Khola katha udaya maharana episode 7

Поділитися
Вставка
  • Опубліковано 17 вер 2024
  • #udayamaharana
    #damamaster
    #mohanmaster
    #rajureddy
    #pintumaster
    #ganjamramayana
    #odiaramayana
    #sidhakhandiramayana
    #ramamaster
    #gajimaster
    #bhagaban master ramayana
    #odia ramayan
    #ramayan dukha gita
    / @sidhakhandiramayana

КОМЕНТАРІ • 53

  • @kalia-bhaina-muna
    @kalia-bhaina-muna Рік тому +5

    ଉଦ୍ୟନାଥ ମହାରଣା ସାର ଗଂଜାମ ମୋ୧

  • @rkobisu8757
    @rkobisu8757 Рік тому +2

    Rama chilkama Prema malkama woo super 👌

  • @rabindrabisoyi706
    @rabindrabisoyi706 Рік тому +4

    Mahana sar na 1 nidersaka

  • @R.k.12141
    @R.k.12141 Рік тому +4

    ମୋ ଗୁରୁ ମହାନ ପୌରାଣିକ ନିଧେଶକ ଗଞ୍ଜାମ ଟାଇଗେର 🙏🏾🙏🏾🙏🏾🙏🏾🙏🏾

  • @rishipradhan419
    @rishipradhan419 Рік тому +2

    ଜଣେ ଜଣାଶୁଣା ନିର୍ଦ୍ଦେଶକ 🙏

  • @jagabandhubehera4891
    @jagabandhubehera4891 Рік тому +5

    Best Director & Singer of Ganjam Ramayan Sri Uday Nath Maharana Sir..

  • @balarambisoyi1641
    @balarambisoyi1641 Рік тому +3

    Uday maharana No1

  • @sankarbehera3251
    @sankarbehera3251 Рік тому +2

    best ramayan master.

  • @rudrichemistryacademy8781
    @rudrichemistryacademy8781 Рік тому +1

    ଗୁରୁ ସବୁବଳେ ପୂଜ୍ୟ, ଯଦି ଗୁରୁ ବୟସ୍କ ହୁଅନ୍ତି ତେବେ ସେ ଭଗବାନ ସହ ସମାନ, ଜୟ ଗୁରୁଦେବ, ମହାରଣା sir ଜଣେ ମହାନ ଗୁରୁ

  • @rkobisu8757
    @rkobisu8757 Рік тому +2

    Really ganjam tiger 🐯🙏

  • @jyotiprasadtripathy9356
    @jyotiprasadtripathy9356 Рік тому +7

    Old is always gold...udaya sir's all statements which are briefed 100%% correct...his directon outstanding.
    I have seen all directors statements with SR youtuber but, udaya sir's briefing and analysis very advance.
    I have no relation with any directors...

  • @manojraulo2835
    @manojraulo2835 Рік тому +2

    King of ganjam🐅🐅🐅

  • @sagarmishra5495
    @sagarmishra5495 Рік тому +2

    King is always king 👑

  • @AKHANKHI
    @AKHANKHI Рік тому +2

    Samasta mssta nama dharrucha ramachandra pradhanamasta nama dharaunahanti kanapai

  • @ajaybisoyi3093
    @ajaybisoyi3093 Рік тому

    No 1

  • @munabehera821
    @munabehera821 Рік тому

    Best director of Ganjam

  • @rabindrabisoyi706
    @rabindrabisoyi706 Рік тому +1

    Na 1 daircra

  • @bibhutibhusanparida1637
    @bibhutibhusanparida1637 Рік тому +2

    Ram master sahita gote episode heu..

  • @chandrasekharbehera2270
    @chandrasekharbehera2270 Рік тому

    Ganjam tiger Uday nath maharana

  • @sripadpradhan7232
    @sripadpradhan7232 Рік тому

    Kuhalia

  • @santoshkumarnayak995
    @santoshkumarnayak995 Рік тому +1

    Sanjaya sir nku aanantu

  • @LOKANATAK
    @LOKANATAK Рік тому +10

    ଭାଈ ନମସ୍କାର,
    ଆପଣଙ୍କ ପ୍ରୟାସ କୁ ସାଧୁବାଦ। ଗଞ୍ଜାମରେ ମଞ୍ଚସ୍ଥ କରାଯାଉଥିବା ମଞ୍ଚ ନାଟକ ବିଶେଷ କରି ରାମାୟଣ ଏବଂ ମହାଭାରତ ଓଡ଼ିଶାର ମଞ୍ଚ ନାଟକ କ୍ଷେତ୍ର ରେ ଏକ ସ୍ବତନ୍ତ୍ର ପରିଚୟ, ଯାହା ଆମ ଦୃଷ୍ଟିରେ ଓଡ଼ିଶାର ପ୍ରାୟ ଅନ୍ୟ ଜିଲ୍ଲାରେ ହୁଏ ନାହିଁ। କିନ୍ତୁ ବିଗତ କିଛି ବର୍ଷ ହେବ ରାମାୟଣ ନାଟକ ନାମ ରେ ଯେଉଁ ସବୁ ଅପସଂସ୍କୃତି ଏବଂ ବିଭତ୍ସ ଦୃଶ୍ୟ ମାନେ ଆମ ନାଟକରେ ପରିବେଷଣ କରା ଯାଉଛି ବିଶେଷ କରି ପ୍ରତିଯୋଗିତା ନାଟକରେ ତାହା ପାଇଁ ସାରା ରାଜ୍ୟରେ ଆଜି ଗଞ୍ଜାମ କଳାକାର ନିନ୍ଦିତ। ମୋର ଆପଣଙ୍କୁ ଗଞ୍ଜାମ କଳା ପ୍ରେମୀ ଦର୍ଶକ ହିସାବରେ ଅନୁରୋଧ ଆପଣ ନାଟକର ନିର୍ଦ୍ଦେଶକ ମହାଶୟ ମାନଙ୍କୁ ପ୍ରଶ୍ନ କରନ୍ତୁ, ଏଭଳି ଅପସଂସ୍କୃତି କୁ ସେମାନେ ପ୍ରଶ୍ରୟ ଦେଉଛନ୍ତି କାହିଁକି, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ନାମରେ ରାମାୟଣ ନାଟକ କରିବେ ସେଥିରେ ରାମ ସୀତାଙ୍କ ଅନ୍ତରଙ୍ଗ ଦୃଶ୍ୟ ଦେଖାଇବେ, ସୀତା ନୃତ୍ୟାଙ୍ଗନା ପରି ନାଚିବା ଦୃଶ୍ୟ ଦେଖାଇବେ, ପୁଣି ରାବଣର ଚରିତ୍ର ସଂହାର କରି ବେଦମତୀର ବଳକ୍ତାର ଦୃଶ୍ୟ ଦେଖାଇବେ। ଏହା କଣ ଶୋଭାନୀୟ କି? ସାମାଜିକ ନାଟକ ର ସଂଳାପ ଉଚ୍ଚାରଣ କରିବେ? ନାଟକଟିକୁ ପରିମାର୍ଜିତ କରି ପ୍ରଦର୍ଶନ କରିବା ନିର୍ଦ୍ଦେଶକ ର ସମ୍ପୁର୍ଣ୍ଣ ଦାୟିତ୍ଵ, ସେ ଦାୟିତ୍ୱ କଣ ଆମ ନିର୍ଦ୍ଦେଶକ ମାନେ କରୁଛନ୍ତି? ଏ କଥା ଟି ଆମ ନିର୍ଦ୍ଦେଶକ ମାନଙ୍କୁ ପଚାରିବେ ନିଶ୍ଚୟ। ଆଉ ଗୋଟିଏ କଥା ଆମ ନାଟକ ଗୁଡ଼ିକର ପ୍ରଚାର ପତ୍ରରେ (poster) ଆମେ କେବଳ ନିର୍ଦ୍ଦେଶକ ମାନଙ୍କ ନାମ ବଡ ବଡ଼ ଅକ୍ଷର ରେ ଲେଖା ହୋଇଥିବା ଦେଖୁ କିନ୍ତୁ ନାଟକର ଲେଖକ ଙ୍କ ନାମ ଅଦୃଶ୍ୟ କାହିଁକି?
    ଆଉ ଗୋଟିଏ ଅନୁରୋଧ ସମସ୍ତ ନିର୍ଦ୍ଦେଶକ ଙ୍କୁ ଆପଣ ମାନେ ଯେତେବେଳେ ନୂଆ ଆଖଡ଼ା ଆରମ୍ଭ କରୁଛନ୍ତି ସେତେବେଳେ ଦୟା କରି ବାଲ୍ମୀକି ରଚିତ ରାମାୟଣ କିମ୍ବା ବ୍ୟାସ ରଚିତ ମହାଭାରତ ପୁରାଣଟିକୁ କଳାକାର ମାନଙ୍କୁ କେବଳ ଥରେ ମାତ୍ର ପଢ଼ିକି ସୁଣାନ୍ତୁ, ଆବଶ୍ୟକ ପଡିଲେ ନିଜ ନାଟକର ଲେଖକ ଙ୍କୁ ଡାକି ତାକୁ ବ୍ୟକ୍ଷା କରନ୍ତୁ ଚରିତ୍ର ଗୁଡ଼ିକ ଅଧିକ ପରିମାର୍ଜିତ ଏବଂ ଜୀବନ୍ତ ହୋଇପାରିବ। ଭଲ ନାଟକ ହିଂସ୍ର ଦୃଶ୍ୟ, କୁସ୍ତି କସରତ, ନାରୀ ଅଙ୍ଗ ପ୍ରଦର୍ଶନ ତଥା ସସ୍ତା ଅଶ୍ଳିଣ ସଂଳାପ ଏବଂ ଗୀତରେ ପରିଭାସିତ ହୁଏ ନାହିଁ। ସାହିତ୍ୟ ଥିବା ସଂଳାପ, ମୌଳିକ କାହାଣୀ, କଳାକାରର ଅଭିନୟ ଚାତୁରୀ ଏବଂ କାହାଣୀ ଭିତ୍ତିକ ସଙ୍ଗୀତ ରେ ନାଟକ ଦର୍ଶକ ଅଭିମୁଖି ହୁଏ ଏବଂ ଶ୍ରେଷ୍ଠ ନାଟକର ପରିଭାଷା ସୃଷ୍ଟି କରେ ।
    ସମସ୍ତ ନିର୍ଦ୍ଦେଶକ ମାନଙ୍କୁ ପ୍ରଣାମ, ଆପଣମାନଙ୍କ ଯୋଗୁ ଆଜି ମଞ୍ଚ ନାଟକ ବଞ୍ଚିଛି, ଗଞ୍ଜାମର କିଛି କଳାକାର ଚିତ୍ରାଳୟ ଏହାକୁ ଜୀବିକା କରି ବଞ୍ଚିଛନ୍ତି । ଆପଣ ମାନେ ଆମ ସଂସ୍କୃତର ଉତ୍ତର ଦାୟିତ୍ଵ ବହନ କରି କଳାକାର ଏବଂ ଅନୁଷ୍ଠାନ ମାନଙ୍କର ମାର୍ଗ ଦର୍ଶନ କରନ୍ତୁ।
    ଶ୍ରୀ ଜଗନ୍ନାଥ ଆପଣଙ୍କ ପଞ୍ଚ ମହାଜୀବନ ସୁଖମୟ ଏବଂ ସମୃଦ୍ଧ କରନ୍ତୁ
    ଜୟ କଳା

  • @user-gn9ep7eh8h
    @user-gn9ep7eh8h 10 місяців тому

    udhaba vaiku tankaguru udaya natha maharana mastra hebaku deunahanti
    Karana tankari bahuta lovajogu
    Aha valanahi udhaba sabupaisa neijauchanti
    Taku agaku jibaku deunahanti

  • @narayanbisoye9725
    @narayanbisoye9725 Рік тому +3

    Rama chandra pradhan sir nku antu

  • @user-gn9ep7eh8h
    @user-gn9ep7eh8h 10 місяців тому

    Sabu vull mastara manaka
    Karana semane ,ଆଉ,ଇ,ପାଇଁ,ଏଲ re nacha neuchanti semitire kie maniba kiekankariba
    Jadi kaklakaramanka dosa tebe mastaramane alajuka lesada hoithibe

  • @MithunBhola-o4o
    @MithunBhola-o4o Рік тому +2

    Gajendra sir please

  • @sudarshanbehera3745
    @sudarshanbehera3745 Рік тому +1

    Gopal master sahita sakhyata karantu

  • @bpstv8075
    @bpstv8075 Рік тому +2

    Bada kharida

  • @user-gn9ep7eh8h
    @user-gn9ep7eh8h 10 місяців тому

    I,p,l, nacha neuchanti, keuthi sikhaileta pile manibe

  • @simanchalagouda9245
    @simanchalagouda9245 Рік тому

    Bada kharida ku mane paduni good Bada kharida sri kaleswar anustan bi apn ku bhuli jiba chira dina pain naste samaste Jay kala Jay kaleswar

    • @sidhakhandiramayana
      @sidhakhandiramayana  Рік тому

      ସେମିତି ଭାବିବାଟା ଭୁଲ ଭାଇ sir ଙ୍କ ମନେ ନାହିଁ ଦେଖ ମୁଁ କେତଟି ଗାଁ ର ନାମ କହିଛି

    • @simanchalagouda9245
      @simanchalagouda9245 Рік тому

      @@sidhakhandiramayana apn kahile kn heba jaha mukharu suniba katha se kahileni ame bi nispati nelu jia bada kharida na ku kahiba se ama pasanda ra guru hebe dekhajau kaha mundare hasti suna kalasi dhaliba wait for ur answer

  • @SusantaKumarpadhyPadhy-yi6mi

    Sr chanel ra enker fast re master manaku namaste kara

  • @narayanbisoye9725
    @narayanbisoye9725 Рік тому

    Kala karamnku bi anatu sir please

  • @dharamamallik8043
    @dharamamallik8043 Рік тому

    ଧାନଘର ମହାଭାରତ ବିଷୟ ରେ କିଛି କହିଲେନି।

  • @mituodiavlogs
    @mituodiavlogs Рік тому

    Padadigi nabina panigrahi sir nku khola kathare anantu plz plz

  • @srikantapatro6883
    @srikantapatro6883 Рік тому

    Hello bhai amora odasingi amo ganku bi aso amo gan re bi master achanti jaharo namo M Arjun Reddy

  • @kanhabishoyi8421
    @kanhabishoyi8421 Рік тому +1

    Supar supar taigar asile hele banara raja sinha kahin

  • @bibhutibehera7602
    @bibhutibehera7602 Рік тому

    Sir aapana new moulabhanaja re hele kete barasa nataka karichanti aau name hailet heichi aapana bhuli jaau Chanti🙏

  • @GobardhanBisoyi-c4b
    @GobardhanBisoyi-c4b Рік тому

    Bahadaguda