Assam CM Himanta Biswa Sarma targets CM Naveen Patnaik and VK Pandian in Sambalpur

Поділитися
Вставка
  • Опубліковано 21 тра 2024
  • #ପ୍ରଚାର_ପୂର୍ବରୁ_ମୁଖ୍ୟମନ୍ତ୍ରୀ_ଓ_ପାଣ୍ଡିଆନଙ୍କୁ_ନିଶାନା
    ନିର୍ବାଚନ ହାରିଲେ ବିଜେଡି ଭାଙ୍ଗିବ। ନବୀନ ବାବୁଙ୍କୁ ବନ୍ଦୀ କରି ରଖାଯାଇଛି। କ୍ୟାପଚର କରି ଦିଆଯାଇଛି। ନିର୍ବାଚନୀ ପ୍ରଚାର ପୂର୍ବରୁ ସମ୍ବଲପୁରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ଭି. କେ. ପାଣ୍ଡିଆନଙ୍କୁ କଟା ନିଶାନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା।
    #HimantaBishwasharma #AssamCM #Election2024 #Campaign #OTV #Sambalpur #OdishaTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 33

  • @Deepali2024
    @Deepali2024 23 дні тому +6

    ଓଡିଶା ବାସୀ ଆଜି ଗର୍ବିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ନବୀନ ଅଧ୍ୟକ୍ଷଙ୍କ ତତ୍ୱlବଧାନ ଫଳରେ ଓଡିଶା ଆଜି ଏକ ବିକଶିତ ରାଜ୍ୟ ରୂପେ ଗଢି ଉଠିଛି l

  • @Merry-24
    @Merry-24 23 дні тому +6

    ଅନ୍ୟାୟ, ଭାବରେ ଷଡ଼ଯନ୍ତ୍ର ଓ ଛଳନା ପ୍ରଦର୍ଶନ କରି ବିଜେପି ଆଗାମୀ ନିର୍ବାଚନରେ ପରିଣାମ ନିଶ୍ଚୟ ଭୋଗିବ ରାଜ୍ୟ ବିଜେପି ଦଳ

  • @Purna-GaonTOKA
    @Purna-GaonTOKA 23 дні тому +6

    ଓଡିଶାର BJP ଦଳ କେବେବି ଉନ୍ନତି ଚାହିଁନାହାନ୍ତି କିମ୍ଵା କିଛି କାର୍ଯ୍ୟ କରି ନାହାନ୍ତି କିନ୍ତୁ ରାଜ୍ୟର ବିଜୁ ଜନତା ଦଳ ଲୋକଙ୍କ କଲ୍ୟାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଉଚିତ ପଦକ୍ଷେପ ନେଇଛନ୍ତି।

  • @user-pv9yi1td6h
    @user-pv9yi1td6h 23 дні тому +6

    ବିଜେପି ଦଳ ର କର୍ମୀ ମାନେ ସର୍ବଦା ନିଜ ସ୍ଵାର୍ଥରେ ଅନ୍ଧ, ସେମାନଙ୍କୁ ନିଜ ସ୍ଵାର୍ଥ ଛଡ଼ା ଅନ୍ୟ କିଛି ଦେଖାଯାଏ ନାହିଁ ।

  • @Trupti-Animal
    @Trupti-Animal 23 дні тому +6

    ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କର ସୁବିଧା ପାଇଁ ରାସ୍ତା ଘାଟ ସ୍ୱାସ୍ଥ୍ୟ ଶିକ୍ଷା ବିଜୁଳି ଏବଂ ଗମନାଗମନର ବିକାଶ କରିବା ସହିତ ଓଡିଶାର ପ୍ରତିଘରକୁ ପାଇପଯୋଗେ ପିଇବା ପାଣି ଯୋଗାଇ ଦେଇଛନ୍ତି।

  • @user-el5gg8tg
    @user-el5gg8tg 23 дні тому +5

    ଓଡ଼ିଶାର ବିରୋଧୀ ବିଜେପି ଦଳ ସବୁବେଳେ ଲୋକଙ୍କୁ ମିଛ ପ୍ରତିଶୃତି ଦେବାର ଅଭ୍ୟାସ କରି ଚାଲିଛନ୍ତି , କିନ୍ତୁ ଭୋଟ ସମୟ ଆସିଲେ ଲୋକଙ୍କ ପାଖରେ କୁମ୍ଭୀର କାନ୍ଦଣା କାନ୍ଦନ୍ତି ଏବଂ ଭୋଟ ସରିଗଲେ ସବୁ ପ୍ରତିଶୃତି ଭୁଲିଯାଆନ୍ତି।

  • @SujataRani-rh6lp
    @SujataRani-rh6lp 23 дні тому +3

    ବିଜେପି ଓଡିଶା ନେତା ମାନେ ସବୁବେଳେ ହୀନ ରାଜନୀତି କରି ସାଧାରଣ ଜନତା ଙ୍କୁ ଠକୁଛନ୍ତି ଆଉ କିଛି ନୁହେଁ। ତେଣୁ ବରଂ ଭଲ ହେବ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପୁନର୍ବାର ଜୟଯୁକ୍ତ କରି ଓଡିଶା ର ଭଲ କାର୍ଯ୍ୟକ୍ରମ ଆଗରୁ ଜେମିତି ଆରମ୍ଭ ହେଉଥିଲା ପୁଣିଥରେ ଆରମ୍ଭ ହେବ।

  • @SoliSethi-mq4tu
    @SoliSethi-mq4tu 23 дні тому +3

    ଓଡ଼ିଶାରେ ବିଜେପି ଦଳ ନେତା ମାନେ ମିଛ କହି ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି l

  • @dakeshwarsabar5410
    @dakeshwarsabar5410 23 дні тому +3

    Right Sir ❤❤❤

  • @sarojbehera6410
    @sarojbehera6410 23 дні тому +2

    ଆପଣ ଆସାମ ରୁ ଆସିଛନ୍ତି ଓଡ଼ିଆ ଅସ୍ମିତା ବିଷୟରେ କିଛି ଜାଣୁନାହାନ୍ତି. ତେଣୁ କିଛି ମନ୍ତବ୍ୟ ଦେବା ବନ୍ଦ କରନ୍ତୁ. ଆସାମ ରେ ଯାଇ କହିବେ

  • @surukumbhar
    @surukumbhar 23 дні тому +4

    BJP zindabad ❤

    • @satyaprakashbehera268
      @satyaprakashbehera268 23 дні тому

      BJD zindabad

    • @chaitanyabehera6726
      @chaitanyabehera6726 23 дні тому

      ​@@satyaprakashbehera268 ତ ପରି କିଛି ଲୋକ ପାଇଁ ଓଡିଶା ରେ ଦାଦନ ବଡୁଛି

  • @mitusahani788
    @mitusahani788 23 дні тому

    ❤❤❤❤

  • @AjitBudek-bt4zj
    @AjitBudek-bt4zj 23 дні тому

    Right sir

  • @ksheerodmishra8544
    @ksheerodmishra8544 23 дні тому

    A negligent family head. closes his eyes for the deficiencies of his own family but points an evil finger at others

  • @FAKIRJENA-du2zs
    @FAKIRJENA-du2zs 23 дні тому

    RTI ତଥ୍ୟ ଅନୁସାରେ ବିଗତ ଦଶ ବର୍ଷ ମଧ୍ୟରେ କେନ୍ଦ୍ର ବିଜେପି ସରକାର ଓଡ଼ିଶା କୁ ଦେଇଥିବା ୧୮ ଲକ୍ଷ୍ୟ ୮୭ ହଜାର କୋଟି ଟଙ୍କାର ହିସାବ ନଦେଇ ପାରିଲେ ଉଭୟ ନବିନ ପାଣ୍ଡୁ ସମେତ ଅନ୍ୟ କେତେକ BJD ନେତା ଓ ସରକାରୀ ଅଧିକାରି ଗିରଫ ହୋଇ ଜେଲରେ ରହିବେ l

  • @rasmitapatra1719
    @rasmitapatra1719 23 дні тому

    Aama odisha loka bhabuchanti bjp aasila paisa khaibeni ...!!! Aabe sale naveen sir jane single manisha ..tanku kebe dekhicha kebe dami kota pindhi buli bara ??? Mu kahuni yogi natha bjp jane bhala ...!! But Aama odisha pai bjp kehi thek nahati ...!!! Aama cm sabuthu best proud feel kara a sala alga state cm aasiki aama cm nare kahibe kia be se ??? Politics achhi mane paisa khaibe sabu ...!! Ta aama cm kahiki nuhe ???

  • @user-fp7wx4je1i
    @user-fp7wx4je1i 23 дні тому +2

    I respect your sir🇮🇳🇮🇳🇮🇳🙏🏼

  • @sarojmahanta6491
    @sarojmahanta6491 23 дні тому

    Odisha re Tamil sasan chalibo nahi, bohut hela pandyan sasan.
    Ethara parivartana nischita,
    Jai Jagannath
    Jai Shree Ram
    Vote for good governance and development.
    Vote for Aparajita
    Vote for BJP 🙏

  • @Vinood900
    @Vinood900 23 дні тому +1

    ନବୀନ ଏବେ ନଜର ବନ୍ଦୀ ଆଉ ତାମିଲ୍ ପାଣ୍ଡୁ ର ପଞ୍ଜୁରୀ ଭିତରେ ଶୁଆ ନବୀନ

  • @yournarayan3214
    @yournarayan3214 23 дні тому

    BJP ❤

  • @TATAIPL-pz8qm
    @TATAIPL-pz8qm 23 дні тому

    BJP Sarkar 🙌🏻

  • @user-qo7mn3cz2z
    @user-qo7mn3cz2z 23 дні тому +3

    Right sir