Additional Chief Engineer in OBCC held for 45 plots, disproportionate assets || Kalinga TV

Поділитися
Вставка
  • Опубліковано 26 жов 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 157

  • @jiturockez8572
    @jiturockez8572 2 місяці тому +66

    ଅତି ଲୋଭରୁ.. ଯାହା ହେଲା ଆଉ.... ଆଜୀବନ ଜେଲ ଦରକାର... ଠକ ନମ୍ବର 1

    • @RinkBox
      @RinkBox 2 місяці тому +3

      Jail gale kana haba, family ta male maal, sabu sampati khaibe, pila bhala school college re padhithibe, bhala gadi chadhhuthibe, bhala khaiba khauthibe

  • @amareshamohanty69
    @amareshamohanty69 2 місяці тому +28

    ଏ ଦେଶର ଆଉ ଜନସାଧାରଣଙ୍କର କଣ ଉନ୍ନତି ହେବ ଯଦି ଏଭଳି ଅଫିସର ରହିବେ । ଏମିତିଆ ଆଉ ବହୁତ ଅଛନ୍ତି । ତାଙ୍କୁ କଣ ଭିଜିଲାନ୍ସ ଧରି ପାରିବ ? କେବେ ନୁହେଁ । ତେଣୁ ସବୁ ପ୍ରଭୁଙ୍କ ଭରସାରେ ଛାଡି ଦିଅ ।

  • @prasantkudas3438
    @prasantkudas3438 2 місяці тому +35

    ଏମାନଙ୍କ ଯୋଗୁଁ ଓଡ଼ିଶା ରେ ଗରିବଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଶିଳାକୁ ଫାଶୀ ଦିଆଯାଉ,

    • @NilamaniAyurveda
      @NilamaniAyurveda 2 місяці тому +1

      ସତ ଓ ଅତି ଠିକକ ଥା

  • @satyabratasethi444
    @satyabratasethi444 2 місяці тому +15

    ଓଡ଼ିଶାରେ ଯେତିକି JE ଅଛନ୍ତି ସଵୁ ଏମିତିକା 99% ପାଖରେ କଳା ଧନ ଏମିତି ଅଛି

    • @SR01995
      @SR01995 2 місяці тому +1

      Sabu mla mp nka pakhaku jiba paisa...

  • @nikhileshdas4929
    @nikhileshdas4929 2 місяці тому +14

    ବାଃ ବାଃ ରେ 5T, ଏଇ ଥିଲା ତମର zero tolerance

  • @jyotiranjan6269
    @jyotiranjan6269 2 місяці тому +16

    ପୂରୀ ପ୍ରକଳ୍ପ ର ମୁଖ୍ୟ ଯନ୍ତ୍ରୀ ଥିଲେ,4200 କୋଟି ର କାର୍ଯ୍ୟ ମାତ୍ର 200କୋଟି ର କାର୍ଯ୍ୟ ହୋଇ ପାଂଡିଆନ ପାଖକୁ 4000 କୋଟି ତାମିଲ ତେଲଗୁ ଠିକାଦାର ଙ୍କ ମାଧ୍ୟମ ରେ ଯାଇଛି ସେଥିରୁ ଏହି jee ବାବୁ ଙ୍କ ସିଂହ ଭାଗ ଅର୍ଥ ମିଳିଛି

  • @basantakumardash5717
    @basantakumardash5717 2 місяці тому +37

    1999ରୁ ବି ଜେ ଡି ଆରମ୍ଭ 2024 ଡକାୟତ ଯନ୍ତ୍ରୀଙ୍କର 1999ରୁ ଖାଇଲେ 2024ରେଶେଷ

    • @bapisadangi3373
      @bapisadangi3373 2 місяці тому +1

      ହାରାମି ଅଳିଆଗଦା ନବୀନ ପଟ୍ଟନାୟକ ଧୁଆଁ ଯୋଜନା ମାଳମାଳ ଓଡ଼ିଶାରେ ଅତି ଫାଲତୁ ଦଳ ବିଜେଡି ଟାଉଟର ଚୁର

    • @F56980
      @F56980 2 місяці тому +1

      ବିଜେଡି ଗୋଟିଏ ଜନବିରୋଧୀ ଦଳ

  • @francissahu7647
    @francissahu7647 2 місяці тому +26

    ସରକାର୍ ଆଉ ସରକାର୍ କର୍ମଚାରୀ ଦେଶକୁ ଲୁଟି ଚାଲିଛନ୍ତି

  • @somethinginside7423
    @somethinginside7423 2 місяці тому +5

    ଆମେ ଟିକସ ଦେଇ ଦେଇ ମରିଲୁଣି ଏମାନେ ପଇସା ଖାଇ ଖାଇ ବାନ୍ତି କଲେଣି । ଭାରତରେ କିଛି ହେବନି ଏମାନଙ୍କୁ ଦେଖି ବିରକ୍ତିକର ଲାଗୁଛି ।

  • @laxmidhardas6096
    @laxmidhardas6096 2 місяці тому +13

    ସଳା ଟଙ୍କା ର ପାହାଡ଼ କରିଛି ସଳା କୁ ଆଜିବନ ଜୋଲ ଦଣ୍ଡ ଦରକାର

  • @Rashmiranjanswain1
    @Rashmiranjanswain1 2 місяці тому +10

    ଚିନ୍ତା କରନି 5 ବର୍ଷ ପରେ ବିଜେଡି ଫିରିଲେ ତୁମେ ମଧ୍ୟ ସବୁ ଦୋଷ ରୁ ମୁକୁଳି ଯିବ😂😂😂😂

  • @ramaojha1074
    @ramaojha1074 2 місяці тому +8

    ଏଭଳି କେତେ ବଡ଼ ବାବୁ ଅନେକ ଚାନ୍ଦା ଦେଇ ପୂର୍ବ ସରକାର ଙ୍କ ଦ୍ଵାରା ଓଡ଼ିଶା ର ସାଧାରଣ ଲୋକଙ୍କୁ ଲୁଟି ଛନ୍ତି

  • @prananathpati9976
    @prananathpati9976 2 місяці тому +1

    ଶଳା ଧରା ପଡ଼ିଛି। ଭଲ ହୋଇଛି।

  • @Pravat299
    @Pravat299 2 місяці тому +5

    ଏଇ vigilance babu ଆଗରୁ କୁଆଡେ ଶୋଇଥିଲେ କି।।bjd ସରକାର ଥିଲା ବେଳେ ଧରି ପାରୁ ନଥିଲେ କି।।ଏବେ ତ ଆପଣ ମାନେ ଭଲ ଧରୁଛନ୍ତି।।।କାହିଁକି ସରକାର change ହେଇ ଗଲା ବୋଲି କି ।।।ଏଇ କାମ ଆଗରୁ ବି ହେଇ ପାରିଥାନ୍ତା।।

    • @subhamsethy2611
      @subhamsethy2611 2 місяці тому +1

      କରିବାକୁ ଦେଉନଥିଲେ ଆଜ୍ଞା

  • @WellnessWisdom987
    @WellnessWisdom987 2 місяці тому +4

    5T ସମୟର ସବୁ କଲେକ୍ଟର,ସବୁ sub କଲେକ୍ଟର ସବୁ RNB and ସବୁ irrigation department କୁ ଧର

  • @sarojrout9173
    @sarojrout9173 2 місяці тому +4

    ତଦନ୍ତ କଲେ ଆହୁରି ବାହାରେ ବ ଏମାନଙ୍କୁ ଗୁଳି କରାଯାଉ ବଂଚି କି ରହିଲେ ଆଗକୁ ଆହୁରି ଲୁଟି ବେ

  • @prakashrao3341
    @prakashrao3341 2 місяці тому +5

    Credit goes to Naveen CM.

  • @suvamdas1722
    @suvamdas1722 2 місяці тому +1

    ମାଗିହା କୁ ଦେଶଦ୍ରୋହୀ... ଭାବିକି... ଏନକାଉଣ୍ଟର କରିଦିଅ... ବେଧ ଛୁଆ.... ଯୋଗୁଁ ଆଜି ଦେଶରେ ବେକାରୀ ସମସ୍ୟା ଦେଖା ଦେଇଛି... ମାଗିହା ମାଗିହା ମାଗିହା.... ହାବୁଡ଼ରେ ପଡିଲେ ମାଗିହା କୁ ହାଣିଦେଵି.... ଶଳା ବେଧଛୁଆ 😡😡😡😡😡

  • @prananathpati9976
    @prananathpati9976 2 місяці тому +1

    ଖାଇ ଖାଇ ପେଟ ବାହାର କରିଛି।

  • @Paidfun_lmaoPrivate_show-wp1tv
    @Paidfun_lmaoPrivate_show-wp1tv 2 місяці тому +2

    Who says Odisha is Poor State 😅😂
    We love government job 😆😝
    One kg gold only 😐🙄
    Gold standard service man for sure 😄😁
    May God bless Odisha 🙏🏻

  • @quoteoftheday2357
    @quoteoftheday2357 2 місяці тому +7

    Bjd re chakiri arambha 2024 Bjd re sesa chakiri😂Drunit officerku Nabin ka Dana 🎉

    • @biologylover1565
      @biologylover1565 2 місяці тому

      Regular job BJD start but first appointment Congress time rue.

  • @Reenabehera0
    @Reenabehera0 2 місяці тому +1

    Jane loka ta guru ku kahile guruji mu bada loka hebi guruji kahile tu sara dunia ku daudi daudi ki sara dunia neija sara dunia tora loka ti daudi daudi pahada uparaku gala kahila sara dunia mora khusire kahu kahu tale padi jibana gala guruji kahile ati lobha kale ehipari hoithae Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @prananathpati9976
    @prananathpati9976 2 місяці тому +1

    ଖୋର୍ଦ୍ଧାରେ ଗୋଟାଏ ଦୁର୍ନୀତି ଖୋର୍ ଜନ୍ତୁ ଅଛି। ଦେବଦତ୍ତ ମହାନ୍ତି ସହକାରୀ ଯନ୍ତ୍ରୀ। ପ୍ରବଳ ଖାଇଛି। ତାକୁ ବାନ୍ଧି ଜେଲରେ ପୁରାଅ। ସେଇଟା ଏବେ ସର୍ବଶିକ୍ଷା ଅଭିଯାନରେ ଅଛି। ସର୍ବଗିଳା ଲୋକଟା। ୨୦ ବର୍ଷ ହେଲାଣି ଗୋଟାଏ ଜାଗାରେ ଅଛି। ବିଜେଡି ଶାସନରେ କୁଆଡେ଼ ମନ୍ତ୍ରୀ ନେତା ତା ପକେଟରେ ଥିଲେ। ଧର ସେ ଶଳା କୁ।

  • @NilamaniAyurveda
    @NilamaniAyurveda 2 місяці тому

    ଅଧିକ ସମ୍ପତି ସରକାର ନେଉ ଏବଂ ଆଜୀବନ ଜିଲା ହେଉ ଜେଲ ଦିଅ ଦେଶଦ୍ରୋହୀ

  • @SanjayJena-pu4fl
    @SanjayJena-pu4fl 2 місяці тому +3

    Previous govt. was safe heaven of Criminals.

  • @ranjitsatapathy5951
    @ranjitsatapathy5951 2 місяці тому +1

    Chapter closed at the end of the service, jail, dismiss, no pensions, only to depend on relatives for food

  • @sasankasekharsatpathy2241
    @sasankasekharsatpathy2241 2 місяці тому

    Aji total news ku 3 minute re dekheela, thank.

  • @sickbye996
    @sickbye996 2 місяці тому +3

    Sir pura gentleman. Se janichhanti Ratha title achhi. Judge bhi sahajya karibe khaseiba pain.

  • @BiswajitPradhan-qx1vk
    @BiswajitPradhan-qx1vk 2 місяці тому

    ମାଗିଆ ପେଲେଇ ପୁଅ ର ସବୁ ସମ୍ପ୍ପତ୍ତି ବ୍ୟାଜପ୍ତ କରାଯାଉ। 😡😡😡😡😡😡😡😡

  • @subratmallick6614
    @subratmallick6614 2 місяці тому

    Good

  • @Iamtina-3
    @Iamtina-3 2 місяці тому

    I have seen in orissa even a normal compounder have a 3 storied building ,PEO ,anganbadi employees specially teachers ..

  • @gajendramajhi3718
    @gajendramajhi3718 Місяць тому

    ଏହିଭଳି ରାଜ୍ୟର ବହୁତ ଅଛନ୍ତି ଲାଞ୍ଚୁଆ ଅଫିସର ଅଛନ୍ତି ସାଧାରଣ ଗରିବ ଲୋକ ମରୁଛନ୍ତି ତେଣୁ ବର୍ତ୍ତମାନ ଦଶ ଅସୁରକ୍ଷିତ

  • @coffeeaffairs5643
    @coffeeaffairs5643 2 місяці тому

    very good

  • @rajendrabiswal5300
    @rajendrabiswal5300 Місяць тому

    😊😊😊😊 good 👌

  • @mitalinayak779
    @mitalinayak779 2 місяці тому +3

    Arrest kara

  • @gourisankarpadhi5
    @gourisankarpadhi5 2 місяці тому +1

    ମାଇଁଗିଆ..କୁ.. ଜୀବନରେ ମାରିଦେବା କଥା..

  • @malayaranjanpati94
    @malayaranjanpati94 2 місяці тому

    ଧନ୍ୟ ରେ ମଣିଷ, 😯🥺😯🥺ପାଇଲ ଏଇଠୁ ଦେଲ ବି ଏଇଠି 😅😂😅😂 ଇଜ୍ଜତ ଟି ଗଲା ଖାଲି କି ଦୁନିଆ କିରେ!!!🙏🏻🙏🏻🙏🏻🙏🏻

  • @SushilKumarJ
    @SushilKumarJ 2 місяці тому

    There are many more like him. Samastanku dhara au seize kari sampatti gariba lokanku dana kari dia.

  • @jagannathpradhan91
    @jagannathpradhan91 2 місяці тому +2

    Aama dhana

  • @shinquanone8714
    @shinquanone8714 2 місяці тому +1

    ଏବେ ବୁଝା ପଡ଼ିଲା ଯେ ବ୍ରିଜ୍ ଭୁଷୁଡି ଯାଏଁ କେମିତି। ଏଇ ଭଳିଆ ଇଞ୍ଜିନିୟର ଥିଲେ ଆଉ କଣ୍ ହବ।😅😅😅😅😅😅

  • @maushumisoy904
    @maushumisoy904 2 місяці тому

    ଚାକିରି ଜୀବନ ସାରା ଚୋରି କରିବାରେ ବ୍ୟସ୍ତ ଥିଲେ,

  • @anonymousan5063
    @anonymousan5063 2 місяці тому

    Really govt jobs are best to enjoy life like king without any hard labour and with easy money . Thatswhy people are running after govt jobs to enjoy life with power, prestige, social respect, supremacy, and easy money .

  • @kendriyavidyalayans
    @kendriyavidyalayans 2 місяці тому

    Readyy auu

  • @suvendumohapatra7869
    @suvendumohapatra7869 2 місяці тому

    What vigilance was doing till now ?

  • @shinquanone8714
    @shinquanone8714 2 місяці тому +1

    ଏଇମିତି ଖାଲି ସରକାରୀ ଚାକିରୀ କିମ୍ବା ରାଜନୀତି ରେ ହେଇ ପାରିବ😅😅😅😅😅😅😅।

  • @CivilFacts
    @CivilFacts 2 місяці тому +1

    Kichi lqva habani
    Punishment kana hela follow up kehi karibeni
    Bbsr division re raid hele ahuri bahariba

  • @rakesh79570
    @rakesh79570 2 місяці тому +2

    ଶଳା ବେଙ୍ଗଟା ଭଳି ଦେଖା ଯାଉଛି 😂😂

    • @prateek3068
      @prateek3068 2 місяці тому

      ବେଙ୍ଗଟା Add. Chief Engineer.... ତୋ ଭଳି Hrithik roshan ଭଳିଆ ହୋଇ ବେରୋଜଗାର ନୁହେଁ at least 🤣🤣🤣

    • @prateek3068
      @prateek3068 2 місяці тому

      ତମ ମଫ ଗାଉଁଲି କୁ କଣ କହିବ...

    • @prateek3068
      @prateek3068 2 місяці тому

      JE ରୁ ଆରମ୍ଭ କରି MP... ସବୁ ତମକୁ dash ମାରନ୍ତି 🤣🤣

    • @prateek3068
      @prateek3068 2 місяці тому

      ମଫସଲିଆ ମୂର୍ଖ... ଖାଲି ମା ଭଉଣୀ ଗେଇଶୁଅନ୍ତି 🤣🤣

    • @rakesh79570
      @rakesh79570 2 місяці тому

      @@prateek3068 Taa maaku marithile JE, MP sethipaain bhuliparunu bodhe ghoda giha

  • @MRTechnicalGyanmantra
    @MRTechnicalGyanmantra 2 місяці тому

    ଓଡିଶା ର ଯୁବକ ବେକାରୀ.. ସୁରଟ ରେ.. ଏଠି ଉପରସ୍ଥ ଅଫିସର ମାନେ ଉଇ ଭଲି ରାଜ୍ୟ କୁ ଖାଇଗଲେ... ଏମାନଙ୍କୁ ଦେଶ ଦ୍ରୋହି ହିସାବରେ ନେବା କଥା।

  • @kapilasmahakur8371
    @kapilasmahakur8371 2 місяці тому

    45t plot mane kette koti? Thhik se kuha

  • @mr.sanjayinformationdiscov3282
    @mr.sanjayinformationdiscov3282 2 місяці тому +1

    କେତେ କାହାକୁ ଗାଣ୍ଡି ମାରିଥିଲା, କେତେ ସରକାରୀ ଟଙ୍କା ଖାଇଛି ସବୁ ଆଦାୟ କରି ଶଳା କୁ ଆଜୀବନ ଜେଲ ହେଉ😅😅😂😂😂😂😂

  • @myvillageverybeautiful1270
    @myvillageverybeautiful1270 2 місяці тому

    ବଡ଼ ମାଛ ଙ୍କୁ ଧର

  • @santhasekharbal1606
    @santhasekharbal1606 2 місяці тому

    Oo my god..a salaku fasi dia..

  • @jasu1104
    @jasu1104 2 місяці тому

    If inspection will be done 80 % of Govt employees in RD , Construction, Agriculture, Water Dept will be found corrupted. After dismissal they give some money and reposted. Corrupt system must change with severe punishment then only everything will change.

  • @patitapaban34
    @patitapaban34 2 місяці тому

    Secretary to Govt, Political Boss?

  • @Golden.Chords
    @Golden.Chords 2 місяці тому

    ଲୋକେ କୁହନ୍ତି ମୋ ଓଡ଼ିଶା ଏକ ଗରିବ ରାଜ୍ୟ 😢

  • @piruhansda4185
    @piruhansda4185 2 місяці тому

    ଗରିବ ମନୋକୁ ରକ୍ତ ପି ବଡୋ ଘର କରିଛନ୍ତି ସରକାରରି ବାବୁ

  • @sasanksekharaswain9208
    @sasanksekharaswain9208 2 місяці тому

    ସବୁ ନେଇଗଲେ , ସାର୍ ଙ୍କ ମନ ଖରାପ ଅଛି ,

  • @bibekanandarout2875
    @bibekanandarout2875 2 місяці тому

    Govt development pai Money plan karuchii but amane nija pocket garam

  • @sameerpatnaik007
    @sameerpatnaik007 2 місяці тому

    Vigilance, income tax dept. also involved. Now forgot to send bribe, so caught.

  • @PrithviRaj12306
    @PrithviRaj12306 2 місяці тому

    eta hi bahut aspirent mnka pai motivation Gov. job pai

  • @mrutyunjayarout1107
    @mrutyunjayarout1107 2 місяці тому

    Bala Laga 😮

  • @puspanjalipradhan3336
    @puspanjalipradhan3336 Місяць тому

    PC ବନ୍ଦ କରନ୍ତୁ

  • @Kisha-d4m
    @Kisha-d4m 2 місяці тому +1

    Jadi sadharana karmachari aate lootuchanti tahele officer o sasanare thiba mantri. Mla. Mp kete lutuchanti taha bhabiba janta paine kathina.

  • @binayjena7783
    @binayjena7783 2 місяці тому

    Cuttack jaica match box drain kamare ghor durniti. Sethkara engineer kan upare vigilance red karu.

  • @harshitasworld8764
    @harshitasworld8764 2 місяці тому

    That’s why everyone need govt job

  • @chinmaya_.pradhan
    @chinmaya_.pradhan 2 місяці тому

    Ae pain ta loka sarkaei chakri pain pagala hau chanti. Sarkari chakiri re kotipati bani heba.

  • @biologylover1565
    @biologylover1565 2 місяці тому

    Means earings through construction & transportation buisness, medicine business, Govt job , Flat ranting.
    Wife and son income.
    Khali 1 core something job earning kohlilay cholibao naa. 😅

  • @F56980
    @F56980 2 місяці тому

    ଶଳା ଚୋରକୁ ହ୍ୟାଣ୍ଡକପ ପକାଇ ନେବା କଥା

  • @sureshdash8597
    @sureshdash8597 2 місяці тому

    Obcc ra chief engineer ku langala kari pita share this video to mohan cm

  • @ASNityanarayan
    @ASNityanarayan 2 місяці тому

    Aur do CASTE RESERVATION

  • @DilluDilli-g4v
    @DilluDilli-g4v 2 місяці тому

    ତ ମାଆ ବିଆ ମାଘିଆ ଇଞ୍ଜିନିଅର୍ ସବୁ ଲୋକ ଙ୍କ ଟଙ୍କା ଖାଉଛ

  • @SmilingDesk-ty6zk
    @SmilingDesk-ty6zk 2 місяці тому

    Ye General Category Candidate na .... Seithi pain

    • @adityadwivedi7672
      @adityadwivedi7672 2 місяці тому

      SC ST candidates nkara aahuri adhika achi. 😂😂

  • @jagabandhujena7288
    @jagabandhujena7288 2 місяці тому

    Tame ki chakiri karuthila amaku kahuna hai tike . Ame bi ama pila mana nku sei chakiri karibaku kahibi😂

  • @bpatra7796
    @bpatra7796 2 місяці тому

    I HV never heard ed or cbi sieze MLA or MP property they have 1000 crore property kuber mantri....11 cr not a much amount middle class man in odisha......beggers ....😂😂😂😂

  • @luckycharm7644
    @luckycharm7644 2 місяці тому

    Jete sabu plot achhi se sabu bi cancel haba drkar tahale kichhi haba nahele kichhi lava nai... asabu arest hei pare relase heijauchanti...so kichho effect paduni coruption kaminare...public b vuli gba by the time

  • @bdharitridevi761
    @bdharitridevi761 2 місяці тому

    Kebe kou nete mantri nkara bhi bank balance amaku jana jau😂😂😂

  • @Flexify007
    @Flexify007 2 місяці тому

    PC PC PC ..... PC PC PC....sabu chora 24 barsa re sabu misiki lootu thile...

  • @sureshsahoo5862
    @sureshsahoo5862 2 місяці тому

    Samastanku raid karajau😅

  • @sawankumar-zu4qy
    @sawankumar-zu4qy 2 місяці тому

    Ei mala sabu seize heigala re😂😂😂😂😂😂😂😂😂

  • @alvinekka7975
    @alvinekka7975 2 місяці тому

    Aahuri achanti ,are samanya kiraani ,RI ,amin Talia stara re b baharibe.

  • @ashalatasahu4695
    @ashalatasahu4695 2 місяці тому

    Patha padhi chakri napai jivan sara sangharsa kari banchibaku paduchi kintu anypate alaga

  • @jagadakua5835
    @jagadakua5835 2 місяці тому +3

    Works department ରେ ପିଅନ ଠାରୁ ଆରମ୍ଭ କରି chief officer ପର୍ଯ୍ୟନ୍ତ ସବୁ ଲୁଟେରା bjd govt ରେ pc ଖାଈ ଖାଈ ଅମାପ ସମ୍ପତି ର ଅଧିକାରୀ ହୋଇଛନ୍ତି

  • @krantikumar8671
    @krantikumar8671 2 місяці тому

    ଏତେ ଧନ କରିବ କଣ ? 😂

  • @bijaybibhu
    @bijaybibhu 2 місяці тому

    BJD link achhi

  • @Bijaya-d8h
    @Bijaya-d8h 2 місяці тому

    ଏ ସଳା ଟଙ୍କା କଣ ଜନ୍ମ କରୁଥିଲା ଜଗନ୍ନାଥଙ୍କ ପାଣ୍ଠି ଠାରୁ ଏ ଦଲାଲ୍ ଟାଉଟର ର ପାଣ୍ଠି ବହୁତ ସଳା କୁକୁର ଜଗନ୍ନାଥଙ୍କ ପରିକ୍ରମା କାମ ଚାଲୁଥିଲା ବେଳକୁ ଏ କିଛି ଦାଇତ୍ୱ ରେ ଥିଲା ସେଥିରୁ ହାତବୁଲାଇଲା ଭାବିଥିଲୁ ଜଗନ୍ନାଥଙ୍କ ର ତ ସବୁ ଖଣ୍ଡିଆ ହାତ ନାହିଁ ଗୋଡ଼ ନାହିଁ ମନ୍ଦିର ଭିତରେ ବସିଛନ୍ତି ସେ କଣ କରିବେ ଏତିକିବେଳେ ମୌକା ମିଳିଛି ଭଲକରି ରାମ୍ପୁଡ଼ି ଦେବି ଏସଳା କିରାନି ଯେଦି ୧୧ କୋଟି ରୁ ଅଧିକ ଚଳୁ କରିଛି ତେବେ ପାଣ୍ତିୟାନ୍ ଏବଂ ଅନ୍ଯାନ୍ଯ ମାନେ କେତେ ନ ମାରିଥିବେ ସମସ୍ତ ଙ୍କୁ ଧର ଯେଉଁମାନେ ମନ୍ଦିର ପରିକ୍ରମା ଦାଇତ୍ୱ ରେ ଥିଲେ ସମସ୍ତ ଙ୍କୁ CBI ନଚେତ୍ ED କୁ ଧରା ନ୍ତୁ ସବୁ ସମ୍ପତ୍ତି କୁ ସିଲି୍ କରାଯାଉ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଣ୍ଠି ରେ ଜମା କରାଯାଉ ମହାପ୍ରଭୁ ଯାହା କରନ୍ତି ସମସ୍ତ କଂର ମଗଂଳ କରନ୍ତି ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏

  • @RITIKABS
    @RITIKABS 2 місяці тому

    Kan pain emiti karucha sabu Paisa govt nei gala amam manku dei Diya

  • @sanghamitramishra220
    @sanghamitramishra220 2 місяці тому

    Ebe Superintending Engineers, Chief engineers màne samaste 1991ru1999jàe monthly Rs.2000 stipendiary chàkiri karichanti

  • @maminasingh2299
    @maminasingh2299 2 місяці тому

    Jharapada jail

  • @sugyanjena2740
    @sugyanjena2740 2 місяці тому

    He bhagawan sabu tanka gari ba ku banta jau😂😂😂😂😂

  • @BAD_HERO14
    @BAD_HERO14 2 місяці тому

    Pradip RATH

  • @TheBB2409
    @TheBB2409 2 місяці тому

    Loka tk gift deithibe auu..

  • @satyabratapradhan7189
    @satyabratapradhan7189 2 місяці тому

    Size kau na ki

  • @shaswatimishra3310
    @shaswatimishra3310 2 місяці тому

    Se crusher aau medicine store ta ghara lokanka aau kana

  • @BAD_HERO14
    @BAD_HERO14 2 місяці тому

    Anaya bita badhe bahuta gala bele jae mula sahita

  • @mr.Lalitnarayan1989
    @mr.Lalitnarayan1989 2 місяці тому

    Eivali lokanka pai sabu rate baduch

  • @SumitKumar-jd8gv
    @SumitKumar-jd8gv 2 місяці тому

    Fasi dia jau .

  • @jagankumarmallik7700
    @jagankumarmallik7700 2 місяці тому

    Odisha re ebhalia tautar pakha pakhi 99% sarkari chakiria achhanti

  • @gabinnaik5985
    @gabinnaik5985 2 місяці тому

    Enemy of our country

  • @NaliniPrabhaMaharana
    @NaliniPrabhaMaharana 2 місяці тому

    Amiti 70% nka pakhe kala tanka achi.neta nka manaka kala tanka desa sara ra khola tada kara jau.

  • @bnclasses3606
    @bnclasses3606 2 місяці тому

    Aku hani dia