Happy Birthday to our greatest honest experienced team leader of India.I wish his long life to serve our nation and he comes to Odisha in every time.He makes our state strong and hope our young generations will get service within one or two years .
Sir pranam. Aji dina re pradanmantri nk suvajanma dinare kotikoti naman karuchhu. Sir bjdpower re thila bele president nku chadinathile... and andhar karideithile.ebe jalaka hei dekhuthantu. Jay bjp.
Pandu ta nischita dhara jiba sir ame sabu bahut dharjya ra saha apekhya karechu jadi taha na hue ta hele se samiti ti bi bandi hae Navin nibasare achi baharaku asile loka dekhi la matre kan karebe se nije bi bhabi na thibe
ଆମ ନିର୍ଭର ଗୁମରକଥା ତରଫରୁ ତାଙ୍କ ଜନ୍ମଦିନ ଶୁଭେଚ୍ଛା
ମୁଁ ଭାବୁଛି ପାଣ୍ଡିଆନ ବାବୁଙ୍କ ଭାଜପାର ହାଇକମାଣ୍ଡ ଓ ନବୀନ ବାବୁଙ୍କ ସହ କିଛି ଭିତିରି ସମ୍ପର୍କ ରହିଛି ।
100% SATA KAHILE
ଜଗତ ର ନାଥ ଜଗନ୍ନାଥ ଙ୍କର ଆଶୀର୍ବାଦ ଯୋଗୁ ମୋହନ ସରକାର ଓ ଜଗନ୍ନାଥ ମଧ୍ଯ ନବୀନ ସରକାର ଙ୍କ ଗର୍ବ ଭାଗିଂ ଦେଲେ।
ବଡ଼ ସୁନ୍ଦର observation - ନବୀନ ଛାଡ଼ି ପାରୁନାହାନ୍ତି କି ମୋହନ ଧରି ପାରୁନାହାନ୍ତି। ଠିକ୍ କଥା। ଏକଥା ବି ସମସ୍ତଙ୍କର ସନ୍ଦେହ କେହି ଗୋଟେ ରିମୋଟ କଣ୍ଟ୍ରୋଲ କରୁଛି। ତେଣୁ ଆପଣଙ୍କ ସହ ମୁଁ ମଧ୍ୟ ସ୍ବର ମିଳେଇ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଚି ଆମ ମନରୁ ସନ୍ଦେହ ଦୂର କରନ୍ତୁ।
Exactly right sir
ପାଣ୍ଡିୟାନଙ୍କୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରବଳ ଭୟ ଥିଲା ପରି ମନେ ହୁଏ , ନ ହେଲେ ତାଙ୍କ ଅସଂଖ୍ୟ ଦୂର୍ନୀତିରୁ କୌଣସି ଗୋଟିଏର ତଦନ୍ତ ଆରମ୍ଭ ନ ହେବାର କାରଣ କଣ?
Delhi ru mana Kara jaichi bodha hue emane chaile bi kichi kariparibani
Mohan Majhi has been selected as CM for that purpose only who will obey the instructions of BJP high command always because he is not a strong leader.
😊😊😊😊😊😊
Excellent. Your explanation is super Duper. salute to you sir
୫ ବର୍ଷରେ ୫୦ ହଜାର, ପୁଣି ବିନା ପରିଶୋଧରେ । ଓଡ଼ିଶାର ଉପକୃତ ନାରୀମାନେ ପ୍ରଧାନମନ୍ତ୍ରୀଙ୍କଠାରେ କୃତଜ୍ଞ ରହିବେ ।
🙏JAY SRI JAGANNATH 🙏
ସାର ବିଜେପି ର ମୋହନ ସରକାର ଓଡିଶା ର ବିଜେଡି ର ଦୁର୍ନୀତି ଗ୍ରସ୍ତ ନେତା ମାନଙ୍କୁ କେବେ ଝାରପଡା ଜେଲ ପଠାଇବେ...?
ନା ବିଜେଡି ର ନବୀନ ପଟ୍ଟନାୟକ, ପାଣ୍ଡିଆନ, ବବି, ପ୍ରତାପ....... ଡରୁ ଛନ୍ତି
ନବୀନ ବାବୁ ହାରିବା ପରେ ଶ୍ରିଷ୍ଟାଚର ଭୁଲିଗଲେଣି।ପ୍ରଧାନ ମନ୍ତ୍ରୀଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବା ଭୁଲିଗଲେ। ଧିକ୍
ଓଡ଼ିଶାରେ ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରେଳ ଉନ୍ନତି ଇତ୍ୟାଦି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ ।
ଆପଣଙ୍କ ନିବେଦନକୁ ମୁଁ ସମର୍ଥନ ଜଣାଉଛି।
ଅତି ଦର୍ପେ ହତ ଲଙ୍କା।
ସଂପୂର୍ଣ୍ଣ ଠିକ୍ ପାଣ୍ଡିଆନ ଆରେଷ୍ଟ ହବା ଦରକାର
Sir apananka kathaa right.
Thank you siir.
Jay Shree Jagannath ❤❤❤
ଆପଣଙ୍କ ଉଦବେଗ ପାଇଁ ଅଶେଷ ଅଶେଷ ଧନ୍ୟବାଦ। ମାତ୍ର କିଛି ହେବନି। ନିର୍ବାଚନ ପୂର୍ବରୁ ନିଜେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଚାବି ତାମିଲ ନାଡୁ ଯାଇଛି ଓ ଏକ ମାଫିଆ ବିଜେଡି ସରକାର କୁ ଚଲାଉଥିବା କଥା କହିଥିଲେ। ଗୃହ ମନ୍ତ୍ରୀ ମଧ୍ୟ ବହୁ କଥା କହି ଥିଲେ । ମାତ୍ର ସେସବୁ ବାବଦରେ କାର୍ଯ୍ୟାନୁଷ୍ଠାନ ପାଇଁ କିଛି ନାହିଁ। ଜଣେ କେନ୍ଦ୍ର ମନ୍ତ୍ରୀ ଙ୍କ ପୁତ୍ର, ଜଣେ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ, ଜଣେ ଅଣଓଡିଆ କେନ୍ଦ୍ର ମନ୍ତ୍ରୀ, ଆଉ ଅଣ ଓଡ଼ିଆ ଖଣି ମାଫିଆ ମିଶି ସବୁ ସଲାସୁତୁରାରେ ଚଳାଇଛନ୍ତି। ତେଣୁ ଓଡ଼ିଶାର ବିଜେପି ସରକାର ପାନ୍ଡିଆନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସନ୍ଦେହ ଜନକ ଯାହା ଲୋକେ ଅନୁଭବ କଲେଣି। ହେଲେ ଜଗନ୍ନାଥ ସହିଲେ ହେଲା । ନିଆଁ ଅଣଟି ରେ କେତେଦିନ ରହିବ? ଲୋକେ ଭକୁଆ ନ ହୋଇ ଦିନେ ଜବାବ ଦେବେ। ନିର୍ବାଚନ ପୂର୍ବ ଓ ପର ଅବସ୍ଥା ର ବିଜେପି କୁ ଲୋକେ ପରଖି ସାରିଲେଣି। ନମସ୍କାର।
ଶିକ୍ଷା, ସ୍ବାସ୍ଥ୍ୟ, ସୁଭଦ୍ରା ଯୋଜନା ଚାଲୁ କିନ୍ତୁ ଦୁର୍ନୀତି ଖୋର ପାଇଁ ଦଣ୍ଡ ବିଧାନ ନ ହେଲେ ପୁଣି ବିରୋଧୀ ହେଇ ବସିଵେ ! ଏହା ନିଶ୍ଚିତ !
Loved " blessings to Modiji on his Birthday " in the opening 🙏 ❤👍
ମାନନୀୟ ପ୍ରଧାନ ମନ୍ତ୍ରୀଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ।
ନବୀନ ବାବୁ ଭାଲୁ ଲାଙ୍ଗୁଳ ଧରିଛନ୍ତି ଯେ ଛାଡିପାରୁ ନାହାନ୍ତି ଆଉ ମୋହନ ବାବୁ ହାତରେ ପାଉଁଶ ନ ବୋଳିଲେ ମାଗୁର ମାଛ କୁ କାଟିବା ପାଇଁ ଧରି ପାରିବେ ନାହିଁ ।
ବିଜୁ ଜନତା ଦଳର ଏମିତି ଜଳୁଛି ଯେ ସେମାନେ ଆଉ ତାହା ଦେଖେଇବା ଅବସ୍ଥା ରେ ନାହାନ୍ତି
ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା। BJD ଅମଳରେ ଓଡ଼ିଶାରେ ଘଟିଥିବା ଦୁର୍ନୀତି ର CBI ତଦନ୍ତ ଶୀଘ୍ର କରାଇଲେ ଓଡ଼ିଶା ବାସୀ ଙ୍କ ପାଖରେ ଚିର ନମସ୍ୟ ରହିବେ। ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ପାଇ ସେ ଦୀର୍ଘ ଦିନ ସୁସ୍ଥ ନିରାମୟ ଜୀବନ ଯାପନ କରନ୍ତୁ। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ 🙏 ମୋଦିଙ୍କୁ ଆହୁରି ଶକ୍ତିଶାଳୀ କରନ୍ତୁ ପ୍ରଭୂ ହେ.... ଦେଶ ସେବା କରିବାକୁ
ଶାରୀରିକ,ମାନସିକ,ବୌଦ୍ଧିକ ଓ ସଂଗଠକ ଦୃଷ୍ଟିରୁ ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ତଥା ବିଶ୍ୱବନ୍ଦିତ ଲୋକପ୍ରିୟନେତା ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଜନ୍ମଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସେ ଦୀର୍ଘାୟୁ ହୁଅନ୍ତୁ ଏହାହିଁ ପ୍ରାର୍ଥନା ।
ହଁ ଦୀର୍ଘାୟୁ ହେଇକି ଗୁଜୁରାତି ବେପାରୀ ଅମ୍ବାନୀ ଆଦାନି କୁ ସବୁ ବିକି ଦିଅନ୍ତୁ 😅😅
ରାଜନୀତି ର ତ ବିଚିତ୍ର ଗତି, ତାହା ଅନୁଭବି ହିଁ ଜାଣିପାରେ। କିନ୍ତୁ ଅଳ୍ପଦିନ ରେ ଉତୁରି ଥିବା ପାଣ୍ଡିଆନ, ଜନସାଧାରଣ ଭୂଲି ପାରନ୍ତି ନାହିଁ।
ଜନସାଧାରଣ ଙ୍କ ଯୋଗୁ ସମ୍ଭବ.... ପାଣ୍ଡିଆନ ର ଭୂମିକା ଜମା ନାହିଁ....ଲୋକେ ସରକାର ପରିବର୍ତ୍ତନ କରିବା ପାଇଁ ମନ ବାନ୍ଧି ସାରିଥିଲେ....
ଆସନ୍ତା ଜୁନ୍ 12 .ତାରିଖ ବେଳକୁ ହୁଏତ ସମସ୍ତ ପରିବାରଙ୍କ ପାଖରେ ନିରାପଦ ଘରଟେ ଥିବ
Bobby Dash ଓ pandian ର ପାଳି କେବେ ପଢିବ। ସାର୍ ଆପଣଙ୍କୁ ଓଡ଼ିଶାର ସମସ୍ତେ ଭଲ ପାଉଛନ୍ତି ଆପଣଙ୍କ ଯୁକ୍ତି ଅତି ଶକ୍ତିଶାଳି
Thank you sir. At least you are reminding the government, it's enough.
Jay Jagannath.
Truly said.
ନିଶ୍ଚିତ ଭାବେ ପାଣ୍ଡିଆନଙ୍କ କେଳାଙ୍କାରୀ ପଛରେ ଉପର ମହଲର ଚାପ ରହିଥିବା ମନେହୁଏ ନୋହିଲେ ମୋହନ ସରକାର କିଙ୍ଗକର୍ତ୍ତବ୍ୟ ମୁଦ୍ରାରେ କାହିଁକି ଚୁପ ବସିଛନ୍ତି!!!
ମହାପ୍ରଭୁ ଯାହା ବିଚାର କରିବେ 🙏
❤️🙏❤️ Jay Sri Jagannath ❤️🙏❤️Jaha Sabu Heba Prabhu Nkar Ichhare ,❤️🙏🌹🙏❤️
ଗୋଟିଏ ଅଣଓଡିଆ ଦୁଇ ପଟରେ ଟଙ୍କାକୁଇକ୍ ଅଠା ଲଗେଇ ରଖିଥିବାରୁ ଏ ଅବସ୍ଥା, ଶେଷରେ ଗୋଟିଏ ଦଳ ଡୁବିଲା ଆଉ ଗୋଟିଏ ଡୁବିବାକୁ ବାକି ରହିଲା ଯେପର୍ଯ୍ୟନ୍ତ ଆକ୍ସନ ଆରମ୍ଭ ନହୋଇଛି 🙏👍
ଜୟ ଶ୍ରୀ ଜଗନ୍ନାଥ 🙏
Jay Jagannath.
ଯାହାର ପ୍ରଭାବ ଥାଉ ନଥାଉ ବିଜେପି ର ହାଇ କମାଣ୍ଡ ପ୍ରଭାବ ରେ ଓଡିଶା ର ଦୁର୍ନୀତି କୁ ଘଣ୍ଟ ଘୋଡା ଯାଉଛି
ଫଳରେ ଓଡିଶା କୁ ପୁଣି ଦୁର୍ନୀତି ଭିତରକୁ ଠେଲି ଦିଆ ଯାଉଛି.
ଏହାର ପରିଣାମ ମଧ୍ୟ ବିଜେପି ହାଇକମାଣ୍ଡ ଭୋଗିଛି ଏବଂ ଭୋଗିବ ମଧ୍ୟ. ଓଡିଶା ବିଜେପି କଥା ଛାଡ଼ନ୍ତୁ.
U r absolutely right
Jay shree jagannath
ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉🙏🙏🌹🌹
Prabhu jaha karanti pranira mangala paen. Odisha is saved. Tathastu 🙏.
Good thanks.
ସାର ପ୍ରଣାମ 🙏🌹
SPG excellent work. 🙏🙏🙏🙏👍❤
☀️ Thanks...............👌👌👌👍
Happy Birthday to our greatest honest experienced team leader of India.I wish his long life to serve our nation and he comes to Odisha in every time.He makes our state strong and hope our young generations will get service within one or two years .
You are right
ଜୟ ଶ୍ରୀରାମ
ଆମେ ଆଶା କରିବୁ ପ୍ରଧାନମନ୍ତ୍ରୀ ନିଶ୍ଚୟ ଆମର ଏହି ଅନୁରୋଧ ଶୁଣିବେ
Your analysis is very correct. Thanks.
Happy birthday to our lovely P M sree Narendra Damodar Modiji❤🙏🙏🙏❤
Bahut badhiya analysis 👍🙏
Na sir khani nuha sir Navin sir nanka bayassa ki dekhi daya karuchanti
What you said is true to the best of my knowledge.
Very good
ଓଡ଼ିଶାରେ ବିଜେପି ସରକାର ଗଠନର ଶ୍ରେୟ ପାଣ୍ଡିଆନ ପାଇବେ ! ନବୀନବାବୁ ଛାଡ଼ି ପାରୁନାହାନ୍ତି ବାଧକ ହେଉଛି ଶ୍ରଦ୍ଧା ମାଲିଶବାଲି ଓ ମୋହନବାବୁ ଧରି ପାରୁନାହାନ୍ତି ବାଧକ ଅମିତ ସାହା ! କିନ୍ତୁ ଏହା ସତ୍ୟ ସୁଭଦ୍ରା ଯୋଜନା ନବୀନବାବୁଙ୍କ ଠାରୁ 70ଲକ୍ଷ୍ୟ ମହିଳାଙ୍କୁ ଛଡାଇନେଲା !
Sir apananka anubhab satya ote🙏
Jai jagannath.
ଅତି ସୁନ୍ଦର
ନବୀନ ଏଣିକି ଅଖା ଧୋଉଥିବ ଓଡ଼ିଶାର ଜନତାଙ୍କ ଗୁଣ ଗାଉଥିବ।
ଜୟ ଶ୍ରୀ ଜଗନ୍ନାଥ 🙏🌹।
Very nice analysis .
ରାଜନୀତି ଏବଂ ଦୂର୍ନୀତି ପରିପୂରକ
Nice topic
Very nice
ନବୀନ ବାବୁଙ୍କ କିଛି ଚୋରା କାହାଣୀ ପାଣ୍ଡିଆଁ ଜାଣିଛନ୍ତି, ସେଥିପାଇଁ ନବୀନ ପାଣ୍ଡିଆ କୁ ଛାଡ଼ିପରୁନାହାନ୍ତି,, 👍👍👍
Very good sir
ପ୍ରଭୁ ଶ୍ରୀଜଗନ୍ନାଥ ମୋଦିଙ୍କୁ ସୁସ୍ଥ ସବଳ ରଖୀ ଭାରତମାତାର ସେବା କରନ୍ତୁ।
ଆମେ ନିଶ୍ଚିତ ମୋଦିଙ୍କ ପାଖରୁ ଆଶା କରିବୁ କିପରି ସବୁ ଦୁର୍ନୀତିର ତଦନ୍ତ ହେଉ ଏବଂ ସେ ଆଉ ମିଥ୍ୟା ପ୍ରତିଶୃତି ନ ଦିଅନ୍ତୁ।
ନବିନ୍ ଆଉ ପାଣ୍ଡିଆନ କୁ ଫସେଇଲେ
ମୋହନ ନିଜେ ହିଁ ଫସିବେ ।
ପୁରୁଣା ରାସ୍ତାରେ ଇଏ ବି ଚାଲିବେ,
ଆପଣ କେବଳ ସମୟକୁ ଅପେକ୍ଷା କରନ୍ତୁ
Modi ji jindabad Jay Hind Jay Shriram
ମୋହନ ମାଝୀ ସଳଖି ଠିଆ ନହବା... ପାଣ୍ଡ୍ରିଆନ ଉପରେ କୌଣସି କାର୍ଯାନୁଷ୍ଠାନ ନହେବା ପଛରେ ଧର୍ମେନ୍ଦ୍ର ପ୍ରଧାନ ଦାୟୀ
ଥାଇପାରେ ନୁହେଁ ଅଛି। ନବୀନ ବାବୁ ନ ଛାଡ଼ିବାରେ।
ଶୁଭ ଜନ୍ମଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ! ୧୭ ସେପ୍ଟେମ୍ବର ୨୦୨୪, ମଙ୍ଗକବାର
ଦୂର୍ବଳ ବ୍ୟକ୍ତିତ୍ବ ସବୁବେଳେ ସବୁକ୍ଷେତ୍ରରେ ନିର୍ଭରଶୀଳ
Odisha should be proud of Ashwiniji Vaishnavji. My 2cents 🙏 ❤
ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ କରନ୍ତୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ସର୍ବ ମଂଗଳ ହେଉ।
କିଛି ବିଚିତ୍ର ନୁହେଁ। ଏମାନଙ୍କ ରୁଦ୍ଧଦ୍ବାର ବୈଠକ ହେଇଥିଲା ପୂର୍ବରୁ। ଉଭୟଙ୍କ ସଲାସୁତୁରା ଅଛି ।
ଜୟ ଜଗନ୍ନାଥ
ସମ୍ମାନାସ୍ପଦ ନବୀନ ଭାଇ ଆପଣ ଓଡ଼ିଆ ମାନଙ୍କ ପାଇଁ ଗୁମର କଥାରେ ଯେଉଁ ମାର୍ଗଦର୍ଶନ ଦେଉଛନ୍ତି ସେଥିପାଇଁ ହୃଦୟରୁ ଧନ୍ୟବାଦ l ମହାଭାରତର ଧୃତରାଷ୍ଟ୍ର ଙ୍କ ସମ୍ମୁଖରେ ଧର୍ମରାଜ୍ୟ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣ ଙ୍କ ପରାମର୍ଶରେ ଲୁହାରଭିମ ମୂର୍ତ୍ତି ଛିଡ଼ାକରାଇ ଥିଲେ l ଅଧୁନା ସେଭଳି କିଛି ହେବାକୁ ଜାଉନିତ ?
Pandu pai sir
You are speaking correct. Abaout both party.
Sir pranam. Aji dina re pradanmantri nk suvajanma dinare kotikoti naman karuchhu. Sir bjdpower re thila bele president nku chadinathile... and andhar karideithile.ebe jalaka hei dekhuthantu. Jay bjp.
🙏ସାର. ଆପଣ ଙ୍କ ମାଧ୍ୟାମରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନର ଶୁଭେଚ୍ଛା. ବିଜେଡି ର ନବୀନ ଭରସା ଆଊ ଦେଖା ଯାଉନି.
Happy birth day PM❤
ଆଜି ତ ପ୍ରଧାନମନ୍ତ୍ରୀ ଆସିଲେ,କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ କ'ଣ ପାଇଁ ଆସିଲେ ଟିକିଏ କହିବେକି??
ଭାରତ ମାତା ର ସୁଯୋଗ୍ୟ ସନ୍ତାନ ଶ୍ରୀମାନ ନରେନ୍ଦ୍ର ମୋଦି ଜନ୍ମଦିନର ମଧ୍ୟ ପ୍ରଧାନସେବକର କର୍ତ୍ତବ୍ୟ ପାଇଁ ଦିଲ୍ଲୀରେ ନରହି ବିଭିନ୍ନ ରାଜ୍ୟରେ ଲୋକଙ୍କ ସେବାରେ ଯିଏକି ଗତ ଦଶ ବର୍ଷ ହେଲା କେବେବି ଛୁଟି ନେଇନାହାନ୍ତି. ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା,ଅଭିନନ୍ଦନ,ସେ ଦୀର୍ଘାୟୁ ହେଇ ଦେଶମାତୃକାର ସେବା କରିଚାଲନ୍ତୁ 🙏ଆମ ରାଜ୍ୟ ପରି ଅନ୍ୟ କାହାକୁ ଶାସନ ଭାର ଦେଇ ଘରେ ବସି ଅୟସ କରୁନାହାନ୍ତି 🙏
ଏ ଚାପ କଥା ଆପଣ ହିଁ ଖୋଜି ବାହାର କରନ୍ତୁ ।
Very good suggestion for the BJP high Command.
ଭୟ ରେ ବାପା ଭୟ 😅
ଜୟ ଜଗନ୍ନାଥ
ଆପଣଙ୍କ ସ୍ଵର ମୋଦି ଙ୍କ ପାଖରେ ପହଞ୍ଚୁ ।
ମୋହନ ସରକାର ଙ୍କ ରିମୋଟ କଣ୍ଟ୍ରୋଲର ଦୟାକରି ନିଜର ନୀତି ରୁବିରତ ରୁହନ୍ତୁ ।
Happy Birthday To You Beloved Prime Minister Narendra Modijee 🎉
❤ ମୋଦୀ ଏବେ ବି ଓଡ଼ିଆ ପୁଅର ହୃଦୟ ରେ ଅଛନ୍ତି 💐 ଉଦଳା ରୁ (ପ୍ରମିଳା ପଣ୍ଡା) ବିଧାୟକ ଭାସ୍କର ମଢେଇ ଙ୍କ ସହର ଓ ଜନତା****
Say something about Aparajita Sarangi
ବର୍ତ୍ତମାନ ପରି ଯଦି ଶାସନ ଚାଲେ ତାହେଲେ ୫ ବର୍ଷ ପରେ ବିଜେପି ଫୁସ୍ ହୋଇଯିବ ଏଥିରେ ସଂଦେହ ନାହିଁ।
ଆପଣଙ୍କ ଉପସ୍ଥାପନା ଅତି ଉଚ୍ଚକୋଟିର ଏହା ଶୁଣି ଲୋକେ ସଚେତନ ହେଲେଣି କିନ୍ତୁ ଏ ମୋହନ ସରକାର କେବେ ସଚେତନ ହେବେ
ସନ୍ଦେହ ଲାଗୁଛି ଏ ରିମୋଡ଼ ସରକାର ଉପରେ
ସନ୍ଦେହ ଘେରରେ ମୋହନ ସରକାର,!!!!
ଓଡ଼ିଆ ଙ୍କ ଆକ୍ରୋଶ ବଢିବା ସ୍ବାଭାବିକ
Pandu ta nischita dhara jiba sir ame sabu bahut dharjya ra saha apekhya karechu jadi taha na hue ta hele se samiti ti bi bandi hae Navin nibasare achi baharaku asile loka dekhi la matre kan karebe se nije bi bhabi na thibe
ମତେ ଲାଗୁଛି ବିଜେପି ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନେବ ହେଲେ ଏମିତି ସମୟ ରେ ନେବ ଯେବେ ବିଜେପି କୁ ରାଜନୀତିକ ଫାଇଦା ପାଇଁ ପାରିବ।
ଆସନ୍ତା ପଞ୍ଚାୟତ ନିର୍ବାଚନ କିମ୍ବା ବିଧାନସଭା ନିର୍ବାଚନ ସମୟ ପୂର୍ବରୁ ସବୁ ଦୁର୍ନୀତି ବାହାରି କରି କିଛି ଲୋକଙ୍କୁ ଜେଲ୍ ରେ ପୁରେଇ ରାଜନୀତି ର ଫାଇଦା ନେଇ ପୁଣି ନିର୍ବାଚନ ଜିତିବେ।
ଅଶ୍ୱିନୀ ବୈଷ୍ଣବ ଙ୍କୁ ଅନୁରୋଧ କରାଉ ମୋହନ ସରକାର ଙ୍କୁ ଛୁଟ ଦେବାପାଇଁ
ପାନ୍ଡୁ ପାଇଁ ବିଜେପି ଶାସନ କୁ ଆସିଲା।
ସୁଭଦ୍ରା କୃଷକ ଆବାସ ସହ ନବୀନ ବାବୁଙ୍କ ବୟସ ମୋଦିଜୀଙ୍କ ଗ୍ୟାରେଣ୍ଟି ଓଡ଼ିଶାରେ ଭାଜପା କୁ ଅଧିକ ଶକ୍ତିଶାଳୀ କରିବ। ସେହିପରି ପରାଜିତ ବି ଜେ ଡି ନେତା ମାନେ ନିଜ ରାଜନୈତିକ ଭବିଷ୍ୟତ ନେଇ ଚିନ୍ତିତ।
ଆପଣଙ୍କ ଗୁମର କଥା କହିଥିଲେ ପାଣ୍ଡୁ bjd କୁ ବିଜେପି ରେ ମିଶେଇ ଦେଵ କଣ ସତରେ ,ଏବେ ହେଉଛି ଅଲଗା ଆପଣଙ୍କ ଗୁମର କଥା ଵି ରାଜ ନେତାଙ୍କ ରାଜ ନିତୀ ଭଲି ଲାଗେ ବୁଝିବା କଷ୍ଟକର
ନୂଆ ବିଧାୟକ ମନ୍ତ୍ରୀ ମାନଙ୍କୁ ଆଙ୍ଗୁଳିରେ ନଚେଇବାକୁ ସୁବିଧା ହେଉଛି.