🔵Exclusive One-To-One With Odisha Deputy CM Pravati Parida | Kanak News

Поділитися
Вставка
  • Опубліковано 15 вер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #OdishaNews #IndiaNews

КОМЕНТАРІ • 233

  • @allhadinipatel1655
    @allhadinipatel1655 9 днів тому +57

    Mam ହରଘର ଜଳ ra ସୁବିଧା ସବୁ ଠାରେ ହୋଇନାହିଁ, ଆଜି ପର୍ଯ୍ୟନ୍ତ ଅଧୁରା ଅଛି, tenu ତାର ବ୍ୟବସ୍ଥା ଟିକେ ହେଇପାରିଲେ ଭଲ heba🙏ମୋର ଏହି ଅନୁରୋଧ ti କନକ news mam ଙ୍କ ପାଖକୁ pathantu

  • @jasobantaswain2249
    @jasobantaswain2249 9 днів тому +67

    ଆଜି ଡେଟ ରେ କେତଜଣ apply କରିଛନ୍ତି କହିବେ କି
    ୩ ଦିନ ହେଲାଣି entry ହେଇପାରୁନି

  • @bolangirboybgr550
    @bolangirboybgr550 6 днів тому +11

    5000 re business.
    Alu kg 50
    Onion kg 60
    Dal-200
    Ke business heba

  • @keshrihans
    @keshrihans 9 днів тому +17

    ଆରେ ଭାଇ ଆବେଦନ ଚାଲିନି ସୁଭଦ୍ରା portal hack ହେଇ ଯାଇଛି ରାତି 12:AM ରୁ କିଏ ଜଣେ Hack କରି ଦେଇଛି

    • @pareshkumar8249
      @pareshkumar8249 8 днів тому

      Nirat soto kotha Bhai. Mu mo ID ru jetebele Login koli setebele au kaharo ID re open hela. Tenu mu b janigoli j Hack hoichhi site.

  • @RanjitSahu-cu4qy
    @RanjitSahu-cu4qy 9 днів тому +37

    ଲୋକଙ୍କୁ ଭକୁଆ ବନାଉଛ ସୁଭଦ୍ରା ଯୋଜନା ବିଷୟରେ ମିଡିଆ ରେ ଭାଷଣ ମାରୁଛ କିନ୍ତୁ ଗ୍ରାଉଣ୍ଡ ରେ ସିଚୁଏସନ୍ ଅଲଗା ସୁଭଦ୍ରା ସାଇଟ ଖୋଲୁନି ଲୋକ ଆବେଦନ କଣ କରିବେ ଆଉ ଯେ ଉ ମୋ ସେବା କେନ୍ଦ୍ର ଆଉ ଜନ ସେବା କେନ୍ଦ୍ର ରେ ମହିଳା ମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି ମାଗଣା ଆବେଦନ କରୁଛନ୍ତି ବୋଲି ଯାହା ନାହି ତାହା କହୁଛନ୍ତି

    • @sasmitabhoi-l5m
      @sasmitabhoi-l5m 7 днів тому +2

      Magana heuni janaseva kendra re 50rupees neuchanti

  • @susantapradhan3350
    @susantapradhan3350 9 днів тому +9

    ଜୟଜଗନ୍ନାଥ ❤❤❤

  • @mangulicharanmallick1187
    @mangulicharanmallick1187 9 днів тому +13

    ମାଡାମ ସୁଭଦ୍ରା ଯୋଜନା ଆପ୍ଲାଏ କରିବାର ସୁଯୋଗ ସମସ୍ତଙ୍କୁ ଦିଆଯାଉ। ଦେଶ ଗୋଟିଏ ,ସମ୍ବିଧାନ ଗୋଟିଏ । ଭିନ୍ନ ଭିନ୍ନ ନିୟମ କାହିଁକି । ଏହାଦ୍ୱାରା ଜ୍ଞାନ ସଙ୍କୁଚିତ ହୋଇଯାଉନିତ

  • @SarojiniSarojinisahoo-pi3um
    @SarojiniSarojinisahoo-pi3um 9 днів тому +34

    ସବୁ ପ୍ରହସନ,ଏମିତି ଅବେବସ୍ତା ଆଗରୁ ହେଇନଥିଲା,କାଳିଆ ଯୋଜନା ଲୋକେ ନିର୍ବିଘ୍ଣ ରେ aplly କରିପାରୁଥିଲେ,

  • @chandankumarshi9466
    @chandankumarshi9466 9 днів тому +8

    କଥାର କିଛି ଭେଲୁ ନାହିଁ, ପ୍ରତ୍ୟେକ ଦୁଇ ତିନି ଘଣ୍ଟାରେ ଭିନ୍ନ ଭିନ୍ନ ଷ୍ଟେଟମେଣ୍ଟ.... ଯେଉଁ ଯୋଗ୍ଯତାର ମାନଦଣ୍ଡ କଥା ପୂରଣ କରିବା କଥା କହୁଛନ୍ତି, ଫର୍ମ ପଛପଟେ ଯେଉଁ ଲେଖା ହୋଇଛି ,କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଠାରୁ ମାସିକ 1500/- କିମ୍ବା ବାର୍ଷିକ 18000/-ପାଉ ନ ଥିବେ, ସେ ଜାଗାରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, MBK, CRP, Bank mitra, Prani mitra ମାନେ, ଟିକ୍(√)ଚିହ୍ନ ମାରିବେ କେମିତି? ତା ପରେ ଯାଞ୍ଚ କିଏ କରିବ? ଯଦି ଦେବାର ଅଛି ସେ ଯୋଗ୍ଯତା ଧାଡିଟିକୁ ଉଠେଇ ଦିଆଯାଉ ଅଥବା ସେ ସୀମାକୁ ବଢାଇ ମାସିକ 12000/-କି 15000/-କରାଯାଉ । ନ ହେଲେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁ ନ ଥିବା ଲୋକଙ୍କୁ ଦିଆଗଲେ, ତାହା Corruption ରେ ଗଣାଯିବ।

  • @iproudtobeindian3022
    @iproudtobeindian3022 9 днів тому +20

    ପାଞ୍ଚ ହଜାର ଟଙ୍କା ଏ ଯୁଗରେ କିଛି ନୁହ ଲୋକ ଗୋଟିଏ ଦିନରେ ଖର୍ଚ କରିଦେବେ
    ନିର୍ବାଚନ ଆଗରୁ ଯାହା କହିଥିଲେ ଦୁଇ ବର୍ଷ ରେ ୨୫୦୦୦/୨୫୦୦୦ ର ଦୁଇଟା ଭଉଚର ମିଳିବ ବୋଲି ତାହା ଠିକ୍ ଥିଲା

  • @ExcitedBoatLake-pf2qs
    @ExcitedBoatLake-pf2qs 9 днів тому +7

    Game changer haa haa

  • @suhanirout2757
    @suhanirout2757 9 днів тому +10

    Site can't be reached kan pain aame bohut hairana houchu

  • @BapiBhoi-cv5ce
    @BapiBhoi-cv5ce День тому

    I am very glad to watching your nice ditsition

  • @biswajitdash6022
    @biswajitdash6022 8 днів тому +4

    ଯୁଗାନ୍ତକରୀ ଯୋଜନା ଟା କେଲେଙ୍କରି ଯୋଜନା ରେ ପରିଣତ ହେଇଗଲା

  • @alekhajena3218
    @alekhajena3218 8 днів тому +3

    The government should first solve the server issues. The site is showing many difficulties.

  • @nirmalbarik6360
    @nirmalbarik6360 9 днів тому +5

    Kichhi link asuni server nahin 17 re kaan heba

  • @AzadMahakur
    @AzadMahakur 5 днів тому +1

    Madam ji very good all right .

  • @ASISH_SATYA_VLOGER
    @ASISH_SATYA_VLOGER 9 днів тому +7

    ଅତି ସୁନ୍ଦର୍ କଥା ଜୟ ସିରାମ୍

  • @lipun9478
    @lipun9478 9 днів тому +7

    Said bahut hoirana karuchhi Jana sadharana nku !

  • @maminamali7170
    @maminamali7170 9 днів тому +4

    Link to nahin. Puni current v nahi

  • @tikechandmajhi4263
    @tikechandmajhi4263 9 днів тому +3

    Pancha barsare miliba 50000 tanka na gotia barsare 10000

  • @odiajhiarani6034
    @odiajhiarani6034 8 днів тому +2

    ଏସବୁ କଥା ମିଛ କିଛି ହଉନି ଆମେ କାମ ବନ୍ଦ କରି ଘରେ ବସିଛୁ ଏଇ ସୁଭଦ୍ରା ପାଇଁ କିନ୍ତୁ ଏଟ୍ରି ହୋଇପାରୁନି

  • @samuelgamanga9447
    @samuelgamanga9447 9 днів тому +3

    Website hacked hehichi tahabisayare kahu nahanti kintu alaga alaga bisayare kahuchanti hack bisayare alochana karantu.

  • @archanarout7568
    @archanarout7568 2 дні тому

    Yes

  • @Srinibashrath-w7j
    @Srinibashrath-w7j 7 днів тому +1

    Jama side kholuni,4 tarikh ru aji parjant how many porsens apply?

  • @badboys-lv3tl
    @badboys-lv3tl 5 днів тому +2

    5 hajare hata kharcha dei puni vota hateiba.. 😂

  • @Arjunmajhi1996
    @Arjunmajhi1996 9 днів тому +5

    CSC id Hack auchi

  • @charukalabastiacharukalaba2481

    Cute dress 💖💖💖

  • @ranibehera676
    @ranibehera676 4 дні тому

    Dhanyabada madam🙏🙏🙏👌👌👌

  • @RamaBisoi-or2gi
    @RamaBisoi-or2gi 9 днів тому +1

    Sabu mhilanku masaku 1000 diajiba❤ .

  • @biswajitdash6022
    @biswajitdash6022 8 днів тому +1

    କଲ ସେଣ୍ଟର୍ ଝିଅ ମାନେ ପଇସା ନେବେ ନା ସେମାନେ ବି ସେବା ରେ ନିଯୁକ୍ତ ଅଛନ୍ତି ଟିକେ ସଠିକ୍ ଉତ୍ତର ଦିଅନ୍ତୁ ।। ସୁଭଦ୍ରା ଭଉଣୀ ମାନେ ପଚାରୁଛନ୍ତି।। ଯଦି ଜନ ସେବା କୁ ପଇସା ଦେବା ପାଇଁ ମନା କଲେ ସରକାର ତାହେଲେ କଲ ସେଣ୍ଟର୍ ଝିଅ ମାନେ ବି ଫ୍ରି ରେ ସେବା କରିବେ ତ।।

  • @PritamSethi-be5dm
    @PritamSethi-be5dm 6 днів тому +1

    ଦିଦି ଆମେ ବିଜେପି ଲୋକ ଏମିତି କରନ୍ତୁ କେମିତି ବିଜେଡି ଠାରୁ ଆଗୁଆ ରହିବେ 😊😊😊

  • @badboys-lv3tl
    @badboys-lv3tl 5 днів тому +1

    Loka au ola nuhanti..

  • @ashutoshsamantaray4901
    @ashutoshsamantaray4901 9 днів тому +2

    ସମୀର ଦାସ ଙ୍କ ପାଇଁ ଆଜି mam ଆଜି ଫୁଟାଣି ମାରୁଛନ୍ତି

  • @nirmalbarik6360
    @nirmalbarik6360 9 днів тому +3

    March 8 au rakhi purnim kaan heba
    Sabubele katha badalauchhanti

  • @satyabati473
    @satyabati473 2 дні тому

    "ଆପଣ ହି ବିଚାର କରିବେ"
    ମୁଁ କିନ୍ତୁ ଗୋଟେ ଅନୁରୋଧ କରିବି ।
    ମୁଁ ବି ସୁଭଦ୍ରା ପାଇବା ପାଇଁ ଯୋଗ୍ୟ ହିତାଧିକରି।
    କିନ୍ତୁ ଆପଣ ଆମକୁ ସୁଭଦ୍ରା ଯୋଜନା ନ ଦିଅନ୍ତୁ ପଛେ ସେଇ ପଇସା ହଉ କି ନହେଲେ ଅନ୍ୟ କିଛି ଯୋଜନାରେ ପ୍ରତି block ରେ ଗୋଟେ କର୍ମ ଶସ୍ତା ଖୋଲନ୍ତୁ ଯେମିତି ଲୋକ ସେଇଠି କାମ କରି ପ୍ରତି ମାସରେ ପଇସା ରୋଜଗାର କରିପାରିବେ । ମୁଁ କହୁନି ଏହି ଯୋଜନା ପଇସାରେ କିଛି କରି ହେବନି ମୋ ପାଖରେ ରେ ତ ବହୁତ୍ ଆଇଡିଆ ଅଛି କିନ୍ତୁ ସାତ କହିଲେ ସମସ୍ତେ କଣ ପାରିବେ ?

  • @pratya8884
    @pratya8884 6 днів тому +1

    Kain samaste kn vote deinathile ki government employee nku katideucha

  • @PritamSethi-be5dm
    @PritamSethi-be5dm 6 днів тому

    ଦିଦି ସଭାପତି ଓସମଦିକା କୁବି ସାଲେରି କିଛି ଦିଆଯାଉ ❤❤

  • @biswajitdash6022
    @biswajitdash6022 8 днів тому +2

    ପରିଡା ନାନୀ ଯୋଉ ତେର ଟଙ୍କା ରେ ସେବା କରିବାକୁ କହିଛି ସେ ତେର ଟଙ୍କା କେବେ ମିଳିବ ତ ଠିକ ନାହିଁ ଆମେ ଚାଲ ଆଉ ଗୋଟେ ମହତ କାମ କରିବା ସୁଭଦ୍ରା ମାନଙ୍କ ପାଇଁ ....200 ଖଣ୍ଡେ ତେର ଟଙ୍କିଆ ପ୍ୟାଡ଼ କିଣିକି ରଖିବା ଯାହାର ସଫଳତା ପୂର୍ବକ କାମ ହବ ତାକୁ ଗଲା ବେଳେ ଗୋଟେ ଗୋଟେ ପ୍ୟାଡ଼ ଧରେଇ ଛାଡିବା ...ତ ୟାଠୁ ବଡ଼ ମହତ ସେବା ଗୋଟେ vle କଣ ବା କରି ପାରିବ ....ସୁଭଦ୍ରା ମାନେ ଜଣାନ୍ତୁ କେମିତି ତାଙ୍କ ଭାଇ ମାନଙ୍କୁ ଏ ଭଣ୍ଡ ସରକାର ବଳାତ୍କାର କରୁଛି ବିନା ବେତନରେ

  • @sujitkumarbarik6808
    @sujitkumarbarik6808 9 днів тому +1

    ok

  • @zinazina8111
    @zinazina8111 9 днів тому +1

    Portal open hau nahi

  • @santoshkumarswain6547
    @santoshkumarswain6547 9 днів тому +1

    ଲୋକେ ସବୁ ବୁଝି ଗଲେଣି ପ୍ରଭାତୀ ଅପା

  • @SenhalatapatraPatra
    @SenhalatapatraPatra 3 дні тому

    Madam nka katha kete Sundar

  • @CreativeNatureLife
    @CreativeNatureLife 8 днів тому

    Please share the ground level report (Kanak News),not reply or discussion inside the studio room, very critical situation in ground level,link or website not working properly.
    Jay Jagannath 🙏🚩🙏

  • @mamanikeswaribisendraNaik
    @mamanikeswaribisendraNaik 2 дні тому

    ନିରହ ଲକଙ୍କୁ ହଇରାଣ କରିବେ ନାଇଁ ଭଲ ରେ କଥା ବାର୍ତା କରନ୍ତୁ

  • @roshankumarpatra4642
    @roshankumarpatra4642 9 днів тому +2

    Bhasono adhiko khali Naveen babu nka dhuli soman nuho 😂😂

  • @samsach7978
    @samsach7978 9 днів тому +1

    ଆବେଦନ ପ୍ରକ୍ରିୟା କେଉଁଠି ଚାଲିଛି ଗଧ😅

  • @Bibhishantuikatuikabibhi-ei7fn

    ପାଞ୍ଚ ହଜାର କିଛି ହେବନି

  • @lipi3799
    @lipi3799 5 днів тому

    Sir🙏,,+3 pila scholarship pauthile,, subhadra yojana apply kariparibe ki

  • @PuspalataBehera-k2o
    @PuspalataBehera-k2o 6 днів тому

    Kamplan kouthi dabu

  • @manoranjanpanda1017
    @manoranjanpanda1017 3 дні тому

    ମୋ ଘରଣୀ ଶାସ୍ତ୍ରୀନଗର ରେ ଥିବା ମୋ ସେବା କେନ୍ଦ୍ର ରେ ଦରଖାସ୍ତ ଦେଇଛନ୍ତି , କିନ୍ତୁ ମୋ ସେବା କେନ୍ଦ୍ର କିଛି ରୀସିପଟ୍ ଦେଇ ନାହାନ୍ତି ।

  • @ParvatiSahu-eo8tu
    @ParvatiSahu-eo8tu 7 днів тому

    Portal ta kholuni kemiti kie applay karipariba madam?
    Au jadi bahut late re jane applay kariba taku kana prathama kisti tharu arambha kari sesa kisti parjyanta 50 hajar tanka kana milipariba ki??? Na adha tanka miliba?

  • @CutemiliShort_66
    @CutemiliShort_66 9 днів тому +4

    ମାଡାମ ମୋତେ ମିଳିଲେ ମୁ ସିଲେଇ ମେସିନ ଗୋଟେ ଆଣିବି ବୋଲି ଭାବୁଚି 😢

  • @bidesisahoo9859
    @bidesisahoo9859 9 днів тому +4

    ଜୟ ଜଗନ୍ନାଥଙ୍କୁମୋର କୋଟି କୋଟି ପ୍ରଣାମ ମୋଦୀ ଜୀ କୁ ବି ସତରତାରିଖ ଜନ୍ମଦିବସ ତେଣୁ ଆପଣଙ୍କୁ କୋଟି କୋଟି ପ୍ରଣାମ ଆଉକୋଡିଏ ବରଷ ଭାରତର ପ୍ରଧାନମନ୍ତ୍ରୀ ହୁଅତୁ ଜୟ ଶ୍ରୀ ରାମ ପାଖରେକୋଟିପ୍ରଣାମ ମାମ କରିଚାଲତୁ କୁକୁର ବିଜେଡି କଂଗ୍ରେସ ଭୋକିବେ

  • @ChinmayeeMohapatra-x9c
    @ChinmayeeMohapatra-x9c 8 днів тому

    Jai shree Jagannath

  • @subhashreepradhan8060
    @subhashreepradhan8060 3 дні тому

    Mam prani mitra khusi mitra post kebe bahariba

  • @SenhalatapatraPatra
    @SenhalatapatraPatra 3 дні тому

    Madam mu gote gariba mahila mubi kichi bepara karibaku chanhuchi jodi mora ase mu apanaka pakhare chira runi hei rahibi sabu dina pain 🙏🙏🙏🙏🙏

  • @gamingworld-wh3rh
    @gamingworld-wh3rh 9 днів тому +2

    Pariba dokan kariba pai deuchanti

  • @gourakrishnasarangi7618
    @gourakrishnasarangi7618 9 днів тому +7

    Faltu yojana 9:39

  • @RPCREATION-2.0
    @RPCREATION-2.0 4 дні тому

    Kyc pending kon pain hoichhi kohile

  • @atpmedia9138
    @atpmedia9138 7 годин тому

    କାହାର ଆୟ ଦେଖି ଆୟ ବର୍ଗ ନିର୍ଣ୍ଣୟ କରାଯିବ ମହିଳା ର ନ ମହିଳା ର ପରିବାର ର ?

  • @umakantamohanty508
    @umakantamohanty508 3 дні тому

    ଏବେ ଇ, କେୟାସି ଉଠାଇ ଦିଆଯାଇଛି ସେମାନେ ଟଂକା ପାଇବେତ ସେ ବିଷୟ ରେ ଗୋଟେ ଭିଡିଓ କରି ଛାଡଂତୁ

  • @pratimamajhi1738
    @pratimamajhi1738 4 дні тому

    Jeu Mane odisha bhaha re kana karibaku jai chanti semane kemiti subhadra yajna pai apply Kari be tanka pai kana niyam rakhichanti mam

  • @benudharpatra9256
    @benudharpatra9256 9 днів тому +1

    ଖଟିଖିଆମାନେ ଏକାଠି ରୁଣ୍ଡ,
    ଆମେ ମାଗଣାଖିଆଙ୍କୁ ସୁଭଦ୍ରା କୁଣ୍ଡ l

  • @SupriyaBiswal-v7r
    @SupriyaBiswal-v7r 3 дні тому

    Mam apan gap kahuchanti bodhe 30barsha purbaru 5000mulya janichanti janinahanti mu vabuchi apana jani nahanti

  • @bhikaripradhan3777
    @bhikaripradhan3777 5 днів тому

    Jayjagarnath

  • @EdnraMajhi-ho6ie
    @EdnraMajhi-ho6ie День тому

    Subhadra yojna re jou mane 17 tareekh pore onlyne kareebe semanku puni 50000 pancha barsa re miliba ki nahi

  • @rojalininaik1825
    @rojalininaik1825 3 дні тому

    ଆଳୁ କିଣାରେ ମହିଳା ମାନେ ସୁଭଦ୍ରା ଟଙ୍କା ସରେଇଦେବେ 5 year re ମାସକୁ 823ଟ ଟଙ୍କା
    Thank q bjp govt

  • @pradiptamoharana9175
    @pradiptamoharana9175 2 дні тому

    ଏକଣମୁଖ୍ୟମନ୍ତୀବେଶୀଛୋଡୁଛି

  • @kamallochanraksa231
    @kamallochanraksa231 3 дні тому

    Jogana jaha bi thau niriha or simple mahila candidate jamiti banchita na huantu taha prati,mostly focus rakhantu ,then jogana strong jogana Kariba pai prayas Abe too chalu rakhantu,o subhadra ku bi safal karantu true is true

  • @itishreebehera2853
    @itishreebehera2853 8 днів тому +1

    17 re jia entry he e thiba paeba katha ta kahibaru besi loka haeran hauchanti, aaga paeba pain vida .

  • @biswajitswain1875
    @biswajitswain1875 День тому +1

    Janasebakendrare.100.neuchanti

  • @dhabalabehera8216
    @dhabalabehera8216 6 днів тому

    Ok

  • @amazingodisha420
    @amazingodisha420 8 днів тому +2

    Public Portal Kahinki Khola galani.... CSC O MSK RE BHI HEUNI.... EITA TAHALE KANA MADAM?
    Anganawadi Didi anganawadi kendra ku dakuchhanti.. baantunahanti...
    Au swachhata kemiti hela...

  • @SantoshPradhan-rb8vl
    @SantoshPradhan-rb8vl 9 днів тому +1

    Dinasara sarver errar applaivhari samasya kiasudariparib tike chestakarantu

  • @kishorchandrabehera6742
    @kishorchandrabehera6742 3 дні тому

    ମାଡମ୍ govt. Officer mane pc au lancha nauchhanti semananku strict karantu au ସୁଭଦ୍ରା ଭଲିଆ ସବୁ dept re toll free no prachar କରାନ୍ତୁ ଏହି ଖଟିଖିଆ ଦୋକାନିଙ୍କୁ କାଇଁ ଏତେ strict.

  • @bimaladad499
    @bimaladad499 7 днів тому +1

    12:57

  • @Samar-papun
    @Samar-papun 9 днів тому +5

    ବେଧି ପରିଡା

  • @pritypriyaghadei
    @pritypriyaghadei 3 дні тому

    Digital appra abasyak kahiki clear kara

  • @DebiGoud440V
    @DebiGoud440V 9 днів тому +1

    ଇଏ ଖାଲି ଭାସଣ ମାରି ଜାଣିଛି

  • @rabindranathmohapatra1167
    @rabindranathmohapatra1167 2 дні тому

    17 tarikhare bjp karmi mane paibe ki?????

  • @SukuJani143
    @SukuJani143 День тому

    Sir mora aadhara re link tiba number no dei ki alaga number dia jae chi sir Mara very faei heba ki nae

  • @bikashpal6939
    @bikashpal6939 5 днів тому

    Modi nka sukha Santi re break padiba 17 bahut Dina khusi kaleni

  • @lipunsahu2066
    @lipunsahu2066 9 днів тому +3

    Bjp ethi thakuchhi

  • @SumanKumar-q5z
    @SumanKumar-q5z 5 днів тому

    Ama village ra anganwadi Didi gharaku gote lekha subhadra from deuchanti

  • @ranjanparida9070
    @ranjanparida9070 8 днів тому

    Jadi apply time re name asila but title asunahi tebe kan miliba nanhi

  • @loveyouzindegi4981
    @loveyouzindegi4981 6 днів тому

    Ekyc kana

  • @jitendrapradhan6562
    @jitendrapradhan6562 5 днів тому

    ନା ରାସନ୍ କାଡ ରେ ଇ କେ ୟା ସି କରିହେଉଚି ନା ଶୁଭଦ୍ରା ରେ applay କରି ହେଉଛି। ଖାଲି ଟାଇମ୍ ଗଡି ଚାଲିଛି। ନେଟ problem ହେଉଛି side ଖୋଲୁନି। କେତେ ରାତି ଅନିଦ୍ରା ହେବୁ। Janasebakendra ଆଉ dillar ପାଖକୁ ଦୌଡୁଥିବୁ ।

  • @milandash4705
    @milandash4705 День тому

    I m bjp supporter but minimum 1000 per month debar thila😮😮

  • @RENUBhoi-dl3mx
    @RENUBhoi-dl3mx 8 днів тому

    ଲୋକାଲ Utube ରେ ଗଲତ information ସବୁ ଲୋଡ ହେଉଛେ ଯେନ ଥି ଲୋକ ମାନେ ହଇରାଣ ହେଉଛନ୍ତି,

  • @SubhaArukha
    @SubhaArukha 8 днів тому +1

    A odisara loka manku jata dalabi kahiba kichi milunahi kharap coment kanpai doucha

  • @narendrabiswal2088
    @narendrabiswal2088 9 днів тому

    Portal hack jaichi mam au dangura pita nahi

  • @user-wf4uc9bn9y
    @user-wf4uc9bn9y 5 днів тому

    ବ୍ୟବସାୟ କରୁଥିବା ଭିନ୍ନକ୍ଷମ ମହିଳା ସୁଭଦ୍ରା ଯୋଯନା ପାଇପାରିବେ କି

  • @harshasahu374
    @harshasahu374 4 дні тому

    କେତେ ସ୍ବଛତା ରହିବ ପରେଜଣା ପଡିବ?

  • @samsach7978
    @samsach7978 9 днів тому +1

    Deputy Cm ଟିକେ ମୁହଁ ଚୁପ୍ ରଖନ୍ତୁ bakwas କରନ୍ତୁ ନାହିଁ

  • @santoshkumarswain6547
    @santoshkumarswain6547 9 днів тому +1

    ପାଞ୍ଚ ହଜାର ରେ ଫାକ୍ଟ୍ରି ଟା ହବ

  • @Lipsasahoocookingchanel
    @Lipsasahoocookingchanel 5 днів тому

    Jajpur kichhi panchayatre form anganbadi bantunahanyi k jeu mane form fillop kariparunahanti kounasi sahayat karunahanti ... ebang jana seba kendra gote form 10 rs ebang form pichha 50 nauchhanti . Mam apana scheme karuchhabti thik achhi bt gaonra amt stree loka achhanti form fillop janunahanti. Kn pain apana subhadra re 10000 yearly dauchhanti jananai so srthipain angabadi karmi nka dwaara aware kareiba darkar plz ...notice my line

  • @NamitaJena-w1b
    @NamitaJena-w1b 19 годин тому

    ଆସିନାହିଁ

  • @user-gj5ms6tk7h
    @user-gj5ms6tk7h 5 днів тому

    Subhadra pain Suna Bandha Kari mobile kinile laka OTP send paain

  • @user-oy1fb1xj5g
    @user-oy1fb1xj5g 3 дні тому

    Pratham. Subhadra. Tanka. Ama. Subhadra. Appanku. Miliba. Na. Kankahuchanti. Subhadra. Appa