Union Minister Amit Shah criticizes CM Naveen Patnaik for distributing empty bags

Поділитися
Вставка
  • Опубліковано 14 тра 2024
  • #ବିଜେଡି_ସରକାରକୁ_ବାଣ_ମାରିଲେ_ଶାହ
    ନବୀନଙ୍କୁ ସିଧା ତ ବାବୁ ରାଜକୁ ପରୋକ୍ଷରେ ନିଶାନା । ଆଜି ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୋରଡ଼ାରେ ବିଜେପି ଜନସଭାକୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ମାରିଛନ୍ତି ବାଣ ।
    #AmitShah #Sorada #ElectionCampaign #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 1,1 тис.

  • @santoshkumarmohapatra7200
    @santoshkumarmohapatra7200 Місяць тому +22

    ଆରେ ଭାଇ ଏଇ free ଚଉଳ କାହାରିକୁ ଦରକାର ନାହିଁ। ଆଗରୁ ଲୋକ ମାନେ ଖଟି କି ଯାହା କରୁଥିଲେ ବହୁତ ଭଲରେ ଥିଲେ। ଯେବେ ଠୁ ଏଇ free ଆସିଲା ଆମ ଲୋକ ମାନେ ସବୁ ଠକ ହୋଇଗଲେ।

  • @ajayabehera155
    @ajayabehera155 Місяць тому +108

    ଏଥର ଓଡିଶା ରେ ପରିବର୍ତ୍ତନ ଆଣନ୍ତୁ

    • @hariharapanigrahy
      @hariharapanigrahy Місяць тому +12

      ପରିବର୍ତ୍ତନ କେନ୍ଦ୍ର ରେ ଭି ଆସିବା ଦରକାର।

    • @soumyaranjanpradhan7240
      @soumyaranjanpradhan7240 Місяць тому +10

      Bhai nija chhati re hata rakhiki kuha bjp asile tame khusi re rahiba..kaha katha re jao nahni Bhai..a Amit shah ra pua bcci re rahiki kemti karuchhi...aau ea nije gote criminal..ama desha re job create houni kn pain na amane sabu govt company,banks bikri karuchhanti..Bhai rama kahinahanti mora Mandira kara mu khusi hebi..vagaban Ram kuhanti nija praja khusi re ruhantu .bjp govt worldbank,IMF,adb,Japan sabu thu paisa anichhanti loan...ama desha ra situation thik nai..desha ku loan aniki bikri karichhanti..se loan ku sujhibaku jaiki bikri karuchhanti govt company aau banks sabu...tahele amaku job miluni..amaku job darkar chaula nuhne Bhai..bujhijao please

    • @sayedaspakali5196
      @sayedaspakali5196 28 днів тому +1

      Kia karibo BJP ki

    • @Chandramayur
      @Chandramayur 26 днів тому

      Au odisha re seimiti gandi marauthibe...​@@hariharapanigrahy

    • @mamatagudumamatamayeegudup3206
      @mamatagudumamatamayeegudup3206 26 днів тому

      Aau a Nanda Sahara tanka ku bi chhadilani garibanka tanka ku bi khaila nije ae nanda

  • @niranjanpanda8574
    @niranjanpanda8574 Місяць тому +164

    ତାମିଲରାଜ ହଟାଓ, ଓଡିଶା ବଚାଓ ।

    • @gamechanger7414
      @gamechanger7414 28 днів тому +7

      Gujurati sasan desa re au chalibani😅😅

    • @tarakantgiri3326
      @tarakantgiri3326 28 днів тому +4

      ​@@gamechanger7414 Tahale Tama loka maane je Surat re kaama karuchanti seita kou raaj ki ? 😂

    • @gamechanger7414
      @gamechanger7414 28 днів тому +1

      @@tarakantgiri3326 MU BI PM HELE SABU COMPANY ODISHA ASIBE. BTW LOKA CHENNAI BI JAUCHANTI.

    • @tarakantgiri3326
      @tarakantgiri3326 28 днів тому

      @@gamechanger7414 Need to focus on development of our state...You probably don't know how supportive Gujarati community are but u surely know how supportive our community...

    • @ranjanbeheravlogs
      @ranjanbeheravlogs 27 днів тому

      Hmm jemiti bblack money anuthile aou tax paisa kn magena naucha ki amathi sala bjp chora

  • @harekrushnapagal1405
    @harekrushnapagal1405 Місяць тому +35

    ❤ଜୟ ଜଗନ୍ନାଥ ଜୟ ❤
    ❤ଜୟ ଶ୍ରୀ ରାମ ଜୀ ଜୟ ❤
    ❤ଜୟ ହନୁମାନ ଜୀ ଜୟ ❤
    ପ୍ରଭୁ ସାରା ଓଡ଼ିଶା ଵାଶି ରାଗିଗଲେ 2024 ରେ ଓଡ଼ିଶା ରୁ ଵିନାଶ କର 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା ସେଥିପାଇଁ
    25 ବର୍ଷ ହେଲା ସାରା ଓଡ଼ିଶା ରେ ସବୁ କ୍ଷେତ୍ରରେ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ଓଡ଼ିଶା ଵାଶି ଙ୍କୁ ଲୁଟୁଛନ୍ତି
    25 ବର୍ଷ ଭିତରେ ଏ ଅଣ ଓଡ଼ିଆ ଅସୁର ତାମିଲି ପାଣ୍ଡିଆ ନଵିନ ଆମ ଓଡ଼ିଶା କୁ ଭାରତ ର 1, ନ କରିଛନ୍ତି ଆଗକୁ ନେଇଛନ୍ତି
    ମଦୁଆ ରାଆଣ୍ଡୁଆ କାଙ୍ଗାଳି ଲାଞ୍ଚୁଆ ପିସ୍ କାରବାର ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା
    2024 ରେ ଏମାନଙ୍କର ମହା ଵିନାଶ ଖୁବ୍ ଶୀଘ୍ର ହେଵ

  • @sunelikumardas193
    @sunelikumardas193 Місяць тому +92

    କେହି କାହା ବାପା ର ଧନ ଦେଉନାହିଁ ଆମ ମାନଙ୍କ ଠାରୁ ଯାଉଥିବା ଟଙ୍କା ପୁଣି ଆମ ପାଖକୁ ଆସୁଛି ଯଦି ଦେବାର ଅଛି ତେବେ ତୁମ ବେପାର ଜମି ବିକ୍ରୀ କରି ଦିଅ ଦେଖିବା

    • @mrutyunjayapanda1343
      @mrutyunjayapanda1343 Місяць тому +15

      Tame neta hua bapa jaga biki deba...bhai hypothetical nuha reality re ruha....duniya re kie v bapa jaga biki jana seva kareni even raja rajuda time re v ...kara adaya hauthila one or the other way...point is intention aga bhala thila pandian control hata re gala pare sabu kharap heijauchi khali show bazi karuchi🤣🤣🤣

    • @hariharapanigrahy
      @hariharapanigrahy Місяць тому +5

      ​@@mrutyunjayapanda1343
      ଗଲା ଦଶ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶା ପ୍ରଦେଶ ପାଇଁ କ'ଣ କରିଛନ୍ତି ?
      ସବୁଠାରୁ ହାସ୍ୟାସ୍ପଦ କଥନ ହେଉଛି ୮୦ କୋଟି ଲୋକଙ୍କୁ ମୋଦି ଚାଉଳ ପଠାଉଛନ୍ତି।ଓଡ଼ିଶାର ଟେକ୍ସ ପୁଣି କୁଆଡେ ଯାଉଛି ?? କେନ୍ଦ୍ର ସରକାର ସମସ୍ତ ଟେକ୍ସ ନେଉଛି ସେଥୂରୁ ଏକ ଛୋଟ ଅଂଶ ମାତ୍ର ଓଡ଼ିଶା କୁ ଦେଉଛି ।
      ସେବିଠାରୁ କେନ୍ଦ୍ର ନେଇଥିବା ସାହାରା ଇଣ୍ଡିଆ ଟଙ୍କା କେବେ ଲୋକଙ୍କୁ ମିଳିବ ???
      କ'ଣ ମୋଦୀ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେବେ ????

    • @deepakbarik102
      @deepakbarik102 Місяць тому

      Aapana nka pakhare data achhi odisha ku kete Chhota ansa dia hauchi boli??​@@hariharapanigrahy

    • @queenofhearts7691
      @queenofhearts7691 29 днів тому +1

      Mo rajya paisa mo rajya sarkar pakhare thau tome kanhi GST ,koila,iron,drink paisa central ku neucha tomara jadi gandire dum thiba tome jaha rajya paisa tq pakhare rakhiba se state cm use Kariba tome kn nija pocket ru deucha na gharu sala ama paisa nei amaku 10 precent deucha up Bihar au Surat ku deucha ama akhi dekhuni ki Barsha ku odisha 10000 koti railway re deuchi kintu railway budget asile 5 Barsha re 2thara magia 700ki 800 koti deucha nija nija dola boli up Bihar au gujrat re 4000 ki 5000 koti kn dhanda lageicha ame boka ki patha padhichu 🤦

    • @hariharapanigrahy
      @hariharapanigrahy 29 днів тому

      @@queenofhearts7691 ଠିକ୍ କଥା। ଓଡ଼ିଶାରୁ ଟେକ୍ସ କଲେକ୍ସନ ଏବଂ ଖଣ ରାଜସ୍ୱ ଗୁଜରାଟ ଠାରୁ ଢେର ଅଧିକ + ଗୁଜରାଟରେ ଜି.ଏସ୍. ଟି ର ଏକ ବଡ଼ ଭାଗ ସେଠାରେ କାମ କରୁଥିବା ଓଡ଼ିଆଙ୍କର ।

  • @samirparida2965
    @samirparida2965 Місяць тому +53

    ଜୟ ଜଗନ୍ନାଥ 🙏🙏

  • @qi82
    @qi82 Місяць тому +25

    Jay jagannath

  • @parama519
    @parama519 Місяць тому +34

    ଇଲେକ୍ସନ ଆସିଲେ ସବୁ କେନ୍ଦ୍ରାମନ୍ତ୍ରୀ ଦେଖା ଆଗରୁ କଣ ମରିଯାଇଥିଲ

    • @citizenrayagada2037
      @citizenrayagada2037 29 днів тому

      Tu deithilu ki vote , tu se BJD genda dadana khata ku de

    • @a2zvlogs01
      @a2zvlogs01 28 днів тому +2

      Right 👍😂

    • @ommpanda8593
      @ommpanda8593 26 днів тому +1

      Tame pa vote au janaku deithila
      Semane kahinki asibe
      Abe asuchnati vote maguchanti
      Jadi daba puni asibe
      Jadi na daba au Kain khojiba

    • @citizenrayagada2037
      @citizenrayagada2037 26 днів тому +1

      Tanku tu power deinu , obviously semane election time re aasibe, jaku deithilu se kichhi koleni boli , semane aasile

    • @DesiLoots
      @DesiLoots 23 дні тому

      ​@@ommpanda8593 kan bhai vote dele asibe na hele nahi...Dekha jau odisha No 1 haba na Kerala no 1 haba

  • @kkarunakaramahanandia9980
    @kkarunakaramahanandia9980 Місяць тому +97

    ଓଡ଼ିଶାର ଲୋକ ପାଖରେ ବ୍ୟାଗର ଅଭାବ ନାହିଁ

  • @pitbaspalasi5358
    @pitbaspalasi5358 Місяць тому +31

    ଠିକ କଥା

  • @dhanirambishi8209
    @dhanirambishi8209 Місяць тому +2

    ଜୟ ବିଜେପି ଜୟ ଭାରତ 🇮🇳🌹🌹🌹🌹🌹🌹🌹🌹

  • @ranjitkumarsahu5265
    @ranjitkumarsahu5265 Місяць тому +16

    Dam achhe bele 25 Kg rice dea

  • @01Bharatiya
    @01Bharatiya Місяць тому +5

    ସତ ଶୁଣିବାକୁ ଓଡ଼ିଆ କ୍ରୀତଦାସ ମାନଙ୍କ ସତ୍ ସାହସ ଅଛି ତ? BJD ସବୁ କଲେଜ୍ ରୁ ଝିଅ ନେଇ enjoy କରୁଛନ୍ତି, ମା ମାନେ ଯାଇକି SHG ରେ ଋଣ ବେପାର କରୁଛନ୍ତି ବୋପା ନେତାଙ୍କ ପାଦ ଚାଟୁଛି ପୁଅ ମଦ, ଗଞ୍ଜେଇ, powder ଖାଇ ମାତାଲ୍
    ତଥାପି ଓଡ଼ିଆ ନବୀନ ଫ୍ୟାନ

  • @user-yo9gv9ow2z
    @user-yo9gv9ow2z Місяць тому +4

    ମୂକମନ୍ତ୍ରୀ ପଟ୍ଟନାୟକ ଜିନ୍ଦାବାଦ।

  • @Utkarsh8823
    @Utkarsh8823 Місяць тому +17

    ଶିକ୍ଷା , ସ୍ବାସ୍ଥ୍ୟ ଓ ବିକାଶ ପରି ପ୍ରସଙ୍ଗ ପରିବର୍ତ୍ତେ
    ତାମିଲ କ୍ରୀତଦାସ, ଅସ୍ମିତା ଭଳି ଭିତ୍ତିହୀନ କଥା ପ୍ରଚାର କରି ନିରାଶ ହେବା ପରେ ମୋଦୀ ଏତେ ପାଗଳ ହେଇ ଗଲେ ଯେ ସର୍ବ ସାଧାରଣ ଆଗରେ ଆମ ମୁଖ୍ୟ ମନ୍ତ୍ରୀ ଙ୍କୁ ଜିଲ୍ଲା ର Capital ପଚାରୁଛନ୍ତି।ଜାତି, ଧର୍ମ ଓ ମନ୍ଦିର ନାମରେ ନିଜ IT CELL ଦ୍ଵାରା ଭାରତ ର ସରଳ ଲୋକ ଙ୍କୁ ଭ୍ରମିତ କରି କେଜାଣି କେତେ ଯେ ଲୋକଙ୍କ ଶବ ଉପରେ ନିଜର ରାଜନୈତିକ ସ୍ବପ୍ନ ମହଲ ଗଢିଥିବା ମୋଦୀ ଙ୍କ ବାସ୍ତବତା ଜାଣନ୍ତୁ।
    1.Covishield Vaccine company ଠାରୁ electoral bond ମାଧ୍ୟମ ରେ କୋଟି କୋଟି ଟଙ୍କା ନେଇ ବିନା testing re approval ଦବା ଯାହା ଫଳରେ ଲକ୍ଷ ଲକ୍ଷ ଲୋକ କରୋନା ପ୍ରାଣ ହରାଇଲେ।
    2. ଜାତି ଧର୍ମ ନାଁରେ ମଣିପୁର ଭଳି ରାଜ୍ୟ ରେ ଦଙ୍ଗା କଲେ।
    3.ନିଜ ଉଚ୍ଚ ଆକାଂକ୍ଷା ପାଇଁ godhra ଭଳି ଲୋମ ଟାଙ୍କୁରା ନର ସଂହାର ଘଟାଇଲେ।
    ଥରେ ସ୍ଥିର ମସ୍ତିଷ୍କ ରେ ବିଚାର କରନ୍ତୁ।
    ଗୋଟିଏ କାରଣ ହିଁ ଯଥେଷ୍ଟ ଜଣେ ନର ହନ୍ତା ମୋଦୀ ଙ୍କୁ ଭୋଟ ନଦେବା ର ।
    All will accept that Atalbihari Bajpayee is one of the best PM India had .
    After Godhra kand, Even Bajpayee wanted to remove Modi from CM post.
    I will suggest to go through MODI political journey well explained in Shyam meera singh Videos .
    And then you can understand how injurious modi is for the Nation.
    I was also a supporter of BJP some day .
    But Will prefer peace for my state over anything.
    Now anything is better than BJP

    • @TaraVlogs25
      @TaraVlogs25 Місяць тому +4

      Right bro ଆମ ଲୋକ କେତେଦିନ ଏଇ କୁକୁର ମୋଦି କଥାରେ ଉବୁଟୁବୁ ହେବେ କେଜାଣି

    • @soumyaranjanpradhan7240
      @soumyaranjanpradhan7240 Місяць тому

      Salute bro..we should be educated...but our people don't want to accept the truth

    • @maheswardas1034
      @maheswardas1034 Місяць тому

      jay congress

    • @sukantabhoi2958
      @sukantabhoi2958 28 днів тому

      ଶଳା ତଡିପାର ଡକାୟତ

  • @srikantarauta8200
    @srikantarauta8200 Місяць тому +6

    ଦମଅଛିତ ଆଗ ଖାଇବାଜିନିଷରୁ ଜିଏଷ୍ଟି ନନେଇକିଦେଖ ଆଗ ଆଉଚାଉଳ ଆମପଇସାଆମ କୁମିଳୁଛି କୋଉଦେସ ଅଛି ଶିକ୍ଷା ଆଉ ମେଡ଼ିସିନ ରେ ଜିଏଷ୍ଟି ନଉଚି କହିଲ ଆଉ ଓଡିଶା ରୁ 3ଟା ମନ୍ତ୍ରୀ ଯାଇଥିଲେ 10ବର୍ଷ କଣ ଦେଇଛ ଲୋକକୁ କହିଲେଭଲ ହୁଅନ୍ତା ଆଉ ଆସି ଆସିଲେ ତମସରକାର ଆସିଲେ ସବୁ ଦବ 10 ବର୍ଷ ରେ ଯାହା ଦେଲ ଆଉ 5ବର୍ଷ ରେ କଣ ଦେବ ଲୋକଙ୍କୁ କହିଦେଇଥ ଉଜାଲାକରି କି 300ସରେଦେଇଦେଲ ଲୋକ ମାନଙ୍କୁ ପରେ 1000+କରିଦେଲ ତେଲ ଦର ତ ଛାଡ଼ 100ପାର ଶିକ୍ଷାକଥା କେତୁଟା କେନ୍ଦ୍ରୀୟ ବିଦ୍ୟାଳୟ କରିଛନ୍ତି ଓଡିଶା କଣ ପାପକରି ଥିଲାକି ଇଲେକ୍ସନ ଆସିଲେ ସସ୍ତଙ୍କ ମନ ପଡିଜୀବ ଜନସାଧାରଣଙ୍କୁ ଭୁଆଁ ବୁଲାଇବାକୁ

  • @gobindakumarmaity1052
    @gobindakumarmaity1052 Місяць тому +7

    Jay Jaganath

  • @GKVLOG-ef3dx
    @GKVLOG-ef3dx Місяць тому +5

    जय श्री जगन्नाथस्वामि🚩🚩❤️❤️🙏🙏❤️❤️🚩🚩

  • @ajaybehera9910
    @ajaybehera9910 Місяць тому +3

    Jay Jagannath 🙏🙏🙏🙏

  • @SuryakantaSahoo-uh3sc
    @SuryakantaSahoo-uh3sc Місяць тому +4

    Correct 💯

  • @PSwain-my5ee
    @PSwain-my5ee Місяць тому +5

    Jay Jagannath

  • @aswinikumar3899
    @aswinikumar3899 Місяць тому +13

    ମୋଦି ପ୍ରଧାମନ୍ତ୍ରୀ ହେଇକିବି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଛାତ୍ର ବୃତ୍ତି ଯୋଗେଇ ପାଇଲାନାହିଁ । କିନ୍ତୁ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ଶ୍ରୀଯୁକ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ sir
    ଛାତ୍ର ବୃତ୍ତି ଯୋଗାଇ ଦେଲେ
    Jay bjd

    • @ommpanda8593
      @ommpanda8593 26 днів тому +2

      Khali se pilanku miluchi
      Jaha family r vote BJD kua jae
      Samastanku nuha
      Pramana mun nije 😪

  • @srjstarmusic6698
    @srjstarmusic6698 Місяць тому +2

    ସାରା ଭାରତ ଜାଣିଛି ବିଜେପି ଦମ ଅଛି କଥାରେ ଦମ ଅଛି କାମରେ ନାହିଁ

  • @TaraVlogs25
    @TaraVlogs25 Місяць тому +5

    ଖାଲି bjd ନୁହ bjp(ଫୁଲ) ମଧ୍ଯ ଭାରି ଟାଉଟର, ସବୁ ଦଳର ରାଜନେତାମାନେ ପକେଟ ଗରମ କରୁଛ, election ବେଳେ ଆସିକି ଲୋକଙ୍କୁ ଭୁଆଂ ବୁଲଉଛ,( ଫୁଲ)bjp ର ଯଦି ଦମ ଅଛି ତା ହେଲେ ଗ୍ୟାସ୍ (gass) ଦର 500 re ଦେଇକି ଦେଖାଅ, ଉଜ୍ଜ୍ବଳା ଯୋଜନାରେ ଗ୍ୟାସ୍ ଟାଙ୍କି ଦେଲ କିନ୍ତୁ ଗ୍ୟାସ୍ ଦର 1150, ଆମ ଗାଁର ଲୋକ ଉଜ୍ଜ୍ବଳା ଯୋଜନାରେ କେହି ଉପକୃତ ହୋଇନାହାନ୍ତି ଆମେ ଏଥର କଂଗ୍ରେସ(ହାତ)କୁ ଭୋଟ ଦେବୁ

  • @arunbiswal6708
    @arunbiswal6708 Місяць тому +11

    Dam achita 15 lakha ac dia. Jandhan jojan insurance dia.

  • @mokimkhan5187
    @mokimkhan5187 Місяць тому +15

    15 laks acount ku asilanahi. 400 gas 1000 hei chi.

    • @WonderfulForestTrees-yn4rv
      @WonderfulForestTrees-yn4rv Місяць тому +3

      Jete bele tame lutucha lokanku

    • @mohanmallik
      @mohanmallik Місяць тому +2

      @@WonderfulForestTrees-yn4rv ଭାଇରେ ମାଗଣଖାଇବା ପାଇଁ ନୁହେଁ ଦେଶ କୁ ଉର୍ଣ୍ଣତି କରିବା ପାଇଁ BJP କୁ ଭୋଟ ଦିଅ ଜୟ ଜଗନ୍ନାଥ 🙏🚩

    • @Rashmi178jq
      @Rashmi178jq Місяць тому

      Aau besi ka naa.. Muslim... aaida aama jaggnath ka desh... when you are in majority you will turn the odisha into kasmir

  • @manasranjansathi3096
    @manasranjansathi3096 Місяць тому +4

    Pura thik katha

  • @soubhagyaapat-pz8gc
    @soubhagyaapat-pz8gc Місяць тому +6

    Jay,sri,ram

  • @user-il2so1fu2x
    @user-il2so1fu2x Місяць тому +5

    Jay ho bjp

  • @sonyosonyo7193
    @sonyosonyo7193 Місяць тому +11

    Pahle Odia bolna sikho Amit Shah 😅 uske bad Odisha ko shasan karne ke liye sochoge😂 Aaj tak Sushant Singh Rajput ko justice nahin de sakta aur tum kya odisha ka sarkar ke bare mein bologe...tum sab baby penguin hooo😂

    • @I_AM_AN_EX_MUSLIM
      @I_AM_AN_EX_MUSLIM 28 днів тому

      Tumko odia ata hai ky andhnamazi 😂😂😂

    • @sonyosonyo7193
      @sonyosonyo7193 28 днів тому

      @@I_AM_AN_EX_MUSLIM yes mate odia asichhi apanku nku asichhi ta ...

    • @I_AM_AN_EX_MUSLIM
      @I_AM_AN_EX_MUSLIM 28 днів тому

      @@sonyosonyo7193 mote hele odia ase

    • @I_AM_AN_EX_MUSLIM
      @I_AM_AN_EX_MUSLIM 28 днів тому

      @@sonyosonyo7193 mote hele odia ase

    • @ommpanda8593
      @ommpanda8593 26 днів тому

      Odisha re teacher manaku kete naya dauchi tamara aei sarkr
      Raja rasta re basi rahile b sununahnati
      Au tamara katha khali gotia loko pain
      Kintu OM Shanti SSR 🙏

  • @krushnabadanayak8786
    @krushnabadanayak8786 Місяць тому +2

    ଆମକୁ ମାଗଣା ଦରକାର ନାହିଁ କୌଣସି ପ୍ରକାରର ଜିନିଷ ଦରକାର ଅଛି ଶ୍ରମିକର rate badu ,krushak ଡେଭଲପମେଣ୍ଟ କାର୍ଯ୍ୟ ହେଉ

  • @babuliho83
    @babuliho83 Місяць тому +4

    ହଇରେ ଶା 45 ଦିନ ବିତି ଗଲାଣି ସାହର ପଇସା କୁଆଡେ ଗଲା ଶଳା କଉଛି ଜିଫଡ ପେରାଇବ

  • @makundajena9255
    @makundajena9255 Місяць тому +23

    ଏଠି ଭାଷଣ ଚାଲିବ ନାହିଁ ରେ
    ଏଠି କାମ କରି କି ଦେଖାଅ 😮😮😮

    • @iamindian2908
      @iamindian2908 26 днів тому

      ବିଜେଡି ବାଣ୍ଡଟା ଦେଉଛି

  • @surendrabarad5260
    @surendrabarad5260 Місяць тому +10

    Jay Shree Jagannath🙏🙏

  • @subratpatrasaya4237
    @subratpatrasaya4237 24 дні тому

    You are right sar

  • @durbalmajhi5031
    @durbalmajhi5031 18 днів тому

    ପଦ୍ମ ଫୁଲ ଜିନ୍ଦାବାଦ ❤❤❤

  • @rokkamsateesh4779
    @rokkamsateesh4779 Місяць тому +3

    Jai Sriram...
    Jai BJP...
    Jai Vishwa Guru Modi Ji...

  • @aruaditya5525
    @aruaditya5525 Місяць тому +11

    It's very embarrassing That's no one is discussing about education,job , inflation,,GDP per capita and they are discussing about this cheap topic and distributing freebies to the people for the vote

    • @ommpanda8593
      @ommpanda8593 26 днів тому

      If people really looking forward for these topics then neither they have been giving vote to single party
      To do these things first they need to form govt
      And to form govt they need to go to basics that as an average Odia wants...

  • @user-jf8tk1zn7f
    @user-jf8tk1zn7f Місяць тому +1

    Good 👍 news

  • @avinash-ll8fp
    @avinash-ll8fp Місяць тому +1

    Correct

  • @r.screationsodisha9256
    @r.screationsodisha9256 Місяць тому +12

    ଶାହା ବାବୁ କାହାରିକୁ ଆକ୍ଷେପ କରିବା ଆଗରୁ ନିଜେ କଣ ପ୍ରଥମେ ନିଜକୁ ପଚାରନ୍ତୁ

  • @BirendraNayeak
    @BirendraNayeak Місяць тому +55

    ଗଞ୍ଜାମ ଜିଲ୍ଲା ନମ୍ବର 1 ହେବ,,, ଗଞ୍ଜାମ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଗୁଜୁରାଟ ର ସୂତା ମିଲ୍ ରେ କାମ କରୁଛନ୍ତି,,, ଯଦି ଗଞ୍ଜାମ ଜିଲ୍ଲାରେ textile Mills ବସେ,,,,, ତା ହେଲେ,,,,100%

    • @hemapravamahapatra318
      @hemapravamahapatra318 Місяць тому

      Ama odisha re bi darkar

    • @hariharapanigrahy
      @hariharapanigrahy Місяць тому

      ​@@hemapravamahapatra318 ହବ କି, ଯାହା ଅଛି ସେଗୁଡିକ ବିକା ହେବ, ସେକଥା କେବଳ ସମୟ କହିବ !!
      ଗଲା ଦଶ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶା ପ୍ରଦେଶ ପାଇଁ କ'ଣ କରିଛନ୍ତି ?
      ସବୁଠାରୁ ହାସ୍ୟାସ୍ପଦ କଥନ ହେଉଛି ୮୦ କୋଟି ଲୋକଙ୍କୁ ମୋଦି ଚାଉଳ ପଠାଉଛନ୍ତି।ଓଡ଼ିଶାର ଟେକ୍ସ ପୁଣି କୁଆଡେ ଯାଉଛି ?? କେନ୍ଦ୍ର ସରକାର ସମସ୍ତ ଟେକ୍ସ ନେଉଛି ସେଥୂରୁ ଏକ ଛୋଟ ଅଂଶ ମାତ୍ର ଓଡ଼ିଶା କୁ ଦେଉଛି ।
      ସେବିଠାରୁ କେନ୍ଦ୍ର ନେଇଥିବା ସାହାରା ଇଣ୍ଡିଆ ଟଙ୍କା କେବେ ଲୋକଙ୍କୁ ମିଳିବ ???
      କ'ଣ ମୋଦୀ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେବେ ????

    • @soumyaranjanpradhan7240
      @soumyaranjanpradhan7240 Місяць тому

      ​@@hariharapanigrahybes Bhai..a loka mane murkha heiki rahuchhanti...kichi bujhibaku try b karunahanti j desha ra situation kn heichi

  • @s.jchanel8198
    @s.jchanel8198 Місяць тому +1

    କାହାର ବୋପା ଟଙ୍କା ରେ ଚାଉଳ ଦେଉନାହାନ୍ତି।ସବୁ ଲୋକମାନଙ୍କର । ଫୁଟାଣି କମ୍ କଲେ ଭଲ ହେବ ସବୁ ଲୋକ ଜାଣିଛନ୍ତି

  • @DipuNaik-uc3gq
    @DipuNaik-uc3gq 21 день тому

    Thanks

  • @hangama308
    @hangama308 Місяць тому +3

    jay shreeram

  • @papunvlogs6
    @papunvlogs6 Місяць тому +5

    ଯେତେ ଜାହା କଲେବି ଏଠି ଖାଲି ନବିନ୍💚💚💚

  • @ranidas5852
    @ranidas5852 27 днів тому

    👍 right

  • @BISWALPfInformation
    @BISWALPfInformation Місяць тому +1

    Jay Sriram

  • @stockmarket-cl2cr
    @stockmarket-cl2cr Місяць тому +3

    ଚାଉଳ ର Politics Congress thikse kari parilani setebele ..

  • @bsms9723
    @bsms9723 Місяць тому +27

    ବିଜେପି ଯେଉଁ ବଡ ବଡ କଥା କହୁଛି ସେ ୧୦ବର୍ଷ ରେ କଣ କରିଛନ୍ତି। ଜନତା ସବୁ ଜାଣିଛନ୍ତି। ମୋଦି ଜୀ କହିଥିଲେ ବର୍ଷ କୁ ୨ କୋଟି ଚାକିରି ଦେବେ । ଅମିତ୍ ସାହା ଜୀ ଜନତା କୁ ଚାଉଳ କୁ ଦରକାର ନାହିଁ ଯୁବକ କୁ ଦରକାର ଚାକିରି। ମୋଦି ଜୀ କହିଥିଲେ ୧୫ ଲକ୍ଷ ଟଙ୍କା ପ୍ରତି ଜନତା କୁ ମିଳିବ କୁଆଡେ ଗଲା ୧୫ଲ କ୍ଷ ।କଳାଧନ ଆସିଲା କି? ସବୁଥିରେ Gst ଗରିବ ଲୋକ ଟି କେମିତି ଚଳିବ। ଏଠି ଧନୀ ଲୋକ ଙ୍କୁ ଋଣ ଛାଡ କରାଯାଇଛି। କିନ୍ତୁ ଆମ ଦେଶର ଚାଷି ମାନଙ୍କୁ ଋଣ ଛାଡ କରାଯାଉନି। ଗ୍ୟାସ ଦର ନ କହିବା ଭଲ।ପେଟ୍ରୋଲ ଦରଦାମ ଅଧିକ। ଖାଉଟି ମାନେ ଚଳିବା ବହୁତ କଷ୍ଟ କର ହେଇଯାଇଛି। ସରକାର ଚାକିରି କୁ ଘରେଇ କରଣ କରାଯାଉଛି। କେତେ ଟା smart City ହେଲା ଆମ ଦେଶରେ। ସବୁ ମିଛ ପ୍ରତିଶ୍ରୁତି ବିଜେପି ଦଉଚି। ବେଟି ବଚାଓ ବେଟି ପଢାଓ କେତେ ସଫଳ ହେଲା।ବେଟି ମାନେ କେତେ ସୁରକ୍ଷିତ ଆମ ଦେଶର ଜନତା ମାନେ ସବୁ ଜାଣିଛନ୍ତି।

    • @devbiswal5334
      @devbiswal5334 Місяць тому +6

      Corona ରେ କେତେ 140 କୋଟି ଲୋକ ଲାଭ ପାଇଲେ ମନେ ଅଛେ କିନି......

    • @malayapanichikun
      @malayapanichikun Місяць тому +1

      Petrol bhubaneswar Rey production heley free Rey Nabin deba

    • @malayapanichikun
      @malayapanichikun Місяць тому +3

      Nabin pattnaik ra BJD yuva bahini Berhampur Rape case kariba and Nabin pachariba Apan khusi ta??

    • @devbiswal5334
      @devbiswal5334 Місяць тому +3

      Jai Sri Ram

    • @KanhuKanhu-jc5mp
      @KanhuKanhu-jc5mp Місяць тому

      ​@@devbiswal5334Regt

  • @user-dm3we2fy1f
    @user-dm3we2fy1f Місяць тому +1

    Right sir

  • @user-in2ml9wq9c
    @user-in2ml9wq9c Місяць тому

    ଜୟଶ୍ରୀରାମ. ଜୟ ବିଜେପି.

  • @AshokBiswal910
    @AshokBiswal910 Місяць тому +45

    ପରାଜୟ ଜାଣିବା ପରେ ସରକାରୀ ଅଧିକାରୀଙ୍କୁ ବିରୋଧ କରିବା ବିଜେପି ବିରୋଧୀ ଦଳର ଅଭ୍ୟାସ ହୋଇଗଲାଣି l

  • @Merry-24
    @Merry-24 Місяць тому +33

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳର ଲୋକ ପ୍ରୀୟତା ଦେଖି ଓଡ଼ିଶା ବିରୋଧୀ ବିଜେପି ଦଳର ନେତା ଓ କର୍ମୀ ମାନେ ଗୁଣ୍ଡା ଗିରି ଆରମ୍ଭ କରିଛନ୍ତି। ଓଡ଼ିଶା ବାସୀ ଏହାର ଉଚିତ ଜବାବ ଦେବେ।

    • @nainadaspattnaik2663
      @nainadaspattnaik2663 Місяць тому +2

      ବିଜେପି ହଟାଓ

    • @nainadaspattnaik2663
      @nainadaspattnaik2663 Місяць тому +2

      ଓଟିଭି ଗୋଦି ମିଡ଼ିଆ 🥵

    • @curio8267
      @curio8267 Місяць тому +5

      Bjp ku chance miliba darkar ebe

    • @curio8267
      @curio8267 Місяць тому +3

      Modi patheiba navin credit naba ..
      E sabu pandian plan....

    • @subratkumar501
      @subratkumar501 Місяць тому +2

      Kau manyabar mukhya mantri jie apana mane khusi ta thu adhika odia aji jae sikhileni ki kahileni . Kete dina au thakiba

  • @ommdash513
    @ommdash513 29 днів тому +1

    ମୁ କୈଣସି ରାଜନୈତିକ ଦଳର ଲୋକ ନୁହେ କିନ୍ତୁ ଗୋଟେ କଥା କହିବି ଏଠି ସବୁ ସମାନ ।ତୁତ ମୁତରି ମୁତ ମୁତରି ହେଁସ କାହିଁପାଇ ଧୋଇବା ଆ ସାଙ୍ଗ ହୋଇ ଶୋଇବା ।ଦୟାକରି ଶାହା ମହୋଦୟ ଟିକିଏ ସାହାରା ଇଣ୍ଡିଆ କଥା କହିଲେ ଭଲ ହୁଅନ୍ତା।

  • @Debasish_nayak.
    @Debasish_nayak. Місяць тому

    Good Ji

  • @debadattamohanty8902
    @debadattamohanty8902 Місяць тому +10

    ଓଡ଼ିଶାରେ ଏବେ ରାମରାଜ୍ୟ ଚାଲୁଛି
    ନବୀନ ପଟ୍ଟନାୟକ ଙ୍କ ବିରୋଧ କହି ନିଜ ଓ ପରିବାର ଲୋକଙ୍କ ଅନିଷ୍ଟ କରନ୍ତୁ ନାହଁ।ଓଡ଼ିଶାର ସବୁ କ୍ଷେତ୍ର ରେ ବିକାଶ ହି ବିକାଶ।ନବୀନଙ୍କ ଶାସନ ରେ VK pandian best ସେନାପତି ଭୂମିକା ଗ୍ରହଣ କରିଛନ୍ତି।

    • @debadattamohanty8902
      @debadattamohanty8902 Місяць тому +2

      ନବୀନ ପଟ୍ଟନାୟକ ଦିବ୍ୟ ପୁରୁଷ ଅଟନ୍ତି ।ଏଥିରେ ତିଳେମାତ୍ର ସନ୍ଦେହ ନାହଁ।

    • @urbirout5698
      @urbirout5698 29 днів тому

      Ha ha ha

    • @madhusmitamohanty2332
      @madhusmitamohanty2332 29 днів тому +1

      Tu kiyebe ?5t Mane 5 Tamil murkha

    • @pravasmanjarimohanta6067
      @pravasmanjarimohanta6067 28 днів тому

      😂😂😂😂😂

    • @tuduacademy7710
      @tuduacademy7710 28 днів тому +2

      ସେଥିପାଇଁ ତ ଓଡ଼ିଶାରେ ଶିକ୍ଷା ର ମାନ ହ୍ରାସ

  • @biswajitMohanta-bn8no
    @biswajitMohanta-bn8no Місяць тому +19

    Time to change
    Vote for BJP

  • @dilipmandi6949
    @dilipmandi6949 Місяць тому +1

    ବିଜେପି ଏବଂ ବିଜେଡି ବ୍ରିଟିଶ ଶାସନ ଚାଲିଛି ମୋଦି ଓ ସାହା ଓଡିଶା ବିକ୍ରି ଦେବେ

  • @SangitaChandan-np9hg
    @SangitaChandan-np9hg 29 днів тому

    Right

  • @user-ii8dy1or4g
    @user-ii8dy1or4g Місяць тому +7

    ଓଡ଼ିଆ ଲୋକ ସବୁ ଜାନିସରିଲେନି
    BJP JINDABAD
    ଏଥର ପରିବର୍ତନ

    • @phudanhembram9713
      @phudanhembram9713 Місяць тому

      ଅନ୍ଧଭକ୍ତ ଧ୍ୟାନ ଦେଇ ଚିନ୍ତା କରି ଜିନ୍ଦାବାଦ କର।

    • @Odishatoka_07
      @Odishatoka_07 Місяць тому

      ​@@phudanhembram9713Tu chinta kare pandian tote geuchi😂😂

  • @saradaprasadmahapatra8346
    @saradaprasadmahapatra8346 Місяць тому +5

    Sahanka sampati 10 barsate kete Guna badhichhi ?

  • @subarnanaik4090
    @subarnanaik4090 28 днів тому

    Good sir

  • @shakaharipruthivi8696
    @shakaharipruthivi8696 Місяць тому +12

    ମାଗଣା ଖିଆ ଲୋକ
    ମାଗଣା ଦିଆ ଲୋକ। କିଛି
    ଚାଉଳ ଦେଇ ଦେଶ ବିକାଶ ହେଉଛି ନା ବିନାଶ ହେଉଛି। ହିନ୍ଦୁ ମାନଙ୍କୁ ଠକିବା ଓ ଲୁଟିବା ରେ ନେତା, ଦଳ ସବୁ ଯେତେ ଧୁରନ୍ଧର ହେଲେ ବି ସମସ୍ତଙ୍କୁ ଧର୍ମ ଦଣ୍ଡ ହେବ। କାରଣ ଲୁଟ୍ ଓ ପିସି ମେଣ୍ଟ ସବୁ କିଛି ଲୋକଙ୍କ ଲାଭ କରିପାରେ ମାତ୍ର ଦେଶକୁ ଗୋଲାମ କରିବ। BJD ଓ BJP ଗୋଟେ ମୁଦ୍ରା ର ଦୁଇ ପାର୍ଶ୍ଵ। ଯିଏ ଯାହା କହୁଛି ମିଛ ହିଁ କହୁଛି। କାରଣ ଭୋଟ ଦେଉଥିବା ଜନତା କେବଳ ଭିକ ରେ ହିଁ କାଲି ଥିଲା ଆଜି ଅଛି। ଦଳ ବଦଳ ହୋଇ ପାରେ ମାତ୍ର ମାନସିକତା ସେଇୟା ରହିବ। ଦେଶ ବିନାଶ ପଥରେ ଆଗେଇ ଚାଲିଛି। ଜଗନ୍ନାଥଙ୍କ କଥା କହିବା ଲୋକ ମଠ ମନ୍ଦିର ଭାଙ୍ଗିବା,ଲୁଣ୍ଠନ କରିବା, 35 ପ୍ରକାର ଆଇନ୍ କରି ଠାକୁର ଟଙ୍କା କୁ ବିଧର୍ମୀ ସେବା ରେ ଲଗାଉଥିବା ଥିବା ସମସ୍ତ ଠାକୁର ଦ୍ରୋହୀ ଓ ହିନ୍ଦୁ ଦ୍ରୋହୀ ମାନଂକ ବିନାଶ ହିଁ ସେ ଠାକୁର କରିବେ। ମାଳିକା ଗ୍ରନ୍ଥ ରେ ଯାହା ଲେଖ ଅଛି ସମସ୍ତ ସତ୍ୟ ଓ ସତ୍ୟ ହେବ। ଲୋକଙ୍କୁ ଅନୁରୋଧ ଯେ ନେତାଙ୍କୁ ପ୍ରଶ୍ନ କରନ୍ତୁ। ପ୍ରଶ୍ନ କରିବା ନିହାତି ଦରକାର। କାଲି ଯେତେବେଳେ ଅକାଳ ରେ ଜୀବନ ଯିବ ଠାକୁର ବି ପଚାରିବେ ହେ ମଣିଷ ସାଧାରଣ ସ୍ବାର୍ଥ ପାଇଁ ସତ୍ୟ କୁ ଭୁଲି ଗଲୁ?

    • @odfactduniya
      @odfactduniya Місяць тому +1

      ଠକିକଥା କହିଲ ଯେ।
      ହେଲେ ତୁମକଥାରେ ନିଦ୍ଧିଷ୍ଠ ଦୁଇ କୁ କହିଲ ଠିକ ଅଛି ହେଲେ ଭାରତରେ ଆଉହୁରି ଅନେକ ରାଜନୈତିକ ଦଳ ମଧ୍ୟ୍ୟ ଅଛି ସେମାନେ କଣ ମହାପୁରୁଷ ସତ ପଥରେ ଚାଲନ୍ତି। ଯେମିତି ଗୋଟିଏ ଦଳ କଂଗ୍ରେସ ଦଳ ସେତ ଦେଶକୁ ଅନେକ ବର୍ଷ ଶାସନ କରିଛି ସେ କଣ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର କରିନାହିଁ ରାମ ମନ୍ଦିର ପ୍ରସଙ୍ଗ ରେ ନିରୀହ ସାଧୁ ଶନ୍ଥ ଙ୍କ ଉପରେ ଗୁଳି ଚଳେଇ ନାହିଁ ନାଁ ବର୍ଷ ବର୍ଷଧରି ଠକି ନାହିଁ ଲୁଟି ନାହିଁ କାହିଁ ତା ନାଁରେ ତା ପଦୁଟିଏ ଲେଖିଲନି।

    • @shakaharipruthivi8696
      @shakaharipruthivi8696 Місяць тому +1

      @@odfactduniya କଂଗ୍ରେସ ଗୋଟେ ମୃତ ଦଳ। Bjp ର ଭୁଲ୍ ନୀତି ପାଇଁ ସେ ବଞ୍ଚିଛି। ତାର ନାଁ ନେଇ ଲାଭ କିଛି ନାହିଁ ବୋଲି ଲେଖି ନାହିଁ। ଧର୍ମ ଭିତ୍ତିକ ବିଭାଜିତ ଦେଶ ହିନ୍ଦୁ ରାଷ୍ଟ୍ର ନ ହୋଇ ହିନ୍ଦୁ ଦ୍ଵିତୀୟ ଶ୍ରେଣୀ ର ନାଗରିକ ହେବା ପଛରେ ସବୁ ନେତା ଓ ଦଳ ଅଛନ୍ତି। ଆଗାମୀ ସମୟ ର ଭୟାବହତା ପାଇଁ ନେତା ଜନତା ସମସ୍ତେ ଦାୟୀ।

  • @shridharsahoo1858
    @shridharsahoo1858 Місяць тому +4

    Saha sir app ko Salam
    Good bless you

  • @kameswarYouTubeExpress
    @kameswarYouTubeExpress Місяць тому +1

    Jay shree Ram 🙏🥰🎉

  • @sambhubhoi4056
    @sambhubhoi4056 26 днів тому +1

    Aisa hona chahiye

  • @Deepali2024
    @Deepali2024 Місяць тому +56

    ଶାନ୍ତିପ୍ର୍ରିୟ ଓଡ଼ିଶାରେ ଅଶାନ୍ତ ମାହୋଲ ସୃଷ୍ଟି କରିବାକୁ ଚେଷ୍ଟା ରେ ଜୋର ଶୋର ରେ ଲାଗିଛନ୍ତି ଆମ ରାଜ୍ୟ ବିଜେପି ଦଳର ନେତା ମାନେ l

    • @rupaymarandi8326
      @rupaymarandi8326 Місяць тому +11

      Bandono na bjd bala to bohut santosisto😂😂😂

    • @curio8267
      @curio8267 Місяць тому +9

      Modi patheiba navin credit naba ..
      E sabu pandian plan....

    • @errkggift
      @errkggift Місяць тому

      Chup raha maghiya …. bjd mendha bhalia kahinki hauchu

    • @user-kl9vp2gy4w
      @user-kl9vp2gy4w Місяць тому +7

      Nabin chamacha

    • @himanshudang2640
      @himanshudang2640 Місяць тому +2

      Paisa kahi bantusan heta bahut Shanti kam

  • @user-gs4zd2ww7w
    @user-gs4zd2ww7w Місяць тому +23

    ଅନ୍ୟାୟ ଓ ଅନିତି ଉପାଯରେ ଜିତିବା ପାଇଁ ଚେଷ୍ଟା କରୁଛି ବିଜେପି .

    • @rupaymarandi8326
      @rupaymarandi8326 Місяць тому +3

      Bandona

    • @subratkumar501
      @subratkumar501 Місяць тому +3

      Nyaya barta sikhaiba jogya hei au nai bjd anyaya au anaitika kama re bjd au tanka so called chamcha topper heigaleni

    • @adityamallick7881
      @adityamallick7881 Місяць тому

      ନିଜେ ପଛେ ଦାଦନ ଖଟ ... ବାପ ଆସ୍କା ୪୦ ପିଇ ରାସ୍ତାରେ ପଡୁ ... ମା ଭଉଣୀ ଙ୍କୁ କୁଜି ଗେଣ୍ଡା ଶୋଷଣ କରନ୍ତୁ ....ଅସୁବିଧା ଉପରେ ଅସୁବିଧା ଭୋଗ ହେଲେ .... ଦଳ ପ୍ରେମୀ ମୁଣ୍ଡ ବିକା ହୋଇ ସେଇ ବିଜେଡି ସରକାର କୁ ଭୋଟ ଦିଅ .... ମୂର୍ଖ ମନ୍ତ୍ରୀ କୁ ମୂର୍ଖ ଲୋକ .... ପାଣ୍ଡୁ ଖାଲିରେ କହୁଛି ଓଡ଼ିଆ କୁ ଗାଣ୍ଡୁ

  • @pradipsahu8406
    @pradipsahu8406 13 днів тому

    ହେଲେ ସାହାରା ପଇସା କେବେ ଦେବେ ଶାହା ଟିକେ କୁହ

  • @user-bs7gz9lg9z
    @user-bs7gz9lg9z Місяць тому

    Jay jagannath🙏🙏🙏🙏

  • @sanjayarout3164
    @sanjayarout3164 Місяць тому +13

    କଂଗ୍ରେସ ଦଉଥିଲା ଚାଉଳ ତମେ କଣ ଦଉଚ ମିଛୁଆ ଯାତ୍ରା ପାର୍ଟୀ ହେଉଛି ବିଜେପି

  • @KanhaiMajhi-pp8ll
    @KanhaiMajhi-pp8ll Місяць тому +50

    ବିଜେପି ଆଉ ବିଜେଡି ଏହି ଦୁଇ ପାର୍ଟି ଚୁର ଶଳା ସୋସିଆଲ ମିଡିଆରେ ଭାଷଣ ମାରୁଛନ୍ତି ନିର୍ଲଜା କଉଠିକାର ଛି ଛି

    • @thegloryspace
      @thegloryspace Місяць тому +5

      Congress bi maruchhi

    • @thegloryspace
      @thegloryspace Місяць тому +2

      Come to bolangir 😂

    • @odiateccsk5592
      @odiateccsk5592 Місяць тому +1

      Tu bala ଜାଣିଚୁ

    • @ommpanda8593
      @ommpanda8593 26 днів тому

      ଭାଇ ତମ party ଆସୁଚି ବୋଧେ ଏଥର
      ଘରେ ବସିକି ବଡ଼ କଥା କହିବା ସହଜ
      ଆସିଲା ମଇଦାନ କୁ ଥରେ

  • @jayantinathparwat1169
    @jayantinathparwat1169 Місяць тому +2

    MODI JII❤❤

  • @alokbeherabehera1597
    @alokbeherabehera1597 29 днів тому

    Very good morning saha ji

  • @user-wg7ql5bg5x
    @user-wg7ql5bg5x Місяць тому +33

    ନୀତିନିଷ୍ଠ ନବୀନବାବୁ ରାଜନୀତି ଜୀବନରେ ସେବାକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି. ସେ ଗୁଜବକୁ ଏବଂ ମିଛ କଥାକୁ ଆଦୌ ପସନ୍ଦ କରନ୍ତିନାହିଁ l

    • @curio8267
      @curio8267 Місяць тому +5

      Modi patheiba navin credit naba ..
      E sabu pandian plan....

    • @sandeepkumarsahoo3254
      @sandeepkumarsahoo3254 Місяць тому +3

      EHA TAMIL SEBA FROM BACK 8 YEARS

    • @RamanarayanPatra-df8qp
      @RamanarayanPatra-df8qp Місяць тому +1

      Nabin babu niti nista heithile ete chhuri, vratachar hei pari nathanta. Chhit found comp.ku se hi pramot karithila(Shee Shore, Artha tatwa)
      Artha tatwa ku Nabin sarakar re best samaby sangstha puraskar deithile. Aha dekhi loke besi biswas kari Sethi tanka rakhithile.

    • @Kripabehera
      @Kripabehera 24 дні тому

      Jou manisa mada pi pi banchichu ta pasand ra mulya kete😂😂

  • @SumiKumari-vu5od
    @SumiKumari-vu5od Місяць тому +4

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର ସବୁ କ୍ଷେତ୍ର ର ସବୁ ଶ୍ରେଣୀ ର ଲୋକଙ୍କ ବିକାଶ କୁ ସମାନ ଗୁରୁତ୍ୱ ଦିଅନ୍ତି l

    • @rupaymarandi8326
      @rupaymarandi8326 Місяць тому +1

      Bando diontu be

    • @curio8267
      @curio8267 Місяць тому +1

      Modi patheiba navin credit naba ..
      E sabu pandian plan....

  • @darkboyjaga5566
    @darkboyjaga5566 29 днів тому

    Good 👍👍👍

  • @JILIPU
    @JILIPU 21 день тому

    Jay jay jay sita ram 😍🙏🙏🙏🙏🙏🇮🇳🧘😘

  • @user-ne6ij1fy3v
    @user-ne6ij1fy3v Місяць тому +9

    Jaya shree ram Jay BJP

  • @user-pv9yi1td6h
    @user-pv9yi1td6h Місяць тому +36

    ଓଡ଼ିଶା ସାରା ଦେଶ ରେ ଶାନ୍ତି ଓ ଶୃଙ୍ଖଳା ପାଇଁ ବହୁତ ପ୍ରସଂସା ସାଉଣ୍ଟୁଛି ଯାହା ବିଜେପି ଦଳ ନେତା ମାନେ ସହି ପାରୁନହାନ୍ତି lସେଥିପାଇଁ ଶାନ୍ତିପ୍ରୀୟ ଓଡ଼ିଶାରେ ସବୁବେଳେ ଅଶାନ୍ତି ସୃଷ୍ଟି କରୁଛନ୍ତି l

    • @biswajitMohanta-bn8no
      @biswajitMohanta-bn8no Місяць тому

      Peta bikalia BJD dalara kuji neta

    • @subratkumar501
      @subratkumar501 Місяць тому +2

      Ta saha daridra au dadana re bhi bahut upare odisha se sabu bhi hatiba pain bjp asiba darkar

    • @rameswarist
      @rameswarist Місяць тому +1

      ସେଥିପାଇଁ ସମ୍ବଲପୁର ରେ 144 ଧାରା ଲାଗିଥିଲା 🤣🤣🤣

    • @adityamallick7881
      @adityamallick7881 Місяць тому

      ନିଜେ ପଛେ ଦାଦନ ଖଟ ... ବାପ ଆସ୍କା ୪୦ ପିଇ ରାସ୍ତାରେ ପଡୁ ... ମା ଭଉଣୀ ଙ୍କୁ କୁଜି ଗେଣ୍ଡା ଶୋଷଣ କରନ୍ତୁ ....ଅସୁବିଧା ଉପରେ ଅସୁବିଧା ଭୋଗ ହେଲେ .... ଦଳ ପ୍ରେମୀ ମୁଣ୍ଡ ବିକା ହୋଇ ସେଇ ବିଜେଡି ସରକାର କୁ ଭୋଟ ଦିଅ .... ମୂର୍ଖ ମନ୍ତ୍ରୀ କୁ ମୂର୍ଖ ଲୋକ .... ପାଣ୍ଡୁ ଖାଲିରେ କହୁଛି ଓଡ଼ିଆ କୁ ଗାଣ୍ଡୁ

    • @Dlxmusic07
      @Dlxmusic07 27 днів тому

      Odisha re daridra kete no1 achhi dekh ​@@subratkumar501

  • @biswajitmallik274
    @biswajitmallik274 Місяць тому

    ❤❤❤❤❤🎉🎉🎉🎉ବିଜେପି ଓଡ଼ିଶା ।

  • @BapujiSahu-xp2eu
    @BapujiSahu-xp2eu Місяць тому

    Nice

  • @subaslenka273
    @subaslenka273 Місяць тому +5

    Dadan ଓଡ଼ିଶା

  • @user-wh3ck2wi5l
    @user-wh3ck2wi5l Місяць тому +35

    odisha re BJP sarkar hebo

  • @Skgbul470
    @Skgbul470 29 днів тому

    ଦମ୍ ଅଛିତ ଅଛେ ଦିନ କେବେ ଆସିବ ୨୫ ଲକ୍ଷ କେବେ ମିଳିବ ଜଣାଇବ,

  • @GangadharPradhan-ly8bo
    @GangadharPradhan-ly8bo Місяць тому

    ଜୟ ଶ୍ରୀରାମ, ଓଡ଼ିଶା ଗଞ୍ଜାମ ଭଞ୍ଜନଗର ପଦ୍ମଫୁଲ

  • @kiskutech9335
    @kiskutech9335 Місяць тому +6

    Bjp jindaabaad❤❤❤

  • @subaslenka273
    @subaslenka273 Місяць тому +5

    ତାମିଲ ହଟାଓ

  • @LovelyGiraffes-jp2xd
    @LovelyGiraffes-jp2xd 29 днів тому

    ଜୟ ଜଗନ୍ନାଥ ଅମିତ୍ ଶାହା ଜି ତୁମ ଭାଷଣ ର ଜବାବ ଓଡ଼ିଶା ବାସୀ May 25ତାରିଖ re ଦେବେ ଓ ଜୁନ 4 ତାରିଖ ରେ ଦେଖିବ

  • @NPPODISHA
    @NPPODISHA 27 днів тому

    ଯଦି ସବୁ ଜନୁଛ ସବୁ ଠିକ୍ ନକରି କହୁଛ କାହିଁକି

  • @RaviPatel-187
    @RaviPatel-187 Місяць тому +40

    ଯିଏ ଦୁର୍ବଳ ସେ ଆଶ୍ରା ଖୋଜେ. ଲୋକେ ଜାଣିଛନ୍ତି ବିଜେଡି ଓ ବିଜେପି ଭିତରୁ କିଏ ଦୁର୍ବଳ. ବିଜେପିର ଗାଲୁଗପ କିଏବା ବିଶ୍ୱାସ କରିବ l

    • @subratdas9585
      @subratdas9585 Місяць тому

      Odisha ku darakara bjp darakara ,,,, pandian ku odisha ru Bida kara retire hela jae ghare chasa Karu chora sala

    • @curio8267
      @curio8267 Місяць тому +10

      Modi patheiba navin credit naba ..
      E sabu pandian plan....

    • @errkggift
      @errkggift Місяць тому

      Chup rahijao be .. bjd kukura ki tu ? Bhokuchu Kan pain

    • @Siaiahwkek
      @Siaiahwkek Місяць тому +8

      Odisha re haba BJP sarkar ✅

    • @umacharansahu6759
      @umacharansahu6759 Місяць тому +5

      Naveen patnaik kana karuchanti 24 Baras

  • @sukantakumarbehera6427
    @sukantakumarbehera6427 Місяць тому +12

    BHARAT MATA KI JAI
    JAI BJP+400

  • @mamanikeswaribisendraNaik
    @mamanikeswaribisendraNaik 27 днів тому

    ସବୁ ଠକ ସରକାର

  • @biswaranjanswain2292
    @biswaranjanswain2292 Місяць тому

    ସବୁ ଠିକ୍ ପରିବର୍ତ୍ତନ ର ନିହାତି ଜରୁରୀ । କାହିଁ କି ନା କେନ୍ଦ୍ରାପଡା ବାସୀଙ୍କୁ ୨୫ବର୍ଷ ରେ ମିଛ ପ୍ରତିଶ୍ରୁତି, ଗୁଜୁରାଟ କୁ ଦାଦାନ, ଚାଷୀମାନଙ୍କ ଦୁଃଖ, ନିଶାଦ୍ରବ୍ୟ ର ଉପଦ୍ରବ, ସ୍ବାସ୍ଥ୍ୟବସ୍ଥା ର ନିମ୍ନସୁର, ଶିକ୍ଷାର ନିମ୍ନଗାମୀ ଇତ୍ୟାଦି ୟା ଛଡ଼ା ଆଉ କିଛି ମିଳି ନାହିଁ ।
    ଭାଇମାନେ ଯଦି ଭୁଲ କହିଥୁବି କ୍ଷମା କରିବେ । ଜଦି ଠିକ୍ ତା ହେଲେ ଆପଣ ମାନେ ଜାଣନ୍ତି ପରିବର୍ତ୍ତନ ଦରକାର ।
    ଜୟ ଜଗନ୍ନାଥ ମହାପ୍ରଭୁ🙏

  • @user-nd1yt4yc2z
    @user-nd1yt4yc2z Місяць тому +6

    ତମେ ତେଲ ଲିଟର 50କର ଗ୍ୟାସ 500କର ଆମେ ଜାଣିବୁ ତମର ଦମ .... ଓଡିଶା ରାଜ୍ୟର ଟ୍ୟାକ୍ସ ରେ ଦଉଚ ଓଡିଶା ସରକାର ଫଟୋ ରହିବନି ଆଉ କଣ ତମର ରହିବ

    • @raghunarhkarjee947
      @raghunarhkarjee947 Місяць тому +1

      ଆଉ ଗାଡି ଚଲାଅ ନାହିଁ ? ସାଇକେଲ ଚଲାଅ !ଗ୍ୟାସ ରେ ରୋଷେଇ କରନି କାଠରେ ରୋଷେଇ କର ସବୁ ଦର କମିଯିବ !

  • @fakirmohansahoo2079
    @fakirmohansahoo2079 Місяць тому +19

    ବିଜେପି ଜିନ୍ଦାବାଦ 🇮🇳🇮🇳🇮🇳👍🏾👍🏾👍🏾👍🏾

  • @ledtvripair7685
    @ledtvripair7685 Місяць тому

    Well come

  • @hangama308
    @hangama308 Місяць тому +2

    jay jepi nada

  • @officialmanojhdvideo
    @officialmanojhdvideo Місяць тому +15

    Only BJP ♥️