ବଦନାମ୍ ଗଳିର ବିଦ୍ୟାଶ୍ରୀ ସାମ୍ନାକୁ ଆସିଲେ ଶୁଭମ୍ ପାଇଁ କିଡନୀ ଦାନ କରିବାକୁ..

Поділитися
Вставка
  • Опубліковано 24 гру 2024

КОМЕНТАРІ • 1,9 тис.

  • @suryakantajena807
    @suryakantajena807 3 роки тому +294

    ଭଗବାନ ଆପଣଂକୁ ସବୁଦିନ ଭଲରେ ରଖନ୍ତୁ...ଆପଣ ଏ ସମାଜ ପାଇଁ ନିହାତି ଦରକାର...🙏🙏🙏

  • @kirtanprachar
    @kirtanprachar 3 роки тому +206

    ଏବେ ବି ମଣିଷ ପଣିଆ ବଞ୍ଚିଛି, ଆପଣ ଙ୍କୁ ମୋ ତରଫ ରୁ କୋଟି କୋଟି ପ୍ରଣାମ ଜୟ ଜଗନ୍ନାଥ 🙏 । ଭଗବାନ୍ ସମସ୍ତଙ୍କୁ ଭଲ ରେ ରଖନ୍ତୁ ।

    • @ManasSanatani
      @ManasSanatani 3 роки тому +2

      Jay Jagannath 🙏

    • @sibaramachary3369
      @sibaramachary3369 2 роки тому +2

      ଏବେ ବି ମଣିଷ ପଣିଆ ବଞ୍ଚିଛି , ଆପଣଙ୍କୁ ମୋ ତରଫରୁ କୋଟି କୋଟି ପ୍ରଣାମ ! ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ ଓ ଶାନ୍ତିରେ ରଖନ୍ତୁ !!
      ଧନ୍ଯବାଦ
      ଜୟ ଜଗନ୍ନାଥ
      ଜୟ ବଜରଙ୍ଗୀ

    • @amojalididirosei4238
      @amojalididirosei4238 2 роки тому

      madam mu chahuchhi se pilaku kidny deba pai
      ବାଲେଶ୍ୱର ମୋ ଘର

  • @jagamohanjena2314
    @jagamohanjena2314 3 роки тому +401

    ଭଉଣୀ ତୁମେ ଉଦାହରଣ ହେଇଗଲ.....ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ନମଃ....

    • @jatindranathmandal9372
      @jatindranathmandal9372 3 роки тому +3

      Sister you are great👏👏👏👏👏
      Hiii Jagannath 🙏 koti koti pranama tamaru pila tiku banchaidia 🙏🙏🙏🙏🙏

  • @santoshsahu-yh4yt
    @santoshsahu-yh4yt 3 роки тому +56

    ତୁମର ଏହି ମହାନତା ଦୁନିଆରେ ଦେଖିବାକୁ ବିରଳ
    । ଭଗବାନ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ ।ସେ ପିଲାଟିର ଦେହ ଶୀଘ୍ର ଭଲ ହେଇଯାଉ ଏତିକି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ବିନତୀ ।

  • @fakirmohansahoo2079
    @fakirmohansahoo2079 3 роки тому +517

    ଜଗନ୍ନାଥ ଏ ଭାଇକୁ ଶୀଘ୍ର ସୁସ୍ଥ କରି ଦିଅନ୍ତୁ 🙏🙏🙏

  • @abhimanyuabhimanyupanda7066
    @abhimanyuabhimanyupanda7066 3 роки тому +133

    ନୂତନ ବର୍ଷ ର ଅଭିନନ୍ଦନ ଭଉଣୀ ❤️👍 ଜଗନ୍ନାଥ ମହାପ୍ରଭୁ ତୁମ ଦୁହିଁଙ୍କୁ ଖୁସି ରେ ରଖନ୍ତୁ।

  • @utkaladirghika3139
    @utkaladirghika3139 3 роки тому +531

    😊
    ମାନବ ଭାଇଙ୍କ ନାଁ ରଖିଦେଲେ ଆପଣ.... ଇଏ ହେଉଛି ସଂଗତିର ଶିକ୍ଷା, ମାନବପ୍ରେମୀଙ୍କ ମହାନ ଆତ୍ମା ଆଜି ଅମର ପୁରରେ ଥାଇ ବହୁତ ଖୁସି ହେଉଥିବ 🙏

    • @sushntakhura7142
      @sushntakhura7142 3 роки тому +2

      💯 right

    • @healer278
      @healer278 3 роки тому +14

      କିନ୍ତୁ heading ଦେଖିଲେ କି ବଦନାମ ଗଳିର ବିଦ୍ୟା ଏ word ଦେଖିଲେ ଖରାପ ଲାଗୁଛି.

    • @shibanarayanbiswal7648
      @shibanarayanbiswal7648 3 роки тому

      Ri8

    • @akshaykumar786-y4f
      @akshaykumar786-y4f 3 роки тому

      @@healer278 hn bhai

  • @Paridacomedy
    @Paridacomedy 3 роки тому +35

    ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ନିଶ୍ଚିତ ରହିବ,ସେ ଜଲଦି ଭଲ ହୋଇଯିବେ

  • @kailashipritiranjanchoudhu640
    @kailashipritiranjanchoudhu640 3 роки тому +329

    କଳିଯୁଗ ରେ ଭି ଏମିତି ଲୋକ ଅଛନ୍ତି
    କୋଟି କୋଟି ପ୍ରଣାମ
    ନାରୀ ନୁହେଁ ତୁ ନାରାୟଣୀ🙏🙏🙏

  • @subashdash2380
    @subashdash2380 3 роки тому +71

    ଭଉଣୀ, ତମର ଇଛା,ଆଦର୍ଶ,ମହତ କୁ ମାନିବାକୁ ହେବ l ପ୍ରଭୁ ତୁମରବି ଏଇ ସୁଦୃଢ କାର୍ଯ୍ୟ ପାଇଁ କୃପା କରିବେ ନିଶ୍ଚୟ l

  • @anantamallick5249
    @anantamallick5249 3 роки тому +153

    ଧନ୍ୟବାଦ ବିଦିଆଶ୍ରୀ ତୁମର ମଙ୍ଗଳ ହେଉ ଜୟ ଜଗନ୍ନାଥ 🙏🙏🙏🙏

  • @siddhuofficialchenal6666
    @siddhuofficialchenal6666 5 місяців тому +1

    ଭଲ କାମ କରୁଛନ୍ତି ଆପଣ ଧନ୍ୟବାଦ୍ god bless u dear

  • @suryamanikaran5886
    @suryamanikaran5886 3 роки тому +196

    ସରକାର ଙ୍କୁ ଅନୁରୋଧ କରୁଛି ତାଙ୍କୁ ସାହାଯ୍ୟ କରନ୍ତୁ

  • @laxmipriya9385
    @laxmipriya9385 3 роки тому +24

    ଜଗନ୍ନାଥଙ୍କ କୃପାରୁ ଜଲଦି ଭଲ ହେଇଯାଉ 🙏🏻🙏🏻

  • @rostboy3060
    @rostboy3060 3 роки тому +145

    ସେଇପିଲା ମାନେ ଦେଖ ବାପା ମା ଗୋଟେ ପୁଅ ପାଇଁ କେତେ ଜେ ମାନସିକ ଆଉ ପରିଶ୍ରମ କରୁଛନ୍ତି ହେଲେ ତମେ ମାନେ ଟିକେ ମୁଣ୍ଡୁକୁ ହାତ ପାଇଗଲା ପରେ ବାପା ମା ଙ୍କୁ ମାରି ଘରୁ ବାହାରକୁ ବାହାର କରିଦେଉଛ ଛି ତୁମ ପୁଅ ଭଳିଆ 🙏🙏

    • @jagamohanpanda8997
      @jagamohanpanda8997 3 роки тому

      Sata katha ta kahila bhai ehi duniara pila mane tike bujhiba darkar plz bapa maaku hairan karntu nahi jay jaganath 🙏🙏🙏🙏🙏

  • @souravdas
    @souravdas 3 роки тому +102

    ସବୁ ଠିକ୍ ଯେ "ବଦନାମ୍ ଗଳି ର ବିଦ୍ୟାଶ୍ରୀ.." ଲେଖିବା ର ଯଥାର୍ଥତା କଣ? ଟିକେ ବୁଝେଇ ଦେବେ କି?

  • @santoshsabar5051
    @santoshsabar5051 3 роки тому +147

    ଧନ୍ୟବାଦ ବିଧିୟାଶ୍ରୀ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ
    ନୂତନ ବର୍ଷା ଆଶା ପୂର୍ଣ୍ଣ ହେଉ

    • @diputarai1421
      @diputarai1421 3 роки тому

      Bhai jetiki parucha kichi help kara

  • @digamberbehera6700
    @digamberbehera6700 3 роки тому +43

    ବଦନାମ ଗଳି ର ଝିଅ ଏଇଟା ଲେଖିବା ଠିକ ନୁହଁ.. 🙏🙏🙏

  • @rakeshsethy2714
    @rakeshsethy2714 3 роки тому +137

    2022 ରେ ଆପଣ ନୂଆ ଶିକ୍ଷା ଦେଲ ବିଦ୍ୟାସ୍ରୀ ମାଡ଼ମ 🙏🏻🙏🏻🙏🏻

  • @ranjitvlogs5750
    @ranjitvlogs5750 3 роки тому

    ହେ ଭଉଣୀ ତୁମ ତ୍ୟାଗ ଆଉ ସମାଜ ପାଇଁ ଅବଦାନ ଯୁଗ ଯୁଗ କୁ ଚିର ସ୍ମରଣୀୟ ହୋଇ ରହିବ
    ଆପଣ ଙ୍କ ଭଳି ମହାନ୍ ଆତ୍ମ ଙ୍କୁ ଉଚ୍ଚକୋଟୀର ସମ୍ମାନ ରେ ସମ୍ମାନିତ କରିବା କୁ ସରକାରଙ୍କୁ ଅନୁରୋଧ 🙏🏼

  • @anjankhatua3561
    @anjankhatua3561 3 роки тому +39

    ଆପଣଙ୍କୁ ହୃଦୟରୁ ମୋର ପ୍ରଣାମ.ଆପଣ ମା ତାରିଣୀ ଙ୍କ ଅବତାର. ମୁଁ ମୋ ତରଫରୁ କିଛି ଫୋନପେ ରେ ଦେଉଛି.ଜୟ ଜଗନ୍ନାଥ ସାନ ଭାଇ ଭଲ ହେଇଯାଉ🤲

  • @Poeticheart493
    @Poeticheart493 3 роки тому +7

    ଆପଣଙ୍କ ପ୍ରଶଂସା ପାଇଁ ମୋ ପାଖରେ ଶବ୍ଦ ହିଁ ନାହିଁ ma'am .... ଆପଣ ସତେ ବହୁତ୍ ମହାନ.....ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ.... ଭାଇ ଜଣକ ଠିକ୍ ଶୀଘ୍ର ଭଲ ହୋଇ ଯାଉ....🙏🏻🙏🏻🙏🏻🙏🏻🙏🏻

  • @smrutiranjanmohanty9660
    @smrutiranjanmohanty9660 3 роки тому +100

    Mam seriously a have no words to anything else about
    God bless you mam 🙏

  • @priyaranjanpatra7767
    @priyaranjanpatra7767 3 роки тому +15

    ଭଉଣୀ Good job ସାନ ଭାଇ ର ଜୀବନ ବଞ୍ଚି ଯାଉ ଯଥା ଶୀଘ୍ର କିଡ଼ିନି ମିଳି ଯାଉ ମୋର ଏତିକି ପ୍ରାର୍ଥନା
    ନବୀନ ବାବୁ ତମର Health Card Kebe Kam Deba

  • @nilamadhabnayak4613
    @nilamadhabnayak4613 3 роки тому +98

    ପ୍ରଭୁ ବଳଦେବଜୀଉ ତାଙ୍କ ଡାକ ଶୁଣିଲେ , ଆଉ ବିଦ୍ୟାଶ୍ରୀ ଆପଣ ଙ୍କୁ ଭଗବାନ ଭଲରେ ରଖନ୍ତୁ 🙏🙏🙏🙏

  • @tuneshnisika2266
    @tuneshnisika2266 3 роки тому +2

    U r great didi bhagobhan apana ku khusire ruhantu

  • @ashitavrath5748
    @ashitavrath5748 3 роки тому +107

    U came out as a helpful person and became an example for othes. God bless you.

    • @ranjankumarmalik2871
      @ranjankumarmalik2871 3 роки тому +1

      Janemnis jibanre jadi vulu kritha ae
      Thiki kribapa ee chests k
      re a katha sta

  • @vijayini6912
    @vijayini6912 3 роки тому +6

    Didi you are the real heroin in this pandamic situations....god bless you didi...

  • @sunianaik6760
    @sunianaik6760 3 роки тому +49

    ଭଗବାନ ଙ୍କ କୃପାରୁ ସେ ଭାଇ ଆରୋଗ୍ୟ ଲାଭ କରନ୍ତୁ,ମାନବ ସେବା ହିଁ ମାଧବ ସେବା, ଧନ୍ୟବାଦ ମାଡାମ

  • @d12e5b1988a
    @d12e5b1988a 3 роки тому +2

    You are great bidyashree didi . Thank you for your kindness above the thoughts of others on you

  • @SushantaKuNayak
    @SushantaKuNayak 3 роки тому +77

    ବଦନାମ ଗଳିର ଝିଅ କହିବା ଠିକ ନୁହେଁ କାରଣ ବାଲ୍ମିକ ଦିନେ ଚୋର ରତ୍ନାକର ଥିଲେ । ଉତ୍ତମ ସଂଗତ ଦ୍ୱାରା ସବୁ କିଛି ସମ୍ଭବ

  • @sunilkumarnayak4686
    @sunilkumarnayak4686 3 роки тому

    ଜୟ ଜଗନ୍ନାଥ ବିଦ୍ୟାସ୍ରି ମାଡ଼ମ ଆପଣ ବହୁତ୍ ଭଲ ନିଷ୍ପତ୍ତି ନେଇଛନ୍ତି ଆପଣଙ୍କ ଜୀବନ ଦେବା ପାଇଁ ବି ପଛଉ ନାହାନ୍ତି ଏ ଭାଈଙ୍କୁ ନୂଆ ଜୀବନ ଦେବେ ଭଗଵାନ ଆପଣଙ୍କୁ ସବୁବେଳେ ଖୁସି ରେ ରଖନ୍ତୁ ଏତିକି ପ୍ରାଥନା ପ୍ରଭୁ ଜଗନ୍ନାଥ ଙ୍କ ପାଖରେ prathana କରୁଛୁ

  • @meerapattanaik1588
    @meerapattanaik1588 3 роки тому +85

    Salute you mam....I am really speechless...lots of respect for you

    • @diputarai1421
      @diputarai1421 3 роки тому +1

      Didi tame jetiki parucha kichi help kara

  • @samarjitbiswal9073
    @samarjitbiswal9073 3 роки тому +11

    Appricited your effort for this novel cause Bidyashree You are the real asset for our society 🙏🏻🙏🏻

  • @suryamanikaran5886
    @suryamanikaran5886 3 роки тому +78

    ଇଶ୍ଵର ତାଙ୍କୁ ସହାୟ ହୁଅନ୍ତୁ

  • @soumyaranjan9282
    @soumyaranjan9282 3 роки тому +1

    ମାଡମ ଆପଣତ ଦିତିୟ ଭଗବାନ ମୋ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍

  • @JLS2023
    @JLS2023 3 роки тому +51

    "ବଦନାମ୍ ଗଳି" ର ଅର୍ଥ ଜଣା ଅଛି ତ???? କୌଣସି ମହିଳା ଙ୍କ ପାଇଁ ଏ ପ୍ରକାର ଶବ୍ଦ ବ୍ୟବହାର କରିବା ପୂର୍ବ ରୁ ଭାବନ୍ତୁ । ମୁଁ support କରୁନି କି oppose କରୁନି ବିଦ୍ୟାସ୍ରି ଙ୍କୁ । ସେ ବିବାହ କରି ଥିଲେ ନା କି ବଦନାମ୍ ଗଳି ର ... କାମ କରୁ ଥିଲେ

    • @abhimanyusahoo1624
      @abhimanyusahoo1624 2 роки тому +1

      Aakhi re Dekhi thiba Bele Bele michha hoethaye
      Aame aakhire dekhine Bidyasree marichhi ta swami ku

  • @mukeshdalai9142
    @mukeshdalai9142 3 роки тому +13

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 👏👏👏 ବିଦିଆ ତୁମର ମଂଗଳ ହଉ 😔🙏🙏

  • @anantabehera4836
    @anantabehera4836 3 роки тому +48

    ହେଭଗବାନ ଏ ପିଲାଟିକୁ ସାହା ହୁଅ ଏ ପିଲାଟିକୁ ଭଲକରି ଦିଅ ପ୍ରଭୁ ଜଗନ୍ନାଥ ସ୍ବାମୀ ନୟନ ପଥଗାମି ଭବ ତୁମେ ପ୍ରଭୁ
    ଭବ ତୁମେ ପ୍ରଭୁ ଭବ ତୁମେ ପ୍ରଭୁ 🙏🙏🙏🙏🙏

  • @ramachandar5881
    @ramachandar5881 3 роки тому

    ଆଶା କରୁଛି ଭଗବାନ ତମ ଡାକ ନିଶ୍ଚୟ ଶୁଣିବେ

  • @odishathrowdownspecialist8562
    @odishathrowdownspecialist8562 3 роки тому +31

    ବିଦ୍ୟା ଶ୍ରୀ ର ଆଗରୁ କଣ ହେଇଥିଲା ସେଇଟା ଦେଖ ନାହଁ ବର୍ତମାନ କଣ କରୁଛନ୍ତି ସେଇଟା ଟିକେ ଭାବ ନ୍ତୁ

  • @manasdash2178
    @manasdash2178 3 роки тому +2

    ଆପଣ୍‌କୁଁ ହୁରୁଦ୍‌ ଭିତ୍‌ରୁ ଗୁର୍‌ଦୁଟେ ସେଲୁଟ୍‌ ଆଏ ଆଗ୍ୟାଁ ମାଁସମ୍‌ଲେଇ, ମାହାପୁରୁ ଜଗନ୍ନାଥ୍‌ ଆପଣ୍‌କୁଁ ଆର୍‌ ପିଲାକେ ସାହାହେଇଥାଉନ୍‌🙏

  • @susilalkm7590
    @susilalkm7590 3 роки тому +53

    I am speechless 😭😭😭God bless you

  • @holykhuntia2995
    @holykhuntia2995 3 роки тому +16

    ଓଡିଶା ଭାସ୍କର, ଦୟାକରି କହିବେ ବଦନାମ ଗଳି ର ବିଦ୍ୟାଶ୍ରୀ titel କଣ ପାଇଁ ନାମ ଦିଆଯାଇଛି,,,,ବଦନାମ ଗଳି🤔 ?ଏତେ ସୁନ୍ଦର ବ୍ୟକ୍ତିତ୍ବ ନାମ ପୂର୍ବରୁ ଏଇ ଉପାଧି ଦେବା କଣ ନିତ୍ୟାନ୍ତ ଜରୁରୀ?

    • @bidyutjyoshnananda57
      @bidyutjyoshnananda57 3 роки тому +1

      Good question sir, a mananku a sabu question kariba darkar achhi...

  • @karunadeep9758
    @karunadeep9758 3 роки тому +26

    Very good ମାଉସି,ପ୍ରକୃତରେ ତୁମେ ହିଁ ଏକମାତ୍ର ଏ ଯୁଗର ଦେବୀ,ଆପଣଙ୍କୁ ଶତ ପ୍ରଣାମ

  • @umakantakumar1390
    @umakantakumar1390 2 роки тому

    ଭଗବାନ ତାକୁ ଭଲ କରି ଦିଅନ୍ତୁ ଜୟଭୋଲେନାଥ ହର ହର ମହାଦେବ

  • @susantanahak4059
    @susantanahak4059 3 роки тому +16

    Thank you very much , sister! God bless you

  • @montysahu972
    @montysahu972 3 роки тому

    God bless you bahut khusite ruha bidyashree such a big heart

  • @himansu1771-official
    @himansu1771-official 3 роки тому +113

    ବଦନାମ ଗଳି ମାନେ..... ଶୀର୍ଷକ ଲେଖିଆସୁନି ଅଭଦ୍ର କୁଢିକାର, ସାମ୍ବାଦିକ ନା ଆଉ କଣ

    • @soumyaranjan54321
      @soumyaranjan54321 3 роки тому +6

      Bhai emane hauchanti ama desa ra journalists....sale

    • @deepikadash1649
      @deepikadash1649 3 роки тому +1

      Satare gote abhdra

    • @Poeticheart493
      @Poeticheart493 3 роки тому +1

      Hmm para bhai ... Kana lekhi chhanti emane

    • @ankitamishra1424
      @ankitamishra1424 3 роки тому

      Magia sambadik ki headline deichu be. Badnamagali kn

    • @himansu1771-official
      @himansu1771-official 3 роки тому

      @@ankitamishra1424 ସେତ ଭୁଲ ଲେଖିଛନ୍ତି ବୋଲି ଆମେ ଅଭିଯୋଗ କରିଛେ କିନ୍ତୁ ଆମ ଅଭିଯୋଗକୁ ଯଦି ଠିକରେ ଆମେ ନଲେଖିବା ତେବେ ଆମର ଭୁଲହେବ 🙏

  • @munnabehera7367
    @munnabehera7367 3 роки тому

    ପୁଅଝିଅ ମାନେ ଦେଖ ଗୋଟେ ପିଲା ପାଇ ବାପା ମା କେତେ କଷ୍ଟ ରେ ଜୀବନ ନିଜର ଦେଇ ବଂଚେଇବାକୁ ଚାହୁଁଚି ହେଲେ ପୁଅ ଯେବେ ବଡ଼ ହେଲେ ସେହି ବାପା ମା ଦିନେ ଘରୁ ତଡିବ.. ଗୋଇଠା ମାରିବ.. ସେଥିପାଇଁ ସବୁ ବେଳେ ଦୁନିଆ ରେ ବାପା ମା ହିଁ ବଡ଼ 🙏🙏

  • @motilalkharsel1206
    @motilalkharsel1206 3 роки тому +39

    ମେଡମ ଆପଣ ଙ୍କୁ ଧନ୍ୟବାଦ କମ ହେବ କହିବାକୁ ଭାଷା ନାହଁ l🙏🙏🙏🙏🙏

  • @kalakaraswain3722
    @kalakaraswain3722 3 роки тому +2

    🙏🙏 ଭଗବାନ ଆପଣଙ୍କୁ ବହୁତ ଖୁସି ରେ ରଖିଥା ନ୍ତୁ 👍👍🙏🙏

  • @narayanpradhan7148
    @narayanpradhan7148 3 роки тому +25

    God bless you mem for your help

  • @sabitasethi1488
    @sabitasethi1488 3 роки тому +5

    ବାଃ ଦିଦି, ଆପଣଙ୍କୁ ସହୁର୍ଦୟେ କୋଟି ପ୍ରଣାମ । ଆପଣ ଆଜି ମାନବ ପ୍ରେମୀ ଆଦି ଭାଇ ଙ୍କ ଆତ୍ମା କୁ ସାନ୍ତି ଦେଇଦେଲେ । ପ୍ରମାଣ କରିଦେଲେ କି ଆପଣ ସତରେ ସମାଜ ସେବି ଙ୍କ ଜୀବନ ସାଥି🙏
    ନିଶ୍ଚିତ ରୂପେ ଆଦି ଭାଇ ଆଜି ବହୁତ ଖୁସି ହଉଥିବେ
    ମୁଁ ବହୁତ miss କରୁଛି ଆଦି ଭାଇ ଙ୍କୁ❤️🙏😭

  • @soumyaranjanjena6746
    @soumyaranjanjena6746 3 роки тому +12

    Mam salute u, you became an example, God bless, Happy new year

  • @debanandkollohar604
    @debanandkollohar604 3 роки тому

    App ki jaise koi v insan sochenge to hamara bharat aage badhega . Jai Jagannath.

  • @krishnakumari5379
    @krishnakumari5379 3 роки тому +28

    Lots of respect for you mam... ❤️❤️❤️

  • @Ajitsahoo645
    @Ajitsahoo645 3 роки тому +8

    ମୁଁ ତମକୁ ମୋ ହୂରଦୟ ରୁ ପ୍ରଣାମ କରୁଛି ଜୟ ଜଗନ୍ନାଥ 🙏🙏

  • @soumyasucharitaswain4642
    @soumyasucharitaswain4642 3 роки тому +5

    ପୁଣି ନାଟକ ଆରମ୍ଭ କରିଦେଲ ତମେ କେମିତି ଜାଣିଲ ତମର kidney ମ୍ୟାଚ୍ କରିବନି ପୁଣି ପବ୍ଲିଶିଟ ପାଇଁ ଏ ସବୁ ଚାଲିଛି ଯିଏ ଜୀବନ ନେଇ ପରେ ସେ କାହାକୁ ଜୀବନ ଦବ କେମିତି plz ନାଟକ ବନ୍ଦ କର🙏

  • @arnapurnaamant7431
    @arnapurnaamant7431 3 роки тому +49

    God bless him 🙏

  • @razzdash3323
    @razzdash3323 3 роки тому +5

    ଜୟ ଜଗନ୍ନାଥ. ଜଗନ୍ନାଥ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ ଦିଦି 🙏🙏🙏🙏🙏

  • @Rajashree-Life
    @Rajashree-Life 3 роки тому +30

    Bidyashree you are a great merciful woman of India🇮🇳🇮🇳🇮🇳🇮🇳. May God bless you🌹🌹🌹🌹

  • @akshayaworldlife9733
    @akshayaworldlife9733 3 роки тому

    He Jagannath Sabubele Khushire Rakhithiba Prabhu.He MAM.Koti Koti Naman Salute He

  • @binayakumarnag3201
    @binayakumarnag3201 3 роки тому +10

    Really maa,m you are great, I appreciate and salute your sacrifice 🙏 God bless you abundantly.

  • @krushnasahoo4706
    @krushnasahoo4706 2 роки тому

    ଭଗବାନ୍ ମଙ୍ଗଳ କରନ୍ତୁ 🙏🙏

  • @manasibiswas9421
    @manasibiswas9421 3 роки тому +35

    Thank you mam.you take a incredible step.jay Jagannath 🙏🙏🙏🙏🙏🙏

  • @sumantasahoo4732
    @sumantasahoo4732 Місяць тому

    ଜୟ ଜଗନ୍ନାଥ ପ୍ରଭୁ ଆପଣକୁ ଭଲରେ ରଖନ୍ତୁ🙏

  • @gdhirennathnaik7916
    @gdhirennathnaik7916 3 роки тому +6

    ହେ ପ୍ରଭୁ ଜଗନ୍ନାଥ ସେ ମା ବାପା ଙ୍କ ଦୁଃଖ କୁ ଦୂରେଇ ଦିଅନ୍ତୁ

  • @sunilbredeka5660
    @sunilbredeka5660 3 роки тому

    ଭଗବାନ୍ ଆଶୀର୍ବାଦ କରନ୍ତୁ ଯେ ଶୁଭମ୍ ଭଲହେଇ ଯାଆନ୍ତୁ

  • @crazyysanta
    @crazyysanta 3 роки тому +14

    Salute to you vidyashree mam. May god make you more stronger with time

  • @godsshortsandvlogsankita9039
    @godsshortsandvlogsankita9039 3 роки тому

    ସାଇବାବା ବହୁତ ଜଲଦି ତୁମକୁ ଭଲ କରିଦିଅନ୍ତୁ🙏

  • @CHANDANKUMAR-kw2qy
    @CHANDANKUMAR-kw2qy 3 роки тому +12

    ମୋର ବି କିଡନୀ ଖରାପ ଥିଲା ମୁଁ hitech medical ରେ ଭଲ ହେଇ ଆସିଲି ପ୍ରଭୁ ଜଗନ୍ନାଥ ସେଇ ମୋର ଭାଇକୁ ଜଲଦି ଠିକ୍ କରିଦେବେ🙏🙏🙏

  • @babisamal4182
    @babisamal4182 3 роки тому +1

    U r great👍 mam🙏🏻🙏🏻🙏🏻 jay jagannath swami apanku valare rakhantu

  • @India11646
    @India11646 3 роки тому +31

    May God bless the boy to come out of danger soon and lead a normal life🙏🙏🙏🙏🙏🙏

  • @bulu3387
    @bulu3387 3 роки тому

    ଭଉଣୀ ଆପଣଙ୍କୁ କୋଟି କୋଟି ପ୍ରଣାମ ମଣିଷ ପଣିଆ ଏବେ ବି ବଞ୍ଚିରହିଚି ଆପଣଙ୍କୁ ଦେଖି ଲାଗୁଚି ଆପଣ ସବୁବେଳେ ଖୁସିରେ ଥାୟନ୍ତୁ ଭଗବାନ୍ ଆପଣଙ୍କୁ ଦ୍ରିଘ ଆୟୁଷ ଦୀୟନ୍ତୁ

  • @enjoyyourtime7567
    @enjoyyourtime7567 3 роки тому +7

    🙏 thank you diiiii.u r great . jou mane money deiparibe semane sure diantu.au jou mane deiparibeni means nije struggle karuchanti kebal godnku pray karantu jemiti bhala heijibe.

  • @cricketworld147
    @cricketworld147 2 роки тому

    Salute you sister.You are an example of great human being.

  • @satyasundarpati3325
    @satyasundarpati3325 3 роки тому +10

    Great 👍 bidyashre madam,, only blessings of God 🙏

  • @Ajitsahoo645
    @Ajitsahoo645 3 роки тому

    ତୁମ କୁ ଭଗବାନ ଭଲରେ ରଖନ୍ତୁ 🙏🙏🙏

  • @sweetjuliya5784
    @sweetjuliya5784 3 роки тому +12

    Really great Didi❤️❤️❤️ love you all tym❤️

  • @mamatasethi1017
    @mamatasethi1017 Місяць тому

    ଜଗନ୍ନାଥ ଅଛନ୍ତି ସବୁଠିକ୍ କରିଦେବେ🙏🙏

  • @bindastitupk1475
    @bindastitupk1475 3 роки тому +35

    Jay Jaganath 🙏🙏🙏

  • @kanchannayak9515
    @kanchannayak9515 3 роки тому

    ଭଗବାନ କରନ୍ତୁ ତୁମ କିଡ୍ନୀ ମେଚ ହେଇଯାଉ ।

  • @unnatibehera5918
    @unnatibehera5918 3 роки тому +61

    A good human being🙏🙏🙏🙏

  • @villagegirl1523
    @villagegirl1523 3 роки тому +2

    ❤️❤️❤️ ବାପା ମା ❤️❤️ 🙏🙏thank you so much madam❤️🔥

  • @antarjyamiswain3612
    @antarjyamiswain3612 3 роки тому +7

    କି ଭୟଙ୍କର ଦୁନିଆ ରେ ବାବା ? ମଣିଷ ବଞ୍ଚି ପାରିଲେ ହେଲା । ଯେଉଁ ମାନେ ଚାଲି ଯାଉଛନ୍ତି ପ୍ରକୃତରେ ସେମାନେ ଭାଗ୍ୟବାନ------- ।

  • @munimajhi7901
    @munimajhi7901 3 роки тому

    Thank. You. So. Much. Madam. Tuma. Pari. Dunia. Re. Sabu. Bhala. Loka. Thaantu

  • @banajanayak7269
    @banajanayak7269 3 роки тому +21

    god bless you

  • @rashmitabalbal9157
    @rashmitabalbal9157 3 роки тому

    ଭଲ କଥା। ତମେ ଯେଉଁ ପାପ କରିଛ। ଏହା କରି କିଛି ପାପ କମି ଯିବ। ତୁମକୁ ଭଗବାନ ଭଲରେ ରଖନ୍ତୁ।🙏

  • @parshurammaharana741
    @parshurammaharana741 3 роки тому +10

    ଭଗବାନଙ୍କ ପାଖରେ ମୋର ଏତିକି ନିବେଦନ ଯେ ପିଲାଟିକୁ ଭଲ କରନ୍ତୁ

  • @sumantasabar8958
    @sumantasabar8958 3 роки тому +1

    ଧନ୍ୟବାଦ

  • @happysonysamal9942
    @happysonysamal9942 3 роки тому +41

    Sai bless him 🙏🙏🙏

  • @swetabag1538
    @swetabag1538 3 роки тому +1

    Many many thanks sister 🙏 god bless you 🙏

  • @srikantakumarhota6134
    @srikantakumarhota6134 3 роки тому +4

    ବହୁତ ଭଲ କାମ ।
    କରିଥିବା ପାପ ର ପ୍ରାୟଶିତ୍ତ କର ।

    • @odisha2153
      @odisha2153 3 роки тому +1

      କମେଣ୍ଟ ଚେଞ୍ଜ କର

  • @sashikantaswain9670
    @sashikantaswain9670 3 роки тому

    Thak uuu sister GOD always be blessed both of you and your family

  • @maheswarbehera2654
    @maheswarbehera2654 3 роки тому +3

    ପ୍ରଭୁ ଜଗନ୍ନାଥଙ୍କ ପାଖରେ କୁଟି କୁଟି ପ୍ରଣାମ 🙏🙏🙏
    ପିଲାଟିକୁ ଯେମିତି ବି ହେଉ ଭଲ କରିଦିଅନ୍ତୁ

  • @HareKrushna-f3d
    @HareKrushna-f3d Місяць тому

    ଆଃହା ,ମୁ କୋଟୀ ପ୍ରଣାମ ଜଣାଉଛି 🙏🙏🙏🙏🙏🙏🙏🙏🙏

  • @gangotribehera2369
    @gangotribehera2369 3 роки тому +13

    Great Bidyashee 👍🏻

  • @dbiswal8767
    @dbiswal8767 3 роки тому

    ବଦନାମ ଗଳି ଉଚିତ୍ ହୋଇନି କହିବା...🙏🏻🙏🏻🙏🏻ଟିକେ ତ ଚିନ୍ତା କରି ଲେଖନ୍ତୁ

  • @satyabhau69
    @satyabhau69 3 роки тому +41

    ବଦନାମ ଗଳିର ଦିବ୍ୟାଶ୍ରୀ, ମାନେ କଣ କହିବାକୁ ଚାହୁଁଛ ? ଭାସ୍କର 👎