Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ହସ ଲାଗୁଛି ଏଭଳି ନେତା ଆମ ଓଡିଶାର
😂😂😂😂
😂😂😂😂😂 Dhanya re
Nobin odia kohiki bujhiki teluthila
ଏତେଦିନକେ ଓ ଟିଭି ଗୋଟିଏ ଖବର ଦେଖାଇଲା। ଓ ଟିଭି ଗୋଟିଏ ଗଦି ମିଡିଆ ଚେନାଲ୍ ହଇଥିବାରୁ ବହୁତ କଷ୍ଟ ରେ ଏହା ଉପସ୍ଥିତ କରୁଅଛି! ଏବେ ଓଡ଼ିଆ ଅସ୍ମିତା ଚୁଲିରେ ଜଳୁଛି
ଗଦି ନା ତକିଆ, ବୁଝିଲ ଭୁଲ୍ ଟା ସବୁବେଳେ ଭୁଲ୍, ଆଉ ତୁମେ ସବୁ ଗେଣ୍ଡା ଦଳର ଚାମୂଚା ତୁମେ ସବୁ ଖୁସି ତ ଏଇ ସମ୍ବାଦ କୁ ଦେଖି !!
ଚାମଚ ନା କଂସା.. 24 ବର୍ଷ ରେ କଣ ହେଇଛି ଟିକେ niti ଆୟୋଗ report ପଢ଼େ
ଠିକ୍ କଥା କହିଲେ ଭାଇ
@@MINIMOTIVATION6242 To Gandi kehi maru nahanti na.. Sala Nabeen sarkaar jaha karithila taku ranga maruchi ae sarkaar.. sala.. Inefficient Government
Haaaaas
ଏଇ ସବୁ ମୂର୍ଖ ଗଧ ବିରାଡ଼ି ବୈଷ୍ଣବ ଧେତ ବିଜେପି ଵାଲା
ଏଇମାନେ ହେଲେ ଆମମାନଙ୍କର ନେତା। ଯେଉଁମାନେ ଓଡ଼ିଆ ଠିକ୍ ରେ ଲେଖି ପାରୁନାହାନ୍ତି ସେମାେନ ଓଡ଼ିଶା ର ଅସ୍ମିତା କୁ ନାରା କରିଛନ୍ତି।
@@nihardas1910 right
I Like News fuse program.
ଆମ ମୁଖ୍ୟମନ୍ତ୍ରୀ କିଛି କରିପାରନ୍ତୁ କି ନ କରିପାରନ୍ତୁ କିନ୍ତୁ କ୍ୟାମେରା କୁ ବହୁତ୍ ଗୁରୁତ୍ଵ ଦିଅନ୍ତି 😂
Because of modi student 😅
Because of Modi bhakti 😅
😂😂😂
Hasi laguchi
😂 very nice cm
ମହା ପୁରୁଷ ମାନଙ୍କୁ କେବଳ ଦିନେ ଦୁଇଦିନ ପାଇଁ ସଫା କରାଯାଏ କାରଣ ଏମାନେ କେବଳ ଏଇ ଦିନ ପାଇଁ ଖୋଜା ଯାଆନ୍ତି ଅନ୍ୟ ବେଳେ କିଏ ପଚାରେ ଅନୁରୋଧ 🙏🏿🙏🏿🙏🏿 କରୁଛି ସରକାରଙ୍କୁ ଆମର ଏଇ ମହାପୁରୁଷ ମାନଙ୍କର ସେବା ପାଇଁ କିଛି ଗୋଟେ ଵେବସ୍ତା କରନ୍ତୁ ଯେମିତିକି ଲାଗିବ ସେ ଆମ ସହିତ ଅଛନ୍ତି 🙏🏿🙏🏿🙏🏿🙏🏿🙏🏿
ସାଙ୍ଗମାନେ 🙋ମନ୍ତ୍ରୀ ମଣ୍ଡଳ ପାଇଁ ମଧ୍ୟ ପ୍ରତିଯୋଗୀତା ପରୀକ୍ଷା ଭିତ୍ତିରେ ଚୟନ ହେବା ଉଚିତ୍ ବୋଲି କିଏ କିଏ ଭାବୁଛ 🙋
ବର୍ଷରେ ଥରେ ସ୍ଵାଧୀନତା ସଂଗ୍ରାମୀ ମନେ ପଡନ୍ତି
Bhai pura tuma pari loka😊😊😊😅😅
ଏମାନଙ୍କ ପରି ରାଜନୈତିକ ଶେତା ପାଇଁ ଆଜି ଓଡ଼ିଆ ଅସ୍ମିତା ଗର୍ବିତ 🙏
ପ୍ରଭାତୀ ଅପା ଆମର ଲେଖା ହିମାଳୟ ରୁ ଆରମ୍ଭ କଲେ ଆଉ କନ୍ୟାକୁମାରୀ ରେ ସାରିଲେ ମୋ ଭଳିଆ ଲେଖା ମତେ ବହୁତ ଖୁସି ଲାଗିଲା 🤣😂🤣
😂😂😂😂😂😂
Lekhiba dhadi chhat nahi padhiba darkar
ଓଡ଼ିଆ ଅସ୍ମିତା.... ଓଡ଼ିଆ ଅସ୍ମିତା..... ଯେଉଁମାନେ ଓଡ଼ିଆ ଠିକ୍ ସେ ଲେଖି ପାରୁନାହାନ୍ତି ସେମାନେ ଓଡ଼ିଶା ର ଅସ୍ମିତା କୁ ରକ୍ଷାକରିବେ। ଓଡ଼ିଶାବାସିଙ୍କ ୧୨+୧୨=୨୪ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା....ଧନ୍ୟ ଅନ୍ଧଭକ୍ତଙ୍କ ମୁର୍ଖ ମନ୍ତ୍ରୀ................... ଜୟ ଜଗନ୍ନାଥ 🙏
ରକ୍ଷା 👈👈👈 Spelling
ଅରେ ଭାଇ ନବିନ ବାବୁ ଙ୍କୁ ୨୪ ବର୍ଷ ଓଡିଶା ବାସି ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଙ୍କୁ ୫ ବର୍ଷ ଦେଇ କି ଦେଖ କଣ କରୁ ଚନ୍ତି
ଏଇ student ମାନେ କଣ ଲେଖୁଛନ୍ତି ସେଇ ଜାଣି ଥିବେ ଧନ୍ୟ ତମର ଲେଖା
ଲଜ୍ଜ୍ୟା ଲାଗୁଛି ଏମିତି ନେତା ମନ୍ତ୍ରୀ ଙ୍କ ହାତରେ ଆମ ରାଜ୍ୟର ଶାସନ ଭାର ରହିଛି, ଯେମିତି ନେତା କୁ ସେମିତି ଶାସନ
ଏମାନେ ଏମିତି ଓଡିଶା ଚଳେଇବେ ଓଡ଼ିଆ ଜାଣିନାହାନ୍ତି
ଟିକକଥାଭାଇ
ସମସ୍ତେ ସବୁ କିଛି ଲେଖିଲେ ହେଲେ ବନ୍ଦେ ଉତ୍କଳଜନନୀ କେହି ଲେଖିଲେ ନାହି, ପ୍ରଥ ମେ ଆମେ ଓଡ଼ିଆ,ତାପରେ ଆମେ ଭାରତୀୟ
ହଁ ଭାଇ ଆଗରୁ ମୁଖିଆ ଓଡ଼ିଆ କହିପାରୁ ନଥିଲେ, ଏବେ ନେତା ଓଡ଼ିଆ ଲେଖି ପାରୁନାହାନ୍ତି।
Board re ତାରିଖ ଭୁଲ ଲେଖା ହୋଇଛି।।।
4:14 4:19 4:21 4:32 4:32 4:33 4:33 4:35 4:36 4:40 4:54 4:56 4:56 4:56 4:57 5:04 5:04 5:05 5:20 5:20 5:38 5:38 5:41 5:42 5:43 😮 5:44 5:47 5:52 😮😮😮😮😮😮😮😮😮 6:13 6:13 6:17 6:17 6:17 😮😮😮😮😮😮 6:42 😮i😄😅 7:05 😮😮😅😮😮😮😮
ସତରେ ବଧନ୍ୟ double ingine ସରକାର
Bhul nuhe har ghar triranga 09-15 august mane 9-15 aug samaste ghara aagare triranga lageibe
ଆମ ଓଡ଼ିଶାର ବିଜେପି ମୁଖ୍ୟ ମନ୍ତ୍ରୀଙ୍କ ଲେଖା ଛିଡାଇଦିଅ
.ବିଜେପି ଗଢିଛି ମୂଖ୍ୟ ମୁର୍ଖ ମନ୍ତ୍ରୀ
ଠିକ୍ କଥା
Naveen Patnaik pandit thila bodhe 😂😂😂😂 sei pain harigala
Right
@@TukuNaik-hj6cf କୁକୁର କହିଲେ ତତେ ବୁଝାଏ
@@shibaprasad9954😂😂😂
ଯଦି ଏହି ଭଳି ଲେଖା ଅନ୍ୟ କୋଉ ସ୍କୁଲ ସାର୍ ଲେଖି ଥାନ୍ତେ, ଓ ହୋ ଜମେଇ କି ନାରଣ ବାବୁ ଆମର କହିଥାନ୍ତେ
"ଶୁଖୁଆ ପୋଡ଼ା " is more powerful than "ବାର ବର୍ଷର ତପସ୍ୟା" । କାରଣ "ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା ।" "ଦାୟିତ୍ବ ସମ୍ପର୍ଣ୍ଣ ବ୍ଯକ୍ତି ଭାବିଚିନ୍ତି ମନ୍ତବ୍ଯ ରଖିବା ଉଚିତ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
ହର୍ ଘର୍ ତ୍ରିରଙ୍ଗା ❎ ହର୍ ଘର୍ ତିରଙ୍ଗା ✅ ଏମାନେ ଖାଲି ବିରୋଧୀଙ୍କୁ ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରୁଛନ୍ତି ଯେ ଆମକୁ କୁହ 😆 ଆମେ ଯାହା ଭୋଟ ବେଳେ ଆଗରେ ଥିଲୁ ବୋଲି ନାରଣ ଦେଖେରେ କେତେଜଣ କହୁଛନ୍ତି ଆମେ ଗୋଳେଇ ଦେଉଚୁ ନହେଲେ ଶୁଣି ନ ଶୁଣିଲା ଭଳିଆ ଯାଉଛୁ ଆଉ 😂😂 ଜୟ ଜଗନ୍ନାଥ ❤
Agriculture re development hoithile odisha kahiki any rajya upare nirbhara karithile..
ମୁଁ ଆଜି ଖାଲି comments ପଢ଼ିକି ଯିବି, କିଛି କହିବିନି 🙊 ମୋ ଭଳି ଆଉ କିଏ ଅଛ କି ଆଜି ? 🤣🤣
Me
ଆରମ୍ଭ କଷ୍ଟ ହୁଏ କିନ୍ତୁ ଶେଷ ରେ ଫଳ ମିଠା ଲାଗେ ମହୋନ ଆଜ୍ଞା ଜିନ୍ଦାବାଦ
ପୂର୍ବରୁ cm ku pm b ଡରୁଥିଲେ। କାହିଁକି ନା ସେ educated thile, kintu Abe Naa odia ଜାଣିଛନ୍ତି, ନା ହିନ୍ଦୀ ଜାଣିଛନ୍ତି , ଆଉ English oho wonderful,, andha bhakta ram ram,,
Absulily right bro a loka bhujhiba darkar
It's absolutely not absulily@@ratikantaswainjayhanumanji7251
Bahut sunder episode.🙏 Jai ♥️🇮🇳🔥 Hind 🙏
ହାଏରେମୁଖ୍ୟମନ୍ତ୍ରି
ହଁ ବିକାଶ ନା ନେଇ ଯେଉଁ ବିନାଶ ଆଉ ଲୁଟ୍ ର ହିସାବ ଟିକେ ଦିଅ।
Ama odisha ku jaganatha bharasha...
ସବୁ ମିଡ଼ିଆ ସୁର ପାଗଳ ଠୁ ବାଇଟ କ'ଣ ପାଇଁ ନେଉଛନ୍ତି ବୁଝାପଡୁନି। ଲୋକ ହସିହସି ନାକେଦମ😂😂😂
ସରକାର ନେତା ହେବା ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ,ମାନ ଦଣ୍ଡ ଓ ବୟସ ସୀମା, ଧାର୍ଯ୍ୟ କରନ୍ତୁ।
Bjp Jatra paty 💃
OTV ଗୋଦୀ ମିଡ଼ିଆ
ଜଣେ ମାଟ୍ରିକ ପେଲ ପିଲା ଲେଖି ପାରିବେ sir ଆମ ରାଜ୍ୟ ରନେ ତା ମାନେ ଜାଣିନାହାନ୍ତି ଜୟ ଜଗନ୍ନାଥ
ସୁର ଭାଇ ଙ୍କ ହିସାବ ରେ ପାଣ୍ଡିଆନ ଯଦି ସବୁ କରିଛନ୍ତି, ତେବେ ନବୀନ ବାବୁ କଣ କରିଛନ୍ତି? ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ଅଫିସର ମାନେ କାମ କରନ୍ତି। କିନ୍ତୁ ଆମ ସୁର ବାବୁ ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ଙ୍କ ଜାଗାରେ ଅଫିସର ଙ୍କୁ ଦେଉଛନ୍ତି।😭😭😭
ଜାଣିଚୁ ନାରଣ ମୁଁ ସ୍ବପ୍ନରେ ଦେଖିଲି ସୁର cm ହେଇଛନ୍ତି... ଠାକୁରଙ୍କୁ ଟିକେ ଡ଼ାକୁନୁ ମୋ ସ୍ବପ୍ନଟା ବାସ୍ତବରେ ପରିଣତ ହେଇଯାଉ 😂😂🇮🇳🇮🇳🇮🇳
ହର୍ ଘର୍ ହର୍ ଘର୍ ତ୍ରିରଙ୍ଗା ❌ ତିରଙ୍ଗା ✅08.15.ଅଗଷ୍ଟ ❌। 09.15 ଅଗଷ୍ଟ ✅
Jaha hau otv ଦେଖେଇଲା thanks
ଆମ ମନ୍ତ୍ରୀ ପଞ୍ଚୁଆଲିଟି ଅଛନ୍ତି
ସୁରାଭାଇ କଥା 👍👍👍👍👍
ମାନ୍ୟବର ହରିଚନ୍ଦନ ଆଜ୍ଞା କଣ କହୁଣୀ ହଲେଇଲା ଭଳି ଲାଗୁଛି😢😢😢
ଧନ୍ୟବାଦ newsfuse
Even Naveen babu never ever speak odia.but he is one of the best CM.
ବାଜେ ଗୋଦି ମିଡ଼ିଆ ଆଜି କେମିତି ଚାମଚା ଗିରି କରିନ କିରେ । ଅପାଠୁଆ ଦଳ
My favorite news fews sir Jay Jagannath 🙏 🙏🙏
Eii kan h otv aji bahut khusi lagila otv sata dekhithibaru😂
ସେଇଥିପାଇଁ ସବୁଠି ଇଙ୍ଗୀରାଜୀ ଆଉ......😮😮😮😮
100 / correct voice of S Routray
ମୁର୍ଖଙ୍କ ଶାସନରେ ଆଜି ସମସ୍ତେ ସନ୍ତୁଳିତ
ହଉ ଏବେ କୁହ ତ୍ରିରଙ୍ଗା ନା ତିରଙ୍ଗା.....
OTV kan kahiba?😂😂😂
Jetebele odia asmita katha uthiba sete bele news channel mane dekhine, abe khali birodhi dekhiba
Otv dekha jaunu@@hemantadash6520
ବାଇ ବିଜେଡି ସରକାର ଥିଲା ବେଳେ ତ୍ରିରଙ୍ଗା ଥିଲା ବିଜେପି ସରକାର ଆସିଲା ଟୁ ତିରଙ୍ଗା ହେଲା ଏହିଟା ହିଁ ଓଡିଶା ର ଓଡ଼ିଆ ଅସ୍ମିତା
ଯାହା କହିବ ମୁତ୍ରି
ଏମିତିକା ଖୁସି ହବା କଥା କାରଣ ଏମାନେ ଆମ ଓଡ଼ିଶା ନୁହଁ ଆମ ଭାରତର ଗୌରବ ଏମାନଙ୍କୁ ଆହୁରି motivation କରିବା କଥା ଖାଲି ଏମାନଙ୍କୁ ନୁହଁ ବରଉଁ ସବୁ ପିଲା ନୂଆ ପିଲାଙ୍କୁ ବି ଚାନ୍ସ ଦବା କଥା 🙏🏿🙏🏿🙏🏿
Jay Jagannath
Sura bhai right
ଏମାନେ କ୍ୟାମେରା ଜୀବି,
ନେତାମାନଙ୍କୁ ଏପରି ଟ୍ୟୁସନ ଏକାନ୍ତ ଜରୁରୀ
ଓଡ଼ିଶା ରେ କେବଳ ଓଡ଼ିଆ ଚାଲିବା ଉଚିତ୍
ଏତେ ଦିନ ପରେ otv news ଦେଖେଇଲେ କଣ ଦେଖେଇଛନ୍ତିି ଓଡ଼ିଶା ବାସୀ ଜାଣିପାରିବେ 😅
ଦୟାକରି ଯୁକ୍ତାକ୍ଷର ସିଖିକୀ ଆସନ୍ତୁ
ବୈଜୟନ୍ତ ସାର୍ ମୁଖ୍ୟମନ୍ତ୍ରୀ ହେଇଥିଲେ ଭଲ ହେଇଥାନ୍ତା।
Usko kuchh malum h
Wo kitna bar election defeat hua tere ko malum h
Tu uska relation h kya
Tere ko kuchh malum h abe
Mo bala ta
କଂଗ୍ରେସ ହଟାଓ ଭାରତ ବଞ୍ଚାଓ 🇮🇳🚩🌷modi Yogi no 1 neta
Thanks news fuse
Happy Independence day ❤❤❤
ଟାଉଟରିଆ ଓଟିଭି କୁ ଉପରେ ଲେଖା ଯାଇଥିବା ତିରଙ୍ଗା ଲେଖା କଣ ଦେଖାଗଲା ନାହିଁ ଆଖିରେ କଣ କଣ୍ଟା ପଶିଛି
ତାରିଖ ଭୁଲ ଅଛି
@@monalishadas5020murkhamantri gudaka au karibe kn lajya lagiba katha emiti mantri mananku
@@monalishadas5020ଠିକ୍ ଅଛି । 9-15 August ର ଅର୍ଥ9 ରୁ 15 August
ଠିକ୍ ଅଛି lHindi ଅନୁସାରେ ତିରଙ୍ଗା ' ହର୍ ଘର୍ ତିରଙ୍ଗା'Odia ଅନୁସାରେ ତ୍ରିରଙ୍ଗା ' ଘରେ ଘରେ ତ୍ରିରଙ୍ଗା '
@@sorenfilms bhai lo eita hindi lekhaheini ଓଡ଼ିଆ re lekha heichi so ethi hindi katha kahile kn haba je
"ଜୟ ଶ୍ରୀ ଜଗନ୍ନାଥ 🙏 ପରିବେଶ ସଂରକ୍ଷଣ ଦାୟିତ୍ବ ତୁଲେଇ, ରୋଗ, ଶୋକ ଯେତେ ସବୁ ଦେବା ଆସ ଦୂରେଇ...."❤
Bala sarkar
Naveen sir 💪💪💪💪💪💪💪💪💪💯👈
ଏମାନେ ଭଲ ରେ ଓଡ଼ିଆ ଲେଖିପାରୁନାହାନ୍ତି କିନ୍ତୁ ଏପଟେ OTET ପିଲାଙ୍କ qualifying marks ୯୦ ରଖିଛନ୍ତି ........ ଏହିପରି ଭାବେ ଏମାନେ ଓଡ଼ିଆ ଅସ୍ମିତାକୁ ବହୁତ୍ ଆଗକୁ ନେବେ, ଏଥିରେ ଆଉ ସନ୍ଦେହ ନାହିଁ ।
ଜଣା ପଡୁଛି ଓଡ଼ିଶାର ମନ୍ତ୍ରୀ ମଣ୍ଡଳରେ ସମସ୍ତେ ମୂର୍ଖ ନୁହେଁ କେହି ଜଣେ ଭୂଲ ଲେଖିଲେ ମଧ୍ୟ ଅନ୍ୟ ମନ୍ତ୍ରୀ ଠିକ୍ କରିପାରୁଛି ଆଉ ଅଲଗା ମାଷ୍ଟର ଦରକାର ହେଉନି
କି ଯୁଗ ହେଲା କାହାକୁ ମୁଖ୍ୟମନ୍ତ୍ରୀ କଲୁ,, ଭୁଲ୍ ରେ ଭାଷଣ ରେ ଭାଷୀ ଗଲି, ଅନ୍ଧ ରାଇଜେ ଗଲି ଦର୍ପଣ ବିକି,,,😮😮😮 ହାତ ରେ ଶାଳଗ୍ରାମ,,, ମୋ ଭୋଟ ଖଣ୍ଡ କ ଫେରା,,, ନା ଓଡ଼ିଆ ନା ହିନ୍ଦୀ ନା ଇଂଲିଶ,, ମୋ ଭୋଟ ଖଣ୍ଡ କ ଫେରା,,otv ଧନ୍ୟବାଦ୍ ଏତେ ଦିନ ପରେ ତୁମ TV channel ରେ ତୁମ ନେତା ର କହିଲ,,, ନିଜ କଥା କୁହ ଅନ୍ୟ ର ବି କୁହ,,,,
ଭୋଟ ଆଗରୁ ତ ଭାରି କନ କନ ହଉଥିଲ ଏବେ କାଇଁ ଜଳୁଛି 😂😂😂କିଳା ନିଅ
ଆରେ ଭାଇ ଏ କମେଣ୍ଟ ଟି ସମସ୍ତ ଙ୍କ ପାଇଁ ବୁଝିବା ଲୋକ ଠିକ୍ ବୁଝିବ,,, ଯିଏ ୟାଙ୍କ ମାନଙ୍କୁ ସରକାର କରିଛି,, ଯିଏ ଭୋଟ ଦେଇଛି ତାକୁ ଚାପୁଡ଼ା ଖାଇଲା ଭଳି ଲାଗୁଥିବ,,, ଭୋଟ ଖଣ୍ଡ କ ଫେରା ଓଡ଼ିଶା ର ନିରୀହ ଲୋକଙ୍କୁ
Katha kuha kandhei pachare vasa nhi kebe
Mukhya mantree kn ta vul lekhi delaki
ସୁର ଭାଇ ଅଛି ମାନେ ଓଡିଶାରେ ଆଉ ପପୁର କଣ ଦରକାର??? 😄😄😄
Jai Hind Jai Bharat ⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳
Sura Babu thik kahichhanti ❤
Pura thik aau
ଆମ ପୂଜାରୀ sir general ବୋଲି ଖାଲି ପାଠ ଉପରେ ଟିପ୍ପଣୀ ଦିଆଗଲା ଯଦି କୋଉ sc st ଲୋକ ଏ ପରି ଲେଖିଥାନ୍ତ। ତା ଜାତି ଗୋତ୍ର ସବୁ କୁହା ହେଇଥାନ୍ତା।
ଓଡ଼ିଆ ଅସ୍ମିତା ଜଳ ଳଳ ଦେଖିବାକୁ ମିଳିଛି
ଏଥି ପାଇଁ ଓଡିଶା ବହୁତ୍ ବହୁତ୍ ଆଗରେ
ଶାଳକୁ ଓଡ଼ିଆ ଆଶୁନି, ଏମାନେ କୁଆଡେ ଓଡ଼ିଶା ଶଭାଳିୱେ
ମୁଖ୍ୟମନ୍ତ୍ରୀ ନା ମୋ ବାଳ ମନ୍ତ୍ରୀ ଶଳା ସବୁ ଜାଗାରେ ବେଇଜ୍ଜତ
❤Happy Independence Day ❤🇨🇮🌍
God bless you to your family sir 🙏
ଓଡ଼ିଆ ଅସ୍ମିତା ପୁରା ଝରିପଡିଲା ଆଉ ଲଜ୍ୟା ଲାଗୁନି ଲୋକ ପିଟିବା କଥା 200କୋଟି ଆହୁରି ଓଡ଼ିଆ ଅସ୍ମିତା ପାଇଁ ଲଜ୍ୟା ଲାଗୁନି
ତ୍ରିରଙ୍ଗା ❌ ତିରଙ୍ଗା ☑️✅
@@sorenfilms ଏହିଥିରେ ଓଡ଼ିଆ ଅସ୍ମିତା ରହିଲା କେଉଁଠି କାଇଁ ମୁଁ ତ ଜାଣିପାରୁନି ...
ଓଡ଼ିଆ ଅସ୍ମିତା ରେ ଥିବା ଆମେ ୦% 😂😂😂
ନିରପେ୍ଷତା ସମ୍ବାଦ ପାଠକ thank you sir 😅
Good morning everyone happy independence day 🇮🇳🙏
O tv 1st time kichhi bhala news deheila
Love u Suraj Surya bansi
ମାଗିହା ସୁର ମୁହଁ ରେ ମୁତିବାକୁ ପଡିବ 😡😡😡😡😡😡
ମତେ ଲାଗୁଛି ଭାଇବୋଧେ ଲମ୍ଫ ମାରିବେ
ହର୍ ଘର୍ ତିରଙ୍ଗା 😂😂 ନୁଁହେ ତ୍ରିରଙ୍ଗା ❤❤❤
Har ghar tiranga ✅. ଭାଇ ଯଦି ଭାବୁଛ ତୀରଙ୍ଗା ଲେଖା ଭୁଲ ଅଛି ବୋଲି ତାହେଲେ ଆଗ ଯାଇ ହିନ୍ଦୀ ଶିଖ. 😂😂😂
OTV good news
Ee paribartana gote khusi aau.....
ଆମ ଘର ପାଇଖାନା ସଫା କରିବା ପାଇଁ ଯୋଗ୍ୟତା ନାହିଁ
ଅଲିଆ ତ ବହୁତ ଅଛି sir କେତେ ସଫେଇ କଲେ ବି ସରିବନି ଯଦି ଠିକ୍ place ର ସପା କଲେ ଭଲ ହୁଅନ୍ତା 😂😂
ଜଣେ ଲେଖିଲେ ତିନିଜଣ ସଜାଡିଲେ ତାଙ୍କ ଧାନର ଭାତ ଖାଉଥିବା ରୁ ଏହିପରି ଲେଖାହେଲା ।
ଏ ନେତା ମାନଙ୍କୁ ଦେଖିକି ଦେହକୁ ସହୁନି, ଏତିକି ମନେ ରଖିଥାଉ ଆପଣ ମନେବି ଏ ମାନଙ୍କ ଅଣ୍ଡୁର ରେ ଅଛନ୍ତି,
ତିରଙ୍ଗା ❌ ତ୍ରିରଙ୍ଗା ✅
ଭାରତ ଲେଖି ଜାଣି ନାହାନ୍ତି ଏ ମାନେ କଣ ଅସ୍ମିତା ରକ୍ଷା କରିବେ।
Odia asmita 👌
ସୁର ଅଜା ଆର ସୁରେ ନାଇଁ ନ, ତାଙ୍କର ମସ୍ତିଷ୍କ ବିକୃତି ଜଣାପଡୁଛି
ହସ ଲାଗୁଛି ଏଭଳି ନେତା ଆମ ଓଡିଶାର
😂😂😂😂
😂😂😂😂😂 Dhanya re
Nobin odia kohiki bujhiki teluthila
ଏତେଦିନକେ ଓ ଟିଭି ଗୋଟିଏ ଖବର ଦେଖାଇଲା।
ଓ ଟିଭି ଗୋଟିଏ ଗଦି ମିଡିଆ ଚେନାଲ୍ ହଇଥିବାରୁ ବହୁତ କଷ୍ଟ ରେ ଏହା ଉପସ୍ଥିତ କରୁଅଛି!
ଏବେ ଓଡ଼ିଆ ଅସ୍ମିତା ଚୁଲିରେ ଜଳୁଛି
ଗଦି ନା ତକିଆ, ବୁଝିଲ ଭୁଲ୍ ଟା ସବୁବେଳେ ଭୁଲ୍, ଆଉ ତୁମେ ସବୁ ଗେଣ୍ଡା ଦଳର ଚାମୂଚା ତୁମେ ସବୁ ଖୁସି ତ ଏଇ ସମ୍ବାଦ କୁ ଦେଖି !!
ଚାମଚ ନା କଂସା.. 24 ବର୍ଷ ରେ କଣ ହେଇଛି ଟିକେ niti ଆୟୋଗ report ପଢ଼େ
ଠିକ୍ କଥା କହିଲେ ଭାଇ
@@MINIMOTIVATION6242 To Gandi kehi maru nahanti na.. Sala Nabeen sarkaar jaha karithila taku ranga maruchi ae sarkaar.. sala.. Inefficient Government
Haaaaas
ଏଇ ସବୁ ମୂର୍ଖ ଗଧ ବିରାଡ଼ି ବୈଷ୍ଣବ ଧେତ ବିଜେପି ଵାଲା
ଏଇମାନେ ହେଲେ ଆମମାନଙ୍କର ନେତା। ଯେଉଁମାନେ ଓଡ଼ିଆ ଠିକ୍ ରେ ଲେଖି ପାରୁନାହାନ୍ତି ସେମାେନ ଓଡ଼ିଶା ର ଅସ୍ମିତା କୁ ନାରା କରିଛନ୍ତି।
@@nihardas1910 right
I Like News fuse program.
ଆମ ମୁଖ୍ୟମନ୍ତ୍ରୀ କିଛି କରିପାରନ୍ତୁ କି ନ କରିପାରନ୍ତୁ କିନ୍ତୁ କ୍ୟାମେରା କୁ ବହୁତ୍ ଗୁରୁତ୍ଵ ଦିଅନ୍ତି 😂
Because of modi student 😅
Because of Modi bhakti 😅
😂😂😂
Hasi laguchi
😂 very nice cm
ମହା ପୁରୁଷ ମାନଙ୍କୁ କେବଳ ଦିନେ ଦୁଇଦିନ ପାଇଁ ସଫା କରାଯାଏ କାରଣ ଏମାନେ କେବଳ ଏଇ ଦିନ ପାଇଁ ଖୋଜା ଯାଆନ୍ତି ଅନ୍ୟ ବେଳେ କିଏ ପଚାରେ ଅନୁରୋଧ 🙏🏿🙏🏿🙏🏿 କରୁଛି ସରକାରଙ୍କୁ ଆମର ଏଇ ମହାପୁରୁଷ ମାନଙ୍କର ସେବା ପାଇଁ କିଛି ଗୋଟେ ଵେବସ୍ତା କରନ୍ତୁ ଯେମିତିକି ଲାଗିବ ସେ ଆମ ସହିତ ଅଛନ୍ତି 🙏🏿🙏🏿🙏🏿🙏🏿🙏🏿
ସାଙ୍ଗମାନେ 🙋ମନ୍ତ୍ରୀ ମଣ୍ଡଳ ପାଇଁ ମଧ୍ୟ ପ୍ରତିଯୋଗୀତା ପରୀକ୍ଷା ଭିତ୍ତିରେ ଚୟନ ହେବା ଉଚିତ୍ ବୋଲି କିଏ କିଏ ଭାବୁଛ 🙋
ବର୍ଷରେ ଥରେ ସ୍ଵାଧୀନତା ସଂଗ୍ରାମୀ ମନେ ପଡନ୍ତି
Bhai pura tuma pari loka😊😊😊😅😅
ଏମାନଙ୍କ ପରି ରାଜନୈତିକ ଶେତା ପାଇଁ ଆଜି ଓଡ଼ିଆ ଅସ୍ମିତା ଗର୍ବିତ 🙏
ପ୍ରଭାତୀ ଅପା ଆମର ଲେଖା ହିମାଳୟ ରୁ ଆରମ୍ଭ କଲେ ଆଉ କନ୍ୟାକୁମାରୀ ରେ ସାରିଲେ ମୋ ଭଳିଆ ଲେଖା ମତେ ବହୁତ ଖୁସି ଲାଗିଲା 🤣😂🤣
😂😂😂😂
😂😂😂
😂😂😂😂😂😂
Lekhiba dhadi chhat nahi padhiba darkar
ଓଡ଼ିଆ ଅସ୍ମିତା.... ଓଡ଼ିଆ ଅସ୍ମିତା..... ଯେଉଁମାନେ ଓଡ଼ିଆ ଠିକ୍ ସେ ଲେଖି ପାରୁନାହାନ୍ତି ସେମାନେ ଓଡ଼ିଶା ର ଅସ୍ମିତା କୁ ରକ୍ଷାକରିବେ। ଓଡ଼ିଶାବାସିଙ୍କ ୧୨+୧୨=୨୪ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା....ଧନ୍ୟ ଅନ୍ଧଭକ୍ତଙ୍କ ମୁର୍ଖ ମନ୍ତ୍ରୀ................... ଜୟ ଜଗନ୍ନାଥ 🙏
ରକ୍ଷା 👈👈👈 Spelling
ଅରେ ଭାଇ ନବିନ ବାବୁ ଙ୍କୁ ୨୪ ବର୍ଷ ଓଡିଶା ବାସି ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଙ୍କୁ ୫ ବର୍ଷ ଦେଇ କି ଦେଖ କଣ କରୁ ଚନ୍ତି
ଏଇ student ମାନେ କଣ ଲେଖୁଛନ୍ତି ସେଇ ଜାଣି ଥିବେ ଧନ୍ୟ ତମର ଲେଖା
ଲଜ୍ଜ୍ୟା ଲାଗୁଛି ଏମିତି ନେତା ମନ୍ତ୍ରୀ ଙ୍କ ହାତରେ ଆମ ରାଜ୍ୟର ଶାସନ ଭାର ରହିଛି, ଯେମିତି ନେତା କୁ ସେମିତି ଶାସନ
ଏମାନେ ଏମିତି ଓଡିଶା ଚଳେଇବେ ଓଡ଼ିଆ ଜାଣିନାହାନ୍ତି
ଟିକକଥାଭାଇ
ସମସ୍ତେ ସବୁ କିଛି ଲେଖିଲେ ହେଲେ ବନ୍ଦେ ଉତ୍କଳଜନନୀ କେହି ଲେଖିଲେ ନାହି, ପ୍ରଥ ମେ ଆମେ ଓଡ଼ିଆ,ତାପରେ ଆମେ ଭାରତୀୟ
ହଁ ଭାଇ ଆଗରୁ ମୁଖିଆ ଓଡ଼ିଆ କହିପାରୁ ନଥିଲେ, ଏବେ ନେତା ଓଡ଼ିଆ ଲେଖି ପାରୁନାହାନ୍ତି।
Board re ତାରିଖ ଭୁଲ ଲେଖା ହୋଇଛି।।।
4:14 4:19 4:21 4:32 4:32 4:33 4:33 4:35 4:36 4:40 4:54 4:56 4:56 4:56 4:57 5:04 5:04 5:05 5:20 5:20 5:38 5:38 5:41 5:42 5:43 😮 5:44 5:47 5:52 😮😮😮😮😮😮😮😮😮 6:13 6:13 6:17 6:17 6:17 😮😮😮😮😮😮 6:42 😮i😄😅 7:05 😮😮😅😮😮😮😮
ସତରେ ବ
ଧନ୍ୟ double ingine ସରକାର
Bhul nuhe har ghar triranga 09-15 august mane 9-15 aug samaste ghara aagare triranga lageibe
ଆମ ଓଡ଼ିଶାର ବିଜେପି ମୁଖ୍ୟ ମନ୍ତ୍ରୀଙ୍କ ଲେଖା ଛିଡାଇଦିଅ
.ବିଜେପି ଗଢିଛି ମୂଖ୍ୟ ମୁର୍ଖ ମନ୍ତ୍ରୀ
ଠିକ୍ କଥା
Naveen Patnaik pandit thila bodhe 😂😂😂😂 sei pain harigala
Right
@@TukuNaik-hj6cf କୁକୁର କହିଲେ ତତେ ବୁଝାଏ
@@shibaprasad9954😂😂😂
ଯଦି ଏହି ଭଳି ଲେଖା ଅନ୍ୟ କୋଉ ସ୍କୁଲ ସାର୍ ଲେଖି ଥାନ୍ତେ, ଓ ହୋ ଜମେଇ କି ନାରଣ ବାବୁ ଆମର କହିଥାନ୍ତେ
"ଶୁଖୁଆ ପୋଡ଼ା " is more powerful than "ବାର ବର୍ଷର ତପସ୍ୟା" । କାରଣ "ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା ।" "ଦାୟିତ୍ବ ସମ୍ପର୍ଣ୍ଣ ବ୍ଯକ୍ତି ଭାବିଚିନ୍ତି ମନ୍ତବ୍ଯ ରଖିବା ଉଚିତ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
ହର୍ ଘର୍ ତ୍ରିରଙ୍ଗା ❎ ହର୍ ଘର୍ ତିରଙ୍ଗା ✅ ଏମାନେ ଖାଲି ବିରୋଧୀଙ୍କୁ ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରୁଛନ୍ତି ଯେ ଆମକୁ କୁହ 😆 ଆମେ ଯାହା ଭୋଟ ବେଳେ ଆଗରେ ଥିଲୁ ବୋଲି ନାରଣ ଦେଖେରେ କେତେଜଣ କହୁଛନ୍ତି ଆମେ ଗୋଳେଇ ଦେଉଚୁ ନହେଲେ ଶୁଣି ନ ଶୁଣିଲା ଭଳିଆ ଯାଉଛୁ ଆଉ 😂😂 ଜୟ ଜଗନ୍ନାଥ ❤
Agriculture re development hoithile odisha kahiki any rajya upare nirbhara karithile..
ମୁଁ ଆଜି ଖାଲି comments ପଢ଼ିକି ଯିବି, କିଛି କହିବିନି 🙊 ମୋ ଭଳି ଆଉ କିଏ ଅଛ କି ଆଜି ? 🤣🤣
Me
ଆରମ୍ଭ କଷ୍ଟ ହୁଏ କିନ୍ତୁ ଶେଷ ରେ ଫଳ ମିଠା ଲାଗେ ମହୋନ ଆଜ୍ଞା ଜିନ୍ଦାବାଦ
ପୂର୍ବରୁ cm ku pm b ଡରୁଥିଲେ। କାହିଁକି ନା ସେ educated thile, kintu Abe Naa odia ଜାଣିଛନ୍ତି, ନା ହିନ୍ଦୀ ଜାଣିଛନ୍ତି , ଆଉ English oho wonderful,, andha bhakta ram ram,,
Absulily right bro a loka bhujhiba darkar
It's absolutely not absulily@@ratikantaswainjayhanumanji7251
Bahut sunder episode.🙏 Jai ♥️🇮🇳🔥 Hind 🙏
ହାଏରେମୁଖ୍ୟମନ୍ତ୍ରି
ହଁ ବିକାଶ ନା ନେଇ ଯେଉଁ ବିନାଶ ଆଉ ଲୁଟ୍ ର ହିସାବ ଟିକେ ଦିଅ।
Ama odisha ku jaganatha bharasha...
ସବୁ ମିଡ଼ିଆ ସୁର ପାଗଳ ଠୁ ବାଇଟ କ'ଣ ପାଇଁ ନେଉଛନ୍ତି ବୁଝାପଡୁନି। ଲୋକ ହସିହସି ନାକେଦମ😂😂😂
ସରକାର ନେତା ହେବା ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ,ମାନ ଦଣ୍ଡ ଓ ବୟସ ସୀମା, ଧାର୍ଯ୍ୟ କରନ୍ତୁ।
Bjp Jatra paty 💃
OTV ଗୋଦୀ ମିଡ଼ିଆ
ଜଣେ ମାଟ୍ରିକ ପେଲ ପିଲା ଲେଖି ପାରିବେ sir ଆମ ରାଜ୍ୟ ରନେ ତା ମାନେ ଜାଣିନାହାନ୍ତି ଜୟ ଜଗନ୍ନାଥ
ସୁର ଭାଇ ଙ୍କ ହିସାବ ରେ ପାଣ୍ଡିଆନ ଯଦି ସବୁ କରିଛନ୍ତି, ତେବେ ନବୀନ ବାବୁ କଣ କରିଛନ୍ତି? ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ଅଫିସର ମାନେ କାମ କରନ୍ତି। କିନ୍ତୁ ଆମ ସୁର ବାବୁ ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ଙ୍କ ଜାଗାରେ ଅଫିସର ଙ୍କୁ ଦେଉଛନ୍ତି।😭😭😭
ଜାଣିଚୁ ନାରଣ ମୁଁ ସ୍ବପ୍ନରେ ଦେଖିଲି ସୁର cm ହେଇଛନ୍ତି... ଠାକୁରଙ୍କୁ ଟିକେ ଡ଼ାକୁନୁ ମୋ ସ୍ବପ୍ନଟା ବାସ୍ତବରେ ପରିଣତ ହେଇଯାଉ 😂😂🇮🇳🇮🇳🇮🇳
ହର୍ ଘର୍ ହର୍ ଘର୍
ତ୍ରିରଙ୍ଗା ❌ ତିରଙ୍ଗା ✅
08.15.ଅଗଷ୍ଟ ❌। 09.15 ଅଗଷ୍ଟ ✅
Jaha hau otv ଦେଖେଇଲା thanks
ଆମ ମନ୍ତ୍ରୀ ପଞ୍ଚୁଆଲିଟି ଅଛନ୍ତି
ସୁରାଭାଇ କଥା 👍👍👍👍👍
ମାନ୍ୟବର ହରିଚନ୍ଦନ ଆଜ୍ଞା କଣ କହୁଣୀ ହଲେଇଲା ଭଳି ଲାଗୁଛି😢😢😢
ଧନ୍ୟବାଦ newsfuse
Even Naveen babu never ever speak odia.but he is one of the best CM.
ବାଜେ ଗୋଦି ମିଡ଼ିଆ ଆଜି କେମିତି ଚାମଚା ଗିରି କରିନ କିରେ । ଅପାଠୁଆ ଦଳ
My favorite news fews sir Jay Jagannath 🙏 🙏🙏
Eii kan h otv aji bahut khusi lagila otv sata dekhithibaru😂
ସେଇଥିପାଇଁ ସବୁଠି ଇଙ୍ଗୀରାଜୀ ଆଉ......😮😮😮😮
100 / correct voice of S Routray
ମୁର୍ଖଙ୍କ ଶାସନରେ ଆଜି ସମସ୍ତେ ସନ୍ତୁଳିତ
ହଉ ଏବେ କୁହ ତ୍ରିରଙ୍ଗା ନା ତିରଙ୍ଗା.....
OTV kan kahiba?😂😂😂
Jetebele odia asmita katha uthiba sete bele news channel mane dekhine, abe khali birodhi dekhiba
Otv dekha jaunu@@hemantadash6520
ବାଇ ବିଜେଡି ସରକାର ଥିଲା ବେଳେ ତ୍ରିରଙ୍ଗା ଥିଲା ବିଜେପି ସରକାର ଆସିଲା ଟୁ ତିରଙ୍ଗା ହେଲା ଏହିଟା ହିଁ ଓଡିଶା ର ଓଡ଼ିଆ ଅସ୍ମିତା
ଯାହା କହିବ ମୁତ୍ରି
ଏମିତିକା ଖୁସି ହବା କଥା କାରଣ ଏମାନେ ଆମ ଓଡ଼ିଶା ନୁହଁ ଆମ ଭାରତର ଗୌରବ ଏମାନଙ୍କୁ ଆହୁରି motivation କରିବା କଥା ଖାଲି ଏମାନଙ୍କୁ ନୁହଁ ବରଉଁ ସବୁ ପିଲା ନୂଆ ପିଲାଙ୍କୁ ବି ଚାନ୍ସ ଦବା କଥା 🙏🏿🙏🏿🙏🏿
Jay Jagannath
Sura bhai right
ଏମାନେ କ୍ୟାମେରା ଜୀବି,
ନେତାମାନଙ୍କୁ ଏପରି ଟ୍ୟୁସନ ଏକାନ୍ତ ଜରୁରୀ
ଓଡ଼ିଶା ରେ କେବଳ ଓଡ଼ିଆ ଚାଲିବା ଉଚିତ୍
ଏତେ ଦିନ ପରେ otv news ଦେଖେଇଲେ କଣ ଦେଖେଇଛନ୍ତିି ଓଡ଼ିଶା ବାସୀ ଜାଣିପାରିବେ 😅
ଦୟାକରି ଯୁକ୍ତାକ୍ଷର ସିଖିକୀ ଆସନ୍ତୁ
ବୈଜୟନ୍ତ ସାର୍ ମୁଖ୍ୟମନ୍ତ୍ରୀ ହେଇଥିଲେ ଭଲ ହେଇଥାନ୍ତା।
Usko kuchh malum h
Wo kitna bar election defeat hua tere ko malum h
Tu uska relation h kya
Tere ko kuchh malum h abe
Mo bala ta
କଂଗ୍ରେସ ହଟାଓ ଭାରତ ବଞ୍ଚାଓ
🇮🇳🚩🌷modi Yogi no 1 neta
Thanks news fuse
Happy Independence day ❤❤❤
ଟାଉଟରିଆ ଓଟିଭି କୁ ଉପରେ ଲେଖା ଯାଇଥିବା ତିରଙ୍ଗା ଲେଖା କଣ ଦେଖାଗଲା ନାହିଁ ଆଖିରେ କଣ କଣ୍ଟା ପଶିଛି
ତାରିଖ ଭୁଲ ଅଛି
@@monalishadas5020murkhamantri gudaka au karibe kn lajya lagiba katha emiti mantri mananku
@@monalishadas5020ଠିକ୍ ଅଛି । 9-15 August ର ଅର୍ଥ
9 ରୁ 15 August
ଠିକ୍ ଅଛି l
Hindi ଅନୁସାରେ ତିରଙ୍ଗା
' ହର୍ ଘର୍ ତିରଙ୍ଗା'
Odia ଅନୁସାରେ ତ୍ରିରଙ୍ଗା
' ଘରେ ଘରେ ତ୍ରିରଙ୍ଗା '
@@sorenfilms bhai lo eita hindi lekhaheini ଓଡ଼ିଆ re lekha heichi so ethi hindi katha kahile kn haba je
"ଜୟ ଶ୍ରୀ ଜଗନ୍ନାଥ 🙏
ପରିବେଶ ସଂରକ୍ଷଣ
ଦାୟିତ୍ବ ତୁଲେଇ,
ରୋଗ, ଶୋକ ଯେତେ ସବୁ
ଦେବା ଆସ ଦୂରେଇ...."❤
Bala sarkar
Naveen sir 💪💪💪💪💪💪💪💪💪💯👈
ଏମାନେ ଭଲ ରେ ଓଡ଼ିଆ ଲେଖିପାରୁନାହାନ୍ତି କିନ୍ତୁ ଏପଟେ OTET ପିଲାଙ୍କ qualifying marks ୯୦ ରଖିଛନ୍ତି ........ ଏହିପରି ଭାବେ ଏମାନେ ଓଡ଼ିଆ ଅସ୍ମିତାକୁ ବହୁତ୍ ଆଗକୁ ନେବେ, ଏଥିରେ ଆଉ ସନ୍ଦେହ ନାହିଁ ।
ଜଣା ପଡୁଛି ଓଡ଼ିଶାର ମନ୍ତ୍ରୀ ମଣ୍ଡଳରେ ସମସ୍ତେ ମୂର୍ଖ ନୁହେଁ କେହି ଜଣେ ଭୂଲ ଲେଖିଲେ ମଧ୍ୟ ଅନ୍ୟ ମନ୍ତ୍ରୀ ଠିକ୍ କରିପାରୁଛି ଆଉ ଅଲଗା ମାଷ୍ଟର ଦରକାର ହେଉନି
କି ଯୁଗ ହେଲା କାହାକୁ ମୁଖ୍ୟମନ୍ତ୍ରୀ କଲୁ,, ଭୁଲ୍ ରେ ଭାଷଣ ରେ ଭାଷୀ ଗଲି, ଅନ୍ଧ ରାଇଜେ ଗଲି ଦର୍ପଣ ବିକି,,,😮😮😮 ହାତ ରେ ଶାଳଗ୍ରାମ,,, ମୋ ଭୋଟ ଖଣ୍ଡ କ ଫେରା,,, ନା ଓଡ଼ିଆ ନା ହିନ୍ଦୀ ନା ଇଂଲିଶ,, ମୋ ଭୋଟ ଖଣ୍ଡ କ ଫେରା,,otv ଧନ୍ୟବାଦ୍ ଏତେ ଦିନ ପରେ ତୁମ TV channel ରେ ତୁମ ନେତା ର କହିଲ,,, ନିଜ କଥା କୁହ ଅନ୍ୟ ର ବି କୁହ,,,,
ଭୋଟ ଆଗରୁ ତ ଭାରି କନ କନ ହଉଥିଲ ଏବେ କାଇଁ ଜଳୁଛି 😂😂😂କିଳା ନିଅ
ଆରେ ଭାଇ ଏ କମେଣ୍ଟ ଟି ସମସ୍ତ ଙ୍କ ପାଇଁ ବୁଝିବା ଲୋକ ଠିକ୍ ବୁଝିବ,,, ଯିଏ ୟାଙ୍କ ମାନଙ୍କୁ ସରକାର କରିଛି,, ଯିଏ ଭୋଟ ଦେଇଛି ତାକୁ ଚାପୁଡ଼ା ଖାଇଲା ଭଳି ଲାଗୁଥିବ,,, ଭୋଟ ଖଣ୍ଡ କ ଫେରା ଓଡ଼ିଶା ର ନିରୀହ ଲୋକଙ୍କୁ
Katha kuha kandhei pachare vasa nhi kebe
Mukhya mantree kn ta vul lekhi delaki
ସୁର ଭାଇ ଅଛି ମାନେ ଓଡିଶାରେ ଆଉ ପପୁର କଣ ଦରକାର??? 😄😄😄
Jai Hind Jai Bharat ⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳⛳
Sura Babu thik kahichhanti ❤
Pura thik aau
😂😂😂
ଆମ ପୂଜାରୀ sir general ବୋଲି ଖାଲି ପାଠ ଉପରେ ଟିପ୍ପଣୀ ଦିଆଗଲା ଯଦି କୋଉ sc st ଲୋକ ଏ ପରି ଲେଖିଥାନ୍ତ। ତା ଜାତି ଗୋତ୍ର ସବୁ କୁହା ହେଇଥାନ୍ତା।
ଓଡ଼ିଆ ଅସ୍ମିତା ଜଳ ଳଳ ଦେଖିବାକୁ ମିଳିଛି
ଏଥି ପାଇଁ ଓଡିଶା ବହୁତ୍ ବହୁତ୍ ଆଗରେ
ଶାଳକୁ ଓଡ଼ିଆ ଆଶୁନି, ଏମାନେ କୁଆଡେ ଓଡ଼ିଶା ଶଭାଳିୱେ
ମୁଖ୍ୟମନ୍ତ୍ରୀ ନା ମୋ ବାଳ ମନ୍ତ୍ରୀ
ଶଳା ସବୁ ଜାଗାରେ ବେଇଜ୍ଜତ