Modi Boosting Odisha BJP For 2024 Election, VK Pandian Counters Tall Claims

Поділитися
Вставка
  • Опубліковано 10 тра 2024
  • Prime Minister Narendra Modi's presence is galvanizing the BJP's campaign in Odisha for the 2024 elections. However, VK Pandian, BJD Leader, counters the tall claims made by the BJP, setting the stage for a dynamic electoral contest in the state.
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #2024elections #BJP #BJD #modi #vkpandian

КОМЕНТАРІ • 383

  • @lunapuch
    @lunapuch 13 днів тому +16

    Bjp win 🎉 no more rubber stamp cm

  • @MinatiJena-
    @MinatiJena- 13 днів тому +8

    ଜନତାଙ୍କ ପାଇଁ ଯାହାଙ୍କ ଜୀବନ ଉତ୍ସର୍ଗୀକୃତ । ଜନକଲ୍ୟାଣ ପାଇଁ ସେବାରେ ଯିଏ ସମର୍ପିତ... ସିଏ ହିଁ ଜନନେତା, ଜନନାୟକ ।

  • @premkumarprem2187
    @premkumarprem2187 13 днів тому +23

    Jay bjp

  • @excellentsagar0
    @excellentsagar0 13 днів тому +5

    ତୋ କଥା କୁ କେହି ବାସି ବାଳରେ ପଚାରୁ ନାହାଁନ୍ତି 😂😂

    • @kishore6469
      @kishore6469 13 днів тому +1

      He is right answer his question.

  • @routcreations2752
    @routcreations2752 13 днів тому +1

    କଣ ଗଣତନ୍ତ୍ର ରେ ସରକାର ପରିବର୍ତ୍ତନ ହେବେ ନାହିଁ .. ଗୋଟେ ସରକାର କଣ ଦୀର୍ଘ୍ ଦିନ ରାଜ କରିବ.. ବାବୁ 😢😢 ରାଜ ଚାଲୁଥିବ ..

  • @user-ux4lp2rn2w
    @user-ux4lp2rn2w 13 днів тому +1

    ଲୋକଙ୍କ ଆଶା ଓ ବିଶ୍ବାସ ଯେତେବେଳେ ଏହି ଦଳ ଉପରେ ନାହିଁ ସେମାନେ ଏହି ଦଳ କୁ ଭୋଟ ଦେବେ ବା କଣ ପାଇଁ ?

  • @user-ux4lp2rn2w
    @user-ux4lp2rn2w 13 днів тому

    ବିଜେପି ଯେତେ ବିରୋଧ କରୁଛନ୍ତି, ନବୀନବାବୁ ସେପରି ଓଡିଶା ବାସୀଙ୍କ ହୃଦୟ ଜିଣି ଚାଲିଛନ୍ତି.

  • @loveguru4599
    @loveguru4599 День тому

    ପ୍ରିୟ ଭାଇ ଓ ଭଉଣି ମାନେ ଉପଯୁକ୍ତ ଲୋକକୁ ଭୋଟ ଦେଇ ନୂଆଁ ମୁହଁ ସରକାର କରନ୍ତୁ ବିଜେଡି ର ପାଣ୍ଡୁ କଥା ସୁଣନ୍ତୁ ନାହିଁ କଣ କରିଛନ୍ତି ନବିନ ପ୍ରାଇଭେଟ ସ୍କୁଲ ଆଉ ଗରିବ ଯିବେ ସରକାରୀ ବିଦ୍ୟାଳୟ ଅଣ୍ଡା ଚତୁଆ ପାଇଁ, ମଦ ଯିଏ ଅଧିକ ବିକିବ ତାକୁ ପୁରସ୍କାର , ଓଡ଼ିଶା ପୋଲିସକୁ ନିଜ ହାତମୁଠାକୁ ଆପଣ ଜାଣି ଥିବେ ଆପଣଙ୍କର ଅସୁବିଧା ସମୟରେ ପୋଲିସ ସାହାର୍ଯ୍ୟ କରେନି କେବଳ ବିଜେଡ଼ି ପାଟି ଲୋକ, ଆମ ରାଜ୍ୟରେ ଭରପୁର ଖଣିଜ ପଦାର୍ଥ ଅଛି ବିକ୍ରିର ହିସାବ ନାହିଁ, ଆଉ ଏତେ କମ୍ପାନି ଥାଉ ଥାଉ ଆମ ଭାଇମାନେ ବାହାର ରାଜ୍ୟରେ କାମକରୁଛନ୍ତି ନିଜ ପରିବାର ପାଇଁ ..ମାଗଣା ବିଜୁଳି ଲୋଭରେ ଅନ୍ତୁନି ଆମର ଶିତଳଭଣ୍ଡାର ନାହିଁ ବାହାର ରାଜ୍ୟରୁ ସବୁ ରାସନ୍ ଆସିବ Tax ଆକାରରେ ଚାରିଗୁଣା ଯିବ

  • @LaxminarayanJena-ux3ez
    @LaxminarayanJena-ux3ez 13 днів тому +1

    କେନ୍ଦ୍ର ସରକାର ପ୍ରତିଶୃତି ଦେଇ ଯଦି ପାଳନ କରି ନ ପାରିବେ ତାହେଲେ ବଡ଼ ବଡ଼ ଭାଷଣ କାହିଁକି ମାରୁଛନ୍ତି l

  • @ajayakumarb957
    @ajayakumarb957 13 днів тому +4

    Nabin patnayak jabab dihantu tu salla gapar gapar houchu

  • @user-wk4yn6xv8l
    @user-wk4yn6xv8l 13 днів тому +1

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @SHEELA_3333
    @SHEELA_3333 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ଓଡ଼ିଶା ପ୍ରଗତି ର ଶିଖର ଛୁଇଁ ପାରିଛି ଆଗକୁ ମଧ୍ୟ ତାହା ଜାରି ରହିବ।

  • @AkashNayak-dv4yx
    @AkashNayak-dv4yx 13 днів тому +14

    Mg pandya tu sala କିଏ???😮😮

    • @kishore6469
      @kishore6469 13 днів тому +2

      Answer his question

    • @pinkupiinku7057
      @pinkupiinku7057 13 днів тому +1

      Answer dia, katha nabule

    • @bijaykhuntia868
      @bijaykhuntia868 13 днів тому +1

      Yes..
      Who is Pandya?

    • @Arp_here11
      @Arp_here11 11 днів тому

      ପାଣ୍ଡିଆନ sir ହେଉଛନ୍ତି ଜଣେ ବିଜେଡି ନେତା। ଆପଣ ଯଦି ତାଙ୍କର ପଚରିଯାଇଥିବା ପ୍ରଶ୍ନ ର ଉତ୍ତର ଦେଇ ପାରୁନାହାନ୍ତି ତେବେ ତାଙ୍କୁ ଦୁର୍ବ୍ୟବହାର କରିବାର କୌଣସି ଅଧିକାର ଆପଣଙ୍କର ନାହିଁ।
      ସତ କହିଲେ ବାଧେ। ଏ କଥା ଶୁଣିଥିଲି କିନ୍ତୁ ଆଜି ଦେଖି ମଧ୍ୟ ଦେଲି!
      ଆମ ଓଡ଼ିଶା, ନବୀନ ଓଡ଼ିଶା!! 💚

    • @ambarishswain3233
      @ambarishswain3233 4 дні тому

      Pandu heuchhi kichhi Genda dalia Golam nka neta

  • @r_lipun_samal857
    @r_lipun_samal857 13 днів тому +1

    ଓଡିଶବାସୀଙ୍କ ଉନ୍ନତିପାଇଁ ଦିନରାତିକାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯୁବଗୋଷ୍ଠି ମାନଙ୍କୁ ଆଗକୁ ଆଣି ସମୃଦ୍ଧ ଓଡିଶା ଗଡ଼ିବାରେ ପ୍ରମୁଖ ଭୂମିକା ରହିଛି ମୁଖ୍ୟମନ୍ତ୍ରୀଙ୍କର ।

  • @RajkishoreRout-gw1bs
    @RajkishoreRout-gw1bs 13 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତ ଓ କାର୍ଯ୍ୟ ଦକ୍ଷତା ତାଙ୍କୁ ଜାତୀୟ ସ୍ତରରେ ଏକ ନମ୍ବର ର ପରିଚୟ ଦେଇଛି l

  • @user-ux4lp2rn2w
    @user-ux4lp2rn2w 13 днів тому

    ଓଡ଼ିଶାରେ ବିଜେପି ଦଳ ନେତା ମାନେ ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି l

  • @sonaliparida143
    @sonaliparida143 13 днів тому

    ସମଗ୍ର ଓଡିଶାବାସୀଙ୍କର ପ୍ରିୟ ହେଉଛନ୍ତି ନବୀନ ସରକାର. ଦୀର୍ଘ 24ବର୍ଷ ଧରି ଓଡ଼ିଶାବାସୀ ନବୀନ ସରକାରଙ୍କ ସହିତ ଅଛନ୍ତି ଆଗକୁ ଆଉ ରହିବେ ମଧ୍ଯ l

  • @SHEELA_3333
    @SHEELA_3333 13 днів тому

    ନବୀନ ବାବୁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେରେ ଗଢ଼ିତୋଳିବା ପାଇଁ ସଂକଳ୍ପ ନେଇ କାର୍ଯ୍ୟ କରି ଚାଲିଛନ୍ତି ଓ ଆଗକୁ ମଧ୍ୟ କରି ଚାଲିବେ l

  • @SHEELA_3333
    @SHEELA_3333 13 днів тому

    ଷଷ୍ଠ ଥର ପୁଣି ଥରେ ନବୀନ ବାବୁ ବିଜୟ ହାସଲ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ଉନ୍ନତି ଏବଂ ଓଡ଼ିଶାବାସୀଙ୍କ ସେବା କରିବେ।

  • @BugguJena
    @BugguJena 13 днів тому

    ବିଜେପି ଦଳ ଭୋଟ ଆଶାରେ ଆଉ କେତେ ଲୋକଙ୍କୁ ଠକିବ ମିଛ ପ୍ରତିଶୃତି ଦେବ ଏବେ ସମୟ ଆସିଛି ଲୋକେ ଏହାର ଜବାବ ଦେବେ ।

  • @user-wk4yn6xv8l
    @user-wk4yn6xv8l 13 днів тому

    ଖାଦ୍ୟ ସୁରକ୍ଷା ଠାରୁ ମହିଳା ସଶକ୍ତିକରଣ । ମହାବାତ୍ୟା ମୁକାବିଲା ଠାରୁ ମହାମାରୀ ନିୟନ୍ତ୍ରଣ । ସ୍ୱାସ୍ଥ୍ୟରେ ଉନ୍ନତି ଠାରୁ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ... ସବୁଥିରେ ଅଗ୍ରଣୀ ଥିବା ଓଡିଶା ଆଜି ସାରା ବିଶ୍ୱରେ ପ୍ରଶଂସିତ

  • @SHEELA_3333
    @SHEELA_3333 13 днів тому

    ଓଡ଼ିଶାର ବିକାଶ ଓ ସ୍ୱଚ୍ଛସାଶନ ବୁ ଆଧାର କରି ସମସ୍ତ ପଦକ୍ଷେପ ଗ୍ରହଣ କରିଥାଆନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'l

  • @LaxmipriyaDaspatra
    @LaxmipriyaDaspatra 13 днів тому

    ରାଜ୍ୟ ସରକାର ଙ୍କୁ ସମାଲୋଚନା କରିବା ପୂର୍ବରୁ ନିଜ ପ୍ରତିଶ୍ରୁତି କୁ କେତେ ପୁରଣ କରିଛନ୍ତି କେନ୍ଦ୍ର ମୋଦୀ ସରକାର ସେ ବିଷୟରେ ସ୍ପଷ୍ଟ କରିବା ଉଚିତ୍ ।

  • @AshokMishra-zs7yu
    @AshokMishra-zs7yu 13 днів тому

    ନବୀନବାବୁଙ୍କ କାର୍ଯ୍ୟ ଶୈଳୀ ଓ ବିକାଶର ଧାରାରେ ଓଡିଶା ଆଜି ବହୁତ ଆଗକୁ ଯାଇପାରିଛି ନବୀନବାବୁଙ୍କ ପାଇଁ ଓଡିଶା ଏକ ବିକଶିତ ରାଜ୍ୟରେ ପରିଣତ ହୋଇଛି।

  • @subratapatra5072
    @subratapatra5072 13 днів тому

    ଓଡ଼ିଶା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁବେଳେ ଉଚିତ୍ ପଦକ୍ଷେପ ଗ୍ରହଣ କରିଛନ୍ତି !

  • @LaxminarayanJena-ux3ez
    @LaxminarayanJena-ux3ez 13 днів тому

    ରାଜ୍ୟରେ ଲୋକସଭା ଓ ବିଧାନଶୋଭା ନିର୍ବାଚନ ରେ ବିଜେଡି ସବୁବେଳେ ବିଜୟ ହାସଲ କରି ଆସିଛି ଏବଂ ଆଗକୁ କରି ଆସୁଥିବ l

  • @AshokMishra-zs7yu
    @AshokMishra-zs7yu 13 днів тому

    ଧର୍ମକୁ ନେଇ ଯେଉଁମାନେ ରାଜନୀତି କରନ୍ତି। ସେମାନଙ୍କୁ ଲୋକେ ଭରସା କରିବେବା କିପରି?।

  • @shilpasethi8080
    @shilpasethi8080 13 днів тому

    ବିଜେପି ଆସିଲେ ଓଡ଼ିଶାରେ କେତେ ବିକାଶ କରିବ ସେଇଟା ଭଲଭାବରେ ଓଡ଼ିଶାବାସୀ ଜାଣିଛନ୍ତି, ସରକାର ବନେଇ ସାର ଆଗ।

  • @BugguJena
    @BugguJena 13 днів тому

    ପର୍ଯ୍ୟଟନଠାରୁ ଆରମ୍ଭ କରି ପ୍ରାକୃତିୟ ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଲାଗି ଆଜି ବିକାଶର ଆଗ ଧାଡ଼ିରେ ପହଞ୍ଚିଛି ଆମ ରାଜ୍ୟ ।

  • @SangitaSahu-
    @SangitaSahu- 13 днів тому

    ସୁସ୍ଥ, ଶିକ୍ଷିତ ଓ ସମୃଦ୍ଧି... ନବୀନ ସରକାରଙ୍କ ସୁଶାସନର ସୂତ୍ର । ରାଜନୀତି ନୁହେଁ ଲୋକସେବାରେ ବିଶ୍ୱାସ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

  • @shilpasethi8080
    @shilpasethi8080 13 днів тому

    ମହିଳାସଶକ୍ତିକରଣ, କୁଷକ ସଙ୍ଘ, ଛାତ୍ର ସଙ୍ଘ ଆଦି ଙ୍କ ଦୁଃଖ ଦୁର୍ଦଶା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁରକରିଆସିଛନ୍ତି। ଏବଂ ସର୍ବଦା ଗରିବ ଙ୍କ ସାହା ଏବଂ ଭରଷା ହୋଇଥାନ୍ତି।

  • @shilpasethi8080
    @shilpasethi8080 13 днів тому

    ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ। ବିକାଶ ଆମରି ଧର୍ମ, ଓଡ଼ିଶାବାସୀଙ୍କ ଖୁସି ଆମର ଲକ୍ଷ୍ୟ।‌ ଏକଥା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି l

  • @SHEELA_3333
    @SHEELA_3333 13 днів тому

    ନବୀନ ପଟ୍ଟନାୟକ ଏପରି ଏକ ମୁଖ୍ୟମନ୍ତ୍ରୀ ଯାହାଙ୍କ କାମ ହିଁ ତାଙ୍କର ପରିଚୟ ଓ ସେହି ପରିଚୟ ପାଇଁ ସେ ସାରା ଦେଶରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

  • @shilpasethi8080
    @shilpasethi8080 13 днів тому

    ବିଜେପି ହାରିବ ଜାଣିଲା ପରେ ଅନ୍ୟାୟ ଓ ଅନିତି ଉପାୟରେ ଜିତିବା ପାଇଁ ଚେଷ୍ଟା କରୁଛି ରାଜ୍ୟ ବିଜେପି ଏଥିରେ କିଛି ସୁଫଳ ମିଳିବ ନାହିଁ lଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ। ବିକାଶ ଆମରି ଧର୍ମ, ଓଡ଼ିଶାବାସୀଙ୍କ ଖୁସି ଆମର ଲକ୍ଷ୍ୟ।‌ ଏକଥା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି l

  • @user-ux4lp2rn2w
    @user-ux4lp2rn2w 13 днів тому

    ଓଡ଼ିଶା ର ସାଢ଼େ ଚାରି କୋଟି ଜନତା ନବୀନ ଙ୍କ ପରିବାର।ତେଣୁ ସେହି ପରିବାର ର ସମସ୍ତ ସଦସ୍ୟ କେମିତି ଭଲ ରେ ରହିବେ,ଖୁସି ରେ ରହିବେ ସେହି ବ୍ୟବସ୍ଥା ସେ କରୁଛନ୍ତି ଓ ଆଗକୁ ନିଶ୍ଚିତ କରିବେ।

  • @onedayyouandme3268
    @onedayyouandme3268 4 дні тому +1

    ତେଲ ରେ କେନ୍ଦ୍ର ୩୩ ଟଙ୍କା ନଉଚି ଆଉ ରାଜ୍ୟ ୩୬ ନଉଚି। ତମେ କୋଉ କାମ ଲୁତୁଚ କି ଓଡ଼ିଆ ଲୋକ ଙ୍କୁ😂😂

  • @user-qg6eq2mg3u
    @user-qg6eq2mg3u 13 днів тому

    ଓଡ଼ିଶା ର ଶାସନ ନବୀନ ପଟ୍ଟନାୟକଙ୍କ ସମୟରେ ସବୁଠୁ ଭଲ ଶାସନ।ଏଥିରେ କୌଣସି ସନ୍ଦେହ ନାହି

  • @shilpasethi8080
    @shilpasethi8080 13 днів тому

    ବିଜେପି ଜାଣି ନେବା ଦରକାର ଯେ ଓଡିଶାବାସୀ ବିକାଶର ରାଜନୀତିକୁ ପସନ୍ଦ କରୁଛନ୍ତି ଯାହା ବିଜେଡି କରୁଛି । ବିଜେପିର ନକରାତ୍ମକ ଚିନ୍ତାଧାରାକୁ ଓଡିଶାବାସୀ କେବେ ମଧ୍ୟ ଗ୍ରହଣ କରୁନାହାନ୍ତି ।

  • @user-wk4yn6xv8l
    @user-wk4yn6xv8l 13 днів тому

    ଓଡ଼ିଆଙ୍କ ହୃଦୟର ନେତା ସମସ୍ତ ଓଡିଶାବାସୀ ଙ୍କ ଅତିପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @AshokMishra-zs7yu
    @AshokMishra-zs7yu 13 днів тому

    ବିଜୁ ଜନତା ଦଳ ର ଯାହା କହେ ତାହା ନିଶ୍ଚିତ ଭାବରେ କାର୍ଯ୍ୟ କରି ଦେଖାଏ ପୁଣି ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ ହେବେ l

  • @user-qg6eq2mg3u
    @user-qg6eq2mg3u 13 днів тому

    ବିରୋଧୀଙ୍କ ଭଳି ପ୍ରତିଶ୍ରୁତି ଦେଇ ଭୁଲି ଯାଆନ୍ତି ନାହିଁ ନବୀନ ପଟ୍ଟନାୟକ। ତାଙ୍କ ପ୍ରତିଶ୍ରୁତିକୁ ସେ କାମରେ କରି ଦେଖାନ୍ତି।

  • @user-qg6eq2mg3u
    @user-qg6eq2mg3u 13 днів тому

    ଖାଲି ବଡ ବଡ ଭାଷଣ ମାରିଦେଲେ କିଛି ଉନ୍ନତି ହେବନି, ବର୍ଷ ବର୍ଷ ଶାସନ ଭିତରେ ଆପଣମାନେ ଦେଇଥିବା ପ୍ରତିଶୃତି ମଧ୍ୟରୁ କିଛି ବି ପୁରଣ କରି ନାହାନ୍ତି ଠକ ଦଳ ବିଜେପି ଦଳ

  • @LaxminarayanJena-ux3ez
    @LaxminarayanJena-ux3ez 13 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ଅଧିକ ବିଶ୍ୱାସ କରନ୍ତି, ସେଥିପାଇଁ ଓଡ଼ିଶାବାସୀ ତାଙ୍କୁ ଭଲ ପାଆନ୍ତି.

  • @user-ql6vs1rk8q
    @user-ql6vs1rk8q 13 днів тому

    ମୁଣ୍ଡପିଛା ଋଣରେ ଓଡ଼ିଶାରେ ପ୍ରଦର୍ଶନ ଗୁଜୁରାଟ ତୁଳନାରେ ଭଲରେ ରହିଛି ଏହାକୁ କେନ୍ଦ୍ର ସରକାର ଜାଣି ପାରୁନାହାନ୍ତି.

  • @LaxmipriyaDaspatra
    @LaxmipriyaDaspatra 13 днів тому

    ବଡ଼ ବଡ଼ ଭାଷଣ ମାରିଲେ ଲୋକଙ୍କ ମନ କୁ କିଣା ଯାଇପାରେ ନାହିଁ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ପଡେ ପ୍ରଧାନମନ୍ତ୍ରୀ ଏହାକୁ ଭୁଲିଯାଇଛନ୍ତି ପ୍ରାୟ l

  • @user-wk4yn6xv8l
    @user-wk4yn6xv8l 13 днів тому

    ସ୍ୱାସ୍ଥ୍ୟ ସେବା ଜରିଆରେ ସୁପର ସ୍ପେଶାଲିଟି ସୁବିଧା ଯୋଗାଇ ଦେଇଛନ୍ତି ନବୀନବାବୁ।।।

  • @subratapatra5072
    @subratapatra5072 13 днів тому

    ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l

  • @SHEELA_3333
    @SHEELA_3333 13 днів тому

    ମୋ ସରକାର ତଥା 5T ମାଧ୍ୟମରେ ଓଡ଼ିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛନ୍ତି ନବୀନବାବୁ। କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ଦେଶରେ ମଡେଲ ରାଜ୍ୟହିସାବରେ ପରିଗଣିତ।

  • @user-wk4yn6xv8l
    @user-wk4yn6xv8l 13 днів тому

    ଆଜି ଓଡିଶାବାସୀ ଗର୍ବ ଅନୁଭବ କରୁଛି ଯେ ଏଭଳି ରୂପାନ୍ତରଣ ପୂର୍ବରୁ ହୋଇନଥିଲା ,କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପାଇଁ ଏହି ସବୁ ବିକାଶ ମୂଳକ କାର୍ଯ୍ୟ ସମ୍ଭବ ହୋଇପାରିଛି।

  • @shilpasethi8080
    @shilpasethi8080 13 днів тому

    ମୁଖ୍ୟମନ୍ତ୍ରୀ ଓ 5t ଅଧ୍ୟକ୍ଷ ଙ୍କ ପାଇଁ ଆଜି ଓଡିଶା ଉନ୍ନତି ପଥରେ ଆଗେଇ ଚାଲିଛି। 2024 କେବଳ ଆଉ କେବେଳ ବିଜେଡି ଜିତିବ ଆଉ ପୁଣି ନବୀନ ବାବୁ ଓଡିଶା ର ଉର୍ନତି କରିବେ।

  • @shilpasethi8080
    @shilpasethi8080 13 днів тому

    5T ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନଙ୍କ କହିଥିବା କଥା ବିରୋଧୀ ସିନା ସୁଣାଇଲା କିନ୍ତୁ ତାହା ପରେ ଯେଉଁ କଥା କହୁଛନ୍ତି ତାହା କାହିକିଁ ଶୁଣାଇ ନାହାଁନ୍ତି ,ସେଥିପାଇଁ ଏହି କଥା କହିବା ପଛରେ ପାଣ୍ଡିଆନଙ୍କ କିଛି ଉଦ୍ଦେଶ୍ୟ ରହିଛି।

  • @pokrajpradhan289
    @pokrajpradhan289 13 днів тому

    ବିଗତ ୧୦ ବର୍ଷ ମୋଦୀ ଙ୍କୁ ସାହାଯ୍ୟ କରିବାର ଫଳ ଆଜି ବୁଝି ପାରିଛି ବିଜେଡି

  • @subratapatra5072
    @subratapatra5072 13 днів тому

    ରାଜ୍ୟର ବିକାଶ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ଆଗରେ ରୁହନ୍ତି ଏବଂ ସେ ଯେଉଁ ସବୁ ନିଷ୍ପତ୍ତି ନିଅନ୍ତି ତାହା ପୂରଣ କରିଥାନ୍ତି l

  • @user-ranjit687
    @user-ranjit687 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ସୁଶାସନ ପାଇଁ ପଶ୍ଚିମ ଓଡ଼ିଶାର ବିକାଶ ଓ ସମୃଦ୍ଧି ଦିନକୁ ଦିନ ବଢ଼ି ଚାଲିଛି।

  • @RajkishoreRout-gw1bs
    @RajkishoreRout-gw1bs 13 днів тому

    ନୂଆ ଓଡିଶା ନବୀନ ଓଡିଶା ଯୋଜନା ଗ୍ରାମାଞ୍ଚଳ ର ଯେଉଁ ବିକାଶ ଆଣିଦେଇଛି ତାହା ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ବୃଦ୍ଧି କରିଛି!

  • @shilpasethi8080
    @shilpasethi8080 13 днів тому

    ଓଡ଼ିଶା ମାଟି,ଓଡ଼ିଆ ଜାତି ଓ ଓଡ଼ିଆ ଲୋକଙ୍କୁ ଭଲପାଉଥିବା ମାଟିର ମଣିଷ ନବୀନ ପଟ୍ଟନାୟକ ଓଡ଼ିଶା ର ବିକାଶ ସବୁବେଳେ କରିଛନ୍ତି ଓ ଆଗକୁ କରୁଥିବେ।

  • @user-qg6eq2mg3u
    @user-qg6eq2mg3u 13 днів тому

    ଓଡ଼ିଶା ର ଶାସନ ନବୀନ ପଟ୍ଟନାୟକଙ୍କ ସମୟରେ ସବୁଠୁ ଭଲ ଶାସନ।ଏଥିରେ କୌଣସି ସନ୍ଦେହ ନାହିଁ

  • @shilpasethi8080
    @shilpasethi8080 13 днів тому

    ବିଜେପି ହାରିବ ଜାଣିଲା ପରେ ଅନ୍ୟାୟ ଓ ଅନିତି ଉପାୟରେ ଜିତିବା ପାଇଁ ଚେଷ୍ଟା କରୁଛି ରାଜ୍ୟ ବିଜେପି ଏଥିରେ କିଛି ସୁଫଳ ମିଳିବ ନାହିଁ l

  • @AshokMishra-zs7yu
    @AshokMishra-zs7yu 13 днів тому

    ବିଜେପି କେବଳ ଲୋକଙ୍କ ଉପରୁ ଟେକ୍ସ ଆଦାୟ କରନ୍ତି. ନିଜର ବିଳାସରେ ଖର୍ଚ୍ଚ କରିବା ପରେ ଦେଶର କତିପୟ ମାଲିକ ମାନଙ୍କର ଋଣ ଛାଡ଼ କରିଥାନ୍ତି.

  • @user-qg6eq2mg3u
    @user-qg6eq2mg3u 13 днів тому

    ବିଜେପି ସରକାର 300 ଟଙ୍କା ଭତ୍ତା ଦେଉଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ 1000 ଟଙ୍କା ଦେଉଛନ୍ତି l

  • @user-wk4yn6xv8l
    @user-wk4yn6xv8l 13 днів тому

    ରାଜ୍ୟ ତଥା ରାଜ୍ୟ ବାସୀଙ୍କ ସ୍ୱାର୍ଥ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ସର୍ବ ପରି l

  • @LaxminarayanJena-ux3ez
    @LaxminarayanJena-ux3ez 13 днів тому

    ନୂଆ ଓଡିଶା ନବୀନ ଓଡିଶା ଯୋଜନା ଗ୍ରାମାଞ୍ଚଳ ରେଯେଉଁ ବିକାଶ ଆଣିଦେଇଛି ତାହା ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ବୃଦ୍ଧି କରିଛି l

  • @user-ranjit687
    @user-ranjit687 13 днів тому

    ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ର ମାନ୍ୟତା ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ସତ୍ବେ କେନ୍ଦ୍ର ବିଜେପି ସରକାର ବାରମ୍ବାର ପ୍ରତ୍ୟାକ୍ଷାନ କରି ଦେଇଛନ୍ତି।

  • @LaxminarayanJena-ux3ez
    @LaxminarayanJena-ux3ez 13 днів тому

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ବାସୀଙ୍କୁ ପ୍ରତି ମୁହୂର୍ଷରେ ଅବହେଳା କରିଆସୁଛି ଏହାର ଯବାବ ଓଡ଼ିଶାବାସୀ ଦେବା ଉଚିତ ।

  • @shilpasethi8080
    @shilpasethi8080 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ଓଡ଼ିଶା ଆଜି ଅଗ୍ରଣୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିପାରିଛି, ସତରେ ମାନ୍ୟବର ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ପାଇ ସମଗ୍ର ରାଜ୍ୟବାସୀ ଆଜି ନିଜକୁ ଗର୍ବ ଅନୁଭବ କରୁଛନ୍ତି ।

  • @BugguJena
    @BugguJena 13 днів тому

    ବିକାଶ ପାଲଟିଛି ଓଡ଼ିଶାର ନୂଆ ପରିଚୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବୁଦ୍ଧ ନେତୃତ୍ବ ଓ ସ୍ଥିତି ସରକାର ଓ ଶାସନ ବ୍ୟବସ୍ଥାରେ ଜନସେବାକୁ ମୁଳମନ୍ତ୍ର କରି ବିକଶିତ ଓଡିଶା ଗଠନ ପ୍ରକ୍ରିୟା ଦ୍ବାରାନ୍ୱିତ ହୋଇଛି।

  • @BugguJena
    @BugguJena 13 днів тому

    ମୁଖ୍ୟମନ୍ତ୍ରୀ ଙ୍କର ଓଡିଶା ଓ ଓଡିଶା ବାସୀଙ୍କ ପ୍ରତି ଦୂର ଦୃଷ୍ଟି ଅନେକ ଉଚ୍ଚରେ ସେଥ‌ିପାଇଁ ମହିଳା ମାନେ ଆଜି ସ୍ବାବଲମ୍ବି ହୋଇ ପାରିଛନ୍ତି।

  • @LaxmipriyaDaspatra
    @LaxmipriyaDaspatra 13 днів тому

    ମୋଦିଜୀ ଆପଣ ଙ୍କୁ କଣ କେହି ଭାରତ ରତ୍ନ ପାଇଲା ଭଳି ବ୍ୟକ୍ତି ନାହାନ୍ତି ଓଡ଼ିଶାର ଭୂମିପୁତ୍ର ବିଜୁପଟ୍ଟନାୟକ କଥା ମନେ ପଡ଼େନା l

  • @shilpasethi8080
    @shilpasethi8080 13 днів тому

    ବିଜେପି ଦଳର ଚାଲ ଆଉ ଚଳିବ ନାହିଁ ଓଡ଼ିଶା ବାସୀ ଭଲ ଭାବରେ ଜାଣନ୍ତି ତାଙ୍କର ଚାଲ ,ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ପୁନର୍ବାର ବିଜୁ ଜନତା ଦଳକୁ ଆଶୀର୍ବାଦ କରିବେ.

  • @TechnicalBabaRahul
    @TechnicalBabaRahul 13 днів тому +2

    Pandu tu Tamil ku sasana karibu ja

  • @user-ql6vs1rk8q
    @user-ql6vs1rk8q 13 днів тому

    ମୋଦି ଯେଉଁ ଗତ ନିର୍ବାଚନରେ ଗ୍ୟlରେଣ୍ଟି ଦେଇଥିଲେ ତାହା କେତେ ପାଳନ କଲେଣି ତାହାକୁ ପାଣ୍ଡିଆନ ସାର ନିନ୍ଦା କରିଛନ୍ତି.

  • @shilpasethi8080
    @shilpasethi8080 13 днів тому

    ବର୍ତ୍ତମାନ ଓଡ଼ିଶା ର ଯେଉଁ ବିକାଶ ହୋଇଛି ତାହା କେବଳ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ ଏବଂ 5t ସଚିବ ଭିକେ ପାଣ୍ଡିଆନ୍ ସାର୍ ଙ୍କ ଦ୍ଵାରା ସମ୍ଭବ ହୋଇପାରିଛି।

  • @BugguJena
    @BugguJena 13 днів тому

    ଓଡ଼ିଶାର ବିକାଶ କେବଳ ନବୀନ ବାବୁ ହିଁ କରି ପାରିବେ... ସେଇଥୁପାଇଁ ତାଙ୍କର ଅଜସ୍ର ପ୍ରଶଂସା କରିଛନ୍ତି ମୋଦିଜୀ ଏବଂ କେନ୍ଦ୍ର ସରକାର ସର୍ବଦା.... ବିପର୍ଯ୍ୟୟ ର ମୁକାବିଲା କରିବା ।

  • @LaxminarayanJena-ux3ez
    @LaxminarayanJena-ux3ez 13 днів тому

    ନବୀନ ବାବୁ ନିଜ ଗ୍ୟାରେଣ୍ଟି ନିଜେ ଦେଇପାରୁ ନାହାଁନ୍ତି,ସେ କ'ଣ ଗ୍ୟାରେଣ୍ଟି ଦେବେ। ଯିଏ ଅନ୍ୟର ସେବା ରେ ବଞ୍ଚିଛନ୍ତି ସେ କଣ ବୁଝିବେ ଓଡ଼ିଶା ବାସୀଙ୍କ ସେବା l

  • @subratapatra5072
    @subratapatra5072 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ଆଜି ଓଡିଶା ଅଗ୍ରଣୀ ରାଜ୍ୟ ଭାବେ ସାରା ଦେଶରେ ଖ୍ଯାତି ଅର୍ଜନ କରିପାରିଛି ।ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇ ସମଗ୍ର ରାଜ୍ୟବାସୀ ଆଜି ନିଜକୁ ଗର୍ବ ଅନୁଭବ କରୁଛନ୍ତି ।

  • @srikantrout2342
    @srikantrout2342 13 днів тому

    New Odisha New Odisha Yojana rural development has increased the popularity of the Chief Minister!

  • @user-qg6eq2mg3u
    @user-qg6eq2mg3u 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୩ ପ୍ରତିଶତ ସଂରକ୍ଷଣ ମହିଳାଙ୍କୁ ଦେଇଛନ୍ତି ।

  • @user-ql6vs1rk8q
    @user-ql6vs1rk8q 13 днів тому

    ଓଡିଶା ବିଜେପିର ଆତ୍ମବିଶ୍ୱାସ ବଢାଇବା ପାଇଁ ବାରମ୍ବାର ପ୍ରଧାନମନ୍ତ୍ରୀ ଆସୁଛନ୍ତି, ହେଲେ ଓଡିଶାବାସୀଙ୍କ ପାଇଁ କଣ କରିଛନ୍ତି.

  • @user-ql6vs1rk8q
    @user-ql6vs1rk8q 13 днів тому

    ଜନ୍ମରୁ ଜୁଇ, ସାଧାରଣ ଲୋକଙ୍କ ପାଇଁ ଯୋଜନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଣିଛନ୍ତି ଓଡ଼ିଶାବାସୀଙ୍କ ମନ

  • @JyotikaMishra898
    @JyotikaMishra898 13 днів тому +12

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @user-qg6eq2mg3u
    @user-qg6eq2mg3u 13 днів тому

    କେନ୍ଦ୍ର ବିଜେପି ସରକାର ଓଡିଶା ପାଇଁ କଣ କରିଛନ୍ତି ତାର ଉତ୍ତର ଦିଅନ୍ତୁ ମୋଦୀ ମହୋଦୟ ନିର୍ବାଚନ କୁ ଲକ୍ଷ୍ୟ ରଖି ଖାଲି ଭାଷଣ ଦେଲେ ଲାଭ କଣ l

  • @RajkishoreRout-gw1bs
    @RajkishoreRout-gw1bs 13 днів тому

    ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ପଦକ୍ଷେପ ଓଡିଶା ବାସୀଙ୍କ ପାଇଁ କଲ୍ୟାଣ କାରି ସାବ୍ୟସ୍ତ ହେଉଛି, ଏହାକୁ ସାଧାରଣ ଜନତା ଅତି ଆରାମରେ ଗ୍ରହଣ କରୁଛନ୍ତି

  • @user-qg6eq2mg3u
    @user-qg6eq2mg3u 13 днів тому

    ନବୀନ ପଟ୍ଟନାୟକ ଙ୍କ ସମୟ ରେ ଓଡ଼ିଶା ରାଜନୀତି ରେ ସ୍ଵର୍ଣ୍ଣଯୁଗ ହୋଇ ରହିବ।ତାଙ୍କର ସୁଶାସନ ଆଗରେ କେହିବି ପାଖ ଭିଡ଼ି ପାରିବେ ନାହିଁ।

  • @LaxminarayanJena-ux3ez
    @LaxminarayanJena-ux3ez 13 днів тому

    ଏକ ବିକଶିତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯେଉଁ ଉଦ୍ୟମ ଓ ସଫଳତା ତାଙ୍କୁ ଦେଶ ର ଏକ ନମ୍ବର ମୁଖ୍ୟମନ୍ତ୍ରୀ କରିଛି l

  • @shilpasethi8080
    @shilpasethi8080 13 днів тому

    BJP ଦଳର ଚାଲ ଆଉ ଚଳିବ ନାହିଁ ଓଡ଼ିଶା ବାସୀ ଭଲ ଭାବରେ ଜାଣନ୍ତି ତାଙ୍କର ଚାଲ ,ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ପୁନର୍ବାର ବିଜୁ ଜନତା ଦଳକୁ ଆଶୀର୍ବାଦ କରିବେ ଓ ପୁଣିଥରେ ସରକାର ଗଠନ କରିବାର ସୁଯୋଗ ଦେବେ ।

  • @AshokMishra-zs7yu
    @AshokMishra-zs7yu 13 днів тому

    ଓଡ଼ିଶାର ବିଜେପି ଦଳ କେବଳ ବିରୋଧ ଆଉ ଭାଷଣବାଜିରେ ବ୍ୟସ୍ତ।ଓଡିଶା ବାସୀଙ୍କ ସୁଖ ଦୁଃଖ ତାଙ୍କୁ କେମିତି ଦେଖା ହବ l

  • @user-ux4lp2rn2w
    @user-ux4lp2rn2w 13 днів тому

    ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ସେ ହେଉଛନ୍ତି ଜଣେ ପ୍ରମୁଖ ନେତା । ତାଙ୍କର ପ୍ରତିଟି କାର୍ଯ୍ୟ ସାରା ରାଜ୍ୟବାସୀ ପାଇଁ ଆଦର୍ଶ ।

  • @subratapatra5072
    @subratapatra5072 13 днів тому

    ଏକ ବିକଶିତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯେଉଁ ଉଦ୍ୟମ ଓ ସଫଳତା ତାଙ୍କୁ ଦେଶ ର ଏକ ନମ୍ବର ମୁଖ୍ୟମନ୍ତ୍ରୀ କରିଛି!

  • @shilpasethi8080
    @shilpasethi8080 13 днів тому

    ପ୍ରତେକ କ୍ଷେତ୍ରରେ ରାଜ୍ୟକୁ ନୂଆ ନୂଆ ପ୍ରକଳ୍ପ ଭେଟି ଦେଉଛନ୍ତି ନବୀନ ବାବୁ l ରାଜ୍ୟରେ ହଉଚି ବିକାଶ ଲୋକମାନଙ୍କ ପାଖରେ ପହଚୁଛି ସମସ୍ତ ସୁବିଧା ତେଣୁ ଓଡିଶା ବାସୀଙ୍କ ଆଶ୍ରିବାଦ ରହିବ ବିଜେଡି ଉପରେ

  • @user-ux4lp2rn2w
    @user-ux4lp2rn2w 13 днів тому

    ବିଜେପି କୁ ଆଗରୁ ହିଁ ଲୋକେ ନାପସନ୍ଦ କରୁଥିଲେ ଏହା ତାହାର ସାକ୍ଷାତ ପ୍ରମାଣ

  • @user-ql6vs1rk8q
    @user-ql6vs1rk8q 13 днів тому

    ଆଦିବାସୀମାନଙ୍କୁ ପ୍ରଧାନମନ୍ତ୍ରୀ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପାଳନ କଲେ କି ପ୍ରଶ୍ନ କଲେ ଶ୍ରୀ ପାଣ୍ଡିଆନ ସାର.

  • @sonaliparida143
    @sonaliparida143 13 днів тому

    ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।

  • @AshokMishra-zs7yu
    @AshokMishra-zs7yu 13 днів тому

    ବିଜେପି କିଛି କାର୍ଯ୍ୟ କରେନାହିଁ ମାତ୍ର ରାଜ୍ୟର ଉନ୍ନତି ମୂଳକ. କାର୍ଯ୍ୟକୁ ସର୍ବଦା ବିରୋଧ କରିଚାଲେ.

  • @LaxmipriyaDaspatra
    @LaxmipriyaDaspatra 13 днів тому

    ଜାତୀୟ ପେନସନ ଯୋଜନାରେ ବୃଦ୍ଧ ବୃଦ୍ଧା ମାନଙ୍କୁ ପେନସନ ଟିକିଏ ପାଇଁ କଲବଲ କରି ମାରି କେନ୍ଦ୍ର ସରକାରଙ୍କୁ କି ଲାଭ ମିଳୁଛି କେଜାଣି।

  • @RajkishoreRout-gw1bs
    @RajkishoreRout-gw1bs 13 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଲୋକ ହେଉଛନ୍ତି ଗୁରୁତ୍ୱପୂର୍ଣ ତାପରେ ନେତା ଏହା ଓଡିଶା ବାସୀ ଭଲ ଭାବରେ ଜାଣିଛନ୍ତି!

  • @benudhardhardandsena7137
    @benudhardhardandsena7137 8 днів тому

    ଆମ ନବୀନ କଥାରେ ନୁହ କାମରେ ଯୋଡ଼ି ଶଙ୍ଖ ବଜାନ୍ତୁ ଶେଷ ଥର ପାଇଁ

  • @BugguJena
    @BugguJena 13 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ର ସବୁ ଜିଲ୍ଲା ର ବିକାଶ ସାଧନ କରିଛନ୍ତି। ସେବା କ୍ଷେତ୍ରରେ, ସ୍ବାସ୍ଥ୍ୟ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ଆଦି ସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟା ଜାରିରହିଛି ଏବଂ ଜନସାଧାରଣ ଙ୍କ ପାଇଁ ସେ ଆଗକୁ ମଧ୍ୟ କରିବେ ।

  • @sonaliparida143
    @sonaliparida143 13 днів тому

    ନବୀନ ଓଡ଼ିଶା ରେ ସମସ୍ତଙ୍କ ସପ୍ନ ହେଉଛି ସାକାର.

  • @RajkishoreRout-gw1bs
    @RajkishoreRout-gw1bs 13 днів тому

    ନବୀନ ବାବୁ ଙ୍କର ଓଡିଶା ର ବିକାଶ ଏକମାତ୍ରା ଲକ୍ଷ ସେଠି ପାଇଁ ବିକାଶ କହିଲେ ଓଡ଼ିଶାର ନବୀନ ବାବୁ ଙ୍କୁ ବୁଝାଏ l

  • @RajkishoreRout-gw1bs
    @RajkishoreRout-gw1bs 13 днів тому

    ନବୀନ ବାବୁଙ୍କ ଶାସନରେ ଓଡ଼ିଶାର ବିକାଶ ଶୀର୍ଷକ ଛୁଇଁଛି ସବୁ କ୍ଷେତ୍ରରେ ବିକାଶ ହିଁ ବିକାଶ ଲୋକେ ଓଡିଶାରେ କେବଳ ନବୀନ ବାବୁ କୁ ହିଁ ଚାହାଁନ୍ତି ଆଉ କାହାକୁ ନୁହେଁ l