khola katha chandana sita episode chandan sita

Поділитися
Вставка
  • Опубліковано 1 жов 2024
  • #sidhakhandiramayana
    #mohanmaster
    #damamaster
    #pintumaster
    #chandansita
    #ganjamramayana
    #rajureddy
    #bulumaster
    #odiaramayana
    #pradeep masters ramayana
    #sankar master ramayana
    #odia ramayana natak
    / @sidhakhandiramayana

КОМЕНТАРІ • 129

  • @brahmanchhaivillagefastiva1093

    ଚନ୍ଦନ ଭାଇଙ୍କୁ ହଠାତ୍ କିଏ ଦେଖିବ ଯଦି ହଠାତ୍ ପାଗଳ ହୋଇଯିବ ❤ ସୀତା ଅଭିନୟରେ ନିଖୁଣ ଅଭିନୟ ❤ ପ୍ରଥମ କରି ମୁଁ ବ୍ରାହ୍ମଣଛାଇ ରାମାୟଣରେ ଦେଖିଲି ❤ବହୁତ ସୁନ୍ଦର କଣ୍ଠ ବହୁତ ସୁନ୍ଦର ଅଭିନୟ ❤ ଆମ ଗଞ୍ଜାମ ଜିଲ୍ଲା ପରିଚିତ ରାମାୟଣ ଓ ମହାଭାରତ ପାଇଁ ❤

  • @ramakrushnamishra3030
    @ramakrushnamishra3030 Рік тому +6

    ଆଜ୍ଞା ମୁଁ ପୁହୁଣ୍ଡି ରାବଣ ରାମକୃଷ୍ଣ ମିଶ୍ର କହୁଛି ଆମ ଗାଁ ପୁହୁଣ୍ଡି ଆସନ୍ତୁ ଦୟାକରି ପୁହୁଣ୍ଡି ଆସନ୍ତୁ ଜୟ ଜଗନ୍ନାଥ 🙏🙏🙏

  • @sibaramswain4127
    @sibaramswain4127 Рік тому +5

    ଚନ୍ଦନ ଭାଇ ଭଲ ସୀତା part କରନ୍ତି, ମୁଁ ଦେଖିଚି ବି ସେ ଅଭିନୟ କରିବାର ବହୁତ ସୁନ୍ଦର ଭାବେ କରନ୍ତି, କିନ୍ତୁ ଆଜିକା date ରେ ରାମାୟଣ ଅପସଂସ୍କୃତି ଆଡେ ଗତି କରୁଛି |ସେଥିପାଇଁ ମୁଁ ଜଣେ ମେଧାବୀ ଛାତ୍ର Berhampur ଖୋଲିକୋଟ college ରେ ପଢେ gradution. ମୁଁ କେବେ ରାମାୟଣରେ part କରିନି, କିନ୍ତୁ କଳା ପ୍ରତି ନିଖୁଣ ଜ୍ଞାନ ଅଛି ସେହି ହିସାବରେ କହିବି ଯେ ରାମାୟଣ ଶିକ୍ଷକ ଠିକ ଚାଲିଲେ ରାମାୟଣ ବି ଠିକ ଚାଲିବ, ଉଦାହରଣ ନେବା ଆମେ ଗାଡ଼ିରେ ବସିଥାଉ bus ହେଉ ଵା ଯାହା ହେଉ ସେହି bus ର driver ଯେମିତି ଚଲେଇବ ସେମିତି ଯିବ ଯଦି ଠିକ ସେହିପରି ରାମାୟଣ ର ଶିକ୍ଷକ ମାନେ
    ଆଉ ଗୋଟେ କଥା ''ରାମାୟଣରେ ରେକର୍ଡ ଡାନ୍ସ ମାରିବା ଜମା ଠିକ ନୁହଁ କାରଣ ରାମାୟଣ ଏକ ପବିତ୍ର ନାମ, ପୌରାଣିକ ନାଟକ ସେଇଟା, ତାକୁ ଆମେ ଯେମିତି ଚାହିଁବା ସେମିତି କରିପାରିବାନି.
    ଭଗବାନ ଯେଉଁ ନାଟକ ବାଣୀ ଦେଇଛନ୍ତି ତାକୁ ଆମେ ଏମିତି କରିବା ଠିକ ନୁହଁ |ରେକର୍ଡ ଡାନ୍ସ ବଦଳରେ ଅନ୍ୟ କଣ କରାଯାଉ ଯେମିତି କି ଭଜନ ସଂଗୀତ କରାଯାଉ, ନ ହେଲେ ରାମାୟଣ ଜ୍ଞାନ କିଛି ଶୁଣାଯାଉ, ତେବେ ସମାଜ ବି କିଛି ଜ୍ଞାନ ପାଇଁ ନୂତନ ଅଲୋକ ପଥରେ ଯିବେ.
    ମୁଁ ରାମାୟଣ ଦେଖିଚି, କିନ୍ତୁ ରାମାୟଣ ଦେଖିବା ବଦଳରେ ମୁଁ ଲୋକମାନଙ୍କୁ ଅଧିକ ଦେଖେ, କାରଣ ମୁଁ ଯେଉଁ କଥା କହିବି ତାହା ସମସ୍ତେ ଜାଣିଥିବେ.. ରାମାୟଣ Scene ଦେଖିବାକୁ ଯେତିକି ଲୋକ ଭିଡ ନୁହଁ, ରେକର୍ଡ ଡାନ୍ସ ଦେଖିବାକୁ 5 ଗୁଣ ଲୋକ ଆସନ୍ତି ଦେଖିବାକୁ, ସେଥିପାଇଁ ଏମିତି ନିନ୍ଦନୀୟ ନାଟକ ନ କରି ସଂସ୍କୃତି ପଥେ ଚାଲୁ ଏହା ମୋର ସମସ୍ତ ଜନତାକୁ ଅନୁରୋଧ.. 🙏
    ମୁଁ କେବେ ରାମାୟଣ କରେନି କିନ୍ତୁ ମୋତେ ଏବେ ଯେତିକି ବୟସ ହେଲା ମୁଁ ରାମାୟଣ ମୋର ପ୍ରତ୍ୟେକ ବୟସ ରେ ମୁଁ ସେତିକି ରାମାୟଣ ଦେଖିଛି.. ତା ମାନେ ମୋତେ ବି ଇଚ୍ଛା ହେଉଥିବ ଅଭିନୟ କରିବାକୁ, କିନ୍ତୁ ମୁଁ କରେନି କାରଣ ରାମାୟଣ ଏବେ ଯେଉଁ ଦିଗ ଆଡେ ଗଲାଣି, ଲୋକେ ତଳେ ଛେପ ନ ପକେଇ ମୁହଁ ରେ ପକେଇବେ..
    ଆଉ ଯେବେ ସୁଗତି ଆଡେ ଆସିବ ମୁଁ ସେବେ ରାମାୟଣ ରେ ରାମ ଆଉ ବିଷ୍ଣୁ scene ନିଶ୍ଚୟ କରିବି.
    ତେଣୁ ଏହି ବ୍ୟକ୍ତବ୍ୟ ଟି ମୋର.. ରାମାୟଣ ଶିକ୍ଷକ ସୁଗତି ଆଡେ ରାମାୟଣ କୁ ନିଅନ୍ତୁ ଲୋକଙ୍କ ମନୋରଞ୍ଜନ ପାଇଁ ରାମାୟଣ କୁ ଖରାପ ଗତି ରେ ନିଅନ୍ତୁ ନାହିଁ, କାରଣ କଳାକାର ମାନଙ୍କର ବି ଚରିତ୍ର ଉପର କୁ ଆଞ୍ଚ ଆସେ.
    ଏମିତି କିଛି କର ଯେ. ଗଞ୍ଜାମ ର ନାଁ ଯେମିତି ଚାରିଆଡେ.. ବାସ୍ନା ପାରି ମହକିବ.. ଏହା ମୋର ରାମାୟଣ ଶିକ୍ଷକ ମାନଙ୍କୁ ଓ ଜନତା ମାନଙ୍କୁ ଅନୁରୋଧ.
    ଲେଖାଟି ଏଇଠି ସମାପ୍ତ କରୁଛି, ଯେତେ କହିଲେ ସରିବନି... ମୋର ବକ୍ତବ୍ୟ ଟି କିପରି ଅଛି
    SR ଚାଁନେଲ ଆଉ ଜନତା ଆଉ ରାମାୟଣ କଳାକାର କହିବେ..
    ଆଉ ଏହି ବାର୍ତା ଟି ସମସ୍ତଙ୍କ ପାଖରେ ପହଂଚିବା ଦରକାର.. ଏଇଟା ମୋର ଏହି ଚାଁନେଲ କୁ ଅନୁରୋଧ.

    • @narayanbehera8810
      @narayanbehera8810 Рік тому +1

      ଠିକ୍ କହିଛନ୍ତି ଭାଇ

    • @abadhantufanbehera3946
      @abadhantufanbehera3946 Рік тому +1

      Bhala katha tie kahi chanti bhai

    • @sibaramswain4127
      @sibaramswain4127 Рік тому

      @@abadhantufanbehera3946 Bhai ganjam ramayana association kichi dina pare open haba Chann bi heba samste support karibe.

  • @brahmanchhaivillagefastiva1093

    ଗଞ୍ଜାମ ଜିଲ୍ଲା ପରିଚିତ ରାମାୟଣ ମହାଭାରତ ଭାରତଲିଳା ରଜାନାଟକ ଭଳି ଅନେକ ନାଟକ ଓ ସଂସ୍କୃତି ପାଇଁ ପରିଚିତ ହୋଇଛି ସାରା ଓଡ଼ିଶାରେ ❤ କିନ୍ତୁ କିଛି ବର୍ଷ ହବ ଗଞାମରେ କିଛି ଅପସଂସ୍କୃତି ମିଶ୍ରଣ ହୋଇଛି 🙏
    ଏହା ପ୍ରତି ନିଦ୍ଧେର୍ଶକ ଓ କଳାକାର ଟିକେ ଗୁରୁତ୍ଵ ଦିଅନ୍ତୁ ❤

  • @sanjaykumargouda255
    @sanjaykumargouda255 4 місяці тому +2

    ଅଙ୍କୋରଡ଼ା ଗ୍ରାମରେ ପ୍ରଥମେ ତକରଡl ରାମାୟଣରେ ରୋଲ କରିଥିଲେ ଚନ୍ଦନ ସୀତା

  • @papurajjena727
    @papurajjena727 Рік тому +4

    Sir maisanapur ravan nku video re anantu....😮😮😮

  • @SonuKumar-qv5dz
    @SonuKumar-qv5dz Рік тому +8

    Bhai no1 Hanuman soraj Bhai anantu

  • @anilnahak8679
    @anilnahak8679 Рік тому +2

    Sir mu bi sita roll kare .au chandan jaha kahile taha thik .but amaku madhya sethiprati dhyana deba uchit jadi oposite party kichhi bhul karuchi ame sange sange taha karibaku try karuchi so mu kahibaku chanhe ethi prati ubhaya nacha sir au sabu actor dhyana deba uchit.karana gote hata re kebe tali bajeni.dhanyabad bhai

  • @SivaPrasada-n8k
    @SivaPrasada-n8k 10 місяців тому +2

    Bro 6/11/2023 date re badapalanka village re natak thila au ame sei village ra

  • @kalia-bhaina-muna
    @kalia-bhaina-muna Рік тому +2

    nice ସୀତା

  • @brundabanajena5094
    @brundabanajena5094 Рік тому +1

    ବହୁତ ଭଲ ଲାଗେ ତମ ଭିଡ଼ିଓ ଚନ୍ଦନ ଭାଇ ଚିକିଲି ରାମାୟଣ ରେ ଦେଖିଥିଲି

  • @lababehera6765
    @lababehera6765 3 місяці тому

    ଅପ ସଂସ୍କୃତି ବନ୍ଦ କରିବା ଠିକ୍ ଅଟେ ରାମାୟଣ ହେଉଛି ଆଧ୍ୟାତ୍ମିକ କଥା ତେଣୁ କରି ମୁଁ କହିଲି ଜୟ ଶ୍ରୀ ରାମ 🙏🙏🙏♥️

  • @saratkumarnahak8125
    @saratkumarnahak8125 Рік тому +1

    ଭାଇ thumb nail change କରନ୍ତୁ ବା drem girl ସୀତା ମା ଙ୍କ ନା ଏମିତି ନିଆଯାଏନି ବା ସେ ବ୍ୟକ୍ତି ଜଣଙ୍କ ଭଲ ଅଭିନୟ କରି ପାରନ୍ତି ?
    ଭାଇ ଆମର ଯୋ ଗଞ୍ଜାମ ରାମାୟଣ ଏବେ ଯୋ ଦିଗରେ ଗତି କରୁଛି ସେ ମା ଗଂଗେଇ କି ଜଣା ଅଲ୍ ଓଡିଶା ରେ ନା ପକାଉଛି ଗଞ୍ଜାମ ରାମାୟଣ ନାଟକ
    ଲକ୍ଷ୍ମଣ କୋଉଠି ଗୁଆଗିହ ଗୀତରେ ନାଚୁଚିତ କୋଉଠି ଆପଣ ଙ୍କ ଭାଷାରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ମହାପ୍ରଭୁ ତୋର ସବୁ ନଜର ମୋତେ ଲାଗେ ପ୍ରେମ ନଜର ଏହି ଗୀତରେ ନାଚୁଛି 😂😂😂 ଆଉ ଆମ ସୀତା ମାଆ ଙ୍କ କଥା କହିଲେ ନସରେ କେତେ ଗୀତରେ ନାଚନ୍ତି ତାହା କହିଲେ ସରିବନି ଭାଇ ଆଉ ଆଗ ଭଳି ଏବେ ଗଞ୍ଜାମ ରାମାୟଣ ନାଟକ ନାହିଁ ବା

  • @SivaPrasada-n8k
    @SivaPrasada-n8k 10 місяців тому +1

    Chandan bro tama gajendra master in ramayan ra kathi dhari basi bajauchanti se boy ra name kn kuha please🙏

  • @lochanbehera2186
    @lochanbehera2186 4 місяці тому +2

    Chandan sita super no 1

  • @MithunBhola-o4o
    @MithunBhola-o4o Рік тому +7

    Gajendra sir please

  • @rohitgouda7045
    @rohitgouda7045 Рік тому +3

    Ganjam ramayana samasta guru manaku Mora pranam ebam samasta kalakarmananku subechha
    .chandan Sita mote besi bhalalagila tuma Kari dekheibar jeun manabhaba,tume ta ati sundar abhinay karuchha tenu asa karibi nija body ku fitness rakhi au kichhi barsa Prabhu Sri Ram ebam maa sitanka bartaku e samajare bantibapain .Jay Sri Ram Jay kala.

  • @PujaGouda-xd3ot
    @PujaGouda-xd3ot 10 місяців тому +1

    Where school are you studying chandan bhai

  • @kanhucharangouda9716
    @kanhucharangouda9716 4 місяці тому

    ଦୟାକରି ଅପସଂସ୍କୃତି କୁ ସ୍ଥାନ ଦିଅନ୍ତୁ ନାହିଁ,ଏହା ଆମ କଳା ସଂସ୍କୃତି ଏବଂ ଧର୍ମ ଭାବନାକୁ ରସାତଳଗାମୀ କରୁଛି।ଜୟ କଳା ,ଜୟ ଜଗନ୍ନାଥ।

  • @YogeshRatnakar-ff5rs
    @YogeshRatnakar-ff5rs 13 днів тому

    ଚନ୍ଦନ ମୁ ତମର ବହୁତ୍ ବଡ଼ ଫ୍ୟାନ ❤

  • @rudraprasadachary4075
    @rudraprasadachary4075 6 місяців тому

    ମହାଭାରତରେ ଦ୍ରୌପଦି ରୋଲ କରୁନାହାନ୍ତୀ କାହିଁକି?

    • @sidhakhandiramayana
      @sidhakhandiramayana  6 місяців тому

      କରିବେ ରାମପଲ୍ଲୀ ମହାଭାରତ ରେ

  • @ramanarayansahoo3773
    @ramanarayansahoo3773 6 місяців тому +1

    Ramnaryan.sahoo.BBSR.very.nice.roll.sits

  • @pabtranayak5086
    @pabtranayak5086 Рік тому +3

    The guy is so talented. Always keep smile❤

  • @Ganjam_District_Natak_Head
    @Ganjam_District_Natak_Head Рік тому +1

    🎉Bhai Govindapur Mahabharat Bhima pakhaku jantu Ganjam No 1 Bhimasen Power and experience & Dialogue pura kerkera

  • @rishipradhan419
    @rishipradhan419 Рік тому +4

    ଆଜ୍ଞା ଗଞ୍ଜାମର ନମ୍ବର୍ 1 ରାବଣ ଶିବ ସାହୁ ଙ୍କ ସହ ସାକ୍ଷାତ କାର କରନ୍ତୁ

  • @newgeneration9715
    @newgeneration9715 Рік тому +1

    Bhai ganjam famous somapur,hinjlicut Bali ra interview karantu.

  • @krushnagouda89
    @krushnagouda89 Рік тому +1

    Bhai jo aasithile chikili ra sita royal karuthile kahibati

  • @santoshkumardash1036
    @santoshkumardash1036 Рік тому +1

    ଆଜିର ରାମାୟଣ ଆଧୁନିକ

  • @dharanidharsahu386
    @dharanidharsahu386 Рік тому

    କାଟୁ ର ବଜରଙ୍ଗ stunt grop ସହ ଖୋଲା କଥା ହଉ ଭାଇ

  • @Subh-s9e
    @Subh-s9e Рік тому +1

    Piz sir sorja site best sita piz tanka saha meet kara

  • @sarojbehera2137
    @sarojbehera2137 Рік тому

    ଅପ ସଂସ୍କୃତି ବନ୍ଦ ହୋଇଯିବ ନିହାତି ଜରୁରୀ

  • @trinathjena2368
    @trinathjena2368 Рік тому +2

    Brilliant student and also best actor,Jay Jagannath

  • @kameswarYouTubeExpress
    @kameswarYouTubeExpress Рік тому +1

    Good ganjam district Ramayan history information share 🥰👍

  • @santoshkumardash1036
    @santoshkumardash1036 Рік тому

    ପୁରାଣ ରାମାୟଣ କରୁନାହାନ୍ତି

  • @Kumar-raaj851
    @Kumar-raaj851 Рік тому +1

    Bhai apana nka ghara kouthi

  • @subratbarik4735
    @subratbarik4735 Рік тому +2

    Very nice

  • @simanchalagouda9245
    @simanchalagouda9245 Рік тому +2

    Ati sundar

  • @kanhabishoyi8421
    @kanhabishoyi8421 Рік тому +1

    Bahuta bhala lagila apasansukruti Katha Jo kahile chandan thik kahichanti

  • @SiddharthDas-x2z
    @SiddharthDas-x2z Рік тому +2

    Hanuman saroj no 1 Bali keba asiba

  • @bikashart7413
    @bikashart7413 Рік тому +2

    Nyc

  • @pitabasmaharana7836
    @pitabasmaharana7836 Рік тому +1

    Good actor little brother chandan

  • @sankarshanpatro7475
    @sankarshanpatro7475 Рік тому +1

    Chandan sita mata ,
    Apananka abhinaya with expression pain
    ..you ara super

  • @jenadilip5728
    @jenadilip5728 Рік тому +3

    Bulu master no 1🎉

  • @sankarshanpatro7475
    @sankarshanpatro7475 Рік тому +1

    Super kaikei Mr.Bikram bhai nku
    Khola katha ku dakantu...

  • @rajmoodon4986
    @rajmoodon4986 Рік тому +1

    Badhia kerekera act

  • @narayanbisoye9725
    @narayanbisoye9725 Рік тому +1

    Sir nice video apankra

  • @VessellaConcrete-jt5dk
    @VessellaConcrete-jt5dk Рік тому +1

    Super songs sita maa

  • @kanhabishoyi8421
    @kanhabishoyi8421 Рік тому

    Agaru jaha thila thila eniki ubhaya mastranku anurodha karajauchi je kaunasi rolar bhukale uchit sikhya debe steijire jadi manunahanti nacha karibani jadi Kariba mastr bhelu kichi nahin

  • @rishipursankirtanamandali5780
    @rishipursankirtanamandali5780 4 місяці тому

    Chandan sita tame aska karupurnugna asi thhela mu tumaku dakili sunila nahi dhanyawad ❤❤❤

  • @BikashNayak-m5o
    @BikashNayak-m5o Рік тому +1

    Nice no 1 sita

  • @ychiku8761
    @ychiku8761 Рік тому

    Bhai Laxman Roll Koruthuba Ashok Bhai Ku Anontu

  • @balaramprusty669
    @balaramprusty669 Рік тому +1

    Nice

  • @nilanchalabehera964
    @nilanchalabehera964 Рік тому +1

    ଭାଇ ଇଏ ପୁଅ ନା ଝିଅ

  • @RakehsSarmaa
    @RakehsSarmaa 11 місяців тому

    Mastaramane chahile sabusamsyara samadhana hoipariba

  • @santanusadangi2825
    @santanusadangi2825 Рік тому

    ଭଲ ଲାଗୁଚି ଚନ୍ଦନ ମାଡ଼ିଚାଲ

  • @sankarsanlenka9659
    @sankarsanlenka9659 Рік тому +1

    No 1 sita

  • @malaxy7178
    @malaxy7178 6 місяців тому

    Good step for introducing artists to all odisha peoples

  • @chandramanipradhan2198
    @chandramanipradhan2198 Рік тому +1

    👍👍👍🙏

  • @SaurabhAnupamSahu
    @SaurabhAnupamSahu Рік тому

    Nice ... #SaurabhAnupamSahu

  • @sahusahu7082
    @sahusahu7082 Рік тому +1

    Very nice sir

  • @akhayasahu4507
    @akhayasahu4507 Рік тому +1

    👏👏👏👍💯

  • @rajendrakumarmishra5936
    @rajendrakumarmishra5936 Рік тому

    😢😢😢😢sabu bele samasta nku saman prsana paruchanti.aha ku dekhi birakta laguchi,kichi nua pacharantu

    • @sidhakhandiramayana
      @sidhakhandiramayana  Рік тому

      ସମସ୍ତେ ଜଣେ ଜଣେ ରାମାୟଣ ଏବଂ ମହାଭାରତ ନିର୍ଦ୍ଧେଶକ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା କମ ଅଛି ବିଶେଷ କିଛି ଅଧିକ ପଚାରିଲେ ଉତ୍ତର ଠିକି ଦେଇପାରୁନାହାନ୍ତି
      କଣ ପ୍ରଶ୍ନ ପଚାରିବା ଆପଣ କୁହନ୍ତୁ

  • @simanchalmalik8318
    @simanchalmalik8318 Рік тому +1

    Very nice ❤❤❤

  • @durga.madhabamuni273
    @durga.madhabamuni273 Рік тому

    Tu amiti kn karucho ki sita rool

  • @bibhutibhusanparida1637
    @bibhutibhusanparida1637 Рік тому

    Bhai kaudia raban sahita gote vlog heu pl

  • @janardanjena9928
    @janardanjena9928 Рік тому

    That is not approch that is obstruct.

  • @ganeshpradhan2528
    @ganeshpradhan2528 Рік тому +1

    No 1❤❤❤

  • @shivgouda-ng6gf
    @shivgouda-ng6gf Рік тому +1

    Very nice acting

  • @iitphd
    @iitphd Рік тому

    SR logo tiku choota karantu.

  • @basanta.kumardas5607
    @basanta.kumardas5607 Рік тому +1

    Very talented actor

  • @jagilisethi6208
    @jagilisethi6208 3 місяці тому

    Chandan sita number one

  • @kanhu19950
    @kanhu19950 Рік тому

    Chandan tuma cantact number send Kara

  • @bhagabnjena2054
    @bhagabnjena2054 Рік тому

    ମୁରାମରୋଲକରିଚି

  • @saratkumar8866
    @saratkumar8866 Рік тому

    Very good, god bless you..

  • @krushnagouda89
    @krushnagouda89 Рік тому

    Beda mati kan mu bujhi paruni

  • @ArunBiswal-l2l
    @ArunBiswal-l2l 7 місяців тому

    Really what is a young boy

  • @Subh-s9e
    @Subh-s9e Рік тому

    Somey sita be saha meet kara

  • @AkshyaGouda-t4s
    @AkshyaGouda-t4s Рік тому

    Mamber senda mi

  • @vksk8018
    @vksk8018 Рік тому

    Sura routray ku pachara jau

  • @kanhabishoyi8421
    @kanhabishoyi8421 Рік тому

    Pitama sri damadara badatyanku sr madhyamare anajau

  • @trajendraprasad2260
    @trajendraprasad2260 10 місяців тому

    Good bless chandan ji

  • @balyajena918
    @balyajena918 Рік тому

    Ae bhai bhulu karunahantiki

  • @budupatra6841
    @budupatra6841 Рік тому

    Song Bhala bhaabe sikha

  • @santoshkumardash1036
    @santoshkumardash1036 Рік тому

    Sanktri bhasa nahi

  • @ArunBiswal-l2l
    @ArunBiswal-l2l 7 місяців тому

    Really Sita mata

  • @arabindagouda1040
    @arabindagouda1040 Рік тому

    Bhai jayapur bhima ku dakantu

  • @pbentertainment9727
    @pbentertainment9727 Рік тому

    Nichhaya kamiba

  • @AkshyaGouda-t4s
    @AkshyaGouda-t4s Рік тому

    Hii

  • @kesabachpati7762
    @kesabachpati7762 Рік тому

    ❤❤❤❤❤ beautiful ❤❤❤❤❤

  • @SanjayPradhan-ds5vo
    @SanjayPradhan-ds5vo 11 місяців тому

    Very nice 🎉🎉🎉

  • @senapatipradhan4320
    @senapatipradhan4320 Рік тому

    Very nice

  • @MangalaSethy-w7v
    @MangalaSethy-w7v Рік тому

    Nice

  • @kailashpradhan3778
    @kailashpradhan3778 Рік тому

    Dadha dhadia ramayan

  • @BrundabanaJena-d8v
    @BrundabanaJena-d8v 9 місяців тому

    Bahuta bhal

  • @ranjansethy7615
    @ranjansethy7615 Рік тому

    Ha

  • @NakulaSahu-jg3ck
    @NakulaSahu-jg3ck Рік тому

    Wow chandan you are relye grate

  • @paradesibehera9505
    @paradesibehera9505 Рік тому

    Thank you sir 👍

  • @sankarbehera3251
    @sankarbehera3251 Рік тому

    22:22 perfect said 😊

  • @Team4_alok
    @Team4_alok Рік тому

    Bhai gudagam bulu sahu ku kholakathare bahara kara

    • @Harhar-n7r
      @Harhar-n7r Рік тому

      ଭାଇ ଗୈାଡ଼ଗାଁ ବୁଲୁ ସାହୁ ଓ ତାଙ୍କ ଝିଅ ତ କାହିଁ ତାଙ୍କ ର video ତ ନାହିଁ

    • @Team4_alok
      @Team4_alok Рік тому

      @@Harhar-n7r achhi bhai thare youtube re search Kari dekhha

    • @sidhakhandiramayana
      @sidhakhandiramayana  Рік тому

      Heba bhai

    • @Harhar-n7r
      @Harhar-n7r Рік тому

      @@Team4_alokଆସୁନି ଭାଇ କଣ ସର୍ଚ୍ଚ କରିବି

    • @Harhar-n7r
      @Harhar-n7r Рік тому

      @@sidhakhandiramayana ଭାଇ ଗୈାଡ଼ଗାଁ ବୁଲୁ ସାହୁ ଓ ତାଙ୍କ ଝିଅ ଙ୍କ interview ହେବ ତ‌🙏

  • @pratapchandragouda3402
    @pratapchandragouda3402 Рік тому

    ଭାଇ ଗଜାଂମ୍ ର ନମ୍ବର୍ 1 ସୀତା ସରୋଜ