Heba nihati darkar kainki na gote DBT system achi jauta ki apankara aadhar sahita direct account re link hei thai seita nahele Paisa paiba tk muskil hei jiba
Kintu abe ta aadhar re bapa nama asuchi na husband nama only C/O asuchi ta seita kemiti janibe kiye bapa au kiye husband kahiki so form re manually bhariki website re apply karauntu
ପ୍ରଥମେ ମୋର ଭ ଉ ଣୀ କୁ ମୋର ନମସ୍କାର ଜଣାଇବି ଏତେ ସୁନ୍ଦର ଭାବରେ ଲୋକଙ୍କୁ ବୁଝାଇ ଥିବାରୁ ମୋର ଆପଣଙ୍କୁ ଧନ୍ୟବାଦ କେତେ ମୁର୍ଖ ଲୋକ ହେଲେ ମଧ୍ୟ ବୁଝିପାରିବେ ଆପଣଙ୍କ କଥା ସୁନ୍ଦର ଆପଣ ବି ସୁନ୍ଦର ଆପଣ କୁ ଯିଏକି ବାହା ହେବ ସିଏ ଭାଗ୍ୟବାନ ହେଇଥିବ ନମସ୍କାର
ate bjp ra chatu kar kahiba katha nuha. tk vala se bhujei debe ki bjp kahithila 2yrs re 50000 seta kn pain 5 yrs karagala.
@@ajaysahoo2009bjd kahithila kalia yojana te 10000 debe bili se 4000
Bapa and swami na nathile habaki mobaili nbr linki achhi
𝖵𝖾𝗋𝗒 𝗀𝗈𝗈𝖽 𝗌𝗂𝗌𝗍𝖾𝗋
Jahara adhar card address bhul thiba taha hele
ଧନ୍ୟବାଦ, ଆପଣଙ୍କ ସୁଚିନ୍ତିତ ପ୍ରାଞ୍ଜଳ ଉପସ୍ଥାପନା,
Madam ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। କାରଣ,ଆପଣ ସମସ୍ତ ଦ୍ଵନ୍ଦ ଗୁଡ଼ିକୁ ଗୋଟି ଗୋଟି କରି ଖୁବ୍ ଭଲ ଭାବରେ ବୁଝେଇ ଦେଇଛନ୍ତି ।
Madam ଅନେକ ଅନେକ ଧନ୍ୟବାଦ।
Welcome. Very. Good. Information. Salut
ଧନ୍ୟବାଦ ଦିଦି 😊 ଏତେ ସରଳ ଭାବରେ ବୁଝାଉଥିବାରୁ
Tik. Nik. Sampurna. Khola. Katha ku. Very. Happy. KOTI salut salut. Salut
ଧନ୍ୟବାଦ ଦିଦି 🙏🙏
Thank you so much mam for your work for your people ❤
Bohut bohut dhanyawad didi apana unku ati sundar bhabe bujhei thiba ru ❤❤❤❤
ଧନ୍ୟବାଦ think ❤❤❤
ଲୋକଙ୍କୁ ବହୁତ ସୁନ୍ଦର ଭାବରେ ବୁଝାଇ ଥିବାରୁ ଆପଣଙ୍କୁ ଧନ୍ୟବାଦ ମେଡମ୍ ।
Thank you Madam for Explanation of Subhadra Yojana Form Fillup
positively.
madam you are a grate
God bles you
Rourkela odisha se Jay Jagannath
TQ so much didi ❤️✨
Very Very Good Information
ମର ସବୁ ଠିକ୍ ଅଛି କହିକି ମିଳିନାହିଁ
Thank You So Much Mam Sir for This Important Information 🙏
ଅଶେଷ ଅଶେଷ ଧନ୍ୟବାଦ ମାଡାମ, ଆପଣଂକର ମୂଲ୍ୟବାନ କଥା ଗୁଡିକ ନିଶ୍ଚୟ ଲୋକ ମାନେ ବୁଝିକି ଆଉ ଜନସେବା କେନ୍ଦ୍ର କିମ୍ବା ପୋଷ୍ଟ ଅଫିସ ରେ ଭିଡ ଜମେଇବେ ନାହିଁ
ଧନ୍ୟବାଦ ମାଡମ
Madamnku bahut bahut dhanyabad .
ଜନସେବା କେନ୍ଦ୍ର ବାଲାଙ୍କ ଠାରୁ ସରକାର କଣ ଟଙ୍କା ଖାଇଛନ୍ତି କି। ଆମର ମୋବାଇଲରେ ଇଣ୍ଟରନେଟ ଅଛି ଆମେ କାହିଁକି ଖରାରେ ଏତେ ଦୂରକୁ ସମୟ ନଷ୍ଟ କରି ଏବଂ ସ୍ତ୍ରୀ ଲୋକମାନେ ପରିବାର କାମ ଛାଡ଼ି ଘଣ୍ଟା ଘଣ୍ଟା ବାହାରେ ସମୟ ନଷ୍ଟ କରି ଖରାରେ ବାହାରେ ବୁଲିବେ।
Are bhai ame bharele Paisa paijibu,,samane,bharele,,kechi,lokonkara,Kate,Baku,miliba,na,,au,gov Paisa,banciba,,sabu harami,athi,
Kainki na emiti hele bahut fraud ra samukha hebaku padiba jiye bhi chahile Aram se thaki pariba samaste apankara bhalia educated nuha
Very nice super heichi apono bholo deichonti
Dhanyabad Madam bahut bhala suchana deichhanti
Dhanyawad Didi
ଦିଦି ଅନେକ ଅନେକ ଧନ୍ୟବାଦ ନମସ୍କାର
ଧନ୍ଯବାଦ ଦିଦି
Bahut sundar ❤❤❤❤
Very good news by you, thanks.
Thanks for giving the info
Good mem ❤❤❤
Very good didi thankyou
Dhanybad 💅
ଧନ୍ୟବାଦ ❤❤❤❤❤
ଅଲଗା ନମର
Bahut sundar bhabte bujhaele madam Thank you 🙏🏼
ଧନ୍ୟବାଦ ଦିଦି
Very good mam
Thanks ❤ medam👌
ମେଡମ ଜଣେ ଜଣେ ବାପ ନାମ ନାହିଁ କି ସ୍ୱାମୀଙ୍କ ନାମ ନାହିଁ ତାହା ହେଲେ କଣ କରିବେ
Thank you didi
ସୁନ୍ଦର ଭାବରେ ବୁଝାଇଲେ ଧନ୍ୟବାଦ ଦିଦି
Madam apanku bahuta bahuta Danya bada
ଆମ ଘରର ଜଣଙ୍କ ନାମରେ ଆଧାର କାର୍ଡ ପଞ୍ଜିକୃତ ବେଗିରେ ଅଛି ଆଉ ଜଣଙ୍କ ନାମରେ ଅଛି ଆଧାର କାର୍ଡ ପଞ୍ଜିକୃତ କଣ ହେବ ଟିକିଏ କୁହନ୍ତୁ
Thank you 👍🎉 didi
Dhanabad
Thank you ma'am 😊
Thank you very much madam ❤🙏
ଜନସେବାକେନ୍ଦ୍ର ବାଲାକହୁଛନ୍ତିଯେ, ସୁଭଦ୍ରା ଯୋଜନାର ସାଇଡ୍ ସ୍ଲୋ ରହୁଛି, ସେଥିପାଇଁ ଅଧିକ ପରିମାଣରେ ଫର୍ମ ପଡ଼ିପାରୁନାହିଁ, ସେଥିପାଇଁ ସରକାରଙ୍କୁ ଅନୁରୋଧ, ଏହାର କିଛିନା କିଛି ପ୍ରତିକାର କରନ୍ତୁ,
V. G. Madam excellently ❤❤❤❤❤❤❤❤❤❤❤❤❤❤️🙏❤️
Sathik bhabara bujhai thibaru apanku thanks 🎉❤🎉
ଆଧାର ଅଫଡେଟ କଲା ବେଲେ ବହୁତ ଡେରି ହଉଛି
ଧନ୍ୟବାଦ
❤❤❤ Thank you🙏🙏🙏
Thank you madam for your clarity information.
ଆପଣଙ୍କୁ ବୋହୁତ ବୋହୁତ ଧନ୍ୟବାଦ୍ ମେଡାମ୍
One request to govt pls allow people to apply form by themselves and avoid crowd
Right sir
If it's allow then many fraud form also carried out and it's take time to verify for next procedure
Thank you mam thank you very much
Many many thanks
Thank you didi❤❤❤❤
U r perfect.....& export madam
କିଛି ଜନସେବା କେନ୍ଦ୍ର ର ଭୁଲ୍ ସୂଚନା ଠିକ କରନ୍ତୁ ଆଧାର
Good news
Thank you mam❤
Madam apana pranjala bhabare bujhai thibaru bahut bahut dhanyabad,
Madam apankanku Dhanbad ete sundar bhabare janeithibaru ❤
ହଁ ଶୁଣିବା କୁ ମିଳିଲା Aadhar ରେ ସ୍ବାମୀ ଙ୍କ ନାଁ କିମ୍ବା ପିତା ଙ୍କ ନାଁ ନ ଥିଲେ ମିଳିବ କି ନାହିଁ (No) ବୋଲି କହୁଛନ୍ତି ତାମାନେ Aadhar ରେ ସ୍ବାମୀ ଙ୍କ ନାଁ କିମ୍ବା ପିତା ଙ୍କ ନାଁ ନ ଥିଲେ ବି ସୁଭଦ୍ରା ପାହିପାରିବେ?
ଆଧାର ରେ ଯେଉଁ ମୋବାଇଲ ନମ୍ବର ଅଛି ସେହି ମୋବାଇଲ ନମ୍ବର ଆକାଉଣ୍ଟ ରେ ଥିବା ଆବଶ୍ୟକ କି ?
Mora bi sei doubt...kie ans debe?
Heba nihati darkar kainki na gote DBT system achi jauta ki apankara aadhar sahita direct account re link hei thai seita nahele Paisa paiba tk muskil hei jiba
Apana nije jaiki UIDAI website re check Kari paribe apankara account aadhar sahita link achi ki nai
Kn karibaku padiba bhai...
People are confused what are doing,
Thank you for your clarification
Very nice explanation ❤
Good information
Danyabad didi
Thank you madam
ମୋର ସମସ୍ୟା ଦୂର ଏଲା ଦିଦି 🙏🙏🙏🙏 ଥ୍ୟାଙ୍କ ୟୁ
Thank you. Mam
Thank you so much
Bahut Dhanya Bad Madam 🎉🎉🎉❤❤
Thanks for clarification... information 🤠
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ❤
Thank you so much didi
ଦୀଦୀତୁମୋକୁ।।ବହୁତ,ବହୁତ,ଧନ୍ୟବାତ
Jay Jagannath
Bahut bodhia bujhaele didi dhanyabad didi.
Thanks
Mom ମୋର document ସବୁ ଠିକ୍ ଅଛି କିନ୍ତୁ ସୁଭଦ୍ରା ଟଙ୍କା ଆସୁନାହିଁ କାହିଁକି
ମାଡାମ ସବୁ ଠିକ ଅଛି ଆଉ ଟିକେ କହିଲେନି ଯେ ଏହା ଦ୍ୱାର ଯୋଉଁ ସବୁ ସେଵା କେନ୍ଦ୍ର ଵାଲା ଖଟିବେ ସେମାନଙ୍କୁ କାହିଁ ଅନ୍ୟାୟ କରାଯାଉଛି, କେବଳ 15 ଟଙ୍କାରେ color print ଦେଇ ଦିନତମାମ କାମ କରିବେ ଏଇଟା କେତେଦୂର ଠିକ 🙏
ନିଜ ଗାଁ ଜନ ସେବା କେନ୍ଦ୍ର ରେ କଣ ଆପ୍ଲାଇ ହେବ,ଅନ୍ୟ କେନ୍ଦ୍ର ରେ ହୋଇ ପାରିବ ନାହିଁ
ଦିଦି ବହୁତ ବଡିଆ ବୁଝେଇ କାହିଲ
Thanks,madam from RAYGADA.
Nicemadamthanks
Danya bada। Madam
ମାଡମ ଯଦି କୌଣସି ମହିଳା ଙ୍କର ଆଧାର କାର୍ଡ ରେ ନାମ ଆଉ bank account name re କିଛି ଭୁଲ୍ ରହିଥାଏ । ତାହେଲେ ଏବେ ଆଧାର correction କରିବାକୁ ପଡ଼ିବ କି...?????
ଯେଉଁମାନେ ବାହାରେ ନିଜର ପରିବାର ନେଇକି ଅଛନ୍ତି ସେମାନେ କେମିତି ଭରିବେ କୁହନ୍ତୁ ସରାକର ! ସେଥି ପାଇଁ ଟିକେ ନଜର ଦିଅନ୍ତୁ.. ଆପଣ ମାନେ କହିବେ ପଲାଇ ଆସନ୍ତୁ କିନ୍ତୁ ନିଜର ମୂଲ୍ୟବାନ ସମୟ ଆଉ ପଇସା ଖର୍ଚ କରି କେମିତି ଆସିବେ..
ଆପଣ କହିଛନ୍ତି କି ଆଧାରରେ ବାପା କିମ୍ବା ସ୍ବାମୀ ନାମ ନଥିଲେ ଭି ପୂରଣ ହେବ ବୋଲି କହିଛନ୍ତି, କିନ୍ତୁ ସୁଭଦ୍ରା ଫର୍ମରେ ଲେଖା ଅଛି କି ଆଧାର ଅନୁସାରେ ବାପା କିମ୍ବା ସ୍ବାମୀଙ୍କ ନାମ ଲେଖିବାକୁ.
ହଁ ପା
Supp🎉or😊
Kintu abe ta aadhar re bapa nama asuchi na husband nama only C/O asuchi ta seita kemiti janibe kiye bapa au kiye husband kahiki so form re manually bhariki website re apply karauntu
@@sunilmohanty131 Beneficiary ku Bujhiki Fillup Karibaku padiba.
ଆପଣ କହିଲେ କିମିତି ମାନିବୁ ଜନସେବା କେନ୍ଦ୍ରର ବାଲା ବିନା ଓଟିପି ରେ ସୁଭଦ୍ରା ଯୋଜନା କରୁନାହାନ୍ତି
Yara bikalpa irick kimba finger authic
Tq madam ❤❤❤
Thank you ❤❤❤❤
ଦିଦି ମୋର ଗୋଟିଏ ପ୍ରଶ୍ନ ବିଧବାମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ହେଇ ପାରିବେ କି ନାହିଁ? ଦୟାକରି ଟିକେ କହିବେ।
Thanks mam ❤