Mahaamahim nku dekha kariba bht bada sauvagya ra katha, se vagya samasta nku mile nhi.. Bt tumaku milila bht garva ra katha.. Bht khusi lagila...au dukha b je se vagya au sujog ama ku milini....God bless u....
Johar Marang buru jaher ayo...Hirla Marang Buru❤❤❤ Asah Purau aa Rastrapati bhaban re nitong Marang Buru honn jaher ayo ko thaon ko nama...nowa khon raska r ched honn bang huy koh aaa..❤
Many many Congratulations laba Bhai 🎉 and We are really very proud so love you to,very thanks. Joharge 🙏 Bande Utkal Janani and Jai jagannath ❤❤❤ Hirla marang buru Hirla jayer Ayo ❤❤❤
I have a small suggestion that instead of showing any important thing or historical thing on the display, it is very beneficial for students like us.❤❤❤😊
Laba bhai tame bohut bhala ,besi kichhi na kahi sidha 🙏karuchhi ,sabu tama nistha ,aau hard work 👍tame aaji ehi jagare pahanchila,jouta ki bohut kasta , president sange dekha heba sahaja nuha , great great great 👍❤. lots of love from Sabitacreations ❤️ Rourkela
ଲବ ଭାଇ ଙ୍କୁ ଯିଏ India ର no 1 traveller ଭାଵୁଚ ସିଏ like କର
👍👍
🎉🎉🎉🎉❤
❤❤❤❤
Nijoku bhauchoki bhai seithipaín like magucho😅
No 1 nuhan, top-1 king traveller
ଦେଶର ପ୍ରଥମ ନାଗରିକ ଙ୍କୁ ଭେଟି ଆସିଥିବାରୁ ବହୁତ ବହୁତ ଅଭିନନ୍ଦନ 😊
ତୁମେ ବହୁତ ଭାଗ୍ୟବାନ ଭାଇ 😊
ଆମ ରାଷ୍ଟ୍ରପତି ଆମ ଆମ ଗର୍ବ ❤
❤❤❤You are great❤❤❤
ମୟୁରଭଞ୍ଜ ର ଦୁଃଖ ଟିକେ ଜଣେଇବ ମହାମହିମ ରାଷ୍ଟ୍ରପତି ଙ୍କୁ🙏
❤❤❤❤❤
@@mohancharanmajhi-x4d❤❤
ଯେତେବେଳେ ଆମ ୟୁନିଭରସିଟି କୁ ଆସିଥିଲେ, ସେତେବେଳେ ତୁମେ ଜଣେଇଲନି
khali kn mayurvanj au ki6e nai
@@kartikasenapati3047bhitoro ku posibaku deuno thile
ବହୁତ ବହୁତ ଧନ୍ୟବାଦ ଆପଣ ବହୁତ୍ ଭାଗ୍ୟବାନ ମହାମହିମ ରାଷ୍ଟ୍ରପତିଙ୍କ ଦର୍ଶନ ପାଇଲେ
ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା ଏମିତି ଆଗକୁ ବଢ଼ିଚାଲ ଭାଇ ଆପଣଙ୍କ ସାଥିରେ ସାରା ଓଡ଼ିଶାବାସୀ ଅଛୁ, ଜୟ ଜଗନ୍ନାଥ 🛕⭕❕⭕ ❤🙏
Odisha mati ra garba au gauraba 💐Maha mahima Rastrapati 💐💐 Draupadi Murmu nka pai Gotia like 💐💐Laba Bhai gotia like 👍
👇👇
କିଏ କିଏ ଚାଁହୁଛ ଲବ ଭାଇ Next Time ଆମ PM ନରେନ୍ଦ୍ର ମୋଦି ଜୀ ଙ୍କୁ ଦେଖା କରନ୍ତୁ ବୋଲି ❤
ମୋ ମନ କଥା କହିଦେଲ ହୋ ❤️
❤❤
Me
ସିଏ କ'ଣ ତମ ଗାଁ ସରପଞ୍ଚ 😂😂😂😂😂😂
@@Babubhaya653 Achha 🤣🤣🤣🤣
ବହୁତ ବହୁତ ଶୁଭେଚ୍ଛା ଦେଶ ର୍ ମହମାହିମ୍ ରାଷ୍ଟ୍ରପତି ଙ୍କୁ ସାକ୍ଷାତ କରିଥିବାରୁ ❤❤❤❤❤❤
See our village video
ମୁଁ ପ୍ରଥମ ଲାଇକ କରିଲି ଭାଇ ❤️
👌
Hmm
100 tanka paibu😂
Tume nuhe mu karichi
Welcome 🎉
ରାଷ୍ଟ୍ରପତି ଭବନ ଦେଖାଇବା ରୁ ବହୁତ ବହୁତ ଧନ୍ୟବାଦ ଭାଇ 👍
ଆଜି ଆମ ମୟୁରଭଞ୍ଜ ନା ଟେକି ଦେଲ ଜୟ ମୟୁରଭଞ୍ଜ ❤❤❤❤
❤
Jai mayurbhanj, from thakurmunda
କେଉଁ ମାନେ ଲବ ଭାଇ ଙ୍କୁ ହୃଦୟ ରୁ ଭଲ ପାଅ ❤️❤️❤️ ମୁଁ ଭଲ ପାଏ 100% ଆପଣ ମାନେ କେତେ ଭଲ ପାଆନ୍ତି 1 million subscribers ହେଇ ଯାଉ ଭଗବାନ ଙ୍କୁ ପ୍ରାର୍ଥନା
Meri Maa ke lia ak LIKe
Please 🥺🥺🥺😭😭😭👍👍👍👍👍👍 like Button ❤️
Ramji Film City jibo Bhai
@@chandansing7947 hmm bhai ❤️🙏
ଲଵ ଭାଇ ରାଷ୍ଟ୍ରପତି ଭବନ ର ଦୃଶ୍ୟ କୁ ଦେଖାଇଥିଵାରୁ ବହୁତ ଖୁସି ,,🙏🎉
Laba bhai ଆପଣ ଆମ ଦେଶ ପାଇଁ ମହାନ୍ ଯୁବକ 🙏🙏🙏... ଯାହା ହେଉ ଆପଣଙ୍କ ପାଇଁ ମୁଁ ରାଷ୍ଟ୍ରପତି ଭବନ ଦେଖିପାରିଲି 🙏🙏
ଯୁହାର ଲବ ଭାଇ 🎉🎉🎉 nice to meet the president of India this is the biggest achievement of your.ଭାଇ ବହୁତ ଖୁସି ଲାଗିଲା ତମର ସାଖ୍ୟାତ କାର ରାଷ୍ଟ୍ରପତି ଙ୍କର ସଙ୍ଗରେ ଆଉ ଆମର ଆଦିବାସୀ ର କସଟ୍ୟୁମ ପିନ୍ଧି ଥିଲ ବହୁତ ସୁନ୍ଦର ଦେଖା ଯାଉଥିଲା ଆଉ ଗେଟ୍ ନେ ସାହାଯ୍ୟ ଭି ହେଲା ଆମର ଆଦିବାସୀ ମାନଙ୍କର ମାନ ଭି ରହିଲା ଯଶ ଭି ଟେକ ରଖିଲ ରେ ଭାଇ ଏବେ ଆମେ ଳବ ଭାଇ ର ଲାଗି ଆଉ ଅଧିକ ଗର୍ବୀତ ଆଉ ଲବ ଭାଇ ବା଼ଃ ଲବ ଭାଇ ବା଼ଃ
ଲବ ଭାଈ ତମେ ହୋଉଚ୍ଚ ଅମୋ ଦେଶର ଗର୍ବ ଗୌରବ ❤ କୋଣସି ସୁପର ✨ ଷ୍ଟାର ଠୁ ବି କମ୍ ନୁହେଁ
ବହୁତ ସୁନ୍ଦର ତଥ୍ୟ (ଭବନ)ଓ ଶାଳ ବୃକ୍ଷ ଉପହାର ପ୍ରଦାନ କଥା ମୋତେ ଖୁବ୍ ଆନନ୍ଦ ପ୍ରଦାନ କଲା । ଇତି। ମାଆ, କନ୍ଧମାଳ ।
ପ୍ରଥମ,ଥର, ପା ଇଁ, ରାଷ୍ଟ୍ର ପତି,କୁ ଦେଖାକରିଥିବାରୁ ଧନ୍ୟ, ବାଦ୍ ଲବଭା ଇ ❤❤❤❤
You are so lucky Laba bhai ....You are first vlogger to meet President Draupadi Murmu ❤❤❤❤
Mahaamahim nku dekha kariba bht bada sauvagya ra katha, se vagya samasta nku mile nhi.. Bt tumaku milila bht garva ra katha.. Bht khusi lagila...au dukha b je se vagya au sujog ama ku milini....God bless u....
ସାନ୍ତାଳା ଏକଲା ନାହିଁ ଭାଇ ଆଦିବାସୀ ସମାଜରେ ଯେତେ ଲୋକ ଅଛନ୍ତି ସେମାନେ ଶାଳ ଗଛକୁ ପୂଜା କରନ୍ତି ।
Ri8 dada
right dada
Nice bro
ଆଉ ଏକ ସ୍ବପ୍ନ ପୂରଣ ହେଇଗଲା ତମର ଭାଇ 💞
Jai Bharat !
Jai Odisha !
Jai Mayurbhanj !
Proud to be born in same district.
Sir proud karantu ki amo district re born hai chanti ❤️ .na ki president district 🙏
@@dipankar_352 Right 👍
ଜୟ ଜଗନ୍ନାଥ ଭାଇ 🙏🙏🙏 ସବୁ ବେଳେ ଖୁସିରେ ରୁହ 😊
ଜଗନ୍ନାଥ ତୁମର ସମସ୍ତ ଇଛା ପୂରଣ କରନ୍ତୁ।
Who agree this man born to make history ?
Great brother 👏👏... hat's off to you...great things come with simplicity....ଭଲ ମଣିଷର ପ୍ରକୃତ ପରିଚୟ ସରଳତା, ଅସ୍ବାଭାବିକ ଭାବେ ସ୍ଵାଭାବିକ ହେବା।😊😊 ତୁମର ସରଳତା ,ସଚ୍ଚୋଟତା ଭଲ ମଣିଷର ପରିଚୟ ଦିଏ ଆଉ ତୁମର ଭଲ ସଂସ୍କାର ର ମଧ୍ୟ 🙏🙏 great job...good going 🎉👏🙏
ଅତି ସୁନ୍ଦର ଭାଇ ଜୟ ଜଗନ୍ନାଥ ❤❤❤
ଯାହା ହଉ ତମ ସପ୍ନ ପୂରଣ ହଉ ଭାଇ 👍
ବହୁତ ଖୁସି ଲାଗିଲା ଆମକୁବି ତମେ ରାଷ୍ଟ୍ରପତିଙ୍କୁ ଦେଖା କରିଲ 🥰🥰🥰🥰🥰🥰🥰🥰🥰
Awesome Awesome Visit - Meet to President of Bharat...Thanks Laba Babu.. TULASI Duee PATRA ru BAASE..... Go ahead...You are also unique & awesome...
Congratulation.. ଭାଇ.. ♥️❤️
I ♥️ ଭାରତ..
ଲବ ଭାଇ ଵହୁତ ଵହୁତ ଧନ୍ୟବାଦ ଖୁସି ରେ ରୁହ
ସୌଭାଗ୍ୟର ବିଷୟ l ଶୁଭେଚ୍ଛା ଓ ଅଭିନନ୍ଦନ l ଜୟ ଜଗନ୍ନାଥ।🎉🎉
ବହୁତ ସୁନ୍ଦର ଭିଡିଓ ର ସବୁ ପାଟ ଅତି ସୁନ୍ଦର
ମୁଁ ଆଗରୁ comment' କରିଥିଲି
ତାହାହିଁ ସତହେଲା
ଲବ ଭାଇ ପାଇଁ ଗଟେ ଲାଇକ୍ ହଉ,
👍👍👍❤🌹❤❤🌹
Laba vai you are really great for SANTALI community ❤🎉❤spesalla l proud for you❤
ବହୁତ ବହୁତ ଧନ୍ୟବାଦ ଲବ ଭାଇ,ଆମକୁ ରାଷ୍ଟ୍ରପତିଭବନ ସଂପୃକ୍ତ କିଛି ନୂଆ ତଥ୍ୟ ଦେଇ ଥିବାରୁ ଆଉ ଶୁଭେଚ୍ଛା ମଧ୍ୟ ଜଣାଉଛୁ ରାଷ୍ଟ୍ରପତି ଙ୍କୁ ଦେଖା କରିବାର ସୁଯୋଗ ପାଇଥିବାରୁ । ଏପରି ଭାବରେ ଆଗକୁ ବଢିଚାଲ ଆଉ ଆମକୁ ନୂଆ ତଥ୍ୟ ମାନ ଦେଉଥାଅ..... ଧନ୍ୟବାଦ।❤❤❤
❤ lot's of love from Nabarangpur..... Love you Laba Dada🙏🙏🙏🙏🙏🙏
ରାଷ୍ଟ୍ରପତି ଭବନ ରେ ପ୍ରତ୍ୟେକ ବସ୍ତୁରେ ଅଶୋକ ସ୍ତମ୍ଭ symbol ଶୁଣିକି ଭଲ ଲାଗିଲା.. 😊🙏
Wow. Really so NYC.... Amiti bhagya samastankara na thae... God nka asirwad tuma upare bhai all time❤😍
Laba hansdah really you are doing a great job for...Santali Tribe Culture..❤
*Respect Button for Mayurbhanjia* 👍🙂✅
ବହୁତ୍ ଭଲ ଲାଗିଲା ଭାଇ ଆପଣଙ୍କ ଭାଗ୍ୟ ଯେ ରାଷ୍ଟ୍ରପତି ଙ୍କୁ ଦେଖା କରି ପାରିଲ ଆଉ ଆମମାନଙ୍କୁ ଦେଖେଇଲ ଧନ୍ୟବାଦ୍ ଭାଇ❤👍🙏
Wow great vai proud of you 👍👍👍👍ଏମିତି ଅଗକୁ ଆଗେଇଚାଲ ❤❤
Johar Marang buru jaher ayo...Hirla Marang Buru❤❤❤ Asah Purau aa Rastrapati bhaban re nitong Marang Buru honn jaher ayo ko thaon ko nama...nowa khon raska r ched honn bang huy koh aaa..❤
ବହୁତ ଭଲ ଲାଗିଲା ଏହି ଭିଡିଓ ❤❤❤❤
ରାଷ୍ଟ୍ରପତି ଭବନ ଦେଖାଇବା ରୁ ଅଶେଷ ଧନ୍ୟବାଦ ଭାଇ
ଜୟ ଜଗନ୍ନାଥ ମହାପ୍ରଭୁ,ଆମର ସଦିଚ୍ଛା ପୂରଣ କର ।
କି ଭାଗ୍ୟ ଭାଇ ତୁମର ଭଗବାନ୍ ଙ୍କୁ ପାର୍ଥନା କରୁଛି ସେମିତି ଖୁସିରେ ଥାଅ ❤❤❤ love you bro
So so proud of you 🎉🎉🎉
❤❤
ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା ମାଢି ଚାଲ
ᴛʜᴇ ᴘᴏᴡᴇʀ ᴏғ ɪɴᴛᴇʀɴᴀᴛɪᴏɴᴀʟ ᴠʟᴏɢʀ❤
@@suryabhaiofficial0.10ତମେ ଭାଇଙ୍କୁ ଛି କରୁଛ ତମେ ଯେଉଁ ଭିଡିଓ ଛାଡୁଛ କେତେ view ଆସୁଛି 😏😏😏
@@sandhyaranimalik4017Right 😊
@@Itzrjstatus ସେହି ଭାଇ ସୁନାପିଲା ପରି କିଛି ନକହି ତାଙ୍କ comment delete କରିଦେଲେ 😊😊😊😊😊 ପୁରା ସୁନାପିଲା ଟା😁😁
@@sandhyaranimalik4017 hmm ta 😅
Many many Congratulations laba Bhai 🎉 and We are really very proud so love you to,very thanks. Joharge 🙏 Bande Utkal Janani and Jai jagannath ❤❤❤ Hirla marang buru Hirla jayer Ayo ❤❤❤
Congratulations brother ❤❤❤❤
କିଏ କିଏ ଲବ ଭାଇଙ୍କ vlog ବଡ ପରଦାରେ ଦେଖୁଛ ଯେମିତକି ଟିଭି ଲାପଟପ୍ ଇତ୍ୟାଦି ରେ ଦେଖୁଛ ଜଲଦି ଜଲଦି କମେଟ୍ କର❤
First time laptop use korucho bodhe😅😅😅
@@Odia_comedy_tadaka nihati au
@@Odia_comedy_tadaka ଯେମିତି କହୁଛ ମୁଁ ଅନୁମାନ କରୁଛି ଏବେ ଏବେ ବୋଧେ ଆମ ଘର ଆଡ଼େ ଆସି ଥିଲ ନା କଣ ? ସବୁ ତା ହେଲେ ଜାଣିଛ 🙄🙄🙄🙄
@@Ama_Sunuma_Live_Express Durga puja re jaithili ba....😀
@@Odia_comedy_tadaka oh ok ମୁଁ ଭୁଲି ଯାଇଥିଲି 😌😏😌
ଜହାର ଗେ ମାରଙ୍ଗବୁରୁ 🙏🙏🙏
Jaharge marang buru
Jahar ge laba dada
ବହୁତ ସୁନ୍ଦର
I have a small suggestion that instead of showing any important thing or historical thing on the display, it is very beneficial for students like us.❤❤❤😊
ଧନ୍ୟବାଦ ଭାଇ ମା ସନ୍ତୋଷୀ ଆପଣକୁ ସାହା ହୁଅନ୍ତୁ 🌹🌹🌹🌹🌹🌹🌹🌹🌹🌹🌹
Mu first time...history re Rastrapati bhaban bisoyare janili...NYC👌
ଲବ ବାବୁ ମୁଁ ଆପଣଙ୍କ ପାଇଁ ଗର୍ବିତ ।God bless you
ଭାଈ ଆମର ସବୁ ଜାଗା ଦେଖଉଛନ୍ତୀ ଧନ୍ୟବାଦ ଲବ ଭାଈ ❤
Thank you so much dear my labha Bhai ଆମ ଓଡ଼ିଶା ବାସୀ ସମସ୍ତେ like କର କାରଣ ଆମ ଓଡ଼ିଶା ର ମହାମହିମ୍ ରାଷ୍ଟ୍ରପତି ଅଛି ଦିଲ୍ଲୀ
ଲବ ଭାଇ ଆମର ଦିଗ୍ଦର୍ଶନ❤❤❤
❤❤
Bohut,bohut dhonyobad lobobhai jahu am rastropoti sahito dekhakolo
Respect Button for Odisha Number 1 Vlogor ଲବ ଭାଇ ❤️❤️👍👍❤️❤️
It's a great experience for you to meet honourable president mam 😇😇😇... Proud of you man 🙏
So proud love you brother ❤❤❤❤
Bhai you are Pride of Odisha..Thanks for showcasing our Odisha
You are the best boy of our odisha 🙏
ଲବ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା Love you Laba Bhai ❤️❤️❤️❤ଜୟ ଜଗନ୍ନାଥ 🙏 Good bless you 👍
The Rashtrapati Bhavan gardens, popularly called the Mughal Gardens, were renamed Amrit Udyan on January 28, 2023.
See our village video
Bhai bahut khushi lagila rastrapati bhaban dekheithibaru ❤love u bhai
Congratulations Bhai 👍🥰🤝🙏🎊🇮🇳 Jay Hind Jay Bharat Jay Jagannath Jay shree Ram 🙏🥰
🚩ଜୟ ମାଆ କଟକଚଣ୍ଡୀ ଭାଇ🥰❤️🙏 Love From Cuttack ❤️
🙏ଲବ ଭାଇ ରାଷ୍ଟ୍ରପତି ପାଖକୁ ଯାଇଥିବାରୁ 👌👍🙋🙋
Wow very nice
ଲବ ଭାଇ କୁ ଗିନିଜ book ରେ ସ୍ଥାନ ପାଇବା ଦରକାର
I always appreciate your videos. The way of presentation is best.
ଜୟ.ଜଗନ୍ନାଥ
Iam proud of you bro, all the best bro 💪, Jay jagnnatha 🙏🙏🙏
ଭାଇ ରାଷ୍ଟ୍ରପତି ଙ୍କୁ ଦେଖା କରିବାକୁ ହେଲେ କଣ କଣ କରିବାକୁ ପଡ଼ିବ ଆଉ କେମିତି ଯିବାକୁ ହେବ ସେ ବିଷୟ ରେ ଗୋଟିଏ video କରିବେ please
ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚
Very very Excellent ❤❤
ଭାଇ ମୁଁ ଆସିବି ଛଉ ପଡିଆ....ଦେଖା ହେବ ଭାଇ 4 ତାରିଖରେ ❤❤❤❤ ଲଭ ୟୁ ଭାଇ❤❤❤❤
Mayurbhanjhia Dilse❤
This video will increase 1M VIEWS.🎉
Really heart touching video ❤️
ଭାଇ ରାଷ୍ଟ୍ରପତି କେମିତି ଲାଗିଲେ ଭଲ କଥା ହେଲେନା ❤❤
LABAJI:CONGRATULATION FOR MEETING HONORABLE PRESIDENT OF INDIA.GOD BLESS YOU.
THANKS FOR YOUR KIND COMPLIMENTARY.
Thank you bhai amaku rastrapathi bhabana bisayare jAneithibaru
Laba bhai tame bohut bhala ,besi kichhi na kahi sidha 🙏karuchhi ,sabu tama nistha ,aau hard work 👍tame aaji ehi jagare pahanchila,jouta ki bohut kasta , president sange dekha heba sahaja nuha , great great great 👍❤. lots of love from Sabitacreations ❤️ Rourkela
ଜୟ ଜଗନ୍ନାଥ
Congratulations 👏👏🎉🎉
ବହୁତ୍ ବଢ଼ିଆ ହେଲା।
*GOOD MORNING 🙏🏻*
It is not the length of life but the depth of life which always measured.
😅😅
ଆପଣଙ୍କର ଭିଡିଓ ଆମକୁ ଭଲ ଳାଗେ❤❤❤❤❤❤❤ ଆଉ ସଭୁବେଲେ ଦେଖୁ💞💞💞💞💗💗💗💗💗💗
I don't know brother why U R my most liking U tuber. Best wishes from my core of the heart.Go on May God bless U in your way to proceed!
Laba bhai bahut badhia video
Rastiya pati bhuban nice video
ଲବ ଭାଇ ରାଷ୍ଟ୍ରପତି କୁ ଭେଟିକି ବହୁତ ଖୁସିଲାଗିଲା
ବହୁତ ସୁନ୍ଦର କଥା, ଯାହା ହେଉ କିଛି ନୂଆ ନୂଆ ଖବର ପାଉଛୁ.