Це відео не доступне.
Перепрошуємо.

Who Are Eligible To Receive PM-Kisan Money?

Поділитися
Вставка
  • Опубліковано 5 вер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #OdishaNews #PMKisan #FarmersSupport #GovernmentAid #FinancialAssistance #AgriculturalScheme #IndiaNews

КОМЕНТАРІ • 133

  • @lachhamanmahakur6704
    @lachhamanmahakur6704 Місяць тому +52

    ପ୍ରକୃତ ଚାଷୀ ମାନଙ୍କୁ କାଳିଆ ,ପି ଏମ କିସାନ ଯୋଜନା ପାଉ ନାହାନ୍ତି,ଯେଉଁ ଚାଷୀ ମାନେ ଫାର୍ମର ଆଇ ଡି,ଗୋ ସୁଗମ କରିଛନ୍ତି ସେମାନଙ୍କୁ କିଛି ଯୋଜନାରେ ଲାଭ ପାଇବେ ନାହିଁ । କେବଳ ଧାନ ମଞ୍ଜି, କୃଷି ଯନ୍ତ୍ର ପାତି କିଣିଲା ବେଳେ ଗଣା ଯାଉଛି ଚାଷୀ ବୋଲି ସରକାରୀ ଯୋଜନା ପାଇବାକୁ ହେଲେ କୁହାଯାଉଛି ରାସନ୍ କାର୍ଡ ।କେମିତିକା ସରକାରୀ କଳ୍ ଯେଉଁମାନେ ପ୍ରକୃତ ଚାଷୀ ଜା ନାମରେ ପଟ୍ଟା ପାର୍ଚା ଅଛି ରାଜସ୍ବ ଦେଉଛନ୍ତି ଚାଷ କାମ କରୁଛନ୍ତି ସେମାନଙ୍କୁ ସରକାରୀ ସହାୟତା ନାହିଁ । ଏ ହେଉଛି ସରକାର ଙ୍କ ବୈମାତୃକ ମନୋଭାବ ସବୁବେଳେ ଚାଷୀ କୁ ଅଣଦେଖା କରି ସହାୟତା ଦିଆ ଯାଉନି ,ପ୍ରକୃତ କ୍ଷେତ୍ର ରେ ପ୍ରତି ଗ୍ରାମ ରେ ସର୍ଭେ କରି କିଏ ଚାଷୀ କିଏ ମଜୁରିଆ କିଏ ଚାକିରିଆ ଜଣା ପଡନ୍ତା ଓ ପ୍ରକୃତ ଚାଷୀ କିଛି ସହାୟତା ପାଇ ପାରିବେ।

  • @user-eu7js1hh7g
    @user-eu7js1hh7g Місяць тому +40

    ନୂଆ ରାସନ୍ କାର୍ଡ କରାଯାଉ

  • @sankarsanamaharatha9549
    @sankarsanamaharatha9549 Місяць тому +20

    ରାସନ କାର୍ଡ ଧାରୀକୂ PM କିଷାନ ଯୋଜନାରେ ପାଈବେ କି? ଯାହାର ରାସନ କାର୍ଡ ନାହିଁ ଚାଷି ନାହି କି? ଯେଉଁମାନେ ଚାଷରେ ନିୟଜିତ ଅଛନ୍ତି ତାଙ୍କୁ ସାମିଲି କରାଜୁ।

  • @adityaandallmyfriends...4530
    @adityaandallmyfriends...4530 Місяць тому +92

    ମୁଁ ଛୋଟ ଚାଷୀ, ରାସନ୍ କାର୍ଡ ନହିଁ,, ସ୍ୱଳ୍ପ ଆୟ ରେ ପରିବାର ପୁସୁଛି, ହେଲେ ମୋ ଗାଁ ରେ ବଡ଼ ବଡ଼ ଧନୀ ଙ୍କର୍ ration card, କାଳିଆ ଯୋଜନା, ତଥା PM କିଶନ ଯୋଜନା ରେ ପଇସା ପାଉଛନ୍ତି,, ଏହା ବଡ଼ ବ୍ୟଭିଚାର, ସରକାର ତୃଣ ମୂଳରୁ ବିଚାର କରି ଉପଯୁକ୍ତ ହିତାଧିକାରୀ ଚୟନ୍ କରନ୍ତୁ 😢😢

    • @raghunathchandan5840
      @raghunathchandan5840 Місяць тому +4

      ଭାଇ ସବୁ ଗାଁରେ ଏମିତି ଅବସ୍ତା କହିବା କାହକୁ

    • @ShibaprasadSwain-ry8ur
      @ShibaprasadSwain-ry8ur Місяць тому +1

      ଭାଇ ସମ୍ମାନ ଅବସ୍ଥା ଆମର

    • @PitamberMeleka
      @PitamberMeleka Місяць тому

      😊

    • @PitamberMeleka
      @PitamberMeleka Місяць тому

      😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

    • @UuuUu-e3p
      @UuuUu-e3p Місяць тому

      ​@raghunathchandan5840😮By

  • @sanjayakumar146
    @sanjayakumar146 Місяць тому +10

    ଯେଉ ମାନ ଙ୍କ ଚାଷ ଜମି ଥାଇ କି ଭୂମି ହିନ କରା ଯାଉଛି ସେମାନେ PM Kisan ପାଇ ପାରିବେ ତ l ଭୂମି ହିନ ରେ କିଛି ମିଳିଲା ନାହିଁ l

  • @dillipjena5818
    @dillipjena5818 Місяць тому +8

    ଏଇଟା ଚାଷି ଙ୍କୁ ବିଭକ୍ତି କରଣ କରାଯାଉଛି, ଯେଉଁ ମାନେପାଇବେ ନାହିଁ, ତାଙ୍କର ଦୁଃଖ ରହିଯିବ ।

    • @sradhamihir5552
      @sradhamihir5552 Місяць тому +1

      କଂଗ୍ରେସ ପଟକୁ ଢ଼ଳ 🎉

  • @AjayakumarGochhi
    @AjayakumarGochhi Місяць тому +4

    ଜୟ ଯବାନ ଜୟ କିଷାନ 😂😂😂

  • @sibapradhan6117
    @sibapradhan6117 День тому

    Veri nice Odisha Narendra Modi sir

  • @user-zq1xc7im8p
    @user-zq1xc7im8p Місяць тому +1

    Beautyfull❤

  • @MadhuBagh-ho9dc
    @MadhuBagh-ho9dc Місяць тому +1

    Please sir ପରକୀୟା ବେଶ୍ଯା ନାରି ପୁରୁଷ ପାଇଁ ଦଣ୍ଡ ଦିଅ କେତେକ କଷ୍ଟ ପାଇବୁ ତାହା ସହିତ ପିଲାମାନେ ଦୁଖ ପାଉଛନ୍ତି ଏମିତି ଜୀବନ କୁ ରକ୍ଷା କର 😂 🙏🙏🙏🙏🙏

  • @hemanthhenanth
    @hemanthhenanth Місяць тому +1

  • @laxmipriyakhatei2951
    @laxmipriyakhatei2951 Місяць тому

    Thankiu🎉❤

  • @singelboy4902
    @singelboy4902 Місяць тому +3

    Sir bhaga chasi ku bi samil karajau

  • @SivareddyVanthala
    @SivareddyVanthala 2 дні тому

    Good morning

  • @hariramchandrakar3885
    @hariramchandrakar3885 Місяць тому

    ଛତିଶଗଡ଼ ରେ ସବୁ ଚାଷୀ କୁଁ ମିଳୁଛି PMକିଷାନ ର ଟଙ୍କା 6 ହଜାର ପ୍ରତି ବର୍ଷ ।ଓଡ଼ିଶା କାହିଁକି ମିଳୁନି ।ମୋହନ ସରକାର ଧ୍ୟାନ ଦୁବନ୍ତୁ ।

  • @nepalnag1422
    @nepalnag1422 Місяць тому +3

    Rajya sarkar madhya paisa dau kalia jojana valia

  • @JitendraBehera-u5s
    @JitendraBehera-u5s Місяць тому

    Ok

  • @BirendasBiren-tz7ly
    @BirendasBiren-tz7ly Місяць тому +2

    Bhumihina chasiku pmre samil karajau

  • @deepakbabuofficial2449
    @deepakbabuofficial2449 Місяць тому

    Jay Javan Jay kisan

  • @GVaraprasad-gs4ye
    @GVaraprasad-gs4ye Місяць тому +1

    modiji 522,35acrchasojomi hodopkorichi jkpm rgda pm chasiyojana diyajavu adivasijomi pherostohevu adivasi vunnothi korajavu jaimodi guaranty😊

  • @SipanSahoo-o6y
    @SipanSahoo-o6y Місяць тому

    ❤❤❤❤❤❤❤

  • @NarayanDas-x7f
    @NarayanDas-x7f 17 днів тому

    କାଳିଆ ଯୋଜନା ହଟାଇ ଦିଆଯାଉ, ଅନୁସନ୍ଧାନ କରି

  • @SipanSahoo-o6y
    @SipanSahoo-o6y Місяць тому

    Kisan

  • @JosephBhatra
    @JosephBhatra Місяць тому

    It will better if giving facilities without Ration card bcz I am also a farmer as well as service Holder. So what about like us.

  • @chandrakantadalai6329
    @chandrakantadalai6329 Місяць тому

    ଚାଷ କରୁଥିବା ସମସ୍ତ ଚାଷିଙ୍କୁ ଦିଆଯିବା ଦରକାର ।

  • @kampusahoo
    @kampusahoo Місяць тому

    Bahut nice decision bcoz Only ration card Bala pauthile ebe prakrut farmer paibe👍

  • @sibapadhi3133
    @sibapadhi3133 Місяць тому

    P. M କିସାନ ରେ ଓଡିଶା ସରକାର ବୁଝିବା ଦରକାର ତହସିଲ ଜମି ରେକଡ଼ ରେ ଯାହାର ଜମି ଅଛି ସେମାନଙ୍କୁ P.M କିସାନ ଟଙ୍କା ଦେବା କଥା କାରଣ large farm ହେଉ କୀ smal farm ସମସ୍ତେ ଚାଷୀ ଏଭଳି ସମସ୍ତ ଚାଷୀଙ୍କୁ P.M କିସାନ ଟଙ୍କା ଦେବାକୁ ପଡିବ ଏଠି ପାତର ଅନ୍ତର କାହିଁକି ଚାଷୀଙ୍କୁ କରାଯାଉଛି I ଏହା ଓଡିଶା ସରକାର ତୁରନ୍ତ ଦେଖିବାକୁ ପଡିବ ଜୟ ଜଗନ୍ନାଥ ଓଡିଶା ଚାଷୀ I

  • @Lalit-ni2iu
    @Lalit-ni2iu Місяць тому +1

    ଖାଲି ଯୋଜନା ଉପରେ ଯୋଜନା

  • @LokanathLokanath-hb2xl
    @LokanathLokanath-hb2xl Місяць тому +1

    Bhumi hina manku bi samil karajau

  • @tejarambanchhor903
    @tejarambanchhor903 Місяць тому

    😊😊

  • @manmathswain6346
    @manmathswain6346 14 днів тому

    Amara pending houi padichi appuravol karunahanti mu kan karibi khua .pm kissan

  • @ABALAPRADHAN-q9v
    @ABALAPRADHAN-q9v Місяць тому

    ଦୟାକରି P.M କିସାନ୍ ଓ କଳିଆ ଯୋଯନାରେ ନିହାତି ଗରୀବ ଶ୍ରେଣୀ ହିତାଧିକାରୀ ମାନଙ୍କୁ ଚୟନ କରନ୍ତୁ। କାରଣ ସେମନଙ୍କର ବିଲ ବାଢ଼ି ନାହିଁ ସେମାନେ ଭୂକିଲା ଉପାସରେ ମୃତ୍ୟୁ ସହ ସଙ୍ଗର୍ଶ କରୁଛନ୍ତୀ ଏହିପରୀ ହତାଦି କାରୀଙ୍କୁ ମିଳୀବା ଆବଶ୍ୟକ
    ଧନ୍ୟବାଦ। ମହନ ସର୍

  • @rupanandachand5494
    @rupanandachand5494 Місяць тому +2

    Kalia tanka milunahin, khigale

  • @banamalidharei
    @banamalidharei Місяць тому +2

    Pm kisan yojna में मेरा नाम है किंतु account में पैसा जमा नहीं हो

  • @ramanisingh6514
    @ramanisingh6514 8 днів тому

    Pm Kishan keta tarikha ra padiba

  • @HimanshuSabar-wp8bn
    @HimanshuSabar-wp8bn Місяць тому

    🎉🎉❤❤

  • @buluawain1360
    @buluawain1360 Місяць тому +2

    ଖାଲି କଥାରେ BJP Party ଏଥର ମୁଣ୍ଡବଥା ତେଣୁ ମୋ କହିବାକଥା ଓଡିଶାରେ ଚାଷିକୁ 2ଦୁଇଟି ଯୋଜନା ମିଳୁ ଥିଲା କିନ୍ତୁ ବର୍ତ୍ତମାନ ଡ଼ବଲ ଇନଜ୍ନି ସରକାର ଏହି ସୁବିଧ। କାହିକ କଟିବ

    • @ashokguru7111
      @ashokguru7111 Місяць тому

      Kaliare ବର୍ଷ କୁ 4000 ହଜାର ଦେଉଥିଲା pm kisan ରେ ପାଇବେ 6000 ଟଙ୍କା kibandara କାଳିଆ

    • @ashishsamal-3324
      @ashishsamal-3324 Місяць тому

      ​@@ashokguru7111Boka choda agaru Kalia and pm kisan 2ta jaka miluthila aebe pm kisan only miliba

  • @sukantsahu2671
    @sukantsahu2671 Місяць тому +1

    କାଳିଆ ଯୋଜନା ଟଙ୍କା କେଵେ ମିଳିବ

  • @kalpatarugauntia2942
    @kalpatarugauntia2942 Місяць тому +1

    କାଳିଆ ଟଙ୍କା ବି ଦିଅ ଆମେ ଦେଖୁ

  • @BasantaMalik-z9m
    @BasantaMalik-z9m Місяць тому +3

    Amara rasan card nahin

  • @arunabasantia5879
    @arunabasantia5879 Місяць тому +2

    ଭୁମି ହିଁନ କୁ pm kisn ଦିଆ ଜାଉ ନ ହେଲେ ଆଗାମି ଇଲେ କେସନରେ ମାଦି ଓଡ଼ିଶାର ହଟିବ

  • @ankushsabar3401
    @ankushsabar3401 25 днів тому

    Kebe Mila ba sir🎉🎉

  • @harischandrapanda3773
    @harischandrapanda3773 Місяць тому +1

    Rasan Card jahar nahin tanku bi diajau

  • @rubising7172
    @rubising7172 Місяць тому

    Mohan sir tike asirbad Jojana ku dekhontu🙏🙏🙏

  • @spsubhalaxmipani5446
    @spsubhalaxmipani5446 27 днів тому

    Jeu manakara jami nahi semane kn karibe sir

  • @kishorrana390
    @kishorrana390 Місяць тому

    Jay nabin Jay jaganath Jay kisan

  • @mandakinigiri7693
    @mandakinigiri7693 29 днів тому

    Bina kalakar kalakar bhatta pauchhanti check karantu under of Champua block GP

  • @PrakashSa-qu4bt
    @PrakashSa-qu4bt Місяць тому +1

    Mate samil Kara. Kichhi ni milbar

  • @DipakkumarNath-y3d
    @DipakkumarNath-y3d Місяць тому

    Jay hi b j p

  • @DevDash-em2bf
    @DevDash-em2bf Місяць тому +1

    BJD balaku kalia yojana pm kisan sabu miluchi

  • @HimanshuSabar-wp8bn
    @HimanshuSabar-wp8bn Місяць тому +1

    Very very good decision 🎉❤🎉❤😊😊😮😮

  • @adityaandallmyfriends...4530
    @adityaandallmyfriends...4530 Місяць тому

    Please knk news, ଅମା coment ପଢନ୍ତୁ ଓ ସରକାରଙ୍କୁ ଅବଗତ କରନ୍ତୁ,🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌸🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @itslikeaheavenskrmlm5412
    @itslikeaheavenskrmlm5412 Місяць тому

    Mora Rasan card nahi bar bar block jaee v aparjyant rasan card hoi parila nahi,
    Pm kisan yojana re mora 2times mili thila but Rasan card na thiba ru au 15 installment milila nahi,
    Kalia yojana re mote once 5,000 mili thila, rasan card na thiba au milila nahi, ebe Kalia yojana list ru mo name kati jaichi

  • @SwhteaMbc
    @SwhteaMbc Місяць тому

    Cd no

  • @TapankumarMeher-vw6qp
    @TapankumarMeher-vw6qp Місяць тому +1

    Bhumi hina chasi kn kariba

  • @arunabasantia5879
    @arunabasantia5879 Місяць тому

    ଆରେ ଭାଇ ଭୁମି ହିଁନ ୧୮ଲଖିୟ କାଳିଆ ରେ ଅଛନ୍ତି ୬ଲଖିୟ ମିସେଇଲେ ଆସବୁ କୈଇଆଡେ ଜିବେ

  • @statusandringtone7107
    @statusandringtone7107 Місяць тому

    ଆଗରୁ ଯେଉ ଯୋଜନା କରା ଯାଇଛି ତାହା କୁ କାଟି double engine ସରକାର ଡବଲ ବିକାଶ କରିବ କେମିତି

  • @GVaraprasad-gs4ye
    @GVaraprasad-gs4ye 28 днів тому +1

    odissa namonebaku mathroke monokuasijaye jaijogannath adivasi samprodayo jogonatho samprodayo modiguaranty mithya 😢bjp nuhe goriboparyy😢😮😅😂

  • @rubising7172
    @rubising7172 Місяць тому

    ସାର୍ ଟିକେ ଆଶୀର୍ବାଦ ଯୋଜନା ରେ ଆଖି ପକାନ୍ତୁ

  • @hemanthhenanth
    @hemanthhenanth Місяць тому

    ମୁହଁ ଗୋଟିଏ ଚାଷୀ କିଷାନ କାଢେ ନାହିଁ

  • @OdiyaLove
    @OdiyaLove Місяць тому +1

    କାଳିଆ ଯୋଜୋନାରେ 4000 ଦିଆଯାଉ ଥିଲା Pm Kishan ରେ 6000ମିଳିବ 👍

  • @user-vg5qd6zm9j
    @user-vg5qd6zm9j Місяць тому

    LOW PAID EPF PENSIONERS KINDLY BE DECLARED FOR GETTING RATION CARD. DEVELOPMENT OFFICERS KINDLY BE ORDER FOR FIELD VERIFICATION TO EPF PENSIONERS HOUSE FOR NEED FUL COMPLIANCE.NAMASTE 🙏

  • @UdenathBudhia-dt2ti
    @UdenathBudhia-dt2ti 17 днів тому

    Bruhat chasi chasa karunahanti
    Balaka jami ku jami hinaku bhaga
    Chasi pain deuchanti

  • @SanjayKumar-km5ff
    @SanjayKumar-km5ff Місяць тому

    Bhumihina ku bi samili karajao

  • @sanjuktapradhan2004
    @sanjuktapradhan2004 Місяць тому

    Mu 😭😭😭 kan kahibi
    Na rasan kad
    Na kalia jaona
    Na kisan tanka
    Kichi bi nahi
    Mu bahit haerana

  • @BasantaMalik-z9m
    @BasantaMalik-z9m Місяць тому

    First rasan Card nahin

  • @litunapradhan3129
    @litunapradhan3129 Місяць тому

    Bhumi hina manaku samil kara jau

  • @user-nk1gx8en1f
    @user-nk1gx8en1f Місяць тому

    Kalia yojana vs dubul engine sarkar

  • @BasantaMalik-z9m
    @BasantaMalik-z9m Місяць тому

    Rasan card karajau

  • @akrurpadhan454
    @akrurpadhan454 Місяць тому

    Mary Mary ko dilad CM sir.Me Government ke khuch vi ficililty nahi pa rahu sir

  • @user-qy7us8ww4l
    @user-qy7us8ww4l Місяць тому

    କାଳିଆ ପାଇ ନାହୁଁ l

  • @user-vg5qd6zm9j
    @user-vg5qd6zm9j Місяць тому

    RETIRED LOW PAID EPF PENSIONERS KINDLY BE CONSIDER FOR KALIA YOJONA /PM KISHAN YOJONA BENEFITS PLEASE BECAUSE THEY ARE DEPRIVED OF ALL GOVERNMENT YOJONA BENEFITS IN SPITE OF NEGLIGIBLE EPF PENSION THEY ARE DRAWING FROM RS1000 TO RS 2000 PER MONTH. THANKS 🙏

  • @rajendranayak427
    @rajendranayak427 Місяць тому

    17thkistilokamanepainahanti

  • @narmadaswan974
    @narmadaswan974 25 днів тому

    ଆମକୁକିଛିମିଳୁନିଜମିଅଛିଦୁଇଭରଣଜାଜନଖଟିଛିଆମ

  • @ame_odia501.
    @ame_odia501. Місяць тому

    Desti pandigi piam kisan

  • @SrinibasSahoo-qu3li
    @SrinibasSahoo-qu3li Місяць тому

    Bhagachasiku kn miliba agnya

  • @maminigaradia5204
    @maminigaradia5204 27 днів тому

    Bhumi hina ku madhya pm kisan milu kalia jojana bhumi hina chasi nku madhya miluthila semanku pm kisan namilile semanka manare BJP prati ghruna asiba

  • @captaingagarai2726
    @captaingagarai2726 Місяць тому

    Sir mate kalia jojana b nahi ki pm kishan b nahi

  • @satrughnasahu6514
    @satrughnasahu6514 Місяць тому +1

    କାଳିଆ ମିଳିବ କି ନାହିଁ

  • @JayantaKumarSahoo-cl4tf
    @JayantaKumarSahoo-cl4tf Місяць тому

    Very good bjp

  • @adarshapadhan2988
    @adarshapadhan2988 Місяць тому +1

    ସହରାଞ୍ଚଳ ଚାଷୀ କଣ ଚାଷୀ ନୁହେଁ କି ?

  • @subaskumar5814
    @subaskumar5814 Місяць тому

    Gajapati ru aagare PM kisan militila kintu abe nua sara kara aasila pare miluni 😢😢😢😢😂😂😂😂😢😢😢

  • @OmprakashPrakash-fs2of
    @OmprakashPrakash-fs2of Місяць тому

    Ki ji hu

  • @dillipkumar1280
    @dillipkumar1280 Місяць тому

    Kalia jojona paisa dia jau

  • @user-nk1gx8en1f
    @user-nk1gx8en1f Місяць тому

    Miedia jagu desa Balakumar jauchi

  • @amareshpanda9795
    @amareshpanda9795 Місяць тому

    Jenu mane mandi re dhan pakau hhanti semanku jodajau

  • @santoshnayak1040
    @santoshnayak1040 Місяць тому

    Kalia yojona re bahu chasi samile achhanti kintu pm kishan re Kam chasi paichhanti tenu Kalia yojona chasi nku pm kishan re samile karajau

  • @pratapsahoo7688
    @pratapsahoo7688 Місяць тому

    Vumi hina mananku kn miliba

  • @kishormeher3310
    @kishormeher3310 Місяць тому

    ମୋଦୀ କୁକୁର

  • @SarojPatra-lu8hh
    @SarojPatra-lu8hh Місяць тому

    2029 re khela khatam

  • @roseidhamal7084
    @roseidhamal7084 Місяць тому

    chada chade kathhabarta bhala laguni
    ea news na kn

  • @manojpatnaik9605
    @manojpatnaik9605 Місяць тому

    Ayush Kene Odisha re Lagu Haba?😊

  • @BiswanathMohanta-pp9db
    @BiswanathMohanta-pp9db Місяць тому

    Kaliajujama aou milibana nahi

  • @bibekanandaparida6279
    @bibekanandaparida6279 Місяць тому

    କାଳିଆ ଟଙ୍କା ମିଳିବ ତ

  • @basantmohanty7662
    @basantmohanty7662 Місяць тому

    Pravasi sramika ku kichi nahi

  • @bigdady1281
    @bigdady1281 Місяць тому

    Nandi ghos TV au kanak news ku miliba babby pandu ku miliba😅

  • @manojpatnaik9605
    @manojpatnaik9605 Місяць тому

    subhadra Khali Hawa Bjp Bjd Bhi taru Loka Chinantu Naveen kintu Bsky Seva loka nku D Eisubidha Millichi mv vn

  • @RanjitmahapatraRanjit
    @RanjitmahapatraRanjit Місяць тому

    Vumihina manku misa jau samane vaga chasi

  • @bidyadharpradhan4368
    @bidyadharpradhan4368 Місяць тому

    Are news bala tame jahakahiba

  • @sasankasekharsatpathy2241
    @sasankasekharsatpathy2241 Місяць тому

    Bhai mu 5acre ra adhikari, kintu sala nabin govt re mu bhumihinare achi.first 2 time kalia,pmkisan dele tapare bhumihina ?