Ama Ganjam jillare gurujan mananku jaha miliba Katha govt tarafaru pension miliba Katha miluni. Ama ganjamara Mla emiti hin Kama karuchhanthi tenu ama Odisha re Ganjam district re izzat Diya jaau nahin. Ama jejemanku 100 barsh purilani ye paryantha pension paau nahanthi lajya laguchhi aamaku Ganjam jilla boli .ama jejemaanku pension na milile kichhi dukha laguni kinthu gotie mastranku pension miliba katha. Egudak political katha
Amitika master nku nabin nibash ru sanman au bhata miliba katha nachet ganjam ra sabu ramayan kalakar bjd ku birodha karantu jane satyabadi, nirbhik, udarbadi naster nku bhata na miliba bada duka ra katha
ସବୁ ନିର୍ଦ୍ଦେଶକ ଠାରୁ ରାମଚନ୍ଦ୍ର sir ହିଁ ପ୍ରକୃତ ଖୋଲା କଥା କହିଲେ 🙏🙏🙏
ରାମଚନ୍ଦ୍ର ଆଜ୍ଞା ଙ୍କ ଖଲା ହୃଦୟ କଥା ଶୁଣି.... ବହୁତ୍ ଆନନ୍ଦ ଲାଗିଲା
Apana ganjam ra no 1 mastar mu bahut khusi mo ganra master pain
ରାମ ଚନ୍ଦ୍ର ସାର 🙏ପ୍ରକୃତ ସତ କଥା ଟିଏ କହିଲେ ଆମ ର ଅପ ସଂକୃତି ହେବାର କାରଣ ନିଜେ.....କଳା କାର .. କେବେ ସୁଧୀରିବେ ଏମାନେ ସେହି ପ୍ରଭୁ କୁ ହିଁ ଜଣା.. ଜୟ ଶ୍ରୀ ରାମ 🙏🙏🙏🙏
ଦୟାକରି ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ, ସାରଙ୍କୁ ବିଗତ ୧୫ ବର୍ଷ ଠାରୁ କଳାକାର ଭତ୍ତା ଦିଆଯାଉ, ଜଗନ୍ନାଥ ମଙ୍ଗଳ କରିବେ,
Hero of ramayan natak master.. ganjam district
Good teacher on pentha... I'm proud of him... And I'm believing as soon as possible pension fund given our government policy
ରାମ ମାଷ୍ଟର ହେଉଛନ୍ତି ଜଣେ ସୁନ୍ଦର ଗାୟକ
ବହୁତ୍ ଦୁଃଖ ଲାଗୁଛି ରାମ sir ଙ୍କ ବିଷୟରେ ଶୁଣିଲା ପରେ ଏବେ ସୁଦ୍ଧା କଳାକାର bharta milunu 😞😞😞 କଥା ରେ ଅଛି ଭାଇ "ଯେତେ କଳାକାର ସେତେ ଭଙ୍ଗା ଘର"
ସାର୍ ରଙ୍କ ପାଇଁ ମୁଁ ବହୁତ ଦୁଃଖିତ 😢
Ramachndra sir is great
Nice original kholakatha ....❤❤
Bajargumma.basanta.mastrankar.apananank.nidresana.nunha.apankichidina.pani.thile.ram.pankaja
Nihati bhabe pension miliba katha but miluni ahara jaldi solution bahar karajau
କିପରି ରାମାୟଣ ମହାଭାରତ ନାଟକରୁ କୁସଂସ୍କାର ଦୂର ହେଇପାରିବ, କାହିଁକି ଆଜି କାଲିର ଯୁବ ପିଢ଼ି ଏହି କଳା ପ୍ରତି ଆକୃଷ୍ଟ ହଉନାହାନ୍ତି, କଣ ପାଇଁ ଗ୍ରାମ୍ୟ କଳା ଲୋପ ପାଇବାକୁ ବସିଲାଣି,50 ବର୍ଷ ପୂର୍ବେ କୋଉ ମାଷ୍ଟେର ମାନେ ଖ୍ୟାତି ଅର୍ଜନ କରିଥିଲେ, ବର୍ତମାନ ରାମାୟଣ ଦ୍ୱାରା କଣ କଣ ସମାଜ ଉପରେ ପ୍ରଭାବ ପଡୁଛି, ଆପଣଙ୍କର ଶିକ୍ଷକ ସମୟର ଆପଣଙ୍କର ଦ୍ୱାରା କଣ କଣ କୁ ସଂସ୍କାର ଦୂର କରିବାପାଇଁ ଚେଷ୍ଟା କରୁଛନ୍ତି, ଯେମିତି ଯାତ୍ରା କଳାକାର ମାନେ କଳାକୁ ଜୀବିକା ରୂପେ ଅଭିନୟ କରନ୍ତି କଣ କଲେ ରାମାୟଣ କଳାକାର ମାନେ ବି କିଛି ଲାଭ ପାଇବ, କାହିଁକି ଜଣେ ରାମାୟଣ କଳାକାର ଦୀର୍ଘ ଦିନ ପର୍ଯ୍ୟନ୍ତ ଗୋଟେ ପାର୍ଟି ରେ ରହି ପାରୁନି, ଏମିତି ଅନେକ ପ୍ରଶ୍ନ ଅଛି ଯେପରି ଆପଣ ପଚାରିବେ ଆପଣ ବହୁଦିନ ହେଲା ଶିକ୍ଷା ଦେଇଛନ୍ତି, ବାକି ଜୀବନ ଆପଣଙ୍କ ଲକ୍ଷ୍ୟ କଣ.. ଏମିତି change କରି ପଚାରିଲେ ଭଲ ଲାଗିବ
Thanks brother
ଚେନେଲ୍ ବାଲା S R କେତେ ଜଣ ମାଷ୍ଟର କୁ ଚିନିଚ ଆଉ ଗଜାଂମରେ କିଏନାହିକି ନାତମେଜାନିନ ଭାଈ ତମକୁ ଧନ୍ବାଦ
Ramachndra sir nk voice prikhranai
Sir nku mor koti koti danda bat
Very nice sir
Panchayat sarpanch chahile heba
Paiba katha drubhagya
Chesta karantu sir
❤❤
Ramayan kala sanskruti apadhansa kebala kalakar pai heuchi kahithile kintu ram sir kahile adhikari manager au sikshyak nk bhula rahuchi kahile eita thik katha kahile dhanyabad
Rama master super interview haichi samastanka tharu
ବହୁତ ଦୁଖିତ
Jane ete agaku galapare madhya pramana magajauchhi au pramana delapare madhya bhata paunahanti sirnka muhnaru suni bhari dukha lagila.please please sirnka panchayataraj sarapancha au samitisavya sirnku anurodh apanamane tike drustidele sir nischay bhatata paiparibe.jay kala
Sar super ganjam samrat
ରାମ ସାର୍ ବହୁତ ସୁନ୍ଦର ବାଇଟ୍ ଦେଉଛନ୍ତି । ଥରେ ଶୁଣିଲେ ସେକେଣ୍ଡ୍ ଟାଇମ୍ ଶୁଣିବାକୁ ମନ ହେଉଛି। ଏପଟେ ହସ ବି ଲାଗୁଛି ତାଙ୍କରି ବାଇଟ୍ ଶୁଣିକରି....😅😮😊😂
9.44
Rama mastra super
Very nice voice sir
ଏବେବି ମିଳିନି ତମ ମାଷ୍ଟର ସଂଘ୍ କଣ କରୁଛି
Rama master king👑👑
Kaudia master mitrabhanu master ku khola katha re asantu..
Satya Bhai Ram Sar nka sigra kalakar Bhata karntu thank you sar
Mo baba great ❤❤❤
Sister aapannkar baba kahile kie jaanibenikintu ganjam tiger master kahile samaste janibe
Bartaman parjyant samaste kalakar dayi kahithile kintu ram sir kahile manager au adhikari masta nk bhula rahuchi kahile dhanyabad
Ram sarnkar bauns patar saru lo mo jhainjumuru e gitata alaregadare tap hoithila
Ehi pari Sir nku pai aam Gothagram baasi garbit
Nice
Santosh Pradhan sir video asuni
Sr cenel Bhai Mane staniy MLA sha tike paramras karantu
Sir nka bhata Paisa milila bhia video gotiye post kariba
Miliba nihati darakara sarakar nku nivedana rama sir nku sahayata milu🙏
ଆଜ୍ଞା ନମସ୍କାର,
ଆପଣ ଲୋକନାଥ ବେହେରା, ନାଟ୍ୟକାର ଢୁଙ୍କାପଡ଼ା ଙ୍କ ସହ ଯୋଗାଯୋଗ କରନ୍ତୁ, ଆଶା କରୁଛି ଏ କ୍ଷେତ୍ରରେ ସେ ଆପଣ ଙ୍କୁ ନିଶ୍ଚୟ ସାହାଯ୍ୟ ଏବଂ ମାର୍ଗ ଦର୍ଶନ କରିବେ। ମୁଁ ଜାଣିବାରେ ଅନେକ କଳାକାର ଏବଂ ନିର୍ଦ୍ଦେଶକ ଉପକୃତ ହୋଇଛନ୍ତି। ଆପଣ ପାଇବା ଯୋଗ୍ୟ ତେଣୁ ପାଇବେ ନିଶ୍ଚୟ କେବଳ ଆବେଦନ ପ୍ରକ୍ରିୟାରେ କିଛି ବ୍ୟତିକ୍ରମ ରହିଥିବ 🙏
ରାମ sir ମୁଁ ଆପଣ ଙ୍କୁ ସମ୍ମାନ କରେ ।।
କିନ୍ତୁ ଆପଣ କହିଲେ:- ମୋତେ ୫୬ ବର୍ଷ ହେଲାଣି , କଳାକାର ଭତ୍ତା ରୁ ବଞ୍ଚିତ ଅଛନ୍ତି, ( ଆପଣଙ୍କ ର ଅଧିକାର ଅଛି) i know very well .. କିନ୍ତୁ sir ଆପଣ କାହିଁକି ଭତ୍ତା ପାଇବାକୁ ଇଛୁକ ମନେ କରୁଛନ୍ତି, କଣ ଭତ୍ତା ପାଇଲା ଭଳି କଣ ଆପଣଙ୍କ ପରିସ୍ଥିତି, ଆପଣ ବହୁ ଦଳ ର ନିର୍ଦ୍ଦେଶକ, ଏମିତି ବି ତା ଅଭାବ ଦୁନିଆ ରେ ଦିନ କଟୁ ନଥିବା ଆପଣଙ୍କ ର ।। ଆପଣ ଯେଉଁ ଜାଗା ରେ ଅଛନ୍ତି, ଏବେ ବି ଲୋକ ଅଛନ୍ତି, ସେମାନଙ୍କ ପାଇଁ ସ୍ବପ୍ନ ହୋଇ କି ଅଛି।। ଭତ୍ତା ମାନେ ର ଅର୍ଥ ହେଉଛି ସହଜ ,ନିଜ ଉପରେ ଆତ୍ମ ଭରସା ହାରିବା, ଅଳସୁଆ, ଜୀବନୀ ର ଲକ୍ଷଣ।। Please sir ଆପଣଙ୍କୁ ମୁ ଏମିତି ଦେଖିବା କୁ ଚାହୁଁ ନାହିଁ।। ଭତ୍ତା ସେହି ମାନେ ପାଇବା ପାଇଁ ଯୋଗ୍ୟ, ଯେଉଁ ମାନେ ଶାରୀରିକ, ମାନସିକ କ୍ଷମତା ନାହିଁ, ନିଜେ ନିଜ ନିୟନ୍ତ୍ରଣ ବାହାରେ ।।।
ଭାଈ, କଳାକାର ଭତ୍ତା ଟି କେବଳ କିଛି ଆର୍ଥିକ ସାହାଯ୍ୟ ନୁହଁ ତାହା ସହ ବଡ କଥା ହେଉଛି ଗୋଟେ କଳାକାର ପାଇଁ ଏହା ସମ୍ମାନ ଆଉ ସରକାରୀ ସ୍ଵୀକୃତିର କଥା, ଏହା ପ୍ରେରଣା ଦିଏ ଆଗକୁ ବଢ଼ିବାକୁ ଆହୁରି ସୃଜନ ଶିଳ ହେବା ପାଇଁ।🙏
😭😭🙏🙏🙏
Real khola katha
🙏🙏🙏
Ram sir ଠିକକହୁଛନ୍ତି , ମୁଁ ସବୁରାମାୟଣ ପାର୍ଟି ର ମ୍ୟାନେଜର ଅଧିକାରୀ ମାନଙ୍କୁ ଅନୁରୋଧ କରୁଛି ନାଚ ଧରିବା ବେଳେ ନିଜଗାଁ କୁ କମିଟି କୁ ଡାକନ୍ତୁ ଯଦି ମାଷ୍ଟର ନାଚ ଧରନ୍ତି ତାହେଲେ ଆପଣ ରାଜି ହୁଅନ୍ତୁ ନାହିଁ କାରଣ ମାଷ୍ଟର ଯଦି ଧରନ୍ତି ତାହେଲେ ନାଚ ପାର୍ଟି ଅଧିକ କ୍ଷତି ସହିଥାନ୍ତି ଏଥିରେ ମାଷ୍ଟର ର କିଛି ଯା ଯାଇନଥାଏ,ନିଷ୍ପତି ଆପଣ ଆପଣଙ୍କର
Apasanskruti pai gaon kamiti daye
Ama Ganjam jillare gurujan mananku jaha miliba Katha govt tarafaru pension miliba Katha miluni. Ama ganjamara Mla emiti hin Kama karuchhanthi tenu ama Odisha re Ganjam district re izzat Diya jaau nahin. Ama jejemanku 100 barsh purilani ye paryantha pension paau nahanthi lajya laguchhi aamaku Ganjam jilla boli .ama jejemaanku pension na milile kichhi dukha laguni kinthu gotie mastranku pension miliba katha. Egudak political katha
Basanta mishra sir interview kebe
Masters khola katha hela aba sabhapati secretary sahita katha hua ramayana apasanktuti kamiba.naha hela keba kambibab nahi.ipl ramayana heba
Sir Sabu kalakrmnku antu sir .jahafalre natak re jo kharap karya heuchi taha au heba nai
Padadigi nabina panigrahi sir nku khola katha re anantu plz plz
Namastra sara
Model ଗୀତ ର ୧ nomber
Kaliku chansan karadhabi
Sir BJD party heinethibe
Please bahuta jayada share karo a video ku
Damadara badatya kan dehanta hoigaleniki
Nahi achhanti sir ,
Gajendra sir please
❤
Amitika master nku nabin nibash ru sanman au bhata miliba katha nachet ganjam ra sabu ramayan kalakar bjd ku birodha karantu jane satyabadi, nirbhik, udarbadi naster nku bhata na miliba bada duka ra katha
ram sar AC account no dhia 1000
AC account no reply
Mobile no neba ki rama sir nka
Diantu
He is good stage ramayana Director and singer but he is very poor person.
Tama channel tarafaru 2000 deia bhala haba.
Ok. 2000 ଟଙ୍କା ଆମ ତରଫରୁ ଖୁସିରେ ତୁମକୁ ଦିଆଯିବ sir ଙ୍କ ଭତାଟା କରାଇ ପାରିବକି?
@@newgeneration9715 ram sir ଙ୍କୁ ସେ କଣ ପାଇଁ 2000 ଟଙ୍କା ଦେବେ ,ରାମ sir କଣ ତାଂକୁ ମାଗିଲେ କି,sir ଭାରି ସ୍ଵାଭିମାନୀ ଲୋକ ଯଦି ପାରୁଛ ଭଟ୍ଟା ପାଇଁ ସାହାଯ୍ୟ କର
Thik kahile
Sar account number and kar