Yogi Adityanath promises 'bulldozer' action against land-sand mafias if BJP comes to power in Odisha

Поділитися
Вставка
  • Опубліковано 26 вер 2024
  • ମୁଁ ଆସିବା ଆଗରୁ ଏଠି ବୁଲଡୋଜର୍ ଠିଆ #otv #odishatv #election2024
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 287

  • @kishorchsrichandan307
    @kishorchsrichandan307 4 місяці тому +75

    Bulldozer CM welcomes to our state. Yes bulldozer is barely necessary for the corruption free govt

  • @Sub....141
    @Sub....141 4 місяці тому +121

    UPSC aspirants ହିସାବ ରେ କହୁଛି। ବୈଜନ୍ତି ପଣ୍ଡା କୁ ଭୋଟ ଦିଅ । ନହେଲେ ପଛରେ ଭାବୁ ଥିବ। ମୂର୍ଖ କେନ୍ଦ୍ରାପଡ଼ା ଲୋକ

    • @drvicky1729
      @drvicky1729 4 місяці тому +2

      Upsc aspirant hela ta kan prabhu????? Life re kebe oaibuni aji note kara

    • @BineshKumarNaik
      @BineshKumarNaik 4 місяці тому +3

      ତୁ ଶଳା ଦେଶ ବିକି ଦୋବୁ

    • @mravi1011
      @mravi1011 4 місяці тому +5

      ଭାଇ କଣ observe କରିକି କହୁଛ ଟିକେ ବୁଝେଇ କହୁନ ।ତୁମ upsc ଜ୍ଞାନ ଆମ ସହ ବି ଟିକେ share କର।

    • @peacemind3778
      @peacemind3778 4 місяці тому +2

      Bala aspirant

    • @chennaisuperkings1069
      @chennaisuperkings1069 4 місяці тому +2

      Achha aga crack kar

  • @KumarDev-ri7sx
    @KumarDev-ri7sx 4 місяці тому +10

    ଜୟଜଗନ୍ନାଥ ଜୟଶ୍ରୀ ରାମ

  • @stuluachary
    @stuluachary 4 місяці тому +7

    ଜୟ ଶ୍ରୀ ରାମ

  • @PrashanKumarDas-u1z
    @PrashanKumarDas-u1z 4 місяці тому +80

    ନବୀନ ମୁଖ୍ୟମନ୍ତ୍ରୀ ପାଇଁ ଅଯୋଗ୍ୟ

    • @ChakradharaNayak-z2f
      @ChakradharaNayak-z2f 4 місяці тому

      Yes😂😂

    • @Sub....141
      @Sub....141 4 місяці тому +2

      ଧୂତ ରାଷ୍ଟ୍ର ପରି ଯଦି ମୁଖ୍ୟ ମନ୍ତ୍ରୀ ହେବ ମିନିଷ୍ଟର ମାନେ ଯାହା ହେବେ ଜଣା ଅଛି ଅର୍ଚ୍ଚନା ନାଗ

    • @NiranjanGoud-f2h
      @NiranjanGoud-f2h 3 місяці тому

      To mara biya

  • @sanam151
    @sanam151 4 місяці тому +24

    ଓଡିଶାରେ ଯୋଗୀ ଆଦିତ୍ୟ ନାଥ ଦରକାର

  • @jyotiprakashdas8670
    @jyotiprakashdas8670 4 місяці тому +5

    Right

  • @PratapMangaraj-l8y
    @PratapMangaraj-l8y 4 місяці тому +61

    ଇଏ ବି ମୂଖ୍ୟମନ୍ତ୍ରୀ ଦେଖ କିପରି ଭାବେ ଭାଷଣ ଦେଉଛନ୍ତି ଆଉ ଆମ ମୂଖ୍ୟମନ୍ତ୍ରୀଙ୍କୁ ଦେଖ ଖାଲି ବୋଲକି ବୋଲକି ଆଉକିଛି କଥା ଜଣାନାହିଁ

    • @abhijitmohanty8002
      @abhijitmohanty8002 4 місяці тому +2

      Bhasana dele kn haba kama nahi bhai

    • @buntyskb
      @buntyskb 4 місяці тому +6

      ​@@abhijitmohanty8002 UP 10 barsa re pura change heichi Yogi under re

    • @AnantakumarSahoo-v1b
      @AnantakumarSahoo-v1b 4 місяці тому +1

      Besi gariba gujrat & Up ama varatare

    • @generalpublicsoul1765
      @generalpublicsoul1765 4 місяці тому +1

      amra mukhya mantri ta madurchood gote. pandia jala re padi ki pila kandhei bhalia hauchi.
      basi pani re taku kea pacharuni.. pandia aau alpa dina re jail jiba.

    • @mohanmallik
      @mohanmallik 4 місяці тому

      @@abhijitmohanty8002 kichhi janino jadi chup ruha Jay Jagannath Jay Shree Ram

  • @Saideep4444
    @Saideep4444 4 місяці тому +11

    Only bjp 🚩🇮🇳

  • @SaratBehura-h5n
    @SaratBehura-h5n 4 місяці тому +13

    Only BJD odisha re No BJP

  • @sanjeebbagh4217
    @sanjeebbagh4217 4 місяці тому +6

    ମୋର ଓଡିଶାର ପ୍ରିୟ ଭାଇ ଓ ଭଉଣୀମାନେ....
    1) ମଣିପୁର, ଲାଦାଖ୍, ଝାଡଖଣ୍ଡ ଭଳି BJP ଶାସିତ ରାଜ୍ୟରେ ଯେଉଁ ଲଜ୍ୟାକର ଅନୈତିକତା କାର୍ଯ୍ୟରେ BJP ପଦକ୍ଷେପ ନେବା ବଦଳେ ମୁଢ ହୋଇ ରହିଛି ତାହା କଣ ତୁମକୁ ଦେଖାଯାଉ ନାହିଁ କି!
    2)ବର୍ତ୍ତମାନ ଦେଶରେ କୋଉଠି ମଧ୍ୟ ନାରୀ ସମାଜ ସୁରକ୍ଷିତ ନାହିଁ। ଆଶ୍ଚର୍ଯ୍ୟ ଲାଗେ ଯେ, ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ BJP ଶାସିତ ରାଜ୍ୟ ଗୁଡିକ ହିଁ ନାରୀ Rape Case ତାଲିକାରେ ସବା ଉପରେ ରହିଛି। ପୁଣି ଏହା ମଧ୍ୟ ଦେଖୁବାକୁ ମିଳିଛି ଯେ କେବଳ BJP ଶାସିତ ରାଜ୍ୟ ଗୁଡିକରେ ହିଁ ଅଶିକ୍ଷିତ ଓ ବେକାରୀ ମାନଙ୍କ ସଂଖ୍ୟା ସର୍ବାଧୂକ।
    3) ଓଡିଶାରେ ରୋଜଗାରର ସୁବିଧା ନାହିଁ ବୋଲି ଓଡିଶାବାସୀ ମାନେ ଯେଉଁ BJP ଶାସନ ଉପରେ ଆଶା ରଖୁଛନ୍ତି କେବେ ସେମାନେ ଜାଣିବାକୁ ଚେଷ୍ଟା କରିଛନ୍ତି କି, ଆମ ଦେଶର ବିହାର,ରାଜସ୍ଥାନ,ଛତିଶଗଡ ଭଳି ଅଧୂକାଂଶ BJP ଶାସିତ ରାଜ୍ୟର ଲକ୍ଷାଧୂକ ଶ୍ରମିକମାନେ ମଧ୍ୟ ଦାଦନ ଖଟିବାକୁ ବାହାରକୁ ଯାଆନ୍ତି! ସେମାନଙ୍କ ପାଇଁ ମଧ୍ଯ ନିଜ ରାଜ୍ୟରେ BJP ସରକାର ଭଲ ରୋଜଗାରଟିଏ ଯୋଗାଇ ପାରି ନାହିଁ।ତେଣୁ ଅଧିକତ ସେମାନେ ମଧ୍ୟ ଆମ ଭଳି ନିଜ ରାଜ୍ୟ ଛାଡି ତାମିଲନାଡୁ,କେରଳ, କର୍ଣ୍ଣାଟକ ଭଳି କଂଗ୍ରେସ ଶାସିତ ରାଜ୍ୟକୁ କାମ କରିବାକୁ ଯାଆନ୍ତି।
    4)କହିବାକୁ ଦୁଃଖ ଲାଗେ ଯେ,ଡଃ B R ଆମ୍ବେଦକରଙ୍କ ତତ୍ତ୍ବାବଧାନରେ ପ୍ରଣିତ ଭାରତର ସମ୍ବିଧାନ ଯାହାକି ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ସମ୍ବିଧାନ ରୂପେ ପରିଚିତ ତାହାକୁ ପ୍ରଧାନମନ୍ତ୍ରୀ ଅଲାଚ୍ଛୁକତାର ସହ ବଦଳେଇବାକୁ ଯୋଜନା କରୁଛନ୍ତି।
    5)ସମସ୍ତଙ୍କୁ ମୋର ଏତିକି ଅନୁରୋଧ ଯେ,ଯିଏ ଜାତି ଧର୍ମ ନାମରେ ଭୋଟର ପ୍ରଚାର କରନ୍ତି ତାଙ୍କୁ ଅନ୍ଧଭକ୍ତଙ୍କ ଭଳି ଭୋଟ ନଦେଇ ଯିଏ ଶିକ୍ଷା,ନ୍ୟାୟ, ରୋଜଗାର,ବିକାଶ ଆଦି କ୍ଷେତ୍ରକୁ ଗୁରୁତ୍ବ ଦିଅନ୍ତି ତାଙ୍କୁ ଭୋଟ ଦେବା ପାଇଁ ସଂକଳ୍ପବଦ୍ଧ ହେବା।
    ଏତଦବ୍ୟତୀତ...
    6)BJP ନେତା ମାନଙ୍କୁ ମୋର ଅନୁରୋଧ ଦୟାକରି ମୋର ଅଳ୍ପ କେତୋଟି ପ୍ରଶ୍ନଗୁଡିକର ଉତ୍ତର ଦିଅନ୍ତୁ...
    ୧ -୨ କୋଟି ନିଯୁକ୍ତି କୁଆଡ଼େ ଗଲା .. ??
    ୨ -୧୫ ଲକ୍ଷ କୁଆଡେ ଗଲା .. ??
    ୩ - ସବୁ କଳାଧନ କୁଆଡେ ଗଲା .. ??
    ୪ - ୧୦୦ ଟା ସ୍ମାର୍ଟ ସିଟି କୁଆଡେ ଗଲା .. ??
    ୫ - ପେଟ୍ରୋଲ ଦାମ କେତେ ଥୂଲା କେତେ ହେଲା ..??
    ୬ - ଡିଜେଲ ଦାମ କେତେ ଥିଲା କେତେ ହେଲା .. ??
    ୭- LPG ଗ୍ୟାସ ସିଲିଣ୍ଡର ଦାମ କେତେ ଥିଲା କେତେ ହେଲା .. ??
    ୮ - ଉଜ୍ଜ୍ବଳା ଯୋଜନା ପ୍ରହସନ ନୁହେଁ କି .. ??
    ୯ - ଦରଦାମ ଆକାଶ ଛୁଆଁ କ'ଣ ପାଇଁ ହେଲା .. ??
    ୧୦ - ରାଫେଲ ଦୁର୍ନୀତି କିଏ କରିଛି .. ??
    ୧୧ - Air india କୁ କିଏ ବିକିଲା ଓ କାହିଁକି .. ?

    • @sbishwal1999
      @sbishwal1999 4 місяці тому

      Kan pandu ku debe ki Muslim league ku debe?

  • @Amarbehera-sw5pn
    @Amarbehera-sw5pn 4 місяці тому +6

    Welcome sir 🎉❤🎉
    Bjp winodisha 🎉❤🎉

  • @ITServicesGECBBSR
    @ITServicesGECBBSR 4 місяці тому +17

    Jai ho Yogiji..🙏🙏🙏🙏 we need such a chief minister for Odisha

  • @aratisamantara7395
    @aratisamantara7395 4 місяці тому +6

    Jay Jagannath Jay Shree Ram

  • @pareshmishra612
    @pareshmishra612 4 місяці тому +4

    I like it .. yogiii sir

  • @brinda9513
    @brinda9513 4 місяці тому +15

    Kendrapada में सभी के सभी सीट पर कमल खिलना सुनिश्चित हो गया🤔।

  • @kailashchandramohanta7508
    @kailashchandramohanta7508 4 місяці тому +3

    Athoro only only BJP

  • @abhidas8340
    @abhidas8340 4 місяці тому +3

    BJP

  • @Manas_Bhoi
    @Manas_Bhoi 4 місяці тому +4

    Jay BJP ❤ Jay BJP ❤Jay BJP ❤ Jay BJP❤ Jay BJP ❤ Jay BJP ❤ Jay BJP ❤Jay BJP ❤ Jay BJP ❤Jay BJP ❤

  • @Aviator_7940
    @Aviator_7940 4 місяці тому +13

    Govt change haba nihati darkar

  • @NABIN.KUMAR.DANDASENA
    @NABIN.KUMAR.DANDASENA 4 місяці тому +2

    JAI HO YOGI JI 🚩🚩

  • @rajendradeshmukh8666
    @rajendradeshmukh8666 4 місяці тому +5

    BJP 🇮🇳 BJP jai
    Gret modi yogi 🚩🚩

  • @sudambisoi4315
    @sudambisoi4315 4 місяці тому +4

    Jyogi ji great cm up

  • @bikashgahan5774
    @bikashgahan5774 4 місяці тому +4

    Vote for Bjp

  • @subratkumardas3430
    @subratkumardas3430 4 місяці тому +4

    Bjp

  • @sushilsamal3789
    @sushilsamal3789 4 місяці тому +1

    ବୋଲଡଜର ବାବା କୀ ଜୟ ହୋ

  • @Trupti-Animal
    @Trupti-Animal 4 місяці тому +13

    ଓଡିଶା ବାସୀ ଆଜି ଗର୍ବିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ନବୀନ ଅଧ୍ୟକ୍ଷଙ୍କ ତତ୍ୱlବଧାନ ଫଳରେ ଓଡିଶା ଆଜି ଏକ ବିକଶିତ ରାଜ୍ୟ ରୂପେ ଗଢି ଉଠିଛି l

    • @sai4966
      @sai4966 4 місяці тому +2

      Apana thik kahile🙏jai bjd

    • @MaheshWorld20
      @MaheshWorld20 4 місяці тому

      ​@@sai4966ପୁଅ ଯାଉଛି ଦାଦନ
      ବାପ କହୁଛି ଜୟ ନବୀନ

    • @MaheshWorld20
      @MaheshWorld20 4 місяці тому +7

      ପୁଅ ଯାଉଛି ଦାଦନ
      ବାପ କହୁଛି ଜୟ ନବୀନ

    • @sai4966
      @sai4966 4 місяці тому

      Tu jauthibu sala dadan Kari baku

    • @thearyavartmedia
      @thearyavartmedia 4 місяці тому +2

      Kuade bikashita heigala kiho, ame Odisha re achu ame janinu. Tame eka ethi rahucha😂 ete pachare Odisha development re j au kuhani.

  • @bikashgahan5774
    @bikashgahan5774 4 місяці тому +6

    BJD hatao odisha banchao

  • @satyabratamahalik
    @satyabratamahalik 4 місяці тому +10

    Iss Baar 400 Paar

  • @user-el5gg8tg
    @user-el5gg8tg 4 місяці тому +29

    ବିଜେପି ଦଳ ର କର୍ମୀ ମାନେ ସର୍ବଦା ନିଜ ସ୍ଵାର୍ଥରେ ଅନ୍ଧ, ସେମାନଙ୍କୁ ନିଜ ସ୍ଵାର୍ଥ ଛଡ଼ା ଅନ୍ୟ କିଛି ଦେଖାଯାଏ ନାହିଁ ।

    • @MaheshWorld20
      @MaheshWorld20 4 місяці тому +13

      ଯେ ପର୍ଯ୍ୟନ୍ତ ତାମିଲ ପାଣ୍ଡୁ ଅଛି ସେ ପର୍ଯ୍ୟନ୍ତ ଏମିତି ଅନୀତି ହେଇଚାଲିଥିବ

    • @ganeshgiri7266
      @ganeshgiri7266 4 місяці тому

      Yes right

    • @subratkumardas3430
      @subratkumardas3430 4 місяці тому +6

      Ohh hooo Tamili bhali manti manu nku apamana dei ulahai dauniii.Chhi kete Dina gale sudhuribaa Tamili golam

    • @user-wf7og4el9m
      @user-wf7og4el9m 4 місяці тому +4

      auu bjd

    • @subratkumardas3430
      @subratkumardas3430 4 місяці тому +4

      BHAI MANE ODISHA KU BANCHAO TAMILI KABALARU .Nabin ku medicine de pandian pangu karideichhi.Jagooo odiaaa.

  • @iswarnayak1383
    @iswarnayak1383 4 місяці тому +10

    Odisha re bi bol dojar chaliba darkar

  • @santoshbarik
    @santoshbarik 4 місяці тому +12

    Jay Shree Ram🙏

  • @RANJANKUMAR-jb1xw
    @RANJANKUMAR-jb1xw 4 місяці тому +4

    B J P Government odisha 2024❤❤❤❤❤❤❤❤❤❤

  • @krushisanchar8166
    @krushisanchar8166 4 місяці тому +2

    Jay baijyanta Panda jindabad

  • @RaghunathMohanty-v4t
    @RaghunathMohanty-v4t 4 місяці тому +12

    ଅନ୍ୟାୟ, ଭାବରେ ଷଡ଼ଯନ୍ତ୍ର ଓ ଛଳନା ପ୍ରଦର୍ଶନ କରି ବିଜେପି ଆଗାମୀ ନିର୍ବାଚନରେ ପରିଣାମ ନିଶ୍ଚୟ ଭୋଗିବ ରାଜ୍ୟ ବିଜେପି ଦଳ

    • @MaheshWorld20
      @MaheshWorld20 4 місяці тому +3

      ଓଡ଼ିଆଙ୍କ ପରିସ୍ରା ରେ ପଶିଯାଇଛନ୍ତି ତାମିଲ ପାଣ୍ଡୁ 😁

    • @khusiramswainmahima7459
      @khusiramswainmahima7459 4 місяці тому

      ​@@MaheshWorld20kaha chamacha giri karani jaha thik seta kuha

  • @padma_lochan355
    @padma_lochan355 4 місяці тому +2

    Ethoro BJP sarkar odisha re hobo 👍

  • @shenuroutrout4877
    @shenuroutrout4877 4 місяці тому +1

    Jay shree jagarnnath

  • @biswajitpradhan7814
    @biswajitpradhan7814 4 місяці тому +2

    Otv odisha basinku utara dau kn pain se BJP ku support karuchi

  • @LalatenduMahakud
    @LalatenduMahakud 4 місяці тому +23

    ଗେଣ୍ଡା 🐌🐌 ଫାଟିବ ପଦହ୍ମ ଫୁଟିବ

  • @sanjeebbagh4217
    @sanjeebbagh4217 4 місяці тому +6

    ଅଯୋଧ୍ୟାର ଗରିବ ଲୋକଙ୍କ ଘର ଭାଙ୍ଗିଲୁ
    ଓଡ଼ିଶାର ଗରିବ ଲୋକଙ୍କ ଘର ଭାଙ୍ଗିବାକୁ ଆସିଛୁ କି???

    • @rajeshsahoo5601
      @rajeshsahoo5601 4 місяці тому +5

      ଭାଇ ଯୋଉ ମନେ ଅତି କ୍ରମଣ ଜାଗାରେ ଅଛନ୍ତି ସେମାନଙ୍କ ଘର ଭଙ୍ଗା ଯାଇଛି 😊😊😊😊

    • @siddsswain
      @siddsswain 4 місяці тому +1

      239 recharge kari paruchu Android Mobile rakhichu tu ki mo bala gariba.

  • @medimisantosh496
    @medimisantosh496 3 місяці тому

    Welcoming 🙏 to Odisha

  • @IOSARBX
    @IOSARBX 4 місяці тому +3

    OTV, Your videos always make me happy, so I subscribed!

  • @thesocialalgorithm363
    @thesocialalgorithm363 4 місяці тому +3

    End of 25 years

  • @ramachandramadkam4497
    @ramachandramadkam4497 4 місяці тому

    ଏତେ ଦିନ କୁହାଡ଼େ ଥିଲେ cm ବାବୁ ଓଡିଶା କୁ ଆଗକୁ ନେବାପାଇଁ

  • @anvischannel5513
    @anvischannel5513 4 місяці тому +1

    Jay jagannath Yogiji. Aap apne rajya ke fraudsters ko pehle control ki jiye. Aur aap jo ayusman card bol rahe he usse kahi acha he BSKY card. After comparing the criteria BSKY card is the best.

  • @PrasannaKumarBehera-bk1yx
    @PrasannaKumarBehera-bk1yx 4 місяці тому +1

    Sir apananka buldozer kamadabani karana sethire Navin engine lagichi se kebala UP re chaliba

  • @SeemaKumari-qq5cq
    @SeemaKumari-qq5cq 4 місяці тому +2

    A nabin odisha up huho.....

  • @shuabammeher-gi5em
    @shuabammeher-gi5em 4 місяці тому +2

    Sabse Jada rafe case up main hai and farmer ko kuchal kar up main hi marageya tha .brizbhushan bhi up ke hi hain mahila kusti yodha ka case bhi yad hai.

  • @pramodparida-z9d
    @pramodparida-z9d 3 місяці тому

    Jay sriram

  • @Merry-24
    @Merry-24 4 місяці тому +11

    ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କର ସୁବିଧା ପାଇଁ ରାସ୍ତା ଘାଟ ସ୍ୱାସ୍ଥ୍ୟ ଶିକ୍ଷା ବିଜୁଳି ଏବଂ ଗମନାଗମନର ବିକାଶ କରିବା ସହିତ ଓଡିଶାର ପ୍ରତିଘରକୁ ପାଇପଯୋଗେ ପିଇବା ପାଣି ଯୋଗାଇ ଦେଇଛନ୍ତି।

    • @deepaksethi6453
      @deepaksethi6453 4 місяці тому +5

      ସୁରତ ଯିବାକୁ ବାଟ ଦେଖେଇଛନ୍ତ

    • @AlekhaDas-s9u
      @AlekhaDas-s9u 4 місяці тому +2

      ପାଣି କେତେ ଲୋକ ପାଇଛନ୍ତି

    • @Dictatorakp
      @Dictatorakp 4 місяці тому +2

      What about education system of odisha😢

    • @manasranjankar9843
      @manasranjankar9843 4 місяці тому

      Sabu ta chodi pakei chanti... ground ku ase dekhibu reality kn

    • @Manas_Bhoi
      @Manas_Bhoi 4 місяці тому

      To gandi karichhiii 😂😂😂

  • @Sbbaboo6679
    @Sbbaboo6679 4 місяці тому +2

    Great leader Yogi

  • @satyabannaik4539
    @satyabannaik4539 4 місяці тому

    ବୋଲଡଜ଼ର ବାବା l democracy ଜବ ମାରଜାତl ହୈ l

  • @dilipkumarbehera7006
    @dilipkumarbehera7006 4 місяці тому +1

    Jete asile bi jete michha dahara gapile bi kichhi faida nai..... Jay Navin jay BJD

  • @quest138
    @quest138 4 місяці тому +1

    ଦଙ୍ଗାକାରିଙ୍କ ଠାରୁ ଆଉ କଣ ଆଶା କରାଯାଇ ପାରେ

  • @umakantapradhan9739
    @umakantapradhan9739 4 місяці тому +1

    Only bjp only modi only Yogi 😎😎😎

  • @mitrabhanurath199
    @mitrabhanurath199 4 місяці тому

    Panda ji

  • @whiteeagle2024
    @whiteeagle2024 4 місяці тому

    Again BJD...dont allow this type of people in odisha like Yogi Aditya nath ,Amit shah ...

  • @SujataRani-rh6lp
    @SujataRani-rh6lp 4 місяці тому +5

    ଓଡ଼ିଶାରେ ବିଜେପି ଦଳ ନେତା ମାନେ ମିଛ କହି ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି l

    • @MaheshWorld20
      @MaheshWorld20 4 місяці тому

      ଗଞ୍ଜାମରେ ପୁଲିସ ଉପସ୍ଥିତିରେ ଯୁବକଙ୍କୁ ପିଟୁଛନ୍ତି ବିଜେଡ଼ି ଗୁଣ୍ଡା । ଓଡ଼ିଶା ପୁଲିସ ଓଡ଼ିଶା ବାସୀଙ୍କ ସେବାରେ ନା ବିଜେଡ଼ି ସେବାରେ?

  • @filmimumbai6177
    @filmimumbai6177 4 місяці тому +1

    Jay shree ram ji 🙏

  • @chaitanyasahoo1075
    @chaitanyasahoo1075 4 місяці тому +1

    Bjp modi modi modi modi

  • @prangyaparamitapriyadarshi8574
    @prangyaparamitapriyadarshi8574 3 місяці тому

    Yogi ji ap pm bano jagannath ji se main pray karungi

  • @sarojjena6706
    @sarojjena6706 4 місяці тому +1

    Ata Odisha eia up nuho Eathi sabu bhi bhi athi Gunda gardi chaliboni yogi sir

  • @UNKNOWN-vm4vk
    @UNKNOWN-vm4vk 4 місяці тому +2

    Bak Bak besi odisha re asiki jatra chalu bjp mg chiii choro mg

  • @krupasindhumahalik7353
    @krupasindhumahalik7353 3 місяці тому

    Ony for Yougi pm

  • @BadalSky
    @BadalSky 4 місяці тому

    BJP wine

  • @rinamallick342
    @rinamallick342 3 місяці тому

    Yogi ji jindabad BJP jindabad BJP jindabad BJP jindabad Yogi ji jindabad

  • @subasjena1252
    @subasjena1252 4 місяці тому

    Jay jogi ji ❤❤❤❤❤❤❤

  • @jyotinanda9931
    @jyotinanda9931 4 місяці тому +1

    Jay Sri Ram

  • @guddu-oc5vp
    @guddu-oc5vp 4 місяці тому +1

    Are Bhai mane katha kahile chalibani Ama mukhya mantri nka crez manibaku padiba ete Centre minister asuchanti Ama mukhya mantri nku hareiba pain Laja laguni BJP bala janaku hareiba pain ete loka tahele Ama CM nka crez bahut Sethipain Ame Naveen Fan

  • @kl_bimal...8626
    @kl_bimal...8626 4 місяці тому +1

    Jay bjp ❤

  • @jitendrasahu6495
    @jitendrasahu6495 4 місяці тому +1

    Per vote bjd 1000 re kinuchi

  • @NilimaKar-y6e
    @NilimaKar-y6e 4 місяці тому +4

    ବିଜେପି ଓଡିଶା ନେତା ମାନେ ସବୁବେଳେ ହୀନ ରାଜନୀତି କରି ସାଧାରଣ ଜନତା ଙ୍କୁ ଠକୁଛନ୍ତି ଆଉ କିଛି ନୁହେଁ। ତେଣୁ ବରଂ ଭଲ ହେବ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପୁନର୍ବାର ଜୟଯୁକ୍ତ କରି ଓଡିଶା ର ଭଲ କାର୍ଯ୍ୟକ୍ରମ ଆଗରୁ ଜେମିତି ଆରମ୍ଭ ହେଉଥିଲା ପୁଣିଥରେ ଆରମ୍ଭ ହେବ।

    • @MaheshWorld20
      @MaheshWorld20 4 місяці тому

      ପାଣ୍ଡୁ କୁ ଦେଖିଲେ ଲୋକେ ଭୋଟ ଦେବେନି । ପ୍ରଚାରରୁ ତାଙ୍କୁ ଦୂରେଇ ରଖିଲେ ପାର୍ଟି ପାଇଁ ଭଲ ।

  • @Aviator_7940
    @Aviator_7940 4 місяці тому +1

    Jay bjp

  • @soumyaranjanbehera3770
    @soumyaranjanbehera3770 4 місяці тому +1

    Bjp zindabad 🕉️🚩

  • @medimisantosh496
    @medimisantosh496 3 місяці тому

    SIR JEE NAMASTE 🙏..JAY JAGANNATH. JAY SRI RAM..ODISHA KAAB AAA RAHE HEY..BULL DOZER. LEKAAR..

  • @purnachandradash6449
    @purnachandradash6449 4 місяці тому +1

    B.j.p.jimbad .Jay shree Ram

  • @subasjena1252
    @subasjena1252 4 місяці тому

    Jay bjp ❤❤❤❤❤❤Jay bjp ❤❤❤❤❤❤Jay bjp ❤❤❤❤❤Jay bjp ❤❤❤❤❤Jay bjp ❤❤❤❤Jay bjp ❤❤❤❤❤Jay bjp ❤❤❤❤❤Jay bjp ❤❤❤❤❤

  • @rinkuraut21
    @rinkuraut21 4 місяці тому

    Jay Shree Ram

  • @f44foodies
    @f44foodies 4 місяці тому

    Yogi ❤❤❤❤❤❤ji❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @toweringtutu
    @toweringtutu 4 місяці тому

    To watch DEVELOPMENTS in middle class & upper class families, also, watch MODI 3.0.

  • @ChandrakalaLenka-k1h
    @ChandrakalaLenka-k1h 4 місяці тому +2

    ଓଡିଶା ସରକାର ବଦଳିବା ଦରକାର ଏବେ କେବଳ bjp ସରକାର ଓଡିଶା କୁ ଆସିବା ଦରକାର

    • @stutikerketta2168
      @stutikerketta2168 4 місяці тому

      Nije badali ja .sarkar badalai ba darkar nhin.bjd ku vote de

  • @anandmunda5253
    @anandmunda5253 4 місяці тому +1

    Joy sree ram

  • @shenuroutrout4877
    @shenuroutrout4877 4 місяці тому

    Jay shree Ram Jay shree shree Ram

  • @Rico_Ferguson
    @Rico_Ferguson 4 місяці тому

    Bulldozer ତମ ଘରେ ଚଲେଇ ଦେବ ପାୱାର କୁ ଆସିଲେ । ତାପରେ ନାମ ନଉଥିବ ପୁଅ

  • @sisirnayak162
    @sisirnayak162 4 місяці тому

    Apekhya ra anta, athara sanyas nebe baijayanta

  • @saiswaroop6892
    @saiswaroop6892 4 місяці тому

    We want yogi ji🙏🏻

  • @RajaNayak-i3x
    @RajaNayak-i3x 4 місяці тому +1

    Manipur nari upare jau crime hela buldozer kuade gala😂😂😂

    • @MohitMishra-qq4gm
      @MohitMishra-qq4gm 4 місяці тому

      Bulldozer jogi ra lungi tale shital heiki thila setebele😂

  • @Bidisha7809
    @Bidisha7809 4 місяці тому

    Drama and fake news will not work at all. Only BJD❤ and Naveen babu❤ in Odisha. Jai Shree Jagannath 🙏

  • @m.s.d6365
    @m.s.d6365 4 місяці тому

    Jay Naveen ❤

  • @anupamaPradhan-g8f
    @anupamaPradhan-g8f 4 місяці тому

    Bulldozer baba

  • @drvicky1729
    @drvicky1729 4 місяці тому +1

    H।m bass iitbhu gangraoe re pasiparilani

  • @geetanjalinaik3904
    @geetanjalinaik3904 4 місяці тому

    My fvrt cm

  • @aswininagaswininag155
    @aswininagaswininag155 3 місяці тому

    Jai shree ram

  • @manmathadas345
    @manmathadas345 4 місяці тому +6

    Yeh up nahin .odisha mein boldozer ke bare mein sochna mat

  • @rahult5753
    @rahult5753 4 місяці тому

    Won't let odisha turn into Manipur, they burnt manipur, they will not burn odisha... BJP go back...

  • @Tandikana
    @Tandikana 4 місяці тому

    Ethar Odisha BJP sarkar darkar

  • @rasharajnayak8836
    @rasharajnayak8836 4 місяці тому

    Jay baba Bull Dozer

  • @Satrughan-sx1fj
    @Satrughan-sx1fj 4 місяці тому

    ଏଥର ନବୀନ

    • @HakaiEditz55
      @HakaiEditz55 4 місяці тому

      Bala na ahuri 5 bharsa odisha puura kangala this type mukhymantri will be Pandu Patnaik not Naveen naveen ta mari jiba ee barsha shia bedhua tamil ku mukyamantri kariba😢😢😢😢😢😢😢😢😢😢😢😢😢😢

    • @Satrughan-sx1fj
      @Satrughan-sx1fj 4 місяці тому

      @@HakaiEditz55 ହିନ୍ଦୀ ମେଡ଼ିଆ ଓଡ଼ିଶାର news କୁ କେବେ ଦେଖାଉ ନଥିଲା ଏବେ BJP ନେତାଙ୍କ ପ୍ରଚାର ପାଇଁ ଦେଖାଉଛି। ହିନ୍ଦୀ ଲୋକମାନଙ୍କର ଓଡ଼ିଶାର ବିପର୍ଯୟ ସମୟରେ ଦେଖା ନଥିଲା ଏବେ ଭୋଟ ପାଇଁ ଘନ ଘନ ଗସ୍ତ କରୁଛନ୍ତି । ବିଜେପି ନେତା ଯେ କହୁଛନ୍ତି ଓଡ଼ିଶାରେ ଦାଦନ ସମସ୍ୟା ଅଛି । ଉତ୍ତର ପ୍ରଦେଶ ଓ ବିହାରରେ ମଧ୍ୟ ସବୁଠୁ ଅଧିକ ଦାଦନ ସମସ୍ୟା ରହିଛି। କାହିଁ ସେଠିତ ବିଜେପ ସରକାର ଅଛି ଦୂର କରିପାରୁ ନାହିଁ ।ମୋଦୀ ୨୦୧୯ ରେ କହିଥିଲେ ସରକାରକୁ ଆସିଲେ ଗ୍ୟାସ୍ 300 ଟଙ୍କାରେ ଦେବ । ପେଟ୍ରୋଲ୍ ଓ ଡିଜେଲ ର ଦର କମିବ, କଳାଧାନ ଫେରିଆସିବ, ସବୁ ଲୋକଙ୍କ ଆକାଉଣ୍ଟ୍ କୁ ୧୫ ଲକ୍ଷ ଆସିବ | ବର୍ଷକୁ ଦୁଇ କୋଟି ରୋଜଗାର ମିଳିବ କାହିଁ । ମିଳିଲା କାହାକୁ | BJP ଗୋଟିଏ ମିଛୁଆ ଦଳ ଯାହା କହେ ତା କରେନି । ବିମୁଦ୍ରାକରଣ କରି ଲୋକମାନଙ୍କୁ ହଇରାଣ କଲା । ଅଗ୍ନିବୀର ଯୋଜନା କରି ଯୁବକମାନଙ୍କୁ ୪ ବର୍ଷ ପାଇଁ ସେନାରେ ଭର୍ତ୍ତି କଲେ । ତା ପରେ ସେମାନେ କରିବେ କ'ଣ?ଛତିଶଗଡ଼ର ଲୋକମାନଙ୍କୁ ୫୦୦ ଟଙ୍କା, ମଧ୍ୟ ପ୍ରଦେଶରେ ୬୦୦ ଟଙ୍କା, ବିହାରରେ ୪୦୦ ଟଙ୍କା ଉତ୍ତା ଦଉଛି ବିଜେପି ସରକାର । ଇଲେକ୍ଟ୍ରି ଫ୍ରି କୌଣସି ରାଜ୍ୟରେ ଫ୍ରି ଦଉନି ବିଜେପି ।

    • @Satrughan-sx1fj
      @Satrughan-sx1fj 4 місяці тому

      @@HakaiEditz55 Without a elected member how he will became a chief minister. ନିର୍ବାଚିତ ନହୋଇ ସେ ମୁଖ୍ୟମନ୍ତ୍ରୀ କେମିତି ହେବେ? ଏଥର ପୁଣି ଥରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । Jay Jagannath

  • @rakeshdash6755
    @rakeshdash6755 4 місяці тому

    ବାଳ ଚୋଡ଼ିବୁ

  • @civil-11asutoshbarik49
    @civil-11asutoshbarik49 4 місяці тому +1

    Gote nabin pattanik kuu harieba pai ateee minister ashuchantii kii Dara kireee