁ ଗୋଟେ ସୁନ୍ଦର ଭିଡିଓ ପାଇଁ ବହୁତ୍ ବହତ୍ ଧନ୍ୟବାଦ ଲବ ଭାଇ।

  • @nilakantkara6591
    @nilakantkara6591 11 місяців тому +20

    ଏତେ ବଡ଼ ବିଚାର କରି ଥିବାରୁ ବହୁତ ଭଲ ଲାଗିଲା ଆଉ କୁନ୍ଦୁଲି କଥା କହିଲେ ବହୁତ୍ ବଢିଆ ଲାଗିଲା ମୁ ବି କୋରାପୁଟ ରୁ ବିଲଙ୍ଗ କରେ thankq ବ୍ରୋ ସତ କଥା କହିଲେ

  • @ChhabilalGond1244
    @ChhabilalGond1244 11 місяців тому +183

    ମହାପ୍ରଭୁ ଜଗନ୍ନାଥଙ୍କ ସଦା ସର୍ବଦା ତମ ସାଥିରେ ଥାଉ ଜୟ ଜଗନ୍ନାଥ ଜୟ ଓଡ଼ିଶା

    • @pravkakarnayak9117
      @pravkakarnayak9117 11 місяців тому +3

      ଭାଇ ଜୟ ଜଗନ୍ନାଥ ମହାପ୍ରଭୁ ତୁମକୁ ବହୁତ ଭଲରେ ରଖନ୍ତୁ । ଏମିତି ସବୁ ବେଳେ ଆଗକୁ ଯିବା ପାଇଁ ସହାୟ ହୁଅନ୍ତୁ । ଜୟ ଜଗନ୍ନାଥ, ଜୟ ଓଡିଶା । ତୁମ ପାଇଁ ଆମେ ବହୁତ ଗର୍ବିତ ।

    • @dusmantbarik8411
      @dusmantbarik8411 11 місяців тому

      Bhai tumo nomber dio

    • @PapiParida-jq6ty
      @PapiParida-jq6ty 11 місяців тому

      Good video bhi

  • @dhirenpandaka2361
    @dhirenpandaka2361 10 місяців тому +12

    ଭାଇ ଆମ ଓଡିଶାର ଲୋକଙ୍କ ପାଇଁ ବହୁତ ସୁନ୍ଦର ବାର୍ତ୍ତା ଦେଲେ । ଏଥିପାଇଁ ତମକୁ ବହୁତ ବହୁତ ଧନ୍ୟବାଦ।

  • @Tudu_official1066
    @Tudu_official1066 11 місяців тому +92

    ମୁଁ ବାଲେଶ୍ବର ଜିଲ୍ଲାରୁ belong କୋରେ । କିଛି ଏମିତି ବି vlogger ଅଛନ୍ତି ଖାଲି ନିଜେ କ'ଣ ଖାଇଲେ କ'ଣ ପିଇଲେ ଏହି ସବୁ ବିଷୟରେ କୁହନ୍ତି। ଲବ ଭାଇଙ୍କ video ଦେଖିବାକୁ ବହୁତ ଭଲ ଲାଗେ। ଆଉ କିଛି ଶିକ୍ଷା ମଧ୍ୟ ମିଳେ । ମତେ ସେହି ଦିନ ଖୁସି ଲାଗିବ ଯୋଉ ଦିନ ଲବ ଭାଇଙ୍କ chennal 1M ଛୁଇଁ ବ। ଜୟ ଜଗନ୍ନାଥ।

  • @niharranjan6972
    @niharranjan6972 11 місяців тому +16

    ଲବ ଭାଇ ଆଜିର (୨୩/୦୭/୨୦୨୩) ଏ vdo ଦେଖି ଆଖିରେ ଲୁହ ଆସିଗଲା । ଖୁବ ସୁନ୍ଦର msg ଥିଲା । really heart touching । Love You Bro

  • @RajeshkumarTiria-yk9no
    @RajeshkumarTiria-yk9no 11 місяців тому +35

    ଭାଇ ଆଜିର ଏହି ଶିକ୍ଷଣୀୟ ଵାରତା ଟି ଵହୁତ ଭଲ ଲାଗିଲା

  • @LAXMAN9949
    @LAXMAN9949 11 місяців тому +1

    ଅତି ସୁନ୍ଦର ମେସେଜ୍ ଭାଇ

  • @abiramgamango-nv6hf
    @abiramgamango-nv6hf 11 місяців тому +16

    ଓଡ଼ିଶାରେ ଆମ ପାଇଁ ଶିଖିବା ଦେଖିବା ଦରକାର 👌👌👌👍✝️✝️✝️{ଧନ୍ୟବାଦ }

  • @ranima_pradhan_reel_Queen
    @ranima_pradhan_reel_Queen 11 місяців тому +214

    ସୁନ୍ଦର ଉପଦେଶ ଦେଇଥିବାରୁ ବହୁତ ଧନ୍ୟବାଦ ଭାଇ ଆପଣଙ୍କ ମତାମତ ମହାନ 🙏🏻🙏🏻

  • @soumyaranjan1199
    @soumyaranjan1199 11 місяців тому +30

    ବହୁତ ସୁନ୍ଦର❤❤
    ବହୁତ ବଢିଆ ଲାଗୁଛି❤❤❤
    ଜୟ ଜଗନ୍ନାଥ❤🎉

  • @TripleKEmpire-br8tf
    @TripleKEmpire-br8tf 11 місяців тому +2

    ବହୁତ ସୁନ୍ଦର ବାର୍ତ୍ତା

  • @gagankrushnadas6794
    @gagankrushnadas6794 10 місяців тому +4

    ଧନ୍ୟବାଦ ଭାଇ ବହୁତ ଭଲ କହିଲେ ନାରୀମାନଙ୍କ ପାଇଁ

  • @dilsesunusuprava5497
    @dilsesunusuprava5497 11 місяців тому +24

    Laba ଭାଇ ସହିତ ମୁଁ ଅଛି। ସତ କଥା କୁ ସେ ସବୁବେଳେ ଲୋକଲୋଚନକୁ ଆଣନ୍ତି। Great Bhai

  • @lizaranidas7842
    @lizaranidas7842 11 місяців тому +360

    God bless you Bhai ଆପଣ ବହୁତ ଆଗକୁ ଯାଆନ୍ତୁ।ବହୁତ ଦୁଃଖ ଲାଗୁଛି ନାରୀମାନଙ୍କ ପ୍ରତି ଏତେ ଅତ୍ୟାଚାର ହଉଛି😔

  • @subratmallick297
    @subratmallick297 9 місяців тому +2

    Super kahila bhai

  • @prasantadashpupu7853
    @prasantadashpupu7853 11 місяців тому +43

    To hear your noble message to society:-Feeling truly speechless 🤭🤭🤭... ଯେତେ ପ୍ରଶଂସା କଲେ ବି କମ୍ ହେବ ତମ ପାଇଁ ❤❤❤। ମଣିଷ ନିଜ ଉତ୍ତମ ବିଚାର ରୁ ବଡ ହୁଏ,ବୟସରୁ ନୁହେଁ 😇😇😇। ଜୟ ଜଗନ୍ନାଥ ⭕❗⭕🙏🚩

  • @ruralcookingreview813
    @ruralcookingreview813 11 місяців тому +29

    ବହୁତ ସୁନ୍ଦର ବାର୍ତ୍ତାଟିଏ ଏ ସମାଜ ପାଇଁ 🙏🙏

  • @thirdeye9492
    @thirdeye9492 11 місяців тому +56

    ଧନ୍ୟବାଦ ଭାଇ.. ଖୁବ ସୁନ୍ଦର ସାମାଜିକ ବାର୍ତ୍ତା ... ବହୁତ ଭଲ ଲାଗିଲା... ଆଉଥରେ ହୃଦୟରୁ ଧନ୍ୟବାଦ... ଜୟ ଜଗନ୍ନାଥ ❤️👍👍

  • @rajalakshmisahoo663
    @rajalakshmisahoo663 10 місяців тому +1

    ବହୁତ ସୁନ୍ଦର ବିଚାରଧାରା ସମାଜ ସମ୍ମୁଖରେ ରଖିଛନ୍ତି ଭାଇ। ଆପଣ ସମାଜର, ଅବହେଳିତ ସ୍ତ୍ରୀ ଜାତିର ତଥା ଅନ୍ୟାନ୍ୟ ମାନବାଧିକାର କୁ ସାମନା କୁ ଆଣି ଜନ ଜାଗରଣ ସୃଷ୍ଟି କରି ମଣିଷର ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବାରେ ଏଇଭଳି ସାହାଯ୍ୟ କରି ଚାଲନ୍ତୁ, ଭଗବାନ ଙ୍କ ଆଶୀର୍ବାଦ ସଦା ମିଳୁଥିବ! ବହୁତ ବହୁତ ଧନ୍ୟବାଦ ଆପଣଙ୍କ ପ୍ରଚେଷ୍ଟା ପାଇଁ!ଜୟ ଜଗନ୍ନାଥ! 👍👌❤️🌹💐🙋

  • @Kanhaedit850
    @Kanhaedit850 11 місяців тому +1

    ଲବ ଭାଇ ❤️ Love u ❤️

  • @SujalKumar-sw4lj
    @SujalKumar-sw4lj 11 місяців тому +41

    ଆପଣଙ୍କ ପାଖରୁ କିଛି ନୁଆ କଥା ଶୁଣି ଭଲଲାଗିଲା ଲବ ଭାଇ ଧନ୍ୟବାଦ ଆପଣଙ୍କ ଏମିତି ନୁଆ କଥା ଶୁଣି ଭଲଲାଗିଲା ଆପଣଙ୍କୁ ଭଲରେ ଦିନ ବିତୁ ମୁଁ ମହା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣ ଭଲରେ ଆଗକୁ ଆହୁରି ଏମିତି ଭିଡିଓ ଵନାନ୍ତୁ ବହୁତ ଖୁସି ଲାଗିଲା ଯୟ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଧନ୍ୟବାଦ

  • @premeditingstatus8114
    @premeditingstatus8114 11 місяців тому +43

    ବହୁତ ଭଲ ଲାଗୁଛି ଦାଦା ହୃଦୟ ରୁ କହୁଛ୍ହି ଶବ୍ଦ ବହୁରି ନି ଆପଣ ଙ୍କୁ ବହୁତ ବହୁତ ଧନ୍ୟ ବାଦ

  • @akshayanayak2965
    @akshayanayak2965 11 місяців тому +1

    Mah bhai odisha ra best bloger ❤

  • @reenapradhan2655
    @reenapradhan2655 2 місяці тому

    ବହୁତ ଭଲ ଲାଗିଲା ଆଉ ସୁନ୍ଦର ଓ ତହିଁର ଶିକ୍ଷା ମିଳିଲା ତେଣୁ ଆପଣ ଙ୍କୁ ଧନ୍ୟବାଦ ସର

  • @YoungstarDillip
    @YoungstarDillip 11 місяців тому +8

    Mind blowing bro I real salute u Jay Jagannath 🙏

    • @trilochananayak2590
      @trilochananayak2590 11 місяців тому +1

      🙏ଜୟ ଜଗନ୍ନାଥ 🙏
      ଦିଲ୍ଲୀପ ଭାଇ 🙏ବହୁତ ଖୁସି ଲାଗିଲା ଏ ଭାଇ ର ଭିଡ଼ିଓ ଆପଣ ଦେଖୁଛନ୍ତି 🙏🙏🙏🙏🙏

  • @BIJAYINIPANDA
    @BIJAYINIPANDA 11 місяців тому +79

    ଭାଇ documentary video ବଢିଆ ଲାଗିଲା ଆଉ ଗୋଟେ ସୁନ୍ଦର positive message. Hats off to you. ମହାପ୍ରଭୁ ଆପଣ ଙ୍କ ଯାତ୍ରା ସଫଳ କରନ୍ତୁ. ଜୟ ଜଗନ୍ନାଥ 🙏

  • @sahadevbehera1349
    @sahadevbehera1349 9 місяців тому +2

    😊😊😊😊 nice lobo bhai😮😊😊😊😊

  • @user-cf6he4jb7n
    @user-cf6he4jb7n 10 місяців тому +8

    ଲବ ଭାଇ ଆପଣ ଆମକୁ ଆଫ୍ରିକା ଦେଖାଇବାକୁ ଧନ୍ୟବାଦ ❤

  • @pradeeppothal6290
    @pradeeppothal6290 11 місяців тому +49

    ଭାଇ ତମେ ଆମ ପାଇଁ ବହୁତ କଷ୍ଟ କରୁଛ ❤❤

  • @KarBibeka10
    @KarBibeka10 11 місяців тому +23

    ସମାଜ ପାଇଁ ଏକ ସୁନ୍ଦର ମେସେଜ। ଧନ୍ୟବାଦ୍। ଶାଖା ଥିବା ତାଳଗଛ ଟା ଟିକେ ପାଖରୁ ଦେଖାଇଥିଲେ ଭଲଭାବରେ ଜାଣି ହୋଇଥାଆନ୍ତା।

  • @shekharchandrabanua7376
    @shekharchandrabanua7376 11 місяців тому +1

    ଅତି ସୁନ୍ଦର ଭାଇ ❤ ଜୟ ଜଗନ୍ନାଥ 🙏

  • @TripleKEmpire-br8tf
    @TripleKEmpire-br8tf 11 місяців тому +2

    ଲବ ହାଁସଦା ଜିନ୍ଦାବାଦ୍

  • @Utakalbhaskar
    @Utakalbhaskar 11 місяців тому +14

    ଓଡ଼ିଆ ଭାଷା ରେ କଥା ଶୁଣି ଆମେ ବହୁତ ଖୁସି

  • @sarbeswarasisa1810
    @sarbeswarasisa1810 11 місяців тому +37

    ତମେ ଓଡ଼ିଶାର no1 bloger ନାହିଁ ଇଣ୍ଡିଆ ର no1bloger
    Full support from koraput ❤

  • @Mo_Nalabandha
    @Mo_Nalabandha 11 місяців тому +1

    Nice video ❤❤❤❤❤❤

  • @priyabratdas4795
    @priyabratdas4795 11 місяців тому +3

    Love from bhadrak❤

    • @trilochananayak2590
      @trilochananayak2590 11 місяців тому +1

      🙏ଜୟ ଜଗନ୍ନାଥ 🙏
      ପୁରୀ

  • @pskentertainment1564
    @pskentertainment1564 11 місяців тому +46

    ଆଗକୁ ଆହୁରି ଭଲ ହବ ଭାଇ.... ମହାପ୍ରଭୁ ସାଥିରେ ଅଛନ୍ତି... 🙏🙏 ଜୟ ଜଗନ୍ନାଥ ସ୍ଵାମୀ 🙏🙏

  • @ffshortsvideo6068
    @ffshortsvideo6068 11 місяців тому +93

    ବହୁତ ଦୁଃଖ ଲାଗୁଛି ନାରି ମାଙ୍କର ସାଥିରେ ଏମିତି ହଉଛି 😔

    • @swarnalatamallick-vw1rq
      @swarnalatamallick-vw1rq 11 місяців тому +4

      ଆମ ଦେଶ ମଣିପୁର ବା ଏ ସବୁ ଠାରୁ ବହୁତ ଆଗକୁ ଗଲା ଭାରି 😔

  • @NarayanaHembram-hv6cu
    @NarayanaHembram-hv6cu 10 місяців тому +2

    ❤️❤️❤️Lava bhainkara bahut jaldi 1 million subskribe heijiba ahita mora asirbad♥️♥️♥️♥️♥️♥️♥️♥️♥️ahu bhagawan ka ashribad rahi❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️👍

  • @OdiaKaraokeOldisGold
    @OdiaKaraokeOldisGold 11 місяців тому +19

    ଭାଇ ଆପଣ ସତରେ ମହାନ। କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ଆପଣଙ୍କ ପାଇଁ ଗର୍ବିତ। ଆପଣ World ରେ ଏମିତି ଜଣେ ଲୋକ ଯିଏ କି ଏକୁଟିଆ ସାହସର ସହିତ ଏତେ ସୁନ୍ଦର ପ୍ରୟାସ କରୁଛନ୍ତି।

  • @PrankA2Z
    @PrankA2Z 11 місяців тому +6

    ଲବ ଭାଇଙ୍କ Messege ପାଇଁ ଲିକେ କର ଭାଇ ବହୁତ୍ ସୁନ୍ଦର❤❤❤❤❤

  • @Rjpujalifestyle
    @Rjpujalifestyle 11 місяців тому +20

    ଲବ ଦା ସତରେ ତମେ ଗୋଟେ ଭାଗ୍ୟବାନ ଓଡିଶା ର ନାମ ରଖିଦେଲ ବହୁତ ଖୁସି ଲାଗିଲା 😍😍

  • @sudhakarnayak4715
    @sudhakarnayak4715 10 місяців тому +1

    ଜୟ ଜଗନ୍ନାଥ ଜୟ ଓଡ଼ିଶା

  • @chandnihembram6772
    @chandnihembram6772 11 місяців тому +3

    ବହୁତ ସୁନ୍ଦର ମେସେଜ ଭାଇ.... ସମସ୍ତେ ଯଦି ଆପଣଙ୍କ ଭଳି ଚିନ୍ତା କରନ୍ତେ ବହୁତ ଭଲ ହୁଅନ୍ତା...

  • @foryoucreation8591
    @foryoucreation8591 11 місяців тому +118

    🙏 ଜୟ ଜଗନ୍ନାଥ ଭାଇ ❤
    ହୃଦୟରୁ ବହୁତ ସାରା ଭଲ ପାଇବା ତୁମ ପାଇଁ ❤❤❤
    ମହାନ କାର୍ଯ୍ୟ ପାଇଁ ଆମେ ତୁମ ପାଇଁ ଗର୍ବିତ, ବହୁତ କିଛି ଶିଖିବାକୁ ପାଉଛୁ ଜୀବନ ବିଷୟରେ ❤
    ପ୍ରଭୁ ତୁମକୁ ସେଠି ସୁସ୍ଥ ଓ ସୁରକ୍ଷିତ ରଖନ୍ତୁ ପାର୍ଥନା କରୁଛି 🙏🙏

  • @jibankumarnaik7278
    @jibankumarnaik7278 11 місяців тому +16

    ଅତି ସୁନ୍ଦର ମତ ଭାଇ। ତୁମ ଉପଦେଶ ପୁରା ହୃଦୟ କୁ ଛୁଇଁ ଗୋଲା ଭାଇ।
    🙏🙏🙏 ଜୟ ଜଗନ୍ନାଥ 🙏🙏🙏

  • @anumunu01
    @anumunu01 10 місяців тому +1

    Bhai apananka life story suni mu kandi kandi 😭😭😭behala heigali mu kana lekhibi mu kichhi janiparuni apana nka thu bahuta kichi sikhibaku milila love you Bhai ❤️

  • @Manojbalikuda
    @Manojbalikuda 11 місяців тому +2

    ଭାଇ ଯୋଉ ଭିଡିଓ ପୋଷ୍ଟ କରୁଛ ସେ ଭିଡିଓ କୁ ଭଲ ଭାବେ ବୁଝେଇକି କହୁଛ ଆମେ କିଛି ଟା ତ ଜାଣି ପାରୁଚୁ ବାହାର କଣ୍ଟିରି ବିସୟରେ god bless you 🙏 ଜୟ ଜଗନ୍ନାଥ

  • @GuluSakti-qh2pt
    @GuluSakti-qh2pt 11 місяців тому +18

    I am poor man I am not journey but i seen video and happiness ଜୟ ଜଗନ୍ନାଥ ମହା ପ୍ରଭୁ

  • @babulumallikvlog7494
    @babulumallikvlog7494 11 місяців тому +27

    ଏମିତି ଭାଇ ତମେ ଆଗେଇ ଚାଲ ଆମେ ତମ ସାଙ୍ଗ ରେ ଅଛୁ ❤

  • @prakashnayak7592
    @prakashnayak7592 11 місяців тому +1

    ଏ ଦୁନିଆରେ ତମ ଭଳି ସମସ୍ତେ ହବା ଦରକାର୍ thanks bro

  • @user-pp8cl9pn7b
    @user-pp8cl9pn7b 2 місяці тому

    ଲଵ ତୁମ ପାଇଁ ମୋର ଅଜସ୍ର ସ୍ନେହ ଶ୍ରଦ୍ଧା ଓ ଶୁଭକାମନା। ତୁମର ପ୍ରତ୍ୟେକ ଭିଡିଓ ଖୁବ ଶିକ୍ଷଣୀୟ। ତୁମର presentation ମଧ୍ୟ ଖୁବ ଉଚ୍ଚ କୋଟୀର। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତୁମର ଉତ୍ତରତୋର ଉନ୍ନତି କାମନା କରୁଛି। ଜୟ ଜଗନ୍ନାଥ ❤❤

  • @ChandkaTukuda
    @ChandkaTukuda 11 місяців тому +10

    Wowww ମୋର ଭାଇ ମୁଁ ତ ଶୁଣିଥିଲି ଏମିତି ଗାଁ କଥା ଆଜି ତୁମେ ଦେଖାଇ ଦେଲ ଦିଲ୍ ଖୁସ୍ କରି dela aaji mora bhai...

  • @fatuhansdah369
    @fatuhansdah369 11 місяців тому +12

    ଭାଇ ଏହି ଭିଡିଓ ଆମକୁ ବହୁତ ଭଲ ଲାଗିଲା ଆଉ ଶିକ୍ଷା ବି ମିଳିଲା ❤❤❤❤❤❤

  • @lokanathbehera8577
    @lokanathbehera8577 10 місяців тому +2

    Jay Jagannath 🚩🙏

  • @Kalingakabaddi03
    @Kalingakabaddi03 11 місяців тому +4

    Tame real hero Labo bhai 👍 ❤❤❤

  • @RayanDeen
    @RayanDeen 11 місяців тому +16

    🎉🎉🎉🎉 ଭାଇ ତୁମ ବ୍ଲଗ୍ ମଷ୍ଟ୍ ଲାଗୁଛି ❤❤❤❤

  • @tulasinghmajhi6466
    @tulasinghmajhi6466 11 місяців тому +15

    ବହୁତ୍ ସୁନ୍ଦର ଉପଦେଶ ସମସ୍ତ ଙ୍କ ପାଇଁ ଓଡ଼ିଶା ରେ ବି ଏମିତି ହେବା କଥା ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟ ବାଦ୍

  • @bibeknandasethi1543
    @bibeknandasethi1543 11 місяців тому +2

    Ruladiya yar😢 ଜୟ ଜଗନ୍ନାଥ

  • @odsacademy2000
    @odsacademy2000 11 місяців тому +2

    ବହୁତ କିଛି ଶିଖିବାକୁ ମିଳିଲା

  • @biswajitswain7140
    @biswajitswain7140 11 місяців тому +9

    ଅତି ସୁନ୍ଦର ଲାଗିଲା ଭାଇ, ଜୟ ଜଗନ୍ନାଥ 🙏🙏ନିହାତି ରୂପେ ଏ ଭିଡିଓ ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର..

  • @rmblogs
    @rmblogs 11 місяців тому +17

    ଧନ୍ୟବାଦ୍ ଭାଇ ଆମ ମାନକ ପାଇଁ କେତେ କଷ୍ଟ କରୁଛ ତମେ jay jaganath bro

  • @Alit_Naik
    @Alit_Naik 11 місяців тому +1

    ଆଜି ପ୍ରଥମଥର ଦେଖୁଛି Love from Mayurbhanj❤❤❤

  • @Manas_pradhan.143
    @Manas_pradhan.143 10 місяців тому +1

    ଲବ ଭାଇ ଆପଣଙ୍କ ଭିଡିଓ ବହୁତ ଭଲ ଲାଗୁଛି ଆପଣଙ୍କ ପାଇଁ 1Like ଦେବା ଦରକାର

  • @CoolGuy-ci5pe
    @CoolGuy-ci5pe 11 місяців тому +8

    ଭାଇ ତମ କଥା ମୋ ହୃଦୟକୁ ଛୁଇଁଛି love you bro🙏

  • @bimbadharpalei6274
    @bimbadharpalei6274 11 місяців тому +4

    ବହୁତ୍ ବଢିଆ କଥା ଟିଏ କହିଲେ ଜୟ ଜଗନ୍ନାଥ

  • @NarayanaHembram-hv6cu
    @NarayanaHembram-hv6cu 10 місяців тому +1

    Very very very Good information

  • @culturalgramin7363
    @culturalgramin7363 11 місяців тому +2

    ଦେଶବିଦେଶର ଖବର ସହ ସବୁ କିଛି ଜାଣିବାକୁ ମିଳୁଛି ଯାହାକି Booksରୁ କେବେ ପାଇପାରିବା ନାହିଁ । ଧନ୍ଯବାଦ ଆପଣ ବି ବହୁତ ପରିଶ୍ରମ କରି ଆମପାଖକୁ ଭିଡିଓ ପହଞ୍ଚାଇ ପାରୁଛନ୍ତି❤
    ଜୟ ଭାରତ ଜୟ ଓଡିଶା❤

  • @madhusmitamajhi9611
    @madhusmitamajhi9611 11 місяців тому +3

    ବୋହୁତ ଧନ୍ୟବାଦ ଭାଇ 🙏🙏🙏🙏🙏 ଜୟ ଜଗନ୍ନାଥ

  • @nirmalnjnirmal
    @nirmalnjnirmal 11 місяців тому +15

    ଜୟ ଜଗନ୍ନାଥ ଭାଇ ⭕❗⭕
    Always love with support you

  • @jaybillafootballclub8515
    @jaybillafootballclub8515 11 місяців тому +2

    thank you amo bhai bhauni manonku kichi gyana deba pai agoku ahuri amiti video banantu 🙏🙏🙏laba da god bless you

  • @baidharabaskey6735
    @baidharabaskey6735 11 місяців тому +1

    Narikn pain bohut bholo news ate supportive kotha kohithibar bohut bohut dhonyobad

  • @itstapankumar1490
    @itstapankumar1490 11 місяців тому +75

    ଭାଇ ମୁଁ ସକାଳୁ ଜମା ଉଠିପାେରନି, କିନ୍ତୁ ତୁମ ଭିଡିଓ ପାଇଁ ମୁଁ ଉଠିଜାଉଛି , Thanks bro👍👍

  • @pappusing8097
    @pappusing8097 11 місяців тому +4

    Message ଭଲ ଭାବରେ ବୁଝେଇ ବାରୁ ଧନ୍ୟାବାଦ ❤❤❤❤❤❤

  • @bhanjabirua5553
    @bhanjabirua5553 6 місяців тому +1

    Nac video Bahi

  • @user-hm6yq5ou4y
    @user-hm6yq5ou4y 6 місяців тому

    ବହୁତ ବହୁତ ଧନ୍ୟବାଦ ଆଗକୁ ଆଗେଇ ଚାଲନ୍ତୁ

  • @mamunmamun7381
    @mamunmamun7381 11 місяців тому +3

    Bahut bhala msg deuchha bhaii samaj ku keep it up 👍👍✨

  • @chiku4140
    @chiku4140 11 місяців тому +25

    ଭାଇ ମୁଁ ଆଗରୁ ରୂପା ପିଣ୍ଟୁ ବ୍ଳଗ ଆଉ ଅଲଗା ବ୍ଳଗ ଦେଖୁଥିଲି କିନ୍ତୁ ତମ ଭିଡିଓ ଏତେ ଭଲ ଲାଗୁଛି ଯେ କହିବନି ମୁଁ ଯମା ବି ମିସ୍ କରୁନି super bro 👏🌷💐🌹❤

  • @romeorajib...8660
    @romeorajib...8660 11 місяців тому +2

    ମୁଁ ମଧ୍ୟ ଆପଣଙ୍କ ମତରେ ସହମତ l ଏଭଳି ଗାଁ ଆମ ଭାତରେ ମଧ୍ୟ୍ୟ ହେବା ଉଚ୍ଚିଥ l ତାହା ହେଲେଁହି ଆମ ମାଆ ଭଉଣୀ ମାନେ ସୁରକ୍ଷିତ ରହି ପାରିବେ l ଜୟ ଜଗରନ୍ନାଥ ଭଗବାନ ତୁମର ଏହି ଭ୍ରମଣକୁ ଆଗକୁ ନିଅନ୍ତୁ l 👍👍👍👍

  • @sarisitofficial
    @sarisitofficial 11 місяців тому +2

    Lav bhai hat's off to you ❤❤❤❤❤❤

  • @golakjambeka3090
    @golakjambeka3090 11 місяців тому +5

    Heart touching Vloging bro /....Jay Jagannath 🙏

  • @Krishnambika3
    @Krishnambika3 11 місяців тому +9

    Thank you so much Bhai 🙏🏻🙏🏻 ବହୁତ ସୁନ୍ଦର କଥା ଟେ କହିଲେ ❤❤❤

  • @user-fo1fl9ub9e
    @user-fo1fl9ub9e 2 місяці тому

    ଲବ ଭାଇ ବହୁତ ବଡ଼ ସାହାଷୀ

  • @svsubash
    @svsubash 11 місяців тому +1

    🙏ଜୟ ଜଗନ୍ନାଥ ❤️
    ହୃଦୋୟରୁ ବହୁତ ବହୁତ୍ ଭଲ ପାଇବା ତୁମ ପାଇଁ ❤❤❤

  • @silusanwiyan4173
    @silusanwiyan4173 11 місяців тому +13

    ସତରେ ଭାଇ ଆପଣ ବହୁତ ସରଳ l ଟଙ୍କା ପଇସା ଲଭ ରେ ପଡ଼ି ବହୁତ୍ କିଛି କରନ୍ତି success ହାସଲ କରିବା ପାଇଁ ଅନ୍ୟ କୁ ଅଣଦେଖା କରି ଚାଲିଯାନ୍ତି କିନ୍ତୁ ତା ଠୁ ଆପଣ ଭିନ୍ନ l ଆପଣ କେବଳ ନିଜ ପାଇଁ ତ ନୁହେଁ ଆମ ସମାଜ ପାଇଁ ମଧ୍ୟ ବହୁତ୍ ଭଲ ଚିନ୍ତା ଧାରା ରଖିଛନ୍ତି ଏଇ ଦୁନିଆ ର tribe ଲୋକ ମାନଙ୍କର traditional ଏବଂ ସେମାନଙ୍କ ଚାଲି ଚଳନି କୁ ଆପଣ ସମସ୍ତଙ୍କୁ ଦେଖାଉଛନ୍ତି l
    ଆପଣଙ୍କ ସବୁ vlog ଗୁଡା ଦେଖିଲି କୌଣସି video ରେ ମଧ୍ୟ ନିଜ କଥା କୁ ଏତେ ଭାବି ନାହାନ୍ତି l ଅନ୍ୟ ମାନଙ୍କ ଭଳିଆ ଆଜି ଏହା ଖାଇଲି ସେଗା ଖାଇଲି ଫାଲତୁ କଥା କେବେ କହି ନାହାନ୍ତି l ଯାହା ପାଇଲେ ଖାଇ ଚାଲିଲେ ଆଉ vloging ଏସବୁ ଆପଣ ଙ୍କ କାର୍ଯ ଆମକୁ ବୋହୁତ ଭଲ ଲାଗୁଛି l ଆମେ ଆଶା କରୁଛୁ ଆପଣ ଏହି ଭଳିଆ simple life କୁ ହିଁ follow କରିବେ l ଆପଣକଂ ପାଖକୁ ଯେତେ ବି ଧନ ଆସୁ କାଇଁ ଏହି ଭଳି ଲୋକଙ୍କୁ ଭଲ ପାଇବା ସବୁ ବେଳେ ଦେଉ ଥିବେ,,,,,, ଧନ୍ୟବାଦ୍,,,,,,,,🙏🙏🙏🙏
    ଭଗବାନ୍ ଆପଣଙ୍କ ଯାତ୍ରା କୁ ଆହୁରି ଆନନ୍ଦ ମୟ କରନ୍ତୁ ଏବଂ ଆପଣଙ୍କୁ ସବୁବେଳେ ଖୁସି ରେ l
    ଜୟ ଜଗନ୍ନାଥ ⭕‼️⭕

  • @ALOKFOODS
    @ALOKFOODS 11 місяців тому +128

    ଭାଇ ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରୁଛି ତମ ଚଲା ପଥରେ ପୁଷ୍ପ ବର୍ଷା କରନ୍ତୁ !
    🙏ଜୟ ଶ୍ରୀ ଜଗନ୍ନାଥ 🙏🙏

  • @user-dy4yr8uo2q
    @user-dy4yr8uo2q 10 місяців тому

    Very interesting song sabu Bahutu badhia

  • @sabitarani6363
    @sabitarani6363 11 місяців тому +7

    ଧନ୍ୟବାଦ, ଆମେ ପୁରୁଷଙ୍କ ମାନସିକତାର ପରିବର୍ତ୍ତନ କରିବାକୁହେବ। ତେବେ ଏତେ ଯନ୍ତ୍ରଣାଦାୟକ ଘଟଣାମାନ ହେବନି

  • @kishorehansdah4248
    @kishorehansdah4248 11 місяців тому +17

    Very good Documentary video and excellent presentation....
    Jay Jagannath!!!

  • @mrbapuvlog6533
    @mrbapuvlog6533 11 місяців тому +13

    ଭାଇ ତାଙ୍କ ଦେଶରେ ଠାକୁର ଅଛନ୍ତି କି ନାହିଁ ❤❤❤❤❤❤❤❤❤

  • @rameshpradhan8772
    @rameshpradhan8772 9 місяців тому

    ଧନ୍ୟବାଦ୍ ଭାଇ, ଭଗବାନ ତୁମର ମଙ୍ଗଳ କରନ୍ତୁ ।

  • @shibanimohanty3346
    @shibanimohanty3346 10 місяців тому +1

    Bahut sundar.god bless you