"ବାହାଘରର 6ବର୍ଷ ହେଲାଣି ,ହେଲା ଏବେ ସେ ଯାତ୍ରାକୁ ଯାଇ ଆଉ ଗୋଟେ ଝିଅ ସହ ରହୁଛନ୍ତି ,ମୁଁ କରିବି କଣ "

Поділитися
Вставка
  • Опубліковано 25 гру 2024

КОМЕНТАРІ •

  • @gauttamsamal1016
    @gauttamsamal1016 3 місяці тому +218

    ଆରେ ଏ ଶଳା ମୁଁ ଏ ଟୋକାକୁ ବହୁତ ଭଲ ଭାବିଥିଲି ଯେତେବେଳେ ତାରିଣୀ ଆଖିର ତାରା ସିରିଏଲ ରେ ପ୍ରଥମ ଦୃଶ୍ୟ ରେ ଏ ପିଲା ର ଅଭିନୟ ଦେଖିଥିଲି ହୃଦୟ ସ୍ପର୍ଶୀ ଥିଲା କିନ୍ତୁ ଏ ଶଳା ଅଭଦ୍ର ଟା।

    • @rajeshdassuper3304
      @rajeshdassuper3304 3 місяці тому +15

      Tu ତା ghare dekhitilu--one side suni kan kahuchu

    • @manoj-jb5lk
      @manoj-jb5lk Місяць тому

      ​@@rajeshdassuper3304aaji kalika jhia pua ko beleave Kariba mast bhol
      Paschim odisha jhia mane 89% dhandawali

    • @ranjanamallik815
      @ranjanamallik815 14 годин тому

      ହମୁଁ ଜାଣିଚି ତୋଘରେ ଥିଲା​@@rajeshdassuper3304

  • @Santoshsahu-143
    @Santoshsahu-143 3 місяці тому +224

    ଆପଣଙ୍କ କଥାବାର୍ତ୍ତା କହିବାର ଶୈଳି ବହୁତ ଉତ୍ତମ! ପ୍ରକୃତି ମିଶ୍ରଙ୍କୁ ଯେମିତି ତୃପ୍ତି ମାଡ ମାରିଥିଲେ ଆପଣ ମଧ୍ଯ ସେ ଅଭଦ୍ର ମହିଳା ଏବଂ ଆପଣଙ୍କ ସ୍ୱାମୀକୁ ରୋଡ ଉପରେ ମାଡ ମାର !Legally Action ନିଅନ୍ତୁ ଯାହା ମଧ ହୋଇ ପାରିବ

  • @indianloverkaran
    @indianloverkaran 3 місяці тому +73

    ଏହାକୁ ନ୍ୟାୟ ଦିଆ ଯାଉ ❤️

  • @idilipsahu
    @idilipsahu 3 місяці тому +117

    Well educated brave lady 👩‍🔧

  • @sulaimanrahman8657
    @sulaimanrahman8657 3 місяці тому +252

    ଲାଗୁଛି ଆପଣ ବହୁତ ଭଲ, media ଆଗରେ ଆପଣଙ୍କ ଉପସ୍ଥାପନ ଉତ୍ତମ

  • @sumitakhillo6388
    @sumitakhillo6388 3 місяці тому +101

    ଆଜିକାଲି ସବୁ ସ୍ୱମୀ ମାନେ ସେମିତି ମାଡାମ. ଜାଣି ଜାଣି ସେମିତି ହୁଅନ୍ତି ଭୁଲ କଲା ପରେ ଭୁଲ ହାଇଗଲା କହିବା ବହୁତ ସହଜ. ତାପାଇଁ କିଏ କେତେ କଷ୍ଟ ପାଉଛି ସେମାନେ ଜାଣନ୍ତିନି ଆପଣ ଷ୍ଟ୍ରଙ୍ଗ ହୁଁଅନ୍ତୁ

  • @SwetasHope
    @SwetasHope 3 місяці тому +76

    U r explained dear... actually a very brave lady....well educated person god bless you 🙏🏾

  • @Magik-y4c
    @Magik-y4c 3 місяці тому +87

    ଆପଣ ତୃପ୍ତି ଦିଦି ଭଳି ହେଵା ଦରକାର ନହେଲେ ଏପରି ଲୋକ ସୁଧାରି ଵେ ନି ଜୟ ଜଗନ୍ନାଥ

    • @damayantirana450
      @damayantirana450 3 місяці тому +1

      Chapal re road re mada hele thik. Then jaha heba dekha jiba

  • @hasinanaik6256
    @hasinanaik6256 3 місяці тому +37

    U r right

  • @Suteshna143
    @Suteshna143 3 місяці тому +20

    Apna Bahut sundar and your behaviour bahut matured

  • @preetibehera2999
    @preetibehera2999 3 місяці тому +165

    Looking like Sofia Firdos ctc MLA

  • @subhasmita_10x
    @subhasmita_10x 3 місяці тому +73

    ୟେ ପରା " ତୋରି ପାଇଁ ତୋ ପାଇଁ " ତରଙ୍ଗ serial ର ଶିବ୍ ୟେ ପୁଅ ଟା ।।😅😂

  • @OFFICIAL_G.L_VLOGS
    @OFFICIAL_G.L_VLOGS 3 місяці тому +91

    ଯାତ୍ରା ରେ ସବୁ ଲୋକ ସେମିତି ,, ଘରେ ଗୋଟେ ସ୍ତ୍ରୀ ବାହାରେ ଗୋଟେ ସ୍ତ୍ରୀ, 🙏🙏🙏

  • @maasihasani1907
    @maasihasani1907 3 місяці тому +25

    ଏଇ ଝିଅଟି ଭଉତ ସୁନ୍ଦର ଲାଗୁଛନ୍ତି

  • @anujarout8030
    @anujarout8030 3 місяці тому +10

    Didi right Katha kahichanti❤❤❤❤❤

  • @MissGeetaofficial-e4k
    @MissGeetaofficial-e4k 3 місяці тому +22

    Didi right katha kahuchhanti 👏😥

  • @MallickchinuSuchitra
    @MallickchinuSuchitra 3 місяці тому +81

    Second prakruthi Mishra 😂😂😂😂trupti madam nka bhali road upare pita size heijibe 2jana😂😂

  • @jagratodisha1112
    @jagratodisha1112 2 місяці тому +6

    Sister tamuku hrudaya ru dhanyabad

  • @debendradash3598
    @debendradash3598 2 місяці тому +3

    Well educated and brave respected lady so proud of you madam

  • @ODISHABHAI-eq8jq
    @ODISHABHAI-eq8jq 3 місяці тому +67

    ପରିବାର ଓ ସଂସାର ର ମଙ୍ଗଳ ପାଇଁ, ତୁମେ ଦୁହେଁ, ମିଳି ମିଶି, ସୁଖର ସଂସାର ଗଡ 🙏🏻 ବାକି ଜୀବନ ହସ ଖୁସି ରେ ବିତାୟ, ନାରୀ ଆଖି ରେ ଲୁହ ଦେଇ ଆଜିର ଦିନ ରେ କେହି ପୁରୁଷ ଖୁସି ରେ ନାହାନ୍ତି, ଅନୁଭବ ମହାନ୍ତି ଆଜି ବି , ଭୁତ ହୋଇ ବୁଲୁଛନ୍ତି 👍🏾

    • @SandhyaraniDas-yb4fq
      @SandhyaraniDas-yb4fq 3 місяці тому +1

      Right Bhai

    • @SHINING-STAR-JNS-DR0007
      @SHINING-STAR-JNS-DR0007 3 місяці тому +4

      Apana tanka story ku naiki Kan pai anubhav Bhai ka sahita jodi Lee Tamara kichi problem Kari thile ki anubhav Bhai ❤❤❤.. any reason..

    • @durganayak1452
      @durganayak1452 3 місяці тому +1

      Right bhai

    • @rajeshdassuper3304
      @rajeshdassuper3304 3 місяці тому

      Eta maa ghia ta---paaa toki dekhi coment---nalua budha--ଅନୁଭବ bhai kan---tu mghia kei bee

  • @MonalisabalabantarayMamunimilu
    @MonalisabalabantarayMamunimilu 2 місяці тому +5

    God bless u sister ❤

  • @papuni839
    @papuni839 3 місяці тому +16

    Talking style is so good so well

  • @TheSmaranika309
    @TheSmaranika309 2 місяці тому +8

    Once a cheater always a cheater! Separation is the best solution 👍

  • @hatkekuchalag8769
    @hatkekuchalag8769 23 дні тому +1

    Very good girl u r ur talking is very nice

  • @sorotoka9717
    @sorotoka9717 3 місяці тому +39

    ଯିଏ ବାପା ମା ର ନ ହେଲା... ବାପା ମା ଙ୍କ ଆଖି ର ଲୁହ 😢ରେ ଆଜି ଆପଣ ଙ୍କ ଜୀବନ ଏମିତି.. ଜଗନ୍ନାଥ ସବୁ ଦେଖୁ ଛନ୍ତି... ବାପା ମା ଙ୍କ ଆଖି ରେ ଯିଏ ଲୁହ ଦେଇ ଛି ସେ କେବେ ଖିସି ରେ ରହି ପରି ବ ନାହିଁ 🙏ଜୟ ଜଗନ୍ନାଥ

  • @HemaMangaraj
    @HemaMangaraj 2 місяці тому +3

    Good lady

  • @sureshgartia868
    @sureshgartia868 3 місяці тому +3

    Very good thinking sister god bless you 👍👍

  • @jaiguru14
    @jaiguru14 6 днів тому

    ଆପଣମାନକର ଯଦି ସହମତି ହୁଏ ତେବେ ୟେ madam nku ମୁଁ ବାହାହେଇ ତାଙ୍କୁ ଖୁସିରେ ରଖିବାକୁ ଚାହୁଁଛି।

  • @stube4035
    @stube4035 3 місяці тому +32

    ତମେ ତ ବହୁତ ସୁନ୍ଦର ପୁଣି ଏ ଭୁଲ କଣ ପାଇଁ

  • @MaraMunda-i2i
    @MaraMunda-i2i 3 місяці тому +61

    Madam, apan so intelligent laguchhanti. Please bela thau thau nijar future life ku thik descision kari niatu.

  • @hemantamohanty4171
    @hemantamohanty4171 2 місяці тому +1

    ଯେଉଁ ମାନେ ଏଭଳି କାର୍ଯ୍ୟ କରନ୍ତି ଠିକ ନୂହେଁ କାରଣ ପ୍ରଥମ ଭବିଷ୍ୟତ ଦ୍ବିତୀୟ ଖେଳନା (ଦିନେ.ଭାବିବ)

  • @animeshsahu8637
    @animeshsahu8637 3 місяці тому +23

    ଗୋଟେ ଝିଅ ଗୋଟେ ପୁଅକୁ ତା ସହ ଶାରୀରିକ ସଂପର୍କ ରଖିବାକୁ ଦେଲା ପରେ ତାର ସେ ପୁଅ ଉପରେ ନିଜଠୁ ଅଧିକ ବିଶ୍ୱାସ ଆଉ ଭରସା ଥାଏ। ଦୁଃଖ ଲାଗୁଛି ଯେ ଆଜିର ନାରୀ ଯେତେ ଆଧୁନିକ ତା ର ଗୁଣଗାନ କଲେ ମଧ୍ୟ ଗୋଟେ ନିଛକ ସତ୍ୟ ହେଉଛି ଯେ ସେ ମହିଳା ସଶକ୍ତିକରଣ ର ଖରାପ ଫାଇଦା ଉଠାଉଛନ୍ତି।

    • @abhipsapriyadarsani4357
      @abhipsapriyadarsani4357 3 місяці тому

      ଠିକ କହିଲେ ଆଜ୍ଞା 🙏,ପୁରୁଷ ମାନେ କେମିତି ଏମିତି ଛଳନା କରି ପାରନ୍ତି।

    • @animeshsahu8637
      @animeshsahu8637 3 місяці тому

      @@abhipsapriyadarsani4357 ପୁରୁଷ ମାନେ କେବେ ହେଲେ ସେଭଳି ଛଳନା କରନ୍ତି ନାହିଁ। ଯେଉଁମାନେ କାପୁରୁଷ ସେହିମାନେ ହିଁ ଏଭଳି କରିଥାନ୍ତି।

    • @rajeshdassuper3304
      @rajeshdassuper3304 3 місяці тому

      ​@@abhipsapriyadarsani4357ନାରୀ ସବୁ ଠିକ୍

  • @Samiranayak-sg7uk
    @Samiranayak-sg7uk 2 місяці тому +2

    ଏମାନଙ୍କୁ ଉଚିତ୍ ଶିକ୍ଷା darkar

  • @mamatasahu3392
    @mamatasahu3392 3 місяці тому +16

    God bless you.
    Jahar marriage kharap hue jhia upare besi affect kare.
    Law can't help .
    Only u will get date.As per law

  • @rabiraul
    @rabiraul 2 місяці тому

    Bahut sundar katha simple wife
    no ego no attitude no 👌👌

  • @santoshsahoo1210
    @santoshsahoo1210 3 місяці тому +13

    Husband name:Mithilesh kumar

  • @biranchinarayanpradhan5537
    @biranchinarayanpradhan5537 29 днів тому

    Good

  • @MousumiDas-wk6hk
    @MousumiDas-wk6hk 3 місяці тому +66

    A Actor mananku Biswas nahi lo maa....🙏🙏🙏🙏

    • @subhabratamishra4465
      @subhabratamishra4465 3 місяці тому +2

      ଖାଲି ଆକ୍ଟର୍ ନୁହେଁ ଭ‌ଉଣୀ ... ଆଜିକାଲି କାହାକୁ ବି ବିଶ୍ବାସ୍‌ ନାହିଁ। ସେ ତ ଅଭିନେତା ତା ବିଦ୍ୟାକୁ କାମରେ ଲଗାଉଛି । ତେଣୁ 'ସାଇକୋଲୋଜୀ' ଖାସ୍‌ କରି 'Love psychology ' ପ୍ରଥମେ ଶିଖ ତା ପରେ ଯାଇ ଜୀବନ୍‌ ସାଥି ଖୋଜିବ । ଆଗ ଦୁନିଆ ଆଉ ନାହିଁ ରେ ଭ‌ଉଣୀ ।

    • @subhabratamishra4465
      @subhabratamishra4465 3 місяці тому +3

      କଳାକାର୍‌ ମାନଙ୍କର୍ ବେଶୀ ଲାଳ‌ ଅଂଶ ଥାଏ ‌। ତା ପରେ ଏବେର‌ ଦୁନିଆ ଯାହା ହେଲାଣି ସେଥିରେ ପୁଣି ସୁପ୍ରିମକୋର୍ଟ 'ପରକିୟା ପ୍ରୀତି' ବୈଧ ବୋଲି ଘୋଷଣା କରିଛନ୍ତି।
      ଛି ଛି ଛି ଛିଃ ।

    • @santagahir272
      @santagahir272 3 місяці тому +1

      ଆକ୍ଟର ମାନଙ୍କ ସହିତ ହିଁ ଝିଅ ଫସୁଛନ୍ତି, handsome ଫିଗର ଦେଖିକି ତ ଫିଦା ଆଉ 😜🤭

    • @user-wv4mg1hm1h
      @user-wv4mg1hm1h 2 місяці тому

      ​@@subhabratamishra4465jhio maane psychology sikhile kn hebo....jete hele b ghor bali too....bahar baali hin bholo lage...✍️

    • @MousumiDas-wk6hk
      @MousumiDas-wk6hk 2 місяці тому

      @@subhabratamishra4465 thik kahichanti Apana kintu A Acting line re besi hounti

  • @MyLove_SARADA
    @MyLove_SARADA 3 місяці тому +29

    ସେଇଟା ପରମ ଭଡୁଆଟା😡🤬

  • @ishudas7585
    @ishudas7585 2 місяці тому

    Good sister

  • @lakshitmohanty1468
    @lakshitmohanty1468 3 місяці тому +10

    jhia Lo madhumakhi Kn kare janichu na Flower ra sabu Rasa Sosi New Flower ra Anusandhan kare Ye kaliyug re Amemane sabu emti haiesarileni ..dosa Ethi kahaku deba kuha Gote jhia re mana santi houni ...kichi jhia achanti Gote Pua upare Santi houni .....

  • @nishikantabirabar1385
    @nishikantabirabar1385 29 днів тому

    ଯାହାହେଉ ନିଜର ଭୁଲ ସିଉକାର କରୁଛ ,ତୁମ କଥା ବହୁତ୍ ସୁନ୍ଦର ତୁମେ ଠାକୁରଙ୍କୁ ପ୍ରାଥାନା କର ସବୁ ମଙ୍ଗଳ ହେବ ।

  • @Pkedits257
    @Pkedits257 2 місяці тому +2

    ବାହାର ମୌସୁମୀ ବାଜି ଗଲା ତ ସେଥି ପାଇଁ ଟିକେ ଟିକେ ଛନ ଛନ ।😂

  • @MY.VIEW.REVIEW
    @MY.VIEW.REVIEW 3 місяці тому +3

    She loves your husband unconditionaly.that means she loves a lot to your husband.

  • @AnshumanRath-d3j
    @AnshumanRath-d3j 28 днів тому +1

    Jatravala dekhi valapaicha jibana jatera heigala

  • @sanjaybehera879
    @sanjaybehera879 3 місяці тому +1

    Good well

  • @arpitanayakarpita5901
    @arpitanayakarpita5901 3 місяці тому +76

    Ea pa tarini akhira tara serial ra veer 😮 he vagaban 😅

    • @subashbanjara-qr4fv
      @subashbanjara-qr4fv 3 місяці тому +10

      ସତ କଥା ଏତେ ନୀରିହ ଛୁଆ ଲାଗୁଥିଲା ସେ 😂😂😂

    • @AnilKanhar-u3m
      @AnilKanhar-u3m 3 місяці тому +14

      Mu thik re jani parunathili sethi pain cmnt padibaku asili tapare conform helije e vheer boli

    • @bijaykumarexpress4u519
      @bijaykumarexpress4u519 3 місяці тому +1

      Hnnn

  • @kailash.dehurykailash.dehu454
    @kailash.dehurykailash.dehu454 3 місяці тому +11

    ତା ମୁହଁରେ ଏସିଡ୍ ମାର ଭଉଣୀ ନ ହଲେ ମେତେ କୁହ ମୁଁ ତା ମୁହଁରେ ଏସିଡ୍ ମାର ଦେବୀ

  • @badalpattnaik9738
    @badalpattnaik9738 3 місяці тому +2

    God MUST be help you

  • @SunitaMaharana-q5d
    @SunitaMaharana-q5d 2 місяці тому +5

    Jete sabu actor samastinkara amiti case.....😂😂😂😂 Abe dekhantu....1..re Anubhav aau Barsha....2re...babusan ku ....pakruti mishra...3re mana mishra ku Manoj Mishra....sabu actor nka amiti hi chalichi ...tike ta sarama karare ...bhai😂😂😂😂😂

  • @bapi2988
    @bapi2988 3 місяці тому +1

    ସେ ପିଲା ମୋନଜ ଭଳି ହେବ ଦୁଇ ଜଣଙ୍କ ମଝିରେ ତୃତୀୟ ଜଣ ପଶିଲେ ଏମିତି ହୁଏ

  • @Babaphakiryoutube
    @Babaphakiryoutube 3 місяці тому +6

    ଯାହାର ଇଛା ହେଉଛି ତା ସାଙ୍ଗରେ ସେ ଖେଳୁଛି ତୁମେ ଯେମିତି ଖେଲିଥିଲ ସେ ଖେଳୁଛି

    • @SwarnamayeeMalik
      @SwarnamayeeMalik 3 місяці тому +1

      Tume ketejana ka sah khelichha se khelithila ki nahi tume kemiti Janila
      Se jadi ta life sah kheli thanta se pila bhali anya ade marriage karibaku chanhitha nta ki extra marital affair rakhithanta se Jhia bahut bhal , pua kharap

    • @Babaphakiryoutube
      @Babaphakiryoutube 3 місяці тому +1

      @@SwarnamayeeMalik କିଛି ନଜାଣି CMT କାହିଁକି ଦେଉଛ ତୁମର ଭାଇ ଅଛି ନା ନାହିଁ ବାପା ମା ଇଚ୍ଛାରେ ଯିବନି ଆଉ କାହା ସହ ତୁମେ ବିବାହ କରିବାକୁ ଗ୍ରହଣ କରିବେ ତୁମ ଘରେ କି

    • @SwarnamayeeMalik
      @SwarnamayeeMalik 3 місяці тому +1

      @@Babaphakiryoutube jhianku jebe pua bibah karithila sebe kan jana nathila ki ebe jana padhila se pua ta anya Jhia sah buluchhi jadi ete bhal ahu bapa maa katha bhabithanta ta emiti kam karina thanta

    • @SwarnamayeeMalik
      @SwarnamayeeMalik 3 місяці тому +1

      @@Babaphakiryoutube pua love kari bibah karichhi ghara loka bi grahan karichhanti
      Apan nka katha hisabare jadibi grahan karinahanti , ta puar baa maa love kari marriage kala boli grahan kaleni kan pua jau anya Jhia gota gota change karuchhi setaku grahan karuchhanti ,jadi grahan karuchhanti tahele ,khali pua nuha pua ra paribar bi semiti

    • @Babaphakiryoutube
      @Babaphakiryoutube 3 місяці тому

      @@SwarnamayeeMalik ଗୋଟିଏ ହାତରେ ତାଳି ବାଯେନି ପୁଅ ର ଭୁଲ୍ ଝିଅର ବି ଭୁଲ୍ ତୁମ ସ୍ଵାମୀ କିମ୍ବା ତୁମ ବାପା ମହିଳା ଗୋଡ଼ ଧରନ୍ତି କି ଜଡ଼ି ବି ଧରନ୍ତି ମିଡ଼ିଆ ଆଗରେ କହିବ ମୋ ସ୍ଵାମୀ ମୋ ଗୋଡ଼ ଧରୁଛି ଏଥିରୁ ବୁଝି ପାରିଲ ନା ନାହିଁ ଝିଅ କେତେ ସତୀ

  • @aratihansdah9610
    @aratihansdah9610 3 місяці тому +10

    Trupti jemiti prakruti ku mado mari thile semiti mado darkar se jhio ku

  • @sigmawolftrader
    @sigmawolftrader 3 місяці тому +4

    She looks like Cuttack MLA .Sofia firdosh

  • @jogeshsoura4622
    @jogeshsoura4622 29 днів тому

    ଭଳକାମରେ ଆସେନି ଭାଷ୍କର ନିଉଜ

  • @patitmandal4594
    @patitmandal4594 18 днів тому

    You are a 27-year-old woman...a whole life is ahead of you. Hustle, get rid of this toxic marriage, make your own way. Remember - Once a cheater ALWAYS a cheater. Wake up to Reality Sister.

  • @mamataswain7438
    @mamataswain7438 2 місяці тому

    Asara aloka Otv re dekhchhi tame bhauni ja sabu bhala heba 👍

  • @nboy9584
    @nboy9584 3 місяці тому +35

    ତମ କଥାରୁ ଲାଗୁଚି ଭଲ ପାଠ ପଢା ପଢ଼ି କରିଚ ହେଲେ ସେମିତି ଝାବଡ଼ ଯାତ୍ରା ପିଲାକୁ କେମିତି ବାହା ହେଉଛ 😅😅😂😂😂

    • @NandiniguruNandiniguru-qg1wf
      @NandiniguruNandiniguru-qg1wf 2 місяці тому +1

      ହିରୋ ପରା ଇଏ ଝିଅ ଭାବିଲା ମୁ ଟିକେ ହେରୋଇନି ହେଇଯିବି

  • @PadmaCharanDalai-w3e
    @PadmaCharanDalai-w3e 2 місяці тому

    I am free ❤

  • @mrutyunjayghadei2214
    @mrutyunjayghadei2214 3 місяці тому +5

    Mam,
    I m IT professional. Belongs to odisha, staying at coimbatore.

  • @sangramnayak9572
    @sangramnayak9572 3 місяці тому +5

    ଝିଅ ତୋର ମଥାର ସିନ୍ଦୂର କାଇଁ???

    • @StoryinHindi-qb7jm
      @StoryinHindi-qb7jm 3 місяці тому +7

      Swami galani aau kaha pakhaku tu sindura khojuthaa....sindura lageile kn heba bagabawana jete din ayusha deichanti setiki din banchiba ta swami...

    • @snehasmitadalai2252
      @snehasmitadalai2252 3 місяці тому +1

      ​@@StoryinHindi-qb7jmSabash bhauni Swami pache bedhua heithau...ta pai puni sindura balaa naa😂

  • @liligamango1139
    @liligamango1139 3 місяці тому +27

    Aare tara tarini re veer aau toti pain re siv😅..he .bhagban ye..kn😮

    • @SradhaMihir
      @SradhaMihir 3 місяці тому +1

      ଆଉ ରିଅଲ ରେ ଭାଡୁଆ 😂😂

    • @liligamango1139
      @liligamango1139 3 місяці тому

      @@SradhaMihir 😏

  • @BuluMallick-xj8zj
    @BuluMallick-xj8zj 3 місяці тому +3

    ରସିମି....tume...bahuti...Bhala...lagucha

  • @ChandraBhatra-d3x
    @ChandraBhatra-d3x 3 місяці тому +11

    ହେ ବାବୁ ତ ବିର କି

  • @gautamsahoo2149
    @gautamsahoo2149 6 днів тому

    Ete educated heiki emiti pilaku kemiti mrg kala

  • @smilqueen4317
    @smilqueen4317 3 місяці тому +1

    Ate sunder❤❤wife saha amiti kalu re tu 😡😡😡tate vgbn Sahibeni bohutu sunder chinta dhara au bohutu qt ama vauja au bohutu sunder bebahar 🙏🙏🙏🙏🙏

  • @madhusmitanayak6089
    @madhusmitanayak6089 3 місяці тому +1

    Apana bahut bhala jana paduchanti 😮❤apana se jhia nku au husband ku pita mara road re

  • @priyasahu4694
    @priyasahu4694 3 місяці тому +4

    Tame jete bhal hele bi tank family tam katha chinta karibeni sister swarthapar dunia kebar nija katha chinta karibe

  • @santoshnayak728
    @santoshnayak728 2 місяці тому

    Madam wait for time and time will solve it

  • @UNIQofLIFE
    @UNIQofLIFE 3 місяці тому +1

    Frist comment

  • @pramilabasantaray7401
    @pramilabasantaray7401 3 місяці тому +1

    Jhia pua jete educated, mature huantu na nahin,bapa maa nku dukha dei kehi kebe santi re rahiparinahanti.bapa maa ate bada kale,padheile kn bhal pila dekhi marriage kareiparinathante?aji kali ka pila ,pua ba jhia bisay re bhal se na jani kichhi ta attraction paein love marriage karuchhanti.pare realise karuchhanti.

  • @PramadakumarTatada
    @PramadakumarTatada 8 днів тому

    Bharta re karana chaligola kintu bharta re aau gatia roga pasijaichi sei roga hela living realtion aita samastu ku haijaichi

  • @Sanokhi_x_World
    @Sanokhi_x_World 3 місяці тому +5

    Thumbnail re yanka pic dekhiki bhabuthili yanku kouthi dekhichi ta pare mane padila TPTP re achhanti 😄

  • @xpramitpanda3815
    @xpramitpanda3815 3 місяці тому +2

    Hat's off to you ma'am, really you are a very good and brave person but definitely your husband should get punishment for his bad works....
    Salute to your patience
    God bless you

  • @friendssoundbinu2553
    @friendssoundbinu2553 20 днів тому

    Kau jatra party sei rahuchi

  • @AnkitaMahananda-sp6md
    @AnkitaMahananda-sp6md 3 місяці тому +4

    Dear sis parucha jadi divorce nia se aau sudhuribani jane ae line re gala matarka aau biswasa nahi

  • @ajayakumardas4577
    @ajayakumardas4577 3 місяці тому +11

    Sofia firdous madam nka little sister 😅😅

  • @RamakantBehera-fl9ie
    @RamakantBehera-fl9ie 2 місяці тому

    Sonu bhaiya app good social worker thank you so much

  • @SasmitajenaPriya
    @SasmitajenaPriya 3 місяці тому +1

    New jatra new entry

  • @pravasiniparida3635
    @pravasiniparida3635 3 місяці тому +60

    Ae puata tori pain to pain re serial re roll karuchhant

    • @santagahir272
      @santagahir272 3 місяці тому +2

      ହଁ ସେଇଟା ତ ମୁଁ ବି ଭାବୁଛି,, ଶିବୁ କିମ୍ବା ସୁବୁ ଭୂମିକାରେ ଅଛି ଏହି ପିଲା

    • @krushnasahu6265
      @krushnasahu6265 3 місяці тому +8

      ​@@santagahir272sib name re role karuchi police chiki ra dharam bhai

    • @santagahir272
      @santagahir272 3 місяці тому

      @@krushnasahu6265 yes yes, u r right 👍❤️thank you

    • @pravasiniparida3635
      @pravasiniparida3635 3 місяці тому

      Yes

  • @ChittaranjanDalai-rn6hi
    @ChittaranjanDalai-rn6hi 3 місяці тому +9

    କେଉଁ ଯାତ୍ରା ପାର୍ଟିରେ ଅଭିନୟ କରୁଛନ୍ତି।

  • @Babaphakiryoutube
    @Babaphakiryoutube 3 місяці тому +5

    ସ୍ୱାମୀ ଗୋଡ଼ ଧରୁଛି ତୋର ତୋ ପାଇଁ ତ ସ୍ୱାମୀ ତତେ ଠିକ୍ କରିଛି ତ ଗୋଡ଼ ଧରୁଛି

  • @puspadhwajanahaknahak5044
    @puspadhwajanahaknahak5044 3 місяці тому

    This is Arts of character (chamatkar)

  • @NayakJonty
    @NayakJonty 3 місяці тому +3

    ସିନ୍ଦୂର କାଇଁ ମଥାରେ ?

  • @gourangacharanbiswal139
    @gourangacharanbiswal139 3 місяці тому +2

    Jatra party name kuhantu , Ame taku comment karibu se bata ku palei asiba.

  • @RupaliSahoo-cl9wu
    @RupaliSahoo-cl9wu 3 місяці тому +1

    Mm apana bahut bhama

  • @SumitraSahoo-v4x
    @SumitraSahoo-v4x 3 місяці тому +2

    Maty baha haba ki

  • @SasmitajenaPriya
    @SasmitajenaPriya 3 місяці тому +1

    Nijaku bht handsome vabuchu heart pura mahakala fala

  • @Priyanka_Creation_143
    @Priyanka_Creation_143 3 місяці тому +2

    2janaku miseiki maride kama khatam bekar a relationship rahiba jaha na rahiba best bidhaba haeija

  • @sradhanjalibehera9591
    @sradhanjalibehera9591 Місяць тому

    Are are ei ta Mithilesh bhai 😢tume

  • @sasmitanayak7297
    @sasmitanayak7297 Місяць тому

    ଇଏତ ତୋରି ପାଇଁ ତୋ ପାଇଁ ସିରିଏଲ ର ଶିବ୍ ଏଇଟା ତ ପରମ ଗାଲୁଆ

  • @Sima-fx3kf
    @Sima-fx3kf 3 місяці тому +9

    A bhai a sabu dekhiki mate mrg karibara ichha chhadi galani😢

  • @sanjaynanda992
    @sanjaynanda992 3 місяці тому +1

    U r beutiful n intelligent, dont worry any one easily marry u agani. Age only 27.Any one like u and i also like u. Married again any one if your problems not solve

  • @MY.VIEW.REVIEW
    @MY.VIEW.REVIEW 3 місяці тому +2

    If your husband daily coming to your house it is good.that means you don't want your husband should come to house daily.any thing hiding!😂

  • @baidyanathdehury6939
    @baidyanathdehury6939 Місяць тому

    ❤❤❤❤❤❤

  • @kalingaveera3424
    @kalingaveera3424 3 місяці тому +3

    Kn karibaa bhauni ....aajikali air pollution nuha pura lokanka mind pollute hoi galani....aapana strong re ladhantu

  • @JharanaMallick-di5mg
    @JharanaMallick-di5mg 3 місяці тому

    Veer

  • @MrPradip707
    @MrPradip707 3 місяці тому +2

    Bhaskar news kete paisa khaeichi

  • @dayanidhidas1171
    @dayanidhidas1171 3 місяці тому +1

    😢😢

  • @gyanadas7832
    @gyanadas7832 3 місяці тому +1

    Janamanyata ra sahajya niatnu madam.