News Fuse 14 Oct 2024

Поділитися
Вставка
  • Опубліковано 27 лис 2024

КОМЕНТАРІ • 118

  • @snehalatamurmu3961
    @snehalatamurmu3961 Місяць тому +24

    ଓଡ଼ିଆ ଅସ୍ମିତା ହେଉଛି ଆମ ଭାଷା, ଆମ ଭେଷ ଭୁଷା, ଆମ ଚାଲି ଚୋଳନ, ଆମ ସଂସ୍କୃତି, ଆଉ ସଭ୍ୟତା, ଆଉ ସ୍ୱାଭିମାନ ର ସୁରକ୍ଷା ଦେବା ଆଉ ସୁରକ୍ଷିତ ରଖିବା ହେଉଛି ଓଡ଼ିଆ ଅସ୍ମିତା. ଆମେ ଓଡ଼ିଆ ଭାରି ବଢିଆ 🙏ଜୟ ଜଗନ୍ନାଥ 🙏🙏🙏

  • @BabluGammers
    @BabluGammers Місяць тому +16

    ଆମ ଶିକ୍ଷାମନ୍ତ୍ରୀଙ୍କ ଏସବୁ ପଚାରିଲେ ଭଲ ହୁଅନ୍ତା ଆଜ୍ଞା।।

    • @manjilkumarkhamari6784
      @manjilkumarkhamari6784 2 дні тому

      Tu asabu janichhu ta

    • @BabluGammers
      @BabluGammers 2 дні тому

      @manjilkumarkhamari6784 najanithile pacharithanti kn pain

    • @manjilkumarkhamari6784
      @manjilkumarkhamari6784 2 дні тому

      @@BabluGammers aaga nija career katha chinta Kara, pare anyaku kahiba

    • @BabluGammers
      @BabluGammers 2 дні тому

      @@manjilkumarkhamari6784 I am a lawyer.. life re success heisarichu nije dekha aga nija career athi nija mata dia juchi comment section ta gyana deba darkar nahin ...

  • @Panda-ix5nl
    @Panda-ix5nl Місяць тому +14

    ଓଡ଼ିଆ ଅସ୍ମିତା: ଓଡ଼ିଆ ଲୋକଙ୍କ ଗର୍ବ ଓ ଗୌରବର କଥା
    Football ⚽️ =ପାଦରେ ଖେଳା ଯାଉଥିବା ପେଣ୍ଡୁ
    Belt= ଅଣ୍ଟା ପଟି
    Table =ମେଜ, chair =ଚୌକି
    Cycle 🚲 =ଶୂନଗାଡି
    ବହୁତ ଭଲ ପ୍ରୟାସ କରିଥିଲେ 👍ଏପରି ଲୋକ ମାନଙ୍କୁ ନିଜର ଜାତି ଓ ଭାଷା ର ସମ୍ମାନ ପ୍ରଦାନ କରିବା ଲାଗି ଶିଖାନ୍ତୁ

  • @maheswarpradhan3978
    @maheswarpradhan3978 Місяць тому +13

    ଶିକ୍ଷ ମନ୍ତ୍ରୀ ପ୍ରଧାନ ବାବୁ ଙ୍କୁ ପଚାରି ବୁଝି ଲେ ଭଲ ହେବ

  • @BasantaBehera-gl3li
    @BasantaBehera-gl3li Місяць тому +9

    ଏବେ କା ସରକାର କୁ ପଚାର ସେଇ ହିଁ କହି ପାରିବେ

  • @dillipjena5818
    @dillipjena5818 Місяць тому +9

    ସୋମ୍ୟରଞ୍ଜନ ପଟ୍ଟନାୟକ ଙ୍କୁ ଓଡ଼ିଆ ଅସ୍ମିତା ବିଷୟରେ ପଚାରନ୍ତୁ ।ସେ ହିଁ ପ୍ରଥମ ବ୍ୟକ୍ତି ଏଇ କଥା କହିଛନ୍ତି ।

  • @soumyaranjanbarik4734
    @soumyaranjanbarik4734 Місяць тому +6

    ଆମେ ତ ହେଲୁ ସାଧାରଣ ଲୋକ ଏଇ ଓଡିଆ ଅସ୍ମିତା ଭଳି ଗହନ କଥା ଆମମୁଣ୍ଡରେ କଣ ଧରିବ ଏଇ କଥା ଯଦି ନିର୍ବାଚନୀ ପ୍ରଚାରରେ ବୁଝାଇ କହିଥାନ୍ତେ !! ନାରଣ ପଚାରିବା ଅର୍ଥ ବିନା ପାଠପଢାରେ ପରିକ୍ଷାଦେବା

  • @kariahembram3216
    @kariahembram3216 Місяць тому +5

    Football -ପାଦ ପେଣୁ ,Belt-କମର ପୋଟି , Table-ମେଜ ,

  • @sunilmallick715
    @sunilmallick715 Місяць тому +2

    ବଢ଼ିଆ ଲାଗିଲା, ଜୟଶ୍ରୀ ରାମ

  • @sadanandamalik3569
    @sadanandamalik3569 Місяць тому +11

    ଓଡ଼ିଆ ଅସ୍ମିତା କହୁଥିବା ବ୍ୟକ୍ତି ଙ୍କୁ ବି ଜଣା ନାହିଁ, ଭାରତ କୁ ଡାରତ, ତ୍ରିରଙ୍ଗା କୁ ତିରଙ୍ଗା ଲେଖୁଛନ୍ତି ସେମାନେ କଣ ଓଡ଼ିଆ ଅସ୍ମିତା ବୁଝିବେ

  • @nirmaltandi247
    @nirmaltandi247 Місяць тому +5

    ସବୁ ଏଠି ଗୋଟିଏ ଗୋଟିଏ ଜ୍ଞାନୀ
    କିନ୍ତୁ ପ୍ରକୃତ ରେ କାହାକୁ ଜଣା ନାହିଁ ଓଡିଆ ଅସ୍ମିତା ମାନେ କଣ 😅

  • @Papun-z9w
    @Papun-z9w Місяць тому +3

    ଜୟ କଳା ❤️

  • @purnachparida
    @purnachparida Місяць тому +1

    ଓଡିଆ ଅସ୍ମିତା ପାଇଁ ଓଡିଶା ସରକାର 5T ଭଳି ଗୋଟେ ବିଭାଗ ଖୋଲନ୍ତୁ ।

  • @bulumajhi3154
    @bulumajhi3154 Місяць тому

    ଗୋଟିଏ ପାଦ ଓଡ଼ିଆ ଭାଷା ପାଇଁ ଧନ୍ୟବାଦ ଓଟିଭି

  • @MayadharaPatra-r3x
    @MayadharaPatra-r3x Місяць тому +3

    ନିର୍ବାଚନ ସମୟରେ ଯେଉଁ ରାଜନୈତିକ ଦଳର ପ୍ରାର୍ଥୀ ଓ ନେତା
    ଏକଥା କହିଥିଲେ ସେମାନଙ୍କୁ ଏଇ
    ଓଡ଼ିଆ ଅସ୍ମିତା କଣ ସେ ଗେରୁଆ
    ଭାଇ ଭଉଣୀଙ୍କୁ ପଚାରିବା ନିହାତୀ
    ଆବଶ୍ୟକ |ଏକଥା ଯେତେବେଳେ
    ନେତାମାନେ କହିବା ଶୁଣି ସେଇ
    ଦିନ ଠାରୁ ଆଜି ପର୍ଯ୍ୟନ୍ତ ଖୋଜୁଛି
    ହେଲେ ଏଇ ଓଡ଼ିଆ ଅସ୍ମିତା ର
    ମାନେ ପାଉନାହିଁ |

    • @manjilkumarkhamari6784
      @manjilkumarkhamari6784 2 дні тому

      Haire murkha, gerua kahaku kahuchhu be, tu Pakistan ja be salaa, Jane Hindu heiki Hindu culture samaaj ku gaali karuchhu, ja musalmaan☪️ mananka chatibu ja.

  • @mdrehmat963
    @mdrehmat963 Місяць тому +2

    ମୋ ବ୍ୟକ୍ତିଗତ ମତରେ ଓଡ଼ିଆ ଅସ୍ମିତା ହେଉଛି - ଆମ ଓଡ଼ିଆ ଭାଷାକୁ ସମ୍ମାନ ତଥା ଅଗ୍ରାଧିକାର ଦେବା ସହ ଆମ ଓଡ଼ିଆ ସଂସ୍କୃତି , ପରମ୍ପରାକୁ ସ୍ୱାଭିମାନ ସହ ଆପଣେଇବାକୁ ଓଡ଼ିଆ ଅସ୍ମିତା କୁହାଯାଏ । ।।। ଭୁଲ ଥିଲେ କ୍ଷମା ଦେବା ହେବେ। ।

  • @gopabandhukanhar3968
    @gopabandhukanhar3968 Місяць тому +2

    ଏହି କାର୍ଯ୍ୟକ୍ରମ କରିବା ଦ୍ୱାରା ବ୍ୟବହାର କରାଯାଉଥିବା ଅନେକ ଓଡ଼ିଆ ଶବ୍ଦ ଜାଣି ହେଉଛି । ଯେପରି -ପିଆଲା,ଷଚକ , ଅନେକ

  • @Sima-fx3kf
    @Sima-fx3kf Місяць тому +4

    ଏ ସବୁ ଆପଣ ମୋହନ ସାର କ୍କୁ ପଚାର ଉଊର ପାଇଁ ଯିବେ

  • @supriyodutta9471
    @supriyodutta9471 Місяць тому +3

    ଓଡ଼ିଆ ସଂସ୍କୃତି ପରମ୍ପରା ହେଉଛି ଓଡ଼ିଆ ଅସ୍ମିତା
    ଆମକୁ ତ ଇଂରାଜୀ ଆଉ ମିସନାରୀ ପରମ୍ପରା ଶିଖେଇ ଆସିଛନ୍ତି ଲୋକେ ଓଡ଼ିଆରେ ସବୁ ଜାଣିବେ କେମିତି

  • @prasantapattanaik862
    @prasantapattanaik862 Місяць тому +2

    ଅସ୍ମିତା ଶବ୍ଦଟି ଧର୍ମେନ୍ଦ୍ର ପ୍ରଧାନ କେଡ଼େ ପାଟିରେ ବାରମ୍ବାର କହୁଥିଲେ,ତେଣୁ ସେ ଜାଣିଥିବେ ୟାର ଅର୍ଥ କଣ।ତାହା ବି ସେ ନ ଜାଣି ଗାଲୁ ପେଲିବେ।

  • @tapanpanda5870
    @tapanpanda5870 Місяць тому +3

    ହୃତ ଗୌରବ 🎉

  • @Nibu316
    @Nibu316 Місяць тому +2

    ଓଡ଼ିଆ ଅସ୍ମିତା ଶବ୍ଦ ର ଅର୍ଥ ଜାଣିବା ପାଇଁ ମୋହନ ସରକାର ଙ୍କୁ ଗୋଟେ ମହଭୋଜ କରାଯିବା ଉଚିତ 👍

  • @143Susanta
    @143Susanta Місяць тому +1

    ଭାଇ ଆମର ଅସ୍ମିତାକୁ ଭଲରେ ବୁଝିଛନ୍ତି 🤣😂🤣 ଭାଇଙ୍କର ଇଂଲିଶ ଭାଷା ଉପରେ ଭାରି ରାଗ ସେଥିପାଇଁ ଏତେ 🤣😂🤣

  • @143Susanta
    @143Susanta Місяць тому +1

    ଯାହା ହଉ ମଉସା ଓଡ଼ିଆ ଅସ୍ମିତା ଜାଣିଛନ୍ତି ବୋଲିତ କହିଲେ ସବୁ

  • @143Susanta
    @143Susanta Місяць тому +1

    Football ହେଉଛି ଗୋଲ ବଲ ଭାଇ ଠିକ କହିଲେ ମୁଁ ଭାବିଲି ଲମ୍ବା ବୋଲି 🤣😂🤣

  • @kartikeshwar-hz8ih
    @kartikeshwar-hz8ih Місяць тому

    ଜୟ ଶ୍ରୀ ଜଗନ୍ନାଥ🙏

  • @krishnanaikbrothers6459
    @krishnanaikbrothers6459 Місяць тому

    My favorite news fews sir Jay Jagannath 🙏

  • @sudhansukumarbal3419
    @sudhansukumarbal3419 Місяць тому +1

    Thanks for your effort

  • @DeepakBal-l3w
    @DeepakBal-l3w Місяць тому +1

    Jay jagannath

  • @MituTarei-lo4tr
    @MituTarei-lo4tr Місяць тому +2

    Namaskra Bhai

  • @pramodkumar-ii4tl
    @pramodkumar-ii4tl Місяць тому +2

    Hrushi Bhai, sadharan jantan ku odia asmita bisayare pacharile, thare e bisayare neta mantri, gitkar, gayak/gayika kalakar, cine aau tele kalakar, sikshak aau shikshyabit, collector, tehsildar, BDO, sarkari daftar re karyarat karmachari , ganamadhyam pratinidhi mananku pachari dekhantu. Dekhiba kahiparichhanti ki nahin. Aau gote katha, jou asmita paain BJP gadi paila, CM Mohan Sir aau sikshya matri ku pachari dekhantu.

  • @santoshbehera3058
    @santoshbehera3058 Місяць тому

    ନିଜ୍ଵସ ପରିଚୟ ମାନେ ଅସ୍ମିତା

  • @RanjitSahoo-zu2vu
    @RanjitSahoo-zu2vu Місяць тому +1

    Thank u so Mach❤❤❤

  • @BarbaraYoung-n5q
    @BarbaraYoung-n5q Місяць тому +1

    Thompson Dorothy Anderson Richard Davis Mark

  • @Karunamallik6739
    @Karunamallik6739 Місяць тому

    ଅଶମିତା ମୋ ବାଁ।।।।।।।।।।।।।

  • @143Susanta
    @143Susanta Місяць тому

    ଭାଇ ଆମର ଓଡ଼ିଆ ଲେକଚର ହେଲେ ଓଡ଼ିଆ ଅସ୍ମିତା କଣ ଜାଣି ନାହାନ୍ତି ଆଉ ସେ କେମିତିକା ପିଲାଙ୍କୁ ପଢ଼ାଉଛନ୍ତି ଆମେ ସବୁ ଜାଣିଲୁ 🤣😂🤣

  • @PrasanBarika-f4g
    @PrasanBarika-f4g Місяць тому

    ବୁଝିଲ ନାରଣ ଭାଇ ଓଡ଼ିଆ ହିରୋ ହୀରାଣୀ କୁ ପଚାରନ୍ତୁ ଭଲ ହଅଣ୍ଟା

  • @TapaswiniAcharya-j3e
    @TapaswiniAcharya-j3e Місяць тому

    Jay jaganath

  • @gagandfighter1801
    @gagandfighter1801 Місяць тому +2

    Eie question sbu jou political loka asmita utheichhnti tanku fast pachara se kete janichhnti khali emiti lokanku pacahara jadi sahasa achhai political lokku pacahriki dekha se kete asmita janichhnti

  • @Sima-fx3kf
    @Sima-fx3kf Місяць тому +1

    Otv shocked mausa rocked 😎😎😎

  • @prasantapattanaik862
    @prasantapattanaik862 Місяць тому

    ଚରିତ୍ର ଯେମିତି ଏକ ଶବ୍ଦ ଅଛି କିନ୍ତୁ କାହା ପାଖରେ ତାହା ନାହିଁ, ସେମିତି ଅସ୍ମିତା ଏକ ଶବ୍ଦ ଅଛି କିନ୍ତୁ ଓଡ଼ିଆରେ କାହା ପାଖରେ ନାହିଁ।

  • @KrishnaDas-ct4xq
    @KrishnaDas-ct4xq Місяць тому +3

    Mayurbhanj pote kebe aaso sobu answer milibo

  • @RajendraSahu-gm4cx
    @RajendraSahu-gm4cx Місяць тому

    Kindly start again Story of Odisha program that is now very important of our new generation and all know about of our Odisha Tourism places.

  • @eatingranger9929
    @eatingranger9929 Місяць тому

    ଓଡିଆ ଅସ୍ମିତା ଯାହା ହଉ କିନ୍ତୁ ମୋଦି ଅମିତ୍ ଶାହା ଓ ଧର୍ମେନ୍ଦ୍ର ଆଗ ହିନ୍ଦୀ ଭଲରେ କହି ଶିଖି ଲେଣି 😅

  • @geetanjaliacharya6079
    @geetanjaliacharya6079 Місяць тому

    God bless you to your family sir 🙏

  • @143Susanta
    @143Susanta Місяць тому

    ଭଉଣୀ ଆମର ଓଡିଶାର ନୁହନ୍ତି ବୋଧେ ସେଥିପାଇଁ ଓଡିଶାର ଅସ୍ମିତା କଣ ଜାଣି ନାହାନ୍ତି 🤣😂🤣 ମୁବି ଜାଣି ପାରୁନି ଓଡ଼ିଆ ଅସ୍ମିତା କଣ 🤣😂🤣

  • @sudhansukumarbal3419
    @sudhansukumarbal3419 Місяць тому

    Good evening thank you

  • @143Susanta
    @143Susanta Місяць тому

    ଯାହା ହଉ ଭଉଣୀ ଭଲ କହିଲେ ଆମର ସରକାର ମାନେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅଛନ୍ତି 🤣😂🤣 ଏଵେ cm ମୋଦିଜୀ ଧନ୍ୟ ହେ ମୋର ଅସ୍ମିତା ଓଡ଼ିଆ ଭୋଲା ଭଉଣୀ ଟିକେ ପେପର ପଢ କାଇଁ ଏତେ ରିଲସ କରୁଛ କିଏ ମୁଖ୍ୟମନ୍ତ୍ରୀ ଅଛନ୍ତି ବୋଲି ଜାଣି ପାରୁନ ଏଇ କଥା ଶୁଣି ତମ ଘର ଲୋକେ ଆଉ କଲେଜ ଛାଡ଼ିବେନି 🤣😂🤣

  • @kabitapanigrahi4630
    @kabitapanigrahi4630 Місяць тому

    ସାଇକେଲ ର ଓଡ଼ିଆ ଦୁଇ ଚକ୍ର ଯ।ନ

  • @subratsenapati8203
    @subratsenapati8203 Місяць тому

    Class 10th jae kau oriya book re suna gadi use haechi. Kintu cycle word ra use apana paebe. Pila sikhbe kauthu? Emti bahut word achi jemiti table football bat etc...

  • @rishmoodone
    @rishmoodone 18 днів тому

    Chauliaganj durga, badhiya krla

  • @MunaMohapatra-j7i
    @MunaMohapatra-j7i Місяць тому

    Are bhai narana moha majhi Ku pacharunu😊

  • @whatisthis1900
    @whatisthis1900 Місяць тому +1

    Dengga Saa Sireeeee😂😂😂😂😂😂

  • @Biswajitnayak-qg8dg
    @Biswajitnayak-qg8dg Місяць тому +1

    Bhai ethi sabu nijaku odia boli kuhanti kintu nija pila ku English medium re padhanti thare Tamilnadu buliki asa nija bhasaku kemiti sanman dia jaa tankathu sikha

  • @manojk.s.9051
    @manojk.s.9051 Місяць тому

    Ganjam asile heri full odia re katha hebe ganjam loke pure odia😆

  • @Saikrishna5471-i3i
    @Saikrishna5471-i3i Місяць тому

    Ama bhadrak asha sabu Thik utara paeba

  • @sanjayakumardehury
    @sanjayakumardehury Місяць тому

    ପ୍ରଥମେ ତୁମ news ଚାନେଲ ର ନାମ ଓଡ଼ିଆ କୁ ପରିବର୍ତନ କରନ୍ତୁ..... ତୁମ ପ୍ରୋଗ୍ରାମ ର ନାମ news fuse କୁ ପରିବର୍ତନ କର.... ପରେ ଓଡ଼ିଆ ଅସ୍ମିତା କଥା ଚିନ୍ତା କରିବା

  • @bravosingh4153
    @bravosingh4153 Місяць тому

    ନାରଣ ସାର୍ ଆପଣଙ୍କର ପୁଣି ହିରୋଇନ ?😅😅😅

  • @rashmibijaykumarmishra5543
    @rashmibijaykumarmishra5543 Місяць тому +2

    Meja - Table
    Helmet - Sirastrana
    Chair- Kursi / Chauki
    Cycle- Duichakia/ Dichakrika /
    Pada Gaadi/ Dwichakra Bahini
    Driving Licence - Chaalaka Anumati/ Chaalaka Anugyapti
    Start Maariba- Chaalanarambha
    Bike or Motor Bike - Duichakia Jantrika Gaadi
    Telephone - Doorabhasha
    Football.- Goda Pendu
    Asmitaa--- it's Så as in Sata
    Sati
    Or saha
    ...
    Non Resident Odias are more Odias

    • @KalingaWarrior1
      @KalingaWarrior1 Місяць тому +1

      ସଂସ୍କୃତ ଶବ୍ଦ ଗୁଡ଼ିକ କ'ଣ ଓଡ଼ିଆ?

    • @rashmibijaykumarmishra5543
      @rashmibijaykumarmishra5543 Місяць тому

      @@KalingaWarrior1 except Dichakrika , which word is a Sanskrit word ? I think all are Odia words . Also Odia language which is a classical language is anyways mostly derived from Sanskrit isn't it

    • @birasen1340
      @birasen1340 Місяць тому

      କି କଥା ୟେ ଗୁଡା 😂😂😂​@@KalingaWarrior1

  • @rabiswain4839
    @rabiswain4839 Місяць тому

    Ask BJP to answer

  • @MalayaRanjanPradhan-co9pk
    @MalayaRanjanPradhan-co9pk Місяць тому

    The the teacher, who teaches to the Students , how shame !

  • @mirjajamirbaig3246
    @mirjajamirbaig3246 Місяць тому

    Gote, asmita, school, khola, jau

  • @gagandfighter1801
    @gagandfighter1801 Місяць тому

    Meja

  • @sagarmukhi1
    @sagarmukhi1 Місяць тому

    ଓଡ଼ିଆ କୁ ଅଶ୍ମାନ କହନ୍ତି

  • @chiymeedas4614
    @chiymeedas4614 Місяць тому

    Yaa ghara sona gachi

  • @sushantmohanty1274
    @sushantmohanty1274 Місяць тому

    ମୋହନ ମାଝି ଙ୍କୁ ପଚା ର

  • @manasrout2969
    @manasrout2969 Місяць тому

    Odisha re Odia Asmita ra Katha Kahi, BJP Sarakar ku Asila, Hele BJP Netanku Odia Kahi Asuni Ki Lekhi Asuni au Anya Manank Katha Kan Kahuchhanti

  • @KrishnaDas-ct4xq
    @KrishnaDas-ct4xq Місяць тому

    Cm sir utkalmoni madhusudan das kohi deichonti to seithi pain semiti kohuchonti

  • @satyaswarupbhuyan9258
    @satyaswarupbhuyan9258 Місяць тому

    Jila ra rajadhani na hauchi odia ra asamita

  • @bibhuprasadpradhan8968
    @bibhuprasadpradhan8968 Місяць тому

    Odia asmita ra pratika dho tv yarghuss gerua ranga asmita jukta up alu chief secretary police dg gujurati babunka nirdes

  • @durgacharannagaria5237
    @durgacharannagaria5237 Місяць тому

    Tame Ebra Sarakara ku pachari bujhuna

  • @Goslow3037
    @Goslow3037 17 днів тому

    @11:31, ଅପଙ୍କର ସାମ୍ବାଦିକ ତ ଓଡ଼ିଆ ନକହି, ଉଡ଼ିଆ କହୁଛନ୍ତି 😂 ।
    ବୋଧେ ନିଜ Otv bhai ସାମ୍ବାଦିକ ବୋଲି କିଛି କହିଲେନି ଉପସ୍ଥାପକ 😢 ।
    ଆମକୁ ଯଦି ଓଡ଼ିଆ ଭାଷା କୁ ଅଧିକ ଲୋକଦୃତ ଓ ଦୈନଦିନ ବ୍ୟବହାର୍ଯ୍ୟ କରିବା ପାଇଁ ଭାବିବା ତାହେଲେ ତାକୁ ଅଗ୍ରାଧିକାର ଦେବା ପାଇଁ ପଡିବ ।

  • @sabitrimishra5820
    @sabitrimishra5820 Місяць тому

    Kanduka krida

  • @whatisthis1900
    @whatisthis1900 Місяць тому +1

    college jhua...nabin cm 😂😂😂😂😂😂eheee

  • @DebendraNaik-yt3ud
    @DebendraNaik-yt3ud Місяць тому

    🦶 Football ⚽ mane odia re god ball

  • @archanajena2714
    @archanajena2714 Місяць тому

    Mukhymantri Odia Lekhai Parul aunty EVM pipe Odisha BJP OTP Argos Kanak news pai BJP

  • @Manas_panigrahi
    @Manas_panigrahi Місяць тому

    Ama sarakar joudina sasana bhara naba ame ghara ghara buli odia asmita bisaya re samstanku kahibu..

  • @gyanprakash3083
    @gyanprakash3083 Місяць тому

    Godi media

  • @MeghanadPradhan-p2k
    @MeghanadPradhan-p2k Місяць тому

    Teme apane tike sikhaya mantri dharama babunku pacharile bhala huanta

  • @biruamamalaxmi541
    @biruamamalaxmi541 Місяць тому

    Bjd hariba pare bjd fatuchi 😂😂

  • @parshuramsabat5548
    @parshuramsabat5548 Місяць тому

    Pendu

  • @MAHESHDORA-zu5vk
    @MAHESHDORA-zu5vk Місяць тому

    kya dimag Paya Hai. 😂😂😂😂😂😂😂😂😂😅😅😅😅😅😅😅😅😅😂😂😂😂😂😂

  • @MAHESHDORA-zu5vk
    @MAHESHDORA-zu5vk Місяць тому +1

    😂😂😂😂😂😂😂😂😂

  • @DebendraNaik-yt3ud
    @DebendraNaik-yt3ud Місяць тому

    😮😮😮😅😅😅

  • @Biswajitnayak-qg8dg
    @Biswajitnayak-qg8dg Місяць тому

    Odia asmita mane ame chanhuchhu jane odia kia ama rajyare sasan karu tamil babu nunhe ma 😂😂😂

  • @KSGAMING1997
    @KSGAMING1997 Місяць тому

    😅😅😅😅😅

  • @Biswajitnayak-qg8dg
    @Biswajitnayak-qg8dg Місяць тому

    Narana tameta samstanku prasna pacharuchha tame kahila pant ra odia kn aau glass ra odia kn

  • @jagannathmaharana1414
    @jagannathmaharana1414 Місяць тому

    ଓଡ଼ିଆ ଶିକ୍ଷକ ଭାବରେ ୟାଙ୍କୁ ନିଯୁକ୍ତି ଦେଲା କିଏ ? ଏଇଭଳି ଶିକ୍ଷକ ପିଲାଙ୍କୁ ଓଡିଆ ପଢେଇଲେ ପିଲାମାନେ ଅସ୍ମିତା ରେ ଡେଙ୍ଗା 'ଶ' ହିଁ ଲେଖିବେ କାରଣ ଏମାନେ ଶିକ୍ଷକ ନୁହନ୍ତି ଶିକ୍ଷକ ନାଁ ର କଳଙ୍କ ଶିକ୍ଷା ସହାୟକ।

  • @FAGUTUDU-i8t
    @FAGUTUDU-i8t Місяць тому

    Gandi nobin

  • @BayasipradhanBayasi
    @BayasipradhanBayasi Місяць тому

    pendu

  • @ramachandramurmu4335
    @ramachandramurmu4335 Місяць тому

    Pado pendu

  • @promodpadhan479
    @promodpadhan479 Місяць тому +1

    Thkn, you😅😊😮😢🎉😂❤❤❤❤❤❤😂😂🎉😢😢😢🎉🎉🎉🎉🎉🎉🎉🎉🎉🎉🎉

  • @kumarmanjitcreations64
    @kumarmanjitcreations64 Місяць тому

    😂😂😂😂😂😂😂😂😂