Це відео не доступне.
Перепрошуємо.

ଶେଷରେ ଗଡିଲା ପୋଲିସ୍ ର ମୁଣ୍ଡ

Поділитися
Вставка
  • Опубліковано 12 сер 2024
  • ତାରିଖ ୧୩/୭/୨୦୨୪ ସ୍ଥାନ - ପାରାଦୀପ, ଉଦ୍ଧତ ଆଇରନ ଟ୍ରକ୍ ଡ୍ରାଇଭର କରିଛି ପୋଲିସ୍ ର ହତ୍ୟା
    13-7-2024 Paradip iron truck accident with police
    #paradeepnews #accidentnews

КОМЕНТАРІ • 744

  • @SangramBeuria
    @SangramBeuria Місяць тому +248

    ପୋଲିସ୍ ବାଟି ନେଉଥିବା ରୁ ପୋଲିସ୍ ଉପରେ ଗାଡି ଚଢ଼େଇ ଦେଲେ ରାଗିକି

    • @prakashranjanpatra4806
      @prakashranjanpatra4806 29 днів тому

      Tor toh aukat nahi Govt/Police chakri karibar... Sachot loka nka e dunia re jaga nahi

    • @prakashranjanpatra4806
      @prakashranjanpatra4806 29 днів тому +12

      Jou 100 Jan Yaku Like karucha Tume mane bi Manisha nuhe... Ghor kalyug

    • @SangramBeuria
      @SangramBeuria 29 днів тому

      @@prakashranjanpatra4806 ଆପଣ ଯଦି ସଚ୍ଚୋଟ ଆପଣଙ୍କୁ କୋଟି ନମସ୍କାର ଯଦି ଆପଣ ଲାଞ୍ଚ ନେଉଛନ୍ତି ତାହା ହେଲେ ଠିକ୍

    • @SangramBeuria
      @SangramBeuria 29 днів тому

      @@prakashranjanpatra4806ଆପଣ ଦରମା ପାଉଛନ୍ତି ପବ୍ଲିକ ପଇସାରେ ଆପଣ କେତେ ଦୁର ପବ୍ଲିକ କୁ ସୂରକ୍ଷା ସମ୍ମାନ ମୋଉଛନ୍ତି ସାର୍ କହିବେ କି ଗଣତନ୍ତ୍ର ରେ ମତ ବା କମେଟ୍ ଦ୍ବାର ଅଧିକାର ଅଛି।

    • @SangramBeuria
      @SangramBeuria 29 днів тому

      @@prakashranjanpatra4806 ଦେଶରେ ପୋଲିସ୍ ସାମ୍ବାଦିକ୍, ଓକିଲ , ପ୍ରଶାସନିକ ଅଧିକାରୀ ସଚ୍ଚୋଟ ହେଲେ ଦେଶ ବା ରାଜ୍ୟରୁ ଗରିବୀ ହଟିଯିବ ଦେଶ ସୁଧୁରି ଯିବ।ଭାବିକି କୁହନ୍ତୁ ସାର୍ 🙏

  • @budhadev-hansdah
    @budhadev-hansdah 28 днів тому +42

    ଭଲ ହେଇଛି ଆଜି କାଲିର ପୋଲିସ୍ ଙ୍କୁ ଏମିତି କରିବା ଦରକାର, ଆଜି କାଲିର ସବୁ ମାଘିଆ ପୋଲିସ୍ ମାନେ ଲାଞ୍ଚ ଖିଆ ପୋଲିସ୍।

  • @pravkakarnayak9117
    @pravkakarnayak9117 Місяць тому +200

    ମାଗିଆ ମରିଛି ଭଲ ହେଇଛି, ମାଗିଆ ପୋଲିସ ଟଙ୍କା ନେଇ ଗାଡି ସବୁ ଛାଡୁଛି,

  • @user-io7ot9gl8p
    @user-io7ot9gl8p Місяць тому +107

    ପୋଲିସ ଵାଲା ମଲେ ଦୁଃଖ ନାହିଁ

    • @laxmanmeher484
      @laxmanmeher484 29 днів тому

      SAMASTE
      Kukur a marikhahs
      Nachagita
      're matijaa

    • @DLS-desilifestyle2.0
      @DLS-desilifestyle2.0 26 днів тому

      Tu sala ate medha dine ta upore bi chadhai be bujhilo

  • @Pradip2282
    @Pradip2282 Місяць тому +102

    ଏ ପୋଲିସ କୁ ଯିଏ ମାରିଚି ସେ ବହୁତ ଭଲ କାମ କରଚି

    • @saumyapradhan62
      @saumyapradhan62 28 днів тому +6

      Se ଜାଗାରେ ତୋ ଘରର କେହି ଯଦି haithante ତୁ ଏମିତି କୋହିଥାନ୍ତୁ କିରେ ମାଘିଅ

    • @indiaruralvillegeandtheirt6252
      @indiaruralvillegeandtheirt6252 28 днів тому +1

      @@saumyapradhan62 public ae thile mu b dukha KORITHANTE to police ku AMITI abar thila athire dukha kn PAI.

    • @indiaruralvillegeandtheirt6252
      @indiaruralvillegeandtheirt6252 28 днів тому

      @@saumyapradhan62 THANA RE POSIKI MARO ..

    • @indiaruralvillegeandtheirt6252
      @indiaruralvillegeandtheirt6252 28 днів тому +1

      @@saumyapradhan62 Athara police Bala sudhara no ale AMITI gadi chadai maribe

    • @sanjudreamfollower6748
      @sanjudreamfollower6748 27 днів тому +2

      To bopa marile bhala heba re mg

  • @mr.sanjayinformationdiscov3282
    @mr.sanjayinformationdiscov3282 Місяць тому +103

    ପୋଲିସ ସାଧାରଣ ଜନତା ଙ୍କୁ ଆଖିରେ ଦେଖନ୍ତିନି,,, ଟିକେ ଟିକେ କଥାରେ ମା-ଭଉଣୀ ସୋଧା ଆଉ ସଂଗେ ସଂଗେ ହାତ ଉଠେଇ ଦେବେ,,,, ସେଥିପାଇଁ ପୋଲିସ ମରିଲେ କେହି ଦୁଃଖ ପ୍ରକାଶ କରନ୍ତିନି!!!!!!!!!

    • @bishnujagat9155
      @bishnujagat9155 26 днів тому +3

      Correct

    • @olivegarden4551
      @olivegarden4551 26 днів тому +3

      Police bala nya koriba kotha

    • @olivegarden4551
      @olivegarden4551 26 днів тому +2

      Aji kali police Bhai mane bado Lokonka pakhoru poesha khaeki goribo lokoku hoeran karoni

    • @olivegarden4551
      @olivegarden4551 26 днів тому +2

      Jodi political pressure re Ashi goriboku ny dei paruna,,,,tahale police chakiri chadi,,,,,kichi any dhonda karo

    • @olivegarden4551
      @olivegarden4551 26 днів тому +2

      Hamara India ka Loko bolte jay hind

  • @DwitiyaLuha
    @DwitiyaLuha Місяць тому +125

    ପୋଲିସ ବଲା ଦରମା ପାଇନାହାନ୍ତି କି ଲଂଚ ମାଗୁଛନ୍ତି ସଲା କୁ ଟ୍ରକ ଚଦେଇଛି ଭାଲ ହେଇଛି❤

    • @prakashranjanpatra4806
      @prakashranjanpatra4806 29 днів тому +3

      ତୁ ମାଗିହା ମାଦରଚୋଦ୍, ମଣିଷ ମଲେ ବି ତତେ ଟଙ୍କା ଦିଶୁଛି। Checking ନ କଲେ ତୋରି ମା ଭଉଣି କୁ Human trafficking ରେ ନେଇକି ପାଲେଇବେ। ବୁଝିଲୁ ମୂର୍ଖ ଶଳା। ମାନବିକତା ତ ନାହିଁ ତୋଠିି।

    • @prakashranjanpatra4806
      @prakashranjanpatra4806 29 днів тому +1

      ତତେ ବି ଦିନେ ଚଢ଼େଇବ ସେଦିନ ନାମ ନେବୁ କୁକୁର ଶଳା। ଭଲ ହେଇଛି ଆଜି ତୁ କହୁଛୁ।
      କାଲି ତୁ ଟ୍ରକ୍ ଚଢ଼ାରେ ମଲେ ମୁଁ କହିବି ଭଲ ହେଇଛି।

    • @padmanavmohanta3899
      @padmanavmohanta3899 28 днів тому

      ​@@prakashranjanpatra4806tu maa giha lancha khauthiba gate kukura

    • @indiaruralvillegeandtheirt6252
      @indiaruralvillegeandtheirt6252 28 днів тому +1

      @@prakashranjanpatra4806 Sola police ku jouti dekhila SEITI gadi chadai Dio.

    • @indiaruralvillegeandtheirt6252
      @indiaruralvillegeandtheirt6252 28 днів тому

      @@prakashranjanpatra4806 sala police ku gadai GODAI MARIBA katha...AME police ku bharosa korunu sala LANCHUA...

  • @user-wx6xf5ge8p
    @user-wx6xf5ge8p Місяць тому +100

    ପୁଲିସ ବଟି ମାଗିବା ଅଧିକ ହେଇଗଲା ତ ସେଥି ପାଇଁ ପୁଲିସ ମାରିବା ଆରମ୍ଭ ହେଇଗଲା .
    ( ବଟି ମାଗିବା ପାଇଁ ଟ୍ରକ୍ ଆଗକୁ ଚାଲି ଯାଇଥିବ ସୁନିଶ୍ଚିତ ଡ୍ରାଇଭର ରାଗି ଚଡ଼େଇ ଦେଇଛି )

  • @sriram1094
    @sriram1094 28 днів тому +8

    ପୋଲିସ ମାନେ କେବେ ଭାବିଛନ୍ତି କି ସେମାନେ ଯଉ ନିରୀହ ଲୋକଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ଅନୀତି କରୁଛନ୍ତି ସେତେବେଳେ ସେମାନେ ଭାବୁଛନ୍ତି କି ସେମାନେ ବି କାହାର ପୁଅ, ବାପା, ଦାଦା, ଭାଇ ହେଇଥିବ
    ଯାହା ହେଇଚି ଠିକ ହେଇଚି

  • @chhotatrader7619
    @chhotatrader7619 Місяць тому +56

    ପୋଲିସ ଖରାପ ଭାଷା ଗାଲି କରେ,,,,ମିଛ ମିଛ ପ ଇସା ନିଅ

  • @user-bp3qj8sd6r
    @user-bp3qj8sd6r Місяць тому +55

    ସେ ଜାଗାରେ ପୋଲିସ୍ ବୋଟି ଆଦାୟ କରନ୍ତି

  • @chandrasekharmohanta6334
    @chandrasekharmohanta6334 Місяць тому +90

    ଭଲ ହେଇଛି ପୋଲିସ କୁ ବୋହୁତ ଭଲ ହେଇଛି।

  • @manasmohanta7355
    @manasmohanta7355 Місяць тому +23

    ବଢ଼ିଆ ରିପୋର୍ଟିଂ 👏👏

  • @manashnayak2794
    @manashnayak2794 Місяць тому +51

    ଭଲ ହେଇଚି ଓକେ 👍ବଟି ର କମାଲ

  • @BapujiMLT
    @BapujiMLT Місяць тому +43

    Police' department କୁ କେହି ଭଲ ପାଉ ନାହାଁନ୍ତି
    Comments ଟିକେ ପଢନ୍ତୁ

    • @tapasswain3231
      @tapasswain3231 29 днів тому +2

      Hmm bhai Sara Odisha re Police ku hate karuchanti bcoz police wala gunda banta hai har jagah.

    • @dinaraita5155
      @dinaraita5155 25 днів тому

      Taha helae police dipartmant chakiri band karajau .taha hele loka janibe je police no jagile kn hue.

  • @dronachandrasabar1825
    @dronachandrasabar1825 Місяць тому +44

    ଭଲ ହେଲା ଶଳା ପୋଲିସ ଚାଲି ଜାଣିନଥିବ, ନ ହେଲେ ବଟି ମାଗି ଥିବ

  • @indiaruralvillegeandtheirt6252
    @indiaruralvillegeandtheirt6252 Місяць тому +37

    ପୋଲିସ୍ କୁ ଗୋଡ଼ାଇ ଗୋଡ଼ାଇ ମାର ରେ

  • @JagannathSahoo-vb4rj
    @JagannathSahoo-vb4rj 29 днів тому +9

    ପୋଲିସ କୁ ବଟି ଦେଲେ , ପୋଲିସ ବାଲା ତା ମାଇପ କୁ ଦେଇଦବ ରେ ଭାଇ ମୁଁ ଜାଣିଛି

  • @manasranjanmohanty3270
    @manasranjanmohanty3270 Місяць тому +88

    ଆଉ ପୋଲିସ ମରନ୍ତୁ ଭଲ ହବ ମାଘ୍ୟା ମାଗିଖିଆ ପୋଲିସ ମର

    • @laxmipriya4396
      @laxmipriya4396 Місяць тому

      Emiti kahiba kn bhala se jadi magi khauchanti taku upra Bala dekhibe but tume emiti kahiba bhala nuha

    • @music-world7825
      @music-world7825 Місяць тому +2

      କି ତତେ କଣ ଗାଣ୍ଡିମାରିଲେ ପୋଲିସ ଆରେ ମାଗିହା ବେଧ ଛୁଆ

    • @Shubhamx5626
      @Shubhamx5626 Місяць тому

      Haire maghia , bedha chua to bou bhauni ku gehinle vada kete re maghia . Haire barabandia chua tu jadi gote bopa bandaru janama heichu tahele maghia to address kaha to ghare pasiki jadi to bou vauni ki nagehin ki asibu tahele kahibu.

    • @indiaruralvillegeandtheirt6252
      @indiaruralvillegeandtheirt6252 Місяць тому +13

      @@music-world7825 ଆରେ ଶଳା ପୋଲିସ ପାଖରେ power ଅଛି ବୋଲି ସାଧାଣର ଲୋକ ସୋଇତ ଯାହାନାଇ ତାହା କରିବ, କେତେ ଲୋକ କୁ ପୋଲିସ୍ ପଶାଇ ମାରିଚି ତୁ ଜାଣିଚୁ କି ମାଇଗିଁୟା, ପୋଲିସ୍ କୁ ରାସ୍ତା ରେ ଗୋଡାଇ ଗୋଡାଇ ମାରିବା କଥା,

    • @music-world7825
      @music-world7825 Місяць тому

      @@indiaruralvillegeandtheirt6252 ଆରେ ବେଧେଇ ପୁଅ ମାଗିହା ଶଳା ଅସୁବିଧା ରେ, ଘର ଚୋରି ହେଲେ, ଭଉଣୀ କୁ କିଏ ଗାଣ୍ଡି ମାରିଦେଲେ, ଗାଣ୍ଡି ଗଲ ଗଲ ହଉଚି ଥାନା କୁ ଯାଉଛୁ ଆରେ ମାଗିହା

  • @maheswarmunda8260
    @maheswarmunda8260 Місяць тому +72

    ପୋଲିସ ମାନେ ସବୁ ମରନ୍ତୁ

    • @deepakrout7048
      @deepakrout7048 Місяць тому

      sabu police kan kale...
      au sabu mari gale ...chora to maa vauni ki nebe kiye atakeiba...
      tu aga mari jaa sabu thik hoe jiba

    • @user-vj4pt9mq4c
      @user-vj4pt9mq4c Місяць тому +5

      Tu maaghia ta bapa ku truck chapiki Mari dau

    • @anantanahak2718
      @anantanahak2718 29 днів тому

      Jadi toh maa ku kie jabardasti gehiba tu kaha pakhaku jibu? Police Na track driver pakhaku, salla bedha pila,

    • @prakashranjanpatra4806
      @prakashranjanpatra4806 29 днів тому

      Tor Location de Police jibe mariba pain toh hataru... Gandi re Dum achi jadi de Location

    • @prakashranjanpatra4806
      @prakashranjanpatra4806 29 днів тому

      ମୁଣ୍ଡା ଶଳା ମୁଣ୍ଡା ବୋକା ଚୋଦା ହେଇକି ରହିଥା ଜୀବନ ସାରା 😂 ଗାଣ୍ଡୀ ରେ ତୋ ଦମ୍ ନାହିଁ ପୋଲିସ ଚାକିରି ପାଇବା ପାଇଁ।

  • @user-ny9gb7zi1r
    @user-ny9gb7zi1r Місяць тому +29

    driver bhai jindabada

  • @kanhayoutube8705
    @kanhayoutube8705 29 днів тому +4

    ମିଛ ପୋଲିସ୍ ବାବୁ ବଟି ମାଗୁ ଥିଲେ

  • @narendrapanda7045
    @narendrapanda7045 29 днів тому +7

    ଭଲ ଆଉ ଗୋଟେ ଦୁଇଟା ମଲେ ଠିକ ହବ

  • @rohitdash2913
    @rohitdash2913 Місяць тому +13

    ପୋଲିସ କେବେ ସୁଧୁରିବ

  • @Laxmipirya-fy3dz
    @Laxmipirya-fy3dz Місяць тому +8

    ବହୁତ ଭଲ ହୋଇଛି

  • @bijoyapriyadarsinidash922
    @bijoyapriyadarsinidash922 Місяць тому +24

    Police ଚାନ୍ଦା ନେଉଛି।

  • @deepakacharya3892
    @deepakacharya3892 Місяць тому +9

    ଭଲ ହେଇଛି, ରାଜ୍ୟର ସମସ୍ତ ଗରିବ ପରିବାର ଙ୍କୁ ବିନମ୍ର ଅନୁରୋଧ, ଆପଣ ମାନଙ୍କୁ ଅତ୍ୟାଚାର ହେଲେ କେଉଁ PARTY ବି ରାଜରାସ୍ତାକୁ ଆସିବେ ନାହିଁ। ତେଣୁ ଆଇନ କୁ ହାତକୁ ନିଅନ୍ତୁ, ସୁଯୋଗ ଦେଖି MC ପୋଲିସ ବାଲା ଙ୍କ ର ମୁଣ୍ଡ ଗଡ଼ାଇ ଦିଅନ୍ତୁ।COURT କଚେରି କୁ ଯାଆନ୍ତୁ ନାହିଁ।

  • @Ngodiavlogs
    @Ngodiavlogs 28 днів тому +5

    ସେ ଆଗରୁ କିଛି କରି ଥିବ ଟ୍ରକ ବାଲାର sethi ପାଇଁ ଏଇ ଥର chadei ଦେଲା 😢

  • @Supreme25288
    @Supreme25288 29 днів тому +7

    ଲାଞ୍ଚୁଆ ପୋଲିସ ସବୁ

  • @akshayapanigrahi8979
    @akshayapanigrahi8979 27 днів тому +2

    I love you indian army

  • @saradasahoo2409
    @saradasahoo2409 28 днів тому +6

    ପୋଲିସ ଯେତେବେଳେ ସ୍ବଚ୍ଛ ଆଉ ଦୁର୍ନୀତି ମୁକ୍ତ ହେବେ ସମସ୍ତେ ପୋଲିସ କୁ ଡରିବେ

  • @ranjankumardash5517
    @ranjankumardash5517 29 днів тому +8

    Bahut bhala heichhi
    Police power dekheithiba sethiapain nama nela

  • @indiaruralvillegeandtheirt6252
    @indiaruralvillegeandtheirt6252 Місяць тому +13

    ପୋଲିସ୍ କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାର,

  • @ODISHABHAI-eq8jq
    @ODISHABHAI-eq8jq 29 днів тому +6

    ଟ୍ରକ ମାଲିକ ସଂଘ, ଅମାନିଆ ଡ୍ରାଇଭର ଙ୍କୁ ଠିକ୍ ବୁଦ୍ଧି ଶିଖାଉ ଥିଲେ, 👍🏾ପୋଲିସ କାଇଁ ହାତ କୁ ନେଲେ

  • @amiya1v
    @amiya1v Місяць тому +9

    News reporter 100% salam

  • @tulsimeher6759
    @tulsimeher6759 28 днів тому +3

    ଭାଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ 🙏🙏

  • @trilochanparida6867
    @trilochanparida6867 Місяць тому +10

    I am proud for driver

  • @aaditisaofficial....3168
    @aaditisaofficial....3168 Місяць тому +15

    Thik heichi

  • @subratkumarmunda7154
    @subratkumarmunda7154 Місяць тому +14

    ଜଡ଼ିଲା ଭଲ ହେଲା

  • @sanjaybehera363
    @sanjaybehera363 Місяць тому +4

    ଭଲ ହେଲା

  • @user-wb9sm5yd9z
    @user-wb9sm5yd9z Місяць тому +16

    Bati adaya pain gadi agaku kn pain asithila .marila

  • @rohitcreativitykuna5672
    @rohitcreativitykuna5672 29 днів тому +6

    ଠିକ୍ ହେଇଚି ଚାନ୍ଦା ନେଲା ବେଳେ ଭାରି ଖୁସି

  • @brajamohanty326
    @brajamohanty326 29 днів тому +9

    ପରିବାର ଙ୍କୁ ଜଗନ୍ନାଥ ସାହା ହୁଅନ୍ତୁ
    କିନ୍ତୁ ପୋଲିସ ଯେତେବେଳେ ବଟି ନେଉଛି ସେତେବେଳେ କଣ କିଛି କହିବାକୁ ଆସୁଛନ୍ତି କି ? ଏବେ ଯୋର ସୋର ଭାଷଣ ଦେଉଛନ୍ତି

  • @user-fh1xn9bv6n
    @user-fh1xn9bv6n Місяць тому +9

    Driver nka ra kichi bhul nahi.

  • @mulyapatel..
    @mulyapatel.. Місяць тому +3

    Bahut sundar 💯👍 I'm very happy 😁😁😁

  • @indiaruralvillegeandtheirt6252
    @indiaruralvillegeandtheirt6252 Місяць тому +13

    ଶଳା ପୋଲିସ ଲୋକ କୁ ପସାଇ କେତେ ଲକକୁ ମାରୁଚି,,, ତ ଶଳା ପୋଲିସ କୁ ଗାଡ଼ି ଛଡାଇ ମାରିଲେ ତ କଣ OSUBIDHA ala,

  • @parameswarmardi4712
    @parameswarmardi4712 29 днів тому +4

    ବହୁତ୍ ଭଲ କାମ କରିଛି ପୋଲିସ୍ ନାମ ନେଉ

  • @manasranjanmohanty3270
    @manasranjanmohanty3270 Місяць тому +7

    ଆଳୁ ରେ ଲେମ୍ବୁ ରେ କଣ୍ଟା ପୁରେଇ ଥାନା ଆଗରେ ରାତିରେ ରଖି ଦିଅ ରାସ୍ତା ଯାମ ହେଲେ 😄

  • @BhabagrahiJena-sz5xx
    @BhabagrahiJena-sz5xx 28 днів тому +2

    ଦଲାଲ ହଉଚି ପୋଲିସ
    ପୋଲିସ ମାନେ ହେଉଛନ୍ତି ଚୋର
    ସବୁ ଭୁଲ ହେଉଚି ପୋଲିସ ର
    ପୋଲିସ ମାନଙ୍କ ପାଇଁ ସବୁ କିଛି ହେଉଚି

  • @manasbeher7264
    @manasbeher7264 26 днів тому +1

    ଏଇ କମେଟ ପଢିବା ପରେ ମତେ ଲାଗୁଚି ପୋଲିସି କୁ କେହି ଭଲ ପାଉ ନାହାନ୍ତି 🙏ଜୟ ଜଗନ୍ନାଥ

  • @saileshmishra75
    @saileshmishra75 29 днів тому +3

    ବହୁତ ବଢ଼ିଆ ଉପସ୍ଥାପନା ଭାଇନା😊👌👌 ଖୁବ ସୁନ୍ଦର👌👌 ଭାଇନା ଆମ ଘର Bhubaneswar ରେ ,ମୋ କାମ ରେ ମୁ Paradeep ଅନେକ ସମୟରେ ଯାଏ Bike ନେଇକି , କିନ୍ତୁ ସେଇଠି ଟ୍ରକ ମାନଙ୍କ ଗାଡ଼ି ଚଲା ଦେଖିକି ସବୁବେଳେ ମତେ ଲାଗେ ଯେ କୋଉ ଟ୍ରକ ମୋ ଉପରେ ଚଢ଼େଇଦେବ 😢😢ଏହାର ପ୍ରତିକାର ସତରେ କଣ କିଛି ନାହିଁ କି ??😢😢 ଆମ ନୂଆ ସରକାର କଣ୍ ସତରେ କିଛି ବ୍ୟବସ୍ଥା କରିପାରିବେ ନାହିଁ କି ??😢😢

  • @warcry005
    @warcry005 28 днів тому +1

    Bhala heichi,,,,

  • @videoshootingwedding4485
    @videoshootingwedding4485 27 днів тому +1

    ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍,ଯେଭଳି ଭାବରେ ଘଟଣାର ମୁଳକୁ ଯାଇ ଅନୁସନ୍ଧାନ ମୁଳକ ଭାବରେ ରିପୋର୍ଟିଙ୍ଗ କରିବୁଝାଇ ଦେଲେ

  • @user-zs8fv6jl6y
    @user-zs8fv6jl6y 27 днів тому +1

    ପୋଲିସି ମରିଚି ଭଲହେଇଚି ଶେଗାଡିବାଲାକୁ ଧନ୍ୟବାଦ

  • @kamalbehera553
    @kamalbehera553 Місяць тому +5

    Jay Shree Shyam Jay jagannath ❤❤❤ 🎉🎉🎉 . . .

  • @madhusudansatapathy3397
    @madhusudansatapathy3397 24 дні тому +1

    ଧନ୍ୟବାଦ । ନ୍ୟାୟ ନପାଇବା ଯାଏ ଆନ୍ଦୋଳନ ଜାରି ରହିଥାଉ ।

  • @BilasiniNaik-su5ff
    @BilasiniNaik-su5ff Місяць тому +5

    Right, anna

  • @SoumyaRanjanadas
    @SoumyaRanjanadas Місяць тому +4

    Right 👍 Anna

  • @MBCMASTI
    @MBCMASTI 29 днів тому +1

    ନିରପେକ୍ଷ ରେପୋଟିଂ

  • @jashobantasahu7323
    @jashobantasahu7323 29 днів тому +1

    Salute to driver asociation.Ame samaste janiba katha j country ra development re driver bhai mananka main rule achhi.

  • @user-rn1cr6rc4r
    @user-rn1cr6rc4r Місяць тому +4

    Right 👍 Anna 👍👍👍👍

  • @user-sj7uo3rw5y
    @user-sj7uo3rw5y 28 днів тому +1

    Bahut badhia heichhi

  • @SwonalataBhoi
    @SwonalataBhoi Місяць тому +3

    Emane 500 tanka nei road upare dharana deuchanti Bhai ku kichi extra money milichi

  • @kumaranil3732
    @kumaranil3732 28 днів тому +1

    ପୋଲିସ ରାତିରେ କଣ ପାଇଁ ଟ୍ରାନ୍ସପୋର୍ଟ ଗାଡ଼ି କୁ ଅଟକାଉଚନ୍ତି

  • @umeshnaik6865
    @umeshnaik6865 29 днів тому +1

    ଠିକ୍ ଅଛି

  • @anandaghosal7986
    @anandaghosal7986 Місяць тому +1

    U r absolutely right, Nana.

  • @KsinghTt10
    @KsinghTt10 28 днів тому

    Kamal ka reporter hai bhai....top marenge Odisha pe....best explained.

  • @sibanandapadhi2442
    @sibanandapadhi2442 29 днів тому +1

    ଏବେ ଠାରୁ ସୁରକ୍ଷା ଦାୟିତ୍ବ ଆସୋସିଏସନ୍ କୁ ଦିଆଯାଉ ଏବଂ ପୋଲିସ ର ଦରମାରୁ ୫୦% ଆସୋସିଏସନ୍ କୁ ଦିଆଯାଉ।

  • @srikantkumar7122
    @srikantkumar7122 29 днів тому +1

    Vala heichi

  • @sidhantanaik6566
    @sidhantanaik6566 Місяць тому +6

    Bhala heichi marichi police

  • @PravatParida-bx6sf
    @PravatParida-bx6sf Місяць тому +1

    Right

  • @baidharsing5866
    @baidharsing5866 Місяць тому +1

    Jay Jagannath 🙏

  • @daitarinahak4536
    @daitarinahak4536 26 днів тому

    ଅତି ଶୀଘ୍ରନିମ୍ ଜାରିହୋଉ

  • @pankajbeura3904
    @pankajbeura3904 Місяць тому +1

    News Bhai Aapananku aneka aneka dhanyawad. 👍

  • @premapardia6974
    @premapardia6974 22 дні тому

    Good Reporting Jay Jagannath 🙏🙏🙏

  • @sumit_creation1547
    @sumit_creation1547 29 днів тому +2

    ଭଲ ହେଇଚି ମରିଛି 😂😂 ବଟି ନେଉଥିଲା 🤣🤣 ଆହୁରି ମାରିବା ଦରକାର

  • @user-mc9ll6hk8c
    @user-mc9ll6hk8c Місяць тому +1

    Polic Bala dai

  • @user-mc2qe8fd8p
    @user-mc2qe8fd8p 7 годин тому

    Cooming soon taklu vai Nxt chief minister

  • @manishkumar2010rout
    @manishkumar2010rout Місяць тому +6

    Semane kahinki truck agaku asanti

  • @RajeshSingh-ov8rl
    @RajeshSingh-ov8rl 27 днів тому +1

    Right sir

  • @USER-Ajubhai
    @USER-Ajubhai 29 днів тому +3

    ପୋଲିସ balaa ମାନଙ୍କୁ ଅନୁରୋଧ ସମସ୍ତେ କମେଣ୍ଟ ଟିକେ ପଢନ୍ତୁ ପୋଲିସ ର ଖରାପ ବୁଦ୍ଧି ଜଙ୍ଗୁ ପୋଲିସ୍ ମାନଙ୍କୁ ଲୋକ ମାନେ ପସନ୍ଦ କରନ୍ତି ନାହିଁ ସମସ୍ତେ କହୁଛନ୍ତି ଭଲ ହେଇଛି

  • @marinerachary3
    @marinerachary3 29 днів тому +1

    ଠିକ୍ କଥା ଭାଇ

  • @user-jy4rv5gc4r
    @user-jy4rv5gc4r 28 днів тому

    ଭାଇ ପୁରା ପୁରା ବଢିଆ କହୁଛନ୍ତି 👍👍👍👍

  • @manoranjansahoo9408
    @manoranjansahoo9408 24 дні тому

    Bahut badhia.thik heichi

  • @bimachronicle7347
    @bimachronicle7347 9 днів тому

    Beautiful My dear 💕.
    Sankha dhwani Rasta Surakhya samiti, Odisha.

  • @sibasibaprasad758
    @sibasibaprasad758 Місяць тому +4

    Bhala heichi mo banda police marichi

  • @AshisKumarDas-j5o
    @AshisKumarDas-j5o 23 дні тому

    Dhanybad patrakar.

  • @miliodiyablogs625
    @miliodiyablogs625 Місяць тому +5

    Bhala heichhi

  • @soudagar088
    @soudagar088 26 днів тому

    Repoter ku bahut bahut dhanyawad

  • @ganeswarnayak6621
    @ganeswarnayak6621 27 днів тому

    You are right,sir

  • @badalkumarswain4223
    @badalkumarswain4223 26 днів тому

    Abb sahi bolrhi hy.thanks

  • @IRONFIST1580
    @IRONFIST1580 29 днів тому +3

    Bhala heici...jete police lokamaane maruchanti marantu.
    Aama sadharana lokamaanka pai police kan kare ki? Police pakhaku kou bhadra loka complaint neiki gale taara FIR lekheni ki action nieni, public ku harrasment kare, daraae, laacha o batti maage, gariba o Sadharana public ra police sosana kare...aau dhaniloka o Powerful loka maanka anguti re police kaama kare.
    Bhala heici se police ra loka marijaici.

  • @nalinikantapalei465
    @nalinikantapalei465 28 днів тому

    ଭଲ ହେଇଛି ।

  • @prakashchandrabehera8658
    @prakashchandrabehera8658 Місяць тому

    Very nice suggestion 🎉🎉

  • @atishkumarbehera6681
    @atishkumarbehera6681 27 днів тому

    Right Bhai Jay shree Ram

  • @chandrasekharmaharana9102
    @chandrasekharmaharana9102 27 днів тому

    Sir you are right

  • @ashokmallick6689
    @ashokmallick6689 20 днів тому

    ଡାଇ ଭରମାନଙ୍କୁ ପୋଲିସି ପଇସା ମାଗିବାକୁ ଯାଇ ଥିବ ମଲା ମରିଗଲା ଭଲ ହେଲା

  • @sridharabehera7008
    @sridharabehera7008 24 дні тому

    Bhala heichi

  • @rockbabllu8295
    @rockbabllu8295 5 днів тому

    Bhala hoichi

  • @royalkandulana7414
    @royalkandulana7414 Місяць тому

    Very good anna bhai