Second Cabinet Meeting Held Today | CM Mohan Majhi Holds Press Meet
Вставка
- Опубліковано 19 вер 2024
- Catch the highlights from the second cabinet meeting held today, led by CM Mohan Majhi. Discover the key decisions and policy updates discussed during the session.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #CabinetMeeting #MohanMajhi #GovernmentUpdates #PolicyDecisions #PressMeet #OdishaNews #Governance #StateLeadership #CurrentEvents #PublicAddress #OdishaNews #IndiaNews
କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ସହ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଁ ମୋର ସମସ୍ତ ଆଶାୟୀ ଶିକ୍ଷକମାନଙ୍କ ତରଫରୁ ମୋ ହୃଦୟର ଗଭୀରତମ ପ୍ରଦେଶ ରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି l 🙏🏻 ଧନ୍ୟବାଦ ❤️❤️❤️🙏🏻
😮❤❤😂😅😅❤
ସାର ଆମ ଓଡିସାରୁ ବାହାରକୁ ଯେଉମାନେ ଦାଦନ ଖଟିବାକୁ ଯାଇଛନ୍ତି ସେମାନକୁ ସରକାର କେଵେ ଚାକିରି ଦେଵ ଆଉ କେତେଦିନ ଲାଗିଵ ଆଗ ଏହି ସମସ୍ୟା ଦୁର କରାଯାଉ ପ୍ଲିଜ଼.......... ମହନ ସାର 🙏
Odisha bhul Lakhi cho
ଓଡ଼ିଶାର ସରକାରଙ୍କୁ ଅନୁରୋଧ ଯେଉଁ ବ୍ୟକ୍ତି ମାନେ ସରକାରଙ୍କୁ କୈାଣସି ସରକାରୀ କାର୍ଯ୍ୟରେ ଜମି ଦାନ କରିଛନ୍ତି ସେମାନଙ୍କ ନାମର ଫଳକ ସର୍ବ ପ୍ରଥମେ ଉପରେ ଲଗାଯାଉ
To phakre kama dhandha nhi ki.....
Bhatta 3000 hajar kebe miliba kuhantu sir please 🙏
To maa paiba ki bee
ଆଗେ ଭତା ବ୍ୟବସ୍ଥା କରାନ୍ତୁ ପ୍ରଥମେ କାରଣ ଏମାନଙ୍କର ରୋଜଗାର କରିବା ପାଇଁ ପର ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ ବହୁତ କଷ୍ଟ ଏମାନେ ରୋଜଗାର କରିବା ପାଇଁ ସକ୍ଷମ ନୁହନ୍ତି ଏମାନେ ମାସ ଶେଷରେ ଭତା ଉପରେ ନିର୍ଭର କରୁଛନ୍ତି ତେଣୁ ସରକାର ପ୍ରଥମେ ଭତା ବ୍ୟବସ୍ଥା କରାନ୍ତୁ ଏମାନଙ୍କର ପ୍ରଥମେ ଚଳିବା ବହୁତ କଷ୍ଟ 😢😢😢😢😢😢😢😢😢😢😢
Nice speech ❤❤❤❤
କି ବାହାଦୁରି ଦେଖ ହୋ.. ସେ 20000 JT ନବୀନ ବାବୁ ବାହାର କରିଥିଲେ, ତୁମେ କଣ ନୂଆ ବାହାର କରିବ କୁହ କୁହାଳିଆ ବିଜେପି ନେତା ଖାଲି ବଡ଼ବଡ଼ କଥା..
ଯୋଉ ବିଜେପି ସରକାର 10 ବର୍ଷ ହେଲା central govt ରେ କିଛି ନିଯୁକ୍ତି ଦେଇନି ପିଲା ବେକାରୀ ହେଇ ବୁଲୁଛନ୍ତି ସିଏ ଓଡିଶା ରେ ସରକାର କଲେ କଣ ଦେବ!!
ଆମର ନବୀନ ବାବୁ ପାଣ୍ଡିଆନ sir ଠିକ ଥିଲେ,, ଓଡିଶା ବାସୀ ଏବେ ନାମ ନିଅ
ହେଃ ପ୍ରଭୁ ଏ ବିଜେପି ସରକାରକୁ ଭାଙ୍ଗି ଦିଅ ଆମର ନବୀନ ବାବୁ ପୁଣିଥରେ ଦରକାର
Mo muha kharp karni bhai
@@LalatuBehera 2029 re puni BJP ......tu G mara
@@LalatuBehera ମୁହଁ ଭଲ ଥିଲା କି!
Babu naveen buda servent. Naveen buda only remote control CM but actually CM vk pandian
@@SriHariRadhaKrishna 2029 re bi BJP 💪🏻
ସବୁ ପରିବର୍ତନ ହେଉଛି good news
Line bill free hela 😅😅
Nice Sir
very good cm sir ❤
ଦେଖିକି ମଧ୍ୟ ଓଡ଼ିଆ ପଢ଼ି ପାରୁନାହାନ୍ତି ଆପଣ ଯାଇକି ପ୍ରଥମେ ଓଡ଼ିଆ ଶିଖନ୍ତୁ। ଧନ୍ୟବାଦ୍
ନବୀନ ବାବୁ ତ ୨୫ ବର୍ଷରେ ଓଡ଼ିଆ ଶିଖି ପାରିଥିଲେ କି
@@kuleswarnaik5154tate gehu Thile
ଦେଖିଚାହିଁ ନିଯୁକ୍ତି ଦିଅ, ସରକାର ଦେବାଳିଆ ହୋଇଯିବ
Sampurna 20k fillup karantu
ମାନ୍ୟବର ମୁଖ୍ୟମନ୍ତ୍ରୀ ମଦ ବିଷୟରେ ଅଧିକ ଭାବନ୍ତୁ
କିଷାନ ଲୋକଙ୍କ ଜୀବନ ଧାରଣ କଣ ହେବ
jay Jagannath
We want nabin babu....we are really missing u....Nabin babu zindabad thiley achhanti aau rahibe...
Michua ,tautor line bill bhala dela😅😅
442+108=550 hauchi 500 kemiti hela😂😂😂😂
❤❤❤❤
Mohan sarkar 👍👍👍🙏
Our cm ❤ lots of love to all odisha ppl for voted BJP from Western Odisha jai maa samlei,jai jagannath 🙏
Regular kari join karantu
ମଲ, ବ଼ଢାାଆ, ମଜୁରିବଢାଆ,
ଦେଖିକି ପଢ଼ିବାରେ... ଏତେ ଅସୁବିଧା 😢😢😢😢
N.M.R..D.l.R..Regular.karantu
Sabu ta regular heba wet kara 2 masa ru naa kn
panchayat ra wardmember- mananku kichi power deontu,
ward ra vikas pain
Jai BJP 💪🏻🙌🏻
sromiko wage bodiba khusiro kotha 60borsoru goriboadivasinku tikhasromiko leckhare dekhai tokhuchi cl act 1970niyomku vullongono koruchi l.comissioner nyayokoronthu😊
Gajab ra CM ea. ea sarpanch haba bhala. Jaha padhuchi dekhiki ta mane hela ke knowledge 0
L, p, g, gas
Ame bahut baro bhul karichi new cm gariki
BJD ta plan karithile Apana mane kana kale
ପାଣ୍ଡିଆନ ଗଲା ଭଲ ହେଲା ଏବେ ଜାଣା ହେଉ ରାମ ମଲେ କେତେ ଆଉ ରାବଣ ମଲେ କେତେ ଆମର ଢ଼ୋ
Bhai tike jaldi kuha total report complete helabelaku bjp sarkar bhangi jaithiba laguchi
Don't know why CM is doing literature reading here ...One of the Cabinet Minister or any of the Deputy CM should have done...CM has enough time to read pages ????
Huge improvement required in Leadership
ମୋହନ ବାବୁ ଆପଣ କାମକୁ ନୁହଁ
Aau ame outsourcing pila kn tuma sarkar ro nuhe badhe. Bahut katha kahuthila jetebele bjd sarkar thile ebe kn kolo asiki ama ro balo.
ଭତ୍ତା ବୃଦ୍ଧି ହବତ! ନା କେବଳ ଇସ୍ତାହାର ରେ ସୀମିତ ରହିବା😅
adivasi vunnothiro michoswopno dekhai goribomanonku tokhi jkpm rgda 522,é5acr adivasi jomi112,91acrgovtjomi hodopkorichi jkpm govt daytvo ochikinahi bjp modiguaranty😮
PMkishna 14,Ti Kisti Mili Nahi
Jadi na hela
ପେଟଲୋ, କମା୍ଅ
🪔🪔🪔
Its sabu ta bjd plan tame kouta kala
Mo Banda ta kariba
😂😂😂😂😂
😂😂😂