Labourers are not found in Gujarat for MGNREGS works: PM Modi

Поділитися
Вставка
  • Опубліковано 19 тра 2024
  • #ଓଡ଼ିଆ_କହୁଛନ୍ତି_ଓଡ଼ିଶାରେ_କିଛି_ନାହିଁ
    ଗୁଜୁରାଟ ପାଇଁ ମୁଁ 18-18 ଘଣ୍ଟା କାମ କରିଛି, ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ....। ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ଏମିତି କିଛି କହିଲ ମୋଦି ।
    #NarendraModi #InterviewWithModi #NarendraModiInterview #OdishaPolitics #Election2024 #OTV #Odisha
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 28

  • @RaviPatel-187
    @RaviPatel-187 25 днів тому +8

    ବିଜେପି ଓଡିଶା ନେତା ମାନେ ସବୁବେଳେ ହୀନ ରାଜନୀତି କରି ସାଧାରଣ ଜନତା ଙ୍କୁ ଠକୁଛନ୍ତି ଆଉ କିଛି ନୁହେଁ। ତେଣୁ ବରଂ ଭଲ ହେବ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପୁନର୍ବାର ଜୟଯୁକ୍ତ କରି ଓଡିଶା ର ଭଲ କାର୍ଯ୍ୟକ୍ରମ ଆଗରୁ ଜେମିତି ଆରମ୍ଭ ହେଉଥିଲା ପୁଣିଥରେ ଆରମ୍ଭ ହେବ।

  • @Trupti-Animal
    @Trupti-Animal 25 днів тому +7

    ଓଡିଶା ବାସୀ ଆଜି ଗର୍ବିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ନବୀନ ଅଧ୍ୟକ୍ଷଙ୍କ ତତ୍ୱlବଧାନ ଫଳରେ ଓଡିଶା ଆଜି ଏକ ବିକଶିତ ରାଜ୍ୟ ରୂପେ ଗଢି ଉଠିଛି l

  • @user-pv9yi1td6h
    @user-pv9yi1td6h 25 днів тому +7

    ଓଡ଼ିଶାର ବିରୋଧୀ ବିଜେପି ଦଳ ସବୁବେଳେ ଲୋକଙ୍କୁ ମିଛ ପ୍ରତିଶୃତି ଦେବାର ଅଭ୍ୟାସ କରି ଚାଲିଛନ୍ତି , କିନ୍ତୁ ଭୋଟ ସମୟ ଆସିଲେ ଲୋକଙ୍କ ପାଖରେ କୁମ୍ଭୀର କାନ୍ଦଣା କାନ୍ଦନ୍ତି ଏବଂ ଭୋଟ ସରିଗଲେ ସବୁ ପ୍ରତିଶୃତି ଭୁଲିଯାଆନ୍ତି।

  • @Deepali2024
    @Deepali2024 25 днів тому +6

    ଓଡିଶାର BJP ଦଳ କେବେବି ଉନ୍ନତି ଚାହିଁନାହାନ୍ତି କିମ୍ଵା କିଛି କାର୍ଯ୍ୟ କରି ନାହାନ୍ତି କିନ୍ତୁ ରାଜ୍ୟର ବିଜୁ ଜନତା ଦଳ ଲୋକଙ୍କ କଲ୍ୟାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଉଚିତ ପଦକ୍ଷେପ ନେଇଛନ୍ତି।

  • @Merry-24
    @Merry-24 25 днів тому +5

    ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କର ସୁବିଧା ପାଇଁ ରାସ୍ତା ଘାଟ ସ୍ୱାସ୍ଥ୍ୟ ଶିକ୍ଷା ବିଜୁଳି ଏବଂ ଗମନାଗମନର ବିକାଶ କରିବା ସହିତ ଓଡିଶାର ପ୍ରତିଘରକୁ ପାଇପଯୋଗେ ପିଇବା ପାଣି ଯୋଗାଇ ଦେଇଛନ୍ତି।

  • @user-el5gg8tg
    @user-el5gg8tg 25 днів тому +5

    ଓଡ଼ିଶାରେ ବିଜେପି ଦଳ ନେତା ମାନେ ମିଛ କହି ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି l

  • @AshokBiswal910
    @AshokBiswal910 25 днів тому +5

    ବିଜେପି ଦଳ ର କର୍ମୀ ମାନେ ସର୍ବଦା ନିଜ ସ୍ଵାର୍ଥରେ ଅନ୍ଧ, ସେମାନଙ୍କୁ ନିଜ ସ୍ଵାର୍ଥ ଛଡ଼ା ଅନ୍ୟ କିଛି ଦେଖାଯାଏ ନାହିଁ ।

  • @user-gs4zd2ww7w
    @user-gs4zd2ww7w 25 днів тому +5

    ଅନ୍ୟାୟ, ଭାବରେ ଷଡ଼ଯନ୍ତ୍ର ଓ ଛଳନା ପ୍ରଦର୍ଶନ କରି ବିଜେପି ଆଗାମୀ ନିର୍ବାଚନରେ ପରିଣାମ ନିଶ୍ଚୟ ଭୋଗିବ ରାଜ୍ୟ ବିଜେପି ଦଳ

    • @brajupatra595
      @brajupatra595 25 днів тому

      Gujarat ra development dekh re tike

  • @rudranarayanranasingh
    @rudranarayanranasingh 25 днів тому +1

    First viewlikeJay Shree Ram❤
    Jay Bjp

  • @brajupatra595
    @brajupatra595 25 днів тому

    It's true

  • @arunrout9907
    @arunrout9907 25 днів тому

    ଆଛା ଦିନ କୁଆଡେ ଗଲା

  • @ManguliDas-ux4ps
    @ManguliDas-ux4ps 25 днів тому +1

    onlyBJp

  • @drvicky1729
    @drvicky1729 25 днів тому

    Kete aau ମିଛ

  • @naturecreation477
    @naturecreation477 25 днів тому

    ଓଡ଼ିଶା ପାଇଁ 17 ଘଣ୍ଟା କାମ କରନ୍ତୁ । ଆମେ ବି ଦେଖିବା କରୁଛ ପାରୁଛ କି ନାହିଁ ।

  • @user-zn7os5ql5y
    @user-zn7os5ql5y 25 днів тому

    Only BJP 🚩🚩🚩🚩🌄

  • @hr_lyricals51
    @hr_lyricals51 25 днів тому

    Modi asiba don't worry 🎉