ଆଫ୍ରିକାରୁ ଆସିକି ଓଡ଼ିଶାରେ ରହିଛନ୍ତି | Bonda Tribe

Поділитися
Вставка
  • Опубліковано 9 лис 2024

КОМЕНТАРІ • 1,2 тис.

  • @rajeli5735
    @rajeli5735 Рік тому +288

    ଆମ ଓଡ଼ିଶା ର ସଂସ୍କୃତି ଓ ପରମ୍ପରା କୁ ଅତି ସୁନ୍ଦର ଭାବରେ ଲୋକ ମାନଙ୍କୁ ଦେଖାଉ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ ଲବ ଭାଇ,love you laba Bhai 🥰 ଜୟ ଜଗନ୍ନାଥ ⭕❗⭕🙏🙏🙏ଜୟ ଓଡିଶା 😍😍

  • @bijaypanda3597
    @bijaypanda3597 Рік тому +30

    ଆମ ଓଡ଼ିଶାରେ କେତେ କେତେ ସୁନ୍ଦର ସ୍ଥାନ ଅଛି ଆଉ କେତେ କେତେ ଜନଜାତି ଲୋକ ରହୁଛନ୍ତି , ସେ ସବୁ ସ୍ଥାନ ଓ ସେଇ ଜନଜାତି ଲୋକଙ୍କ ସଂସ୍କୃତି ବିଷୟରେ ଆପଣ ଦେଖେଇ ଥିବାରୁ ହୃଦୟରୁ ଧନ୍ୟବାଦ୍। ଭିଡିଓ ଟି ବହୁତ୍ ଭଲ ଲାଗିଲା 🎉

  • @OD30VLOGMKG
    @OD30VLOGMKG Рік тому +134

    ମା ମାଉସୀ ମାନଙ୍କ ଭଲ ପାଇବା ଲବ ଭାଈଙ୍କ ଉପରେ ବହୁତ ବଡ଼ିଆ ଲାଗିଲା

  • @sukadevdas....ommvlogs7485
    @sukadevdas....ommvlogs7485 Рік тому +46

    ମୋର ପୁରୁଣା ସ୍ମୃତି ମନେପକେଇଥିବାରୁ
    ବହୁତ୍ ବହୁତ୍ ଧନ୍ୟବାଦ୍ ......🙏🙏🙏🙏🙏🙏

  • @theanimal3153
    @theanimal3153 Рік тому +141

    . ଓଡ଼ିଶାର ଆଦିବାସୀ ମାନଙ୍କର ନୃତ୍ୟ ପୋଷକ ଓ ସଂଗିତ ବହୁତ ଭଲ ଲାଗେ❤❤❤❤ଜୟ ଓଡିଶା❤❤❤

  • @singelboy1437
    @singelboy1437 Рік тому +47

    ସତରେ ଭାଈ ଓଡିଶା ରେ ଏମିତି ଟ୍ରାଭେଲ ଅଛନ୍ତି ବୁଲି ଯାଣିନଥିଲି ତମ ପାଇଁ ଅଜି ଦେଖିପାରିଲି thank you laba bhai❤️❤️❤️

  • @Pyaratopno283
    @Pyaratopno283 Рік тому +93

    ବହୁତ୍ ଗର୍ବ ଏବଂ ଗୌରବ ଲବ ଭାଇ ଓଡ଼ିଶା ପାଇଁ❤❤❤❤

  • @prakashchandrasethy9996
    @prakashchandrasethy9996 8 місяців тому +10

    ଲବ ଭାଇ ଓଡ଼ିଶା ର real hero thank u brother ❤❤❤

  • @umakantsethy5894
    @umakantsethy5894 Рік тому +85

    ଲବ ଭାଇ ଆମ ଓଡ଼ିଶା ର ଏମତି ଜାଗାକୁ ଯାଅ ଯେମିତି କି ଆଫ୍ରିକା ଭଳି ଜାଗା ହେଇଥିବା ଆଉ ବହୁତ୍ ମଜାଦାର ବି ଲାଗୁଥିବା ଜୟ ଜଗନ୍ନାଥ 🙏❤️

  • @kanderamsing3065
    @kanderamsing3065 Рік тому +26

    ଆଦିବାସୀ ନାଚ ସବୁଠାରୁ ନିହାରା ନାଚ। I ❤ ଆଦିବାସୀ ।🌲🌲।।

  • @mishrakradika1173
    @mishrakradika1173 Рік тому +54

    ଲବ ଭାଇ ହେଉଛନ୍ତି ଓଡ଼ିଶାର ପ୍ରକୃତ ହୀର,love u laba ଭାଇ

  • @kariahembram3216
    @kariahembram3216 Рік тому +17

    ପ୍ରକୃତରେ ଲବ ଭାଇ ଓଡ଼ିଶାର ଗର୍ବ ଓ ଗୌରବ 🎉😊❤

  • @muralikumbrika
    @muralikumbrika Рік тому +9

    ଆମ ଓଡ଼ିଶା ରେ ମଧ୍ୟ ଏହିପରି tribe ଅଛନ୍ତି ଜାଣି ନ ଥିଲି । ଆପଣଙ୍କ video ମାଧ୍ୟମ ରେ ଦେଖିପାରିଲି ଧନ୍ୟବାଦ।
    ଆଫ୍ରିକା ପରି ଲାଗିଲା ❤❤❤

    • @jaipadmashreeent
      @jaipadmashreeent 8 місяців тому

      Bhul dharona gotey somoyerehin sethare aue atharey jonojati arombho hoyethila,a Babu ro history knoldge Kom.

  • @harishchandrahikaka4751
    @harishchandrahikaka4751 Рік тому +25

    ସବୁଠୁ best part... ହେଉଛି ଆପଣଙ୍କୁ ସ୍ୱାଗତ କଲେ ବହୁତ ଭଲ ଥିଲା ଭାଇ ସେହିନାଚକୁ ଓ ଆପଣଙ୍କ ମୁଲକି ହସ ବହୁତ ଭଲଥିଲା ଭାଇ love frome Rayagada.....

  • @gitasarangi5980
    @gitasarangi5980 Рік тому +161

    କେଉଁ ମାନେ ଚାହୁଁଛନ୍ତି ଯେ ଲବ ଭାଇ ଙ୍କୁ ନେଇ ଏକ ଓଡ଼ିଆ ଚଳଚ୍ଚିତ୍ର ହେବା ଦରକାର୍ ।
    (କମେଣ୍ଟ୍ କରନ୍ତୁ।)

  • @stmproduction7634
    @stmproduction7634 Рік тому +38

    ଭାଇ ବହୁତ ହିଁ ଭଲ ଲାଗିଲା ❤❤❤ ଆମ ଓଡିଶାରେ ଏତେ ଭଲ ଜିନିଷ ଅଛି !!! ଜାରି ରଖନ୍ତୁ

  • @dhanirambeg7820
    @dhanirambeg7820 Рік тому +21

    ଯୁହାର ଲବ ଭାଇ 🎉🎉 ବହୁତ ସୁନ୍ଦର ଆମର ଓଡ଼ିଶାର ସିନ୍ ଆଫ୍ରିକା ଇନ୍ଡୋନେସିଆ କେନିୟା ସବୁ ଅନୁଭୁତି ସବୁ ଅନୁଭବ ଏଇଠି ବହୁତ ସୁନ୍ଦର ଆଉ ସେ ମାନଙ୍କୁ ଧନ୍ୟବାଦ ଭାଇ

  • @biswanathnaik4486
    @biswanathnaik4486 Рік тому +11

    ଭାଇ ଏହି ଭିଡିଓ ଦେଖିକି ବହୁତ ଖୁସି ଲାଗିଲା,, ଜାଣି ନଥିଲି ଆମ ଓଡ଼ିଶାରେ ଏହି ଭଳି ଜନଜାତିର ଲୋକମାନେ ଅଛନ୍ତି ବୋଲି,, ଯାହା ହେଉ ତମ ପାଇଁ ଆଜି ଜାଣିଲି, ତେଣୁ ମୁଁ ଆପଣଙ୍କୁ ,,,ବହୁତ ବହୁତ ଧନ୍ୟବାଦ ଜଣାଉଛି । ❤❤❤

  • @SasmitaJhigidi
    @SasmitaJhigidi Рік тому +8

    ସତରେ ଭାଇ ଜାଗା ଟି ବହୁତ୍ ସୁନ୍ଦର ଅଛି ❤ ମୁଁ ଶୁଣିଥିଲି ସେଠି କାର ଲୋକ ମାନେ ବହୁତ୍ ଭଲ ବୋଲି ହେଲେ ଆଜି ଭିଡିଓ ଦେଖିଲା ପରେ ଜାଣିପାରିଲି ସତରେ ସେଠିକାର ଲୋକ ମାନେ ବହୁତ୍ ଭଲ ❤ଧନ୍ୟବାଦ 🙏

  • @DuryodhanSoy-x4i
    @DuryodhanSoy-x4i Рік тому +8

    ଲବ ଭାଇ କେତିବେଳ ଆଫ୍ରିକା କେତିବେଳ ଓଡ଼ିଆ ଅଉ କେତିବେଳ ଦୁବାଇ ଆମକୁ ବହୁତ୍ ଭଲ ଭଲ ଜୀନୀଷ ଦେଖାନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍

  • @ABKSWARA
    @ABKSWARA Рік тому +28

    ମାଲକାନଗିରିକୁ ଆସିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଲବ ଭାଇ 🥰🥰

  • @dipakkumarbal8318
    @dipakkumarbal8318 Рік тому +37

    ଆମ ଅଞ୍ଚଳର ସଂସ୍କୃତି ପରମ୍ପରା କୁ ଦେଖାଇ ଥିବାରୁ ହୃଦୟରୁ ଆନ୍ତରିକ ଧନ୍ୟବାଦ ଜଣାଉଛି ସାନ ଭାଇ l ଶୁଭେଚ୍ଛା ଶୁଭକାମନା 🙌🙌🙌❤️ଜୟ ଜଗନ୍ନାଥ l

  • @dhananjayacreation9750
    @dhananjayacreation9750 Рік тому +64

    ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ଥିବା "ସେମାନେ ଆମ ଭାଇଭଉଣୀ "ବିଷୟ କଥା ମାନେ ପଡ଼ିଗଲା 😊

  • @chakradharamuduli5006
    @chakradharamuduli5006 Рік тому +29

    ଲବ ଭାଇ ମାଲକାନଗିରି ରେ ଆସୁତିବାରୁ ଧନିଅ ବାଥ ❤❤❤

  • @masiamandal
    @masiamandal Рік тому +19

    ଆମ ଓଡ଼ିଶା ରେ ଏମିତି ଅଛି ମୁଁ ଟିକିଏ ବି ଭାବିନଥିଲି ଧନ୍ୟବାଦ ଭାଇ

  • @OD30VLOGMKG
    @OD30VLOGMKG Рік тому +312

    ଫ୍ଲିମ ସୁଟିଂ କଲେ ଦମନ ବି ପଛରେ ପଳେଇବ ଲବ ଭାଈ 👍

  • @balmatibhatra-cp4vx
    @balmatibhatra-cp4vx Рік тому +9

    ଆମର ଭାଷା କଥା ଶୁଣି କି ବହୁତ ଭଲ ଲାଗିଲା ଲବ ଭାଇ ❤❤❤

  • @chudamanibiswal6943
    @chudamanibiswal6943 Рік тому +46

    Tribal culture of Odisha ❤❤❤ salute

  • @Dolikhosla
    @Dolikhosla 7 місяців тому +3

    ମୁଁ ମାଲକାନଗିରି ରୁ ଦେଖୁଛି.. ଧନ୍ୟବାଦ ଆପଣ ଆମ ମାଲକାନଗିରି ଜିଲ୍ଲା ର କଳା ସଂସ୍କୃତି କୁ ଲୋକଲଚନ କୁ ଆଣିଛନ୍ତିଓ ଏତେ ସୁନ୍ଦର ଭିଡ଼ିଓ ବନାଇଛନ୍ତି ❤❤

  • @lipubhai2292
    @lipubhai2292 Рік тому +351

    ବହି ରେ ଖାଲି ଗୋଟେ ଫୋଟୋ ଟେ ଦେଖିଥିଲି ଆଜି ଆଖିରେ ଦେଖିଲି 😄❤❤❤❤

  • @durjyasanta8223
    @durjyasanta8223 Рік тому +24

    ସତରେ ଭାଇ ଓଡ଼ିଶା ର ଗୌରବ ଲବ ଭାଈ ପାଇଁ ❤🙏🙏🙏

  • @ratanlalpurty3569
    @ratanlalpurty3569 Рік тому +3

    ବହୁତ ଭଲ ଲାଗିଲା ଆମ ଓଡିଶା ର ଏତେ ଅଛନ୍ତି ଆଦିବାସୀ ସମସ୍ତଙ୍କ ପରମ୍ପରା ବହୁତ ଭଲ ଲାଗେ, କିନ୍ତୁ ଆପଣ ଜଣେ ଲୋକ ସବୁ ଆଦିବାସୀ ଙ୍କ ପରମ୍ପରା ଆମ ମାନଙ୍କୁ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ 🙏🙏🙏🙏🙏

  • @RaghunathMurmu-fo1sm
    @RaghunathMurmu-fo1sm Рік тому +7

    ଜୟ ଜଗନ୍ନାଥ....ଜୟ ଓଡ଼ିଶା ...ଜୟ ଆଦିବାସୀ ବଣ୍ଡା ଆଦିବାସୀ ମାନେ ବହୁତ ଶାନ୍ତ ସରଳ, ବହୁତ ସୁନ୍ଦର ଲାଗିଲା ଭିଡିଓ ଦେଖେଇ ଥିବାରୁ thank you so much ଲବ ଭାଇ

  • @dmitun01editing66
    @dmitun01editing66 Рік тому +28

    ଲବ ଭାଇ ଆମ ପାଇଁ real HERO ❤❤ LOVE U LABA BHAI❤❤❤

  • @ChandiniAmat
    @ChandiniAmat 11 місяців тому +2

    ବହୁତ ସୁନ୍ଦର ଲବ ଭାଇ ବହୁତ ଖୁସି ଲାଗିଲା ଏଭଳି କାମ କରିଚାଲିଥାଅ ନ୍ତୁ ଭଗବାନ ନିଛୟ ମିଳିବ

  • @user-iv6yq1uv7h
    @user-iv6yq1uv7h Рік тому +58

    Respect button for Naveed Bhai, He is such a nice & Hardworking person You are so good I like you Bhai l love you Broo❤❤❤❤❤❤

  • @Shreekantmallik945
    @Shreekantmallik945 Рік тому +17

    ଲବ ଭାଇ ପାଇଁ ଗୋଟେ like 👍 ହଉ 🥰🥰

  • @Malkangiri.travel-express
    @Malkangiri.travel-express Рік тому +17

    Thank you so much Laba Sir 🙏 ଆମ malkangiri କୁ ଆସି ସବୁ ଜାଗା ବୁଲି ବୁଲି ଆମ culture and tradition, ଆଉ ଆମର ରହିବା ଘର,costume design ସବୁ ଏତେ କଷ୍ଟ କରି ଲୋକଲୋଚନ କୁ ଆଣିଲ ଆଉ ଏହି vdo ମାଧ୍ୟମରେ ସମସ୍ତଙ୍କୁ ଦେଖେଇଲ so we are very proud of you ❤

  • @TripleKEmpire-br8tf
    @TripleKEmpire-br8tf Рік тому +45

    ଆମ ମାଲକାନଗିରି ❤❤❤

  • @jayakrishnapradhan-ms6tm
    @jayakrishnapradhan-ms6tm Рік тому +1

    ବହୁତ୍ ଧନ୍ୟବାଦ୍ ଲବ୍ ଭାଇ

  • @pradipmajhi8636
    @pradipmajhi8636 Рік тому +37

    Your video should come daily, so that people should know about the tribal culture of malkangiri. Love from jeypore District Koraput

  • @manbodhgopal6372
    @manbodhgopal6372 Рік тому +13

    ବହୁତ ଭଲ ଲବ ଭାଇ ଆମ ଓଡିଶା ରେ ବି ଏମିତି ଯାଗା ଅଛି ଆମେ ବହୁତ ଗର୍ବ କରୁଛୁ ଆପଣଙ୍କ ପାଇଁ ଆମେ ସବୁ କିଛି ଜାଣି ପାରୁଛୁ

  • @Rajesh-x3j
    @Rajesh-x3j Рік тому +7

    ଲବ ଭାଈଙ୍କ Drone shoot amezing 😮 ବଡ଼ ବଡ଼ filim ବି ଫେଲ୍ ମରିଯିବ

  • @khirodnayak2050
    @khirodnayak2050 Рік тому +1

    Odisha re emiti jaga achi dekhiki mu sock hegoli 😮 thanks brother tame emiti video upload Karilo 👍🚩🙏

  • @haradhanbandra8881
    @haradhanbandra8881 Рік тому +36

    I liked the Bonda tribe culture very much Laba bhai 🙏

  • @shantikabasi5010
    @shantikabasi5010 11 місяців тому +1

    ବହୁତ ସୁନ୍ଦର ଲବ ଭାଇ

  • @HiteshKumar-oo9ic
    @HiteshKumar-oo9ic Рік тому +21

    Drone short is also amazing & fantastic 😍❤

  • @bapipalauri8846
    @bapipalauri8846 Рік тому +1

    Thank you Bhai amiti sabu video amaku dekauthibaru

  • @ktccreation9722
    @ktccreation9722 Рік тому +75

    I am from Malkangiri ❣️
    I❤ Malkangiri

  • @reenapradhan2655
    @reenapradhan2655 7 місяців тому

    ବହୁତ ସୁନ୍ଦର ହୋଇଛି

  • @paramanandahuika2287
    @paramanandahuika2287 Рік тому +7

    ଜୟ ଆଦିବାସୀ,ଲଭ ଭାଇ ଆପଣଙ୍କ ପାଇଁ ଆମେ ଗର୍ବିତ। ନିର୍ଦ୍ଦେଷ୍ଟତା ଥିଲା ଶିଶୁ ଯତ୍ନ,ବାଲି ପାହାଡ ଓ ଖଣ୍ତା ର ରହସ୍ୟ ଅଟେ।

  • @ShobhakaraSahu
    @ShobhakaraSahu 8 місяців тому

    ସତରେ ଭାଇବହୁତ ଶୁନ୍ଦର

  • @saggchannel6567
    @saggchannel6567 Рік тому +9

    ଲବ ଭାଇ ଆପଣ ଙ୍କ ଭିଡିଓ ଗୁଡା କ ଭାରି ଭଲ ଲାଗୁଚି , ଆପନ୍ ଭାରତର ସବୁ ରାଜ୍ୟ ଓ ସାରା ପୃଥିବୀ ପରିକ୍ରମା କରନ୍ତୁ ଭିଡିଓ ବନାନ୍ତୁ,,👌👌👌👌👌👍👍👍👍👍

  • @hanjariarabigadaba9909
    @hanjariarabigadaba9909 Місяць тому

    ମା ମାଉସୀ ମାନକ ଭଲ ପାଇବା ଦେଖି ମୋତେ ବହୁତ କୁସି ଲାଗିଲା, ଓ ଲବ ଭାଇ ଆମ ଆଦିବାସି କତା ବି କୋହିପରୁଚି ବହୁତ ଖୁସି ର କତା,❤❤❤❤

  • @Srikant05164
    @Srikant05164 Рік тому +36

    ଜୟ ଶ୍ରୀ ରାମ ❤❤❤❤

  • @dilipDilipkanhar
    @dilipDilipkanhar 7 місяців тому

    🌍ଆମ ସଂସ୍କୃତି, ଓଡିଶା ସଂସ୍କୃତି.❤️... ଜୟ ଓଡିଶା.... ଜୟ ଜଗନ୍ନାଥ... 🙏🙏🙏

  • @digambar14347
    @digambar14347 Рік тому +10

    ❤u laba Bhai ସତରେ ତମେ ମହାନ୍ 👏👍
    ଭାଇ ମୁ nabarangpur CHANDAHANDI ରୁ
    ମୁଁ ତମର ସବୁ video ଦେଖେ

  • @AshuVlogs-dv9fi
    @AshuVlogs-dv9fi Рік тому +1

    Rockey bhai bahut sundar kahiki nija ku express kale ❤

  • @phinyalatabhuyan789
    @phinyalatabhuyan789 Рік тому +52

    ସତରେ ଆପ୍ରିକା ବାସିନ୍ଦା ପରି ଦେଖାଯାଉଛନ୍ତି

  • @prafullachandraBehera-uj1my
    @prafullachandraBehera-uj1my 6 місяців тому

    Thank you Naba. Bhai Desai. Bidesh. Dekhaucha. Sethipain. Very. Very. Thanks. Agaku. Ahuri. Dekhantu
    Keonjhar Odisha India

  • @kariahembram3216
    @kariahembram3216 Рік тому +4

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🎉🎉🎉

  • @entertainmentpoint3218
    @entertainmentpoint3218 Рік тому

    Satare bht bhala lagila vdo dekhiki....thnx ...❤❤❤

  • @ranjankanhar682
    @ranjankanhar682 Рік тому +4

    ବହୁତ ସୁନ୍ଦର ଲାଗିଲା ସମସ୍ତଙ୍କୁ

  • @alokbehera4660
    @alokbehera4660 Рік тому +1

    Bhahuta interesting lagila labo Bhai ❤u. Jay jagannath. Bhadrak

  • @ajayamunda3936
    @ajayamunda3936 Рік тому +8

    Village views dekheila bele gute happy feeling bala background music dele amakubi feel haba jemiti ame seithy achuu 🙏

  • @dumnamajhi9128
    @dumnamajhi9128 11 місяців тому +1

    ଭାଇ ଏତେ ପରିଶ୍ରମ କରି ଆଦିବାସୀ ସହିତ ମିଶି ଥିବାରୁ ଧନ୍ୟବାଦ 🙏

  • @HiteshKumar-oo9ic
    @HiteshKumar-oo9ic Рік тому +18

    Videography and BGM is osmm ❤❤❤

  • @padmanburudi5644
    @padmanburudi5644 Рік тому +1

    ମାଲକାନଗିରି ଜିଲ୍ଲା ବଣ୍ଡା ଗାଁ / ପାହାଡ଼ କେମିତି ଲାଗିଲା ଗୋଟେ 👍 କର

  • @tapa750
    @tapa750 Рік тому +4

    ଲବ ଭାଇ balangir ଆଶ । ଭାଈ ତୁମର ଭିଡ଼ିଓ ବହୁତ୍ ଭଲ ଲାଗେ
    ଲବ ଭାଇ ପାଇଁ

  • @priyankapriyadarshini2505
    @priyankapriyadarshini2505 Рік тому

    ସତରେ ଏହି ଭିଡିଓ ଟା ବହୁତ୍ ଭଲ ଲାଗିଲା

  • @jyotiranjanmohanty9719
    @jyotiranjanmohanty9719 Рік тому +5

    ବହୁତ୍ ସୁନ୍ଦର୍ ଭାବରେ ଆଦିବାସୀ ସମ୍ପ୍ରଦାୟ ର ସଂସ୍କୃତି ଓ ପରମ୍ପରା କୁ ଦେଖାଇଥିବା ରୁ ଧନ୍ୟବାଦ୍, ଜୟ ଜଗନ୍ନାଥ।

  • @rashmiranjanmohanty4158
    @rashmiranjanmohanty4158 Рік тому

    ଭଲ ଲାଗିଲା। ଓଡିଶା ର ସବୁ ଜାଗାର ଆଦିବାସୀ ଜାତି ସମ୍ପ୍ରଦାୟର ଭିଡିଓ ଦେବାକୁ ଅନୁରୋଧ 🙏

  • @OD30VLOGMKG
    @OD30VLOGMKG Рік тому +97

    ଲବ ଭାଈ ଆମ ଗାଁ ଦେଇକି ଯାନବାଇ ଯାଇଥିଲା ଏଲେ ବେଟ ହେଇପାରିଲିନି ବହୁତ ଦୁଃଖିତ 😔😔😔

    • @babaabhiramofficial3199
      @babaabhiramofficial3199 Рік тому +3

      Next try

    • @drjack3995
      @drjack3995 7 місяців тому

      ଭାଇ ଏ କଉ ପ୍ରକାର ଭାଷା
      ମୁଁ କିଛି ବୁଝି ପାରୁନି
      ଟିକେ ବୁଝାଇ ବେ କି

  • @srichandrasandha4915
    @srichandrasandha4915 Рік тому

    Bahut khusi lagila nice cultural 🙏🏽🙏🏽

  • @manoranjansing5116
    @manoranjansing5116 Рік тому +16

    Beautiful scenery ❤

  • @RanjitNaik-p8b
    @RanjitNaik-p8b Рік тому +1

    Your shoot mindblowing LABA bhai love yours video

  • @dileswarisabar-zw2vl
    @dileswarisabar-zw2vl Рік тому +7

    Odishara traditional super...I love odisha❤❤❤❤❤

  • @bijaykumarmallik3729
    @bijaykumarmallik3729 Рік тому

    Bahut vala lagila.thank you. Amiti video karantu.

  • @gpganeshmusic1830
    @gpganeshmusic1830 Рік тому +12

    ବହୁତ ସୁନ୍ଦର ଲାଗିଲା ❤❤❤

  • @Darkness_boy_002
    @Darkness_boy_002 11 місяців тому +2

    Bahut khoob sundor aar amar Bonda tribe. Johar Dada.🙏🏼👍.

  • @sambit_samal_123
    @sambit_samal_123 Рік тому +5

    ଭୂମିର ଶବ୍ଦ ଅଲଗା ପ୍ରକାର ଲବ ଭାଇ ❤❤

  • @SanatanaKiBharat
    @SanatanaKiBharat 7 місяців тому +1

    Bahuta Dhanyawaad....very good concept.....Thanks for sharing the experience

  • @HimansuBehera-th8ph
    @HimansuBehera-th8ph Рік тому +2

    Good,labababu,semananku,sachetana,karantu,vidio,maadhyamare,semankara,asubidha,sarakaranku,janaantu,thanks

  • @rammandi6877
    @rammandi6877 Рік тому +10

    Unique and rich culture.Keep it up.Johar

  • @promodkumarrengal3014
    @promodkumarrengal3014 8 місяців тому

    🙏ମୋ ତପ ଭୂମି ମାଲ୍ଯବନ୍ତଗିରି 💪

  • @debendraraut8393
    @debendraraut8393 Рік тому +13

    ବହୁତ୍ ସୁନ୍ଦର୍ 🥰🥰🥰😘😘😘😘😘😘😘😘😘😘😘😍😍♥️♥️😊😊😊😊😊😊

  • @sadhanugursandi8798
    @sadhanugursandi8798 Рік тому +1

    ଲବ ଭାଇ ଓଡ଼ିଶା ର ନୂଆଁ ନୂଆଁ culture ଦେଖେଇବାରୁ ବହୁତ ବହୁତ ଦନ୍ୟବାଦ.....

  • @jilusahoo1388
    @jilusahoo1388 Рік тому +14

    Great sister. Great work. I love this culture ❤

  • @PabanKumarMali-554
    @PabanKumarMali-554 Рік тому +2

    ଭାଇ ଆପଣଙ୍କ ଭିଡିଓ ଦେଖି ବହୁତ କିଛି ଶିଖିବାପାଇଁ ମିଳୁଛି ଧନ୍ୟବାଦ ❤❤❤

  • @pratimasethy2754
    @pratimasethy2754 Рік тому +7

    ଭାଇ ଆମେ ବହିରେ ବଣ୍ଡା ଜନଜାତି ଙ୍କ ବିଷୟରେ ରେ ପଢିଥିଲୁ ହେଲେ ଆଜି ତାଙ୍କ ରୀତିନୀତି ଚାଲି ଚଳଣି ପରମ୍ପରା ସବୁ କିଛି ଭିଡ଼ିଓ ମାଧ୍ୟମରେ ଦେଖି ପାରିଲୁ ଏହା କେବଳ ତୁମ ପାଇଁ ସମ୍ଭବ ହେଇ ପାରିଛି ଭାଇ 👍🏻

  • @sureshmajhi4280
    @sureshmajhi4280 Рік тому

    ବହୁତ ଭଲ ଲାଗିଲା ଆମ ଓଡ଼ିଶାର ସଂସ୍କୃତି ଭିଡିଓ

  • @BCM1990
    @BCM1990 Рік тому +6

    Ja heu odisha r tribe dekheibaru dhanyabad..

  • @avilashmohanty9071
    @avilashmohanty9071 Рік тому

    Super bhai....
    Great great great great.....
    Pura video bhala lagila bhai......
    🙏🙏Jay Jagannath🙏🙏

  • @rajrana7938
    @rajrana7938 Рік тому +9

    Video is very beautiful and scenery. Thank u bhai making this video 🎉🎉❤❤❤❤love u bro ❤️

  • @puspanjalinaik164
    @puspanjalinaik164 Рік тому

    ବହୁତ୍ ସୁନ୍ଦର୍ l ମୋତେ ସର୍ଗିଫୁଲ୍ festial କଥା ମନେ ପଡୁଛି l ବହୁତ୍ ଭଲ ଲାଗିଲା l ଆପଣ ଭଲରେ ଥାଆନ୍ତୁ ଭାଇ l ଜୟ ଜଗନ୍ନାଥ l

  • @DBGSV426
    @DBGSV426 Рік тому +7

    Thank you so much bhai❤❤❤Jay jagannath❤❤❤Maind Browning❤very interesting Historical beautiful video.❤❤❤❤

  • @rangalalpalea
    @rangalalpalea Рік тому

    Music ekdam most laguchi ❤❤❤

  • @sabitasinku9548
    @sabitasinku9548 Рік тому +7

    Am also adiwasi from keonjhar ❤ Mayurbhanj 😊agaru bahut guilty feel hua j mu adiwasi boli ,bcz aii samaja bahut kharaff kuhanti ama culture ku😊😊but abe proud feel heuchi❤❤❤

  • @s2r296
    @s2r296 Рік тому

    Bahut sundar ❤️❤️ Love from Rourkela 🙏

  • @gautamjani3716
    @gautamjani3716 Рік тому +12

    ମୁଁ ଜଉ ଜାଗା ପାଇଁ comment ଲେଖି ଥିଲି ସେଇ ଜାଗାରେ ପହଞ୍ଚି ଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ଲବ ଭାଈ