Exclusive: Odisha Deputy CM Pravati Parida Briefly Discusses About Subhadra Yojana

Поділитися
Вставка
  • Опубліковано 3 лис 2024

КОМЕНТАРІ • 203

  • @rahulmohanty5458
    @rahulmohanty5458 Місяць тому +39

    Rajashree apa no 1news anchor OTV no 1news channel

  • @SabitaLenka-s8d
    @SabitaLenka-s8d Місяць тому +2

    ତମେ ଭୋଟ ପାଇଲ ସେଇଟା ଜଗନ୍ନାଥ ଙ୍କଆଶ୍ରିବାଦ ଆଉ ଜିବନରେ ଆଉମନ୍ତ୍ରି ହୋଇପାରିବନି

  • @BikashmmGiri
    @BikashmmGiri Місяць тому +3

    ସର୍ଭ ପ୍ରଥମ କଥା କହିଥିଲେ ଓଡ଼ିଶାର ପ୍ରତେକ ମହିଳା ସୁଭଦ୍ରା ଯୁଜନା ପାଇବେ ଯେମିତି ଭୋଟ ନ ପାଇବା ପୂର୍ବରୁ 3000 ଟଙ୍କା ଭର୍ତ୍ତା ଦେବେ ଯେମିତି ଭୋଟ ପାଇ ଗଲେ କଥା ପଲଟି ଗଲା କାହିଁକି ସେତେବେଳେ ଭୋଟ ପୂର୍ବରୁ କହିଲେ ନାହିଁ 80 ବର୍ଷ ବୁର୍ଦ୍ଧ ଲୋକ 3000 ଟଙ୍କା ପାଇବେ କେବଳ 80 ବର୍ଷରୁ କମ୍ ହୁଇ ଥିବା ଲୋକ ପାଇବେ ନାହିଁ କାହିଁକି ନା ଲୋକ ମାନେ ଭୋଟ ଦେବେ ନ ଦେବେ ଡରରେ ତା ପରେ ସୁଭଦ୍ରା ଯୁଜନା ଆଣିଲେ କାହିଁ ସେତେ ବେଳେ କହିଲ ପ୍ରତ୍ୟେକ ମହିଳା ସୁଭଦ୍ରା ଯୁଜନା ପାଇବ ଆଉ ଯେତେ ବେଳେ ଦେବା ସମୟ ଆସିଲା ବାଜି ପଲଟି ଗଲା 21 ବର୍ଷ ଉପରୁ 60 ବର୍ଷ କମ ଏମିତି କାହିଁକି ଓଡ଼ିଶା ଲୋକଙ୍କ ମନ ସହିତ ଖେଳୁଛନ୍ତି 18 ବର୍ଷ ମହିଳା ପାଖରୁ ଭୋଟ ନେଇପାରିବେ କିନ୍ତୁ ଦେଲା ବେଳକୁ କେବଳ 21 ବର୍ଷ ହୁଇ ଥିବା ଦରକାର ତମ ମାନଙ୍କୁ ଜୁହାର ଦୁଇ ମୁଣ୍ଡ ସାପ ଯେମିତି ଗାଣ୍ଡୀ ମାରା ରାଜା କୁ ସେମିତି ସେନା ଲୋକଙ୍କୁ ଏମିତି ମୂର୍ଖ ବନାଉଛ ଯଦି ପ୍ରତ୍ୟେକ ମହିଳା ଏକତା ହୁଇ କହିବେ ଆମେ 21 ବର୍ଷ ନ ହେବା ଯାଏ ଆମେ ଭୋଟ ଦେବୁ ନାହିଁ ତମ ରାଜ ଗଦି ରହିବ ତମ ଦୁଇ ଗୁଣା ବିକାଶ ନିଶା ଉତୁରି ଯିବ ଓଡ଼ିଶାରୁ

  • @Somnathhembram-fw1nl
    @Somnathhembram-fw1nl Місяць тому +6

    ଆସନ୍ତା ଇଲେକ୍ସନରେ 21ବର୍ଷରୁ ଭୋଟ ଦେବା କାହିଁକି ନାଁ 18.19.20. ବର୍ଷ ଝିଅ subadra ଯୋଜନାରେ ପଇସା ପାଇବେ ନାହିଁ. ଭୋଟ ଦେଇ ନାହିଁ.21ବର୍ଷରୁ 60ବର୍ଷ ଝିଅ ଭୋଟ ଦେବେ

  • @Diptimayeepandavloge
    @Diptimayeepandavloge Місяць тому +5

    Very nice disistion madam thank you so much ❤️

  • @PrasannaPalai-sg1xg
    @PrasannaPalai-sg1xg Місяць тому +11

    ମାନନୀୟ ଉପ ମୁଖ୍ୟମନ୍ତ୍ରୀ
    କହିବେ କି ଏ ଯୋଉ ଟଙ୍କା କୋଉଠୁ ଆସୁଛି 60 ବର୍ଷ ରୁ ଉର୍ଦ୍ଧ ମହିଳା ବଞ୍ଚି ବେନି ସେମାନେ ପବନ ଖାଇ ବଂଚିବେ. ଯଦି ବଂଚିବେ ତାହାଲେ 60ବର୍ଷ ରୁ ଉର୍ଧ ଲୋକ ଭୋଟ ଦେବେନି ଘୋଷଣା କରନ୍ତୁ

    • @DEEPANKAR_SINGH99
      @DEEPANKAR_SINGH99 Місяць тому +2

      ଠିକ୍ କଥା ଷାଠିଐ ଆଉ ଅଶି ଵର୍ଷ ଲୋକ ଭୋଟ କାହିଁକି ଦବ ?

  • @pradeepkumarsinha803
    @pradeepkumarsinha803 Місяць тому +3

    WITHOUT GOING THROUGH THE PRACTICALLY GRASSROOT, THE SUBHADRA COMMITTEE OFFICERS SITTING IN THE AC ROOM AND HAVE PREPARED SOP/GUIDELINES OF THE GOVERNMENT.
    VALUELESS DEBATE..

  • @madhusmita5225
    @madhusmita5225 Місяць тому

    Dbt link nathila form au thare pakeibaku padibaki 11 re pakeithili but asilani DBT link nathila aji bank re link kali plz reply

  • @thekingofsai3839
    @thekingofsai3839 Місяць тому

    Tame paribani

  • @UttamRout-tp3jj
    @UttamRout-tp3jj Місяць тому

    Mam jaumane bedasare achhante semane kamite paiba

  • @snvvishwanathamprasantm7867
    @snvvishwanathamprasantm7867 Місяць тому

    ଜୟ ଜଗନ୍ନାଥ

  • @MadhavGageranga
    @MadhavGageranga Місяць тому +10

    ସବୁ ମା ମାନଙ୍କର ମୋବାଇଲ୍ ନାହିଁ ଆଦିବାସୀ ମା ମାନେ ମୋବାଇଲ ବ୍ୟବହାର ଜାଣି ନାହାନ୍ତି

  • @sarbeswardas9828
    @sarbeswardas9828 Місяць тому

    Mam subhadra yojana apply last date kebe jae achi

  • @iamRimjhim-y2u
    @iamRimjhim-y2u Місяць тому +6

    ମତେ ଅଲଗା ସାହାଯ୍ୟ ଦରକାର ଦୟାକରି ଯାହା ମୁଁ କହିପାରୁନି ସାହାଯ୍ୟ କରିବେ ମାମ

  • @bbvlogs2.0
    @bbvlogs2.0 Місяць тому

    Right 👍

  • @PURUSOTTAMNAYAK-x6s
    @PURUSOTTAMNAYAK-x6s Місяць тому +4

    Madam swami govt chakiri କରୁ ଛନ୍ତି କିନ୍ତୁ ସ୍ତ୍ରୀ ର କୌଣସି income ନାହିଁ ସେ କଣ apply kari pariba?

  • @lipsaranipanda2250
    @lipsaranipanda2250 Місяць тому +1

    Account no form re nai

  • @lkpjeetkant
    @lkpjeetkant Місяць тому +2

    Help line re call kale call center re thiba madam call utheiki mute maruchanti ki kn kicchi reply daunahanti ame response paien jagi jagi nije call katibaku paduchi .

  • @arunswain2249
    @arunswain2249 Місяць тому

    ଶୁଭଦ୍ରା ଯୋଜନା ଦବାର ଅକାତ ନାହିଁ
    ସବୁଠାରୁ ଅଧିକ କ୍ଷତିଗ୍ରସ୍ତ କରିବେ ନାହିଁ

  • @SikhaSikhadigal
    @SikhaSikhadigal Місяць тому

    Mam mu 9 Tarikare aply karithili hela mara asini

  • @SamitaDas-q3j
    @SamitaDas-q3j Місяць тому

    Sambadika mam bahut badhiaa❤❤❤

  • @DEEPANKAR_SINGH99
    @DEEPANKAR_SINGH99 Місяць тому +16

    ପ୍ରଥମ କଥା ହେଲା ସୁଭଦ୍ରା ଯୋଜନା 50,000 ଙଙ୍କା ଦୁଇ ଵର୍ଷ ଦବ କହି ପାଞ୍ଚ ଵର୍ଷ କହିଁକି ଦେଖାଇଲ ? ସୁଭଦ୍ରା ଯୋଜନା ସଠିକ୍ ସମୟରେ Side ନ ଖାଲବା ଏହା ଵିଜେପି ର ଚକ୍ରାନ୍ତ ନୁହେଁ ତ ? ଯେମିତି ଅଵଧି ସରିଯିବ ଆଉ ଆଉ ହିତାଧିକାରୀ ଙ୍କ ସଂଖ୍ୟା ଵି କମିଯିବ ?

    • @M-ek8pr
      @M-ek8pr Місяць тому +2

      2:56

    • @BikashmmGiri
      @BikashmmGiri Місяць тому

      ଲୋଭ ଦେଖାଇ ଆଗକୁ ଭୋଟ ପାଇବା ପାଇଁ ଚକ୍ରାନ୍ତ ସେଥି ପାଇଁ 5 ବର୍ଷ ସମୟ

    • @BikashmmGiri
      @BikashmmGiri Місяць тому

      ଲୋଭ ଦେଖାଇ ଆଗକୁ ଭୋଟ ପାଇବା ପାଇଁ ଚକ୍ରାନ୍ତ ସେଥି ପାଇଁ 5 ବର୍ଷ ସମୟ

  • @Rajib2323
    @Rajib2323 Місяць тому

    Thanks madam.....

  • @JyotiShree-nh6ng
    @JyotiShree-nh6ng Місяць тому

    Madam Mora Kan sarakari chakiri ki mate suvadra tanka mililani kn pani.

  • @hemantarana8178
    @hemantarana8178 Місяць тому

    ପ୍ରଭାତୀ ଅପା ଦ୍ ୟା କରି ପଇସା ଦିଆନ୍ତ୍ ମୁଁ ଗରିବ ଲୋକ

  • @chikukhusicreations9488
    @chikukhusicreations9488 Місяць тому +5

    Madam କ୍ସକ,ମୋ ସେବା କେନ୍ଦ୍ର କଣ ଘରୁ ପଇସା ଅନି କମକରିବେ
    ମାଗଣା କାହିଁକି
    ସେମାନଙ୍କ ପାଇଁ କିଛି ଅନୁଦାନ ଦେବା କଥା
    କାହିଁକି ତଙ୍କରବି ଟଙ୍କା ଆବଶ୍ୟକ ଅଛି
    କମ ମଧ୍ୟ ଜଲଦି ହେବ।
    କିନ୍ତୁ ଖାଲି ଆପଣ ସୁଭଦ୍ରା ମାନଙ୍କ ଯୋଜନା ଦେଖିଲେ କମ ହବକି?

  • @Sik139
    @Sik139 Місяць тому

    Apnomane kuhontu mobile re kebe abedono kari be dhonyobad 🙏

  • @samratashok4812
    @samratashok4812 Місяць тому +2

    ସୁଭଦ୍ରା ଯୋଜନା ❌ କାନ୍ଦିବା, ଅସୁବିଧା, ଧାଡି, ଅନିଦ୍ରା ଯୋଜନା ✅✅✅

  • @manchanchhatria8184
    @manchanchhatria8184 Місяць тому

    title kemiti alaga dekhauchhi

  • @MamataMeher-no3pv
    @MamataMeher-no3pv Місяць тому

    17 tarikh apply Kari tanka Milani

  • @Sabita889
    @Sabita889 Місяць тому +4

    Public ki subhadra yojana bhai bahut hi aana

  • @pankajkumarparida258
    @pankajkumarparida258 Місяць тому

    Not working for help line nob
    Dear madam,,,,

  • @chandankumarnaik9824
    @chandankumarnaik9824 Місяць тому +1

    Mam Check the ground realities and then give the statement,csc & msk also charged 50 rupees or 100 rupees in our area

  • @Mr..KumarAditya
    @Mr..KumarAditya Місяць тому +4

    Mam first Subhadra Server Site Thik karantu Apply pain Bht Probelm Hauchi CSC Center ree

  • @mpmpmpmp143
    @mpmpmpmp143 Місяць тому +2

    ସମସ୍ତ ଘରୋଇ ସ୍ତ୍ରୀ ଲୋକମାନଙ୍କୁ ଶୁଭଦ୍ରା ଯୋଜନା ଦିଅନ୍ତୁ

  • @ellina1751
    @ellina1751 Місяць тому

    Website ta open houni kn apply koribo 😂

  • @ananyasadhab3531
    @ananyasadhab3531 Місяць тому

    Tahele ete condition Kain rakhichanti adhaaar card link phone no link Kahuchanti

  • @JayantikumariSethi
    @JayantikumariSethi Місяць тому +3

    ଏବେ ଜାଏ ଅପ୍ ସାଇଟ୍ ଖୋଲୁନୀ

  • @PrasantPrasant-o2n
    @PrasantPrasant-o2n Місяць тому

    Family re sarpanch thile hobo ki nahi

  • @AparnnaAp
    @AparnnaAp Місяць тому

    Ki help line no deicha kebe lagunahi

  • @Nayan7680
    @Nayan7680 Місяць тому

    Adhar card re ph no link jaruri ki

  • @panchananasagria1912
    @panchananasagria1912 Місяць тому

    ସୁଭଦ୍ରା ଯୋଜନା ନେଇ ପେଲାଲୋକ କୁ କେଵେଦେବ

  • @AjayaBaral-y8z
    @AjayaBaral-y8z Місяць тому

    Ok

  • @SUJATAPARIDA-qf2tt
    @SUJATAPARIDA-qf2tt Місяць тому +1

    👏👏👏👏

  • @pratapmoharana9918
    @pratapmoharana9918 Місяць тому

    ଆପଣଙ୍କ otv, ଆପଣଙ୍କ party, ଆପଣଙ୍କ clarification

  • @Champamandal02
    @Champamandal02 Місяць тому

    Didi mu malkangiri ro kichu mu Mumbai re ochi mu kemeti aap lay korebe please 🙏

  • @rojinabehera6332
    @rojinabehera6332 Місяць тому

    Mo subhadra aasini

  • @debashisbarik6272
    @debashisbarik6272 Місяць тому +3

    ରାତି ରେ ଆବେଦନ କରୁଛନ୍ତି ଏବଂ ଲୋକ ଙ୍କ ଠାରୁ ପଇସା ନେଉଛନ୍ତି

    • @subhransudalai8360
      @subhransudalai8360 Місяць тому +2

      ସେମାନଙ୍କ ପରିବାର ଚାଲିବ କେମିତି, ଦେଖୁଛି ଲୋକ କେମିତି ହଇରାଣ କରୁଛନ୍ତି CSC କେନ୍ଦ୍ର ର ମାଲିକ ଙ୍କୁ

    • @ajitbarik1681
      @ajitbarik1681 Місяць тому

      Ratire se mahaliya koribo .

    • @bccommunication2258
      @bccommunication2258 Місяць тому

      CSC re thore boso tapore kotha kohibo.

  • @BhagbataBehera-n9w
    @BhagbataBehera-n9w Місяць тому

    ତମେ ସର୍ଭେ କରିକି ଦଉଛ ନା ଖାଲି ଭାଷଣ କରୁଛ ଆମ ଆଗରେ ବା ଚାରି chokiya ଗାଡ଼ି ଥିବା ଲୋକ ପାଇଛନ୍ତି/ଚାକିରି କରିଥିବା ଲୋକ ବି ପାଇଚି

  • @LaxmipriyaDenisa
    @LaxmipriyaDenisa Місяць тому

    Mu bbsr re rahuchi mo bapa nka ghara ku asichi ethi kahuchanti nija gnao re form miliba mate deleni..... Ethi kahuchanti nija panchyata re jou janaseba kendra achhi seithi form apply kara....... 🙏

  • @fours_learing
    @fours_learing Місяць тому +1

    Csc And msk free kamo karebe kn pai

  • @RajeshKumarRauta
    @RajeshKumarRauta Місяць тому

    Han website ta ku aji jai thick Kari paruna ,

  • @SabitaaaBhoi
    @SabitaaaBhoi Місяць тому

    ଆପଣ କହୁନାହିଁ ତକୋଉଡେଟ ରେ ସୁଭଦ୍ରା ମିଳିବ ଯୋଉମାନେ ପାଇନାହାଁନ୍ତି

  • @bisupradhan2384
    @bisupradhan2384 Місяць тому

    Account number kouthi fill up haba

  • @jyotirmayee903
    @jyotirmayee903 Місяць тому

    Account number ta form re diajaunahi tanka asiba kauthi

  • @surend3354
    @surend3354 Місяць тому +1

    Mobail no Aadhar link pain 200 tanka laguchhi medam

  • @babitasahu9584
    @babitasahu9584 Місяць тому

    Namaste

  • @murmu383
    @murmu383 Місяць тому

    Madam aame ta goriba hele aame Subhadra yajona paine kan kariba madam stet odisha Mayurbhanj

  • @dineebhoi5071
    @dineebhoi5071 Місяць тому

    Subhdra , ku tk pache chinta karantu sepate se osssc ra durniti bisayare tk chinta karantu madam.. Au taku sudhurantu... Osssc news sabu bele top re achhi apanku dekha jau ni ki..???

  • @villagenews2100
    @villagenews2100 Місяць тому +1

    211 ରେ ଜନଗଣନା ହଇ ଥିଲା ଇଟା ଉପ ମୁଖ୍ୟମନ୍ତ୍ରୀ କହୁଛନ୍ତି?

  • @subhransudalai8360
    @subhransudalai8360 Місяць тому

    ୫୦୦୦ ରେ କି ଉଦ୍ୟୋଗ ହେବ, ସେଥିରେ ଭାଷଣ ଉଦ୍ୟୋଗପତି, ଲକ୍ଷପତି ଦିଦି

  • @Gayatrisahoo-e6m
    @Gayatrisahoo-e6m Місяць тому

    ❤❤❤❤

  • @surjyamaniswain3407
    @surjyamaniswain3407 Місяць тому +1

    Inexperienced Govt

  • @BikashmmGiri
    @BikashmmGiri Місяць тому

    ଓଡ଼ିଶାର ମହିଳାଙ୍କ ଲୁହ ତୁମ ମାନଙ୍କ ଉପରେ ପଡ଼ିବ ଆଉ ତମର ଏମିତି ଦିନେ ସମୟ ଆସିବ କଉ ଜନମରେ ଆସିବ ହେଲେ ଆସିବ ଆଉ ପାଣି ପଡ଼ୁଥିବା ଘରେ ବସି ଜନ୍ହ ତାରା ଦିଶୁ ଥିବ କିଛି ପଇସା ମିଳିଲେ ଘର ପରିବାର ଚଳିବ ଦୁଃଖୀ ଦରିଦ୍ର ଲୋକ ମାନଙ୍କର ଦେଖ ଯାଇ ଲୋକଙ୍କ ପଇସା ଖାଇ AC ତଳେ ବସି ଜାଣି ପାରୁନ ଯେତେ ସେମିତି ଦିନ ଆସିବ ଜାଣି ପାରିବ 😂😂

  • @RajauniJaumda
    @RajauniJaumda Місяць тому

    Ma akaut ku kebe asib tanka

  • @MahendraSingh-i9b4e
    @MahendraSingh-i9b4e Місяць тому

    ଭୂମିହୀନ ଙ୍କୁ ପଇସା ଦେବ ବୋଲି dhengura ପିଟୁଥିବା କଥା ଗଲା କୁଆଡେ ଏତେ micha govt kebe dekhini

  • @RajeshKumarRauta
    @RajeshKumarRauta Місяць тому

    Khali advertisement jor ,site thick nahi

  • @Champamandal02
    @Champamandal02 Місяць тому

    Mu Mumbai re ochi kameti aap lay korebe please 🙏🙏🥺

  • @SumitraDas-x7m
    @SumitraDas-x7m Місяць тому

    Hlw

  • @surjyamaniswain3407
    @surjyamaniswain3407 Місяць тому

    Site re dinaku 10ta success haba
    Csc operator ku miliba per day 150

    • @DEEPANKAR_SINGH99
      @DEEPANKAR_SINGH99 Місяць тому

      ଆରେ ଭାଇ ସୁଭଦ୍ରା ଯୋଜନା ର side ନ ଖାଲିଵା ଏମାନଙ୍କର ଚାଲ୍ ଏମିତି ହେଲେ ସମୟ ସୀମା ସରିଯିଵ ଆଉ ହିତାଧିକାରୀ ଵି କମିଯିଵେ ।

  • @MahendraSingh-i9b4e
    @MahendraSingh-i9b4e Місяць тому

    Election ପୂର୍ବରୁ ଏତିକ kahithantu ତୋର ଏ ରଙ୍ଗ n ଥାନ୍ତା

  • @gajendramuduli.3295
    @gajendramuduli.3295 Місяць тому

    କେତେ ଦିନରେ ସୁଝି ବାକୁ ପଡ଼ିବ,,,?

  • @surjyamaniswain3407
    @surjyamaniswain3407 Місяць тому +1

    Feedback nei nei 5year chalijiba

  • @NirupamaMallick-x6y
    @NirupamaMallick-x6y Місяць тому

    Madam amar asini

  • @manoranjansamal6104
    @manoranjansamal6104 Місяць тому

    aga server thik kara....server kholu kholu 2029 asijiba

  • @littlegirlsradha
    @littlegirlsradha Місяць тому

    ସବୁ ମିଛ କଥା କହିଲି 😊😊😊😊😂😂

  • @SarthakAgency
    @SarthakAgency Місяць тому

    Kahile je 15 purbaru jie aplya karithiba taku miliba hale ame 12 ru karichu kintu asini paisha

  • @RameshPangi-ez5qg
    @RameshPangi-ez5qg Місяць тому

    କେତେଜଣ ସ୍ତ୍ରୀ ମାନଙ୍କ ଆଧାର କାର୍ଡ ରେ ସ୍ଵାମୀ କିମ୍ବା ପିତାଙ୍କର ନାମ ମଧ୍ୟ ନାହିଁ ସେମାନେ କ'ଣ କରିବେ ସେମାନେ ଯୋଗ୍ୟ ଅଟନ୍ତି କି

  • @SunitaBehera-dq6iz
    @SunitaBehera-dq6iz Місяць тому

    Medom mu au Sarkar ku bhout debini mote kounasi sohayota miluni DUI pilanku neiki kost re ochhi rason card bi nahi boli garment school re khaiba chhoda kichhi bi miluni mo kotha sarkarnk pakhoku kehi t pothao please

  • @SAJHU7890
    @SAJHU7890 Місяць тому

    In the election or rally ,it was said that every women would receive 50000 under the subhadra scheme ,so why is it now only 5000?they say one thing but something else is happening 😅😅😅😅

  • @sagarikasahoo6929
    @sagarikasahoo6929 Місяць тому

    Csc center ନେଉଛନ୍ତି 150

  • @Lbaghar
    @Lbaghar Місяць тому

    ସାଇଟ ଖଲୁଣି କଣ କରିବ ଜୁମୁଲା ସରକାର

  • @youtubemanoj-dd
    @youtubemanoj-dd Місяць тому

    14678 call riship karunahanti😮😮😮😮

  • @pradeepkumarsinha803
    @pradeepkumarsinha803 Місяць тому

    UNNECESSARY HARASSMENT TO THE SUBHADRA BENEFICIARIES WITHOUT OPEN SUBHADRA PORTAL FOR ALL...

  • @nilspradhan6523
    @nilspradhan6523 Місяць тому

    60 ବର୍ଷ ର ମା, ବାପା ମାନେ ଆଗାମୀ 2029 ନିର୍ବାଚନ ରେ ବଞ୍ଚିବେ କି ନାହିଁ... ସେମାନେ ଭୋଟ ଦେଇ ପାରିବେନି ତ ସେଥିପାଇଁ ସେମାନଙ୍କୁ ବାଦ ଦେଲେ ବିଜେପି ସରକାର... ଯୋଉ 50.000 ହଜାର ଟଙ୍କା ଦେଉଛନ୍ତି 60 ବର୍ଷ ରୁ କମ ମହିଳା ମାନଙ୍କୁ ସେମାନେ କେତେ ଉଦ୍ୟାଗୀ ହେଉଛନ୍ତି ଦେଖିବା କଥା ପରେ..

    • @sk-bm9ey
      @sk-bm9ey Місяць тому

      Are above 60 mahila mane 3500*12=42000 deuchanti au kete debe

    • @sk-bm9ey
      @sk-bm9ey Місяць тому

      Ta 5 year re 42000*5=210000 au kete debe

    • @nilspradhan6523
      @nilspradhan6523 Місяць тому

      @@sk-bm9ey tama ghare kia sete pauchi ki

    • @sk-bm9ey
      @sk-bm9ey Місяць тому

      @@nilspradhan6523 amara sabu government chakiri 😂 are tume mane Amiti uneducated pari huani tk new sarkar ku chance dia GST deucha task deucha sabu bjd khauthila sabu mantri 100 cr ru kam rakhinahanti au gunda raj sarakar change hele sina dara rahiba au development heba

    • @sk-bm9ey
      @sk-bm9ey Місяць тому

      @@nilspradhan6523 bhai new pension rule dekhina ki 3500 miliba barta kn khali comment kale heba tk newspaper au tv dekha ei wp university ra laguchi dekhiki tamaku

  • @Champamandal02
    @Champamandal02 Місяць тому

    Mu jone single maa mele le bohut help hoi tanta Mumbai ru kemeti aap lay kore be 🙏

  • @ajitbarik1681
    @ajitbarik1681 Місяць тому

    Prabhati madam ra style ta bhola ,ame tax dauchu mane amar bohut boda bhul

  • @jyotiranjanbiswal5186
    @jyotiranjanbiswal5186 Місяць тому

    Manifesto re seta clear Kalani jie itr file return karuchi kebe jaiki ta dukha bujhicha se lower class lokanka thu kharap paristiti nija katharu ohari le loka eei 5barsa pare thikana rakhibeni au gote katha kn pain swastya card samaste paibeni. Jaha 5barsa re haba katha hua tapare au asibana katha kehi sunibe.

  • @sampurna1164
    @sampurna1164 Місяць тому

    Income tax loan pai dauchu kn pai ame Kai paibuni

  • @chandan1758
    @chandan1758 Місяць тому

    Subhadra link khulunahi se bisayare pora chup... Ba ba re ama mukhyamantri

  • @surjyamaniswain3407
    @surjyamaniswain3407 Місяць тому

    Csc operator ku 15rupees thik ki

  • @thelongdistancerunner9023
    @thelongdistancerunner9023 Місяць тому

    Kebala mo seba au csc re kahiki apply hauchhi.. Sabu computer au Mobile re haba Katha

  • @PrasannaPalai-sg1xg
    @PrasannaPalai-sg1xg Місяць тому

    ହଁ help😍line 24 ghanta khola

  • @pradeepmuduli3799
    @pradeepmuduli3799 Місяць тому

    Upamantri Mahodayà apananku pranam Bdk Tihidi Block kuɓeraGP ama state padmafulamaya hau

  • @sushantashekhardash6706
    @sushantashekhardash6706 Місяць тому

    Apana nka portal kholuni , aau janaseba kendra kn rati 2ta re fillup Kariba aau paisa nebeni ,
    Sabuthi paisa neuchhanti karana aapna nka portal thik nahin

  • @basantideep5772
    @basantideep5772 Місяць тому

    Mora aasila nai paisa 😢

  • @swapnalatagoudo8204
    @swapnalatagoudo8204 Місяць тому

    21ru60. Kahilo kintu married na unmarried kahinahanti

  • @biswajitbehuria7011
    @biswajitbehuria7011 Місяць тому

    Aapna ration card holder mananku dounahanti?

  • @padminilabala2905
    @padminilabala2905 Місяць тому

    Jau mahilank pakhara mobile na thiba sa kn kariba

  • @jeetjay7417
    @jeetjay7417 Місяць тому

    50000 voucher milala subhadra jojanare😮