Potato Price : ଆଳୁ ବନ୍ଦ କଲେ ମମତା, ତାତିଲା ଓଡ଼ିଶା | | Potato Price In Odisha Skyrockets | Odia News

Поділитися
Вставка
  • Опубліковано 6 вер 2024
  • Potato Price : ଆଳୁ ବନ୍ଦ କଲେ ମମତା, ତାତିଲା ଓଡ଼ିଶା | | Potato Price In Odisha Skyrockets | Odia News Potato price in Odisha has started to skyrocket which is sure to burn a hole in the pocket of consumers, as this vegetable occupies a pivotal place in most kitchens. It is worth mentioning that, the import of potatoes from West Bengal has been stopped. All the states generally depend on West Bengal for potato. However, due to the strike of cold storage owners in West Bengal, there is now a potato crisis in Odisha. | #vegetablepricehike #vegetableprices #potato #onion #vegetablemarket #Brinjal #Farming #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews #electionnews #election2024 #narendramodi #odishapolitics #mohanmajhi #odishacm
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

КОМЕНТАРІ • 479

  • @birendrakumarmeher2378
    @birendrakumarmeher2378 Місяць тому +72

    ଓଡ଼ିଶା ସବୁକ୍ଷେତ୍ରରେ ଆତ୍ମନିର୍ଭଶୀଳ ହେବା ସମୟ ଆସି ଯାଇଛି

  • @sukadevMohanta-jm5ob
    @sukadevMohanta-jm5ob Місяць тому +56

    ପଶ୍ଚିମବଙ୍ଗ କୁ ଧାନ ବନ୍ଦ କରାଯାଉ ।

    • @1999Sachet
      @1999Sachet Місяць тому +5

      Dhana utpadana re Odisha mukhya vumika grahana karnei bhai . Sei paschim banga hin rice utpadana re desa re prathama

    • @opnia
      @opnia Місяць тому

      @@1999Sachet @sureshchandrabhoi5409
      AIIMS bhubaneswar ....thare asi dekha Bengal
      Bengal laboure...construction

    • @SanjuRoy-tc1nl
      @SanjuRoy-tc1nl Місяць тому

      😂😂😂😂😂😂😂😂

    • @Saijyotiswain-z2i
      @Saijyotiswain-z2i Місяць тому

      Dhana raptani nahele ama odisha ku harm haba

    • @Infoprenueur-ug2wz
      @Infoprenueur-ug2wz Місяць тому

      ମୋଦି ମାଇକିନା ର ଅନ୍ଧ ପୁଅ 😂😂

  • @haraprasadmahanta4657
    @haraprasadmahanta4657 Місяць тому +35

    ମଧ୍ୟପ୍ରଦେଶ ଓ ଉତ୍କଳ ରୁ ଆଳୁ ଆଣିବା ଦରକାର ଆମ ଓଡିଶାରୁ ପଶ୍ଚିମ ବଙ୍ଗ ସରକାର କୁ ଗମନାଗମନ ବନ୍ଦ କରାଯିବା ଦରକାର

    • @MangataJarika-xe5td
      @MangataJarika-xe5td Місяць тому +1

      Utkal kuade ki ho

    • @krushnamohantripathy3785
      @krushnamohantripathy3785 Місяць тому

      @@haraprasadmahanta4657 ମହନ୍ତ ଉତ୍କଳ ଟା କ'ଣ ଓଡ଼ିଶା ବାହାରେ ଅଛିକି ?

    • @opnia
      @opnia Місяць тому +1

      @@MangataJarika-xe5td AIIMS bhubaneswar ....thare asi dekha Bengal
      Bengal laboure...construction sabu bengali hata jau

  • @NityandaMahakud
    @NityandaMahakud Місяць тому +66

    ଓଡ଼ିଶାରୁ ବେଙ୍ଗଲିମାନଙ୍କୁ ହଟାଯାଉ

    • @debendranathjena1310
      @debendranathjena1310 Місяць тому +4

      Bengal Rey Oddisa Lok Achanti Bhai.

    • @tusarpanda5148
      @tusarpanda5148 Місяць тому

      Bengal re Odisha loka achanti kukura valia.Ethi Bangali loka cm hebaku bashileni😮😮😮​@@debendranathjena1310

    • @dhananjaybehera5664
      @dhananjaybehera5664 Місяць тому

      ​@@debendranathjena1310right

    • @keshabmandal6445
      @keshabmandal6445 Місяць тому

      Odisa Sabu digare bengal ku varasa kare

    • @opnia
      @opnia Місяць тому

      @@debendranathjena1310 @sureshchandrabhoi5409
      AIIMS bhubaneswar ....thare asi dekha Bengal
      Bengal laboure...construction

  • @user-ou6rp3jj9r
    @user-ou6rp3jj9r Місяць тому +31

    ଏତେ ରାଉ ରାଉ କଅଣ ପାଇଁ ଆନ୍ଧ୍ରରୁ ଯାଉଥିବା ଟ୍ରକ୍ ସୁବୁ ଅଟକେଇ ଦିଅ ଗଲୁ ମିରିଜିବ,

    • @jaybharat7162
      @jaybharat7162 Місяць тому +1

      Hn ryt se alu close kara ame Andra anda road close kale hele se other way re jad jiba .....ame bhai g mareijiba ....bhai ...

  • @BanditteachingTrick
    @BanditteachingTrick Місяць тому +3

    ଆଳୁ ଖାନ୍ତୁ ନାହିଁ ମେଧୁ ମେହ ରୋଗ ହେବ

  • @jagannathswain2459
    @jagannathswain2459 Місяць тому +22

    ଓଡିଶା ଚାଷୀଙ୍କୁ ଆଳୁ ପିଆଜ ରସୁଣ ଅଧିକ ରୁ ଅଧିକ ଚାଷ କରିବା

  • @sambitmandal6767
    @sambitmandal6767 Місяць тому +38

    ଆରେ ସବୁବେଳେ ଚାଷୀ.. ଚାଷୀ କହି ରାଜନୀତି କରୁଛ କିନ୍ତୁ ଆଳୁ ଚାଷ କରିବାରେ ଆଉ ପ୍ରୋତ୍ସାହନ ଦେବାରେ ଓଡ଼ିଶାକୁ ଅସୁବିଧା ରହିଲା କୋଉଠି???

    • @tophankumar619
      @tophankumar619 Місяць тому

      ଆଳୁ ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ

    • @gurucharanbarik7817
      @gurucharanbarik7817 Місяць тому

      ​@@tophankumar619କାହିଁକି, ନବିନା ତିନିଶହ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଥିଲା ସେ ଗୁଡିକ କଣ ହେଲା. 😂😂😂😂😂

    • @Infoprenueur-ug2wz
      @Infoprenueur-ug2wz Місяць тому

      1 କୋଟି ଦେ ଆମେ କରିବା

    • @pradeepkumarpanda7626
      @pradeepkumarpanda7626 Місяць тому

      ​@@gurucharanbarik7817kagaj kalama re karithila

  • @kuberbisoi5206
    @kuberbisoi5206 Місяць тому +43

    ଖାଲି ଟକ୍ର କାହିଁiକି ବସ ଟେନ ବି ବର୍ନ୍ଦ କରିଦିଅ କିଛବେପାର କରନାହଁ

  • @krushnamohantripathy3785
    @krushnamohantripathy3785 Місяць тому +42

    ପଶ୍ଚିମ ବଙ୍ଗରୁ ଆଳୁ ଆସିବା ଠପ୍ ହେବା ରୁ ଓଡ଼ିଶା ବେପାରୀ ମାନେ ଆଳୁ ସବୁ ଲୁଚେଇ ଦେଇସାରିଛନ୍ତି । କିଛି କିଛି ଆଳୁ ବେପାରୀ ଏବେ 60/- ଟଙ୍କା ରେ ୧ କି:ଗ୍ରା : ବିକ୍ତି କରୁଛନ୍ତିି ।

  • @panchananmohanty5119
    @panchananmohanty5119 Місяць тому +45

    ଓଡ଼ିଶା ରୁ ବଙ୍ଗାଳୀ ପଠାଣ ଙ୍କୁ ହଟାଯାଉ,ମେମେତା ପଠୁଣି ,

    • @cutequeengaming5434
      @cutequeengaming5434 Місяць тому +2

      Acha mahanti baki bangali bamuna kana tuma ghare puja karibey

    • @opnia
      @opnia Місяць тому

      @@cutequeengaming5434 AIIMS bhubaneswar ....thare asi dekha Bengal
      Bengal laboure...construction sabu bengali hata jau

    • @teleadventure7852
      @teleadventure7852 Місяць тому +1

      Bengali construction worker pain bahut odia worker kama pau nahanti

  • @sukadevMohanta-jm5ob
    @sukadevMohanta-jm5ob Місяць тому +79

    ଓଡିଶାରୁ ବଙ୍ଗାଳୀ ହଟାଓ

    • @kakolibera9010
      @kakolibera9010 Місяць тому +4

      ହଇରେ ଭଉଣୀ --ଓଡ଼ିଶାର ବଙ୍ଗାଳି କଣ ତୋ ଘରେପଶି -ହୁଛି

    • @hometventertain
      @hometventertain Місяць тому +5

      Puri re Bongali entry close karidio. Dekhiba Mamata kete Dina CM rahiba😡 Andhra ru Aloo kina heba but Puri dist re bongali entry ban kara

    • @DhruvJagannath-t3e
      @DhruvJagannath-t3e Місяць тому

      ​@@kakolibera9010ta Bhauni Ku aaga Gehuthila Re maghia

    • @rurururani10
      @rurururani10 Місяць тому

      SCl na ll l ll p po​@@hometventertain

    • @tusarpanda5148
      @tusarpanda5148 Місяць тому +2

      ​@@kakolibera9010.Bangali nkar ghare bangladeshi pasi gale boli se Odisha ashi rahichanti.

  • @sanjibkumarrath9549
    @sanjibkumarrath9549 Місяць тому +5

    ଆମେ ଓଡ଼ିଶାର ଚାଷୀମାନେ ଆଲୁ ଚାଷ କରିବା ନିହାତି ଜରୁରୀ। ସରକାରଙ୍କୁ ଖାଲି ଦୋଷ ଦେଇ ଘରେ ବସିଗଲେ କିଛି ଲାଭ ହେବ ନାହିଁ। ନିଜେ ଚାଷ କରିବା ଓ ଆତ୍ମନିର୍ଭରଶୀଳ ହେବା। ଜୟ କିଷାନ

  • @JayramSanta-b9j
    @JayramSanta-b9j Місяць тому +20

    କିଛି ଚିନ୍ତା କରନି ନ ଆସିଲେ ନାହିଁ ଆମ ରାଜ୍ୟରେ ବି ଚାଷ କରିବା,😮

    • @antaryamimishra449
      @antaryamimishra449 Місяць тому

      ବାଜେ ଲୋକଟା ଶୋଷ ଲାଗିବାରୁ କୁଆଁ ଖୋଲୁଛି

    • @jitu4837
      @jitu4837 Місяць тому

      ​@@antaryamimishra449 are pagala alu kete Dina na khaile tu Mari jauchu ki

    • @gurucharanbarik7817
      @gurucharanbarik7817 Місяць тому

      ମାଗଣା ଖାଇବାରେ ଅଭ୍ୟାସ, ଚାଷ କରିବା ପାଇଁ ଗୋଡ ହାତ ଚଳୁନାହିଁ, କର୍ମ କୋଢି. 😂😂😂😂

    • @antaryamimishra449
      @antaryamimishra449 Місяць тому

      @@gurucharanbarik7817 ଆମେ ମାନେ ଚାଷ କରି ଆଳୁ ଖାଉଛୁ BJP ର ଗାଣ୍ଡୀ ରେ ଦମ୍ ନାହିଁ ତ ବଡ଼ ବଡ଼ ଭାଷଣ କାହିଁକି ଦେଉଛି

  • @rajibamohanta-zf7nj
    @rajibamohanta-zf7nj Місяць тому +4

    ସବୁ କିଛି ସରକାର କରିବେ ବୋଲି ଭାବିବା ଟା ଆମର ଭୁଲ . ଆମେ ଜନତା ଚାହିଁଲେ ବି ବହୁତ କିଛି କରି ପାରିବା
    1-ବେଙ୍ଗଲୀ ମାନଙ୍କୁ ବଜାର ଦର ଠୁ ଅଧିକା ଦରରେ ଜିନିଷ ବିକିବା
    2-ବେଙ୍ଗଲୀ ମାନଙ୍କୁ ଓଡ଼ିଆ ରୁ ବାହାର କରି ଦେବା
    ଏତିକି କାମ ଆମେ ଜନ ସାଧାରଣ ଲୋକ ଯୋଉ ଦିନ କରି ଦେବା ତା ପର ଦିନ ମମତା ବାନାର୍ଜୀ ଦୌଡ଼ି ଦୌଡ଼ି ଆସିବ ଆମ ଓଡିଶା କୁ ଭୁଲ ମାଗିବା କୁ ଆଉ ଦିନେ ବି ସାହସ କରିବ ନାହିଁ ଆଳୁ ଗାଡି ଅଟକେଇ ବାକୁ

    • @narayanbiswal3206
      @narayanbiswal3206 Місяць тому

      ଭାଇ, ବଙ୍ଗାଳୀ ଆଳୁ ଚାଷୀ,ବେପାରୀ କାନ୍ଦୁଥିବେ ।ସବୁ ବଜେଟ ପାଇଁ ଗର୍ବୀ ମମତାର ରାଜନୀତି ଖେଳ । ଓଡ଼ିଶା କୃଷି ବିଭାଗ ଓ କୃଷକକୁ ଶିକ୍ଷା।ସବୁଦିନ ପାଇଁ କଲିକତାରୁ ଆଳୁ ଆମଦାନୀ ବନ୍ଦ ହେଉ।

  • @gobindachandrabehera6703
    @gobindachandrabehera6703 Місяць тому +26

    ଆସନ୍ତା କାଲି ଠାରୁ କୌଣସି ପ୍ରକାରର ଗାଡ଼ି ଛାଡ ନାହିଁ bengalku

  • @Xuy788
    @Xuy788 Місяць тому +2

    ଓଡିଶା ଆନ୍ଧ୍ରରୁ ଆସୁଥିବା ମାଛ, Chicken ଯେଉଁଟା ପଶ୍ଚିମବଙ୍ଗ ଯାଉଛି ତାକୁ ବନ୍ଦ କର... ପୂର୍ବରୁ ବି ଏମିତି ବି ହୋଇଥିଲା 🙏🏻🙏🏻🙏🏻

  • @prakashkuntya7826
    @prakashkuntya7826 Місяць тому +50

    ଓଡିଶା ମାଛ ବନ୍ଦ କରୁ ଆନ୍ଦର ମାଛ ଗାଡି ଯିବ ନାହିଁ ଓଡିଶା ରାସ୍ତା ଦେଇ

    • @sudhansumohanty5225
      @sudhansumohanty5225 Місяць тому +1

      You cannot demand to chief Minister of West Bengal. Kindly stop Rice for Rs. 1.00 Rupee.

    • @sudhansumohanty5225
      @sudhansumohanty5225 Місяць тому

      The people of Odisha has become ideal for receiving rice for Ee Rs 1.00 per K.G.

    • @opnia
      @opnia Місяць тому

      @@sudhansumohanty5225 @sureshchandrabhoi5409
      AIIMS bhubaneswar ....thare asi dekha Bengal
      Bengal laboure...construction

    • @BhumikaSwain-x3k
      @BhumikaSwain-x3k Місяць тому

      Amiti hele kendra sarkar rahibati

  • @krushnamohantripathy3785
    @krushnamohantripathy3785 Місяць тому +68

    ଓଡିଶା ରେ ଆଳୁଚାଷ କରାଯାଉ । ଆଉ ଏବେ ସରକାର ଲୋକଙ୍କୁ ସୁଲଭ ମୂଲ୍ୟ ରେ କମ୍ ଦାମ୍ ରେ ବିକ୍ରି କରନ୍ତୁ |

  • @jeetanayak6628
    @jeetanayak6628 Місяць тому +6

    Arey nije ଚାଷ କୋରିକି ଚଲା,ଆକୁ ତାକୁ କାହିଁକି ଭିକ ମାଗିବା, ସରକାର ର କଣ ଏତିକି ବୁଦ୍ଧି ନାହିଁ? Double engine ସରକାର ପରା, ତୁମେ ଚାଷୀଙ୍କୁ କେତେ help କରିଛ?

  • @sureshmalik2125
    @sureshmalik2125 Місяць тому +5

    ଓଡ଼ିଶାରେ ଯଦି ପୂର୍ବରୁ ଅଧିକ ସଂଖ୍ୟାରେ ଶୀତଳ ଭଣ୍ଡାର ଥାନ୍ତା ତାହେଲେ ଆଜି ଏତେ ଅସୁବିଧା ହୋଇ ନ ଥାନ୍ତା 👍

  • @bikashKumar-vg9fh
    @bikashKumar-vg9fh Місяць тому +8

    ବଙ୍ଗାଳି କୁ ମାଛ ବନ୍ଦ କର ଆଉ ଓଡିଶା ସାରୁ ସବୁ ବଙ୍ଗାଳି ଙ୍କୁ ବାହାର କରାଯାଉ

  • @amarsahoo2103
    @amarsahoo2103 Місяць тому +5

    ଆମ ଦେଶରେ ମାଙ୍କଡ଼ ମାନଙ୍କ ଉପଦ୍ରବ କାରଣ..... 2,ଆଳୁ ର ଉତ୍ପଦାନ ସମୟ ରେ ଅଭାବୀ ବିକ୍ରି,,,,, 3', ଚାଷୀ ମାନଙ୍କ ପାଖରେ ଶୀତଳ ଭଣ୍ଡାର ଅଭାବ,,,,,,

  • @gyanaranjanpani2570
    @gyanaranjanpani2570 Місяць тому +11

    Puri asiba baand karidia Mamata odisha ku saabu free re deba.

  • @DuryodhanDas-wu7ft
    @DuryodhanDas-wu7ft Місяць тому +6

    ଓଡିଶାକୁଆଳୁବଦହେବାରକାରଣ😢😢ନବିନୀହାରିଛି😢😢ନବିନୀଏବେଡାହାଣୀହୋଇଗୁଣିଆରୁପେଝାଡିବାକାମକରୁଛି

  • @JayantJena-kl8qn
    @JayantJena-kl8qn Місяць тому +12

    Bjp willgo out from odisha only for potato crisis😂😂😂😂😂😂😂😂😂😂😂😂😅😅😅😅😅

  • @user-gc9fw9mc2d
    @user-gc9fw9mc2d Місяць тому +4

    Nija rajyare chasa nakale amiti alaga rajya upare nirvar karibaku padiba

  • @GaganBehera-qy4lf
    @GaganBehera-qy4lf Місяць тому +3

    ଆଳୁର ଅଭାବୀ ପାଇଁ ବିଜେଡି ସରକାର ଦାୟୀ ଦୀର୍ଘ ପଚିଶ ବର୍ଷ ଶାସନ କାଳରେ ଚାଷୀମାନଙ୍କ ପାଇଁ ସାରା ରାଜ୍ୟରେ ଶୀତଳଭଣ୍ଡାର ଗୋଟେ କରିପାରିଲେନି ଯାହାଫଳରେ ଚାଷୀମାନେ ଆଳୁ ଚାଷ କରି କ୍ଷତିଗ୍ରସ୍ତ ହେଲାପରେ ଆଉ ଚାଷ କଲେନାହିଁ ଯାହାର ଫଳ ଵର୍ତମାନ ଭୋଗୁଛେ

  • @premchandmahanta9398
    @premchandmahanta9398 Місяць тому +30

    ଓଡିଶାରେ ନବିନ 25 ବର୍ଷ ରାଜନିତି କଲା ଓଡିଶା ର ନବିନ କଛି ସୁବିଧା ନାହି

    • @bipinbiharikisan
      @bipinbiharikisan Місяць тому +1

      Sata katha,Nabin sasana samayara cold storage sabu jarajirna abastare achhi

    • @basantatarai166
      @basantatarai166 Місяць тому

      Hmm 25 barsa bhitare jouta hoinathila ta 1 mon re hoigala

  • @chakadolafashion5205
    @chakadolafashion5205 Місяць тому +8

    No any business with west Bengal

  • @ManojBerera
    @ManojBerera Місяць тому +8

    ❤❤❤nh ରାଜ ପଥ ତା ବାପାର❤❤❤

  • @technogeek8006
    @technogeek8006 Місяць тому +13

    Odisaru bagali htaa

  • @prasantanayak7513
    @prasantanayak7513 Місяць тому +2

    ଓଡିଶା ତାତିଲେ, କିଛି ଲାଭ ନାହିଁ, ଓଡ଼ିଆ ତାତିକି ଆଳୁ ଚାଷ କରିବା ଦରକାର, ଏମିତି ଆଳୁ ଚାଷ କରିବା, ପଶ୍ଚିମବଙ୍ଗ ର ଆଳୁ ଯେମିତି ସେଇଠି ପଚ୍ଚି ଯିବ। ପର ଉପରେ ନିର୍ଭର କରି ରହିଲେ, ଲୋକେ ନିଶ୍ଚୟ ଡରାଇବେ, ସରକାର ଙ୍କ ବୈଠକ ରେ ଆଳୁ ମିଳିବ ନାହିଁ, ନିଜ ବାଡ଼ି ରେ ଚାଷ କଲେ ଆଳୁ ମିଳିବ।

  • @SabitaRani-ef7ow
    @SabitaRani-ef7ow Місяць тому +2

    ଦରକାର ନାହିଁ ପଞ୍ଚିବ ବଙ୍ଗ ଆଳୁ ଓଡିଶା ରେ ଚାଷ ହବ organic ରେ ଚାଷ କର ସେ ରାସାୟନିକ ଆଳୁ ଦରକାର ନାହିଁ

  • @gobindachandrabehera6703
    @gobindachandrabehera6703 Місяць тому +7

    Bengal ku kounsi gadi chhada nahi

  • @ajubhaicreation
    @ajubhaicreation Місяць тому +2

    ବହୁତ୍ ବଢ଼ିଆ ଭଦ୍ରକ ର 85 ଟଙ୍କା ❤

  • @Bibhuti_sethi
    @Bibhuti_sethi Місяць тому +3

    ମୁଁ କହିବି ପଶ୍ଚିମ ଲୋକଙ୍କୁ ଓଡ଼ିଶାକୁ ଆସିବା ବଂଦ କରନ୍ତୁ

  • @ZahidKumar-ur2sh
    @ZahidKumar-ur2sh Місяць тому +1

    Good job Didi

  • @ayushjena3206
    @ayushjena3206 Місяць тому +8

    Jadi odisha ra sital vandar thanta aepari abasta hoinathanta

  • @KrishnaKumbhar-nn9cr
    @KrishnaKumbhar-nn9cr Місяць тому +1

    Thank

  • @antaryamimishra449
    @antaryamimishra449 Місяць тому +1

    ଠିକ୍ କରିଛି ମମତା ଦିଦି କେଁ ହେଲା ଯେ ତାର ମାଲ୍ କେ ଛାଡ଼ିବ ଦିନେ ଦେଖିବ ଆମ ଓଡ଼ିଶା ପାକିସ୍ତାନ ଭଳି ହେବ ଜୟ ଜଗନ୍ନାଥ

  • @ranjanamallik815
    @ranjanamallik815 Місяць тому +11

    ମମତା ଭଲକରିଚି ବିଜେପି ବାଲାଏଥର ସାରୁଖାଆଅ

    • @kumarkartik9338
      @kumarkartik9338 Місяць тому

      BJP government all state ଅଛି ରେ ଭାଇ କାହାଲି other government ଇକା ଦୁକା ରାଜ୍ୟରେ ଅଛି ମମତା କିଛି କରିପାରିବନି

    • @BrijLal-e6l
      @BrijLal-e6l Місяць тому

      Magiakukur ter make giami

  • @user-gv4re5ue1g
    @user-gv4re5ue1g Місяць тому +1

    Very good discussion mamta cm 👌

  • @Biology-c9w
    @Biology-c9w Місяць тому +2

    Andhra ru jauthiba macha truck paschimbanga ku band karidio ..aape aalu truck pohanchijibo...😅😅😅😅

  • @minatisahu838
    @minatisahu838 Місяць тому +7

    West Bengal upare depend ruha nahi, nije aalu chasa karao,

  • @madhusmitamohanty2332
    @madhusmitamohanty2332 Місяць тому +2

    Vala heichi.. odisha loka Kan pain chasa Karu nahanti ki nikkama sarkar nije cold store Karu nahanti

  • @asmanjitmeher597
    @asmanjitmeher597 Місяць тому +2

    Didi time thik karicha i praud of you

  • @bikramdas2888
    @bikramdas2888 Місяць тому +1

    Very good

  • @SubratoKaran
    @SubratoKaran Місяць тому +4

    West bengalru aalu aanatu nahi utterpradeash ru aalu aamadani karajau

  • @018manojmirdha7
    @018manojmirdha7 Місяць тому +1

    Very good anchoring 🎉🎉

  • @kapilendramohanta9767
    @kapilendramohanta9767 Місяць тому +1

    ଚାଷୀଙ୍କ ପାଇଁ ପାଣି ସୁବିଧା କରାନ୍ତୁ ଚାଷୀ ଉନ୍ନତ କିସମ ବିହନ ଯୋଗାଡ କରିପାରିବେ

  • @priti1246
    @priti1246 Місяць тому +1

    Good

  • @user-tz8ur8jj5z
    @user-tz8ur8jj5z Місяць тому +1

    Super

  • @ashoksend1717
    @ashoksend1717 Місяць тому +20

    Mamata ra Bhai Nabin harichi tenu alu bandha karidela

    • @user-gb3ti1mn6l
      @user-gb3ti1mn6l Місяць тому +2

      ଭାଇ ନୁହେଁ ବର 😂

    • @Bramhan51
      @Bramhan51 Місяць тому +2

      Correct Bola Bhai 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ଜୟ ଜଗନ୍ନାଥ 🎉🎉🎉🎉🎉

    • @ashishkumarmaharana143
      @ashishkumarmaharana143 Місяць тому +2

      100% Right,,, Seithi Pain Ta Nabin Mamata Ku Chithi Lekhichi Jemitiki Loko Bholo Kahibe Nabin Ku

    • @PurnaMajhi-wy2iy
      @PurnaMajhi-wy2iy Місяць тому +1

      Hn🎉😢😂

    • @Bramhan51
      @Bramhan51 Місяць тому

      @@ashoksend1717 ସତ୍ୟ ବଚନ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @RajKumar-ck1zb
    @RajKumar-ck1zb Місяць тому

    Bhala hoichi

  • @gyanaranjanpani2570
    @gyanaranjanpani2570 Місяць тому +3

    Bangali maananku Puri asiba mana karidia

  • @driving_lover_kanha_02
    @driving_lover_kanha_02 Місяць тому

    Nice 👍👍👍

  • @localgame3580
    @localgame3580 Місяць тому +3

    ଓଡିଶା ର ପରିସ୍ଥିତି ପାକିସ୍ତାନ ସହିତ ସମାନ😂

  • @arjunpatra3037
    @arjunpatra3037 Місяць тому

    ଓଡ଼ିଶାରେ ବାଙ୍ଗାଲାଦେଶି ରାଜ୍ ଚାଲିଛିଏହା କୁ ବନ୍ଦ୍ କରାଜାଉ ଆମ କୋଇଡା ବ୍ଲକ ଠାରେ ଏତେ ମାତ୍ରାରେ ବଙ୍ଗାଳୀ ଭରପୁର ଭାବରେ ଭରି ଜାଇଛନ୍ତି

  • @Raghunathdas-kc7zt
    @Raghunathdas-kc7zt Місяць тому

    ଏତେ ଗଜର ଗଜର ହୁଅନି, ଓଡ଼ିଶାରୁ Bengal କୁ ଯାଉଥିବା ଅତିଆବସ୍ୟକ ଜିନିଷ ପତ୍ର ବନ୍ଦ କରିଦିଅ । ଓଡ଼ିଶା ରାସ୍ତା ଦେଇ ଯାଉଥିବା ଆନ୍ଧ୍ରରୁ ମାଛ ଅଣ୍ଡା ସବୁକୁ ଛାଡନି , ମମତା ର ଗଲୁମରିଯାଉ

  • @DCODISHAHACKER
    @DCODISHAHACKER Місяць тому

    👍👍👍👍👍

  • @basantakumar2111
    @basantakumar2111 Місяць тому

    Bhala heichi😂

  • @ayushman687
    @ayushman687 Місяць тому +1

    Paschim bangal loka manku odisaru bahar kara jau dekhiba alu debe na nahi viral hau ai massage

  • @bhabanidas1843
    @bhabanidas1843 Місяць тому

    Good odisha people oh no

  • @bikashchandra506
    @bikashchandra506 Місяць тому

    ଓଡ଼ିଶାରେ cold stor କରାଯାଉ,ପାଚିମବଙ୍ଗ କୁ ଖାଲି ଦୋଷ ଦିଆଯାଉଛି,ପିଆଜ ପାଈଁ ମହାରାଷ୍ଟ୍ର ଉପରେ ନିର୍ଭର

  • @SankeswarChatte
    @SankeswarChatte Місяць тому +1

    ଆମେ ମଧ୍ୟ ବିଜୁଳି ବନ୍ଦ କରିବା ବଙ୍ଗଳାଦେଶ ପାଇଁ ୫୦ ବର୍ଷ ପାଇଁ 😂😂😂😂😂

  • @krushnamohantripathy3785
    @krushnamohantripathy3785 Місяць тому +1

    ଆମେ ଆଳୁ ଦେଶୀ ଆଳୁ ଚାଷ କରିଛୁ । ତୁମେ ସମସ୍ତେ ଓଡ଼ିଶାରେ ଆଳୁ ଚାଷ କର |

  • @pradeepkumarmahanta8562
    @pradeepkumarmahanta8562 Місяць тому +1

    Wb Truck ku odisha re iron koila load bond karajau

  • @kailashnathshastry6700
    @kailashnathshastry6700 Місяць тому

    Why our state could not be self sufficient in potatoes . There was a time when our state had sufficient potato cultivation and was only Rs 8-10/ kg. Now we dependant on other state.
    for essential commodities need to introspect for permanent solutions and strategy otherwise this will be never ending problem.

  • @user-dt1me2nt1z
    @user-dt1me2nt1z Місяць тому

    O my God

  • @rajkishordas1396
    @rajkishordas1396 Місяць тому

    Let civil supplies minister should talk to up CM Jogi Ji for importing potato through rail for cheap and viability rate for consumers.

  • @akshayakumarbhol4132
    @akshayakumarbhol4132 Місяць тому

    ଆନ୍ଧ୍ର ରୁ ପଶ୍ଚିମବଙ୍ଗ ଯାଉଥିବା ଅଣ୍ଡା ,ମାଛ ଓ କଦଳୀ ଟ୍ରକ୍ କୁ ଓଡ଼ିଶାରେ ଅଟକାଇ ରଖାଯାଉ ।

  • @NisaSahu-xs3rg
    @NisaSahu-xs3rg Місяць тому

    ଠିକ

  • @hariharmohanta6815
    @hariharmohanta6815 Місяць тому +1

    Cool not be supplied to West Bengal

  • @anantamajhi3656
    @anantamajhi3656 Місяць тому

    ଓଡିଶା ରେ ଆଳୁ ବିହନ ସରକାର ଜଗା ଅନ୍ତୁ ହେଲେ ଆଳୁ ଓଡିଶାରେ ଆଳୁ ଏବ ନଇଁଲେ ଏମିତି ରେ ଟେତିବ

  • @sairindhrilayak8191
    @sairindhrilayak8191 Місяць тому

    ସ୍ୱତନ୍ତ୍ର ଓଡ଼ିଶା କୁ 100 ଵରଷ ପୁରିବାକୁ ଆଉ 12 ବରଷ ବାକି ଏତେ ସରକାର ଗଲେ ଆସିଲେ ହେଲେ ଆଜି ବି ଓଡିଶା ସ୍ୱାବଲମ୍ବୀ ହୋଇପାରି ନାହିଁ । ଲଜ୍ଜା

  • @sudarsandash8042
    @sudarsandash8042 Місяць тому

    ସରକାର ମାନଙ୍କ ର ଏହା ଗୋୖରବ ଏବଂ ଜାମୁ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ

  • @jagatjiban9080
    @jagatjiban9080 Місяць тому +2

    Bengal ku electri supply bond koridio,Andhra gadi ku odisha dei Kolkata ku jibaku bond korajau

  • @subhashchandrapadhi7177
    @subhashchandrapadhi7177 Місяць тому

    IN PAST DAYS MAMTA J HAD STOPPED POTATO TRUCKS & ODISHA HAD STOPPED ALL OTHER TRUCKS. & MAMTA J CAME TO RIGHT TRUCK. SHE REPEATED THE OLD & ODISHA SHOULD DO AS BEFORE

  • @bishnucharanswainswainbish6093
    @bishnucharanswainswainbish6093 Місяць тому

    ମମତା ଦିଦି ଠିକ୍ କରିଛି ! ଆମର ଭୁତ ପୂର୍ବ ମୁଖ୍ୟମନ୍ତ୍ରୀ ଚିଠି ଲେଖୁ ଛନ୍ତି ସାସନ କଲେ ୨୪,ବର୍ଷ କଣ କରୁଥିଲେ ଯେ ଆଜି ଆଳୁ କଣ ପାଇଁ ମିଳୁନି ! ଏଥି ପାଇଁ ଭୁତ ପୂର୍ବ ମୁଖ୍ୟମନ୍ତ୍ରୀ ଦାଇ ! ବିଜେଡି ପାଟି ବଡ ବେଶର୍ମୀ ପାଟି ? ଜୟ ଜଗନ୍ନାଥ

  • @prajnashines7180
    @prajnashines7180 Місяць тому +1

    Sabu pariba out of state ru asuchi kahinki.
    Jou b party huantu ya upare focus karantu. Cold storage ra vyavastha b kara jau.
    Patra babu kan karibe

  • @user-gq1yo9ib3c
    @user-gq1yo9ib3c Місяць тому

    କେବଳ ନୁଆ ସରକାର ଙ୍କୁ ମମତା ବାନାର୍ଜୀ ହଜମ୍ କରିପାରୁନାହାନ୍ତି ଓଡ଼ିଶା ରେ ନୁଆ ବିଜେପି ସରକାର ଙ୍କୁ ମମତା ବାନାର୍ଜୀ ହଜମ କରିପାରୁନାହିଁ ରାଗରେ ଏପରି କରୁଛନ୍ତି ଏ ରାଜନୈତିକ ଉଦ୍ଦେଶ୍ଯ ରେ କରାଯାଉଛି ଏ ପ୍ରଥମ ଥର ନୁହଁ ଏପରି ଆଗରୁ ବହୁବାର ହେଇଛି ତେଣୁ ସରକାର ଅନ୍ୟ କେଉଁଠା ରୁ ଆଳୁ ପାଇଁ ଜୋଜନା କରି ମମତା ବାନାର୍ଜୀ ଙ୍କୁ ଠିକି୍ ଜବାବ ଦେବାକଥା ଓଡ଼ିଶା ରେ କୋଲ୍ଡ଼ ଷ୍ଟକ୍ କରାଯାଉ ସବୁବେଳେ ସବୁ ଖାଉଟି ଜିନିଷ ମହଜୁଦ୍ ରଖାଯାଉ ତାହାଲେ କିଛି ସୁଧୁରିବ

  • @bisuhansdah5198
    @bisuhansdah5198 Місяць тому

    ଓଡିଶା ସବୁ ବେଳେ ଆଲଗା ରାଜ୍ୟ ଭରସା. ଭଲ ହେଇଛି ମମତା ବନ୍ଦ କରିଛି

  • @fishmar7414
    @fishmar7414 Місяць тому

    ଓଡିଶା ଲୋକ ମାନଂକୁ ସରକାର ଆଳୁ ଚାଷ କରିବା ପାଇଁ ଯୋଜନା କରୁ ତା ହେଲେ ଓଡ଼ିଶା ଆତ୍ମ ନିର୍ଭର ହେବ jai ହିନ୍ଦ

  • @user-cs6fo1xf4s
    @user-cs6fo1xf4s Місяць тому

    Aahu bhayankara samasya dekhajibo,khaiba peiba Sabu bht kasta kara hebaku jauchi 🙏

  • @RameshBehera-g9k
    @RameshBehera-g9k Місяць тому

    ପଶ୍ଚିମ ବଙ୍ଗ ଆଳୁ ବନ୍ଧ କଲା ମର ଓଡ଼ିଶା ଭାଇମାନଙ୍କୁ ଅନୁରୋଧ ଓଡ଼ିଶାର ଜଉ ଜଉ ବଙ୍ଗୀଳି ଫେରିବାଲା ହୁଅନ୍ତ ବା ଲୈବର ମିସ୍ତ୍ରୀ ହୁଅନ୍ତ‌ ସମସ୍ତଙ୍କୁ ବାହାର୍ କରନ୍ତୁ

  • @lingarajmurmu9121
    @lingarajmurmu9121 Місяць тому +1

    Mahan babu ଆଳୁ ଯୁଗେଇ ଦିଅ

  • @PrabeerSundarRay
    @PrabeerSundarRay Місяць тому

    ଓଡିଶା ରେ ଆଳୁ ଚାଷ ପାଇଁ ସରକାର କିଛି ନୂଆ ଉପାୟ ବାହାର କରନ୍ତୁ

  • @taranisennaik1476
    @taranisennaik1476 Місяць тому

    Bengalku electric supply immediate band karantu

  • @RanjubalaTvYoutube
    @RanjubalaTvYoutube Місяць тому

    🎉

  • @mragrncy9144
    @mragrncy9144 Місяць тому

    UP price will not less than Rz60 per kg.

  • @pratimamishra-i2h
    @pratimamishra-i2h Місяць тому

    0:39 0:47 0:47

  • @krantikumar8671
    @krantikumar8671 Місяць тому

    ଓଡ଼ିଆ ମୁର୍ଖ ଦଳ ଦାଦନ ଖଟ ପର ରାଜ୍ୟ ରେ
    ନିଜ ରାଜ୍ୟ ରେ 1 Rs ଚାଉଳ ପାଇଁ ବି ଅନ୍ୟ ରାଜ୍ୟ ଉପରେ ନିର୍ଭର ରୁହ।

  • @snehalatarath6659
    @snehalatarath6659 Місяць тому

    ODISHA FARMERS HAS MORE CAPACITY TO GROW ALOO BUT DALAL KA KARAN ALOO CRISES INCREASED 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @spacademysrinivaspatnaik4298
    @spacademysrinivaspatnaik4298 Місяць тому

    Reason of stopping ?

  • @sumeetmahakud8075
    @sumeetmahakud8075 Місяць тому +1

    Aloo chat kemiti khiya hobo aloo kosha kemiti milibo

  • @dpbhuyan
    @dpbhuyan Місяць тому

    It is an old problem to be solved amicably

  • @prabhatpanigrahi5250
    @prabhatpanigrahi5250 Місяць тому +1

    Nabin sir icha kale Didi sange sange supply kari debe.TRY.

    • @tusarpanda5148
      @tusarpanda5148 Місяць тому

      Nabin sir icha karithile mamata ku ame khosamat karinathante.Eita nua nuhan nabin sir cm thila bele 5 thara emiti heiche.

    • @puspanjalimohanty2623
      @puspanjalimohanty2623 Місяць тому

      Hele setebele Nabin babu Odisha ru Bengal ku jauthiba machha truck bi atkai deithile. Tapare Mamata madam bataku asithile.

  • @jitendraswain7860
    @jitendraswain7860 Місяць тому

    Please You permission now mamata banarji madam you don't through this batata,we are really action for you emidatlly

  • @mamatamantri1329
    @mamatamantri1329 Місяць тому

    Thik achhi ama odisha govt ku e vali darkar thila,govt janipariba je anyaupare depend kale kana hue.