ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ , ପାଳନ ହେବ ସବୁ ନିର୍ବାଚନୀ ପ୍ରତିଶୃତି ; ହେଲେ କେମିତି, କେଉଁଠୁ ଆସିବ ଟଙ୍କା |
Вставка
- Опубліковано 8 лют 2025
- #chiefminister #moneytension #nandighoshatv #odisha
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ , ପାଳନ ହେବ ସବୁ ନିର୍ବାଚନୀ ପ୍ରତିଶୃତି ; ହେଲେ କେମିତି, କେଉଁଠୁ ଆସିବ ଟଙ୍କା |
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
UA-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
Hathw@y Channel No: 731
NXT Digital Channel No: 16
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
ଅଲଗା ଖର୍ଚ୍ଚ କିଛି ନାହିଁ ଏମାନେ ସବୁ ସାଧାରଣ ଲୋକଙ୍କ ଉପରୁ ଆଦାୟ କରିବେ ଏବଂ କରିସାରିଲେଣି ମଧ୍ୟ
କାଳିଆ ଯୋଜନା , ଟଙ୍କିକିଆ ଚାଉଳ,5 ଟଙ୍କିଆ ଡାଲମା ଭାତ,ଆଉ ଲକ୍ଷ୍ମୀ ବସ କଣ ତୋ ବୋଉ ବେଧ ପକେଇ...ନବୀନ ମଂଘିଆ ଆଉ ପାଣ୍ଡିଆ ଚୋଦା କୁ ପଇସା ଦଉଥିଲା
Tomato 80
Onion 40😅😅😅
@@sagarpatel1413 ହଁ ଆଜ୍ଞା ବଢୁଥିବା ଆକାଶ ଛୁଆଁ ଦର ଆଉ certificate fee ପରୀକ୍ଷା ଫି ନା ରେ ଯେପରି ଭାବରେ ଚାନ୍ଦା ଆଦାୟ ହେଉଛି ଅନୁମାନବି କରିହେଉନି
@@sagarpatel1413 Agaru tomato kebe 80 rs. Hei naathila bodhe 😂😂. Last 25 year re kete ta cold storage heichi odisha re ?
@@niksharma-ol8iiapana orissa re rahu na thile bodhe 3 year agaru tamato 100 ru paar hoithila
ନ ହେଲେ ନନ୍ଦିଘୋଷ ଦେବ ଓଡ଼ିଶା କୁ ବରବାଦ କରି ଦେଇଛି କାଳିଆ, ବଳିଆ, ପିଠା,ଗୋଇଠା,ବିଜୁ ଯୁବ ବାହିନୀ ସବୁ କୁଆଡେ ଗଲା।ଦେଶ କୁ ଦୁଃଖ 😢
ନନ୍ଦୀଘୋଷ ଟିଭି ନିର୍ବାଚନ ଲଢ଼ିଥିଲା କେଁ ଯେ ଦେବ ଆହାଃ
Nandi Ghosh tv kn vul kahuchi ki re argus news OTV nuhe micha News dekheiba
ଆଗରୁ କୁଆଡେ ଥିଲ
Bala
@@SkKajal-f9b ଖାଇବୁ ପେ....
ଇଲେକ୍ସନ ସମୟରେ ବିଜେପି ସରକାର କହିଥିଲା ଓଡ଼ିଶା ରେ ବିଜେଡି ସରକାର ରହି କ'ଣ କରୁଛି ଓଡ଼ିଶା ର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଜାଉଛନ୍ତି
ଏବେ ଓଡ଼ିଶା ରେ ବିଜେପି ସରକାର ଏବେ ଆଉ ଓଡ଼ିଶା ବାସୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି ବୋଧେ
ବିଜେପି ସରକାର ଙ୍କ ବାପା ଏବେ ସେଣ୍ଟର ରେ 4/5 ଟା କମ୍ପାନୀ ଖୋଲି ଦେଉନାହାନ୍ତି ଓଡ଼ିଶା ରେ
ସରକାର ଗଠନ କରି କେତେ ଦିନ ହେଲାଣି
25 ବର୍ଷ ଅପେକ୍ଷା କର ତା ପରେ ପ୍ରଶ୍ନ କରିବ
Bhai 25 barsa ra compare 25 dina ra govt ku kahi ki karucha
25 ଆଗରୁ ବିଜେପି ସରକାର ଓ ଜନସାଧାରଣ କ'ଣ ପ୍ରଶ୍ନ କରୁନି ଥିଲା
ଆମେ ଜନସାଧାରଣ ସରକାର ଙ୍କୁ ପ୍ରଶ୍ନ କରିବାର ଅଧିକାର ଅଛି
ସେଇଟା ବିଜେପି ସରକାର ହଉ କି ବିଜେଡି ସରକାର ହଉ କାହିଁକି ପ୍ରଶ୍ନ କରିବୁନି ।
ତମ ବାପା ବିଜେପି ସରକାର କି ଯେ ଏତେ ବାଧିଜାଉଛି। ଆଉ କହୁଛ 25 ବର୍ଷ ଜାଉ ପ୍ରଶ୍ନ କରିବ କହୁଛ
@@rabindrasahu2082 ତମ ଗାଁ ରେ ଜିନ୍ଦଲ ଭୁଷଣ ଟାଟା ରାଣା ଅଛି 25.ଵର୍ଷ ଭିତରେ
ସରକାର ପାଖେ ଚାଷି, ବୁଢା ବୁଢି ଓ ଗରିବ ପାଇ ଟଙ୍କା ନାହି ତା ହେଲେ ଏତେ 80,000 ଟଙ୍କା ଦରମା କାହିକୀ ଦଉଛ 30,000 ଟଙ୍କା ଦେଲେ କଣ ଚାକିରି ଛାଡି ହେବେ
Thik kahichha bro
ଯାହା ଦବାକଥା ଦିଅନ୍ତୁ ମନା ନାହିଁ । କିନ୍ତୁ ରାଜକୋଷ ଏବଂ ରିଲିଫ ପାଣ୍ଠିକୁ ଖାଲି କରନ୍ତୁ ନାହିଁ। ଏହା କୁ ଖାଲି କଲେ ବନ୍ୟା ବାତ୍ୟା ମରୁଡି ବିପର୍ଯ୍ୟୟ ଦୁର୍ଘଟଣା ସମୟରେ ନିଜେ ହିଁ ହରଡ଼ଘଣାରେ ପଡ଼ିବାକୁ ହେବ
Hele ta Bhala katha Bjp Jetebele bada bada katha kahi loka mananku bhuan buleichhi se katha dubble engine sarakar bujhiba .
Bhai jau sarkar 25 barsa sasan kari kichhi bal* Upadi parilani tathapi kichhi loka kahuchhanti ama naveen bahut bhala e sarkar kichhi pratisruti purana kariba uchhit nuhna loka nku kichhi help karani Sarkar ie mora request odish* loka bhari kudhia au muft khor
@@jagankumarmallik7700ବାକି କଥା ଛାଡ଼ ଆଗକୁ ଦେଖ
ସବୁ ଖାଲି କରି ଦେଇଛି ବିଜେଡି
@@flygamerlive କେତେ ନେଇଥିଲେ BJD ରୁ ପଇସା
ଏ ପୂର୍ବତନ ନେତା ମନ୍ତ୍ରୀ ଯେତିକି ନେଇଛନ୍ତି ଠକି କି ସେ ସବୁ ଏକାଠି କଲେ ନୂଆ ଗୋଟେ ଓଡିଶା ହୋଇଯିବ
Au Kendra re basiki aji parjyanta BJP jetiki gandi mariki nelani taha pain pura bharat basi bhoguchi . Sabu jinisa re tax ,GST lagu heisarilani . Tathapi jinisa rate bhadibare lagichi
କେତେ ଖର୍ଚ୍ଚ ହେବ ଆମେ ଜାଣିନୁ ପ୍ରତିଶୃତି ଦେଇ ଜିତିଛ କାମ ଦେଖାଅ ନ ହେଲେ 2029 ରେ ସାନପାପୁଡି ଖାଇବ
Thik bhai jaha runa naba katha nau jaha kahichi se sabu fulfill haba darkar se BJP danda ra vikari hau Amara kichhi jae ase nahi
2 yrs vitRe vhangi dia re Sankar... Ea mantri sabu ganda murkha... Modi tanka headmaster... Haha
😂
Aita kn thik katha aita ama odisha odisha runa bhara re budi rahile ama pain kharap
@@prakashsethy1895 ତା ମାନେ ମିଛ ପ୍ରତିଶ୍ରୁତି ଓଡିଶା ପାଇଁ ଠିକ
ଯାହା ସବୁ ଜାଣ ପଡ଼ିଲାଣି ପୁଣି ପେଟ୍ରୋଲ ଡିଜେଲ ଦର ବୃଦ୍ଧି ସୁନିଶ୍ଚିତ ହେବ . ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେଲେ ଅନ୍ୟ ସବୁ ଦର ସୁନିଶ୍ଚିତ ବଢିବ .
ଦାଦନ ଯାଇ ଥିବା ଲୋକ ଫେରିଲେ ନା ନାହିଁ ବିଜେପି ଦାଦନ ମୁକ୍ତ ଓଡିଶା କରିବେ କହୁଥିଲେ କେବେ କରିବେ କୁହନ୍ତୁ ମୁଁ ବାହାରେ ଅଛି କିଛି ଯୋଜନା ଆସିଛି ଜଣାନ୍ତୁ
Bhai au 25 Barsha rahija tuma pila bada hele odisha re job karibe
Right Answer Bhai
A gote kuji neta... Kichi kama paithila bodhe......
Laguchi genda dala ra pada chata kukura . Murkha tike aga Jana jau Sarawak Thule se kete khaiki jaichanti. Jau govt hats ru dieni. Tame Nina ghara Sambhali paruna rate badhile au rajya sambhaliba katha padichi. Patha Satha padhina bodhe
Abe ta nagla loka b jiba dadana
ସରକାର ପ୍ରଥମେ ଭତା ବ୍ୟବସ୍ଥା କରାନ୍ତୁ ଦୟାକରି କାରଣ ବୃଦ୍ଧା ବିକଳାଙ୍ଗ ଅକର୍ମଣ୍ୟ ଏବଂ ବିଧବା ଏମାନେ ବହୁତ ଦୁଃଖରେ ଅଛନ୍ତି କାରଣ ଏମାନଙ୍କର ରୋଜଗାର ନାହିଁ ଏମାନେ ଏହି ମାସ ଶେଷରେ ଭତା ଉପରେ ନିର୍ଭର କରୁଛନ୍ତି ତେଣୁ ସରକାର ପ୍ରଥମେ ଦୃଷ୍ଟିରେ ରଖି ଏହାର କାର୍ଯ୍ୟକାରୀ ଶୀଘ୍ର କରାନ୍ତୁ 😢😢😢😢😢😢😢😢😢😢😢😢😢😢😢😢
ବିଜେପି ଦଳ ର ସରକାର ଆଉ ମୁଣ୍ଡ କାମ କରୁନି
ବାଳ ନା.ନନ୍ଦିଘୋଷ ର ମୁଣ୍ଡ ଖରାଫ ହେଇଗଲା
ଜୟ ବିଜେପି
BJD thile aau kn adhika karithanta ki , se keuthu Paisa aanithanta,sabu ehi lokanka Paisa re , election purbaru sabu emiti kahithile
bjp mukta Bharat abasyak
BJD ବାଲା ର ଆଉ ମୁଣ୍ଡ କାମ ଦେଉନି ଜେଲ୍ ଯିବା ପାଇ
ମିଛ ପ୍ରତିଶୁତି ଦେବା ଆଗରୁ ଚିନ୍ତା କରିବା ଦରକାର ଥିଲା ମୁଖ୍ୟମନ୍ତ୍ରୀ ସେସବୁ କୁ ନିର୍ବାଚନ ଆଗରୁ ଟିକେ ଚିନ୍ତା କରିବାର ଥିଲା ଏବେ ଭାବିକି କିଛି ଲାଭ ନାହିଁ
.😭🥰😁😊😐😊😆🌭
Khali jumla ,BJP government
ବିଜେପି ସେଣ୍ଟ୍ରାଲ ଗୋମେଣ୍ଟ ଅଛି ମୋଦି ନିର୍ବାଚନ ବେଳେ ବଳ ବଳ କଥା କହୁଥିଲା ଏବେ କଣ ହେଲେ ଡବଲ ଇଞ୍ଜିନ ସରକାର କଣ କିଛି କରିବନି ଓଡ଼ିଶାରେ 🙏😊
Bjd 25 ବର୍ଷ ସାଶନ କରି ସାଫା ଚାଞ୍ଚି ଦେଇଛି... ଆଉ ବାଳ ଅଛି ଯେ ପଇସା... Bjp ଖର୍ଚ କରିବ
ସବୁ ତାମିଲ ବାବୁ ଙ୍କ ଘର raid କରାଯାଉ
Tamil babu tomo balo hoboni tamil ku kohucho se jete krichi na tomo ga lok b kribeni
Tote kichi milichi bodhe, ebe Kan pain luchichi
Right 👍
ଆମ ନବୀନ ବାବୁ ସବୁଠୁ ଅଲଗା। ❤❤❤❤
😂😂😂😂😂😅😅😅nabin pandian ro chelaa
@@TheWondertalk ନବୀନ ବାବୁ, ପାଣ୍ଡିଆନ କଣ ଖରାପ ଭାଇ
Nabin sir thile asabu chutkire samadhan hoijaithanta
Jay nabin
@@AnkitaSahoo-jr4re ଜୟ ଭୀମ , ଜୟ ସମ୍ବିଧାନ
OTET fees 1400 କରିଲ OSSTET certificate ପାଇଁ 200 ନେଲ ଆଉ ପୁଣି ପଇସା ଚିନ୍ତା କଣ ପାଇଁ!!
@@SriHariRadhaKrishna ଆଉ 10th 500 ଟଙ୍କା
ପ୍ରକୃତ ଅଧିକ ଟଙ୍କା କିଏ ନଉଚି
ଟିକେ ସିଆଣିଆ ମାନେ କହିବ ସେ ବିଷୟରେ କହିବନି ତୁମ ଯିଭ ଛିଡ଼ି ଯିବ
300ୟୁନିଟ୍ ଇଲେକ୍ଟ୍ରି ଆଗ ଫ୍ରୀ କର 😂🤣
ଆଗକୁ କୋଇଲା ସରିଯିବ. Free electricity ଦର୍କାର ନାହିଁ.
Solar lageidia
@@GirishJena-qs6hd ତ କଥା ତୁ କହିବୁ ବେ ଆମ କଥା ଆମେ କହିବୁ ଚୁପ୍ ମାଘିଆ 🤫
@@Dep_Tripathy paisa phone pay karide Kali lagei Debi🤫
Birala prajaati ra andhabhakat per litter petrol kiniba paeen prastuta
ବିଜେଡି ସରକାର ଓଡିଶା କୁ 25ବର୍ଷ ହେଲା ଓଡିଶା ର ଅର୍ଥ ଖୋଲ କରିଦେଇଛି ଏବେ ଜୋ ସରକାର ଆସିବ ହଇରାଣ ହେବନା
BJP andha vakta nku Kichhi jana Nahine tenu sukhila vak vak.....😡😡
Naveen patnayk good 👍
ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ କୁହନ୍ତୁ ତାଙ୍କର ଘର ବାରି ବିଲ ପଦର ତାଙ୍କ ସ୍ତ୍ରୀ ଏବଂ ପିଲାଛୁଆ ଙ୍କୁ ବିକି ମୋଦି ସରକାରର ପ୍ରତିଶୃତି ରକ୍ଷା କରନ୍ତୁ 👍👍👍👍
ଭଲ ଲେଖିଛ ଭାଇ ଧନ୍ୟବାଦ, 🙏🙏🙏
ମୌଳିକ ସୁବିଧା ନଦେଖି ଏ ଯୋଉ ବାଳ ଯୋଜନାରେ ସବୁ ସରକାର ମାତିଛନ୍ତି, ଦେଖିବେ ଦିନେ ଭାରତ କାଙ୍ଗାଳ ହେବ ଓ ହିନ୍ଦୁତ୍ବ ନଷ୍ଟ ବିନଷ୍ଟ ହେବ । ଏହା ଭାରତୀୟଙ୍କ ଭବିଷ୍ୟତ 😅😅😅😅
Aw Nabin kn jajana bahar korinathila amiti bi condmjojona b chhadileni😂😂😂
ନବୀନ ସମୟରେ ଲୋକେ ମୂଖ୍ୟମନ୍ତ୍ରୀ ବୋଲି କ'ଣ ଜାଣି ହିଁ ନଥିବେ, ୨୫ବର୍ଷର ଯେଉଁ ଖୋଳ କରିଛନ୍ତି, ଏମାନେ ତାହା ଭରଣା କରୁକରୁ କାଳ ସରିଯିବ, ଆଉ ଏମାନେ ଯୋଜନା କଲାବେଳକୁ ଆସିବ କୋଉଠୁ।
BJD jetiki abhab Kari rakhichhi taku puran Kariba paain ete Paisa keunthu aasiba, puran na kariparile BJP dayi.
Dhara padile Dhanajay aau Dhara na
padile Enjoy.
@@bapudash9983tho bou ku naveen patnaik rati re khai thila
@@bapudash9983only one cm naveen patnaik au kaun Bala mohan majhi kichi ukhadi pari ba nhi
୧୦୦୦ ଟଙ୍କା ମାସକୁ ଦିଅ, ଗୃହ ଲକ୍ଷ୍ମୀ ମାନଙ୍କୁ 🙏
@@ShreeDeviExpress 👍
Recharge ବଢ଼ିବ ଏବେ 😂😂 ନାମ ନିଅ
Kon Vasi Gala.
@@purnachandrasahoo4780 to bopa ta Ambani aue
@@purnachandrasahoo4780ବଢ଼ିଆ internet speed ହେଇ ଯିବ🥰
Au kichi dina gale social media b chalei habani bodhe...au ame UA-cam re comment b karipariba abasta re nathiba bodhe🤔
Asilani bro
ନଇ ନ ଦେଖୁଣୁ ନଙ୍ଗଲା କାହିଁକି ହଉଛ ସେ ସରକାର ୨୪ବର୍ଷ ଶାସନ କରି ଥିଲା ଏ ସରକାର କୁ ଏକବର୍ଷ ହଉ ଦେଖିବା ନି କଉ କାମ କରୁଛନ୍ତି କଉକାମ ନୂହଁ ଯଦି ଦେଇଥିବା ପ୍ରତିସୃତି ପୁରଣ ନ କରିବେ ଆଗାମୀ ନିର୍ବାଚନରେ ଓଡ଼ିଶାର ଜନତା ସରକାର ବଦଲାଇ ଦେବେ ଏଥିରେ କୌଣସି ସନ୍ଧେହ ନାହିଁ ଖାଲି ବେକାରଟାରେ ତାଙ୍କ ବିପକ୍ଷରେ ବିରୋଧ ରେ ମିଡ଼ିଆ ଆଗରେ କହିଲେ କଣ ହବ ସେତ ପୁଣି ଚାହିଁବେ ନାଁ କେମିତି ଦଶ ପନ୍ଦରବର୍ଷ ଶାସନ କରିବେ ବୋଲି ମୋର ଆଶା ନିଶ୍ଚେ ପୁରଣ କରିବେ ଦେଥିଲା ପ୍ରତିଶୃତି
Dekha kou pani kuade jauchhi
@@STARWORLD420 ଠିକ୍ ଅଛି
Are bhai karibe jadi ama pocket ru Paisa Pani pari jiba..1yr pain kn s ta emitire b 5yr jaye karjya karibe na.may be sete belaku odisha adha bikri heijaithiba..jou CM nija pain nija govt agare samnare thia heiparunahanti tanka nija govt tanku respect dauni se kn odisha ku represent karibe.
@@mituldalai3395 ଏତେ ଆଉ ବଡ଼ବଡ଼ କଥା କହନା ନବୀନପଟ୍ଟନାୟକ ଠୁ ମୋହନମାଝୀ ଶହେ ଗୁଣ ଭଲବାହାରିବ ଦେଖିବ ଗୋଟିଏ ପରେ ଗୋଟିଏ ଭଲ କାମ ଓଡ଼ିଶାର ହେବ
ଆଉ ପ୍ରତି ମହିଳା ମାନଙ୍କୁ ମାସକୁ ୧୦୦୦ ଦେବେ ସେଇଟା ବି ହିସାବ କର🤔🤔
Yeh modiji ki guarantee hai matlab guarantee pura hone ki bhi guarantee 😂😂😂
ନନ୍ଦି ଘୁଶ ଟିଭି କିଛି କିଛି ଟଙ୍କା ଦଉ
ଆଛା bjd ଏତେ ଯୋଜନା ପାଇଁ ଟଙ୍କା କଉଠୁ ଆସୁଥିଲା କି
Bjd ଯୁଜନା
1. କାଳିଆ ଯୁଜନା
2.ସାଡି ଯୁଜନା
3.ବାଲିଆ ଯୁଜନା
4.ବିଜୁ ଯୁବ ବାହିନୀ
5.5t ଯୁଜନା
6. ପିଠା ଯୁଜନା
7.ଆଶା ଦିଦି ଙ୍କୁ ସ୍ୱର୍ଟୀ ଯୁଜନା
ଏ ସବୁ ଯୁଜନା ପାଇଁ ଟଙ୍କା କଉଠୁ ଆସୁଥିଲା କି ନନ୍ଦି ଘୁଶ ଟିଭି ଟିକେ କହିବ
କିର୍ତଦାସ ଓ ଚାମ୍ଚା ମାନଙ୍କ ପାଖରେ ଉତ୍ତର ନାହିଁ।
କେହି ଚିନ୍ତାରେ ନାହାନ୍ତି ।କେବଳ ନନ୍ଦିଘୋଷ Tv ଚିନ୍ତାରେ ।
Argus & Otv wala kemiti bjd pachhare padichhi aU kichhi dekhajauni
BJP ku Thik se janibaku time lagiba
Aau thore janile kebe bjp ku vote debeni odisha basi
Otv au argus ???
Bhagabananka namare tuma channel khulicha na hele kn kahithanti dekhithantu
Sabu pratisruti purana kara bjp sarakar nachet phoo
Nandighosh tv ତମ ମାଲିକ ସବୁ ଚାଟି ଦେଇଛନ୍ତି,,,କୁଆଡୁ ଆସିବ ......
ARGUS AU OTV KANAK NEWS KATHA KAHUNA TIKE 😆
ତୁମ ଘରଟୁ ଆଣୁ ନ କି ପାଇଁ ମୁଖ୍ୟ ମନ୍ତ୍ରୀ କରିଛ ନିଲ୍ର ଜ ଗୁଡିକ
ଦିନକୁ ୩/୪ କଲର୍ ଜ୍ୟାକେଟ ଆଉ ଉତ୍ତରୀୟ ଖର୍ଚ କାଟ କରିବାକୁ ଦିଅ। ସାଧା ପୋଷାକ ରଖିବା ଭଲ।
ବିଜେପି ସରକାର ଭୋଟ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଦାଦନ ସମସ୍ୟା କରିଥିଲେ ପ୍ରଥମେ ଗଞ୍ଜାମ ଜିଲ୍ଲାର ଜନସାଧାରଣଙ୍କୁ ନିଜ ଜିଲ୍ଲାରେ ନିଯୁକ୍ତି ଦେଉ
ହଁ ଆଜ୍ଞା ନଡ଼ିଘୋଷ ଟିଭି ବିଜେଡି ସରକାର ଥିଲା ବେଳେ ସବୁ ଲୁଟି ଖାଇଦେଇଛି ଆଉ ଏବେ ଅର୍ଥ ଚିନ୍ତା ହବନି ଆଉ କଣ
Nahele odisha bjd sabu company biki ki khae deithila tahele bjp sarkar kahiki kaha ku jail re pureini
Argus channel kahai deithiba bodhe.
ମିଛ ପ୍ରତଶ୍ରୁତି ଦେଇ ଭୋଟ୍ ପାଇଁ ଚକ୍ରାନ୍ତ ❤
B j p Odisha ku chalai paribani. B j p bida heba.
ଯଦି ଟଙ୍କା ଯୋଗାଡ଼ ହୋଇ ପାରୁନାହିଁ ତେବେ ସରକାର ରାଜ୍ୟରେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଯୋଉ ଜବର ଦଖଲ ଜାଗା ଓ ଜମିରେ ରହୁଛନ୍ତି ଓ ଚାଷ ବାସ କରୁଛନ୍ତି ସମସ୍ତ ଙ୍କଠାରୁ କିଛି ରାଜସ୍ବ ଆଦାୟ କ 5:05 ରନ୍ତୁ ଓ ସେ ଜାଗା ସବୁକୁ ସେହି ଲୋକଙ୍କ ନାମରେ ପଟା କରି ଦିଅନ୍ତୁ ସମସ୍ତେ ଖୁସି ହେବେ ଓ ବିପୁଳ ରାଜସ୍ବ ମିଳିବ
Politics is not a excuses 😂So don't take it easy 😊i am not any opposition party but i sure like Naveen sir leadership...i also respected him responsibility for odisha in 25 years🎉 without any complain at public 😊❤❤❤❤❤
ନନ୍ଦିଘୋଷ government କୁ ପ୍ରଶ୍ନ ପରେ ପ୍ରଶ୍ନ କରୁ l
Democracy ର 3rd pillar ର କାମ କରୁ l
ଅନ୍ୟ କିଛି news channel government ସହ ରାତି କଟାଇବେ l
ଧାନ ରେଟ ଖାଲି ବଢେଇଲେ ହବନି
ବିରି,ମୁଗ,କୋଳଥ,ବାଦାମ, ଏସବୁକୁ ବି ସରକାର ବାଢାନ୍ତୁ ,,
Nabin badhei thila ki bjd
😂😂@@Skybluewindcool
Bjp daba rakhi bu
mo sarkar BJD
ଭାରତ ଅର୍ଥ ଅଭାବ ନାହିଁ
ସାଧାରଣ ଲୋକଙ୍କ ଉପରେ ଟ୍ୟାକ୍ସ ପଡ଼ିବ,ସବୁ ସରକାରୀ ଯୋଜନା କେବଳ ଭୋଟ ପାଇଁ, ସ୍ବାସ୍ଥ୍ୟ ବୀମା, ମାଗଣା ରାସନ୍ ବହୁ ଅଯୋଗ୍ୟ ହିତାଧୀକାରୀ ପାଉଛନ୍ତି ଜଦି ପ୍ରକୃତରେ ସର୍ଭେ କରାଯିବ ବହୁ ଅଯୋଗ୍ୟ ହିତାଧୀକାରୀ ଚିହ୍ନଟ ହେଇ କଟିଯିବ।
ନନ୍ଦିଘୋଷ ହିସାବରେ ମଧ୍ୟ BJD ସରକାର ଟଙ୍କା ଖର୍ଚ୍ଚ ପାଇଁ ଯୋଗାଇ ପାରିବ
Hmm karuthila ta emiti 50000,Msp 3100....puni jetiki scheme Jani paruchha ta....puni mada ban hebo
ଧୋକା ଵାଜ
ମୋଦି ସରକାର
Bharat ka no1 bhrastachar party bjp
Congress au bjd Raamrajya party 😂
No1 bjp
Bjd au rakhichhi kn Paisa asiba kauthu odisha ru adha Babi das khaigala au adha pandian family au jaha rahila chamcha
କିନ୍ତୁ ଓଡ଼ିଶାର ବିଜେଡ଼ି, ବଲେ ବଲେ 😂 ରଙ୍ଗଶାଳା
Nischita thik Kathha
ବିଜୁ ଜନତା ଦଳ ସରକାର ବୋଧେ ନିଜ ବାପା ପକେଟ୍ ଟଙ୍କା ଖର୍ଚ୍ଚ କରୁଥିଲା ଲଜ୍ଜ୍ୟା ନାହିଁ ଏ ଖବର ପ୍ରକାଶ କରୁଛ ଛି ଛି ରେ ମୋ ବାଳ ସାମ୍ବାଦିକ
ସେଥିପାଇଁ ତ ଦାୟୀତ୍ଵ ନେବା ମାସେ ନ ପୁରୁଣୁ ସବୁ ଦର ଦାମ୍ ବୃଦ୍ଧି। ଏମାନେ ଚଲେଇ ପାରିବେନି ସରକାର
ପାଳନ ନକଲେ କହୁଛ, ପାଳନ କଲେ ଵି କହୁଛ, ଧନ୍ୟ ତୁମେ
ପ୍ରତି ଶୃତି କ'ଣ ପାଇଁଦେଇଛ ତୁମେ B J P ବାଲା କଂଗ୍ରେସ ସରକାର ପରି କଥା ବେଶି କାମ କମ ତୁମର କିନତୁ B J D do not announce any matter ନବୀନ ପଟ୍ଟନାୟକ ସରକାର କାମ ବେଶି କଥା କମ୍ ଏହା ଆପଣ ମାନେ ପ୍ରତ୍ଯକ୍ଷରେ ଅନୁମାନ ନିଶ୍ଚିତ ରୂପରେ କରିପାରୁଥିବେ
@@manojgiri1199 actually 💯
ମିଛୁଆ ବିଜେପି
ଦବା ଲୋକ ଦୋଊ ତମର କଣ ପାଇଁ ଫାଟୁଛି.
To bholiya murkho nahanti
Are bhai thile sina daba
Kou loka dauni, lokanka thu nenaku padiba
ଶୁଣ,ଏ ସରକାର,ନିଜର ପ୍ରତିଶ୍ରୁତି ପାଇଁ ଜିତି ନାହିଁ,ଜିତିଛି କେବଳ ବିଜେଡିର ବର୍ବରତା ପାଇଁଁ।ତେଣୁ ସରକାର କେବଳ ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଆଗେଇବା ଉଚିତ।
କିଛି କରିପାରିବେନି ମୋହନ୍ ମାଝି ସରକାର୍, ଓଡ଼ିଶାର ଲୋକ ଙ୍କୁ ଭୁଆ ବୁଲୋଉଚି
Nija ghara chali ba katha ta Aaga chinta kara ta pare Odisha ra lokanka chinta karibe
Kaliyug 😏😏😏😏
First step stop corruption.
କଂଗ୍ରେସ ସରକାର ଥିଲା ସମୟ ରେ ତେଲ ରେଟ, ଯଥା ପେଟ୍ରୋଲ ଡିଜେଲ ଅଧିକ ଥିଲା ବୋଲି ନିର୍ବାଚନ ରେ ଦିଲ୍ଲୀ ରୁ ନେତା ମାନେ ଓଡ଼ିଶା ଆସି ରାଜ୍ୟ ରେ ଲୋକ ଙ୍କୁ ବଡ ବଡ କଥା କୁହାଇ ଭୋଟ ନେଲେ ଦେଖି କଣ କରୁଛ ମୋହନ ବାବୁ
Nabin sir is great cm our Odisha state
କାଳିଆ ପିଏମ୍ କିଷାନ ସୁଭଦ୍ରା ଆଦି ଯୋଜନାକୁ ତୁରନ୍ତ ବନ୍ଦ କରୁନ୍ତୁ. କାରଣ ବହୁ ଅଯୋଗ୍ଯ ଲୋକ ଏସବୁ ହାତେଇଛନ୍ତି. ଅନୁସଂଧାନ ରର ଆବଶ୍ଯକତା ଅଛି. ଏସବୁ ବନ୍ଦ କରାଯାଉ
Bjd ସରକାର ଙ୍କ ଯୋଜନା ରେ ତ ସବୁ ପାଣ୍ଠି ଶେଷ, ଯେମିତି ସେବେ ହଉଥିଲା ଏବେ ସେମିତି ହବ, ଲୋକଙ୍କ ପଇସାରେ ସବୁ ଚାଲେ ରେ
Tu balo bujhilu kahidelu
ବିଜେଡି ସରକାର 25 ବର୍ଷ ରେ ସବୁ ସାରିଦେଇଛି, ତେଣୁ 5 ବର୍ଷ ବିଜେପି କୁ ଦିଅ, ଦୁର୍ନୀତି ମୁକ୍ତ ଓଡିଶା କରିଦେବ l କଂଗ୍ରେସ ଦଳ ପାଗଳ ନା କଣ? ବିଜେଡି କୁ ପୂର୍ବ ରୁ ପଚାରିଥିଲା ନା l
ଦେଖରେ ଅନ୍ଧ ରାଇଜର ଲୋକ ନବିନ ସାର କ'ଣ ତୁମ ପାଇଁ କରିଛନ୍ତି
ସ୍ବାସ୍ଥ୍ୟ ଆଉ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦେଲା
Aadhar Vidyalaya to bapa karichhi bodhe😂😂
ଆଛା ଭଲ କଥା କହୁଛନ୍ତି ଯେ ଯଦି ପଇସା ନାହିଁ ତାହେଲେ ଲକ୍ଷ୍ମୀ ବସ ର ରଙ୍ଗ କରିବାକୁ ପଇସା କୁଆଡୁ ଆସୁଛି। ମୋହନ ମାଝୀ ତା ବାପା ପଇସାରେ ରଙ୍ଗ କାମ କରୁଛି ବଧେ। ସ୍କୁଲ ରେ ଜଉ ମାନେ ରୋଷେଇ କରୁଛନ୍ତି ସେମାନଙ୍କୁ ଦରମା ମିଳି ନାହିଁ
ଅର୍ଥ ଚିନ୍ତା ହେବ କାରଣ ତାମିଲ ଗୋମାସ୍ତା ଏବଂ ନବୀନା ସବୁ ଅର୍ଥ 24 ବର୍ଷ ହେଲା ଲୁଟିଛନ୍ତି.
ମୋହନ ସରକାର ଅଯଥା ଅର୍ଥ ଖର୍ଚ୍ଚ ନକରି ଶିକ୍ଷା ଓ ସ୍ବାସ୍ଥ୍ଯ କୁ ଗୁରୁତ୍ବ ଦିଅନ୍ତୁ. ନୋଚେତ୍ ଓଡିଶା ଗରିବ ହୋଇଯିବ. ଦୟାକରି ମାଗଣା ଯୋଜନା ବନ୍ଦ କରନ୍ତୁ.
ବିଜେଡି ମାଗଣା ନା ରେ ସବୁ ଖାଇଦେଇଛି |ବାଳ ଅଛି 😂
Right
Jou bala achi seita khau
ହେ ମୋହନ ସରକାର ସରକାରୀ ବିଜ୍ଞପ୍ତି ପ୍ରକାଶ କରାନ୍ତୁ କି ସମୁହ ଦାନ କରିବୁ
Odisha basi au vote deya BJP ku...😅😅
BJD KN BANDO CHIDAUTHILA
BJP ..TA KICHI DEBI BOLI KAHICHI.....BJD TA SETIKI PYAYAS VI KARU NA THILA
ହଇରେ ମାଜ୍ଞା ମାନେ ସେମାନେ ପ୍ରତିଶୃତି ଦେଲେ ସେମାନେ ପୂରଣ କରିବେ ତମେ ମାନେ କାହିଁକି କମେଣ୍ଟ ରେ ଛୋଡ଼ି ହଉଛ ୨୪ ବର୍ଷ ଶାସନ କାଳ ରେ ସବୁ ଲୁଟି ଛନ୍ତି
300 ୟୁନିଟ୍ electric bill free
😂😂😂😂
ଜାହାବଡବଢ ଭାଷଣ ମାରିଛ ତାହାପୁରଣକର ନହେଳେଚପଳମାଳ
ଅଦାନୀ କୁ ଖଣି ବିକିବେ
ଭୋଟ ସମୟର ପ୍ରତିଶୃତି ପୂରଣ ନ ହେଲେ ଆମେ ଭୋଟର ଭାଇ ଭଉଣୀ ମାନେ ନିଶ୍ଚିତ ଭାବରେ ସରକାର ପରିବର୍ତ୍ତନ କରିବୁ ଏଥିରେ ସନ୍ଦେହ ନାହିଁ ।ଓଡିଶା ରାଜକୋଶର ଋଣଭାରକୁ ବଢାଅ ନାହିଁ ।
ବ୍ୟାଗ ବଣ୍ଟାଯିବ, ସେଇଟା ଚଳିବ
ଭଲ ହୋଇଛି ବିଜେପି କୁ ଓଡିଶା ରେ ଶାସନ କରିବା ପାଇଁ ବହୁତ ଇଚ୍ଛା ଥିଲା, ଏବେ ନାମ ନେଉଥା...
ଆଉ ପ୍ରତି ପଂଚାୟତ କୁ 50 ଲଖ୍ୟ ଦେଲେ ସେଇଟା ଋଣ ନୁହେଁ କି
ନୂତନ ସରକାର। ଅଭିଜ୍ଞତା କମ୍।ତେଣୁ ପୁର୍ବ ସରକାର କିପରି ବିନା ବଜେଟ ରେ କାମ କରୁଥିଲେ, ତାଙ୍କଠାରୁ ପରାମର୍ଶ ନେଇ କାମ କଲେ କିଛି ଅସୁବିଧା ହେବନି।
ଆଗରୁ ତ govt ହଜାରେ scheme କରି ରାଜକୋଷକୁ weak କରିଛନ୍ତି
ନବୀନ ପଟ୍ଟନାୟକ ପାଣ୍ଡିଆ ଠାରୁ ଆଦାୟ କର।
ଓଡ଼ିଶା କୁ BJD ଲୁଟି ସାରିଛ
କେନ୍ଦୁଝର ର ଖଣି ଖାଦାନ ଲୁଟିବା ପାଇଁ ମୋହନ ମାଝୀ ଙ୍କୁ ମୁଖ୍ୟମନ୍ତ୍ରୀ କରା ଯାଇଛି
ଆଗ ଦାଦନ ଶ୍ରମିକ ମାନଙ୍କୁ dakajau ସେମାନେ ବସିକି ଖାଇବେ ସଲା ଚୋର ସବୁ
Bhai Nabin sarkar re dadana jauna thile ki
@@pradyumnapradhan3107sethi pain ta ame govt change kale puni yaku taku dosa kn pain
ସରକାର ଟଙ୍କା ର ମନ୍ଦିର ମାନ ତିଆରି ହେବା ଉଚିତ ନୁହେ । ମନ୍ଦିର ଗୁଡିକ ଲୋକ ଙ୍କ ଚାନ୍ଦା ତିଆରି ହୁଏ । ତେଣୁ ତାରିଣି ମନ୍ଦିର, ଜଗନ୍ନାଥ ମନ୍ଦିର ତିଆରି ବନ୍ଦ କରନ୍ତୁ । ନବୀନ ସରକାର ଓଡିଶା କୁ ଗରିବ କରିଦେଇଛନ୍ତି
ସବୁ ପଇସା ତ ବିଜେଡ଼ି ଖାଇଦେଇଛି 😅
କାହିଁ ଯେତେ ବେଳେ ପିଠା,ବିଜୁ ଯୁବବାହୀନି,କାଳିଆ, ନୂଆ ଓ,୫ ଟି,shg ଗ୍ରୁପ କୁ ପେନସନକ କଉଠୁ ଆଣି ଦଉଥିଲୋ ଏବଂ ଦେଇଥାନ୍ତ ସେଇ ଭଲିଆ ଦିଆ ହବ ଟେନ୍ଶନ କାହିଁ ନଉଛ ଅପେକ୍ଷା କର
ସରକାରୀ ଚାକିରିଆ ଙ୍କ ଦରମା କମାଇ ଦେଲେ ସବୁ ସମାଧାନ ହୋଇଯିବ
Hn darama kamei card jojana uthile bhalo haba both earning 😊
ବିଜେପି ଦେଇଥିବା କଥା ପାଳନ କରନ୍ତୁ ନ ହେଲେ ଓଡ଼ିଶାରେ ଘୋଟାଲାହବ
300 unit ବିଜୁଳି କେବେ ମିଳିବ
Chata upare solar lagau
ସବୁ ଅର୍ଥ ତୋ BJD ସରକାର ଆଉ ନେତା ମାନେ ଖାଇସରିଲେନି ଏହି ସରକାର କୁ ଗୋଟିଏ ମାସ ବି ହେଇନି ସବୁ ଦୁର୍ନୀତି ସବୁ ଅର୍ଥ ତୋ ପୁର୍ବ ସରକାର କରିଛି ଏହି ସରକାର୍ ସବୁ ତଦନ୍ତ କଲେ ସବୁ ଅର୍ଥ ବାହାରିଯିବ
କିଛି ଚିନ୍ତା ନାହିଁ ତମେ media bala public କୁ ଆଉ ଡରାଅ ନାହିଁ
ମୋହନା ଏଥର ଯିବୁ କୁଆଡେ !
କେନ୍ଦୁ ଖିଆ ଛାଡି ଦବୁ
ଚିନ୍ତା କର
ମୋଦି କ'ଣ ଉଦ୍ଧାର କରିବେ
କେନ୍ଦୁ ନିଶା ଛାଡି ଯିବରେ --- ମୋହନା ***
ସବୁ ପଇସା ପାଣ୍ଡୁ ନେଇ ତାମିଲନାଡୁ ପଳେଇଲା
ଠିକ୍ କରିଛି ଏବେ ମୋଦୀ ନେବ ଯେ କହୁନ
@@antaryamimishra449
Right
Modi kohuthila ratna bhandara chabi Tamilnadu paleichi boli
Ebe BJP bala kahuchanti treasure re chabi achi boli
Eya BJP bala sabu micha kahuchanti au kichi nuha.
ସରକାର ଆସିବାର ଦୁଇ ମାସ ହେଇନି. ସବୁ ହବ କିନ୍ତୁ ଏ ତରଭରିଆ ଭାବେ ଆଉ କାଲୁ ବାଲୁ ନହେଇ ସମୟ ଲାଗୁ ଧୀରେ ଧୀରେ କରାଯିବ. ଘୋଷଣା ହେଇଥିବା ସ୍କିମ ଧୀରେ ଧୀରେ କରାଯିବ. ବିଜେଡି ସମୟରେ ବହୁତ ଗୁଡିଏ ଫାଲତୁ ସ୍କିମ ହେଇଛି. ସେହି ସ୍କିମ ଗୁଡିକ ବନ୍ଦ ବା ଠିକ ଶେ ତଦାରଖ କଲେ ଟଙ୍କା ଆଉ ବାଧକ ସାଜି ପାରିବନି ଓଡିଶା ପାଇଁ.
News ati sundra lagila ,sata katha BJP Khali photo shoot party 😂😂😂
ଏବେ ତଚୁଡା ଆଉ ମୁଡି ଶିକ୍ଷା ରେ ଗ୍ୟାସ ରେ ଯିଏଷ୍ଟି ଲଗାଇ ଗରିବ ଲୋକକୁ ମାରିଲା ଆଉ ଧନୀଲୋକଙ୍କ ଋଣ ଛାଡ଼ କଲେ ଆଦାନି ଆମ୍ବାନି ଆଉ ବିଜମାଲିଆଭଳି ଲୋକ ମାନଙ୍କ ଋଣ ଛାଡ଼ କଲେ ଆଉ ଏବେ ଝାଡା ଟା ଖାଲି ଅଛି ସେଟାକୁ ଜିଏଷ୍ଟି ଲଗାଇଦିଅ ସବୁ ଶମାଧାନହେଇଜିବ
ମାଗିଆ ତମୋ ଘୋଷଣଆକଲ କାହିଁ କି ନଦେଲେ ଜନତା ଗାଣ୍ଡିର କରିବେ
ନନ୍ଦିଘୋଶ୍ ଚାନେଲ୍ କୁ ବନ୍ଦ୍ କରାଯାଉ । 500 କୋଟି ଫାଇନ୍ କରାଯାଉ ମିଛ ନିଉଜ୍ କରୁ ଥିବାରୁ ।
ଦାଦନ ଖଟିବାକୁ ଯାଇଥିବା ଲୋକ ମାନେ କୁଆଡେ ଗଲ ଓଡ଼ିଶା କୁ ପଳେଇ ଆସ...
ରାଜକୋଷ ଖାଲି, କାହିକିଁନା ପାଣ୍ଡୁ ସବୁ ତାମିଲନାଡୁ ନେଇ ପଳେଇଛି 😂😭😭
@@subratdehuri5291 Abe gujrat jiba
5 ବର୍ଷ ଯାଉ କହିବ............ ନନ୍ଦୀ ଦିହରେ ଯାଉନି ବୋଧେ .......ଗଛ ଲଗାଉ ଲଗାଉ ଫଳେ କି........25ବର୍ଷ ତାଡ଼ିବl ଲୋକ କଣ କରିଛି ବାହାର ରାଜ୍ୟ କୁ ଦେଖିଲେ ଜଣା ପଡ଼ୁଛି .........ଖାଲି ଓଡ଼ିଶା କୁ ଦେଖି ତାଡ଼ିଛୁ କହୁଛ........ଜୟ ଜଗନ୍ନାଥ
ନବିନ ନୁହେଁ ନନ୍ଦିଘୋଷ ମୁଖ୍ୟ ଙ୍କୁ ମନ୍ତ୍ରୀ କରିବାର ଥିଲା ତାଙ୍କ ର ବହୁତ ଚିନ୍ତା
ଗେଣ୍ଡା ଦଳ 200 କୋଟି ଖର୍ଚ୍ଚ କରି ବ୍ୟାଗ୍ ଜୋଜନା ବାହାର କରିଥିଲା,ସେ ପଇସା କୋଉଠୁ ଆସିଥିଲା ଟିକେ ଜନ ସାଧାରଣଙ୍କୁ କହିବେକି, ଗେଣ୍ଡା ଦଳର ଟୁଙ୍ଗ ନେତା ବବି ପାଣ୍ଡୁ ମାହାଙ୍ଗା ପ୍ରକାଶ କୋଟି କୋଟି ଟଙ୍କା ଲୁଟିଛନ୍ତି, ସେସବୁ କୋଉଠୁ ଆଣିଲେ ଏତେ ଟଙ୍କା କାହାର ଟିକିଏ ହିସାବ ଦେବେକି,ସଳା ଗେଣ୍ଡା ଦଳର ପେଳଚଟା ଚେନାଲ,
Right point 👍👍👍❤️
ପାଦ ଚଟା ନାନ୍ଦିଆ ଟିଭି ବେଶି ଚିନ୍ତା କରୁଛି ସରକାର କୋଉଠୁ ଅର୍ଥ ଆଣିବ ବୋଲି l ପିଠା ଯୋଜନା ସମୟରେ ତ କହୁନଥିଲ କୋଉଠୁ ଅର୍ଥ ଆସିବ ବୋଲି ଏବେ କାଇଁ ଫାଟୁଛି???