News Fuse 20 SEPT 2024

Поділитися
Вставка
  • Опубліковано 9 лис 2024

КОМЕНТАРІ • 162

  • @balarammallick9372
    @balarammallick9372 Місяць тому +25

    ସରକାରୀ ବାବୁ ମାନଙ୍କର ଯଦି no work no pay ନିୟମଟା ଲାଗୁ ହୁଅନ୍ତା ତାହାଲେ ସେମାନେ ଠିକ୍ ଜାଣନ୍ତେ ଲୋକଙ୍କ ପଇସା ଖାଇକି ପେଟ ବାହାର କରୁଛନ୍ତି

  • @143Susanta
    @143Susanta Місяць тому +27

    ଯାହା ହଉ ଏଇ ବାପାଙ୍କୁ ବହୁତ ବହୁତ ଧନ୍ୟବାଦ କାରଣ ଏତେ ପିଲାଙ୍କୁ ହରେଇ ବି ଏଇ ବାପା ଭାଙ୍ଗି ପଡ଼ିନାହାନ୍ତି ଟିକେ ଅଭିମାନ କରିଛନ୍ତି ଭଗବାନଙ୍କ ଉପରେ ଆସନ୍ତୁ ଆମେ ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାଥନା କରିବା ଶୀଘ୍ର ଆଙ୍କର ପିଲା ସୁସ୍ଥ ହେଇ ଯାଉ 🙏🏿🙏🏿🙏🏿

  • @CHIKUN.CREATION.1234
    @CHIKUN.CREATION.1234 Місяць тому +37

    ସରକାରଙ୍କ ଗୋଟେ ଇଚ୍ଛା ମଦ ପିଅ ଝଗଡ଼ା କରି ମର accident କର ଆଉ BSKY/ଗୋପବାନ୍ଧୁ କାର୍ଡରେ ପଇସା ନିଅ । ଶଳା ସରକାର ଆମ ପଇସା ନେଇ ଆମକୁ ଦେଉଛନ୍ତି । ଦୟାକରି ମଦ ବନ୍ଦ କର । ନହେଲେ ନେତା ମନ୍ତ୍ରୀଙ୍କ ପୁଅ ମଦ ପିଇ ମଲେ ସେ ଠିକ୍ ଜାଣିବେ😢😢😢

    • @BirendraBarik-yb2tv
      @BirendraBarik-yb2tv Місяць тому +1

      💯 right katha Bhai amemane misi samaste mada lagi swara government rali haba ta hele odisha good health, good mind people's and good odisha heba 🎉🎉🎉🎉🎉.....

  • @Manas_panigrahi
    @Manas_panigrahi Місяць тому +15

    ଜାତିର ଉନ୍ନତି ସେ କାହୁଁ କରିବ ସ୍ୱାର୍ଥେ ଯାର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ !!

    • @User.no.420
      @User.no.420 Місяць тому +1

      Thik jaga re dela sir

    • @Manas_panigrahi
      @Manas_panigrahi Місяць тому

      ​@@User.no.420 ଆପଣଙ୍କୁ ଧନ୍ୟବାଦ ଜଣାଉଛି !

  • @Bayarbabu-r8i
    @Bayarbabu-r8i Місяць тому +7

    ସରକାର ଲୋକଙ୍କ ଠୁ ଛୋଡେଇବା ଅପେକ୍ଷା ମଦ factoryଆଗ ଵଦ କରନ୍ତୁ

    • @balarammallick9372
      @balarammallick9372 Місяць тому

      Vai thik kahicha mulu maile jibasari debnaka sange kimpa kari

  • @gatikrishnasahoo3845
    @gatikrishnasahoo3845 Місяць тому +5

    ଖାଲି Khantapada Tahasil office ରେ ନୁହେଁ ସାରା ଓଡିଶା ରେ ଅଧିକାଂଶ ତହସିଲ ଅଫିସ ର ଏଇ ଅବସ୍ଥା

  • @bikashkumarojha5427
    @bikashkumarojha5427 Місяць тому +3

    Bjd ଯାଇକି bjp ଆସିଲା.କିନ୍ତୁ ସରକାରୀ କରମଚାରୀ. ଯଉ ଠକ କୁ ସେଈ ଠକ😂😂😂😂

  • @MoheswarRetta
    @MoheswarRetta Місяць тому +9

    ଏହି ଶିକ୍ଷକମାନଙ୍କ ବୁଦ୍ଧି ଜ୍ଞାନକେତେ ଅଧିକ ପିଲାମାନଙ୍କୁ କେମିତି ଶିକ୍ଷାଜ୍ଞାନ ଦେଉଥିବେ ସହଜେ ଅନୁମାନ ହେଉଛି,

  • @soumyaranjanbarik4734
    @soumyaranjanbarik4734 Місяць тому +1

    ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ କେଡେମନରେ ଗୁରୁଦିବସ ପାଳନ କରୁଛନ୍ତି ନାରଣ ଖାଲି ଫଟୋଉପରେ ଫୋକସ୍ କରୁଚି ଏ ଗୁରୁଦିବସ ଚନ୍ଦ୍ରରେ ପାଳନ କରାଯାଉଛି

  • @soumyaranjanbarik4734
    @soumyaranjanbarik4734 Місяць тому +1

    ସରକାରୀ ଅଫିସ୍ ରେ ବାବୁରାଜ୍ ଚାଲିବନି ତ ଆଉ କଣ ଚାଲିବ ଏଠି ଗୋଟିଏ କଥା କହିବି ହାଡି ନବ ପଇସା ଢୋଲ ଖାଇବ ମାଡ ବୁଝିବା ଲୋକ ଠିକ୍ ବୁଝିବେ

  • @NishankaMallick
    @NishankaMallick Місяць тому +11

    ବିଶ୍ଵ ଜଗତରେ ଏମିତିଆ ମଦୁଆ ବିରଳ

  • @GeetajiBehera
    @GeetajiBehera Місяць тому +5

    ୧୦ ହଜାର କୋଟି ଆସୁଛି.. ୧୫ ହଜାର କୋଟି ଟଂକା ସରକାର କଂ କ୍ଷତି ହେଉଛି

  • @143Susanta
    @143Susanta Місяць тому +1

    ହଉ ଯାହା ଦିବସ ହଉଛି ହଉ ମଧୁବାବୁ ବି ଆମର ବୀର ପୁରୁଛ କି ନାହିଁ କହିଲ ନାରଣ ସାର ଏଠି ଜାଣି ପାରୁନାହାନ୍ତି ତ ପିଲା କେମିତିକା ଜାଣିବେ ମୁଁ ବୁଝିପାରୁନି ସାର ମାନଙ୍କୁ କିଏ ଏତେ ଦରମା ଦଉଛି ଓ କାହିଁକି

  • @RANJANROUTRAY-pr8qr
    @RANJANROUTRAY-pr8qr Місяць тому +9

    ଏଥିରୁ ଜଣା ପଡିଲା ମଦ ପାଇଁ ସରକାର ଦାଈ ନୁହନ୍ତି ଶୁଣିଥିଲୁ ମାଗଣା ପଡିଲେ ଲୋକ ଆଣ୍ଠେଇ କି ପିଚୁ ଗିଳନ୍ତି ଆଜି ପ୍ରମାଣ ମିଳିଗଲା ଲୋକ ମାନେ ମଦ ନ ପିଲେ ଦୋକାନୀ କଣ ମାଗଣା ରେ ଘରେ ଆଣି ଦେଇଦେବକୀ 😄🙏

  • @swaticreation6559
    @swaticreation6559 Місяць тому +1

    ବିଜେଡି ରାଜନୀତି ଚାଲିଛି

  • @raghunathdehury3322
    @raghunathdehury3322 Місяць тому

    ଯାହାକୁ ପୂଜା କାରିବା କଥା ତାଙ୍କୁ ନ କରି ଆଉ ଜଣଙ୍କୁ ପୁଜା କରିଛନ୍ତି

  • @BinodKumarPatra-sr8ys
    @BinodKumarPatra-sr8ys Місяць тому +2

    Bohut bholo lagila aji ro news

  • @PuskarSahoo-z3x
    @PuskarSahoo-z3x 29 днів тому

    ଜୟ ଜଡନ୍ନାଥ

  • @geetanjaliacharya6079
    @geetanjaliacharya6079 Місяць тому +1

    God bless you to your family sir 🙏

  • @soumyaranjanbarik4734
    @soumyaranjanbarik4734 Місяць тому

    ସରକାର ସବୁବର୍ଗ ପାଇଁ ବିଭିନ୍ନ ଯୋଜନାମାନ କଲେ କିନ୍ତୁ ଆମ ମଦୁଆ ଭାଇମାନଙ୍କ ପାଇଁ କିଛି ଯୋଜନା କଲେନି ଭାଇ ଆମର ଏମିତି ମଦ ପିଇ ପ୍ରତିବାଦ କରୁଛନ୍ତି

  • @pk_creation_pkd
    @pk_creation_pkd Місяць тому +6

    🙏ଜୟ ଜଗନ୍ନାଥ 🙏

    • @prasantapattanaik862
      @prasantapattanaik862 Місяць тому +1

      ଜ୍ଞାନ ନ ଥାଇ ଅଧ୍ୟାପକ,ମୋଟା ଦରମା। କିନ୍ତୁ ଜ୍ଞାନ ଥାଇ ଆଉଟସୋର୍ସିଂ ରେ କମ୍ ମଜୁରୀ ରେ କାମ କରିବ। ୟେ ଆମ ଓଡ଼ିଆ ଅସ୍ମିତା। ହେତ୍ ଓଡ଼ିଶାର ସରକାର।

    • @prasantapattanaik862
      @prasantapattanaik862 Місяць тому +1

      ଦଳେ ଲୋକ ଆସି ତହସିଲଦାରକୁ ଜୋର୍ ଟଣାଭିଡା କରନ୍ତୁ।

  • @MusicMontage0
    @MusicMontage0 3 дні тому

    ଆମ ସରକାର ଏହାକୁ ଧ୍ୟାନଦେବା ଦରକାର?
    No Work No Salary

  • @Sanjaybabu220
    @Sanjaybabu220 Місяць тому +1

    Nice episode sir 😊

  • @subhashreemahapatra2946
    @subhashreemahapatra2946 Місяць тому

    Ekdam jhakash ... Lots of love hrushi bhai .... 😊😊❤❤

  • @BaiaBaba-x6m
    @BaiaBaba-x6m Місяць тому +1

    ତହସିଲଦାର ଓଗରେ ଯେତେ ପ୍ରକାର ସବୁ ମାଫିଆ ଅଛନ୍ତି ତାଙ୍କ ସହ ମିଶି ଦଲାଲ୍ କାମ କରୁଛନ୍ତି, ସେମାନଙ୍କ ଗାଡି ତହସିଲ ରେ ଲାଗିଛି,ବାବୁ ମାନେ ବସି ସେମାନଙ୍କ କାମ କରୁଛନ୍ତି,ଚକ ଜାଗା ରୁ ଗରିବ ଲୋକମାନେ ଘରବାଡ଼ି ପଟା ପାଉନଥିବା ବେଳେ ଦଲାଲ୍ ମାନେ ପଟ୍ଟା ପାଇଛନ୍ତି,

  • @143Susanta
    @143Susanta Місяць тому

    ଆଜି ସରିଲେ କାଲି କଥା ବୁଝିବେ ହେଲେ ମୁଁ ବୁଝି ପାରୁନି ଭାଇ ଯଦି ବୋତଲ ଭାଙ୍ଗିବେ ଗୋରୀର ଦ୍ୱାରରେ ଗୋରୀ ଯିବେ କୁଆଡେ

  • @cnckoraputiaking6394
    @cnckoraputiaking6394 Місяць тому +1

    ଓଡିଶା ହିଁ ମଦ ଓଡିଶା କିପରି ହେବ ସ୍ଵଛ ଓଡିଶା

  • @RabindrabeheraPintu
    @RabindrabeheraPintu Місяць тому

    ଭାଇ ଙ୍କୁ ନାରାୟଣ ଶବ୍ଦ ନେଇ ଥଟା କରିବା ଠିକ ନାହିଁ
    କଣ କହୁଚୁ ରେ କିଏ ରେ
    ବେବହାର ଠିକ କରନ୍ତୁ

  • @desiheros7181
    @desiheros7181 Місяць тому

    କଣ ହେଲା କି ରେ ନାରଣ ଆମ ଓଡ଼ିଶାର ଲୋକ ଓଡିଆ ଜାତିର ଗୈାରବ କୁ ଯଦି ଗୁରୁ ରୂପରେ ନେଇ ଗୁରୁ ଦିବସ ପାଳନ କଲେ ତମକୁ କମେଡି ଲାଗିଲା ଏଠି କଣ ଭଲ କିଛି ଦେଖାଗଲାନି ତତେ ,ନାରଣ ଏଥି ପାଇଁ ତ ଚ୍ୟାନେଲ ର ଏଇ ଅବସ୍ଥା ହେଲାଣି

  • @JaydevNaik-n8o
    @JaydevNaik-n8o Місяць тому +1

    Sarakaribabunkaro to sodabele 2ti bahanaru gotia kuhanti.Meeting re au nohele field duty re . Thank you babumane.

  • @ratikantahamram6715
    @ratikantahamram6715 Місяць тому

    Odisha -1

  • @pinkusahu9321
    @pinkusahu9321 Місяць тому

    କେତେ ଜଣ ଅଫିସର କୁ ସସ୍ପେଣ୍ଡ କରିଦେଲେ ସୁଧାରିଯିବେ ନହେଲେ ସୁଧରିବେନି

  • @lingarajsunani528
    @lingarajsunani528 Місяць тому +1

    Right katha sir 😢😢😢

  • @143Susanta
    @143Susanta Місяць тому

    କି ଦୁଃଖ ଅମ୍ବୃତକୁ କିଏ ଏମିତିକା କରୁଛି ଧର୍ମ ସହିବନି ତାକୁ ହଇଓ ନାରଣ କହନି କିଏ ଏମିତିକା କରୁଛି ଯିଏ ପ୍ରବଚନ ଦିଏ ସିଏ କଣ ନିଜେ ବେବହାର କରେକି 🤣😂🤣 ଏଇଟା ଶାସ୍ତ୍ରରେ ଲେଖା ଅଛି

  • @bishnuchandrapradhan6114
    @bishnuchandrapradhan6114 Місяць тому

    Jay jagrnnth otv

  • @nksahoo4123
    @nksahoo4123 Місяць тому +1

    ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଏବଂ ମଧୁବାବୁ ଦେଖିବାକୁ ଏକାଭଳି ।ବୋଧହୁଏ ସେଥିପାଇଁ ସାର୍ ମାନେ Confuse ହେଇଗଲେ। ସେଥିପାଇଁ ମଧୁବାବୁ ଙ୍କ ଫୋଟ କୁ ନେଈଆସିଛନ୍ତି ଆଉ ।😂😂😂

  • @rajuoram1058
    @rajuoram1058 5 днів тому

    ❤❤ Nice video

  • @143Susanta
    @143Susanta Місяць тому

    ଯାହା ହଉ ଭାଇଙ୍କର ଘର ଆଲୁଅ କରିବେ ବୋଲି କିଛି ଏମିତିକା କରିଦେଇଛନ୍ତି ତମେ ନାରଣ ବାବୁ ତମେ ହବନି ଟିକେ ଭିତରୀ ବୁଝିବନା ଯୋଉ ସରକାର ଆସିଲେ ବି ଲୋକଙ୍କର ମାଗଣା ଖାଇବା ଅଭ୍ୟାସ ଆଗରୁ ଅଛି ଏଵେ କେମିତିକା ସୁଧୁରିବେ 🤣😂🤣😂

  • @bishwajeetoram2059
    @bishwajeetoram2059 Місяць тому

    ପଶିସ ବର୍ଷ କଣ କରିଲା ନବୀନ ବୁଢ଼ା ସେ ତ ମଦ ବନ୍ କରି ପାରିଲା ନାହିଁ ଏବେ କନ ହେଲା

  • @raghunath-bapuni
    @raghunath-bapuni Місяць тому

    Jay jagannath

  • @Abhashnanda
    @Abhashnanda Місяць тому

    Same Problem in komna, Nuapada Tahasil.

  • @AkshayaPere
    @AkshayaPere 7 днів тому

    Direct action niajau

  • @kumarranjan8898
    @kumarranjan8898 Місяць тому

    ବହୁତ ଭାଢିଆ vedio ଦେଖାଉଛନ୍ତି ଆପଣ l🙏

  • @jayantajena8456
    @jayantajena8456 Місяць тому

    ହେ ପ୍ରଭୁ ତମେ କେଉଁଠି

  • @143Susanta
    @143Susanta Місяць тому

    ଯାହା ହଉ ଯିଏ ବି ହେଲେତ କାମ କରୁଛନ୍ତି ସବୁଠୁ ଭଲ ହେଉଛନ୍ତି ଏଇ fan ଆଉ bulb ଏମାନଙ୍କୁ ଦରମା ଦବାକଥା 🤣😂🤣 ଭାଇ ସେ ଲଣ୍ଡନ ଯାଇଛନ୍ତି ଫେରିଲେ ସବୁ କାମ କରିବେ ଆପଣଙ୍କର

  • @SumanMarandi-t4y
    @SumanMarandi-t4y Місяць тому

    Good father

  • @ashokkumardas6003
    @ashokkumardas6003 Місяць тому

    ସରକାର୍ ସବୁଥିରେ କଲର୍ ମାରୁଛନ୍ତି, ମଦୁଆ ଙ୍କ ଠାରେ କଲର୍ ମରିବା ଯୋଜନା ଆରମ୍ଭ କରନ୍ତୁ

  • @Dasharathvlog123
    @Dasharathvlog123 Місяць тому +1

    ଘୋଡା ମଦୁଆ ମୁଁ ଦେଖିଛି ହେଲେ ଏମିତି ବାଲି ମଦୁଆ ମୁଁ କେବେ ଦେଖିନି 😂

  • @gourangasahu-sy1jk
    @gourangasahu-sy1jk Місяць тому

    Super news

  • @143Susanta
    @143Susanta Місяць тому

    ଏଇ ଭାଇ ପ୍ରକୁତ ଅମ୍ବୃତ ସେବନ କରୁଛନ୍ତି ଏଇ ଭଳିଆ ଭକ୍ତ ରହିଲେ ସବୁ ଦେବା ଦେବୀ ସବୁ ଅମ୍ବୃତ ଆଣିକି ଆଙ୍କୁ ଦେଇଦେବେ 🤣😂🤣😂

  • @bhimagouri7190
    @bhimagouri7190 Місяць тому

    Good news 🙏🙏

  • @KasinathKhandual
    @KasinathKhandual Місяць тому

    Sar,good ,j❤ob

  • @mrsasikantavlog9813
    @mrsasikantavlog9813 Місяць тому

    Jouthi sarkar office re Officer rahu nahanti aau thile B kama karunahanti...tanku Suspended kara diaa jau...6 month...

  • @murmukolavlog6290
    @murmukolavlog6290 Місяць тому

    Sir last seen pura amaku emotional karideo

  • @BishikeshanNayak-iu9sp
    @BishikeshanNayak-iu9sp Місяць тому +1

    Sabu sarokari office re abohela jogun sarokri santha ku besarokri karajauchi

  • @PureCrazy-n8h
    @PureCrazy-n8h Місяць тому

    ❤❤

  • @Sk20gamer84
    @Sk20gamer84 Місяць тому

    Super❤❤❤❤

  • @bijayakumarrout.routbijayk6963
    @bijayakumarrout.routbijayk6963 24 дні тому

    Hau kebe thik byabasta heba

  • @Mohini-i2m
    @Mohini-i2m Місяць тому +1

    A news ta sarkar dekhithile bhari bhala huanta rajaswapain lokanka jibana saha kheluchi

  • @raibusing
    @raibusing Місяць тому

    Nice 👍🙂👍

  • @premchandmohanta7446
    @premchandmohanta7446 Місяць тому

    ଯଦି ଦମ ଅଛି ତା'ହେଲେ କାରଖାନା ବନ୍ଦ କରନ୍ତୁ ଆଗେ

  • @jayramraj6074
    @jayramraj6074 Місяць тому

    Ea college sir nka Guru bhakti dekhi Naranara mana pura bimohita hoigala ki desa bhakti.

  • @MMXCAT
    @MMXCAT Місяць тому

    ପାଣି ପିଏବେ ଛାଣି, ପଇସା ନେବେ ଗଣି 😁😁

  • @manojrana-jv2oj
    @manojrana-jv2oj Місяць тому

    Tahsildar mananakar uparitha officer ku complain kara tahsildar sudhuri jibe

  • @pauldigi8867
    @pauldigi8867 Місяць тому

    Apekya ra anta hela.. news fus re kebe asiba wait kari thili😂😂😂

  • @jagannathacharya3344
    @jagannathacharya3344 Місяць тому

    Jay Jagannath 🙏

  • @Tulumallick-h5g
    @Tulumallick-h5g 9 днів тому

    Amar cm majhi kn karuchhanti a sabu dekhantu

  • @ranjitsatapathy5951
    @ranjitsatapathy5951 Місяць тому +1

    It is bad luck of poor primary school who failed to make understand its students to identify madhu babu with sarba palli who in college being lecturers befool future citizens, very shame to say it is a college

  • @umeshchandraguin1521
    @umeshchandraguin1521 Місяць тому

    ହେ ଭଗବାନ 😮😮😮😮😮😅😅😅😅

  • @pinkusahu9321
    @pinkusahu9321 Місяць тому

    ❤❤❤❤🙏🙏🙏

  • @debaranjansahoo2803
    @debaranjansahoo2803 25 днів тому

    Kuna tripathi the best

  • @babulakanhar062
    @babulakanhar062 Місяць тому

    Bahut bhala au kara

  • @jilani449
    @jilani449 Місяць тому

    Jajpur ro rasulpur block re v tahsildar asu nahanti

  • @Dhakadnewslitan9692
    @Dhakadnewslitan9692 Місяць тому

    Government Au balla paisa aasiba abakari department ru

  • @saroj1296
    @saroj1296 Місяць тому

    Madhubabu swagatam

  • @Suryakanta_S.I_Chestno133
    @Suryakanta_S.I_Chestno133 Місяць тому

    Last one😢😢 20 :00

  • @romiofakir7799
    @romiofakir7799 Місяць тому

    He ram

  • @OmmiOn
    @OmmiOn Місяць тому

    Oh my God 😂😂🤣🤣 mind blowing 😇😇🌹🌹🌹🌹🎉🎉🎉

  • @jayramraj6074
    @jayramraj6074 Місяць тому

    Odisha re jete block achhi sabu block re tahsildar amiti dughty kahuchanti hele sarkarnka Sethi prati jamaru drusti nahin.jaha dwara lokamane bahut hairana hauchanti. Hele prasasana ra a jaye Aakhi kholuni. Athi prati Goment drusti deba nihati darakara.

  • @suhantasandha2049
    @suhantasandha2049 Місяць тому +1

    Super she upar 😂😂😂😂😂😂

  • @HatiaThakura
    @HatiaThakura Місяць тому

    Bhai bhata kebe badhib

  • @HARIPRIYAPRADHANI-gr9yt
    @HARIPRIYAPRADHANI-gr9yt Місяць тому

    Tahasil ra demand besi aji kali

  • @LaxmidharKandi-r7r
    @LaxmidharKandi-r7r 3 дні тому

    Satare janata eathi bichara sarakar jojana baata maarana lutuchhanti kuji neta kebala jagannath bharasa

  • @BasantiHembram-s2m
    @BasantiHembram-s2m Місяць тому

    Police kan khai moru chanty sir

  • @narendrarout6186
    @narendrarout6186 Місяць тому

    🙏

  • @PrabirkumarDey87
    @PrabirkumarDey87 Місяць тому

    Bjd Ra puruna Loka amane,,

  • @MohansamalMohansamal
    @MohansamalMohansamal 25 днів тому

    Bhai adhika gapiba apekhya mada ku jadi bandha karidaba bhala huanta besi gapani mg

  • @jayajuktasing8848
    @jayajuktasing8848 Місяць тому

    Laja nahi sarikari chakirianku

  • @AzadAli-l5v
    @AzadAli-l5v Місяць тому

    👍🌹

  • @ManasKumar-s2v
    @ManasKumar-s2v Місяць тому +1

    Bhai tame tamar phoon n dia dagsaharakk kichi debi

  • @HARIPRIYAPRADHANI-gr9yt
    @HARIPRIYAPRADHANI-gr9yt Місяць тому

    Tahasil dar nka tharu eithi Ri mame malamal

  • @BKD.Creation
    @BKD.Creation Місяць тому

    Botala bhangibi gori ta duare 😅😅😅😅😅😅😅

  • @adgh1013
    @adgh1013 Місяць тому

    iisssiiii...kete maila pani pee dele🤦

  • @managobindamahanta8700
    @managobindamahanta8700 Місяць тому

    Kuna Tripathi ku commentry pai patha .

  • @dibyendunayak6930
    @dibyendunayak6930 Місяць тому

    Vip (s) local (report)mido

  • @mctuduboyha4823
    @mctuduboyha4823 Місяць тому

    😊

  • @jayramraj6074
    @jayramraj6074 Місяць тому

    mulu maile jiba sari debanka sange kimpa kali. Mada Srusti kariba kahinki taku puni loka dekhania nasta kariba kahinki.dhanya Aama odisha sarkar.

  • @abhaydhir9427
    @abhaydhir9427 Місяць тому

    Sarakar kan karuchhanti?? A mananku sabudin pain chhuti deideba darakar

  • @sudhansukumarbal3419
    @sudhansukumarbal3419 Місяць тому

    Many many thanks

  • @DhaniramBhatra-w2i
    @DhaniramBhatra-w2i Місяць тому

    Subu Tasilre amiti