ପହଣ୍ଡି ବେଳେ ପଡିଗଲେ ପ୍ରଭୁ ବଳଭଦ୍ର ,ଦୁଃଖରେ ଏମିତି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ EX CM Naveen
Вставка
- Опубліковано 9 лип 2024
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
ଆମ ନବୀନ କୁ ଓଡ଼ିଆ ବାସୀ ଜାଣି ପାରିଲେନି ତେଣୁ ଭଗବାନ ଏ ରଥଯାତ୍ରା କୁ ଗ୍ରହଣ କରି ପାରୁ ନାହାନ୍ତି..
Sala tama muha ku laja achhi kahi amite haucha bjd jau jau kate kan baharuchhi ahuri ruha bahariba bjd Naveen sir ku chadi dale au sabu chora dhara padibe jela jibe sethi dekha haba
A sabu jaha hela sebayta bhulu pai hiechhi
@@kamalakantapanda304tane sethu thiba ki 😂😂😂😂
@@kamalakantapanda304kichhi hebani bjp pandian na nei ta sathire dil kari jitichi Sahas nahi action neba pain amiti re pandin ra bjp kichhi kariparibani kale pandian dohleideba bjp govt
@@user-sf9bc1th9y bjp ta para katha pandu ku abe bi Naveen sir bhala kahuchanti au rahila bjd katha abe sabu baharuchhi ahuri bahariba mal mantri mankar bjd re gotia loka Naveen sir, rudra bhai a 2 janaku chadile sabu bekar hu abe ta bale bale hotel baharila babi bhai odisha ru chaina jaie sudang baharila au kan baharuchhi dekha jau au rahila pandu katha bjd jitithile pandu cm hie thanta jauta ki sata katha thila bjd harila pandu mada bhaya re sia Naveen nivas re thiba a katha bi sata dine bahariba kahiki na Naveen sir abe bi pandu ku bhala kahuchanti au Naveen sir jemite loka mote laguchhi sia hie taku kauthie luchieki rakhichanti
ଭଗବାନ ଆଉ ଚାହୁନାନ୍ତି ଓଡିଶା CM ମୋହନ,ମାଝିକୀ
Tumaku Kan Bhagawan swapna re kahithile ki??
ନବୀନ ସରକାର ବେଳେ ଏମିତି ହୋଇନଥିଲା
😂😂😂 o le le
Nabini sir ❤❤❤❤great.
Odisha people's are responsible for that you all r chosen BJP...so u suffering now.😢
@@waterlife2998 gote katha kuha Seithi BJD , BJP nka kama kana
ଜୟ ଜଗନ୍ନାଥ ଜୟ ନବୀନ
କ୍ଷମା କର ମହାପ୍ରଭୁ😢😢
ସବୁ ବିଜେପି ହିଁ ଦାଇ ଜଗନ୍ନାଥ କୁ ନେଇ ରାଜନିତି କଲା ବିଜେପ
Pura perfect katha kahila bhai 😊
Result of arpan ratha and arpan choula of nabina
@@bijaykumarrout4161 Andha bhakta pagala heigaleni 😜😜😜
Bjd ra kichi bhul nahi na mahaprabhu nku dala auto re bulei bhikamagela bele kuade thile au jou program re mahaprabhu nku rakhila pare program sarila pare khara re asahaya bhabare chadidele setebele kuade thile
ହଁ ପରା ବିଜେପି ଜଗନ୍ନାଥ ଙ୍କ ନାଁରେ ଗାଁ ଗାଁ ରେ ଚାଉଳ ଆଣୁଥିଲା, ଜଗନ୍ନାଥ ଙ୍କ ନାଁରେ ଜଗନ୍ନାଥ ଙ୍କୁ ଗାଡିରେ 407 ଟାଟାମେଜିକ ଏମିତି ସବୁ ଗାଡିରେ ବୁଲାଇଥିଲା ସତ କଥା କହିଲେ ବିଜେପି ହି ଅର୍ପଣ ରଥ ଗାଁ ଗାଁ ରେ ଭୁଲଇଥିଲା l ସତ କଥା ହେଲା କୁକୁର ଲାଙ୍ଗୁଡ଼ 12 ବର୍ଷ ନଳ ଭିତରେ ରଖିଲେ ବି ସେହି ବଙ୍କା ଆଉ ତମ ପରି ଭୁକିଲା କୁକୁର ସବୁ ଏମିତି ଭୁକୁଥିବା ସତ ଯେଉଁଟା ସବୁବେଳେ ସତ l ଜଗା ଟିକିଏ ଠାକୁର ନୁହଁ ତାକୁ ନେଇ ଯିଏ ଯାହା କରିଥିଲା ତାହାର ଫଳ ଭୋଟ( କାମରେ ) ରେ ଦେଖାଇ ଦେଲା ସୁଧୁରି ଯାଅ ନହେଲେ ଜଗା ବାଧ୍ୟ ହେବ କଳ୍କୀ ରୂପ ଧରିବାକୁ 🙏 ଜୟ ଜଗନ୍ନାଥ 🙏 ଏ ଆଜ୍ଞାନୀ ଙ୍କୁ ଜ୍ଞାନ ଦିଅନ୍ତୁ ପ୍ରଭୁ
ଜୟ ଜଗନ୍ନାଥ ହେ ପ୍ରଭୁ ଭାବଗ୍ରାହୀ
ଯାହା କେବେ ଘଟି ନ ଥିଲା; ତାହା ହିଁ ଘଟିଲା। ସମ୍ଭବତଃ ରଥଯାତ୍ରା ଇତିହାସରେ ପ୍ରଥମଥର ପାଇଁ ଏପରି ଅଭାବନୀୟ ଘଟଣା ଘଟିଛି। ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡି ବେଳେ ଚାରମାଳ ଉପରେ ମୁହଁମାଡ଼ି ପଡି ଯାଇଗଲେ ବଡ଼ଠାକୁର ମହାପ୍ରଭୁ ବଳଭଦ୍ର। ପହଣ୍ଡି ସମୟରେ ଦୁଇ ପାର୍ଶ୍ବ, ସମ୍ମୁଖ ଓ ପଛ ପଟେ ଅନେକ ସେବାୟତ ପହଣ୍ଡିରେ ନିୟୋଜିତ ହୋଇଥିଲେ ହେଁ ମଧ୍ୟ ମହାପ୍ରଭୁ କିପରି ସମ୍ମୁଖ ଦିଗକୁ କିପରି ଢ଼ଳି ପଡ଼ିଲେ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ରଥରେ ଘଟିଥିବା ଏହି ଅଘଟଣକୁ ପଣ୍ଡିତମାନେ ଅଶୁଭ ଘଟଣାର ପୂର୍ବାଭାଷ ବୋଲି ମନେ କରୁଛନ୍ତି। ଚାରମାଳ ଉପରୁ ବଡ଼ଠାକୁରଙ୍କ ଖସିବା, ମୁହଁମାଡ଼ି ପଡ଼ିବା ଘଟଣା ବିଶ୍ୱର କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଭୀଷଣ କଷ୍ଟ ଦେଇଛି । ଏହି ଘଟଣା ସମସ୍ତଙ୍କ ମନରେ କ୍ଷୋଭ ଓ ଉଦ୍ବେଗ ସୃଷ୍ଟି ହୋଇଛି।
Jay Naveen sir
ଜୟ ଜଗନ୍ନାଥ ଜୟ ନବୀନ ସାର 🙏🙏🙏🙏🙏🙏🙏❤️❤️❤️❤️🌹
Jay Naveen sir ❤🙏
Naveen sir jai jagannath
ସମ୍ପୂର୍ଣ୍ଣ ବିଜେପି ଦାୟୀ
Bjd bala jau durniti karuchanti tara sabu bahariba bolo mahaprabhu padigale Tama pandu jail jiba
@@tapaskar5645 ଯିବେ ତମର ସବୁ ଗେରୁଆ ବାଲା ମିଛ ପ୍ରତିଶୁତି ଦେଇକି ଭୋଟ ପାଇଛନ୍ତି
@@tapaskar5645ମହାପ୍ରଭୁ ଙ୍କୁ କଣ୍ଢେଇ ଭାବୁଛ, ମରିବ ଅପେକ୍ଷା କର
ସେଥି ପାଇଁ ଅଯୋଧ୍ୟା ଦୁର୍ନୀତି ସବୁଠୁ ବଳିଗଲା,ରାମ ଙ୍କ ନାରେ ମାରିପିଟ ଖାଇଗଲେ!!
@@riteshgudu9189 Bhai bodhe chup haeigale
Jay Jagannath 🙏 Jay Naveen Babu 🙏
Kharap dina asigala
Super Naveen sir Jai jagannath BJD zindabad 🎉
Puni thare Naveen Sir nku CM kara jau 🙏
ଠାକୁରଙ୍କୁ ଆଡ଼ପ ମଣ୍ଡପକୁ ନେଉଥିଲେ ସେବାୟତ ମାନେ, ସେମାନଙ୍କ ଅସାବଧାନତା ଯୋଗୁଁ ଏହି ଭଳି ମର୍ମାହତ ଅଘଟଣ ଘଟିଛି। କିନ୍ତୁ ଓଡ଼ିଶା ବାସୀଙ୍କ ନଜରରେ BJP ସରକାର ଯୋଗୁଁ ଠାକୁର ପଡିଗଲେ, ପ୍ରଭୁ ଏହି ଲୋକଙ୍କୁ ଟିକିଏ ସଦବୁଦ୍ଧି ଦିଅନ୍ତୁ।
Kehi bujhunahanti
କିନ୍ତୁ BJD ବାଲା ବ୍ରହ୍ମବିଭ୍ରାଟ କଲେ,ଜଗନ୍ନାଥଙ୍କୁ ପକେଇ ଦେଲେ,
ଗତବର୍ଷ ମାନଙ୍କର ମିଡିଆ ଦେଖିନାହାନ୍ତି ବୋଧହୁଏ।
BJD ସମୟେ ହେଇଥିଲା ଏବେ ମିଡିଆ ହୁଲୁସ୍ତୁଲୁ ହେଇଥାନ୍ତା,ବା ବିବେକ ହିନ ମଣିଷ, କି ଭକ୍ତି
@@riteshgudu9189 ସେହି ସମୟରେ ମଧ୍ୟ ମୁଁ କୌଣସି ରାଜନିତୀ ଦଳ ସପକ୍ଷରେ କିମ୍ଵା ବିପକ୍ଷରେ ନଥିଲି। କାରଣ କୌଣସି ଭୁଲ୍ ସେବାୟତ ଦ୍ଵାରା ହେଲେ, କୌଣସି ରାଜନୀତି ଦଳର ଭୁଲ୍ ନଥାଏ।
Bjd sarkar bele heinathila ghare na pasunu chala bajilani loka bhul kahunahanti pura sata kahuchhanti apana b thik jani paruthibe
BJP govt failure to protect odia Asmita.
Navin always Navin, Navin is great
Jay,nabin,sir❤❤❤❤
ନବୀନ ବାବୁ ଅତି ଭଲ 🙏🙏🙏🙏🙏ଜୟ 🙏🙏ଜଗନ୍ନାଥ 🙏🙏🙏
Bjp hataoo
Koti koti naman 🙏🙏 prabhu ❤❤ Joy shree jagannath maha prabhu
ଜୟ ଜଗନ୍ନାଥ 🙏🏻
Great & Best CM 🙏🏻
Nabin Pattanayak Sir 🙏🏻
Jay Jagannath 🙏🙏 Jay Navin
Jay Jagannath jay 🙏🙏🙏😢😢😢😢😢😢
ପୁରୀ ର ପଣ୍ଡା ମାନଙ୍କୁ ଦଣ୍ଡ ଦିୟନ୍ତୁ
ସମସ୍ତଙ୍କୁ ବାହାର କରି ଦିୟନ୍ତୁ
Aou Puja kie Kariba
ଜୟ ଜଗନ୍ନାଥ. ସବୁ ତାଙ୍କରି ଇଚ୍ଛା. 🙏
ହଁ ଯାହା ହଉ ଆଜି right news କରିଛ jay ଜଗନ୍ନାଥ
ଭଗବାନ ଅସନ୍ତୁଷ୍ଟ ଅଛନ୍ତି ଓଡ଼ିଶା ବାସୀଙ୍କୁ,କେହି ପ୍ରଭୁ ଙ୍କ ନାମ କୁ miss use କରିଛନ୍ତି ,
ଆମ ଓଡ଼ିଶା ନବୀନ ଓଡ଼ିଶା
Jay Jagannath Swami 🙏🏼🙏🏼 jay Nabin babu 🙏🏼🙏🏼🙏🏼🙏🏼
Jay Jagannath Swami 🙏🙏🙏
ଭଗବାନ ଆଉ ଚାହୁଁନାହାଁନ୍ତି ନବୀନ
Jai jagannath🙏🙏🙏
Jay jaganntha ❤jay Nabeen babu
Jay Jaganath 🙏🏿
Jay jagannath prabhu
ସାର୍ ନମଶ୍କ୍ରର
ସବୁ ବିଜପି ହି ଭୁଲି ଅଛି
Na bjp na bjd
BJB loka Kan Ratha re chadhithile ki??
ଜୟଜାଗଗନ୍ନାଥ 🙏🙏🙏
ଯା ହେଉ ସେ ଓଡ଼ିଆରେ ଲେଖି ଓ କହି ପାରୁଛନ୍ତି, ଧନ୍ୟବାଦ l
Khali kia odia kahile lekhile odishara dukha jibani
😂😂😂
Jay jagannath🙏🙏🙏🙏🙏
ଯିଏ ଓଡ଼ିଆ ବୁଝି ପାରୁନି ଓଡ଼ିଆ କହି ପାରୁନି ସିଏ କି ମନ୍ତବ୍ୟ ଦେଲା ହୋ
ବିଜେଡି ମହାପ୍ରଭୁଙ୍କୁ ନେଇ ବାର ଦୁଆର ଶୁଣ୍ତି ପିଣ୍ଢା ବୁଲେଇଲା , ଦାଣ୍ଡର ଭିକାରୀ କରି ଅରୁଆ ଉଷୁନା ସଂଗ୍ରହ କଲା । ୟା ପାଇଁ ଏପରି ଅଘଟଣ ଘଟିଲା । ଏହା ସମସ୍ତେ ବୁଝି ଭବିଷ୍ୟତରେ ଏପରି କର୍ମରୁ ନିବୃତ୍ତ ରହିବା ଉଚିତ ।
Mu bhabuchhi ye ta b gote reason heithiba??
ରାଜନୀତି କରନ୍ତୁନି ।
Jay Jagannath
ଆପଣଙ୍କ ପାଣ୍ଡିଆଁ ମହୋଦୟ ଯେତେବେଳେ capal ପିନ୍ଧି ଜଗନ୍ନାଥଙ୍କୁ ଦାଣ୍ଡରେ ବୁଲୁଥିଲା ସେତେବଳେ ଆପଣ ଦୁଃଖିତ ନଥିଲେ।
Jai jagannath
Jay jagarnath Jay Naveen sir
Jay Jagannath🙏
BJP sasan ra subharamba hoichi, Odia mane Vote dei Dharma Sahukar gujurati manaku Power deichanti. Jagannath ku Biki Khaidebe.
Mahaprabhu ku koinasi bastu nuhanti je biki khaidebe au rahila tanka ratnabhandara katha se nija ratna bhandara nije rakhiya kariparibe prabhunka alankara ku lokanatha jagichanti
@@omm6324Bhagwan Baladeva Shesnaag nka avtaar jia nija fana re Pruthivi ku tekiki dharichhanti tanku puni kuade BJD ki BJP wala tekiki dharithante bhabiki garba karuchhanti😊😊
ନବୀନ କହି ନାହାନ୍ତି ଭାସ୍କର କହିଛି ଶଳା ଭାଡୁଆ ଚାନେଲ
ଏ ସବୁ ପାଇଁ ବିଜେପି ଦାଇ କରଣ ମଦୃ। ପ୍ରଭୁ ଙ୍କୁ ନେଇ ରାଜ ନିତି କଲା
Jay Naveen Patnaik sir the bast CM
We ❤ You & Proud Of You
Our Great & Best No1 CM Always King 👑 Nabin Pattanayak Sir 🙏🏻
Jay jagarnnath swami nayanpathagami bhaba tume 🙏🙏🙏🙏
Jay Jagannath jay Navin
Naveen Patnaik sar 🙏🙏
ଭଗବାନ ଙ୍କୁ ମଧ୍ୟ ରାଜନୀତି କୁ ଟାଣିନେଲ
Jay jagannath 🙏
Navin ji God bless you
jay jagannath ❤❤❤❤❤
ଭାଇ କଳି ଯୁଗ ସରି ସରି ଯାଉଛି 🙏🙏
Jay Jagannath 🙏🙏🙏🙏🙏
Sambit patra ପୁରୀ ରେ ଯୋଉ ଅହଙ୍କାର ପୂର୍ଣ୍ଣ,ଗର୍ବ କଥା କହିଥିଲା ତାର ପରିଣାମ😮😮😮😨😨😨😟😟😣🥺
Love you Naveen sir 🙏🙏🙏🙏
Good statement of our chief minister of odisha
ଜୟ ଜଗନ୍ନାଥ 🙏🙏😭😭😭😭😭😷😭😷😭😭😭
Jay Jagannath ❤ Jay Naveen sir
Jay Jagannath i miss you bjd nabian sar cm no1
Jay jagnnatha Jay Nabin sir 🙏🙏🙏
Jay jhagarnath jay navin prabhu jhagarnath nichaya thaka pila mana ku kayama karidaba jay jhagarnath jay jhagarnath 🙏🙏🙏🙏
ନବୀନ ବାବୁ ଆପଣଙ୍କ ପାଇଁ ଏ ଅବସ୍ଥା ବ୍ରହ୍ମ ବିଭ୍ରାଟ ପରଠାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ପୂର୍ବବର୍ଷ ଜଗନ୍ନାଥ ମହାପ୍ରଭୁ ଏଥର ବଡ଼ ଠାକୁର ସେବକ ମାନଙ୍କ ଦାଇତ୍ୱ ହିନତା ପାଇଁ ଏଭଳି ଘଟୁଛି ଆଉଥରେ ନବକଳେବର ପଯ୍ୟନ୍ତ ଏଭଳି ଘଟଣା ଘଟିବ ନବକଳେବର ତୃଟି ପାଇଁ କ୍ଷମା ମାଗ ନବୀନ ବାବୁ
🙏
Satya meva jayate 🙏
Really Navin babunka dukha Bada thakura sahiparileni
He prabhu ye kana hela😢😢😢
Jay Jagannath Jay Bjd jay Navin 😭😭❤️
Joy jaganntha.🙏🙏🌺🌺🚩🚩❤️❤️
ଅଧିକ ବାହାଦୁରି ମାରି ପ୍ରସାରଣ କରିବା ବନ୍ଦ୍ କର।
Jay Jagannath Naveen sir
I love you nabin Babu
Naveen Ji 's x handle posting in odia is someone else has done to give political mileage to BJD.
🙏🙏🙏
ହଁ ନବୀନ ବାବୁ ଆମ ଓଡି଼ଶା ମାଟି ର ଓଡି଼ଆ ମାନେ ହିଁ ରାମ ମନ୍ଦିର ପ୍ରାଣ ପ୍ରତୀଷ୍ଠା ପରେ ଜଗନ୍ନାଥ ଙ୍କୁ ଓ 1999 ମସିହା ମହାବିପଦ ତା ସହିତ ବୀର ପୂତ୍ର ବିଜୁ ନବୀନ ସମସ୍ତ ଙ୍କୁ ଆମ ଓଡି଼ଆ ଭୁଲିଗଲେ ,କହିଲେ ରତ୍ନଭଣ୍ଡାର ଚୋର ଖ୍ରୀଷ୍ଟାନୀ ଅଣ ଓଡି଼ଆ,ଓଡି଼ଆ ଜାଣିନି ଜଗନ୍ନାଥ ଥିଲେ ବିଜେଡି (B J D) ଜିତିବ ଏମିତି କହିଲେ ସତ୍ୟ , ହେ ସତ୍ୟଂ ମୁଁ ପ୍ରଧାନ ପାପି କ୍ଷମା ଦେବ ପରମେଶ୍ଵର ,,,
Jay shree jagannath 🙏🙏 jay nabin sir 💚
ପ୍ରଭୁ ଜଣେଇ ଦେଲେ ମୋରି ପରି bjp ସରକାର ଗଲିପଡିବେ
ବିଜେପି ଆସିଲା ଓଡିଶା ବିନାଶ ର ଦ୍ୱାର reରେ
Aama balabhadra thakura se heuchanti aama odisha ra mukhya murabi😢
Jay jagannath swami
Jiae dosi taku bhagaban kebe chadibeni
😭😭😭😭🙏🌺🌺🙏
ନବୀନ ତମେ ଥିଲ କିଛିବି ହେଇନଥିଲା ଶଳା ମୋହନ ଯୋଗୁ ସବୁ ଏମିତି ହେଲା ଠାକୁର ତାକୁ ଚାହୁଁନାହାଂତି ଶଳା ବିଜେପି ଚୋର ଯୋଗୁ ଏମିତି ହେଇଚି ଏଇ କୌଆଡେ 5ବର୍ଷ ଶାସନ କରିବ 😆
Kichhi hei nathila??Pandia jou Arpana rath kariki bhika magithila, seita gote karana heipare
ଓଡିଶା ବିପଦରେ ଆରମ୍ଭ ହେଲା 😢
Jay jagannath Prabhu 😢
Jai jagannath❤❤
Jai Naveen
🙏🙏🙏🙏🙏🙏