ପଇସା ପାଇଁ ଡହଳବିକଳ ଲାଞ୍ଚୁଆ ପୁଲିସ | Vigilance Nabs Two Police Officers In Balsore | Odisha Reporter

Поділитися
Вставка
  • Опубліковано 24 вер 2024
  • ବାଲେଶ୍ବର ପୁଲିସ ବିରୋଧରେ ମାଳ ମାଳ ଅଭିଯୋଗ। ଭିଜିଲାନ୍ସ ପଞ୍ଝାରେ ଦୁଇଜଣ ପୁଲିସ ବାବୁ ପଡ଼ିବା ପରେ ବି ରହିଛି ଆଉ କିଛି ଲାଞ୍ଚୁଆ ଅଧିକାରୀ। କେଉଁ ଥାନା ଅଧିକାରୀଙ୍କଠୁ ଆରମ୍ଭ କରିବେ ଆଉ କେତେ ଥାନା ଅଧିକାରୀଙ୍କ ନିକଟରେ ଶେଷ କରିବେ, ତାହା କେବଳ ମଦ ବ୍ୟବସାୟୀ ଜଣଙ୍କ କହିପାରିବେ। ମାସିକ ବଟି ପାଇଁ ଝୁଣି ପକାଇଲେ ପୁଲିସ ବାବୁମାନେ। ଡ୍ରାଇଭରଙ୍କଠାରୁ ଆରମ୍ଭ କରି ଥାନା ଅଧିକାରୀ, ସମସ୍ତଙ୍କୁ ଦରକାର ମାସିକିଆ ବଟି। ପରିସ୍ଥିତି ଏମିତି ହେଲା ଯେ,ଶେଷରେ ସାମ୍ବାଦିକ ସମ୍ମିଳନୀ କରି ଲାଞ୍ଚୁଆ ପୁଲିସଙ୍କ କଳା ଚିଠା ଖୋଲିଦେଲେ ମଦ ବ୍ୟବସାୟୀ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #odisha #OdishaReporter #balasore #police

КОМЕНТАРІ • 791

  • @Jagannath542
    @Jagannath542 Рік тому +118

    ସବୁ ପୋଲିସ ଲାଞ୍ଜୁଆ ଆଉ ନେତା ମନ୍ତ୍ରୀ ଙ୍କ ଚାମଚ

  • @gyanendrajena7315
    @gyanendrajena7315 Рік тому +55

    ସମୟ ଏମିତି ଆସିବ ସାଧାରଣ ଜନତା ଏ ପୋଲିସ ଗୁଡାଙ୍କୁ ରାସ୍ତା ଘାଟ ରେ ଗୋଡେଇ ଗୋଡେଇ ବଡେଇବେ।

    • @GOD_995
      @GOD_995 Рік тому +2

      Tuma Katha sata heu

  • @pratapdas3193
    @pratapdas3193 Рік тому +28

    ଏଭଳି ପୁଲିସ ଙ୍କ ଊପରେ ଆନ୍ଧ୍ର ଟ୍ରକ ଚଢିଯାଏ ଜଦି ଭଲ ହୁଅନ୍ତା

  • @suvamdas1722
    @suvamdas1722 Рік тому +67

    90% Police ଲାଞ୍ଚ ନେଉଛନ୍ତି.... ତାଙ୍କ ପରିବାର କୁ ଭଗବାନ ସାହା ହେବେ..... ସେମିତି ରୋଗବ୍ୟାଧି ରେ ପଇସା ଯିବ 🙏

  • @alokpalai3577
    @alokpalai3577 Рік тому +87

    ଏମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଏବଂ ଆଜୀବନ ହେବା ଦରକାର 😊😊😊😊😊😊😊😊😊😊

  • @prabhakardas4898
    @prabhakardas4898 Рік тому +25

    ଶେ ମଦ ଦୁକାନି ଭାଇକୁ ଧନ୍ୟବାଦ

  • @Xuy788
    @Xuy788 Рік тому +35

    ସେଥିପାଇଁ 18 ଲକ୍ଷ ଦେଇ ଚାକିରୀ କଲେ ବି କିଛି ଅସୁବିଧା ନାହିଁ... ସବୁ ଟଙ୍କା 2 ବର୍ଷ ଭିତରେ ବାହାରି ପଡିବ

  • @girishchandrapradhan1983
    @girishchandrapradhan1983 Рік тому +183

    All odisha ରେ 100% ପୁଲିସ୍ ବାବୁ ମାନେ ଲାଞ୍ଚ ନେଉ ଛନ୍ତି।

    • @F2P_player0_0
      @F2P_player0_0 Рік тому +3

      Government jebe corrupt police asibe koutu

    • @nilakanthgouda
      @nilakanthgouda Рік тому

      ଓଡ଼ିଶା ରେ ଯେତିକି ବେକାର ପିଲା ଆତଙ୍କବାଦୀ ହୋଇ ଏ ମାନଙ୍କ ପେଟ ରେ ବନ୍ଧୁକ ପୁରେଇ ଫୁଟାଇବା କଥା

    • @ashokkumardash9308
      @ashokkumardash9308 Рік тому

      Sabu police wala nkara proporty check krajau

    • @styxgming.......7020
      @styxgming.......7020 Рік тому +2

      Sabu paisa khia chor jaka

    • @pradeepnayakpradeepnayak604
      @pradeepnayakpradeepnayak604 Рік тому

      Right

  • @dasknowledgecenter8261
    @dasknowledgecenter8261 Рік тому +18

    ଯେତେ ପ୍ରମାଣ ଦେଲେ ଏଠି କଣ ହେବ ସରକାର କଣ ଜାଣିନାହାଁନ୍ତି ନେତା କଣ ଅଫିସର କଣ ସବୁ ତ ଏଠି ଲାଞ୍ଚୁଆ.

  • @jbjmotivetion123
    @jbjmotivetion123 Рік тому +173

    ଦୁନିଆରେ ଯଦି କେହି ଚୋର ଥାନ୍ତି, ପ୍ରଥମ ଚୋର ହେଉଛନ୍ତି ପୋଲିସ🥱🥱

  • @3pradhan237
    @3pradhan237 Рік тому +7

    ଆମ ଓଡ଼ିଶାରେ ସବୁ ପୋଲିସ ଲଞ୍ଚୁଆ। ଆମ ଓଡ଼ିଶାକୁ ଭଗବାନ ସାହା।

  • @debasishbiswal8840
    @debasishbiswal8840 Рік тому +30

    ମଦୁଆ ମୁଖ୍ୟମନ୍ତ୍ରୀ, ଲୁଟେରା ସଚିବ, ଦୁର୍ନୀତି ଖୋର୍ ନେତା, ଲାଞ୍ଚୁଆ ଅଫିସର, ମଦୁଆ ପୋଲିସ ବାଲା, ଭ୍ରଷ୍ଟ ପ୍ରଶାସନ, ଭକୁଆ ଜନତା, ଦିଗହରା ଶିକ୍ଷା, ଦାଦନ ଯୁବକ, ଇତ୍ୟାଦି ଇତ୍ୟାଦି ରେ ଚାଲିଛି ଆମ ସମୃଦ୍ଧ, ସୁଦୃଢ, ସକ୍ଷମ ରାଜ୍ୟ ସୁନାର ଓଡ଼ିଶା। କେବଳ ଜଗନ୍ନାଥ ଭରସା ଯେ କିନ୍ତୁ ସେ ନିଜେ ବି ଭୟଭୀତ ବ୍ରହ୍ମ ବିଭ୍ରାଟ ଦିନ ଠୁ।

    • @thirdeye9492
      @thirdeye9492 Рік тому +2

      କାହାକୁ ରଖିବେ କଳା ଗୋସାଇଁ
      ତା ରତ୍ନ ଭଣ୍ଡାରକୁ ନେଲେ ବୁହାଇ
      ଧନ୍ୟ ନମ୍ବର ୱାନ ତୁମ ବିଚାର 🤪
      ଖଟ ପରେ ଦିଅଁ ହେବେ ଆହାର😭
      😭😭😂😄

  • @kalicharanmahapatra885
    @kalicharanmahapatra885 Рік тому +35

    ଏ ମାନଙ୍କ ସବୁ ସମ୍ପତି ଲାଞ୍ଚ ଖାଇଥିବା ଟଙ୍କା ସିଜ୍ କରି ଚାକିରି ରୁ ବାହାର କରାଯାଉ ,ମଦ ପିଇ ଲୋକଙ୍କର ସଂସାର ଉଜୁଡ଼ିଯୌଚି ହେଲେ,,c m ,କହିଛନ୍ତି ମଦ ବିକି ଓ ପିଇ ରେକଡ଼ର୍ କର ମୁ ପ୍ରାଇଁଜ ଦେବୀ,ଧନ୍ୟ ରେ ତି ବିଧିକୁ

  • @ramachandra5075
    @ramachandra5075 Рік тому +17

    ମୁଁ ବେଳେବେଳେ ଭାବୁଛି ୪୦/୫୦ ହଜାର ଟଙ୍କା ଦରମା ପୋଲିସ ମାନଙ୍କର ୨୦୦/୩୦୦ କୋଟି ସମ୍ପତ୍ତି ଆସୁଛି କେଉଁଠୁ ପୋଲିସ ମାନଙ୍କର ବି audi _ Mercedes ଅଛି ।

  • @rabindrarath9474
    @rabindrarath9474 Рік тому +3

    ଧନ୍ୟ ଏ ପୋଲିସ ଧନ୍ୟ ଦୁର୍ନୀତି ମୁକ୍ତ ଶାସନ 23ବର୍ଷର ନିର୍ମଳ ଶାସନ 1ନମ୍ବର ମୁଖ୍ୟମନ୍ତ୍ରୀଙ୍କର ଦୁର୍ନୀତି ମୁକ୍ତ ଶାସନ

  • @girishchandrapradhan1983
    @girishchandrapradhan1983 Рік тому +24

    କିଛି ନୁହଁ ପୁରା ଓଡ଼ିଶାରେ ଏପରି ଚାଲିଛି

  • @bibhucreation.6598
    @bibhucreation.6598 Рік тому +44

    ବାହା ବାହା ରେ ପୋଲିସ.. ଶାଗୁଣା ବିଲୁଆ ଚିକିତ୍ସକ ହେଲେ ରୋଗିକି ପାଇବ ପ୍ରାଣ..

  • @sanjaypradhan2978
    @sanjaypradhan2978 Рік тому +28

    30 ଜିଲ୍ଲାର ପୋଲିସ ଲାଞ୍ଚ ନେଉଛନ୍ତି , ତାଙ୍କ ଡ୍ରାଇଭର କହୁଛନ୍ତି ସେ ଜଣେ ଜଣେ ଆଇଆଇସି

  • @bijayamahanty8927
    @bijayamahanty8927 Рік тому +27

    Total Balasore distric କୁ ଜାଲରେ ଟାଣିଲେ ବଡ଼ ବଡ଼ ମାଛ (ପୋଲିସ ବାବୁ) ଜାଲ ରେ ପଡ଼ିବେ(ଜାଲ ଟା ମଶାରୀ ଜାଲ , ବଡ଼ ଫାସିଆ ଜାଲ ହେଲେ ମାଛ ଗଲିଜିବେ)

  • @sri1047
    @sri1047 Рік тому +26

    କେ ଭାଇ ଲାଞ୍ଚ ଦେଇ ପୋଲିସ୍ ହୋଇଛନ୍ତି ଏବେ ଲାଞ୍ଚ ସେଥିପାଇଁ ନେଉଛନ୍ତି କଣ କରିବେ ଲାଞ୍ଚ ଦେଇଥିବା ଟଙ୍କା ଟା କେମିତି ପାଇବେ 😂😂 ୟେ 5T ନିୟମ 😂😂 ଲଜ୍ୟା ହେଲେ ବି କିଛି ଅଲାଜୁକ support କରି ଜୟ ଜୟ କରୁଛନ୍ତି।

    • @F2P_player0_0
      @F2P_player0_0 Рік тому +1

      😂😂 bahara desare ta reputation kharap India police ra Abe Jana paduchi semane thik kahuchanti 😂

    • @sri1047
      @sri1047 Рік тому

      @@F2P_player0_0 dekhiba agaku kn heuchhi

  • @sisirbhuyan9278
    @sisirbhuyan9278 Рік тому +6

    ଡ୍ରାଇବର ମଧ୍ୟ ଏଥିରେ ବହୁତ ଲାଞ୍ଚୁଆ ପୋଲିସ ଗାଡ଼ିରେ ବୁଲି ନିଜକୁ ମଧ୍ୟ ପୋଲିସ ଭାବି ଦେଉଛନ୍ତି l plz ନବୀନ ସାର ଏମାନଙ୍କ ଉପରେ କାରବାହି କରାନ୍ତୁ l

  • @bhaiteravlogbala
    @bhaiteravlogbala Рік тому +2

    Police station ଉଠେଇ ଦେବା ଦରକାର ଏବେ ଆଉ ଇଂରେଜ ନାହାଁନ୍ତି ସିଧା ସଳଖ ସେନା ଶାସନ ଆସୁ ସବୁ ସାବାଡ ହେଇ ଜିବେ।

  • @sanam151
    @sanam151 Рік тому +106

    ମୁଁ ଦୟା କରି ଓଡିଶା ପ୍ରଶାସନ କୁ ଏତିକି ପ୍ରାର୍ଥନା କରିବି ଯଉ ପୋଲିସ ଏମିତି କାମ କରୁଛନ୍ତି ଦୟାକରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଜୟ ଜଗନ୍ନାଥ 🙏🙏

    • @rameshchandrasahoo8872
      @rameshchandrasahoo8872 Рік тому +2

      Kambal Sara to Bala ! Nua nuhe , aagru thila yebe bi achhi, vabishya te rahithiba, joy jagannath

    • @santoshnayak6459
      @santoshnayak6459 Рік тому +2

      ଖାସ କରି ରାଜନୀତି ରେ ଲଗେଇବା ପାଇଁ 30 ଜିଲ୍ଲାରl ରାଜ୍ୟ ସରକାର ଏହିପରି ପ୍ରୟାସ

    • @gyanendrajena7315
      @gyanendrajena7315 Рік тому +1

      ହଁ ପା ଏ ନବୀନ ପ୍ରଶାସନ ଅନେଇଛି , ଆପଣ ଅନୁରୋଧ କଲେ ସେ ସଙ୍ଗେ ସଙ୍ଗେ action ନେଇଯିବେ ।।

    • @sanam151
      @sanam151 Рік тому

      @@gyanendrajena7315 ଠିକ କଥା 🙏🙏

    • @UMESHKUMARRAY-n3h
      @UMESHKUMARRAY-n3h Рік тому

      chii odisha sarkar kan kariba

  • @tsallmix
    @tsallmix Рік тому +3

    କଳାହାଣ୍ଡି ଜିଲ୍ଲା ,ଥାନା ମ.ରାମପୁର ପୋଲିସ ସେକେଣ୍ଡ ବାବୁ ବହୁତ୍ ଳାଞ୍ଚୁଆ ଅଛନ୍ତି।

  • @sriramprasad4240
    @sriramprasad4240 Рік тому +9

    Good awareness for public..

  • @thirdeye9492
    @thirdeye9492 Рік тому +4

    ପୁଲିସ ମନ୍ତ୍ରୀ ହେ ଦିଅ ନଜର
    ପ୍ରମୋସନ କର ଏମାନଙ୍କର
    5T ଆଦର୍ଶେ ଗଢ଼ା ଏମାନେ
    ପାର୍ଟି ରେ ମିଶାଅ ଯଥା ସମ୍ମାନେ
    😭😂🤪

  • @chinmaysamal2384
    @chinmaysamal2384 Рік тому +3

    ଏମିତି କିଛି ପୋଲିସ ପାଇଁ ଆଜି ପୁରା dept ବଦଲାମ 😳😞... ଏମାନଙ୍କୁ ବଦଳାଇବା ପାଇଁ ହେଲେ ପ୍ରଥମେ ଜନତା ବଦଳିବା ଦରକାର, ଜୟ ଜଗନ୍ନାଥ 🙏

  • @stuluachary
    @stuluachary Рік тому +9

    ଲାଞ୍ଚୁଆ ପୋଲିସ ମଲେ 10 ଟଙ୍କିଆ କ‌ଏନ୍ ରେ ପୋଡ଼ା ହବ । ଏତେ ଟଙ୍କା ଦରମା ମିଳିଲା ପରେ ମଧ୍ୟ ଲାଞ୍ଚ । ଏ ମାନଙ୍କ ଗୁରୁ ନେତା ମନ୍ତ୍ରୀ ମାନେ ସବୁ ଚୋର ଚଣ୍ଡାଳ ହାରାମି ବେଇମାନ ଚୁତିଆ 🤣🤣🤣

  • @purnapradhan9553
    @purnapradhan9553 2 місяці тому +1

    ❤ ଦୁର୍ନୀତି ଗ୍ରସ୍ତ ଙ୍କୁ ଚକି ପେଷିବାର ବ୍ୟବସ୍ଥା ହେଉ❤

  • @dasfilms6
    @dasfilms6 Рік тому +2

    Odisha reporter very good job

  • @bhubanmohanty3853
    @bhubanmohanty3853 Рік тому +4

    5 T ଶାସନର ନମୂନା

  • @gurucharanaroutray5955
    @gurucharanaroutray5955 Рік тому +2

    Jay jaganntha 🙏🙏🙏

  • @bijankumarnayak1080
    @bijankumarnayak1080 Рік тому +2

    100 ରୁ 80 ପୋଲିସ ଲାଞ୍ଚୁଆ ଭଂଡୁଆ

  • @samarendraghosh1847
    @samarendraghosh1847 Рік тому +1

    Jay Jagannath

  • @debendranathpanda3064
    @debendranathpanda3064 Рік тому +6

    What a good report !

  • @babulapatiarbabulapatiar8338
    @babulapatiarbabulapatiar8338 Рік тому +1

    ପାଠୁଆ ପୁଲିସ୍ ଦରକାର ନାହିଁ କେବଳ ଧର୍ମ ର ଚାଠୁଆ ପୁଲିସ୍ ଦରକାର ସ୍ବାଧୀନତା ର ପୁଲିସ୍

  • @chandrabhanubehera4150
    @chandrabhanubehera4150 Рік тому +1

    Very good sir

  • @sunilnaik2633
    @sunilnaik2633 Рік тому +2

    ସାବାସ ମଦ ବେପାରି ଛାଡନାହିଁ ଏମାନଙ୍କୁ

  • @gobindachandrasoren9957
    @gobindachandrasoren9957 Рік тому +12

    If they are not satisfied with their SALARY then Dismiss them from Government Services.Many aspirants are awaiting for Honesty Service.

    • @tin2ffshorts525
      @tin2ffshorts525 Рік тому

      Yes me too

    • @sridharapradhan2758
      @sridharapradhan2758 Рік тому

      Ohh ki vadea mukhaa.police tote gandi ki Maruni.bhikari Salle.ana tu Pura satia kichhi Janine abe jailre tora rate Kattibu

  • @kunaldancefitness01
    @kunaldancefitness01 2 дні тому

    100% ରୁ 5% ଥିବେ Honest ପୋଲିସ ଅଫିସର

  • @sudamcharanprusty
    @sudamcharanprusty Рік тому +1

    ଲାଞ୍ଚ ଖାଉଛ ବିଷ ଖାଇ ମରୁ ନା ଶଳେ।
    ବିଷ୍ଟା ଖାଉନ ଶଳେ।ତୁମ ବାପା ମାଆ
    ଏ ଇ ଶିକ୍ଷ। ଦେଇ ଚାକିରୀ କରାଇଛନ୍ତି

  • @rabindrasahoo1394
    @rabindrasahoo1394 Рік тому +13

    Khaki badri ra apaman.......shame odhissa police 🚓🚨..........

  • @rkentertainment3226
    @rkentertainment3226 Рік тому

    ଖାଲି ପୋଲିସ ବାବୁ ଏକା ନୁହଁ ଅନେକ ସରକାରୀ କର୍ମଚାରୀ ଏ ରୋଗରେ ଆକ୍ରାନ୍ତ।

  • @harekrushnabehera3138
    @harekrushnabehera3138 Рік тому

    Odisha No_1

  • @bishnuprusty9608
    @bishnuprusty9608 Рік тому +1

    ଓଡିଶାରେ କେବେ ବନ୍ଦ ହେବ ଏମାନଙ୍କ ଲଞ୍ଚ କଠରରୁକଠର ଦଣ୍ଡଦିଆଯାଉ

  • @bahamali126
    @bahamali126 Рік тому +2

    Thank you

  • @Pintu_Ghana
    @Pintu_Ghana Рік тому +4

    ଭଲ ହେଇଛି l ଏବେ ନାମ ନିଅ

  • @sop828
    @sop828 Рік тому +5

    Min Qualification for Police Job. " CLEAN GOVERNANCE "

  • @deepakrupali6383
    @deepakrupali6383 Рік тому +1

    ମାଗିହା ପୋଲିସ କୁ ଧର ନହେଲେ ଏନକାଉଣ୍ଟର କରିବୁ

  • @kuninath9253
    @kuninath9253 Рік тому +11

    Bhai khali police nuhen samasta govt department ra sabu talu upara service karuthiba loka nka ei hal no1 govt aamara😀😀😀😁😁😁😡😡😡😡😡

  • @ODISHABHAI-eq8jq
    @ODISHABHAI-eq8jq Рік тому +1

    ଟଙ୍କା ପ୍ରତି ଏତେ ଲୋଭ ଯେ , ଦରକାର ପଡିଲେ ସେମାନେ ଘର ଲୋକ ଙ୍କୁ ଭଡ଼ା ଲଗାଇ ଦେବେ

  • @udaynarayandas9058
    @udaynarayandas9058 7 місяців тому

    He ପ୍ରଭୁ ! ପୃଥିବୀକୁ ଶୀଘ୍ର ଧ୍ଵଂସ କରିଦିଅ ।

  • @subashchandrapanda4933
    @subashchandrapanda4933 Рік тому +20

    Will 5T secretary visit Balasore and take action immediately ? If not he should disclose his percentage. We are proud of our 5T secretary.

  • @devil_princess_jyotsna123
    @devil_princess_jyotsna123 Рік тому +1

    ଦୁର୍ନୀତି କରୁ ଛନ୍ତି ଏହି ପୋଲିସ ମନେ ମାନେ ଏ ମାନଙ୍କୁ ବିରୁଦ୍ଧ ରେ କଢ଼ା ଅନୁଷ୍ଠାନ ନିଆ ଯାଉ

  • @gangarajgochhayat8899
    @gangarajgochhayat8899 Рік тому

    ସାବାସ୍

  • @rabindadas4358
    @rabindadas4358 Рік тому +2

    Super

  • @arunbehera1948
    @arunbehera1948 Рік тому +3

    Verry Good

  • @santoshsamal8059
    @santoshsamal8059 Рік тому +1

    Police very nice. Office car. Personal use. Government dhamaka. Super fast. Super school. Super House. Jai Jagannath 👍

  • @minasahoo9290
    @minasahoo9290 3 місяці тому

    Super 👍 , thunki dea Jail vitare sabu police nku ,5,to10years tahele jai odisha police badalibe ,

  • @subashchandrapanda4933
    @subashchandrapanda4933 Рік тому +3

    They should be dismissed from service immediately and arrested.

  • @nareshpattnaik2454
    @nareshpattnaik2454 3 місяці тому

    ପ୍ରତିପୋଲିସ ଷ୍ଟେସନରେ ଥିବପୋଲିସ ବାବୁଙ୍କୁ ପୁରା ବିଦକର୍ ପୁର ଘାରକୁ

  • @jbjohnstradinglab2483
    @jbjohnstradinglab2483 Рік тому +15

    Very good reporting
    Govt Please arrest the rubbish & third-rate police men & send them behind the bars .

  • @prasantakumarkhanda826
    @prasantakumarkhanda826 Рік тому +1

    Sate sister thank Sat

  • @RajaBabu-ce1xm
    @RajaBabu-ce1xm 3 місяці тому

    ଜୟ ଜଗନ୍ନାଥ

  • @santoshsamal8059
    @santoshsamal8059 Рік тому +1

    Very nice Bro.god bless you. Jay Jagannath 😄🥃🍗

  • @liveforever6998
    @liveforever6998 Рік тому

    ରାଜ୍ୟ ର ସବୁ ମଦ ଗଂଜେଇ ବ୍ୟବ୍ୟସାୟୀ ଙ୍କୁ ଯାଇ ପଚାରୁ media ରିପୋର୍ଟର ମାନେ

  • @bikramkhatoi3849
    @bikramkhatoi3849 Рік тому

    ଏମାନଙ୍କୁ ବହିସ୍କାର କରାଯାଉ

  • @prasantakhuntia9083
    @prasantakhuntia9083 Рік тому +2

    Badhia police officer 🙏🙏Sabu khaijibe

  • @biswanathlohar2598
    @biswanathlohar2598 Рік тому +1

    ଏହାକୁ ଅତି ସିଘ୍ର job ରୁ ବହିସ୍କାର କରାଯାଉ

  • @sankarhembram6150
    @sankarhembram6150 Рік тому +1

    ଏଇଟା ହିଁ କୁହାଯାଏ ଓଡ଼ିଶା ର ବିକାଶ ,,,

  • @dilipharichandan4042
    @dilipharichandan4042 3 місяці тому

    ଏମାନଙ୍କୁ ଅରେଷ୍ଟ କରାଯାଉ ଏମାନେ ଓଡିଶା ର କଳଙ୍କ

  • @bharatmohapatra8932
    @bharatmohapatra8932 Рік тому +1

    Good 👍

  • @sisirbhuyan9278
    @sisirbhuyan9278 Рік тому

    Thanks Naba Babu

  • @madhabanandaswain4695
    @madhabanandaswain4695 2 місяці тому

    ଏମାନଙ୍କୁ ଚାକିରି ରୁ ବିଦକରଜାଉ ଏବଂ emanka sampati jabatta karajau

  • @dudulmamaknowledgetv2502
    @dudulmamaknowledgetv2502 Рік тому

    ଏତେ ଏତେ ଦରମା ପାଉଛ. ତଥାପି ସଳେ ଲୋଭି.ଏ ଶଳା ଙ୍କ ପାଇଁ ଭଲ ପୋଲିସ ବଦନାମ ହୋଉଛନ୍ତି.

  • @Skgbul470
    @Skgbul470 Рік тому

    ମୋ ପୋଲିସ, ମାନେ ମୁଖ୍ୟ ମନ୍ତ୍ରୀ ଙ୍କ ଖାସ୍ ଲୋକ ମୁଖ୍ୟ ମନ୍ତ୍ରୀ ଙ୍କୁ ଖାତିର କରୁ ନାହାନ୍ତି,
    ଯେଉଁ ଦିନରୁ 5T କରାଗଲା ସେହି ଦିନ ଠାରୁ ସରକାରଙ୍କୁ ଚେଲେଞ୍ଜ କରି ବେଶୀ ଦୁର୍ନୀତି
    ଭ୍ରାଷ୍ଟା ଚାର ବଢ଼ି ଚାଲିଛି, ମୋ ସରକାର୍, ଜିନ୍ଦାବାଦ ,

  • @RMalik110
    @RMalik110 Рік тому

    ଚୁରି ଧନ ବେଶୀଦିନ ନୁହେଁରେ ବାବୁମାନେ

  • @rkmohanty4891
    @rkmohanty4891 Рік тому +5

    All Police Station of Odisha taking bribe in different cases. Who can stop it. If government will change some body can control. Thanks to vigilance department. Such police should be dismissed from their services.

  • @laxmidharsenapati3313
    @laxmidharsenapati3313 Рік тому +1

    ସରକାର ଙ୍କ ଠାରୁ ଆଉ ଦରମା କାହିଁକି ନ ଉଛ। ଏମିତିଆ ଭଲ ବେପାର ଆଉ ମିଳିବ କି? ଗୋଟିଏ ମାସର ଦରମା ବି ବାକି ରହିବ ନାହିଁ। ସବୁ ଟଙ୍କା ପୋଲିସ ସାର୍ ଙ୍କୁ ଦେଇଦବା କଥା ନା!ଏ ଛତର ଖିଆ ପୋଲିସ କୁ ଆଗ ଜେଲ୍ ପଠାନ୍ତୁ ମାନ୍ୟବର ହାଇକୋର୍ଟ। ନଚେତ୍ ରାଜ୍ୟ ଟାକୁ ଖାଇଯିବେ। ଭିଜିଲାନ୍ସ ଅଫିସର ଙ୍କୁ ଅନୁରୋଧ ଏମିତି ସାରା ଓଡ଼ିଶା ରେ ବହୁତ ଥାନା ରେ ଏମିତି ଚାଲିଛି ସମସ୍ତଙ୍କୁ ଗୋଡେଇ ଗୋଡେଇ ଧରନ୍ତୁ ।ଏ ମଦମାଫିଆ ଚୋର କ୍ରିମିନାଲ ଗୁଣ୍ଡା ଦଲାଲ୍ ମାନଙ୍କ ସାଙ୍ଗରେ କିଛି ପୋଲିସ ମିଶି ଆମ ସମାଜକୁ ନଷ୍ଟ ଭ୍ରଷ୍ଟ କରିଦେଲେ।ଓ ଏମାନଙ୍କ ସାଙ୍ଗରେ କିଛି ନେତା ଓ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଅଛନ୍ତି। ସମସ୍ତଙ୍କୁ ଭିଜିଲାନ୍ସ ଚଢ଼ାଉ କରି ଧରିଲେ ଓଡ଼ିଶା ବାସୀ ଖୁସିହେବେ ।ଥାନା ଆଉ ଥାନା ହେଇ ନାହିଁ।ଆଉ ଗରିବ ଲୋକ ନିଦୋଶ ଲୋକ ମାନଙ୍କୁ ନ୍ୟାୟ ମିଳୁନାହିଁ।ଗୁଣ୍ଡା ଚୋର କ୍ରିମିନାଲ ମାନଙ୍କୁ ପୋଲିସ ରାଜନୀତି ରେ ପଡ଼ି ଟଙ୍କା ନେଇ ଛାଡ଼ିଦେଉଚି ।ଓ ନିଦୋଶି ନିରୀହ ଲୋକଙ୍କୁ ଜେଲ୍ ପଠାଇ ଦେଉଛି। ନ୍ୟାୟ ପାଇବା ପାଈଁ ଗରିବ ନିରୀହ ଲୋକମାନେ ଥାନାକୁ ଡରି ଆଉ ଯାଉନାହାନ୍ତି। ପୋଲିସ ର କାର୍ଯ୍ୟକଳାପ ସମସ୍ତେ ଜାଣିସାରିଲେଣି । ଅନେକ ଥାନାରେ ଖାଲି ବେପାର ଚାଲିଛି। ପୋଲିସ ସବୁ ଜାଣି ଏହି କାମ କରୁଛି ।ଏଠି ମାନ୍ୟବର କୋର୍ଟ ଙ୍କୁ ଅନୁରୋଧ ପ୍ରତେକ ଥାନା ଓ ପୋଲିସ ଉପରେ କିଛି ବ୍ୟବସ୍ଥା କରନ୍ତୁ।ଆମ ଆଇନ ପ୍ରଣୟନ କୁ ଏମାନେ ଖେଳ ଘର ବୋଲି ଭାବୁଛନ୍ତି।ଯଦି ମାନୁ ଥାନ୍ତେ ତାହାଲେ ଚୋର ଟାଉଟର କ୍ରିମିନାଲ ମାନଙ୍କୁ ଠିକ୍ ଦଣ୍ଡ ମିଳୁ ଥାନ୍ତା ।ଗରିବ ନିରୀହ ନିର୍ଦ୍ଧୋଷୀ ମାନଙ୍କୁ ନ୍ୟାୟ ମିଳନ୍ତା ।ଜୟ ଜଗନ୍ନାଥ।

  • @ramasika970
    @ramasika970 Рік тому +1

    Truth of our country... it's shameful

  • @santoshmahapatra4721
    @santoshmahapatra4721 Рік тому

    This is the best police of our Best Odisha govt. This is 5T.

  • @pradeepmajhi8058
    @pradeepmajhi8058 Рік тому +1

    Very nice

  • @supriyapradhan3037
    @supriyapradhan3037 Рік тому

    Bhala hoechhi

  • @AnandaMallick-to2mi
    @AnandaMallick-to2mi 3 місяці тому

    Sir ଏଇ ଅଧିକରୁ ଅଧିକ ହେବା କଥା ଏମିତି ମନ୍ତ୍ରୀ ମଣ୍ଡଳ ପ୍ରଶାସନ ଥିଲେ ରାଜ୍ୟ କାଙ୍ଗା ଳ

  • @parthasarathimishra5052
    @parthasarathimishra5052 Рік тому +3

    The concerned police officers should be punished strongly with N. Exemplary. Punishment.

  • @santoshkumarsahu9103
    @santoshkumarsahu9103 Рік тому +1

    There should be a grivence forum in internet for complaint against any police staff

  • @arundehury4906
    @arundehury4906 7 місяців тому

    ଆମ ଓଡ଼ିଶାରେ ନେତା ମନ୍ତ୍ରୀ ପୋଲିସ ସବୁ ଚୋର।ସରକାରଧନକୁ ପୁରୀ ପ୍ରକଳ୍ପନାଆଁରେ ଅନେକ ଟଙ୍କା ମନ୍ତ୍ରୀ ନେଇଗଲେ । ପୋଲିସ ରକ୍ଷକ ହୋଇ ଭକ୍ଷକ ହେଲେ । ନ୍ୟାୟ, ଦେବା ପରିବର୍ତ୍ତେ ଦଣ୍ଡ ଦେଲେ । ହେ ମୋର ଭାଇ ଭଉଣୀ ସଜାଗ ହୁଅ ବିଜେଡି ହଟାଅ।ଶ୍ରୀରାମ

  • @mirrorofyourlife2605
    @mirrorofyourlife2605 Рік тому

    Super man salute

  • @devil_princess_jyotsna123
    @devil_princess_jyotsna123 Рік тому

    ମୋ ସ୍ଵପ୍ନ ପୋଲିସ୍ ହେବା ପାଇଁ but ଏହି ପଇସା ଖିଆ ପୋଲିସ ମାନଙ୍କୁ ଦେଖି ଲେ ରାଗ ଲଗେ ମତେ ଯଦି ପୋଲିସ ପୋଷ୍ଟ ରେ ଥାଆନ୍ତା ହେଲେ ଦେଶ ର ସବୁ ପଇସା ଖିଆ କର୍ମଚାରୀ ମାନଙ୍କୁ ଘୋଷାଡି ଦେଇ ଥାନ୍ତି ,,, ମୁଁ ଏହି ପଇସା ଖିଆ ପୋଲିସ କୁ ଛି କହେ 😠 ,,ଛି ଆମ ଦେଶର ଏ ମନେ କଳଙ୍କ 😠

  • @mraja3119
    @mraja3119 Рік тому

    କିଛି ଛୋଡ଼ି ହବନି ତାର , ଟା ଉପରେ ବଡ ଅଫିସର ଓ ନେତା ମନ୍ତ୍ରୀ ଅଛନ୍ତି , ସବୁ ଅପରାଧ ପଛରେ ନେତା ମନ୍ତ୍ରୀ ପୋଲିସ ସମ୍ପୃକ୍ତ ଅଛନ୍ତି, , ଆଗରୁ ପୋଲିସ ଉପରେ 1000/1000 କେଶ ଅଛି, ଆମ system ସେଇୟା , system ବଦଳିଲେ ସବୁ ବଦଳିବ, ଗୋଟେ ଛୋଟ ପିଲା ଜାଣିଛି ପୋଲିସ ଲାଞ୍ଚ ଖାଏ , ଏଥିରେ ଅନ୍ଧ ପ୍ରଶାସନ କିଛି ଜାଣିନି, ସବୁ 2 ନମ୍ବର ବେପାର ରେ ପୋଲିସ ଚାନ୍ଦା ରହେ ,

  • @leisureb9740
    @leisureb9740 Рік тому +3

    Ye system all odisha re chaaluchi but ye gote jaga re only dhara heichi ...

  • @pramodjhankar9720
    @pramodjhankar9720 Рік тому +1

    ପୋଲିସ ବାଲାକୁ ଆଉ ଲାଜ ଲାଗୁନାହିଁ

  • @swaruphony2161
    @swaruphony2161 Рік тому +1

    Direct remove from service to avoid corruption

  • @kailashojha1565
    @kailashojha1565 Рік тому

    ପୋଲିସ ବାଵୁ କଣ ଦରମାରେ ଘରଚଳୁନାହି ଲାଞ୍ଚନୋଉଚ ଲାଜ ଲାଗୁନାଇ କାଇକିଏମିତି କରୁଛ
    ତମଘରେ କିଛିକୋଉନାହାନ୍ତି🤠🤠

  • @prafullapanda977
    @prafullapanda977 Рік тому +1

    ଲାଁଚ ନ ଖାଇଲେ ମାଇକିନା ଛାଡିକି ପଳେଇବ

  • @sudhirkumar-zr8cl
    @sudhirkumar-zr8cl Рік тому

    ଆରେ କେବଳ ବାଲେଶ୍ଵର ନୁହେଁ ଜଣେ ବି ପୋଲିସ ସଚ୍ଚୋଟ ନୁହେଁ ଯଦି କିଏ ଜଣେ ବି ଅଛି କୁହ , କିଏ ଲାଞ୍ଚୁଆ ସେଇଟା ଗଣନୀ କିଏ ସଚ୍ଚୋଟ ଜଣେ ଅଛି ଯଦି କୁହ ,

  • @bikasvyas3754
    @bikasvyas3754 Рік тому

    Naveen Babu jindabad

  • @satyapriyaswain8110
    @satyapriyaswain8110 Рік тому +1

    Bhai thanks

  • @susantadaschunu7154
    @susantadaschunu7154 Рік тому +1

    👍👍👍👍

  • @purnendusarangi3816
    @purnendusarangi3816 Рік тому

    ଅର୍ଥାତ୍ ଈଲିଶି ମାଛ ଯେମିତି କଣ୍ଟାପୂର୍ଣ୍ଣ, ସେମିତି ପୁଲିସ୍ ଚାକିରୀ ବି କଣ୍ଟାଭର୍ତି।