କଣ ପାଇଁ ହେଲା ଏମିତି ଅଘଟଣ ..କେମିତି ପଡିଗଲେ ପ୍ରଭୁ ବଳଭଦ୍ର ..ଆସୁଛି ବିପଦ Puri Balabhadra

Поділитися
Вставка
  • Опубліковано 8 лип 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

КОМЕНТАРІ • 648

  • @Kunal5684
    @Kunal5684 15 днів тому +104

    ଏଇଟା ସେବାୟତ ମାନଙ୍କ ପାଇଁ ଏକ ୱାର୍ଣିଂ। କାରଣ ସେମାନେ ସେବା କରିବା ପରିବର୍ତ୍ତେ ନିଜର ସ୍ବାର୍ଥ ସାଧନ ରେ ଲାଗି ଅଛନ୍ତି। ପ୍ରଭୁ ବଡ଼ ଠାକୁର ଏଇ ମହାବଳି ସାଜିଥିବା ସେବାୟତ ମାନଙ୍କ ସବୁ ଗର୍ବ ଭାଙ୍ଗି ଦେଇଛନ୍ତି।
    ଜୟ ଜଗନ୍ନାଥ 🙏🙏

  • @CreativeNatureLife
    @CreativeNatureLife 15 днів тому +175

    ହେ ସେବାୟତ ମହାପ୍ରଭୁ ଆପଣ ମାନେ ନିଜକୁ ବାହୁବଳୀ ବୁଲାଉ ଥିଲ,ହେଲେ ମହାପ୍ରଭୁ ବଳିଆର ଭୂଜ ବଳଭଦ୍ର ତାଙ୍କଠୁ କେହି ଦୁନିଆରେ ବଳବାନ ଓ ବଡ଼ ନୁହନ୍ତି,ତେଣୁ ସେ ଆପଣ ମାନଙ୍କର ଗର୍ବ ଭାଗିଛନ୍ତି,
    ଜୟ ଜଗନ୍ନାଥ ⭕❗⭕

    • @user-oi9jp1fw2l
      @user-oi9jp1fw2l 15 днів тому +2

      Nai agyan e bata bhangara Khaimal nua sebayatanka hatare mahaprvu.asurakhita.emane Dina 2 pm re brhma paribartan karithile.emane maha prabhunku nku upasare bhi rakhichhanti.emane swarha pain kichhi bi Kari paranti.😮😮Jay Jagannath.

    • @himansusekhardas9749
      @himansusekhardas9749 15 днів тому +1

      ପାଠ ପଢ଼ି ବି ତୁମେ ଅଶିକ୍ଷିତ ।ନିର୍ଭୁଲ ଓଡ଼ିଆ ଲେଖିବା ଆଗରୁ ଝାଡ଼ା/ପରିସ୍ରା କରିକି ଆସ ।

    • @bhagbanbehera5601
      @bhagbanbehera5601 15 днів тому +2

      ସବୁଠୁ ବଡ଼ ପାପୀ ହେଉଛନ୍ତି ସେବାୟତମାନେ, ସେମାନଙ୍କ ଯୋଗୁ ଠାକୁରଙ୍କର ଏ ଅବସ୍ତା

  • @samratbabu123
    @samratbabu123 15 днів тому +120

    ବିପଦ ଆସିବା ପୂର୍ବରୁ ଜଗନ୍ନାଥ ଙ୍କ ବଡ଼ ଭାଇ ବଳଭଦ୍ର ଜଣାଇଦେଲେ। ପ୍ରଭୁ ତମେ ହିଁ ସାହା ଭରଷା 🙏🙏🙏

  • @prakashmahapatra2182
    @prakashmahapatra2182 15 днів тому +235

    କରି କରୁ ଥାଏ ମୁଇଁ. ମୋ ବିନୁ ଅନ୍ୟ ଗତି ନାହିଁ. ସବୁ ସେହି ମହା ପ୍ରଭୃଙ୍କ ଲୀଳା. ଜୟ ଜଗନ୍ନାଥ, ଏ ସଂସାର କୁ ରକ୍ଷା କର. 🙏🙏🙏

    • @MrDeepakkumardash82
      @MrDeepakkumardash82 15 днів тому +20

      Nije bhul kariki..odiya nkara gote katha mora bhul nahi sabu jaga ra echa..Jai jagannath❤

    • @abdgaming21
      @abdgaming21 15 днів тому +1

      Why God will save world. What people will do then?

    • @Kunal5684
      @Kunal5684 15 днів тому +5

      @@MrDeepakkumardash82 ଠିକ୍ କଥା କହିଲେ। ଏତେ ବଡ଼ ଦୁର୍ଘଟଣା ଘଟିଗଲା, ଅଥଚ ଏଇ ନିର୍ଲଜ୍ଜ ସେବାୟତଙ୍କ ଗୋଟିଏ କଥା, ସବୁ ପ୍ରଭୁ ଙ୍କ ଇଚ୍ଛା। ଲାଜ ଲାଗିବା କଥା।

    • @my1989
      @my1989 15 днів тому

      Gurutora hele kn pain bhagawan banchei leni

    • @patrasatyajeet
      @patrasatyajeet 13 днів тому +1

      ଜୟ ଜଗନ୍ନାଥ

  • @juleshranjansamanta8613
    @juleshranjansamanta8613 15 днів тому +32

    ସେବାୟତ ଙ୍କ ଅଧିକ ଗର୍ବ ହେଇଯାଇଥିଲା ସେଥି ପାଇଁ ମହାପ୍ରଭୁ ତାଙ୍କ ଗର୍ବ ଭାଙ୍ଗିଲେ

  • @nagenbihari23
    @nagenbihari23 15 днів тому +70

    ପୁରୀ ମନ୍ଦିର ର ବ୍ରାହ୍ମଣ ମାନେ ଏକ୍ସପାଏର୍ ହୋଇ ଗଲେଣି, ସେମାନଙ୍କୁ ହଟାଇ ଓଡିଶା ର ପ୍ରେତ୍ୟକ ଜୀଲ୍ଲା ମାନଙ୍କ ରୁ ବ୍ରାହ୍ମଣ ମାନଙ୍କୁ ନିଜୁକ୍ତି କରାଯାଉ। ପୁରୀ ମନ୍ଦିର ବ୍ରାହ୍ମଣ ମାନଙ୍କ ବ୍ୟବହାର ଭାରତୀୟ ଜାଣିଛନ୍ତି

  • @stylestar486
    @stylestar486 15 днів тому +28

    ପାପ ର ଭାରଶ୍ୟାମ ବଢିଗଲା ☝️
    ଭଗବାନ ଙ୍କୁ ଉଠେଇବାକୁ ତୁମେ ଅଯୋଗ୍ୟ ☝️

    • @himansusekhardas9749
      @himansusekhardas9749 15 днів тому

      ଶ୍ୟାମ ମାନେ ସବୁଜ ନା ନୀଳ ମୁଁ ଆଜିଯାଏଁ ଜାଣିପାରିଲିନି ।

    • @sandhyasamal8106
      @sandhyasamal8106 15 днів тому

      👍

  • @sagarnayak1601
    @sagarnayak1601 15 днів тому +84

    ସମସ୍ତ ଶ୍ରୀଜଗନ୍ନାଥପ୍ରେମୀ ଭାଇମାନଙ୍କୁ ଅନୁରୋଧ , ବଡଠାକୁରଙ୍କ ପହଣ୍ଡି ବେଳେ ଘଟିଥିବା ଅଘଟଣର ଦୃଶ୍ୟ ନିଜ ନିଜ statusରେ ଛାଡନ୍ତୁନି ।
    ଏହା ଅତ୍ଯନ୍ତ ଦୁଃଖଦାୟକ ତଥା ହୃଦୟବିଦାରକ ଦୃଶ୍ୟ । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ପ୍ରବଳ ବେଦନା ଦେଉଛି ।
    ମହାପ୍ରଭୁ ବଡବାଡ ସାମନ୍ତ ଆମ୍ଭଦ୍ବାରା ଘଟିତ ଏହି ମହାପରାଧରୁ ଆମ୍ଭମାନଙ୍କୁ ନିଜଗୁଣରେ କ୍ଷମା କରିଦିଅନ୍ତୁ ।

    • @odishatourist523
      @odishatourist523 15 днів тому +1

      Right...Amara bada thakura..Prabhu.

    • @sabyasachi67
      @sabyasachi67 15 днів тому +4

      Albat ଛାଡ଼ିବୁ। ଘରେ ଘରେ ପହଚାଇବୁ। ପୁରୀ jagannath ମନ୍ଦିରରେ ପୂଜା ହଉନି। ସବୁ ଲୁଟୁଚନ୍ତି । Tulasi ପତ୍ର ପାଇଁ ବି ଦକ୍ଷିଣା ଦେଲେ ମିଳିବ ନ ହେଲେ ମିଳିବନି। Amanku ଖାଲି ଠିକ୍ ଶିକ୍ଷା ଦେଇଛନ୍ତି ଭଗବାନ

    • @bijaykumarmarandi4047
      @bijaykumarmarandi4047 15 днів тому +1

      Kain chhadibuni ama echha ..bhala bele to chhadi douchho auu ebe Kain chhadibuni

    • @rajeshutkalkumarbehera4779
      @rajeshutkalkumarbehera4779 15 днів тому

      News channel upload kale kichi helani auu status re dele kan haba

  • @Sudha_Kitchen
    @Sudha_Kitchen 15 днів тому +49

    କରି କରାଉ ଥାଏ ମୁଁହି ମୋ ବିନୁ ଅନ୍ୟ ଗତି ନାହିଁ ହେ ମହାପ୍ରଭୁ ହେ ମହାବାହୁ ସବୁ ଆପଣଙ୍କ ଲିଳା ଆପଣଂକ ଦ୍ବାରା ସବୁ ସୃଷ୍ଟି ଆଉ ଆପଣ ହି ରଖ୍ୟାକତ୍ତା 🙏🏻🙏🏻🙏🏻🙏🏻 ଖ୍ୟମା ମଣିମା

  • @JagannathPatra-sr6or
    @JagannathPatra-sr6or 15 днів тому +86

    ପାପି ମାନଙ୍କୁ ସହାଁର ବେଳ ପାଖେଇ ଆସିଲା ! ଜୟ ଜଗନ୍ନାଥ 🙏🙏🙏. ଜୟ ପ୍ରଭୁ ବଳଦେବ ଠାକୁର 🙏🙏🙏

    • @priyabratamallik3277
      @priyabratamallik3277 15 днів тому +3

      Rtt

    • @DipunKumar-my3yr
      @DipunKumar-my3yr 15 днів тому

      Samaste to papiiii

    • @himansusekhardas9749
      @himansusekhardas9749 15 днів тому

      ତମେ ପାଠ ପଢ଼ି ବି ଅଶିକ୍ଷିତ ।

    • @manasbarik9243
      @manasbarik9243 14 днів тому +1

      ତୂମେ ପୂଣ୍ୟ ଆତ୍ମା

    • @sajankauri851
      @sajankauri851 14 днів тому

      ପାପୀ ମାନଙ୍କୁ ଯିଏ ସଂଘାର କରନ୍ତି ସେ ଭଗବାନ ନୁହନ୍ତି ମାତ୍ର ଯିଏ ଉଦ୍ଧାର କରନ୍ତି ସେ ଭଗବାନ୍

  • @Bargarh11
    @Bargarh11 15 днів тому +48

    ଖାଲିସୁନା ଚେନ ଟା ଦେଖେଇବାରେ ବ୍ୟସ୍ତ ଏମାନେ।

    • @odishatourist523
      @odishatourist523 15 днів тому +2

      Waw Mazza asigala

    • @user-ph3qu8pf4g
      @user-ph3qu8pf4g 15 днів тому +4

      Khali suna 6en nuha amane kahu6nti a thakura kebala tankara au purire janma nei6nti boli tanka manare bahut garbha ahnakara heigalani sara bisware tatha tana hela parebi ea bhabu6nti thakura kebala tankara pulaa tanka paisa heigalani au seba jemti pau6nti mana e6are karu6n6i tankara ta mina tanka sunare garam hei rahu6i na au seba jemti hau6i hau kn darkara hau6ita au kalijuga sesa habara sanketa sabu asu6i gote pare gote sei panda manaka duwara

  • @anantaprasadpraharaj559
    @anantaprasadpraharaj559 15 днів тому +9

    ତୋ ମାୟା ତୋତେ ଅଗୋଚର
    ମୁଁ ଛାର ମଣିଷ ମାତର।
    ତା ଇଛାରେ ସବୁ ହେଉଛି ବୋଲି ଆମେ ଭାବିବା ଦରକାର।🙏🙏ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 💐🙏🙏❤️

  • @AaradhyaRath
    @AaradhyaRath 15 днів тому +11

    ସେବାୟତ ମାନଙ୍କ ର ଆଚାର ବ୍ୟବହାର ଅଲଗା haei ଗଲାଣି ..ଠାକୁର ଙ୍କୁ ଆଉ ମାନୁନାହାନ୍ତି....

    • @odishatourist523
      @odishatourist523 15 днів тому +1

      Thiki katha...panda mane seba re kichi bhul karithile tenu..adrusya sakti tanku(panda ) mananku...mada dei theli dei tale chapi dele...nije Prabhu..mada dele

  • @ashokkumarsahoo8044
    @ashokkumarsahoo8044 15 днів тому +9

    କିଛି ବର୍ଷ ପୂର୍ବେ ମହାପ୍ରଭୁ ଙ୍କ ର ଏହି ସେବା ରେ ନିୟୋଜିତ ଥିବା ସେବାୟତ ମାନେ ଯୁଆନ
    ପହିଲମାନ ଥିଲେ,ଦୁଇ ବେଳା ଜୋର୍ କୁସ୍ତି ଦଣ୍ଡ ବୈଠକ ଦଉଡ଼ି ଚଢିବା ମୁଦଗର ବୁଲେଇବା ଆଦି କସରତ କରୁଥିଲେ,ବର୍ତ୍ତମାନ୍ ହାତ ଗଣତି କିଛି ସେବାୟତ ଜିମ୍ ଯାଇ ଷ୍ଟେରେଡ ପାଉଡର tablet ଖାଇ ବଡି ବନାଇଛନ୍ତି,own power nill, ଆଉ ପ୍ରାୟ କୌଣସି ଜାଗା ଘରେ କୁସ୍ତି ଦେଖା ଯାଉ ନାହିଁ,
    ପ୍ରାୟ ଭୁବନେଶ୍ୱର କୋଉଥି ପାଇଁ ଯାଉଛନ୍ତି କାହାକୁ ଅଜଣା,ଆଉ ବଳ ଆସିବ କୋଉଠୁ ଶେଷ ନାଗ ଙ୍କୁ ସମ୍ଭାଳିବେ, ଜୟ ଜଗନ୍ନାଥ ଏହା ମୋ ଅନ୍ତର ର ବ୍ୟଥା

  • @rajenbiswal1405
    @rajenbiswal1405 15 днів тому +22

    ହେ ପ୍ରଭୁ କ୍ଷମା କର 😢😢😢

  • @user-ii4gk2bs1e
    @user-ii4gk2bs1e 15 днів тому +16

    ଆପଣ ବଡ଼ ବାଡ଼ ସାମନ୍ତ ମହାପ୍ରଭୁ ସମସ୍ତଙ୍କୁ କ୍ଷମା କରିଦିଅ ନ୍ତୁ ସାନ୍ତେ 🙏🏻🙏🏻🙏🏻

  • @Babylovesbabu
    @Babylovesbabu 15 днів тому +11

    ମୋ ପ୍ରଭୁ ଙ୍କ ର କିଛି ହୋଇନି ତ 😭😭😭😭😭

    • @mukulbabavlogs6588
      @mukulbabavlogs6588 14 днів тому

      Baliara bhuja mahabahu sesa naga ananta sie sie dunia re sarbasaktiman tankara kn haba

    • @sundardas4981
      @sundardas4981 13 днів тому

      Are besi aao kan habo hato gado to nahi bhangibo kano hon tike mundo phathi thobo fastaid ku nele thik hobo 😂😂😂😂😂😂😂 nija ku sambhali paruni tote kanun sambhalibo

  • @tokpok7954
    @tokpok7954 15 днів тому +14

    ସବୁ ଗଞ୍ଜଡ଼ିଆ ଏକାଠି ହେଲେ କଣ ହେବ 😮😮😮

    • @sanghamitradas371
      @sanghamitradas371 15 днів тому +1

      Emanaku bahara karajau

    • @tokpok7954
      @tokpok7954 15 днів тому +1

      @@sanghamitradas371 ଖାମଖିଆଲି କାମ କରୁଛନ୍ତି both ସେବାୟତ, ପ୍ରଶାସନ

  • @jitendrajitendra9045
    @jitendrajitendra9045 15 днів тому +9

    ସବୁ ପଛରେ ଥିବା ସେବାୟତ ଙ୍କର ଦୋଷ

  • @hrudanandamajhi4441
    @hrudanandamajhi4441 15 днів тому +12

    ହେ ମହା ଵାହୁ ଜଗତର ଠାକୁର ରକ୍ଷା କର ଚକାନୟନ 🙏🙏

  • @manojkumarraj656
    @manojkumarraj656 16 днів тому +21

    କଳିଯୁଗ ଶେଷ ର ସଂକେତ ।

    • @humdevdutt2801
      @humdevdutt2801 15 днів тому

      😂😂

    • @user-bh5oy1nw8x
      @user-bh5oy1nw8x 15 днів тому

      Are bhai jaha haba kn kali juga ra sesa karana 🤦🏻🤦🏻

    • @haresh8896
      @haresh8896 15 днів тому +1

      Yanku jagannath phone kariki kahithile ta kahuchanti au😂😂

  • @basantadalai5951
    @basantadalai5951 15 днів тому +4

    ମହା ବିପଦ ର ଇଏ ହଉଛି ବହୁତ ବଡ ଆଗୁଆ ସୂଚନା ଜଣେଇଦେଲେ ବଳଭଦ୍ର ମହାପ୍ରଭୁ ହେ ପ୍ରଭୁ ତୁମେ ଇଏ କଣ ସୂଚନା ଦେବାକୁ ଚାହୁଁଛି କଣ ଆଗକୁ ହବ ଇଏ ସାରା ସଂସାରକୁ ରକ୍ଷା କର ପ୍ରଭୁ 🙏🙏🙏ଜୟ ଜଗନ୍ନାଥ

  • @bichindrapangi9600
    @bichindrapangi9600 15 днів тому +2

    Jai jagannath 🙏🙏🙏🌺🌄❤️

  • @binayakumarramramdalbehera728
    @binayakumarramramdalbehera728 15 днів тому +4

    ରଥ ଉପରେ ଯେତିକି ରହିବା କଥା ତା ଠାରୁ ଅଧିକ ସେବକ ଥିଲେ ,ସେଥିପାଇଁ ଏମିତି ହେଲା , ଠାକୁରଙ୍କ ପଛ ପଟରୁ ରଶି ଦ୍ଵାରା ଆୟତ୍ତ କରିବାର ଥିଲା,

  • @Jagannathadham
    @Jagannathadham 15 днів тому +9

    ମୋହା ପ୍ରଭୁ ସବୁ ତୁମ ଇଛା 🙏🙏🙏😔

  • @narayandalai9799
    @narayandalai9799 14 днів тому +2

    ଜୟ 🚩🌴ଶ୍ରୀ 🌿🚩ଜଗନ୍ନାଥ 🚩
    ଜୟ 🚩🌴ଶ୍ରୀ 🌿🚩ବଳଭଦ୍ର 🚩
    ଜୟ 🌿🚩ମାଁ 🌿🚩ସୁଭଦ୍ରା 🚩
    ଜୟ🌿🚩 ଶ୍ରୀ🌿🚩 ହନୁମାନ 🚩🌿
    ଜୟ 🌿🚩ଶ୍ରୀ 🚩🌿ପତିତପାବନ 🌿🚩ବାନା 🌿🚩🙏🙏🙏

  • @ajitbiswal308
    @ajitbiswal308 15 днів тому +7

    ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ପ୍ରଭୁ ରକ୍ଷା କର ହେ ,ସବୁତ ତୁମ ଇଚ୍ଛା ପ୍ରଭୁ 🙏🙏🙏🙏🙏

  • @linkankumarbeura9885
    @linkankumarbeura9885 15 днів тому +2

    ସଂସାର ପାଇଁ ବିପଦ ନାହିଁ କିନ୍ତୁ ପାପି ଦଇତାପତି କ୍ନୁ ଦଣ୍ଡ ଦିଆଗଲା ବୁଝିବା ଦରକାର୍ 👍

  • @KALAHANDIDIARY
    @KALAHANDIDIARY 16 днів тому +26

    Jai jaganath
    ବେଶୀ ଦଇତା ପତି ସେବାୟତ ରଥ ଉପରେ ରହିଥିଲେ

  • @rameshchhota3184
    @rameshchhota3184 15 днів тому +3

    ଜଗନ୍ନାଥଙ୍କୁ ଦେଖେଇବା ବଦଳରେ ନିଜକୁ କେମରା ଆଗରେ ଦେଖଉଥିବା ରୁ ପରେମଶ୍ବର ଙ୍କ ରାଗ

  • @psmutiprabha
    @psmutiprabha 15 днів тому +3

    ବଡ଼ ବିପଦ ମାଡ଼ି ଆସୁଛି ଏ ଜଗନ୍ନାଥ ଧାମ କୁ । ହେ ପ୍ରଭୁ ରକ୍ଷା କର ସମସ୍ତଙ୍କୁ 🙏🙏

  • @truptiranjan863
    @truptiranjan863 15 днів тому +6

    ଜୟ ଶ୍ରୀ ଜଗନ୍ନାଥ 🙏🏻 ଓଡ଼ିଶା ବାସୀ ଙ୍କ ପାଇଁ ବିପଦ ସମୟ ଆସି ଗଲା....😢 କିଛି ଗୋଟେ ବଡ଼ ଅଘଟଣ ହେବ ଆମ ରାଜ୍ୟ ବାସୀ ଙ୍କ ପାଇଁ 😢

  • @laxminarayansethy2332
    @laxminarayansethy2332 15 днів тому +2

    ପ୍ରଭୁ ବଳଭଦ୍ର 🙏ମା ସୁଭଦ୍ରା 🙏ଜୟ ଜଗନ୍ନାଥ🙏 ରକ୍ଷା କର🚩

  • @arjunpangijindabad6747
    @arjunpangijindabad6747 15 днів тому +4

    ଏ ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ସମସ୍ତ ଭକ୍ତ ଙ୍କୁ କ୍ଷମା କରନ୍ତୁ 🙏🙏🙏

  • @minatirout7523
    @minatirout7523 15 днів тому +2

    ହେ ପ୍ରଭୁ ବଳଦେବ କିଛି ଭୁଲ ଥିଲେ 😭😭🙏🙏ଆନନ୍ଦ ରେ କୁହ ପ୍ରଭୁ ବଡ ଠାକୁର କି ଜୟ

  • @manasdash8604
    @manasdash8604 15 днів тому +2

    ହେ ପ୍ରଭୁ ସମସ୍ତଦଇତାପତିଙ୍କୁ କ୍ଷମା କରିଦିଅଆଗକୁ କିଛିବି ବିପଦ ମାଡ଼ିନଆସୁ🙏

  • @pradeepbiswal8217
    @pradeepbiswal8217 15 днів тому +11

    ଜଗନ୍ନାଥ ମନ୍ଦିରରେ ଘରଇ କରଣ କଲେ ସେବା ଇଅ ତ ମାନେ ଠିକ୍ ହୋଇଯିବ

  • @soudaminipattnaik7100
    @soudaminipattnaik7100 15 днів тому +2

    ଭଗବାନ ଜଗନ୍ନାଥ ସେବାୟତ ମାନଂକୁ ସତବୁଧି ଦେଇ ସହାୟ ହୁଅନ୍ତୁ

  • @MililataPanda
    @MililataPanda 15 днів тому +4

    🙏🏻🙏🏻 ତ୍ରହିମା ପ୍ରଭୁ ଓଡ଼ିଶା ବାସୀଙ୍କୁ ରକ୍ଷା କର,ଜୟ ଜଗନ୍ନାଥ ମହାପ୍ରଭୁ ଶରଣ🙏🏻⭕❗⭕

  • @mamunidash1370
    @mamunidash1370 15 днів тому +1

    ପ୍ରଭୁ ସବୁ ବିପଦରୁ ରକ୍ଷା କରିବ ତୁମେ ହିଁ ଏକା ସାହା ଭରଷା ଜୟ ଜଗନ୍ନାଥ 🙏🙏

  • @SMSTARSTUDIO
    @SMSTARSTUDIO 15 днів тому +3

    ହେ ପ୍ରଭୁ କ୍ଷମା କରିବ 🙏🙏🙏
    ଜୟ ଜଗନ୍ନାଥ 🙏🙏🙏

  • @bijaypatra9105
    @bijaypatra9105 15 днів тому +2

    ବଡ଼ ଠାକୁର କର ମୁହଁ ଚେଛି ଦେଲ ତମ ମାନ କର ବିପଦ ଘନେଇ ଆସିଲା ରେ ସରକାର ହୁଅ ନହେଲେ ସେବ୍ୟୟତ ତମ ମାନଙ୍କର ବିଚାର କରିବ କାଳିଆ 🙏

  • @NimaincharanDas-in9ko
    @NimaincharanDas-in9ko 15 днів тому +1

    😢😢😢 ହେ ପ୍ରଭୁ ବଳଦେବ କ୍ଷମା କରି ତୁମ ଯାତ୍ରା ସଫଳ କରନ୍ତୁ ପ୍ରଭୁ ❤❤🙏🙏😭

  • @AjitDas-cp3xk
    @AjitDas-cp3xk 14 днів тому +1

    ❤କରି କରାଉ ଥାଇ ସେହି ଚାନ୍ଦା ଖାତାରେ ନା ନାହିଁ , ତା ମାୟା ତାକୁ ଅଗୋଚର ,କାହୁଁ ଜାଣିବେ ନରଛାର ,❤ଜୟ ଜଗନ୍ନାଥ ❤

  • @KausallyMallik
    @KausallyMallik 15 днів тому +1

    ହେ ପ୍ରଭୁ ଭୁଲ ଥିଲେ କ୍ଷମା କର ଜୟ ଜଗନ୍ନାଥ

  • @RojalinSahoo-mq8lm
    @RojalinSahoo-mq8lm 15 днів тому +2

    ହେ ଚତୁର୍ଥl ମୂରତି ଏ ସାରା ସଂସାର କୁ ରକ୍ଷା କର ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳ ଭଦ୍ର ଜୟ ଶ୍ରୀ ଶୁଭାଦ୍ରା ମାତା ଜୟ ଶ୍ରୀ ସୁଦର୍ଶନl✋🖐️

  • @prashantarout3472
    @prashantarout3472 15 днів тому +1

    ହେ ପ୍ରଭୁ ଜଗନ୍ନାଥ ତୁମେ ହିଁ ସାହା ଭରଷା

  • @basantarout9538
    @basantarout9538 15 днів тому +1

    ସେବାୟତ ମାନଙ୍କ ସେବା ରେ କିଛି ନା କିଛି ତ୍ରୁଟି ରହିଚି, ସେଥି ପାଇଁ ଏମିତି ଅଘଟଣ ଘଟିଲା.. ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏

  • @jyotirmayeesahoo3230
    @jyotirmayeesahoo3230 15 днів тому +2

    ରଖେ ହରି ତ ମାରେ କିଏ ମାରେ ହରି ତ ରଖେ କିଏ 🙏
    ମୁଁ କହୁନି eita ମିଛ ବୋଲି ମୁ ମଧ୍ୟ live ଚାଲୁଥିବା ବେଳେ ଦେଖିଥିଲି ଏଇ ଦୃଶ୍ୟ
    ଜୟ ଜଗନ୍ନାଥ 🙏

  • @Bidusa_rani
    @Bidusa_rani 15 днів тому +1

    ହେ ପ୍ରଭୁ ଭୁଲ ଥିଲେ କ୍ଷମା କରିବ 🙏😭
    JAY SHREE JAGANNATH 🙏❤️❤️❤️

  • @BHAKTIArchana
    @BHAKTIArchana 15 днів тому +1

    କରି କରାଉ ଥାଇ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ....ସେ ହିଁ ସବୁ ମୂଳ ର କାରଣ ଓଡ଼ିଶା ବାସି ଚିନ୍ତା କର ନାହିଁ ତାଙ୍କ ଶରଣାଗତ ହୁଅନ୍ତୁ ସେ ସବୁ ବିପଦ ରୁ ରକ୍ଷା କରିବେ ଯିଏ ଅଧର୍ମ ଅନାୟ ରେ ଥିବ ସେ ହିଁ ଡରିବ🙏🙏

  • @kumarraju957
    @kumarraju957 15 днів тому +6

    ଜୟ ଶ୍ରୀ ଜଗନ୍ନାଥ 🚩🚩🙇🙏🙏

  • @pappuprakash8477
    @pappuprakash8477 13 днів тому

    ହେ ପ୍ରଭୁ ⚫‼️⚫ରକ୍ଷା କର ଏ ଜଗତକୁ 🙏🙏🙏🙏🙏🙏

  • @hemantabehera4046
    @hemantabehera4046 14 днів тому +1

    ଦୟାକରି ମେଡ଼ିଆ ଭାଇ ମାନଙ୍କୁ ଅନୁରୋଧ ଏଇ ଦୃଶ୍ୟ କୁ ବାରମ୍ବାର ଦେଖାନ୍ତୁ ନାହିଁ🙏🏻 ଆମକୁ ବହୁତ ମର୍ମାହତ ଲାଗୁଛି 😢

  • @user-hb8xp1br6p
    @user-hb8xp1br6p 12 днів тому

    ହେ ଭଗବାନ ରକ୍ଷା କର ଏ ସଂସାର ଙ୍କୁ🙏🙏🙏 ଜୟ ଜଗନ୍ନାଥ ସ୍ୱାମୀ ନଜନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @SubhasiniParida-fh3kc
    @SubhasiniParida-fh3kc 15 днів тому +5

    Naveen Sir nka luha 😭 dekhi bhagwan sahi parileni .sethi paen papi mananku sanketa dele ...Jay jagannath 🙏

  • @nrusinghbehera5015
    @nrusinghbehera5015 15 днів тому +6

    Prabhu sabu tumalila Jay Jagannath Jay haladhara 😭🙏🏻

  • @emperorc-wpti108
    @emperorc-wpti108 15 днів тому +2

    ହେ ପ୍ରଭୁ😢 🙏ତ୍ରାହିମାମ୍..

  • @badalswain9875
    @badalswain9875 14 днів тому

    ମହା ପ୍ରଭୁଙ୍କର ଏଇଟା ଗୋଟେ ସଂକେତ ସେବାୟତ ମାନେ ସୁଧୁରି ଯାଆ ନହେଲେ ଆହୁରି ଭୋଗିବ ମହା ପ୍ରଭୁଙ୍କୁ ନାଏକି ଯାହା ସବୁ କରୁଛ ଆଘକୁ କିଛି ଭଲ ହବନି
    ଜୟ ଜଗନ୍ନାଥ 🙏🙏🙏🙏🙏

  • @Volg69Days
    @Volg69Days 15 днів тому +3

    Jay shree jagannath Swami ⭕‼️⭕🙏🙏🙏🙏🙏🙏🙏❤️🚩 Jay shree bhalbhdra ji 🙏🙏🙏🙏🙏🙏🙏❤️🚩 Jay Maa Subhadra ji ❤🙏🙏🙏🙏🙏🙏🙏🚩kyama kara🙏🙏🙏🙏🙏🙏🙏❤️❤️❤️❤️❤️❤️❤️🚩🚩🚩🚩🚩🚩🚩

  • @subasnayak1510
    @subasnayak1510 15 днів тому +2

    ଆହତ ହେଇଥିବା ସମସ୍ତ ଙ୍କ ଭିତରୁ ବୋଧେ ଜଣେ ମେଡିକାଲ ଯାଇନାହାନ୍ତି

  • @luckybehera9
    @luckybehera9 15 днів тому +4

    ଜୟ ଜୟ ଜଗନ୍ନାଥ

  • @Babaphakiryoutube
    @Babaphakiryoutube 15 днів тому +1

    ଯେତିକି ସେବାୟତ ଲାଗିବା କଥା ଅଧିକ ସେବାୟତ ହେବାଦ୍ବାରା ଭିଡ଼ରେ ପଛ ସେବାୟତ ଠେଲି ଦେଉଛନ୍ତି ଦୃଶ୍ୟ କୁ ଠିକ୍ ରେ ଦେଖନ୍ତୁ ଜାଣି ପାରିବେ ସବୁ ଭୁଲ୍ ସେବାୟତର ଜୟ ଜଗନ୍ନାଥ 🙏

  • @musicdhamaka1996
    @musicdhamaka1996 15 днів тому +2

    Sansara ebe bipadare..😢

  • @RajeshDas-xn6yn
    @RajeshDas-xn6yn 16 днів тому +5

    ମୋ ପ୍ରଭୁ ଜଗନ୍ନାଥଙ୍କ ଭଲ ଆଚନ୍ତି ତ

    • @humdevdutt2801
      @humdevdutt2801 15 днів тому +1

      ଛି ଛି ନିଜେ ଧରୁଛ, ଆଉ ନିଜେ ବଡ଼ ଠାକୁର କହୁଛ 😂 ନିଜେ ନିଜକୁ ବଚେଇପରିଲେ ନି ବଡ଼ ଠାକୁର 😂 ବଡ଼ ଠାକୁର ପୃଥିବୀ କୁ ଚୁମ୍ବନ ଦେଉଥିଲେ news କର plz😂😂😂

    • @humdevdutt2801
      @humdevdutt2801 15 днів тому +3

      Medical କାହିଁକି ନେଲେ, ବଡ଼ ଠାକୁର ଠିକ୍ କରିଥାନ୍ତେ 😂😂😂

    • @alockjena7169
      @alockjena7169 15 днів тому

      କେମିତି ରହିବେ ତମର ସିନା ପ୍ରଭୁ ଜଗନ୍ନାଥ ଙ୍କ ଚିନ୍ତା କିନ୍ତୁ ପ୍ରଭୁ ଜଗନ୍ନାଥଙ୍କର ତାଙ୍କ ବଡ ଭାଇ ଙ୍କର ଚିନ୍ତା କଣ ପାଇଁ ଆଜି ମୋ ଭାଇ ଝୁଣ୍ଟି ପଡିଲା...

    • @Musicjunction382
      @Musicjunction382 15 днів тому

      ​@@humdevdutt2801ବାଣ୍ଡ ତୁଇ କାନା ବେ ହିନ୍ଦୁ କି ଗୋ ମାଂସ ଖାଉ ବାଲା

    • @debasmitaparida2072
      @debasmitaparida2072 15 днів тому

      Hau re pua hasutha janinu bada thakura kie.Se Sesanag sankarsana.Se haligale brahmanda thari uthiba.Hala musala dharile pruthibi akasha tini pura kampijiba.Aji se padigale janitha ghor bipatti asuchi.Apekhya kara au alpa dine ghatiba.Setebele bhabuthibu se kie.

  • @AnnoyedNeuron-uj5zs
    @AnnoyedNeuron-uj5zs 15 днів тому +1

    Jay jaganntha

  • @gyanendranayakkumar5071
    @gyanendranayakkumar5071 15 днів тому +2

    ଆଉ ମହାପ୍ରଭୁଙ୍କ ଶେବା ଠିକିରେ ହଉନି...ଅଶୁଭଶଙ୍କେତ...ଏସେବାୟତ ଢୁଙ୍ଗି ପାଖଣ୍ଡି ପାପି ଗର୍ବୀ ଅହଁକାରି ହେବାୟତ

  • @basudevsatpathy2882
    @basudevsatpathy2882 15 днів тому +1

    ❤JAY JAGANNATH❤ BHAKTA MANKU EKKA SUCHANA NIMANTE JANAUCHHI MU , AAJI HEUCHHI MAA BIPATTI TARINI NKA BRATTA PUJJA, SRI MANDIRA RU 2DINNA RE MAHA PRABHU JETTE BELLE MAUSSI MAA NKA PAKHHE PAHANCHILE MAA NKU PRANAMM KARIBA NIMANTTE TALLA MUHAA HOIE LEE, PRABHU TANKE MAUSI MANKU PRANNAM JANNAU CHHANTY😊😊🎉😂😂😊🎉

  • @user-xg6qp9ds4d
    @user-xg6qp9ds4d 15 днів тому +1

    पूरे संसार को महाबिपति आने वाली है

  • @santoshkandi1398
    @santoshkandi1398 15 днів тому

    ଯେତିକି ବିନାଶ ଆସୁଚି, ସେତିକି ସେତିକି ବିପଦ ଆସୁଚି, ପ୍ରଭୂ ରକ୍ଷା କର 😢😢😢😢😢

  • @pabitrabiswal9744
    @pabitrabiswal9744 15 днів тому +1

    🙏🙏🙏

  • @debendramaharana7431
    @debendramaharana7431 15 днів тому +1

    Sabu sebayat nku bhul

  • @urbashivlog
    @urbashivlog 16 днів тому +5

    Jay jagannatha 🙏

    • @yudhisthir123
      @yudhisthir123 16 днів тому

      Aasigala maha. Bipada🙏🙏rakhta kar🙏🙏🙏🙏🙏🙏

  • @svs5526
    @svs5526 15 днів тому +3

    Patita udhaara pain prabhu kete kasta naucha nija upara ku😢

  • @manojrout9296
    @manojrout9296 15 днів тому +4

    Angya Navin gale jsri aganath bhi chaunanthi

  • @jayakrushnachoudhury1624
    @jayakrushnachoudhury1624 15 днів тому +2

    ବିଜେପି ଆସିଲା, କ'ଣ କ'ଣ ଘଟିବ ଠିକଣା ନାହିଁ

    • @sanghamitradas371
      @sanghamitradas371 15 днів тому

      Tu kahili basiki politics kare au Puri mandir panduku deide sabu lutidaba

  • @maheshwardas310
    @maheshwardas310 15 днів тому +1

    ସମୟ ଖୁବ ଅଳ୍ପ

  • @musicdhamaka1996
    @musicdhamaka1996 15 днів тому +2

    Sabu barsa barsa hue kintu a barsa ratha yatra chalithiba bele totali barsa hela nahi..

  • @rajatkumarduttabeautyliesi3154
    @rajatkumarduttabeautyliesi3154 15 днів тому

    ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻🙏🏻

  • @ReenkuVlogs
    @ReenkuVlogs 14 днів тому

    ସବୁ ପାନ ପୁଡ଼ିୟା ମାଂସାହାରି ଖାଇ ବଡ଼ଠାକୁର କୁ ଛୁଇଁବେ ତ କଣ ହେବ ଦୁନିଆ,,,, ବେଶୀ,,,, ବ୍ରାହ୍ମଣ ମାନେ,,,, ପୁଜା କରୁଛନ୍ତି ,,,,ଜୟ ଜଗନ୍ନାଥ 🙏🌻🙏

  • @Paaat2-fu2cz
    @Paaat2-fu2cz 15 днів тому

    Sevayata mane bhakta mananku bahuta lutu thile , seithipai hueta emiti helaa... jay Jagannath❤❤❤❤❤❤❤❤❤❤❤❤

  • @Babylovesbabu
    @Babylovesbabu 15 днів тому +1

    ପ୍ରଭୁ 😭😭😭

  • @sradhaomm139
    @sradhaomm139 15 днів тому +2

    He Jagannath

  • @satrughanbehera7871
    @satrughanbehera7871 15 днів тому +1

    ପାଦ ଖସିଲେ ଜଣକର ଖସିବ ସମସ୍ତେ ପଡିଲେ କେମିତି ଆଗକୁ ବିପତି ମାଡି ଆସୁଛି ରତ୍ନ ଭଣ୍ଡାର ଖୋଲିଲେ ମରିବ ସବୁ

  • @abanidas517
    @abanidas517 15 днів тому +2

    Jay Jagannath ki jay

  • @sribatsapanigrahi5662
    @sribatsapanigrahi5662 15 днів тому

    ଏହାର ଶାନ୍ତି ପାଇଁ ଯଜ୍ଞାନୁଷ୍ଠାନ ସହ ବଳଦେବ ଜୀଉଙ୍କ ସହସ୍ର ନାମାଭିଷେକ ଓ ହୋମ ବିଧାନ କରି ବାକୁ ଅନୁରୋଧ

  • @sureshmajhi4280
    @sureshmajhi4280 14 днів тому

    ଜୟ ଜଗନ୍ନାଥ ଜୟ ମହାବାହୁ ତୁମେ ହିଁ ସାହା ଭରଷା 🙏🙏🙏

  • @priyankapuri3736
    @priyankapuri3736 15 днів тому

    Bhul thile khyama deb he Maha bahu 😢😢😢❤❤ Jay jagannth swami kiii ❤🙏

  • @SarojkumarnaikSaroj-vn3sd
    @SarojkumarnaikSaroj-vn3sd 15 днів тому

    He Mahaprabhu he mahabahu tame hi saha bharasha ama odisha ku jay jagannath 🙏🙏

  • @bhagirathiswain2680
    @bhagirathiswain2680 15 днів тому +1

    Jay ho Bada Thakur Mahaprabhu..Apko koti koti pranam 🌹🙏🙏🙏🌹

  • @BasantaBhukta-k6y
    @BasantaBhukta-k6y 15 днів тому

    ଭଗବାନ ଜାହା କରନ୍ତି ଶେ ଶବୁ କୁ ମଣିଷ ବୁଝି ପାରେନାହିଁ

  • @NikhilKumardkl
    @NikhilKumardkl 14 днів тому +1

    ଖାଲି ଖାଇଲେ କ'ଣ ହେବ ଦେହରେ ବଳ ଥିବା ଦରକାରୀ ଏ ଶଳା ବ୍ରାହ୍ମଣ ମାନେ ଭଗବାନ କୁ ଭଗବାନ ମାନୁ ନାହାନ୍ତି ମୁଁ ରଜ କୁ ପୁରୀ ଯାଇଥିଲି ହେଲେ ଏ ଶାଳା ବ୍ରାହ୍ମଣ ମାନଙ୍କ ବ୍ୟବହାର ଦେଖି ମୁଁ ଭଗବାନ ଆଉ ଦର୍ଶନ କଲି ନାହିଁ

  • @JitendraMahalik-o8t
    @JitendraMahalik-o8t 15 днів тому

    Jay jagannath rakhya karontu odishaku

  • @user-fg7tb6bi6m
    @user-fg7tb6bi6m 15 днів тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ

  • @REENADIGAL-jk3pc
    @REENADIGAL-jk3pc 15 днів тому

    Jayjagarnnath probhu rakyakara❤❤🙏🙏🙏

  • @diptipanda6348
    @diptipanda6348 15 днів тому

    🙏🏻ଜୟ ଜଗଦୀଶ ତୁମେ ହିଁ ସା ଭରସା 🙏🏻ଜୟ ଜଗନ୍ନାଥ

  • @MovieTrailer666
    @MovieTrailer666 14 днів тому +1

    ମୋ କଥା ଖରାପ ଲାଗି ପାରେ
    କିନ୍ତୁ ଥରେ ଭାବ ପୁରୀ ରେ ପଣ୍ଡା ମାନକର କଣ ଭଲ ବ୍ୟବହାର ଦେଖିବାକୁ ମିଳେ ।।।।
    ଏତେ ଗର୍ବ କଣ ପାଇଁ

  • @4_You_Karthik
    @4_You_Karthik 15 днів тому

    କିଛି କହିବା ଆଗରୁ ଟିକେ ଦେଖିକି କୁହ ରଥ ଉପରେ କେବେଳ (ସେବଇ ୟତ) ନୁହଁ ଦଇତା ପତି ମାନ ଙ୍କ ଅବହେଳା ସେବାୟତ କାହା କୁ କୁହନ୍ତି ସେଇଟା ଜାଣ (ପଣ୍ଡା ମାନ ଙ୍କୁ କୁହନ୍ତି ସେବାୟତ) କିଛି

  • @brajeswarisingh909
    @brajeswarisingh909 15 днів тому

    ଈଶ୍ୱର ଅନ୍ୟାୟ କରୁଥିବା ଲୋକଙ୍କୁ ଦଣ୍ଡ ଦେବେ, ସତ, ନ୍ୟାୟ, ଧର୍ମ ରେ ଚାଲିଥିବା ଲୋକଙ୍କୁ କେବେ ଦଣ୍ଡ ଦେବେନି ଯେଉଁ ସେବାୟତ ଙ୍କର କିଛି ଭୁଲ ଥାଇପାରେ,🙏

  • @sujatamohanty8744
    @sujatamohanty8744 15 днів тому +1

    He prabhu 🙏🙏🙏🙏🙏😢