IPS officers long-staying in the same seat most likely to face heat in the BJP government

Поділитися
Вставка
  • Опубліковано 23 вер 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 440

  • @srikantapanda1969
    @srikantapanda1969 3 місяці тому +249

    ମୁଖ୍ୟମନ୍ତ୍ରୀ ମହାଶୟଙ୍କୁ ଅନୁରୋଧ ତୁରନ୍ତ ଏହି IPS ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । 🙏 ।

  • @saratkumarpanda7007
    @saratkumarpanda7007 3 місяці тому +110

    ଯେତେବେଳେ ସାଧାରଣ ଲୋକ ଙ୍କ ଦୁଃଖ ରାଜା ନ ବୁଝନ୍ତି ସେତେବେଳେ ସ୍ବୟଂ ଭଗବାନ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି

    • @mamatakhillo6781
      @mamatakhillo6781 3 місяці тому +4

      💯💯💯💯💯💯👍👍👍👍❤️❤️❤️❤️❤️❤️❤️❤️❤️❤️❤️

    • @upendraodiavlog
      @upendraodiavlog 3 місяці тому +1

      ଭଗବାନ ହିଁ ଆପଣ, ଦୈତ୍ୟ ବି ଆପଣ...
      ଆତ୍ମ ଉପଲବ୍ଧି ହିଁ ମଣିଷ କୁ ଭଗବାନ ବା ଦୈତ୍ୟ ର ରୂପ ଦେଇଥାଏ।
      ଭାବନ୍ତୁ ଦୁର୍ନୀତିଗ୍ରସ୍ତ ଲୋକ ଟିଏ ଶରୀର ରେ କଣ ଈଶ୍ୱର ନାହାନ୍ତି

  • @BijoyKumarDas-rc1ss
    @BijoyKumarDas-rc1ss 3 місяці тому +144

    ଏହି ଆଇପିଏସ୍ ମାନଙ୍କୁ ed ଲଗାଇ ଦିଅନ୍ତୁ

  • @pradiptadas1726
    @pradiptadas1726 3 місяці тому +75

    ଆହୁରି କେତେ ଅଛନ୍ତି।ତୁରନ୍ତ ଖୋଜି ବାହାରକରି ସେମାନଂକୁ ବିଦା କରିବା ଉଚିତ୍

  • @manoranjanpanda5536
    @manoranjanpanda5536 3 місяці тому +51

    ଏହି ଆଇ ପିଏସ ଅଫିସର ମାନଙ୍କ ପାଇଁ ଓଡିଶାରେ ସାମାଜିକ ଆଇନ ଵିଗିଡିଯାଇଛି ତେଣୁ ଏମାନଙ୍କୁ ଚାକୀରୀରୁ ଵିଦା କରାଯାଉ, ଜୟ ଜଗନ୍ନାଥ,

  • @chandrasekharachary8838
    @chandrasekharachary8838 3 місяці тому +125

    ଏମାନେ ସବୁ ହାରାମି,ED , CBI ଦରକାର

  • @pradiptadas1726
    @pradiptadas1726 3 місяці тому +80

    ତୁରନ୍ତ ସେମାନଙ୍କୁ ହଟାଇବା ଉଚିତ୍

    • @shinquanone8714
      @shinquanone8714 3 місяці тому +4

      ହଟାଇଲେ କଣ୍ ହେବ? ଜେଲ୍ Punishment କି dismissal ଆଉ ସମ୍ପତ୍ତି ବାଜ୍ୟପ୍ତି ଦରକାର୍। ତା ନ ହେଲେ କିଛି ହେବନି।😅😅😅😅😅😅😅

  • @RamakantBehera-ek7fb
    @RamakantBehera-ek7fb 3 місяці тому +94

    ମୋର ମୂଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ପରୀ ର ମା ବାପା ଙ୍କୁ ଉଚିତ୍ ନ୍ୟାୟ ଦିଅନ୍ତୁ 🙏🙏🙏🙏

  • @kshyamasagarbehera9858
    @kshyamasagarbehera9858 3 місяці тому +28

    ଏମାନଙ୍କୁ ଧରିକି ଚାକିରି ନେଇ ଜେଲ୍ ରେ ରଖିବା ବ୍ୟବସ୍ଥା କରାଯାଉ...... କାହିଁକି ନା ଅନ୍ୟାୟ ଅଧର୍ମ ଆଉ ଦୁର୍ନୀତି କରିଥିବା ସବୁ ଅଫିସର ଙ୍କୁ ଜମା v ଛାଡ଼ନ୍ତୁ ନାହିଁ 😂😂😂😂

  • @PKP145
    @PKP145 3 місяці тому +41

    ଏଇ ତ ଚାହୁଁଚୁ ଆମେ , ଜଲଦି କାମ ହେବା ଦରକାର,

  • @ArajitPradhan-c9d
    @ArajitPradhan-c9d 3 місяці тому +31

    ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରୁଛୁ ସବୁ କେଶର c. B. I ତଦନ୍ତ କରୁନ୍ତୁ

  • @KhukunBehera
    @KhukunBehera 3 місяці тому +33

    ଅରୁଣ ବୋଥରା କୁ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଉ

  • @Victimaspirant
    @Victimaspirant 3 місяці тому +20

    ସେଥି ପାଇଁ ବନ୍ଧୁଗଣ ଆଉ social media re ଦୁଃଖ କରନି ନବିନ ବାବୁ ହଟିଲାରୁ, ଓଡିଶା ର ବିକାଶ ପାଇଁ ଏଠି ପ୍ରତି ୫/୧୦ ବର୍ଷ ରେ ସରକାର ପରିବର୍ତ୍ତନ ନିହାତି ଆବଶ୍ୟକ

  • @manasranjanjena3588
    @manasranjanjena3588 3 місяці тому +15

    🚩🙏ନୂଆ ସରକାରଙ୍କୁ ନିବେଦନ,ଆରେଷ୍ଟ କରା ଯାଉ, ନହେଲେ ଡବଲ ଇଂଜିନ ଟା ଖାଲି ବଗି ହେଇଯିବ ସାବଧାନ 🚩🙏

    • @ashwininayak3285
      @ashwininayak3285 3 місяці тому

      Of course the double engine government failed in BJP ruled states. This is simply a decorated slogan.

    • @sureshpatra5975
      @sureshpatra5975 3 місяці тому

      Right 👍

  • @somanath95
    @somanath95 3 місяці тому +35

    Aruna bothra nku dhariba darkar

    • @biswajitmallik274
      @biswajitmallik274 3 місяці тому +1

      ପରମ ହାରାମି ବୋଥ୍ରରା 2019 ରେ ପରୀକେସରେ ମୁଖ୍ୟ ଖୀଲାଡି ଥିଲା ।ଵିଜେପି ସରକାର ପାଖରେ ନ୍ୟାୟ ଆଶା ରଖିଛୁ ।

  • @laxmidharmirror5500
    @laxmidharmirror5500 3 місяці тому +3

    କେବଳ ବଡ଼ ଅଫିସର ନୁହେଁ ଡକ୍ଟର, ନର୍ସ, Teacher,clerk,Ri ,Si constable ସମସ୍ତ govt ଷ୍ଟାଫ୍ ଙ୍କୁ ପ୍ରତି 5 year ରେ change କରାଯାଉ ଏଭଳି ନିୟମ ରୁଲ ଲାଗୁ ହେଉ ବେକାରୀ ଯୁବକ ମହିଳା ଛାତ୍ର ଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଉ

    • @manojkumaragarwal3902
      @manojkumaragarwal3902 3 місяці тому

      Mu bohut clerk, Ri de khuchi office manko re 6,7, Vorso hela ochonti

  • @manasranjanjena3588
    @manasranjanjena3588 3 місяці тому +5

    ଦୋଷୀ ଙ୍କୁ କୋଠର ରୁ କୋଠର ଦଣ୍ଡ ଦିଆ ଯାଉ ସାଧାରଣ ଲୋକଙ୍କ ଟଙ୍କା କୁ ଅପବୟ କରିବାକୁ କିଏ ଅନୁମତିଦେଲା, ନୂଆ ସରକାରଙ୍କୁ ନିବେଦନ,

  • @prashantakumarchoudhury5927
    @prashantakumarchoudhury5927 3 місяці тому +14

    Odisha ku sale ଖୋଳ କରିଦେଲେ

  • @pratyusapradhan9969
    @pratyusapradhan9969 3 місяці тому +13

    Arun Brotha ku out kara jau

  • @santoshkumarmishra2620
    @santoshkumarmishra2620 3 місяці тому +2

    ଦୟାକରି ମୋହନ ସରକାର ପରୀ କେସ୍ କୁ CBI କୁ ସୁପାରିସ୍ କରନ୍ତୁ.

  • @sandeepdash158
    @sandeepdash158 3 місяці тому +13

    Anup Sahoo Jajpur SP thila hele
    Party Ku support Kari ama stitiban jaga upare government road kareideithile

  • @nandasethy3704
    @nandasethy3704 3 місяці тому +8

    I will request to BJP government to put ED investion all Tamilian officers who were in Odisha .

  • @prashantakumarchoudhury5927
    @prashantakumarchoudhury5927 3 місяці тому +11

    A ,manku vetenary injection ଦିଆଯାଉ

  • @pramodsahu4459
    @pramodsahu4459 3 місяці тому +13

    ଅରୁଣ ବୋଥ୍ରା କୁ ଟ୍ରାନ୍ସଫର

    • @biswajitmallik274
      @biswajitmallik274 3 місяці тому +1

      ପରୀ କେସ ରିଓପନ ହଉ।

  • @subhakantab3935
    @subhakantab3935 3 місяці тому +3

    2024ରେ ବିଜେପି ସରକାର ଜିତିଛି. କିନ୍ତୁ ସାମ୍ବାଦିକ ମାନଙ୍କର ଦୁଃଖ କଷ୍ଟ କେହି ବୁଝୁ ନଥିଲେ. ଏବେ ନୂଆ ବିଜେପି ସରକାର ଆସିଛି. ସାମ୍ବାଦିକ ମାନଙ୍କର ଭବିଷ୍ୟତ କଣ ବଦଳୁଛି ନାହିଁ ତାହା ବାକିରହିଲା.ରାଜ୍ୟ ସରକାର ସମସ୍ତଙ୍କର ଦୁଃଖ ବୁଝିଲେ କିନ୍ତୁ ଚତୁର୍ଥ ସ୍ତମ୍ଭ କହୁଥିବା ସାମ୍ବାଦିକ ଭାଇମାନଙ୍କର ଦୁଃଖ ବୁଝିଲେ ଭଲ ହେବ. କାହିଁକି ନା ସାମ୍ବାଦିକମନେ ସମ୍ବାଦ ଅତିଶୀଘ୍ର ସାରାଓଡିଶାକୁ ପ୍ରେରଣ କରିଥାନ୍ତି. ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରୁଛି. ମୁଁ ଭୁଲ କହିଥିଲେ ମୋତେ କ୍ଷମା କରିଦେବେ🙏ସମସ୍ତେ ଭଲରେ ରୁହନ୍ତୁ 🙏ଜୟ ଜଗନ୍ନାଥ 🙏🙏🙏ଜୟ ହିନ୍ଦ 🇮🇳🇮🇳🇮🇳

  • @manojkumarmohanta3123
    @manojkumarmohanta3123 3 місяці тому +5

    Bothra ku arrest kora jau please cm sir mohan majhi sir 🙏🙏🙏🙏

  • @MadhusudanSahoo-g7y
    @MadhusudanSahoo-g7y 3 місяці тому +1

    ଏ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଦରକାର

  • @santoshkumarmishra2620
    @santoshkumarmishra2620 3 місяці тому +1

    ଏମାନଙ୍କ ବିଷୟରେ ଏତେ କଥା କହୁଛ କିନ୍ତୁ Action କାହିଁକି ଶୀଘ୍ର ନିଆଯାଉନି.

  • @nayakbibhuti4535
    @nayakbibhuti4535 3 місяці тому +2

    Arun bortha nko tike CBI enquiry please

  • @kashinathdash4772
    @kashinathdash4772 3 місяці тому +3

    ସେ ଯେତେ ଦକ୍ଷ ଅଫିସର ହେଉନା କାହିଁକି, ମୁଖ୍ୟ ମନ୍ତ୍ରୀ ଅଫିସରେ ଥାଉନା କାହିଁ,ପ୍ରତି 3 ବର୍ଷ ରେ ଥରେ ସମସ୍ତ ସରକାରୀ କର୍ମ ଚାରୀଙ୍କୁ ବଧ୍ୟାତା ମୁଳକ ଅନ୍ୟତ୍ର ବଦଳି ର ଆବଶ୍ୟକତା ଥାଏ।। ନତୁବା ଏଭଳି ଦଶା ଭୋଗିବାକୁ ପଡ଼ିବ।।

    • @ashwininayak3285
      @ashwininayak3285 3 місяці тому +1

      Transfer must be made mandatory.

    • @ashwininayak3285
      @ashwininayak3285 3 місяці тому +1

      The rehabilitation process is practising in the center also. Just see the jasaswi PM, he is extending the tenure of his preferred officers. So whom to blame. All are the same. Do not expect more, only the time will punish all.

  • @fastcarrs
    @fastcarrs 3 місяці тому +12

    PC Tender Mafia kings ... ED will search soon

  • @bikramcharanrout2327
    @bikramcharanrout2327 3 місяці тому +1

    ଶିକ୍ଷା କ୍ଷେତ୍ର ରେ ପ୍ରତ୍ୟେକ ଟି ସ୍ଥାନ ରେ ଯେମିତି free ହେବ ସେ ବ୍ୟବସ୍ଥା କରନ୍ତୁ, ଓଡ଼ିଶା ବାସୀ ବହୁତ ଖୁସି ହେବେ, ଆଉ talent quality ଦେଖି job ଦିଅନ୍ତୁ ଯିଏ ଯୋଉ department ଅଛନ୍ତି ବଦଳି କରି ତାଙ୍କୁ sabad କରନ୍ତୁ

  • @durjyodhannayak-pb8sv
    @durjyodhannayak-pb8sv 3 місяці тому

    ଧନ୍ୟବାଦ ଓଟିଭି ଖବର 🚩ଜୟ ଜଗନ୍ନାଥ 🙏🙏🙏

  • @rabirajcreatar
    @rabirajcreatar 3 місяці тому

    ମାଗିଆ ips officer ku ritard କରାଯାଉ ଜୟ ବିଜେପି ସରକାର 🎉🎉🎉

  • @sumantachampati5638
    @sumantachampati5638 3 місяці тому +1

    We demand cbi investigation against those officers starts from pandian.

  • @MSahoo-su2th
    @MSahoo-su2th 3 місяці тому

    Sir ଦୟାକରି ସେଇ ଅଫିସର ମାନଙ୍କୁ କର୍ଯାରୁ ନିଲମ୍ବନ କରନ୍ତୁ।

  • @manojetc.787
    @manojetc.787 3 місяці тому +2

    ଫାଶୀ ରେ ଲଟକେଇ ଦିଅ ଶଳା ସବୁ ଦେଶ ଦ୍ରହି ମାନଙ୍କୁ

  • @KaliaKandi-zc9nv
    @KaliaKandi-zc9nv 3 місяці тому

    ବିଜେଡି ର ବହୁ ମଜବୁତ ଚେର 25 ବର୍ଶ ହେଲାଣି ପୁରା ପାତାଳକୁ ଜାଇଛି ଦେଖିବା ଅପେକ୍ଷା ଆମ ମୋହନ ଶାର୍ d j d ଶରକାର ପରି ହେଇଜିବେନିତ ଜୟ ଜଗନ୍ନାଥ 🎉🎉🎉🎉🎉ଭାଈ ସଂଘର୍ଷ ଜାରି ରହୁ ଶବୁ ଓଡିଆ ତୁମ ଶାଥୀରେ 🎉🎉🎉

  • @chhabindramohanta421
    @chhabindramohanta421 3 місяці тому +6

    Char arest karantu

  • @CHHABIPRADHAN-cf8ce
    @CHHABIPRADHAN-cf8ce 3 місяці тому +1

    ସବୁ ନେତା ମନ୍ତ୍ରୀ ଓ ଅଫିସର ଙ୍କୁ ଆଗେ ଜେଲ ରେ ପକାନ୍ତୁ

  • @Official_B.kanhar7289
    @Official_B.kanhar7289 3 місяці тому +1

    IPS ମାନଙ୍କର ଆକ୍ସନ ନିଆ ଯାଉ ।

  • @Babu-cj3pq
    @Babu-cj3pq 3 місяці тому +1

    Fast CM nku NSG commando protect karantu .

  • @alokpalai3577
    @alokpalai3577 3 місяці тому

    Right answer 👍👍👍👍

  • @PrasantaSabara
    @PrasantaSabara 3 місяці тому

    ଓଡ଼ିଶାର ପୂର୍ବତନ ias and ips କୁ ବଦଳି କରାଯାଉ ଏବଂ ଓଡ଼ିଶା କୁ ସୁଦୃଢ଼ ରାଜ୍ୟ କରାଯାଉ

  • @BanitaSethi-l1h
    @BanitaSethi-l1h 3 місяці тому

    Do properly investigation of any case

  • @SatrughanNayak-qf1rt
    @SatrughanNayak-qf1rt 3 місяці тому

    ସେ ଅଫିସର୍ ମାନଙ୍କୁ ଚାକିରିରୁ ବହିଷ୍କୃତ କରା ଗଲେ ଅନ୍ୟ ମାନଂକୁ ଶିକ୍ଷା ମିଳନ୍ତା,

  • @bhagabanpradhan7500
    @bhagabanpradhan7500 3 місяці тому

    Thanks

  • @automotiveservicetechnicia1853
    @automotiveservicetechnicia1853 3 місяці тому

    ପୁରା ଆକ୍ସନ ହଉ please jaiii jagantha

  • @janardanmohanty831
    @janardanmohanty831 3 місяці тому

    ନବ ଦାସ ହତ୍ୟାକାଣ୍ଡ ର ପୁନଃ ତଦନ୍ତ କରାଯାଉ ନୂଆ ତଦନ୍ତକାରୀ ସଂସ୍ଥା ଦ୍ୱାରା l

  • @pramodkumardas-d2v
    @pramodkumardas-d2v 3 місяці тому +2

    Arun bortha sirnku tike ed ra eye catch

  • @swarnamohanty3121
    @swarnamohanty3121 3 місяці тому +1

    Transfered.

  • @ManguliDas-ux4ps
    @ManguliDas-ux4ps 3 місяці тому

    ଏ ମାନଙ୍କୁ ନିଲମ୍ୱିତ କରାଯାଉ ଏ ମାନଙ୍କ ଜାଗାରେ ନୂଆ posting କରାଯାଉ

  • @susantakumarbehera879
    @susantakumarbehera879 3 місяці тому +1

    Immediately change mohan Babu

  • @M-ek8pr
    @M-ek8pr 3 місяці тому

    ଦୁର୍ନିତୀର ଚେର ଖୋଜି ଉପାଡ଼ି ଦିଅନ୍ତୁ।

  • @babulidehury6603
    @babulidehury6603 3 місяці тому

    Right sir 👍

  • @purnachandradash3038
    @purnachandradash3038 3 місяці тому

    c.m sir, immediately transfer dgp mr. sarangi to his previous place of posting.

  • @Entertainmenthubctc
    @Entertainmenthubctc 3 місяці тому

    CBI inquiry must be required

  • @jchoudhury274
    @jchoudhury274 3 місяці тому

    ଅରୁଣ ବୋତ୍ରl BJD ସରକାର ରେ ଦୁର୍ନୀତି କୁ ଘଣ୍ଟ ଘଡାଇ ବା ରେ ସିଦ୍ଧ ହସ୍ତ ପରୀ ସୌମ୍ୟ ନବ ଦାସ କେସ ରେ ଲେଟ୍ରିନ tanki ଷୋଫା ପରି କେସ ଜାମୁକୋଳିଗପ ଆଉ acf ସୌମ୍ୟ କେସ ରେ ଦିନ ରେ ଲଣ୍ଠନ ଦେଖଇ ଦେଲା ଜୟ ଜଗନ୍ନାଥ ବିଚାର କରନ୍ତୁ

  • @hrudanandasahoo2844
    @hrudanandasahoo2844 2 місяці тому

    Take action immediately

  • @bijoykumardas4173
    @bijoykumardas4173 3 місяці тому

    ସରକାର ତାନକୁ ସୁହାଇଲା ଭଳି ଅଫିସର ରଖିବେ ନୁଆ କଥା କଣ । ଆଉ କଣ ଫାସୀ ଦେଇଦେଵେ ନା IPS କାଢିଦେଵେ

  • @ashwininayak3285
    @ashwininayak3285 3 місяці тому +1

    Media was also silent. Why? The BJD government was fully corrupt. God knows how Naveen was selected as no1 CM

  • @dilliprath5144
    @dilliprath5144 3 місяці тому

    Give them voluntary retirement and take strong action. ରବି ଦାସ ସାମ୍ବାଦିକ ନୁହଁ ଗୋଟେ ବିଜେଡ଼ି ର ଚାମଚା।

  • @RachanaDash-do1wu
    @RachanaDash-do1wu 3 місяці тому +1

    ଜୟ ଶ୍ରୀ Ram

  • @hurshikeshmathan9565
    @hurshikeshmathan9565 3 місяці тому

    Immediately C.B.I , E.D. janch karantu, au Manyabar C.M. Majhi ji nku aurodh action Buldozer , Buldozer,au Buldozer re niyantu.

  • @sudhirdas1311
    @sudhirdas1311 3 місяці тому

    Right said ❤❤❤❤❤

  • @BijayBarpanda-zm9hz
    @BijayBarpanda-zm9hz 3 місяці тому

    ଆମ ଓଡିଶାର ଶାସନ ଏପରି ହେବାକଥା

  • @rinkudash1456
    @rinkudash1456 3 місяці тому

    କଠର କାଯ୍ୟ ଅନୁଷ୍ଠାନ ନିୟା ଯାଉ ଅଫିସର ଉପରେ ବିଜେପି ସରକାର ଆଣିଲୁ ଏଥି ପାଇଁ ଜୟ ବିଜେପି

  • @biswaranjanmohapatra2518
    @biswaranjanmohapatra2518 3 місяці тому

    କଣ କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାକୁ ଓଡ଼ିଶା ବାସୀ ଅପେକ୍ଷା କରିଛନ୍ତି 🎉🎉🎉🎉 ଗୋଟା ଗୋଟା କରି ଫାଶୀ ଦିଆଯାଉ 🎉 ଖୁବ୍ ଭଲ ହେବ 🎉🎉🎉

  • @AYUSH-n6j
    @AYUSH-n6j 3 місяці тому

    Write 👌👌👌👌🙏

  • @sudhirdas1311
    @sudhirdas1311 3 місяці тому

    ରବିଦାସ ଦୁଇପଟ ର କଥା କୁହନ୍ତି

  • @PRITAMPRIYADARSHIDHAL
    @PRITAMPRIYADARSHIDHAL 3 місяці тому

    when Baijayant was widowing 41 crore in the form of salary he was not paying any tax.

  • @soumitrapani8230
    @soumitrapani8230 3 місяці тому

    CBI enquiry required...

  • @pravashdas2720
    @pravashdas2720 3 місяці тому

    God job new CM thank U sir ahuri rahi gale je......Luchiki

  • @dasharathbag5417
    @dasharathbag5417 3 місяці тому

    All ips should be transfer every 3years of service . It's a good step to start for good government..

  • @sidd5547
    @sidd5547 3 місяці тому

    H&UD SECRETARY ମାଥି ଭେତିନାନ ତାମିଲ ମାଫିଆ IAS OFFICER. ଗତ ୧୫ ବର୍ଷ ହେଲା ସେ ସେହି H&UD ବିଭାଗର ମୁଖ୍ୟ ସାଜି ଅମାପ ଅର୍ଥ ଆତ୍ମସାତ କରିଛି। ତୁରନ୍ତ ତାକୁ ED CBI RAID କରି ଗିରଫ କରି ଜେଲ ପଠାନ୍ତୁ।
    ସେ ଓଡ଼ିଆ ଲୋକ ଙ୍କୁ ପ୍ରବଳ ଘୃଣା କରେ। ଆଉ ଭୟଙ୍କର ବଦମାସ୍। ଓଡ଼ିଶା ର ସ୍ବାର୍ଥ ହାନି କରିବା ପାଇଁ ଅହରହ ଚେଷ୍ଠା କରେ।
    ଏବଂ ତା ସହ ଅଛି ଆଉ ଗୋଟିଏ ଲୁଟେରା ଭିନିଲ କ୍ରୀଷ୍ଣା। ସେ ମଧ୍ୟ ଗୋଟିଏ ତାମିଲ ଡକାୟତ। ସେ ମଧ୍ୟ ପାଖାପାଖି ୩୦୦ କୋଟି ଲୁଟ କରିଛି।

  • @LAXMAN039.
    @LAXMAN039. 3 місяці тому

    Police ମାନଙ୍କର ପେଟ କିପରି ବାହାରୁଛି?

  • @ashwininayak3285
    @ashwininayak3285 3 місяці тому

    All cases were unsolved. Unemployment problem was not addressed.

  • @gobindasoren5689
    @gobindasoren5689 3 місяці тому

    Good action ନିଆଯାଉ 🙏🙏🙏

  • @sabiradhikari6962
    @sabiradhikari6962 3 місяці тому

    ଅରୁଣ ବଥ୍ରା କୁ ଗିରଫ କରି ନ୍ୟାୟ ଆଶାରେ ଥିବା ପରି ପରିବାରକୁ ନ୍ୟାୟ ଦେବା ସମୟ ଆସିଯାଇଛି।

  • @ashwininayak3285
    @ashwininayak3285 3 місяці тому +1

    Every thing the God can solve

  • @harekrushnapanda8604
    @harekrushnapanda8604 3 місяці тому

    ପରି ମା ଙ୍କୁ ନ୍ୟାୟ ମିଳୁ

  • @akshayakumarbhol4132
    @akshayakumarbhol4132 3 місяці тому

    ଆଇ ଏ ଏସ୍ ହେଉ କି ଆଇ ପି ଏସ , ବିନା ଧୁଲେଇ ରେ କେହି ବାଟରେ ପଡିବେନି ।

  • @digambarjena2117
    @digambarjena2117 3 місяці тому +1

    Barsha juade Rabi Das seaade

  • @manassahu2293
    @manassahu2293 3 місяці тому +2

    Sethipain sarkar loka change kale . Ahuri bahuta kichi baharibe

  • @gyanaranjan7534
    @gyanaranjan7534 3 місяці тому

    Anup Sahu ra sub-ordinate ACP Sanjiv satpathy bhuligale bodhe kete years hela se BBSR re ACP achhi janichanti ki nahin

  • @mayabhumibehera4896
    @mayabhumibehera4896 3 місяці тому

    Tension re achhi OTV.
    Don't worry OTV.
    Semana IAS.

  • @subhamdash2047
    @subhamdash2047 3 місяці тому

    Anu Garg ka name kahinki dekhauna bikau OTV ????Se water resources department re 6 years helani kahinki acchanti ???

  • @sasmita3523
    @sasmita3523 3 місяці тому +1

    Semanku samastaku arrest karajau 🙏

  • @grismoproduction7106
    @grismoproduction7106 3 місяці тому

    ଏ ଆନ୍ଦ୍ରା ମୂଷା ମାନଙ୍କ ପାଇଁ ଦିଲ୍ଲୀରୁ ମେଡିସିନ ଆସିଯାଇଛି ଏବେ ସାବାଡ ହେବେ

  • @Kiya--6789
    @Kiya--6789 3 місяці тому

    ତିନି ମାସ ରେ ଥରେ ବଦଳି କରାଗଲେ ଭଲ ହବ

  • @ajitnayak5890
    @ajitnayak5890 3 місяці тому

    ମୁଁ ମୁଖ୍ୟମନ୍ତ୍ରୀ ହେଇଥିଲେ ଏମାନଙ୍କର ଚଢି ର ସାଇଜ ଢିଲା କରିଦେଇ ଥାନ୍ତି 👍👍

  • @KumarsahooSks
    @KumarsahooSks 3 місяці тому

    Congratulations sir I like your job 🎉❤❤❤❤❤❤❤❤❤❤

  • @narendrakarali3469
    @narendrakarali3469 3 місяці тому

    BJD ନେତା ମନ୍ତ୍ରୀ କିଛି କହ, ଏହା ସତ ନା ମିଛ। ଆଉ ତାଙ୍କର ଗୁଣ ଗାଇବ।

  • @PurendrakumarBhuyan
    @PurendrakumarBhuyan 3 місяці тому

    ଏକତରଫା, ଆମରଖାଇ,ଆମ,ଉଡିଶାକୁଲୁଟକରିଚନ୍ତି,ଏମାନଙ୍କୁ,ଛଡାନଯାଉ

  • @jagabandhunayak2635
    @jagabandhunayak2635 3 місяці тому

    Emanku ED,CBI lagadiya jau

  • @hemantadas8555
    @hemantadas8555 3 місяці тому

    Emanaku sabu habildar Kariba uchit❤❤❤

  • @santoshkandi1398
    @santoshkandi1398 3 місяці тому

    ସବୁ ଶଳା ଙ୍କୁ, ମୂର୍ଡର କରା ଯାଉ, ଦଣ୍ଡ ନୁହଁ

  • @kirandas4770
    @kirandas4770 3 місяці тому

    Prove ମିଳିଲେ kichi କରି ପାରିବେନି sabu bjd

  • @santoshgouda9862
    @santoshgouda9862 3 місяці тому

    ❤❤❤❤❤

  • @prakashbhoi3492
    @prakashbhoi3492 3 місяці тому

    Right👍👍