Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ବହୁତ୍ ଭଲ କଳା ପରିବେଷଣ କରୁଛନ୍ତି ଭାଇ ଜଣକ 🧡
Bikram bhai ganjama tiger
No one actorGanjam ramayanBikram BhaiGod bless you always❤❤❤
My favourite actor Bikram He has good actor ganjam no.1❤❤❤❤🎉🎉🎉🎉🎉🎉❤🎉🎉🎉🎉🎉🎉🎉🎉🎉🎉🎉🎉
Bikram .. Super actor.. From.. Baulajholi
Ixlent bikram bhai❤❤❤
Bikram is the best actor of Ganjam No 1
Dhuli danda re kinara mane bahut apasanskruti karuchhanti
Exlent actor ganjam district...👍
Sr Chanel ku dil se salute,Sri Sri Baba bareswar yuva natya sansada ,barasara ganjam khalikote
Baulajholi highlight actor ❤
ବିକ୍ରମ ଭାଇ ଜଣେ ବହୁତ ଭଲ ଆଉ ଜଣେ ମେଳାପି ବ୍ୟକ୍ତି। ମୁଁ ମଧ୍ୟ ଗଞ୍ଜାମ ର ଲୋକ, ସୁଯୋଗ ମିଳିଲେ ନିଶ୍ଚୟ ବିକ୍ରମ ଭାଇ ଆଉ ସତ୍ୟ ଭାଇ ଙ୍କୁ ମଧ୍ୟ ଭେଟିବି। ସତ୍ୟ ଭାଇ ଙ୍କ ଯେଉଁ ପ୍ରଚେଷ୍ଟା ଆମ ଗଞ୍ଜାମ ଲୋକକଳା ପାଇଁ, ମୁଁ ତାଙ୍କୁ ବହୁତ ବହୁତ ସାଧୁବାଦ ଦେବି।
Vikram bhai nku laxman roll dia jau bahut bhala acting karibe
Sr Chanel ku asesa dhanyabad,Apasanskruti ku rokiba paii. Chesta karithibaru🙏
Utakal janani nka ramya kunja banare bicharan karuthiba purmi ra chanda pari jane alokika pratibha bikram bhai jay kala au kalakar
Bikram bhai jaha kahichhanti sabu sata kahichhanti
Super actor of Ganjam Ramayan
ଭାଇ ଭାଇ ଭିତରେ ଗୋଟେ ଘରେ ବାଦ ହେଉଛି ଆଉ ନାଚରେ ହେବନି କି ଭାଇ. ଜୟ କଳାକାର❤
ବାଦ ର ସଜ୍ଞା ବଦଳିବା ଦରକାର ଭାଈ। ସବୁ ଅପସଂସ୍କୃତି ର ଜଡ ହେଉଛି ପଥ ଭ୍ରଷ୍ଟ ପ୍ରତିଯୋଗିତା। ଏଥିରେ ସମସ୍ତେ ହିତାହିତ ଜ୍ଞାନ ଭୂଳିବା ସ୍ଵାଭାବିକ। ପ୍ରତିଯୋଗିତା ଗୋଟିଏ ମଞ୍ଚ ରେ ହେଉ, ଗୋଟିଏ ପ୍ରକାର ବୈଷୟିକ ସାଜସଜ୍ଜା ରେ ହେଉ, ଅନୁଭବୀ ବରିଷ୍ଠ କଳାକାର, ନିର୍ଦ୍ଧେଶକ ଲେଖକ ଦର୍ଶକ ମାନଙ୍କ ମାର୍ଗ ଦର୍ଶନରେ ବିଚାରକ ମଣ୍ଡଳୀଙ୍କ ଉପସ୍ଥିତି ରେ ହେଉ, ଅଭିନୟ ମର୍ଯ୍ୟାଦା ଗୁରୁତ୍ଵ କୁ ଆମେ ମାନେ ବୁଝି ପାରିବା।
Bhai Suraj bali tule video karuna
Very nice acting bro keep growing 🙏
Bhai pl kaudia master mitrabhanu sahita gote vlog heu.
କଳାକାର ସଙ୍ଗ ପୁରା ଷ୍ଟ୍ରଙ୍ଗ ହବ ଅପ ସଂସ୍କୃତି ଦୁର ହବ
ମୁନା ଭାଇ 100% ହେବ ଆମକୁ RSS ସଂଘ ସପୋର୍ଟ କରୁଛନ୍ତି.
Badakhndi Ramayan group ra 80% pila Diploma & B- TECH students
My favorite actor bikrama bhai
Super actor ganjam ramayan
Lovely bhai❤❤
Vikram Bhai Ladies get up re mast dekha jauchanti You can try as sita in Ramayan
Se sita roll madhya karichhanti
Nice actor always my favorite actor
ବହୁତ ଭଲ ଲାଗେ ସୁଫୁନେଖା ତମର
My best frands bikram nice bikram
ସତ କଥା କହି ଦେଲ ଭାଇ ❤❤❤😊😊
Bhai bhagavan master anantu
Ganjam district number actor ❤❤
ସବୁ ସମସ୍ୟା ଗୋଟିଏ ସମାଧାନ ଗଞ୍ଜାମ ଜିଲ୍ଲାର ସବୁ ନାଟକ ଅନୁଷ୍ଠାନ ବାଦ ନାଟ କୁ ବହିଷ୍କାର କରନ୍ତୁ ।
ସେମିତି ତ ହେବନି କିନ୍ତୁ କଂଟ୍ରୋଲ କରିବା ପାଇଁ ଚେଷ୍ଟା କରିବା.
@@sidhakhandiramayana ଭାଈ ବାଦ ନାଟ ରେ କଳାକାର ଅନୁଷ୍ଠାନ ନିର୍ଦ୍ଦେଶକ ଦର୍ଶକ ସମସ୍ତେ ହିତାହିତ ଜ୍ଞାନ ଭୂଲି ଯାଆନ୍ତି, ଜିତିବାର ନିଶାରେ ରାମ ଚରିତ୍ର କରୁଥିବା କଳାକାର ବି ବଲ ଡାନ୍ସ କରେ ହନୁମାନ ବି କୁକୁଡ଼ା ଖାଏ। ଗୋଟେ ସତ କଥା କହିବି ଭାଈ ବାଦ ନାଟକ ରେ ମୋ ନିଜ ନାଟକ ଦେଖି ମୋତେ ନିଜକୁ ଘୃଣା ଲାଗିଲା ମୋ ନିଜ ଉପରେ ସନ୍ଦେହ ହେଲା, ନିଜକୁ ପ୍ରଶ୍ନ କଲି ଏ ନାଟକ କଣ ମୁଁ ଲେଖିଛି? ଏହା କଣ ନାଟକ। ଯଦି ଏହା ନାଟକ ତାହେଲେ ଏମିତି କଳାକାର ଅନୁଷ୍ଠାନ ମୋର ଦରକାର ନାହିଁ , ମୋ ନାଟକ ବହି କୁ ଉଈ ଖାଇ ଦେଉ କିନ୍ତୁ ଏ ଧର୍ମ ଦ୍ରୋହି କାର୍ଯ୍ୟ ରେ ଭାଗୀଦାର ହୋଇ ପାରିବି ନାହିଁ ।
Bada nacha band kake kala budigiba
@ArunakumarGouda-z9m ରାମାୟଣ ମଞ୍ଚରେ ଅଭିନୟ ଏବଂ ଉତ୍କୃଷ୍ଟ ସଂଳାପ ହେଉଛି କଳା, ଏହି ମଞ୍ଚରେ ଅଶ୍ଳିନ ଅଙ୍ଗ ପ୍ରଦର୍ଶନ ଏବଂ ଜୀବନ ନାଶକ କୁସ୍ତି କସରତ ରାମାୟଣ ନାମରେ କେବଳ ଅପସଂସ୍କୃତି ଏବଂ କଳାର ଅପମାନ କେବଳ, ତେଣୁ ଆମ ଗଞ୍ଜାମର ପ୍ରାୟ ଅନୁଷ୍ଠାନ କେଉଁ ନିମ୍ନ ସ୍ତରର ନାଟକ ପରିବେଷଣ କରିଛନ୍ତି ଆତ୍ମ ସମୀକ୍ଷା କରିବା ଦରକାର, ଖରାପ ଭାବିବେ ନାହିଁ, ଗଞ୍ଜାମର ଅଧିକାଂଶ କଳାକାର ସେମାନେ ଯେଉଁ ଚରିତ୍ର ରେ ଅଭିନୟ କରୁଛନ୍ତି ତାହାର ମହତ୍ତ୍ଵ ସେମାନେ ବୁଝି ନାହାନ୍ତି, ତେଣୁ ଅଭିନୟ ଅତି ନିମ୍ନ ସ୍ତରର, ରହିଲା ରାମାୟଣ ମହାଭାରତ ନାଟକର କାହାଣୀ, ମୂଳ ଲେଖା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅପଭ୍ରଂଶ ଯାହା ରାମାୟଣ ମହାଭାରତ ପୃଷ୍ଠଭୂମୀର ଭାବଧାରାକୁ କ୍ଷୁର୍ଣ୍ଣ କରୁଛି।ଜୟ କଳା
ଭାଇ ତମେ କେତେ କଳାକାର ପାଖକୁ ଯିବ କିଛି କିଛି ଗ୍ରାମରେ ବି ଗୋଟେ ଗୋଟେ ଭଲ କଳାକାର ଅଛନ୍ତି ଯିବାକୁ ପଡ଼ିବ
Bhai saroj bhainku ana
good acter
Sr channel ku moro namaskar nataka re seso Vandana raghupati Raghava rajaram ehi gitati Mahatma Gandhi nkara naa bhagavan ramo nkara Mahatma Gandhi nkara ologa ochhi bhagavan ramo nkara ologa ochhi
All rounders biki🎉
I really happy to see you in this channel bro...
ଭାଈ ଯାହା କହିଲେ ଠିକ୍ କହିଲେ
Sanjay master ku anatu
Bhai tamar khanda kheliba thik je ate Speed bhala nuha
Sat.sar
❤❤❤❤❤
best actor is bikash
Natya Kamitira kichhivul nahi, Kalakara mane karibaku badhyahuanti karana badanacha,Sabukichhi mastaramane chahile Banda hoipariba k
Mu kete thara msg karichi msg dekhunahenti bhai
Hm sanatana bhai
Bhai ye
Sir one doubt sobu ramayan master ku dakilo santhosh sir ku kebe dakibo
Sir nka deha pura thik hoini
Good 👍👍👍
Finally ladies character ku pasand karila ta kai kahucha pasand nathila boliki
11:55
Apasnskrutipani sampurnadai nirdesaka mastaramaneKarana mastaramane chahunahanti, nije sahajare jitinaranei ahaku vadare nianti, Kamiti adhikariku badhya karanti vadare anibaku
Over acting hauchi tmr
ବହୁତ୍ ଭଲ କଳା ପରିବେଷଣ କରୁଛନ୍ତି ଭାଇ ଜଣକ 🧡
Bikram bhai ganjama tiger
No one actor
Ganjam ramayan
Bikram Bhai
God bless you always❤❤❤
My favourite actor Bikram He has good actor ganjam no.1❤❤❤❤🎉🎉🎉🎉🎉🎉❤🎉🎉🎉🎉🎉🎉🎉🎉🎉🎉🎉🎉
Bikram .. Super actor..
From.. Baulajholi
Ixlent bikram bhai❤❤❤
Bikram is the best actor of Ganjam No 1
Dhuli danda re kinara mane bahut apasanskruti karuchhanti
Exlent actor ganjam district...👍
Sr Chanel ku dil se salute,Sri Sri Baba bareswar yuva natya sansada ,barasara ganjam khalikote
Baulajholi highlight actor ❤
ବିକ୍ରମ ଭାଇ ଜଣେ ବହୁତ ଭଲ ଆଉ ଜଣେ ମେଳାପି ବ୍ୟକ୍ତି। ମୁଁ ମଧ୍ୟ ଗଞ୍ଜାମ ର ଲୋକ, ସୁଯୋଗ ମିଳିଲେ ନିଶ୍ଚୟ ବିକ୍ରମ ଭାଇ ଆଉ ସତ୍ୟ ଭାଇ ଙ୍କୁ ମଧ୍ୟ ଭେଟିବି। ସତ୍ୟ ଭାଇ ଙ୍କ ଯେଉଁ ପ୍ରଚେଷ୍ଟା ଆମ ଗଞ୍ଜାମ ଲୋକକଳା ପାଇଁ, ମୁଁ ତାଙ୍କୁ ବହୁତ ବହୁତ ସାଧୁବାଦ ଦେବି।
Vikram bhai nku laxman roll dia jau bahut bhala acting karibe
Sr Chanel ku asesa dhanyabad,
Apasanskruti ku rokiba paii. Chesta karithibaru🙏
Utakal janani nka ramya kunja banare bicharan karuthiba purmi ra chanda pari jane alokika pratibha bikram bhai jay kala au kalakar
Bikram bhai jaha kahichhanti sabu sata kahichhanti
Super actor of Ganjam Ramayan
ଭାଇ ଭାଇ ଭିତରେ ଗୋଟେ ଘରେ ବାଦ ହେଉଛି ଆଉ ନାଚରେ ହେବନି କି ଭାଇ. ଜୟ କଳାକାର❤
ବାଦ ର ସଜ୍ଞା ବଦଳିବା ଦରକାର ଭାଈ। ସବୁ ଅପସଂସ୍କୃତି ର ଜଡ ହେଉଛି ପଥ ଭ୍ରଷ୍ଟ ପ୍ରତିଯୋଗିତା। ଏଥିରେ ସମସ୍ତେ ହିତାହିତ ଜ୍ଞାନ ଭୂଳିବା ସ୍ଵାଭାବିକ। ପ୍ରତିଯୋଗିତା ଗୋଟିଏ ମଞ୍ଚ ରେ ହେଉ, ଗୋଟିଏ ପ୍ରକାର ବୈଷୟିକ ସାଜସଜ୍ଜା ରେ ହେଉ, ଅନୁଭବୀ ବରିଷ୍ଠ କଳାକାର, ନିର୍ଦ୍ଧେଶକ ଲେଖକ ଦର୍ଶକ ମାନଙ୍କ ମାର୍ଗ ଦର୍ଶନରେ ବିଚାରକ ମଣ୍ଡଳୀଙ୍କ ଉପସ୍ଥିତି ରେ ହେଉ, ଅଭିନୟ ମର୍ଯ୍ୟାଦା ଗୁରୁତ୍ଵ କୁ ଆମେ ମାନେ ବୁଝି ପାରିବା।
Bhai Suraj bali tule video karuna
Very nice acting bro keep growing 🙏
Bhai pl kaudia master mitrabhanu sahita gote vlog heu.
କଳାକାର ସଙ୍ଗ ପୁରା ଷ୍ଟ୍ରଙ୍ଗ ହବ ଅପ ସଂସ୍କୃତି ଦୁର ହବ
ମୁନା ଭାଇ 100% ହେବ ଆମକୁ RSS ସଂଘ ସପୋର୍ଟ କରୁଛନ୍ତି.
Badakhndi Ramayan group ra 80% pila Diploma & B- TECH students
My favorite actor bikrama bhai
Super actor ganjam ramayan
Lovely bhai❤❤
Vikram Bhai Ladies get up re mast dekha jauchanti
You can try as sita in Ramayan
Se sita roll madhya karichhanti
Nice actor always my favorite actor
ବହୁତ ଭଲ ଲାଗେ ସୁଫୁନେଖା ତମର
My best frands bikram nice bikram
ସତ କଥା କହି ଦେଲ ଭାଇ ❤❤❤😊😊
Bhai bhagavan master anantu
Ganjam district number actor ❤❤
ସବୁ ସମସ୍ୟା ଗୋଟିଏ ସମାଧାନ ଗଞ୍ଜାମ ଜିଲ୍ଲାର ସବୁ ନାଟକ ଅନୁଷ୍ଠାନ ବାଦ ନାଟ କୁ ବହିଷ୍କାର କରନ୍ତୁ ।
ସେମିତି ତ ହେବନି କିନ୍ତୁ କଂଟ୍ରୋଲ କରିବା ପାଇଁ ଚେଷ୍ଟା କରିବା.
@@sidhakhandiramayana ଭାଈ ବାଦ ନାଟ ରେ କଳାକାର ଅନୁଷ୍ଠାନ ନିର୍ଦ୍ଦେଶକ ଦର୍ଶକ ସମସ୍ତେ ହିତାହିତ ଜ୍ଞାନ ଭୂଲି ଯାଆନ୍ତି, ଜିତିବାର ନିଶାରେ ରାମ ଚରିତ୍ର କରୁଥିବା କଳାକାର ବି ବଲ ଡାନ୍ସ କରେ ହନୁମାନ ବି କୁକୁଡ଼ା ଖାଏ। ଗୋଟେ ସତ କଥା କହିବି ଭାଈ ବାଦ ନାଟକ ରେ ମୋ ନିଜ ନାଟକ ଦେଖି ମୋତେ ନିଜକୁ ଘୃଣା ଲାଗିଲା ମୋ ନିଜ ଉପରେ ସନ୍ଦେହ ହେଲା, ନିଜକୁ ପ୍ରଶ୍ନ କଲି ଏ ନାଟକ କଣ ମୁଁ ଲେଖିଛି? ଏହା କଣ ନାଟକ। ଯଦି ଏହା ନାଟକ ତାହେଲେ ଏମିତି କଳାକାର ଅନୁଷ୍ଠାନ ମୋର ଦରକାର ନାହିଁ , ମୋ ନାଟକ ବହି କୁ ଉଈ ଖାଇ ଦେଉ କିନ୍ତୁ ଏ ଧର୍ମ ଦ୍ରୋହି କାର୍ଯ୍ୟ ରେ ଭାଗୀଦାର ହୋଇ ପାରିବି ନାହିଁ ।
Bada nacha band kake kala budigiba
@ArunakumarGouda-z9m ରାମାୟଣ ମଞ୍ଚରେ ଅଭିନୟ ଏବଂ ଉତ୍କୃଷ୍ଟ ସଂଳାପ ହେଉଛି କଳା, ଏହି ମଞ୍ଚରେ ଅଶ୍ଳିନ ଅଙ୍ଗ ପ୍ରଦର୍ଶନ ଏବଂ ଜୀବନ ନାଶକ କୁସ୍ତି କସରତ ରାମାୟଣ ନାମରେ କେବଳ ଅପସଂସ୍କୃତି ଏବଂ କଳାର ଅପମାନ କେବଳ, ତେଣୁ ଆମ ଗଞ୍ଜାମର ପ୍ରାୟ ଅନୁଷ୍ଠାନ କେଉଁ ନିମ୍ନ ସ୍ତରର ନାଟକ ପରିବେଷଣ କରିଛନ୍ତି ଆତ୍ମ ସମୀକ୍ଷା କରିବା ଦରକାର, ଖରାପ ଭାବିବେ ନାହିଁ, ଗଞ୍ଜାମର ଅଧିକାଂଶ କଳାକାର ସେମାନେ ଯେଉଁ ଚରିତ୍ର ରେ ଅଭିନୟ କରୁଛନ୍ତି ତାହାର ମହତ୍ତ୍ଵ ସେମାନେ ବୁଝି ନାହାନ୍ତି, ତେଣୁ ଅଭିନୟ ଅତି ନିମ୍ନ ସ୍ତରର, ରହିଲା ରାମାୟଣ ମହାଭାରତ ନାଟକର କାହାଣୀ, ମୂଳ ଲେଖା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅପଭ୍ରଂଶ ଯାହା ରାମାୟଣ ମହାଭାରତ ପୃଷ୍ଠଭୂମୀର ଭାବଧାରାକୁ କ୍ଷୁର୍ଣ୍ଣ କରୁଛି।
ଜୟ କଳା
ଭାଇ ତମେ କେତେ କଳାକାର ପାଖକୁ ଯିବ କିଛି କିଛି ଗ୍ରାମରେ ବି ଗୋଟେ ଗୋଟେ ଭଲ କଳାକାର ଅଛନ୍ତି ଯିବାକୁ ପଡ଼ିବ
Bhai saroj bhainku ana
good acter
Sr channel ku moro namaskar nataka re seso Vandana raghupati Raghava rajaram ehi gitati Mahatma Gandhi nkara naa bhagavan ramo nkara Mahatma Gandhi nkara ologa ochhi bhagavan ramo nkara ologa ochhi
All rounders biki🎉
I really happy to see you in this channel bro...
ଭାଈ ଯାହା କହିଲେ ଠିକ୍ କହିଲେ
Sanjay master ku anatu
Bhai tamar khanda kheliba thik je ate Speed bhala nuha
Sat.sar
❤❤❤❤❤
best actor is bikash
Natya
Kamitira kichhivul nahi,
Kalakara mane karibaku badhyahuanti karana badanacha,
Sabukichhi mastaramane chahile Banda hoipariba k
Mu kete thara msg karichi msg dekhunahenti bhai
Hm sanatana bhai
Bhai ye
Sir one doubt sobu ramayan master ku dakilo santhosh sir ku kebe dakibo
Sir nka deha pura thik hoini
Good 👍👍👍
Finally ladies character ku pasand karila ta kai kahucha pasand nathila boliki
11:55
Apasnskrutipani sampurnadai nirdesaka mastaramane
Karana mastaramane chahunahanti, nije sahajare jitinaranei ahaku vadare nianti,
Kamiti adhikariku badhya karanti vadare anibaku
Over acting hauchi tmr
11:55