Це відео не доступне.
Перепрошуємо.

ବଡ଼ ବାବୁଙ୍କ କାରନାମା, ଧରୁ ଧରୁ ସିଧା ଭିତରକୁ || Chief Civil Supplies Officer Caught Taking Bribe || OR

Поділитися
Вставка
  • Опубліковано 12 лип 2024
  • ମତେ ଯେତେ ମାଠିବୁ ମାଠ୍....ମୁଁ ତ ସେଇ ଦରପୋଡ଼ା କାଠ୍.... ଉପମୁଖ୍ୟମନ୍ତ୍ରୀ କହିଲା ପରେ ବି, ବାବୁ ଲାଞ୍ଚ ନିଶାରେ ପୂରା ଚୁର୍ । ଗଳାବାଟର ନିଶା ଏମିତି ମୁଣ୍ଡକୁ ଚଢିଗଲା ଯେ, ଆଗପଛ ବି ମାନିଲେନି । ଆଉ ଏବେ ଅଖା ଧୋଉଛନ୍ତି, ଗୁଣ ଗାଉଛନ୍ତି...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #balangir #bribe #office #miller #rice #odisha #news #odishareporter

КОМЕНТАРІ • 317

  • @shreenibashkuanr6598
    @shreenibashkuanr6598 Місяць тому +55

    ଯଦି ଜଣେ ଗରିବ ଦିନକୁ@୩୦୦/- ଟଙ୍କା ରେ ନିଜକୁ ସନ୍ତୁଷ୍ଟ କରି ପାରୁଛି,ଏମାନେ ଲକ୍ଷେ ଲକ୍ଷେ ଟଙ୍କା ପାଇଲେ ବି ତଥାପି ଏ ମାନଙ୍କ ପେଟ ପୁରୁନି,ଧିକ ତମ ମଣିଷ ପଣିଆ କୁ

  • @ashokbehera4968
    @ashokbehera4968 Місяць тому +15

    ଚାକିରୀ ରୁ ବହିଷ୍କାର କରାଯାଉ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବେ ରେଡ କରାଯାଉ ରେଡ ସମ୍ପତି କୁ ରାଜକୋଷ କୁ ପଠାଯାଉ jaisriram 🙏

  • @jchoudhury274
    @jchoudhury274 Місяць тому +24

    ଧନ୍ୟବାଦ ପାତ୍ର ବାବୁ ତୁମ ଭଳି 50/ ଲାଞ୍ଚୁଆ କମି ଗଲେ ଓଡ଼ିଶା ବାସୀ ଙ୍କୁ ଟି କେ ଶାନ୍ତି ମିଳିବ

  • @abhayakumardas1798
    @abhayakumardas1798 Місяць тому +48

    ତା ଚାକିରି। କି। ଖାଆ। ସରକାରଙ୍କୁ। ଅନୁରୋଧ❤❤❤❤❤❤❤❤❤❤❤

  • @gobindachandraswain3060
    @gobindachandraswain3060 Місяць тому +22

    ଧନ୍ୟବାଦ ପାତ୍ର।ଲୋଭ ସମ୍ବରଣ କରିପାରିଲାନି।

  • @sasanksekharaswain9208
    @sasanksekharaswain9208 Місяць тому +8

    ଯୋଗାଣ ବିଭାଗ ର ପିଅନ ବି କୋଟିପତି , ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହେଲେ ବହୁ ଧରା ପଡ଼ିବେ

  • @Bubun-t2s
    @Bubun-t2s Місяць тому +39

    ପୁରା ଭଲ ହେଇଚି। ଓଡ଼ିଶା ରେ extortion ବଢ଼ି ଗଲାନି yi ବିଷୟରେ ଭି ସରକାର step law ଅନୁସାରେ ନିଅନ୍ତୁ।

  • @rabindramajhi4081
    @rabindramajhi4081 Місяць тому +10

    ନେତା ସ୍ବଚ୍ଛତା ରହିଲେ,,,ଅଫିସର ସିଧା ବାଟକୁ ଆସି ଯିବେ,,,

  • @user-cw9gp5ty9f
    @user-cw9gp5ty9f Місяць тому +74

    ତଡ଼ି ତଡ଼ି ସବୁ ଲାଞ୍ଚୁଆଙ୍କୁ ଧରି ଉଦାହରଣଯୋଗ୍ଯ,ଉଦାହରଣ ସୃଷ୍ଟିକାରୀ ପଦକ୍ଷେପ ନେବା ଅତ୍ଯନ୍ତ ଜରୁରୀ ହୋଇଗଲାଣି । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

    • @errkggift
      @errkggift Місяць тому

      Odia loka maghiya

  • @subashchandradas1638
    @subashchandradas1638 Місяць тому +12

    ସିଏ ଯେମିତି କହୁଥିଲା ରେଡ କରିବାକୁ ତାର ଘରକୁ ରେଡ୍ କରାଯାଉ। ମନ୍ତ୍ରୀ ଙ୍କୁ ଅନୁରୋଧ।

  • @KedarJena-ki9el
    @KedarJena-ki9el Місяць тому +17

    ଏମାନଙ୍କୁ heavy punshiment ଦରକାର

  • @hrudanandakanhar262
    @hrudanandakanhar262 Місяць тому +39

    ଏପରି officer ମାନଙ୍କୁ ଚାକିରୀ ରୁ ବାହାର କରି ନୂଆ ନିଯୁକ୍ତି କରିଲେ officer ବାବୁ ମାନେ ସୁଧାରି ଯାନ୍ତି ଆଉ ଏପରି ହୁଅନ୍ତାନି

  • @AniruddhaSahoo-qd5zd
    @AniruddhaSahoo-qd5zd Місяць тому +12

    ପ୍ରଥମେ ଚାକିରି ରୁ ବାହାର କର ପରେ ଜେଲ ।

  • @subratkumarbarik7644
    @subratkumarbarik7644 Місяць тому +6

    ଲାଞ୍ଚୁଆ ଙ୍କୁ ସସ୍ପେଣ୍ଡ ନାଇଁ, ଡାଇରେକ୍ଟ ଚାକିରୀ ରୁ ବାହାର କର. ତା ସହ ଜେଲ ଜୋରିମାନା

  • @tapannayak4187
    @tapannayak4187 Місяць тому +4

    ପାତ୍ର ବାପାଙ୍କୁ ପଚାର ଏତାଙ୍କ ପୁଅ ଟି, ସଳା ପାତ୍ର ପୁଅ ଝିଅ ବୋପା ଉପୁରି ପଇସାରେ ରଙ୍ଗିଲା ହେଉଥିବେ ଆଉ ସ୍ତ୍ରୀ ସାଢି ଛାଡି ଚୁଡିଦାର ଗଜରା ରେ ରଙ୍ଗିଲା ଘୋର ଲଜ୍ଜା,ଜୋଉ ମାନେ ଲାଞ୍ଚ ନେଉଛନ୍ତି ତାଙ୍କ ବାପା ଠିକ୍ ନାହିଁ

  • @BapujiMLT
    @BapujiMLT Місяць тому +15

    ଏଥର ନାମ ସଙ୍କୀର୍ତ୍ତନ କରିବୁ

  • @ajitkumarpanda6388
    @ajitkumarpanda6388 Місяць тому +74

    ଏ ଭଳି ଲାଂଚୁଆ officer
    ଚାକିରୀ ରୁ
    ବିଦା ହେବେ ତ ହେବେ,,,,ଏ ମାନଙ୍କୁ non bail କରିବା ଦରକାର,,ତେବେ ଯାଇ ଲାଞ୍ଚ ନେଉଥିବା କର୍ମଚାରୀ କିଛି ଶିଖିବେ,,,,,

    • @sps7770
      @sps7770 Місяць тому +5

      Chaakiri jiba nahi. Kebala nilambana. Seta puni temporary.

    • @dilliptulsiyan6245
      @dilliptulsiyan6245 Місяць тому

      Mora Angul Odisha Forest department 6treep sige permit timber nyegly and 1ochaka Truck namaste 🙏

  • @krushnachandrabehera1039
    @krushnachandrabehera1039 Місяць тому +4

    ସାର୍ କିଶାନନଗର ତହସିଲଦାର ବହୁତ ଲାଞ୍ଚ ନେଉଛନ୍ତି ଆପଣ ଟିକିଏ ଧ୍ୟାନ ଦିଅନ୍ତୁ 🙏🙏

  • @santoshnanda7811
    @santoshnanda7811 Місяць тому +6

    System transparent n time bound ହେଲେ PC ବନ୍ଦ ହେଇପାରିବ. ନ ହେଲେ ଏମିତି କହୁଥିବେ କିନ୍ତୁ PC ଚାଲିଥିବ.

  • @himansudash9149
    @himansudash9149 Місяць тому +3

    ଯୋଗାଣ ବିଭାଗ ସରକାର ଂକୁ ମାଲ୍ ଯୋଗାନ୍ତି। ସେଥିରେ mla , ମନ୍ତ୍ରୀ ଚଳନ୍ତି।

  • @srimayeemansingh6197
    @srimayeemansingh6197 Місяць тому +7

    ମା ଘିଆ କୁ ଚାକିରି ରୁ ବାହାର କରାଯାଊ

  • @tapannayak4187
    @tapannayak4187 Місяць тому +3

    ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ବହୁତ ଭଲ କଥା କହିଛନ୍ତି ଓ ଭଲ କାମ କରୁଛନ୍ତି ପିସି ବନ୍ଦ କଲେ ଇତିହାସ ହେବ

  • @nalinimohapatra4033
    @nalinimohapatra4033 Місяць тому +3

    ସିଧା ଏ ଲୋକକୁ ଚ଼ାକିରୀ ରୁ ବିଦା କର।ଓ ଜେଲ ରେ ପୁରାଅ ।ଏହିଭଳି ଲୋକ ଦେଶ ପାଇଁ ବିପଦ।ଜୟ ଜଗନ୍ନାଥ ।

  • @padmanava1000
    @padmanava1000 Місяць тому +13

    ବିନାଶ କାଳେ ବିପରୀତ ବୁଦ୍ଧି

  • @OpOp-uo7uc
    @OpOp-uo7uc Місяць тому +11

    Very good 👌news

  • @bhupeshkarmi513
    @bhupeshkarmi513 Місяць тому +3

    ଭଗବାନ ଅଛନ୍ତି ନ। ,,,,,ଠିକ୍ ହୋଇଛି ଏ ସଲ ପାତ୍ର କୁ। ।।

  • @Rkd6122
    @Rkd6122 Місяць тому +10

    ଲାଞ୍ଚ ନେବା ଏକ addiction ରେ ପରିଣତ ହେଇଯାଇଛି, ସେ କଣ କରିବେ 😮
    ଏମାନଂକୁ service ରୁ ବିଦା ଓ jail 😮

  • @niharpalai3774
    @niharpalai3774 Місяць тому +9

    BJD ସରକାର ଥବା ସମୟରୁ ଅଭ୍ୟାସ ରହିଛି , ସେ ଶଳା କୁ ବହେ ଛେଚା ଦିଅ ଜେଲ୍ ରେ

  • @sasanksekharaswain9208
    @sasanksekharaswain9208 Місяць тому +2

    ରାମ ରାଜ୍ୟ ପ୍ରତିଷ୍ଠା ହେବ

  • @bhabanibhoina2404
    @bhabanibhoina2404 Місяць тому +2

    Excellent work done by U sir.keep continue.

  • @mahimavastuseva
    @mahimavastuseva Місяць тому +2

    ଆପଣ ଖୁବ୍ ଶୀଘ୍ର cm ହୁଅନ୍ତୁ

  • @rabimohanty112
    @rabimohanty112 Місяць тому +4

    ହାରାମିକୁ ଡ କାୟତ ପରି ସମସ୍ତ ସମ୍ପୟୀ ବାଜ୍ଞପ୍ତି କରି ଜେଲରେ ଠୁଙ୍କି ଦିଆ ଯାଉ.

  • @pradeepkumarsinha803
    @pradeepkumarsinha803 Місяць тому +2

    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
    ଦୁଃଖିତ। ଦୁଃଖିତ। ଦୁଃଖିତ।
    ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ।
    ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ।
    ନଚେତ୍ ଆମେ ଭାବିବୁ ଯେ ଆମେ ଆମର
    ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ।
    BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ ତାହାର 1 ପ୍ରତିଶତ ଦୃଶ୍ୟମାନ ହେଉନାହିଁ।
    ଦୁଃଖିତ। ଦୁଃଖିତ। ଦୁଃଖିତ।
    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।

  • @liveforever6998
    @liveforever6998 Місяць тому +3

    ସବୁ ଜିଲ୍ଲା ଅଧିକାରୀ ଅଫିସ ରେ ସିସିଟିଭି କାମେରା ଲାଗୁନି କାହିଁକି....

  • @basudevprusty9741
    @basudevprusty9741 Місяць тому +6

    Jai shreeram

  • @AswiniMoharana
    @AswiniMoharana Місяць тому +2

    Very good step

  • @pramodpradhan8792
    @pramodpradhan8792 Місяць тому +3

    Jai ho odisha reporter ur working hard to root out corruption in our soil God bless you

  • @ramakantabehera2791
    @ramakantabehera2791 Місяць тому +2

    Very good effort.All public should follow this path.God will bless such public.

  • @subashchandradas1638
    @subashchandradas1638 Місяць тому +3

    G pravakar patra, ପୁରା ଲାଞ୍ଚୂଆ ଅଧିକାରୀ, ତାକୁ ଚାକିରୀ ରୁ ଅବିଳମ୍ବେ ଛୁଟି ଦିଆଯାଉ, ନହେଲେ ଏପରିଆଫିସର୍ ରାଜ୍ୟ କୁ ଖାଇଦେବେ। ତା ଘରକୁ ବୁଲ୍ଡୋଜର ରେ ଭଙ୍ଗା ଯାଉ।

  • @SidharthaMunda-t6k
    @SidharthaMunda-t6k Місяць тому +2

    ଜେଲ୍‌ରେଫୁରାଇଘାଟିଦିଅ ସତବାରିବ❤❤❤

  • @abhayagachhayat9237
    @abhayagachhayat9237 Місяць тому +4

    ବହୁତ ଯୋଗ୍ୟ ବେକାରୀ ଅଛନ୍ତି ।ସେ ଚୋର କୁ ବହିସ୍କାର କରାଯାଉ।

  • @nibedanamusic7718
    @nibedanamusic7718 Місяць тому +3

    ଲାଂଚ ଦଉଥିବା ଲୋକ କୁ ମଧ୍ୟ ଧରା ଯାଉ

  • @LusiSwain-ry8nw
    @LusiSwain-ry8nw Місяць тому +3

    Thanksupaministersir

  • @sarbeswarpallai4051
    @sarbeswarpallai4051 Місяць тому +5

    Sir lancha nauthiba lokanku direct chakiri ru dismis karantu suspend nuhe
    RI office re prabala lancha nauchanti seitaku tike dekhantu

  • @arunkumarmishra9212
    @arunkumarmishra9212 Місяць тому +2

    ଏ ହେଉଛି ଛୋଟ ମୂଷା, ଆହୁରି ବଡ ବଡ ମୂଷା ଅଛନ୍ତି, ତାଙ୍କୁ ଧରାଯାଉ, ଓଡ଼ିଶାର ଲୋକଙ୍କ ସମ୍ପତ୍ତି, ଲୋକ ଖୁସି ହେବେ,

  • @amitakar948
    @amitakar948 Місяць тому +2

    ଲୋଭ ବୋହୁତ ଆମ ଅଫିସର ଙ୍କର

  • @Ttyilojg
    @Ttyilojg Місяць тому +1

    ଆମ ଓଡ଼ିଶା
    ମୋହନ ଓଡ଼ିଶା 😊❤

  • @bgr6730
    @bgr6730 Місяць тому +3

    ସରକାରୀ ଅିସରମାନେ ବିଜେଡ଼ି ଶାସନ ରେ କେତେ ଟଙ୍କା ଲାଞ୍ଚ ଖାଇ ଥିବେ ଚିନ୍ତା କରନ୍ତୁ।

  • @aganiswain4789
    @aganiswain4789 Місяць тому +2

    ଧନ୍ୟବାଦ sir 🙏

  • @kamallochannayak9660
    @kamallochannayak9660 Місяць тому +1

    Good Govt Go up

  • @mr.sanjayinformationdiscov3282
    @mr.sanjayinformationdiscov3282 Місяць тому +2

    ଏ ଜେଲ ରୁ ଆସିଲେ ବି ଲାଞ୍ଚ ନେବ ପୁରା ଚାକିରିରୁ ବିଦା ହେଉ😂😅😂😂😂

  • @chittaranjansatapathy1589
    @chittaranjansatapathy1589 Місяць тому +2

    Se eka CSO. nuhanti, Odisha re jete CSO. achhanti kehibi baad jibeni. Dhanyavaad.

  • @raghumaninayak9593
    @raghumaninayak9593 Місяць тому +1

    🙏ଜୟ ଶ୍ରୀ ରାମ🙏🕉️🇮🇳🚩

  • @sabitaprusty8035
    @sabitaprusty8035 Місяць тому +2

    ଗୋଟିଏ ଲାଞ୍ଚୁଆ, ଗୋଟିଏ ମିଛୁଆ, ଗୋଟିଏ ମାଡୁ ଆ ଆଉ ଜଣେ ତା ମନ ଯାହା ହେବ କାହାର ସତ୍ ଉପଦେଶ ନ ମାନି ଅପକର୍ମ କରି ଚାଲିଥିବ। କଥାରେ ଅଛି ମୋତେ ଯେତେ ମାଠିବୁ ମାଠେ, ମୁଁ ତ, ସେ ଇ ଦରପୋଡା କାଠେ । ଜୟ ଜଗନ୍ନାଥ। ନୂଆ ବଜାର, ନୂଆ ପଡା କଟକ।

  • @swarupdas275
    @swarupdas275 Місяць тому +1

    badhiya hoichhi

  • @SidharthaMunda-t6k
    @SidharthaMunda-t6k Місяць тому +2

    ଚାକିରିରୁବାରକର❤❤❤❤

  • @user-kl9vp2gy4w
    @user-kl9vp2gy4w Місяць тому +1

    Good 🎉

  • @numerologistsannjoy5996
    @numerologistsannjoy5996 10 днів тому +1

    ଯଦି କୌଣସି ଲୋକ ଙ୍କ ସହିବା ଶକ୍ତି ପାର ହେଲା ପରେ ସେ ବାଧ୍ୟ ହୋଇ ଶେଷରେ ଏମିତି ଭିଜିଲାନ୍ସ ବିଭାଗ କୁ ଦେବାକୁ ବାଧ୍ୟ ହୋଇଥାନ୍ତି

  • @bikrampiroi4588
    @bikrampiroi4588 Місяць тому +1

    Jay jagannath chinhata karajai karyanusthan habadarkar jay sriram🎉🎉🎉

  • @jogendrabhoi2503
    @jogendrabhoi2503 Місяць тому +2

    Very good action

  • @mukeshbehera1355
    @mukeshbehera1355 Місяць тому +2

    ଲଜ୍ୟା

  • @MinaketanMinaketan-kt8wy
    @MinaketanMinaketan-kt8wy Місяць тому +2

    Patra babu mor power tiler chaliba j paisa sabu firima karan tumar bagil officers manku salary paisa kam hauchha sir

  • @user-wk3kk8lj1b
    @user-wk3kk8lj1b Місяць тому +2

    ଶଳା ଲଜ୍ୟା ଲାଗୁନି

  • @kumarkaliakhordha5950
    @kumarkaliakhordha5950 Місяць тому +2

    6mas rakhidia pura saigi heijib

  • @user-vb5tz8kb8f
    @user-vb5tz8kb8f Місяць тому

    ଜୟା ଜଗନ୍ନାଥ 🕉🚩🇮🇳🙏

  • @JSamal-cw3tn
    @JSamal-cw3tn Місяць тому +2

    Maximum punishment Diya jaye

  • @anantanaik549
    @anantanaik549 Місяць тому +2

    Jail

  • @prabhudattasahani6225
    @prabhudattasahani6225 Місяць тому

    Very Very nice Work

  • @nibedanamusic7718
    @nibedanamusic7718 Місяць тому +1

    ଏ ଶଳା ଙ୍କ ମୁହଁରେ ହଗିଲେ ବି ଲାଜ ନାହିଁ

  • @Sudhir2288
    @Sudhir2288 Місяць тому

    Thanks 👍 Sir

  • @swarajkumarbej3768
    @swarajkumarbej3768 Місяць тому

    ଚାକିରିରୁ ବହିଷ୍କୃତ ନକଲା ପର୍ଯ୍ୟନ୍ତ ଏମିତି ଏ ଭିକାରୀଙ୍କର ଏମିତିଆ ଲୀଳା ଚାଲିଥିବ।

  • @chanchalchalan8467
    @chanchalchalan8467 Місяць тому

    Very good sir

  • @durgaprasadnayaknayak299
    @durgaprasadnayaknayak299 Місяць тому

    ଗଞ୍ଜାମ ର ବୋଧେ ପାତ୍ର ବାବୁ 👍

  • @fagulakra520
    @fagulakra520 Місяць тому

    Jay jagannath jay odisha jay CM mohan❤🎉

  • @rajeswarmahanta6953
    @rajeswarmahanta6953 17 днів тому

    ଯେଉଁ ମାନେ ଧରା ପଡ଼ୁଛନ୍ତି,ସେମାନଙ୍କୁ ମାଡ ହୁଏ କି ନାହିଁ।

  • @kumudchandrabisoyee2105
    @kumudchandrabisoyee2105 Місяць тому

    U r right sir......

  • @PrinceCovidSinku
    @PrinceCovidSinku Місяць тому

    ନମସ୍କାର ସାର୍

  • @SarojSwain-js2pv
    @SarojSwain-js2pv Місяць тому

    Very nice

  • @padmanavaseth9872
    @padmanavaseth9872 Місяць тому +2

    Puni join Kariba kichi dina pare.

  • @ullashchandraparida2252
    @ullashchandraparida2252 Місяць тому +1

    Good news

  • @manoranjsahoo9197
    @manoranjsahoo9197 Місяць тому +3

    Saab kuch japt hoga Uskey bad buldjor action

  • @user-xy1ib8qr1g
    @user-xy1ib8qr1g Місяць тому

    ସରକାର ଙ୍କୁ ଅନୁରୋଦ ତହସିଲ୍ ,ସପ୍ଲାଏ, ଅବକାରୀ, ପୋଲିସ୍ ଏ ସବୁ ଅଫିସର୍ ମାନଙ୍କୁ ନଜର କରି ସଙ୍ଗେ ସଙ୍ଗେ ଚାକିରୀ ରୁ ବହିଷ୍କାର କରନ୍ତୁ।

  • @KalaKhan-ch2xl
    @KalaKhan-ch2xl 14 днів тому

    ବ୍ଲକ ରେ 23% ପିସି ନେଉଛନ୍ତି ସେ ବିଷୟରେ ଟିକେ ଆକ୍ସନ ନିଅନ୍ତୁ 😢

  • @legendchannal3179
    @legendchannal3179 29 днів тому

    Right

  • @dillipkumarnaik7631
    @dillipkumarnaik7631 Місяць тому +1

    ଏ ବାବୁ ମାନକୁ ସିଧା ପାଣ୍ଟ ଖୋଲି ପେଲୋ ।

  • @user-xy1ib8qr1g
    @user-xy1ib8qr1g Місяць тому

    ଏନ୍ତା ଅଫିସର୍ କେ ଜଲଦି ଡିସମିସ୍ କରନ୍ତୁ ସରକାର,

  • @user-lt8ni6kr7u
    @user-lt8ni6kr7u Місяць тому

    Very good 👍👍 news odisa

  • @kirtansahu8840
    @kirtansahu8840 Місяць тому

    Nice

  • @udaymurmu7390
    @udaymurmu7390 Місяць тому +1

    ଏ ସବୁ ବିଜେଡିର କୁକୁର ଥିଲେ ଏସବୁ ନିତିଦିନର କାମ ଥିଲା

  • @KarunakarDhani-eo2sl
    @KarunakarDhani-eo2sl Місяць тому

    ସସପେଣ୍ଢ ନୁହେଁ ବହିଷ୍କାର କରାଯିବା ଆବଶ୍ୟକ।

  • @manasdalai4028
    @manasdalai4028 Місяць тому

    ମଉନ ମୋହନ ମାଝି ୫ଟି ତାମିଲ ବିରୋଧରେ CBI enquiry

  • @debadattadash580
    @debadattadash580 Місяць тому

    ଠିକ୍ ହୋଇଛି।

  • @suvendukumardash1976
    @suvendukumardash1976 Місяць тому

    Thanks Vigilance

  • @KarunakarDhani-eo2sl
    @KarunakarDhani-eo2sl Місяць тому

    ସିଧା ଝାରପଡା ଜେଲକୁ ପଠାଇ ଦିଆଯାଉ।

  • @kanjiaranjitkumar3824
    @kanjiaranjitkumar3824 Місяць тому

    Thanks 🙏🙏👍. Bhai

  • @pratapkumarkhelsing8154
    @pratapkumarkhelsing8154 Місяць тому

    Very good

  • @TigerDon420
    @TigerDon420 Місяць тому

    BJP jindabad Modijee Jindabad Mohan Babu Jindabad....Sabu choranku age dhariki jail re pura

  • @shyama4185
    @shyama4185 Місяць тому

    ଲାଞ୍ଚୁଆ ଅଫିସର ତୁରନ୍ତ ଚାରିରୀ ରୁ ବାହାର କରାଯାଉ

  • @satyapriyaswain8110
    @satyapriyaswain8110 Місяць тому

    Very good dission

  • @bapunbababairisal8149
    @bapunbababairisal8149 Місяць тому

    ଏହିପରି ସବୁ ଲାଞ୍ଚୁଆ ଅଫିସର ଙ୍କୁ BJD ର ହତବରିସ ସାଜିଥିଲେ।