🔴 Live | ସୁଭଦ୍ରା ଗାଇଡଲାଇନକୁ ନେଇ କ’ଣ କହୁଛନ୍ତି ସମସ୍ତେ ?

Поділитися
Вставка
  • Опубліковано 12 вер 2024

КОМЕНТАРІ • 458

  • @SekharsambhitDhal
    @SekharsambhitDhal 14 днів тому +34

    ବିଜେପି ସରକାର କୁ ଜୋତା ମାଡ଼ ଦରକାର ଓଡିଶା ବାଶି ଏକ ହୁଅନୁ ବିଜେପି ସରକାର କୁ ଜୋତା ମାଡ଼ ଦରକାର 👌

  • @brajasundarsahoo1590
    @brajasundarsahoo1590 18 днів тому +43

    ମସ୍ତ ବଡ଼ ଠକାମୀ l subhadra ଯୋଜନା ୩୦୦ ୟୁନିଟ୍ ବିଜୁଳି ଭତ୍ତା ରେ ପାନେ ପାନେ ଦେଲେଣି l ଆଗକୁ ଆହୁରି ପାନ ପାନ କରି ଦେବେ l

    • @jyotsnaranipanda2613
      @jyotsnaranipanda2613 18 днів тому +2

      ଠିକ ହେଇଛି ଏ ବେଇମାନ ମାନଙ୍କୁ, ପରିବର୍ତନ ଚାହୁଁଥିଲେ ପରା

    • @bhagabanasahu8332
      @bhagabanasahu8332 18 днів тому +2

      Bala Sarkar

  • @diptisahoo6851
    @diptisahoo6851 17 днів тому +34

    ସମସ୍ତେ ତ ପାଇବେ ନାହିଁ ତାଙ୍କରି ଦଳର ସୁଭଦ୍ରା ମାନେ ପାଇବେ

  • @user-nt5ny8qf1x
    @user-nt5ny8qf1x 18 днів тому +56

    ଛାଡ ହୋ ନବୀନ ବାବୁଦେବେ 100 ଇୟୁନିଟ୍ ଛାଡ ହୋ ମୋଦିଦେବେ 300 ଇୟୁନିଟ୍ କୁଆଡେଗଲା ସବୁ ଜୁମୁଲା

  • @zainaar
    @zainaar 17 днів тому +30

    ସୁଭଦ୍ରା ଜଳିକ୍ଷୀୟା ଯୋଜନା 👍

  • @pitambarsingh7904
    @pitambarsingh7904 17 днів тому +27

    ସୁଭଦ୍ରା ଯୋଜନା ବି ଜେ ପି ର 2029 ସାଧାରଣ ନିର୍ବାଚନ ଖର୍ଚ୍ଚ ଏହା ଜଳ ଜଳ ଦେଖା ଯାଉଛି

  • @Jotrimay
    @Jotrimay 13 днів тому +11

    ମିଛ ସରକାର ସବୁବେଳେ ମିଛ କହୁଛନ୍ତି ଇଲେକ୍ରୀ ବିଲି ଓ ଭତାପରି 😭ନା ଦେବାର ବାହାନା

  • @pinkumeher821
    @pinkumeher821 17 днів тому +12

    ଦିନକୁ 28 ଟଙ୍କା ଗୋଟିଏ ପରିବାରକୁ ଦେଲେ କୋଟିପତି ହେଇଯିବେ, ବିଜେପି ସରକାର ପଇସା ଟିକେ କମ କର

  • @prakashparida3663
    @prakashparida3663 18 днів тому +76

    ଖୁସି ନୁହେଁ ବରଂ ଲଜ୍ୟା ଲାଗିବା କଥା

  • @sarojransingh710
    @sarojransingh710 18 днів тому +44

    ହାତରୁ ଯାଇଛି ଖସୀ ଏବେ ଦେଖୁଥାଅ ହସି......

    • @MRSRIKANTAODIA
      @MRSRIKANTAODIA 17 днів тому +1

      👍🤭ଠିକ

    • @shrabansanta6452
      @shrabansanta6452 17 днів тому +1

      Gandi re dama achita Begi deuna.ma

    • @sashibhusanmohapatra5976
      @sashibhusanmohapatra5976 10 днів тому

      ଏଇଟା ପେଲା ନେତା ତେ

    • @monoranjancartoon
      @monoranjancartoon 25 хвилин тому

      ବିଜେଡି ସରକାର ୨୫ ବର୍ଷ ରେ ଓଡିଶା ପାଇଁ କଣ ଅଧିକା କାମ କରିଛନ୍ତି କି ?

  • @Mila-nr7eo
    @Mila-nr7eo 17 днів тому +22

    ରସୁଣ ୪୦୦, ପିଆଜ ୫୫,ଅଦା ୨୫୦, ଆଳୁ ୫୦ , ଟମାଟୋ ୬୦, ବାଇଗଣ ୮୦, ଭେଣ୍ଡି ୬୦,କଲରା ୮୦, କାକୁଡି ୬୦ , ପୋଟଳ ୬୦ ତାହେଲେ ଲୋକ ମାନେ ଖାଇବେ ନାଁ ନାହିଁ। ମାସକୁ ୨୦୦୦୦ କ'ଣ ୫୦୦୦୦ ହଜାର ରୋଜଗାର କଲେ ବି ହେବ ନାହିଁ। ଗୋଟିଏ ପରିବାରରେ ୪ରୁ ୬ ଜଣ ସଦସ୍ୟ ଓ ତା ଠାରୁ ବି ଅଧିକ ଲୋକଙ୍କ ସଂଖ୍ୟା ଅଛନ୍ତି ସେଥିରେ ଦୁଇ ଜଣ କିମ୍ବା ଜଣେ ରୋଜଗାର କରୁଛନ୍ତି। ତାହେଲେ ତାଙ୍କ ଅବସ୍ଥା କ'ଣ ହେବ।

    • @sk-ek1tz
      @sk-ek1tz 11 днів тому +2

      ପରିବାର ରେ 6 ଜଣ ଅଛ କଣ ପାଇ ଘରେ ବସିକି ରହୁଛ କିଛି ପରିବା ଚାଷ କରୁନ, କେହି ତ ଆଉ ଚାଷ କରୁନ ଖାଲି ବସି ଖାଇବ , କିଏ ଚାଷ କରିବ ଯେ ପରିବା ରେଟ କମିବ ,,,,ଚାଷ କାମ କରିବାକୁ ଲଜ୍ୟ ଲାଗୁଛି , ଚାଷ କାମ ଛାଡି ସମସ୍ତେ ଖାଲି ଦାଦନ ଯିବ ଆଉ ପରିବା rate ବଢ଼ିଲେ ସରକାର କୁ ଦୋଷ ଦେବ , ସରକାର କଣ ତା ଘରୁ ଚାଷ କରିକୀ ଦେବ ଯେ ଖାଇବ ,,,

    • @rakeshmohanty134
      @rakeshmohanty134 8 днів тому

      ​@@sk-ek1tzତମର ଜମି ଅଛି ବୋଲି କହୁଛ ଯାହାର ଜମି ନାହିଁ ଘରେ ବୁଢ଼ା ବୁଢ଼ୀ ଲୋକ ଛୋଟ ପିଲା ଛୁଆ ସେ kn କରିବ କୁହ ନା କହିପାରିବିନି କାରଣ ତମେ bjp ra ଅନ୍ଧଭକ୍ତ

    • @rakeshmohanty134
      @rakeshmohanty134 8 днів тому

      ​@@sk-ek1tzଛାଡ ଯଦି ବି ଜମି ଅଛି ଏ ବର୍ଷା ଦିନେ ଆଳୁ ଚାଷ ହୁଏନା ଆଳୁ କିନିକି ଖାଇବ ନା ଓଡିଶା ରେ ରସୁଣ ହୁଏନା କିନିକୀ ଖାଇବ ନା ପିଆଜ ର ସ୍ଥିତି ବି ସେଇଆ ବାକି ରହିଲା ଡାଲି ସେ ବି ଚାଷ ହୋଇ ପାରିବ ନାହିଁ ଆଉ ପୁଣି ତେଲ ବି ଓଡ଼ିଶା ର climate re cyclone ବନ୍ୟା ଲଘଚାପଜନିତ ବର୍ଷା ପ୍ରାୟତ ଲାଗି ରହିଛି ଚାଷ କେବେ କରିଥିଲେ ସିନା ଜାଣି ଥାଆନ୍ତା ଘରେ ବସି comment's ଦବା ଅପେକ୍ଷା ଚାଷ ତମେ କର ଜାଣିପାରିବ କନ ସବୁ ସମସ୍ୟା ତା ସହ ମାଙ୍କଡ ବୁଲା ଷଣ୍ଢ ଙ୍କ ସମସ୍ୟା ଏବଂ ଭୁଗୋଳ ପଡିନ ଓଡ଼ିଶା ର ଅଧିକାଂଶ ଭାଗ ଜଙ୍ଗଲ ଏବଂ ପାହାଡ଼ ଯୋଉଠି କି ପରିବା ଚାଷ ହୁଏନା କେବଳ ନଦୀ କୁଳ ସ୍ଥାନକୁ ଛାଡି ଆଗ ଟିକେ ଜ୍ଞାନ ଆରୋହଣ କର

    • @rakeshmohanty134
      @rakeshmohanty134 8 днів тому

      ​@@sk-ek1tzଅଛା ଭାଇ ପେଟ୍ରୋଲ rate ୧୦୦bjd ଥିଲାବେଳେ bjp ବହୁତ୍ ଭୁକୁ ଥିଲା ଭାଟ୍ ନଉଚି ରାଜ୍ୟ ସରକାର ସେଥିପାଇଁ ଏତେ rate ଏବେ ତ ଡବଲ ଇଞ୍ଜିନ ସରକାର ରାଜ୍ୟ ସରକାର କାଇଁ vaat Chad karuni ହିସାବ ବି ନିଅ ୧୦୦ଟଙ୍କା ରୁ ସେଣ୍ଟର୍ ର ଭାଗ ୨୦ ଟଙ୍କା ଓଡ଼ିଶା ସରକାର ର ୨୮ମାନେ ୧୦୦-୪୮=୫୨ପ୍ରକୁତ rate କେତେ tax GST ନଉଚି ମୁ ଜାଣିଛି ମୋ କଥା ତମେ କହିବ ମିଛ ସୋ ତମେ ପ୍ରମାଣ ସୁରୁପ ଗୁଗଲ search କର ଜନିପରିବ ତମେ ଯଦି ଦିନକୁ ୧୦୦ପେଟ୍ରୋଲ ରେ ଯାଉଚି ୧୦୦×୩୦=୩୦୦୦ ୧ମାସ ବର୍ଷକୁ ୩୬୦୦୦କିନୁଛ ତା ଥିରେ tax ଦଉଚ ୧୭୨୮୦ ଭାବ ସରକାର ଏଇ ଗୋଟେ ଜିନିଷ ରୁ କେତେ tax ନଉଚି ହିସାବ କର ତମ ଗାଁ ରେ ଯେତେ ଗାଡ଼ି ଥିବ କେତେ ନଉଚି

    • @satyabansahoo7932
      @satyabansahoo7932 12 годин тому

      ଶୁଭଦ୍ରା ଟଙ୍କା ନ ମିଳୁ ସୁଭଦ୍ରା ପୁଅ ଝିଅ କୁ ଅତି କମରେ 20000=ଟଙ୍କାର ଚାକିରୀ ମିଳୁ

  • @tapansrichandan4343
    @tapansrichandan4343 18 днів тому +36

    ନବୀନ ସରକାର କଣ ନ କରିଛି
    ମନ୍ଦିର ଉନ୍ନତି କରଣ ହେଉ କି ଭତା ବଣ୍ଟନ ସବୁଥିରେ ଆଗୁଆ ।ଦବାରେ ମଧ୍ୟ ଆଗୁଆ

  • @darkclouds6246
    @darkclouds6246 17 днів тому +35

    Vote ନେଲା ବେଳେ ତ guide line ନଥିଲା ଜିତି ଗଲା ପରେ ଗାଣ୍ଡୀ ରେ ଚେର ଲାଗି ଗଲା ଶଳା ହଉ ସମୟ ଆସୁଛି

  • @manojparida2880
    @manojparida2880 18 днів тому +16

    ପ୍ରକାଶ ବାବୁ,ଗାଲୁ ଗପ ଆଉ କରନି

  • @hiranyasahoo3548
    @hiranyasahoo3548 18 днів тому +44

    ମିଛୁଆ ସରକାର ବିଜେପି ସରକାର ଗାଲୁଆ

  • @gobindasahoo3222
    @gobindasahoo3222 18 днів тому +24

    ହେ ମୋହନ ବଡ ଠାକୁର ଜଗନ୍ନାଥ ତୁମର ଇଏ କି ନୀଳା ମହା ପ୍ରଭୁ ଆପଣ କାହିଁକି କହିକି ଦଉ ନାହାନ୍ତି ଆପଣ କି ଠାକୁର

  • @GyanaranjanHembram-i4q
    @GyanaranjanHembram-i4q 17 днів тому +8

    ସୁଭଦ୍ରା ଯୋଜନା ପ୍ରଯ୍ଯୁଯୋ କେବଳ ଖଡିଆ ଓ ମାକଂଡିଆ ଭଉଣି ପାଇଁ

  • @ranjanbehera7382
    @ranjanbehera7382 18 днів тому +14

    ପକାସରଥ ଆପଣ କୁ ଲାଜ ଛାଡୁନାହିଁ

  • @ODISHABHAI-eq8jq
    @ODISHABHAI-eq8jq 18 днів тому +11

    ଜୟ ଅନ୍ଦ ଭକ୍ତ

  • @abhisekvlogs7559
    @abhisekvlogs7559 18 днів тому +27

    ଛାଡ଼ ହୋ ...😀😀 ମୋଦି ଦବ 300ୟୁନିଟ ..

  • @Prasantmaniexpress6372
    @Prasantmaniexpress6372 18 днів тому +41

    Michhua sarakar

  • @pravakarpradhan1571
    @pravakarpradhan1571 18 днів тому +14

    ଏଭଳି ଗାଲୁଆ ଦଳ ବିଶ୍ଵରେ ଦେଖିବାକୁ ମିଳିବ ନାହିଁ

  • @allodiatech1913
    @allodiatech1913 17 днів тому +7

    ଅରେ ନାରଣ ! ମିଛୁଆ ରାଧୁଆ ଗପ କେବେ ଶୁଣିଛୁ ?

  • @kb42001
    @kb42001 15 днів тому +7

    ବାଳ ଯୋଜନା ର ବାଳ guide Line

  • @reetap4008
    @reetap4008 18 днів тому +92

    ମୁଁ ପ୍ରଥମରୁ କହିଛି ଗୁଣ୍ଡା ଦଳ ଭ୍ରଷ୍ଟାଚାର ଦଳ ପାଇଁ ଲୋକେ ତ୍ରାହି ତ୍ରାହି କରିବେ ଲୋକେ କାନ୍ଦି କାନ୍ଦି ନବୀନ ବାବୁ ଙ୍କୁ ଖୋଜିବେ ଲେଖି ନିଅ 😡

  • @hiranyasahoo3548
    @hiranyasahoo3548 18 днів тому +16

    ପ୍ରକାଶ ରଥ ଆପଣ ଟିକେ ବିଷ ପିଇ ଦିଅନ୍ତୁ

  • @litupradhan3712
    @litupradhan3712 18 днів тому +11

    ଚାରି ଚକିଆ secend hand କାର ୫୦.୦୦୦ ଟକାଂରେ ମିଳୁଚି ଯାହାକି ଭିକାାରି କିଣୁଛି.

  • @jagajaga8877
    @jagajaga8877 17 днів тому +12

    ଲଜ୍ଜା ଲଜ୍ଜା ଲଜ୍ଜା

  • @user-cc5rn8ot2o
    @user-cc5rn8ot2o 18 днів тому +11

    ହାତରୁ ଯାଂଇଛିଖସି

  • @sureshanmajhi352
    @sureshanmajhi352 15 днів тому +5

    ବିଜେପିର ମୁଖପାତ୍ର ମାନେ ସୁଭଦ୍ରା ଯୋଜନା ବିଷୟରେ ଆଲୋଚନା କଲେ ସେମାନେଅଲଗାକଥା କହୁଛନ୍ତି
    ଓଡ଼ିଶାର କାହାର ମୁତ୍ୟୁ କାହାର ମଡ଼ର୍ର ବିଷୟ କହୁଛନ୍ତି ବେକାର କଥା

  • @sudarsanpani2771
    @sudarsanpani2771 18 днів тому +17

    Jai BJD

  • @ashokkumardas6003
    @ashokkumardas6003 18 днів тому +5

    ଆରେ ପାର୍ଟୀ ହେଉଛି ଜନମ ମିଛୁଆ, ଏଇଟା ଯେତେ କହିଲେ ବି କମ୍ ପଡ଼ିବ.

  • @SwarnalataPradhan-by1zu
    @SwarnalataPradhan-by1zu 17 днів тому +3

    ଇପିସିତା ମାଡାମ right କଥା କହିଛନ୍ତି

  • @DEEPANKAR_SINGH99
    @DEEPANKAR_SINGH99 8 днів тому +1

    ଵହୂତ ଵଢିଆ ପ୍ରଶ୍ନ କରିଛନ୍ତି ମ୍ୟାଡାମ୍ ମାନଙ୍କୁ ଧନ୍ୟବାଦା ।

  • @KanhaiMajhi-pp8ll
    @KanhaiMajhi-pp8ll 17 днів тому +3

    ଏ ଶଳା ଗାଲୁଆ ବିଜେପି ସରକାର ଦେଶବାସୀ ଙ୍କୁ ଭଣ୍ଡେଇଲ ଠିକ ଅଛି ଶେଷରେ ରାମ, ଜଗନ୍ନାଥ ବଳଭଦ୍ର, ସୁଭଦ୍ରା ଏଇ କେତେ ଗୁଡିକ ଠାକୁର ଙ୍କୁ ବି ଅପମାନ କରିଚାଲିଛନ୍ତି ଆଉ ଅନ୍ଧ ଭକ୍ତ ଯୁଗ ସରିଗଲା ଶେଷରେ ତମକୁ ଗୁହ ପାଣି ମୂତ୍ର ଛିଞ୍ଚି ଦେବେ ଏହା ହେଉଛି ଜନତା ର ଗ୍ୟାରେଣ୍ଟି 🙏🙏🙏🙏🙏🙏

  • @Sanand965
    @Sanand965 18 днів тому +8

    2029 khhaiba kadali

  • @SimanchalMali-gb3xh
    @SimanchalMali-gb3xh 17 днів тому +5

    ଏ ମାଜ୍ଞା ଦ୍ରମେନ୍ଦ୍ର ପ୍ରଧାନ କୁ ଚପଲ ରେ ମାର

  • @gurucharantudu3202
    @gurucharantudu3202 13 днів тому +2

    Nandighosh TV right

  • @purnachandrajena1986
    @purnachandrajena1986 17 днів тому +3

    ଇପି୍ସିତା ମାଡାମ ଧନ୍ୟବାଦ୍

  • @pradeepnayak582
    @pradeepnayak582 2 дні тому +2

    ପ୍ରକାଶ ରଥ ସରୁଣୁ ବିସମିଲୁନି

  • @papucreation859
    @papucreation859 5 днів тому +1

    ତୁମ ସଲାଙ୍କର ସୁଭଦ୍ରା ରଥ ବୁଲିବାକୁ ଆସିଲେ ତୁମର ଗାଡ଼ିରେ -ଆଣ୍ଡାମାଡ କରା ହେବ ଏବଂ ନେତାଙ୍କୁ କାଳୀ ବୋଳା ହେବ ରହ ଶଲେ

  • @pravakarpradhan1571
    @pravakarpradhan1571 18 днів тому +4

    BJP MLA, MP ମାନଙ୍କ ମହିଳା ପାଇବା ଉଚିତ୍,

  • @bhagyaranjantripathy377
    @bhagyaranjantripathy377 18 днів тому +8

    Galu sarkar

  • @user-fo3hb1tn7z
    @user-fo3hb1tn7z 2 дні тому

    ଶୁଭଦ୍ରା ଯଜନା ଗରିବ ମହିଳା ମାନେ ପାଇବା ଦରକାର

  • @BasantaBagh-co3fg
    @BasantaBagh-co3fg 6 днів тому +1

    Right madam very good

  • @parresroul3935
    @parresroul3935 3 години тому

    ଯୌବନ ମହିଳା ସୁଭଦ୍ରା ହୋଇପାରିବ ମୋହନ ,ମୋଦି ସାର୍ ଙ୍କର

  • @user-og9wu4gr9p
    @user-og9wu4gr9p 14 днів тому +1

    ଏ ମାଗିହା ମାନଙ୍କୁ ଜୋତା ଦରକାର

  • @tksmedia4812
    @tksmedia4812 18 днів тому +7

    Galua katha kahuchi

  • @kalipadamandal1830
    @kalipadamandal1830 18 днів тому +2

    ବିଦ୍ୟାଳୟର ମାମୁଲି ରୋଷେୟା କାହିଁକି ବାଦ ପଡ଼ିବେ । ଯେଉଁମାନେ ନିଆଁ ଖାଇ କଷ୍ଟରେ ରାନ୍ଧୁଛନ୍ତି। ବର୍ଷକୁ ମାତ୍ର ୨୪ ହଜର

    • @SKGAMING99575
      @SKGAMING99575 15 днів тому

      24 hajar nunhe 20 hajar may June 2 maa Paisa mileni.

  • @pradeepsahoo1469
    @pradeepsahoo1469 День тому

    ❤️Jay Naveen 🙏

  • @brundabansingh8056
    @brundabansingh8056 14 днів тому +2

    ମିଛୁଆ ବିଜେପି

  • @BibhutiDalei-hz7xs
    @BibhutiDalei-hz7xs 17 днів тому +1

    ବାଳ ସୁଭଦ୍ରା ଯୋଜନା ! ଶଳା ଓଡ଼ିଶାର ହଜାର ହଜାର ସଙ୍ଘ ମହିଳା ମାନେ ବିନା ସୁଧରେ ଲକ୍ଷ ଲକ୍ଷ ଟଙ୍କା ନେଇ ଆତ୍ମ ନିର୍ଭର ଶିଳ ହେଇଛନ୍ତି । ସବୁ ନବୀନ ବାବୁଙ୍କ ପାଇଁ ।

  • @SwarnalataPradhan-by1zu
    @SwarnalataPradhan-by1zu 17 днів тому +2

    Kete pila odisha baharaku jaichanti survy karajau

  • @Somanathdas-pp8ol
    @Somanathdas-pp8ol 9 днів тому +1

    ଏ ବେଲଜ୍ୟା ଜନତା କୁ ଲାଜ ଲାଗୁନି 60 ବର୍ଷ ମହିଳା କଣ ଭୋଟ ଦେଇନଥିଲେ ତାଙ୍କୁ କଣ ପାଇଁ କାଟିଲ

  • @santanulenka7674
    @santanulenka7674 15 днів тому +1

    Mate subhadra tanka darkar nahin amaku ama Naveen sir jogya Kari deichanti Jay Naveen Sir Jay BJD 💕

  • @kalichharanp290
    @kalichharanp290 9 годин тому

    ଧନ୍ୟବାଦ୍ ଜୟଶ୍ରୀ ମେମ୍

  • @narayannayak2869
    @narayannayak2869 17 днів тому +1

    ଇପ୍ସିତା ମାଡାମ 100% ଠିକ କହୁଛନ୍ତି

  • @dipakking2121
    @dipakking2121 17 днів тому +1

    ଆରେ ଛୋଡ଼ି ପୁଅ elaction ବେଳେ କହିଥିଲ ସବୁ ମହିଳାଙ୍କୁ ଦବୁ ବୋଲି.. ଏବେ ପାତ୍ର ଅନ୍ତର କଣ ପାଁଇ.. ତମେ ଫାଷ୍ଟ ରୁହ ମନା କଲନି ଆମେ ସମସ୍ତଙ୍କୁ ଦବୁନି ଅଧା ମାଇକିନାକୁ ଦବୁ ବୋଲି.. ଦେଖିଥାନ୍ତି.. ତମ ଗାଣ୍ଡିମରା ସରକାର କେମିତି ଓଡିଶା ରେ ଜିତିଥାନ୍ତ

  • @user-yg2nl2xn5d
    @user-yg2nl2xn5d 9 днів тому

    Best CM Naveen Patnaik. No others till his existence.

  • @samaisoren-ep9uu
    @samaisoren-ep9uu 2 дні тому

    ବିଜେପି ସରକାର ହଟାଓ ଦେଶ ବଞ୍ଚାଅ, ଏତେ ଡିବେଟି କରିବା ଦରକାର ନାହିଁ, ବିଜେପି ଦେଶ ବିକି ସାରିଲାଣି. ବିଜେପି ଇଲେକ୍ସନ ପୂର୍ବରୁ ଲୋଭ ଦେଖଉଛି ଇଲେକ୍ସନ ପରେ ଲାତ ମାରୁଛି. ଏବେ ଦିନରେ କହୁଛନ୍ତି ହେଇ ଦେଖ ସୂର୍ଯ୍ୟଲୋକରେ ଜବର୍ଜସ୍ତ ତାରା ଦେଖଉଛନ୍ତି

  • @sribachharaut5445
    @sribachharaut5445 9 днів тому

    Jay Naveen sir ❤❤❤

  • @dukhumarndi4154
    @dukhumarndi4154 10 днів тому

    Very good news channel

  • @RamrajuKadraka
    @RamrajuKadraka 10 днів тому

    ଆପଣ ଯେଉଁ ପ୍ରଶ୍ନ ପଚରାଯାଇଛି ତାହା ପ୍ରଥମେ ଉତ୍ତର ଦିଅନ୍ତୁ।

  • @HRUSIKESHSETHI-y9j
    @HRUSIKESHSETHI-y9j 9 днів тому

    ବିଜୁଳି ବିଲ୍ଲ କଥା ଆଲୋଚନା କରନ୍ତୁ. ନିଷୟ କରନ୍ତୁ.

  • @MRSRIKANTAODIA
    @MRSRIKANTAODIA 17 днів тому +1

    ନବୀନ ଦେବେ 100 ୟୁନିଟ ଛାଡ଼ ହୋ ମୋଦି ଦେବେ 300 ୟୁନିଟ 😄

  • @suryanshucrazyindia
    @suryanshucrazyindia 2 дні тому

    ଗାଲୁ ଆ ଗଲୁଆ ଗଲୁଆ ବିଜେପି

  • @GaneshJena-mr1hf
    @GaneshJena-mr1hf 10 днів тому

    ଯେଉଁ ସ୍ତ୍ରୀଲୋକ ମାନଙ୍କର ବୟସ 60 ଵର୍ଷ ରୁ ଅଧିକ ହେବ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ସିନା, କିନ୍ତୁ ସେମାନେ ବାର୍ଦ୍ଧକ୍ୟା ଭର୍ତ୍ତା Rs.3000/- ଟଙ୍କା ପ୍ରତ୍ୟେକ ମାସ ଆଗକୁ ପାଇ ପାରିବେ । କିଛିତ ହେଲା ,

  • @sagardas3777
    @sagardas3777 17 днів тому +1

    ମିଛ ମିଛ ମହାମିଛ ର ସରକାର ଚାଲି ଥିଲା 2014 ରୁ କେନ୍ଦ୍ର ରେ,,,, ଏବେ 2024 ରେ
    ଡବଲ ମିଛ ସରକାର ଚାଲିଲା ଓଡିଶା ରେ,,

  • @user-fy7pu8ec4v
    @user-fy7pu8ec4v 28 хвилин тому

    ନବୀନ ବାବୁ କଣ ପକେଟରୁ ଦଉଥିଲା ନା ବିଜୁ ବାବୁ ଘରେ ରଖିକି ଯାଇଥିଲା ସେ ଟଙ୍କା ବାଂଟୁଛି. ସବୁ ଟଙ୍କା ଆମ ଓଡ଼ିଶାର ସେ କହୁଛି ନବୀନ ଦଉଥିଲା କହିବାକୁ ଲାଜ ଲାଗୁନି. ଓଡିଶା ବାସୀଙ୍କ ଟଙ୍କା ସବୁ ଖାଇଛ ଏବେ ମରେଇବ. ଜୟ ଜଗନ୍ନାଥ.

  • @abhinandansutar197
    @abhinandansutar197 17 днів тому +1

    ଯୋଉ ମହିଳାକୁ 59 ସେ କେତେ ପାଇବ? 5000/- କାରଣ 5ବର୍ଷ ହେଲା ବେଳକୁ ତାକୁ ବୟସ 64 ହେଇଯାଇଥିବ

  • @soubhagyasamal3507
    @soubhagyasamal3507 10 годин тому

    ଯାହାକୁ ଦେଖିବ ଦେଖ ସବୁ ମା----ଆ ଏକ...

  • @KartikJena-we5oj
    @KartikJena-we5oj 9 днів тому

    ମହାଶୟ ଙ୍କୁ ମୋର ପ୍ରଶ୍ନ ଆପଣ କହୁଛନ୍ତି ଦେଢ଼ କୋଟି ଲୋକ ଦାଦନ ପାଇଁ ଯାଇଛନ୍ତି ତାହେଲେ ଆପଣ ରାସନ୍ କାର୍ଡ କିପରି ଇ kyc ଡୋର କୁ ଡୋର ତନଖି କରୁଛନ୍ତି କିପରି ଏ ଗୋଟେ ପ୍ରହସନ ସେହିପରି ଭତା କୁହନ୍ତୁ ସୁଭଦ୍ରା ହେଉ ସେହିପରି ଏଲେକ୍ଟ୍ରି ଫ୍ରୀ 300 ଉନିଟି ତେଣୁ ଜୁମୂଳା ସରକାର ମିଛ ସରକାର ଲଜ୍ଜ୍ୟା ଲାଗୁଛି

  • @sashibhusanmohapatra5976
    @sashibhusanmohapatra5976 10 днів тому

    ସୁଭଦ୍ରା ମା ନାଁ ନେଇ ଲୋକମାନଙ୍କ ଠକୁଛନ୍ତି, ସେହି ମା ବିଜେପି ଦଳକୁ ଖାଇବ.i

  • @PradeepBehera-up8jw
    @PradeepBehera-up8jw 8 годин тому

    ବିଜେପି ଓଡ଼ିଶା ନୂଆ ସରକାର ଧୀରେ ଧୀ ରେ ସବୁ କାମ କରିବେ ବିଜେଡ଼ି ଲକ ଭାଉ ଭାଉ ହେବେ ନବିନ୍ ବାବୁ ତାଙ୍କ ପିଏ ପା ଡିଆ ଓଡ଼ିଶା କରିଛି ରୁନିଆ

  • @user-tb3en8jw3t
    @user-tb3en8jw3t 3 дні тому +1

    Kahaku dabara khyamata nahi jadi aparijojana naa re bhota adaya.jepari.karichanti..Tara.utara.parbarti.muhurtare.odisha.basi.debe.

  • @PradiptaDas-sy4jn
    @PradiptaDas-sy4jn 18 днів тому +2

    ଏଗୋଟେ ଵାଡଜୋଯନା

  • @user-dq3rr2wl7h
    @user-dq3rr2wl7h 4 дні тому

    Nice words

  • @DEEPANKAR_SINGH99
    @DEEPANKAR_SINGH99 8 днів тому +1

    ଓଡିଶାର ଅର୍ଥନିତୀ ଵିଷୟରେ କଣ ଆଗରୁ ଵିଜେପି ଜଣା ନଥିଲା କି ? ସଵୁ ମହିଳା ମାନଙ୍କୁ ୫୦ ,000 ଦିଆଯିଵ ଆଉ ଦୁଇ ବର୍ଷ ଭିତରେ ଖର୍ଚ କରିଵେ ବୋଲି କାହିଁକି କହିଥିଲ ଵିଜେଡି ଟାଈଟର୍ କୁ ବିଜେପି ସୁପର ଟାଉଟର ।

    • @niranjannaik6376
      @niranjannaik6376 8 днів тому +1

      ବାଃ ବାଃ ବଢିଆ,18ବର୍ଷ ରୁ 60 ବର୍ଷ ର ନେତାଙ୍କୁ ବିଦାୟ କିମ୍ବା ଦରମା ବନ୍ଦ କରିବା ଯୋଜନା ଆଣନ୍ତୁ.......କଂଗ୍ରସ ନେତା ପ୍ରସ୍ତୁତ ହୁଅନ୍ତୁ ଆଗକୁ,ବିଜେଡ଼ି ବିଜେପି ଯୋଜନା ଛାଡେଇବେ ଜନତା,ଅଲାଜୁକ...

  • @BabuliOdiaVlog
    @BabuliOdiaVlog 6 днів тому

    ଭାଇ ଆପଣ ସହରରେ ରହୁଛନ୍ତି ବୋଲି ଯୋଗ୍ୟ ହିତାଧିକାରୀ ନାହାନ୍ତି। ଆମ ଗାଁ ରେ ୧୩୦ ପରିବାରରୁ ୧୦୦ ଜଣ ଯୋଗ୍ୟ ଅଛନ୍ତି

  • @RabiBabu-singer
    @RabiBabu-singer 6 днів тому

    E kyc compulsoryy 👌👌👌👌👌👌👌👌👌👌👌👌

  • @BanapriyaMohapatra
    @BanapriyaMohapatra 8 днів тому

    Right 👍👍

  • @FillnFeel-bf6lv
    @FillnFeel-bf6lv День тому

    Gaidlain anushare deba thik.kintu one year re dele bhala

  • @jiteshgamer7721
    @jiteshgamer7721 6 днів тому

    ଆଜି କାଲି ଅଧା ଲକ ପାଖରେ ସେକେଣ୍ଡ ହେଣ୍ଡ car ଥିବ 😃😃😃😃😃😃😃

  • @kalichharanp290
    @kalichharanp290 9 годин тому

    ଏ BJP ସରକାର ଙ୍କୁ କେବେ
    ବିସ୍ପାସ ନାହିଁ

  • @Kk.premrajBag-bp1qn
    @Kk.premrajBag-bp1qn 4 дні тому

    Right. Ipsita Medam

  • @DeepakDas-kz4zu
    @DeepakDas-kz4zu 8 днів тому

    Subhadra bala johana

  • @CheruSahu
    @CheruSahu 8 днів тому

    ନବୀନ କଣ ଉପାଡିବ ୨୪ ବଷଁ ଉପାଡିଛି

  • @jagaswain6611
    @jagaswain6611 11 днів тому

    ସାର୍, ଭିକାରୀ କୁ ସାମିଲ କର
    ସେ ପାଇବା ଯୋଗ୍ୟ

  • @kedarbiswal4575
    @kedarbiswal4575 13 днів тому

    ବର୍ତ୍ତମାନ କି ଗାଇଡ ଲାଇନ, ସଵୁ ଦିନ ନୂଆ ନୂଆ ଗାଇଡ ଲାଇନ ବାହାରୁଛି, ୨ ଵର୍ଷ ପରେ ଆଲୋଚନା କରାଇଵେ।

  • @GugunSingh-wl8qd
    @GugunSingh-wl8qd 4 дні тому

    Khalimaa,bhauni,kudiapurusankubhikichisahajyamilu...😊😊

  • @SubhakaraJena
    @SubhakaraJena 11 днів тому

    ଏମାନେ ତେଲିଆ ମୁନ୍ଡରେ ତେଲଦବାକଥା କହୁଚନ୍ତି

  • @Nayanadeipradhan99
    @Nayanadeipradhan99 5 днів тому

    ସାର୍ ଯାହାର ବୟସ 2025 ରେ 60ବର୍ଷ ପୁରି ଯିବ ସେ କେତେ ପାଇବ ।

  • @TaranumarsiArsi
    @TaranumarsiArsi 3 дні тому

    Human has an important tendency of greedy.🙏🙃

  • @PravakarParamanik-u9k
    @PravakarParamanik-u9k 5 днів тому

    ❤Jay Jagannath Jay nabin babu Jay BJD ❤

  • @ajitjena4881
    @ajitjena4881 6 днів тому

    Madam right

  • @JunulataRout
    @JunulataRout 3 дні тому

    ସବୁ ତ ଠିକ୍ ତେବେ ହାରିଲ କାହିଁକି

  • @user-dq3rr2wl7h
    @user-dq3rr2wl7h 4 дні тому

    Yes

  • @gurucharanmohapatra4508
    @gurucharanmohapatra4508 10 днів тому

    Sir, manifest tike dekhei dintu

  • @minakshinayak7904
    @minakshinayak7904 3 дні тому

    ଥରେ ତ ଠକିଵ, 5 ବର୍ଷ ପରେ ଆଉ କାହାକୁ ଠକିଵ, ବଡ ଜଞ୍ଜାଳ ପାର୍ଟି (BJP)?

  • @panchupanchu4197
    @panchupanchu4197 4 дні тому

    ବତା ଦବ ମୋହନ ସରକାର 800