BJD, Congress Target BJP Govt Over Subhadra Scheme

Поділитися
Вставка
  • Опубліковано 15 лис 2024

КОМЕНТАРІ • 1 тис.

  • @payalnaik886
    @payalnaik886 Місяць тому +15

    ୨୫ ବର୍ଷ ପର୍ଯ୍ୟନ୍ତ ମଦ କୁ ବନ୍ଦ କରି ପାରିଲନି ଏବେ କଥା କହୁଛି

  • @HaripriyaJaypuria
    @HaripriyaJaypuria 2 місяці тому +9

    କାହାରି କୁ କିଛି ଦେବା କଥା ନୁହେଁ ଶିକ୍ଷିତ ବେକାରୀ ମାନଙ୍କୁ ରୋଜଗାର ଦିଆଯାଉ ତା ହେଲେ ଦେଶର ଉନ୍ନତି ହେଵ

    • @BijayanandaBehera-h1i
      @BijayanandaBehera-h1i 2 місяці тому

      100%ବେକାରୀ ସମସ୍ୟାକୁ ପୂର୍ଣ୍ କରନ୍ତୁ

  • @manasbehera7912
    @manasbehera7912 2 місяці тому +27

    ବିଜେଡି ସମୟରେ ମଦ ବନ୍ଦ କରିଲ ନାହିଁ କାହିଁକି

    • @aliyambhuyan8142
      @aliyambhuyan8142 2 місяці тому

      ଭାଇ ରେ ମଦ ବନ୍ଦ ହେଲେ 😂😂😂ବଜେଟ ଆଗତ କରି ପାରିବେ ତ 😝ରାଜ୍ଯ ସରକାର 🤣କାରଣ ଯେତିକି ଆୟ ସବୁ ମଦ ରୁ ହିଁ ଆସୁଛି 😂।

    • @suprememachinery4588
      @suprememachinery4588 2 місяці тому

      Ke y kahi the la mado band hebo

  • @just4funindia869
    @just4funindia869 2 місяці тому +3

    ବିଜେଡି ନବୀନ ନାହିଁ ଆଉ ବଟି ସବୁ ବନ୍ଦ ହେଇଗଲା
    ମୁଣ୍ଡ ଖରାପ ହେଇ ଯାଉଛି

  • @hrudayaragita7961
    @hrudayaragita7961 2 місяці тому +54

    ସତ କଥା

  • @rohitpradhan5545
    @rohitpradhan5545 2 місяці тому +1

    ମାଡାମ ଆପଣ ଙ୍କ ସରକାର ଥିଲା ବେଳେ କିଛି ଦେଲେ ନାହିଁ ଆଉ ଜଣେ ଦେଲା ବେଳକୁ 😆😆😆😄

  • @pravatkumarmishra9760
    @pravatkumarmishra9760 2 місяці тому +65

    ତମେ ତ ଓଡ଼ିଶାକୁ ଠକି ଦେଇଛ ତମ ଅଫିସର ଙ୍କ ଘରୁ ପୂଳା ପୂଳା ସୁନା କୋଟି କୋଟି ଟଙ୍କା ସହ ସହ ପ୍ଲଟ ବାହାରୁଚି ତମର କେତେ ନଥିବ ଓଡ଼ିଶା ଟା କୁ ଖାଇଯାଇଛ b j p ଆସିଚି ସମୟ କହିବ ଭୟ କରି ଆଉ ଭୁଲ karana

    • @rajanikantapradhan4121
      @rajanikantapradhan4121 2 місяці тому +3

      ଓଡ଼ିଶା କୁ 5ବର୍ଷ ହେଲା ବିଜେଡି ସରକାର ଓଡ଼ିଶା କୁ ଶାସନ କରୁଛନ୍ତି ବିଜେଡି ସରକାର ଲୁଣ୍ଠନ କରି ଛନ୍ତି ବିକାଶର କଥାବାର୍ତ୍ତା କହି ବିଜେଡି ଦଳ ବିକାଶ ହୋଇ ଓଡ଼ିଶା ସବୁ ଲୁଣ୍ଠନ କରୁଥିଲେ ବିଜେଡି ସରକାର

    • @golapipal2138
      @golapipal2138 2 місяці тому

      ଠକିଲେ ବି ସମସ୍ତଙ୍କୁ ବଞ୍ଚିବା ଅଧିକାର ମିଳିଥିଲା ଏବେ ଜଉ ସରକାର ଆସିଲା ଲୋକ ତ ବଞ୍ଚିବା କଥା ଦୂରରେ ଥାଉ ବିଶୃଙ୍ଖଳା ଅଧିକ ଦୁର୍ନୀତି ଅଧିକ କିୟେ କାହାକୁ ସମ୍ମାନ ବି ଦୌନାହାନ୍ତି

    • @Official_B.kanhar
      @Official_B.kanhar 2 місяці тому

      Right

    • @comedyman1298
      @comedyman1298 2 місяці тому

      💚💚💚💚💚👌🏻👌🏻👌🏻👌🏻👍🏻👍🏻👍🏻🙏🏻🙏🏻🙏🏻

    • @Official_B.kanhar
      @Official_B.kanhar 2 місяці тому

      @@pravatkumarmishra9760 right

  • @rabindranathpradhan5212
    @rabindranathpradhan5212 2 місяці тому +2

    ବେଧେଇ ପ୍ରମିଳା ବିନା ଶୁଦ୍ଧରେ ଲୋନ ଦେଇଚ, ଲାଜ ଲାଗୁନାହିଁ ଯିଏ ଲୋନ ନେଇଛି ସିଏ ଜାଣୁଚି।

  • @ranjankumarmohanta2003
    @ranjankumarmohanta2003 2 місяці тому +10

    ସବୁ ରାଜକୋଷ ରୁ ତୋ 24 ବର୍ଷରେ ଲୁଟି ଖାଇଲ ଆଉ କ'ଣ ଅଛି ଯେ ସନପାମ୍ପୁଡି ଖାଇବ ... ସବୁ ଡାଲି ଚୋରଣୀ ଖାଇ ଦେଇଛି 😂😂😂😂😂 ତମ ଆନ୍ଦୋଳନ କୁକୁର ଠୁ ବି ହୀନ ...

    • @aliyambhuyan8142
      @aliyambhuyan8142 2 місяці тому +3

      ସତ କହିଲ 😂😂ଭାଇ ଭାବିଲେ 😢😢ସତ

    • @Official_B.kanhar
      @Official_B.kanhar 2 місяці тому +3

      Bhai silence ରହିଥାଅ bjd କୁକୁର ପରି ଭୁକେ କିନ୍ତୁ କମୁଡ଼ିନି । ତେଣୁ କଥାରେ ଅଛି ଭୁକିଲା କୁକୁର କାମୁଡେ ନାହିଁ ।

    • @Official_B.kanhar
      @Official_B.kanhar 2 місяці тому +1

      Obsely

    • @ranjankumarmohanta2003
      @ranjankumarmohanta2003 2 місяці тому

      @@aliyambhuyan8142 🤣🤣🤣😀😀

    • @ranjankumarmohanta2003
      @ranjankumarmohanta2003 2 місяці тому

      @@Official_B.kanhar 🤣🤣🤣😀😀😀

  • @Debarajnagyadav2318
    @Debarajnagyadav2318 Місяць тому

    ମାତା ଠିକ୍ କହୁଛନ୍ତି ❤👌

  • @stuluachary
    @stuluachary 2 місяці тому +28

    ଡ଼ାଲି ଚୋରଣୀକୁ ଜଣା ନାହିଁ ବୋଧେ । 2019ରେ ପୁରୀରେ ନବୀନ ପଟ୍ଟନାୟକ ସରକାର କହିଥିଲେ କାଳିଆ ଯୋଜନାରେ 10 ହଜାର ଟଙ୍କା ଦବା ପାଇଁ । ଦେଲେ 4 ହଜାର ଟଙ୍କା। କୋଟି କୋଟି ଚାଷୀମାନଙ୍କୁ ଠକିଲା ବିଜେଡ଼ି ଚୋର ଟାଉଟର ଦଳ। କୋଟି କୋଟି ମହିଳା ମାନଙ୍କୁ - ପିଠା ଝୋଟି ଯୋଜନାରେ ମଧ୍ୟ ବିଜେଡ଼ି ଠକିଲା । ବିଜୁ ଯୁବ ବାହିନୀ ନାମରେ ଯୁବକ ମାନଙ୍କୁ ଜିଓ ମୋବାଇଲ ଦେଇ ତା ପରେ ସେ ଯୋଜନା କୁଆଡେ଼ ଗଲା । ରହଲୋ ଡ଼ାଲି ଚୋରଣୀ ତତେ ଅତି ଶିଘ୍ର ଭିଜିଲାନ୍ସ ଚଢାଉ କରାହବ । 24 ବର୍ଷର ଗର୍ବ ଅହଙ୍କାର ଜାଇନୀ ଏ ପ୍ରମିଳା ମଲ୍ଲିକ ଡ଼ାଲି ଚୋରଣୀର

    • @Official_B.kanhar
      @Official_B.kanhar 2 місяці тому +1

      Obsely

    • @sitakantanayak6864
      @sitakantanayak6864 2 місяці тому

      Haire maghya bjp bhala kama karuchi na re ete lama vasana. Marrna au news dekh parliament news bjp kau Vali thakichi seita. Dekh ja

  • @sanjibnaik3537
    @sanjibnaik3537 2 місяці тому

    ଦିଦି ରାଇଟ କହୁଛନ୍ତି 👍👍👍

  • @NakulNayak-v6x
    @NakulNayak-v6x 2 місяці тому +78

    ତମକଥା ସତହେଲା ଆଉ ବିଜେପିକୁ ଭୋଟ ଦେବାର ନାହିଁ ଭୋଟ

    • @nbhuyan3040
      @nbhuyan3040 2 місяці тому

      ହଁ ହଁ ଡାଲି ଚୋରନି ମୁଁ କାଳିଆ ଟଙ୍କା 25ଟି ପେଜ ରେ ପାଇଲି ଏଣୁ ତୁମକୁ ଭୋଟ ଦେବି

    • @arjunkumar-zq1rf
      @arjunkumar-zq1rf 2 місяці тому +1

      ଏବେ ଭାବିଲ କି 😂

  • @manaswinibehera8582
    @manaswinibehera8582 2 місяці тому +1

    Madam pura right katha kahuchanti

  • @anilpadhy5316
    @anilpadhy5316 2 місяці тому +33

    ଇଲେଶନ କଣ କହିଥିଲେ କହୁଛ ମା ତମର କଣ ଗୋଡ଼ ହାତ ନାହିଁ ଛି ଛି ତମ ଜୀବନ

  • @santoshkumarmishra2620
    @santoshkumarmishra2620 2 місяці тому +1

    କେବଳ ବିଜେପି ମହିଳା ପାଇବେ.

  • @anilpadhy5316
    @anilpadhy5316 2 місяці тому +17

    ତମ କଥାରେ ଆମେମାନେ ସମଥନ ନାହିଁ medam

  • @sudhakardas6330
    @sudhakardas6330 2 місяці тому

    ପ୍ରମିଳା ମଳିକ 25ବର୍ଷ ତୁମେ ଠକିଛି ସବୁ

  • @AnandMajhi-sl2rm
    @AnandMajhi-sl2rm 2 місяці тому +5

    Sat kahil

  • @satyanandasahoo1992
    @satyanandasahoo1992 2 місяці тому +36

    ମାଉସୀ 24 ବର୍ଷ ଭିତରେ ତମେ କଣ ସେହି ମଦ ଟାକୁ ବନ୍ଧ କରିପାରିଲନି

    • @babudalai2856
      @babudalai2856 2 місяці тому +3

      Mohan ta kahithile mada banda karibaku kuaade gala se pa nije mada piuchi

    • @saktirout158
      @saktirout158 2 місяці тому

      Tu punu kire

    • @ganeshsahoo656
      @ganeshsahoo656 2 місяці тому

      Kalia re kete pauthele

    • @ashokpradhan5406
      @ashokpradhan5406 2 місяці тому

      Prove achhi ki bhai tame tama bau biaa khaucha jadi jane.kahika Kan tama bou biswas karube semti kichhi janina biaa biaa haucha😂😂​@@babudalai2856

    • @bapibabu6290
      @bapibabu6290 2 місяці тому

      Congress sarakar nthila.2029 sara Deshare congress asiba

  • @AdyashreeUtkalikaMishra-xm7rr
    @AdyashreeUtkalikaMishra-xm7rr Місяць тому

    Right sabu thaka

  • @PurnachandraBehera-if5tu
    @PurnachandraBehera-if5tu 2 місяці тому +20

    BJD ସରକାର ଠକି ଵାରେ ବିଶ୍ଵ ସ୍ତରୀୟ।

    • @babudalai2856
      @babudalai2856 2 місяці тому +2

      Bjp thaka

    • @PurnachandraBehera-if5tu
      @PurnachandraBehera-if5tu 2 місяці тому

      @@babudalai2856 ନବୀନ ବାବୁ ଚାଷୀ ଙ୍କୁ 100ଟଙ୍କା ବୋନସ ଦେବେ କହି ଦେଲେ ନାହିଁ। BJD ନେତା ଙ୍କୁ ପଚାରି ବୁଝ।

    • @ashokpradhan5406
      @ashokpradhan5406 2 місяці тому

      ​@@babudalai2856Kan thakichi bhai tamara..tame banchicha kemti😂😂

    • @Official_B.kanhar
      @Official_B.kanhar 2 місяці тому

      ବିଜେଡି ଦଲାରେ ମୂଖ୍ୟ ଭୂମିକା ଗ୍ରହଣ କରିଛି ବିଜେଡି ଶାସନ ସମୟରେ ଅଧିକାଂଶ ପିଲାମାନଙ୍କୁ ଦାଦନ ପାଇଁ ବାହାର ରାଜ୍ୟକୁ ପଠାଇଛି।

  • @Binodinimallik-wi2ii
    @Binodinimallik-wi2ii Місяць тому

    Thankyou didi

  • @stonlinekui
    @stonlinekui 2 місяці тому +9

    B j d ମା ମାନଙ୍କୁ କେତେ ଲେଖା ବାନ୍ତି ଥିଲା ପ୍ରଥମ ମୁଖ୍ୟମନ୍ତ୍ରୀ ହେଲା ବେଳେ
    ଏବଂ ପାଞ୍ଚ ବର୍ଷ ଭିତରେ

  • @mrutyunjaydas484
    @mrutyunjaydas484 2 місяці тому +1

    ତେମେ ଚବିଷ ବରଷ ଠକିଲ ଆଉ ଚବିଶ ମାସ ଅପେକ୍ଷା କଲାକୁ ହରଟ ହାଟ ବସାଉଚ 😭😭😭💋

  • @gouttamnayak3497
    @gouttamnayak3497 2 місяці тому +20

    ବିଜେପି ଏଇଟା ଲାଷ୍ଟ ଟର୍ମ କେନ୍ଦ୍ର ଆଉ ରାଜ୍ୟ ରୁ ଆଉଟ

    • @SaiBaba_Creations
      @SaiBaba_Creations 2 місяці тому +3

      BJD ର ଶେଷ BJP ର ଆରମ୍ବ 👍

    • @BrundabanPujari-k2h
      @BrundabanPujari-k2h 2 місяці тому

      ବିଜେପି out 2029 bjd coming ​@@SaiBaba_Creations

    • @KrishnaJena-xx8up
      @KrishnaJena-xx8up 2 місяці тому

      Samaya kahiba​@@SaiBaba_Creations

    • @aliyambhuyan8142
      @aliyambhuyan8142 2 місяці тому +1

      ନାହିଁ😂ରେ ଭାଇ💪 ସେମାନେ କହି ଛନ୍ତି ୨୦୩୦ ପର୍ଯ୍ୟନ୍ତ ସରକାର କରିବେ 😂😂

    • @jananidaleswaripallai6735
      @jananidaleswaripallai6735 Місяць тому

      Hmm tame ka out karideba neiki ki subhadra bahara karile je loka khali lobha re dhanuchanti date bopa rakhila pari

  • @Debarajnagyadav2318
    @Debarajnagyadav2318 Місяць тому

    Very nice medam❤👌

  • @chaturbhujabag5095
    @chaturbhujabag5095 2 місяці тому +26

    ଡାଳି ଚୋରି କରି ଲକ୍ଷ ପଦି ଦିଦି ଗଳି କନ୍ଦିରେ ସମସ୍ତେ ଜାନିଛନ

  • @BharatiNaik-z8b
    @BharatiNaik-z8b Місяць тому

    Good.

  • @pinkysethi7537
    @pinkysethi7537 2 місяці тому +79

    ନାରୀ ତୁ ନାରାୟଣୀ। ସଂଘାର କର ବିଜେପି କୁ... ଉଭୟ ରାଜ୍ଯ ଆଉ କେନ୍ଦ୍ର ରୁ

    • @SaiBaba_Creations
      @SaiBaba_Creations 2 місяці тому +12

      ଡାଲି ଚୁରୁଣୀ କଣ କାରିବ 😄😄

    • @edvigeantoniaalbinamaino0786
      @edvigeantoniaalbinamaino0786 2 місяці тому +8

      ସେମିତି କୁହନି ରାଗିଲେ ମାଡମ ଚୋବାଉଛନ୍ତି , ପାଖରେ ଜଣେ ଲୋକଟେ ଡାଲି ଡବା ଧରି ଛିଡା ହଉଛି...

    • @SMILAN_143
      @SMILAN_143 2 місяці тому

      Yes yes yes 😂😂😂😂

    • @Nareshkumaryadav-c2v
      @Nareshkumaryadav-c2v 2 місяці тому +1

      Ahi budi big lagechi

    • @tapankumarbehura740
      @tapankumarbehura740 2 місяці тому

      Aare andha bhakta kichhi dekha jibani Khali uneducated type re kahiba😊

  • @sasmitadas2499
    @sasmitadas2499 Місяць тому

    ମିଛ ପ୍ରତିଶ୍ରୁତି ଦେଇଛନ୍ତି ସୁଭଦ୍ରା ଯୋଜନା କରି ଲୋକ ମନକୁ thhaki chhanti

  • @gouttamnayak3497
    @gouttamnayak3497 2 місяці тому +25

    ମାଗିଆ ବିଜେପି ସରକାର

    • @aliyambhuyan8142
      @aliyambhuyan8142 2 місяці тому

      ଭାଇ ରେ ଏତେ ବଡ 😂😂ଭାଷା କହି ଦେଲ। ତମର ବୁଢ଼ା ବେଳ ର ପେନ୍ସନ କାଟିଦେବେ ଜାଣିଛ ନା 😆😆😆 ।

    • @Rajkishor..13
      @Rajkishor..13 2 місяці тому

      Khali maaagia nuhe param maggia

    • @SamalDada-u2f
      @SamalDada-u2f 2 місяці тому

      Kn janu rajaniti bisayare..

    • @SamalDada-u2f
      @SamalDada-u2f 2 місяці тому

      😅😅😅😅😅😅

    • @SamalDada-u2f
      @SamalDada-u2f 2 місяці тому

      Achhha ​@@Rajkishor..13

  • @sanjibnaik3537
    @sanjibnaik3537 2 місяці тому

    ରାଇଟ ମେଡମ 👍👍👍👍👍

  • @ajayakumarb957
    @ajayakumarb957 2 місяці тому +34

    ସୋଫିଆ ମ୍ୟଡମ୍ ଠିକ୍ କହିଲେ ଯେ ମୋ କହିବା କଥା ବର୍ଷ କୁ ଯିଏକି ସରକାର ଙ୍କ ଠାରୁ 18000ଟଙ୍କା ଦରମା ପାଉଛନ୍ତି ସେମାନେ ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନେ ଚାକିରି ଛାଡ଼ି ଦିଅନ୍ତୁ ସେମାନେ ବି ଉପକ୍ରୁତ ହେବେ😂😂😂।

    • @biplabpradhan9460
      @biplabpradhan9460 2 місяці тому +1

      Roght

    • @abhiseksilu6020
      @abhiseksilu6020 2 місяці тому +1

      murkha mgh barsa ku 18000 khali nuhen monthly jadi 1500 b pau thibu tahele b milibani bala paen kahi thila sabu mahila paebe boli

    • @prasantapanda8673
      @prasantapanda8673 2 місяці тому

      Ll​@@abhiseksilu6020

  • @LwReality
    @LwReality 2 місяці тому +5

    ସରକାର କରିବେ ପାଇଁ ସମସ୍ତେ ଠକି ଥାନ୍ତି.. ଲୋକେ ତାଙ୍କ କଥାରେ ବାୟା.. ସରକାର କୁ ଦୁଶ ଦେଲେ କଣ ହେବ.. ଲୋକ ଙ୍କ ଭୁଲ... ଆଗରୁ ମୋଦି ଜି ଯାହା କହି ଥିଲେ 2014 ରେ ଏ ଯାଏ ଲୋକେ ସୁବିଧା ପାଇ ନାହାଁନ୍ତି ସେଇଠୁ ଓଡିଶା ଲୋକେ ଜାଣି ନ ପାରି ଆଉ କିଛି ଶିକ୍ଷା ପାଇ ପାରିଲେ ନାହିଁ.. ତେଣୁ ଓଡିଶା ଲୋକ ଙ୍କୁ ଏବେ ଠକି ବା ସବୁ ଠୁ ସୁବିଧା.. ଓଡ଼ିଶା ଲୋକ ଏବେ ଅନ୍ଧ ଭକ୍ତ..

  • @RanjitRout-r5m
    @RanjitRout-r5m 2 місяці тому

    ସୋଫିଆ. ନାନୀ. ଜୟ. ଶ୍ରୀରାମ. କୁହନ୍ତୁ

  • @bidesisahoo9859
    @bidesisahoo9859 2 місяці тому +4

    ମାଗିହେ କମେଟ କରୁଛ ତମବାପା ତମ ମାକୁ ଥରେ ଗେହିଲେ ଦୁଇମାସରେ ଛୁଆ ହୁଏନା ନ ଅ ଓଦଶମାସ ଅପେକ୍ଷା ବିଜେପି ବିଧାୟକ ଦଳର ନେତା ତାକଘରେକରିବ ତିନୀମାସରେଛୁଆଦେଇ ଆସିଵ

    • @aliyambhuyan8142
      @aliyambhuyan8142 2 місяці тому

      କିୟା ବାତ୍ କିୟା😂😂ରେ ଭାଇ💪

  • @pramiladas5825
    @pramiladas5825 2 місяці тому

    Right 👍

  • @srisaidesignvastu9209
    @srisaidesignvastu9209 2 місяці тому +6

    ତମ ସରକାର ରେଫ୍ କରିଥିଲେ

  • @bideshiradhyradhyguruji6460
    @bideshiradhyradhyguruji6460 2 місяці тому +13

    ତମ ସରକାର କଥା କହୁନ ଉତ୍ତର ଭାରତ ରେ ଲକ୍ଷ୍ଯ ଟଙ୍କା ଦବ ବୋଲି କହିଥିବା ଜଣକୁ ମଧ୍ଯ ମିଳିଲା ନାହିଁ ବିଜେପି ଜାହା ହେଲେ ଦେବ ଏ କଂଗ୍ରେସ ର ନେତାଙ୍କ କଥା ସୁଣିିବ ସବୁ ମୁସଲମାନ ହେବାକୁ ପଡିବ ତମ ସରକାର ୭୦ ବର୍ଷ ରେ ଗୋଟିଏ ଜାେଣନା କରିନ ତମ ମାନକୁ ସରମ ଲାଗୁନି ଏ କଥା କହିବାକୁ

  • @sukantapasa1312
    @sukantapasa1312 2 місяці тому +1

    Bjp ଆଉ ବେସି ଦୀନୋ ନୁହଁ

  • @ramaananta2176
    @ramaananta2176 2 місяці тому +7

    ହଁରେ ବିଜେପିଦଳିଆ ବଧୁଛି

  • @LilySahoo-g1w
    @LilySahoo-g1w 2 місяці тому

    Right mam

  • @Kalingatraveller636
    @Kalingatraveller636 2 місяці тому +5

    ପାଣ୍ଡିଆନ ଓ ନବୀନ ବି ଆଜି ହସୁଥିବେ ବିଜେପି ଉପରେ..😂 ଭୋଟ ଖଣ୍ଡେ ପାଇଁ ବିଜେପି ପାଖରେ ଆଉ କିଛି ଉପାୟ ନଥିଲା ତେଣୁ ସୁଭଦ୍ରା ଯୋଜନା ର ମିଛ ହିଁ ବ୍ରହ୍ମାସ୍ତ୍ର ଥିଲା... କିନ୍ତୁ ମାଗଣା ଖିଆ ଲୋକ ଆଜି ହତାଶ ହୋଇଯାଇଥିବେ....😂

    • @KHERWAL_BAZAAR
      @KHERWAL_BAZAAR 2 місяці тому +1

      ମାଗଣା ଖିଆ କହିବା ଠିକ୍ ହେଉନି ଭାଇ ।
      ତୁମେ ବି ସରକାରୀ ସ୍କୁଲ ରେ ବିନା ପଇସାରେ ପାଠ ପଢି ଥିବ । ସରକାରୀ ଡାକ୍ତଖାନାଗୁଡ଼ିକ ରେ ବିନା ପଇସାରେ ଚିକିତ୍ସା ହେଇଥିବ । ରାସନ୍ କାର୍ଡ ରେ ଚାଉଳ ପାଉଥିବ। ଏମିତି ଅନେକ ଯୋଜନା ନେଇଥିବ ।

    • @Official_B.kanhar
      @Official_B.kanhar 2 місяці тому

      Right

    • @Official_B.kanhar
      @Official_B.kanhar 2 місяці тому

      ​@@KHERWAL_BAZAAR toma କଣ ଯାଉଛି ଯିଏ ଖାଇବା ଲୋକ ଖାଇଗଲା ଦେଖିବା ଲୋକ ଦେଖୁ।

  • @golapipal2138
    @golapipal2138 2 місяці тому +1

    Right katha madam

  • @bideshiradhyradhyguruji6460
    @bideshiradhyradhyguruji6460 2 місяці тому +3

    ୨୫ ବର୍ଷ ସାସନ କରି ବଜେଟରେ ଜଦି କିଛି ନାହିଁ ଦାଇ କିଏ କେବଳମାତ୍ର ଆପଣ ଛିଛି ଓଡ଼ିଶା କୁ ଏତେ କଗାଂଳ କରିଚ ନବିନ୍ ବାବୁ କଂ ନାମ ରେ

    • @SadashibaSa
      @SadashibaSa 2 місяці тому +1

      24 ବର୍ଷର ଆଗରୁ ବଜେଟରେ କେତେ ଟଙ୍କା ଥିଲା, ଫଟା ପଇସାଟେ ନ ଥିଲା। କାହାର ପ୍ରତି ଈର୍ଷାତ୍ମକ ମନୋଭାବ ନ ଦେଖାଇ ଓଡ଼ିଶା ଆୟରୁ ବିପଦ ଆପଦ ସବୁ ବର୍ଗର ଲୋକଙ୍କୁ ସହଯୋଗ ସହାନୁଭୂତି ଦେଉଥିଲା। ୨୦୧୪ ରେ ବାରଣ ସତ୍ଵୋ ମୋଦୀ GST ଆରମ୍ଭ କରି ଛୋଟ ବଡ ସବୁ ଦ୍ରବ୍ୟରେ ଲାଗୁ କଲେ । ତଥାପି ବିଚଳିତ ନ ହୋଇ ଓଡ଼ିଶା ଜନ ଶେବାରେ ବ୍ୟସ୍ତ ରହି ଥିବାରୁ ନବିନ ପଟ୍ଟନାୟକ ଗୋଟାଏ ମୂଖ୍ୟ ମନ୍ତ୍ରୀ ଓଡ଼ିଶା ତ ଓଡ଼ିଶା ସାରା ଭାରତ ବର୍ଷରେ ପୁରସ୍କୃତ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ।

  • @just4funindia869
    @just4funindia869 2 місяці тому

    ନୂଆ ଓଡିଶା ସକଲଲସିପ ତମେ ସଭିଙ୍କୁ ଦେବ କହିଥିଲ
    Plustwo ପିଲାଙ୍କୁ ଦେଇଥିଲ bjd ସରକାର

  • @ssentertainment4591
    @ssentertainment4591 2 місяці тому +11

    ସୋଫିଆ ମାଡାମ୍ ଆପଣ ଜଣେ ଭଲ ମଣିଷ, ଏବଂ ରାଜନେତ୍ରୀ ମଧ୍ୟ। ପାଣ୍ଡୁ ବାବୁ,ଆଉ କିଛି ବିଜେଡି ଚାମୁଣ୍ଡା ଓଡ଼ିଶା କୁ ଖୋଳ କରିଦେଇଛନ୍ତି। ଟିକେ ଅପେକ୍ଷା କରନ୍ତୁ। ଧିରେ ଧିରେ ସବୁ ଠିକ୍ ହୋଇଯିବ
    । ମୁଁ ଭାବୁଛି ଆପଣଙ୍କ ର ବୁଝିବା ର ଶକ୍ତି ଅଛି। ଧନ୍ୟବାଦ

    • @tapankumarbehura740
      @tapankumarbehura740 2 місяці тому

      Desha drohi Congress party ra bala achhi dhajya. Enka rally re pakistan jindabaad nara laaguchhi. E ki desha premi Sofia didi

  • @nibeditakar2317
    @nibeditakar2317 2 місяці тому +19

    Bilkul thik katha

  • @just4funindia869
    @just4funindia869 2 місяці тому

    ଓଡ଼ିଶା ବାସୀଙ୍କୁ ଯେତେ ତମେ ଭଡ଼କେଇବାକୁ କହିଲେ ବି ଲୋକ ଉଚିତ ଜବାବ ଦେବେ

  • @ssentertainment4591
    @ssentertainment4591 2 місяці тому +23

    ଆବେ ହାରାମି ପ୍ରମିଳା ମଲ୍ଲିକ, ତୁମେ ମାନେ ତ ପାଣ୍ଡୁ କୁ ତେଲ ଲଗେଇ ଓଡ଼ିଶା କୁ ଖୋଳ କରିଦେଇଛ। ତୁ ଡାଲି ଚୋରି କଲୁ। ପାଣ୍ଡୁ ଓଡ଼ିଶା କୁ ଲୁଟି ଚାଲିଲା। ଆଉ କ'ଣ ପାଣ୍ଠି ଅଛି ଯେ, ଏତେ ପରିମାଣରେ ଦେଇ ପାରିବେ। ପରେ ସୁଯୋଗ ଦେଖି ସେମାନେ ଦେବେ। ତୁ ଏତେ ବ୍ୟସ୍ତ କାହିଁକି ହେଉଚୁ।

    • @PrashantMishra-fd9ld
      @PrashantMishra-fd9ld 2 місяці тому

      ପାଣ୍ଡୁ କଥାତ ପୁରୁଣା ହେଲାଣି
      ଯଦି ସେ ଦୁର୍ନୀତି କରିଛନ୍ତି ଶୀଘ୍ର ତଦନ୍ତ କରି ଦଣ୍ଡ ଦିଆଯାଉ
      କିନ୍ତୁ ସେଇ ପାଣ୍ଡୁ ଦୁର୍ନୀତି କୁ ଅଳ କରି କେତେଦିନ ନିଜ ଅପାରଗତା କୁ ଘୋଡ଼େଇବେ ?

  • @Abrahampangiofficial
    @Abrahampangiofficial 2 місяці тому

    ଏଥର BJP କୁ Totally ଭୋଟ ନ ଦେବା ଭଲ ।

  • @laxmanbhai8760
    @laxmanbhai8760 2 місяці тому +5

    Michigan sarkar BJP

  • @AnitaAww02
    @AnitaAww02 2 місяці тому

    BHut bhal message dauchhant

  • @AmiSc-s3l
    @AmiSc-s3l 2 місяці тому +3

    ମାଘିଆ ଧର୍ମ ରାମ ରାମ କରି ଦେଶ ର ଜନସାଧାରଣଙ୍କୁ ଦିନରେ ତାରା ଦେଖଉଛନ୍ତି।ମାଘିଆ ଅନ୍ଧ ଭକ୍ତ କୁ ଠିକ୍ ହୋଇଛି😂😂😂😂😂😂😂😂😂

    • @aliyambhuyan8142
      @aliyambhuyan8142 2 місяці тому

      ୟାକୁ କହନ୍ତି 'ଉପର ଠାଉଁରିଆ , ଭିତର ପଟେ ପମ୍ପା "। 😂😂

    • @Official_B.kanhar
      @Official_B.kanhar 2 місяці тому

      @@AmiSc-s3l ତୁ ତୋ ମହା ପଣ୍ଡିତ ।

  • @HarisankarMohanty-ff9id
    @HarisankarMohanty-ff9id 2 місяці тому

    Thank you for Didi

  • @anilpadhy5316
    @anilpadhy5316 2 місяці тому +11

    ସରକରଙ୍କଠାରୁ ଆଶା ରଖିଛି medam

    • @babudalai2856
      @babudalai2856 2 місяці тому +1

      Tamaku miluchi tamara aasa nanhi...😂 Aau jahaku milini se ta aasa rakhiba na

  • @prassanamallick1477
    @prassanamallick1477 2 місяці тому

    very nice

  • @amlan2871
    @amlan2871 2 місяці тому +4

    ଠିକ୍ କରିଛନ୍ତି

  • @madhusudanmirgan1913
    @madhusudanmirgan1913 2 місяці тому

    Thank you madam thik kohile

  • @LaxmikantaBarad
    @LaxmikantaBarad 2 місяці тому +3

    Right katha madam 👍

  • @monalishasamal3392
    @monalishasamal3392 2 місяці тому

    Good mam

  • @SanjayaInduar-ku1eu
    @SanjayaInduar-ku1eu 2 місяці тому +17

    ଆପଣ ଙ୍କ ସରକାର ମହିଳା ମାନଙ୍କୁ କଣ ଦେଲେ
    ଏତେ ବର୍ଷ ଭିତରେ ????

    • @kkpattnaik4511
      @kkpattnaik4511 2 місяці тому +1

      Comment Kariba agaru tike data kado then Kariba gaan mana nka re jhia mana nku ସିଲେଇ machine aau poisa b deichanti ahuri bahut kichi achi
      Bjp sarkar bhali 1 yr re 2 time debe poisa je 😂😂 aau

    • @golapipal2138
      @golapipal2138 2 місяці тому

      Pindhiba kapada school college chapal ghara chaula bus khata kalama Pani current au aneka achi jati dharma Hindu musalmana Christian sabu samastanka bhala paiba rahithila

    • @KrishnaTudu-bv5xn
      @KrishnaTudu-bv5xn 2 місяці тому

      Bjp chamcha kemiti janibo kon deichhonti??

  • @linaranidas421
    @linaranidas421 2 місяці тому

    Right katha

  • @pinkysethi7537
    @pinkysethi7537 2 місяці тому +28

    ଠକ ଦଳ

  • @RanjitRout-r5m
    @RanjitRout-r5m 2 місяці тому

    ଜୟ. ଶ୍ରୀରାମ. ପ୍ରମିଳା. ନାନୀ

  • @AnilkumarDas-fi1jg
    @AnilkumarDas-fi1jg 2 місяці тому +6

    Jay Naveen Babu No 1 cm thile abebi harikibi No 1 cm only Naveen sir bjp neta kahithiba katha sabu kichi hebani bohot nebaku kahithile super michua neta heucanti bjp neta

  • @BibunaBibhuti
    @BibunaBibhuti 2 місяці тому

    Pramila thanks to your indications.sofia thanks to your real speakers

  • @Debasmita-o2c
    @Debasmita-o2c 2 місяці тому +5

    Madam ଏକଦମ ଠିକ୍ କହିଛନ୍ତି 👏👏👏👍👏👏👏👍🙏 ଆପଣ କଥାରେ ଆମେ ସବୁ ଏକମତ ଧୋକାବାଜ୍ Bjp👍👍👍👍👍👍👍👍👍

  • @GirishaBehera-g3x
    @GirishaBehera-g3x 2 місяці тому

    ବିଜେପି ସରକାରଠକବାହାରକରାଜାଉ

  • @FAKIRJENA-du2zs
    @FAKIRJENA-du2zs 2 місяці тому +6

    ପ୍ର ମଲିକ କଥା କେହି ବିଶ୍ବାସ କରନା। କାଲି ଠାରୁ ବିଜେପି ସରକାର ର ଏକ କୋଟି ମହିଳା ଭୋଟ ବ୍ୟାଙ୍କ ତିଆରି ହୋଇଗଲା। ବିଜେଡ଼ି ୟାଙ୍କୁ ଟଙ୍କାଟିଏ ଦେଇଥିଲା କି ? ତେଣୁ ମଲିକ ପ୍ରହସନ କରୁଛି।

  • @SabitriSabitri-b9v
    @SabitriSabitri-b9v 2 місяці тому

    BJP ଓଡ଼ିଶାକୁ ଦିନରେ ଆକାଶେର ତାରା ଦେଖେଇ ଠକିଛନ୍ତି।

  • @satyasmitarout1394
    @satyasmitarout1394 2 місяці тому +9

    Right

  • @kedarbiswal4575
    @kedarbiswal4575 2 місяці тому

    ପ୍ରମିଳା - କଳା ଟଙ୍କା ୧୫ ଲକ୍ଷ ଠାରୁ ଲୋକେ ବିଜେପି କୁ ଜାଣିଛନ୍ତି। କିନ୍ତୁ ତୁମ ଉପରେ ଲୋକେ ଏତେ ରାଗି ଯାଇଥିଲେ ଯେ ବାଧ୍ୟ ହୋଇ ଭୋଟ ତାଙ୍କୁ ଦେଇଦେଲେ।

  • @LeehibanandaMohanty
    @LeehibanandaMohanty 2 місяці тому +6

    ହେ ଓଡ଼ିଶା ର ମା ମାନେ BJP କୁ ପିଚା ରେ ଲାଟ ମାରି ଉଡ଼ାଇ ଦିଅ

    • @SurendraNaik-s4f
      @SurendraNaik-s4f 2 місяці тому

      ତୁ ରେଣ୍ଡି ଓଡ଼ିଶା ର ସବୁ ଡାଲି କାହିଁକି ହୋଡପ କୋଲୁ ଓଡ଼ିଶାର ଲୋକ ମାନଙ୍କୁ ଦୁଃଖ ଦେଖୁଛୁ

  • @bharatipagal5935
    @bharatipagal5935 2 місяці тому

    Very good speech👍👍

  • @narasingha
    @narasingha 2 місяці тому +3

    Dali corani

    • @bijaypatra9105
      @bijaypatra9105 2 місяці тому

      ବିହାରୀ ତୁ ବିହାରୀ ଓଡିଶା ରେ କିଛି କମେଟ ମାରି ପାରିବୁନି

  • @BinodiniRoutBinodiniRout
    @BinodiniRoutBinodiniRout 2 місяці тому

    Right mam ❤❤❤Jay Nabeen ❤❤

  • @geetanjalibehera4382
    @geetanjalibehera4382 2 місяці тому

    Sofia ma'am right

  • @SadashibaSa
    @SadashibaSa 2 місяці тому +1

    ଆରେ ବାବୁ, ଜୁମୁଲା ସରକାର୍ ବୋଲି କଣ ଜାଣି ନଥିଲ କି, ଅତ୍ୟଧିକ ପାଇବା ଆଶାରେ ଭୋଟ ଦେଇ ଜିତାଇ ଦେଲ,ଏବେ ଅଖା ଧୋଉ ଥାଅ ଗୁଣ ଗାଉ ଥାଅ ।

  • @AbinashDash-ht8kg
    @AbinashDash-ht8kg 2 місяці тому

    Congratulations Sofia mam

  • @barsharanijenaminivlog
    @barsharanijenaminivlog 2 місяці тому +1

    Bjp chora sarakar

  • @ganesnayak6248
    @ganesnayak6248 2 місяці тому

    ଯେମିତିକି ଆଗରୁ ବିଜେଡି କର୍ମୀ ସବୁ ଖାଉଥିଲେ

  • @TankaGouda-kg9nx
    @TankaGouda-kg9nx 2 місяці тому

    Thank u mam badia kahichanti

  • @GureiDehuri
    @GureiDehuri 2 місяці тому

    ଆପଣମାନେ ଏବେ ବୁଝି ପାରୁଛନ୍ତିକି ନବୀନ ଓଡ଼ିଶାର ସରକାର bjd ନବୀନ ଆମର

  • @SanaManuVlogs
    @SanaManuVlogs 2 місяці тому

    ଭୋଟ ବାଡାଅ ବିଜେପି ସବୁସୁବିଧା ମିଳିଯିବ ଅଇଛା କାନ୍ଦୁଛ କାହିଁକି

  • @muralidharmohanta5742
    @muralidharmohanta5742 2 місяці тому +1

    Bhalo hoichhi

  • @prasantapattanaik862
    @prasantapattanaik862 2 місяці тому

    ଘରେ ଘରେ ପ୍ରଚାର କରାଯାଉ।

  • @Debasis-111
    @Debasis-111 2 місяці тому

    Good news

  • @Kshyama99
    @Kshyama99 2 місяці тому

    BJD ମିଛୁଆ ଦଳ,
    ମିଛୁଆ ପ୍ରତିଶୃତି ଦଳ,
    ଅତି ଗର୍ବର ଫଳ ଭୋଗୁଛନ୍ତି,

  • @netraranjanbaliarsingh2868
    @netraranjanbaliarsingh2868 2 місяці тому

    ଠିକ୍ କଥା କହୁଛନ୍ତି ମ୍ୟାଡମ୍❤❤

  • @RunuPatra-gw3qc
    @RunuPatra-gw3qc 2 місяці тому

    Thanks mam good speech

  • @sudarsandasdassudarsan2949
    @sudarsandasdassudarsan2949 2 місяці тому

    ସୁପର୍ ମିଛୁଆ

  • @anantaroutykkl7060
    @anantaroutykkl7060 2 місяці тому

    Theek kahila

  • @LingarajParida-s2i
    @LingarajParida-s2i 2 місяці тому

    Thanks madam

  • @SantoshBehera-e5o
    @SantoshBehera-e5o 2 місяці тому +2

    ଆରେ ଭାଇ ଏଇ ବା ମାସକୁ 833 ଟଙ୍କା ମେକ୍ୟାପ ଖର୍ଚ୍ଚ ମହିଳା ମାନଙ୍କୁ ବିଜେପି ନେତା ସୁଭଦ୍ରା ଯୋଜନା ମାଧ୍ୟମରେ ଦଉଛନ୍ତି 😮😮😮😮

  • @krushnapadhi5716
    @krushnapadhi5716 2 місяці тому +2

    Sata katha madam

  • @bikashbarik-iw1oj
    @bikashbarik-iw1oj 2 місяці тому

    right katha

  • @AjayDas-ko6mv
    @AjayDas-ko6mv 2 місяці тому

    All rights sister

  • @rajendraraut190
    @rajendraraut190 2 місяці тому

    100% right 👍👍👍