Aparajita shows her power | ଦିଲ୍ଲୀରେ ଖୋଲିଲେ ସଂଗଠନ ପେଡ଼ି | The Quiver
Вставка
- Опубліковано 5 лют 2025
- #ଦିଲ୍ଲୀରେ_ଖୋଲିଲେ_ସଂଗଠନ_ପେଡ଼ି
ଦମ ଦେଖାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ରାଜ୍ୟ ସଂଗଠନରେ ଚାଲିଥିବା କେଳେଙ୍କାରୀର ପେଡ଼ି ଖୋଲିଛନ୍ତି ଦିଲ୍ଲୀରେ । କେମିତି ଚାଲିଛି ଷ୍ଟାମ୍ପ ମରା କାମ, ସଂଗଠନକୁ କିପରି କରାଯାଉଛି ଦୁର୍ବଳ, ପଛପଟୁ କେମିତି ଚାଲିଛି ସଂଗଠନ ଝିଙ୍କା କାମ ସେ ସବୁକୁ ବଖାଣି ଦେଇଛନ୍ତି । ସରକାର ଆସିବା ପରେ ସଂଗଠନକୁ ସୁଦୃଢ଼ କରିବା ପରିବର୍ତ୍ତେ କାଳେ ଦୁର୍ବଳ କରାଯାଉଛି । ସଭ୍ୟ ସଂଗ୍ରହ କାର୍ଯ୍ୟ ପଛେଇ ଯାଇଛି । ସମସ୍ତେ କ୍ଷମତାରେ ଚୁର । ଯିଏ କାମ କରୁଛି ତାର ଗୋଡ଼ ଟଣା ଯାଉଛି ।
#odisha #odishapolitics #bjp #MLA #MP #bjpsarkar #AparajitaSarangi #manmohansamal #mohanmajhi #narendramodi #modi_in_odisha #dharmendrapradhan #jueloram #naijayantjaypanda
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in UA-cam! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews
#thequiver #thequivernews #odishapolitics
ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ରୁ ଅବ୍ୟାହତ ଦିଅ 😢
ଦଳରୁ ବାହାର କରିଦେଲେ ବହୁତ ଭଲ ହୁଅନ୍ତା 😢
Chorota Pradhan
Right
ଧର୍ମେନ୍ଦ୍ର ଚୋର ଟା
ଅପରାଜିତା madam should be the cm of odisha ।
Sabas Madam Sabas.
Carrey On.🙏🙏
Aparajita madam jindabad
ସଂଗଠନ ସଜାଡ଼ିବାରେ ଅପରାଜିତାଙ୍କର ଉଦ୍ୟମ ପ୍ରଂଶସନୀୟ
❤😂🎉😢😮😅😊😊😅😮
😅😅😅😅😅😊😅😅😅😅😅😅😅😅😅😊😅😊😊😊😊😊😊😊😊😊😊😊😊😊😊l@@impartialthought16
❤❤❤❤❤❤❤❤❤
ଯେତେବେଳେ ଦେଖିଲେ ଧରମା ଓଡ଼ିଶାରେ l ରାଜ୍ୟ ରାଜନୀତିରେ ଏକ ଛତ୍ରବାଦ ଚଳେଇ ନିଜକୁ ଶ୍ରେଷ୍ଠ ନେତା ର ପରିଚୟ ଠିକ ନୁହଁ l
Aprajita nku cm karajau
ଠିକ କଥା। ଅପରାଜିତା ଷଡଙ୍ଗୀ ସଠିକ ନେତ୍ରୀ ଓଡ଼ିଶା ପାଇଁ।
ବିଜେପି ର କୌଣସି ସଂଗଠନ ତଳ ସ୍ତରରେ ନାହିଁ।
❤️❤️❤️❤️❤️❤️
Aparajita Mam jane telented leader,,siye kendriya neta nko pradurbhav r sikar heuchanti...gochikata neta nku side kr...nachet aarthar sata harae debo...
Congratulations madam
Aperajita telling correct thing.
Our Pride Odisha'S Pride Our Aparajita Sarangi 🙏
❤❤❤❤❤❤❤
ଅପରାଜିତା madam ଜଣେ ଦକ୍ଷ ପ୍ରଶାସକ ଥିଲେ, ସେ ସବୁ ଗୁମର ଜାଣିଛନ୍ତି, ସେ ଯାହା କରିବେ, ଦଳର ସ୍ଥିତି ମଜବୁତ୍ ହେବ। ମାଡ଼ି ଚାଲ।
ଯାହା ଜଣା ଯାଉଛି ଯେ ପୁରୁଖା ମନ୍ତ୍ରୀ ମାନେ ସବୁଦିନ ମନ୍ତ୍ରୀ ଭାବେ ରହିବାକୁ ଚାହୁଁଚନ୍ତି । ଆଉ ଗୋଛିକଟା ମାନେ ସମୟ କ୍ରମେ ମୂଳପୋଛ ହେଇଯାଇ ପାରନ୍ତି !
Right. Aparajita madam
Aparajita
Aparajita mam thik katha kahu chhanti.
Aparajita thika khata ku chanti
Congratulations mam 👏
King baghuni ma'am aprajita
Madam should be in the ministry for better performance
Apara jit gret
Aparajita naa hin kafi
Dharmendra pradhan thila jaen odisha bjp tala ku jiba
ଏକଦମ ଠିକ
Aparajita,madam,is,a,strong,leader.
Aprajita mam good job
Dharmendra Pradhan is responsible for division of BJP . He has link with BJD (pandian)
ମିଛୁଆ ନିଉଜ କରୁଛନ୍ତି ବିରୋଧି କଂର
100 % ସତ୍ୟ।
Irrespective of parties.... Dharmendra Pradhan should be removed from odisha for all round development of the state... only solution
କଙ୍କଡ଼ା ରାଜନୀତି ଯେ ଚାଲିଛି ଏକଥା ସମସ୍ତେ ଜାଣି ସାରିଲେଣି
In the process Aparajita gaining more popularity and sympathy from people of Odisha.
ଅପରାଜିତା ଙ୍କୁ out କର ବିଜେପି ରୁ
Who r u... Dharamendra ku out karahaba
କାହିଁକି
Dharmendra should be out from Cabinet.
🎉😂
Super job mam
ସେ କାହାର ନୁହନ୍ତି
Supar v
100%right
Thanks for this presentation
ତୋତେ ସବୁ ଜଣା ଶଳା
Mamgood evening. Your thinking ideas are 100%correct. I am taking from jagatsinghapur District,tirtol Constitution .Their isn't anyone B.J.P. leader for the people at ground level to help.
ମାଡାମ ହେଉଛନ୍ତି ଗୋଷ୍ଠୀ କନ୍ଦଳ ଲୋକ, ନଚେତ ବିଜେପିର ସବୁ ନେତାମାନେ ଠିକରେ ଅଛନ୍ତି, ମାଡାମ କାହିଁକି ବାଉଳି ଚାଉଳି ହେଉଛନ୍ତି ! ହୁଏତ ଅନ୍ୟ କୌଣସି ପଦବୀ ଚାହୁଁଛନ୍ତି, କିନ୍ତୁ କିଛି ମିଳିବନି ! କାରଣ ଏଠାରେ ଓଡ଼ିଆ ଅସ୍ମିତା ଚାଲିଛି ! ବିହାର ପଳାଅ ! ପାଣ୍ଡୁ, ମାଡାମ ପାଇଁ ଟ୍ରେନ ବୁକିଂ ସରିଛି !ଓଡିଶା କଣ ଧର୍ମ ଶାଳା, ଏଠି ଯିଏ ଆସିବ.. ରହିବ, ରାଜନୀତି କରିବ ! ପଳାଅ..! ଓଡିଶାରୁ ପାଣ୍ଡୁ, ଅପରାଜିତା ନିଜ ରାଜ୍ୟକୁ ଯାଇ ରାଜନୀତି କର ! ଏଠି ଚାଲିବନି 🖕
🎉❤🎉
Madam your political things will close manmohan
Right
Muku ku Odisha ru tadipaar kara.
Thik
Nice
ସଂଗଠନକୁ ମଜଭୁତ ନକଲେ ବିଜେପି ଭୁଶୁଡି ପଡିବ. ଦଳୀୟ ସଂଗଠନରେ ଗୋଡ଼ ଟଣା ନୀତି ଛାଡି ଲୋକଙ୍କ ଆସ୍ଥା ଭାଜନ ହୁଅ ବିଜେପି ନେତୃତ୍ୱ ମାନେ 24ବର୍ଷ ଲାଗିଲା ଦଳକୁ ଓଡିଶା ରେ ଫେରିବା ପାଇଁ. ତେଣୁ ସମସ୍ତେ ଏକଜୁଟ ହୋଇ ଲୋକଙ୍କ ପାଇଁ କାମ କର, ନହେଲେ ଚିତପଟାଂଗ ମାରିବ. ହୁସିଆର ହେଇଜା.
Aparajita ku hareibe 2029 re sure
Cm.majhi.is.ok.continuefor.5yrs
ସବୁ ଠିକ ବେକାରୀ ଯୁବ ଜୁବି employment exchang ରେ ନାମ ପଞ୍ଜିକରଣ କରି ଅପେକ୍ଷା ରେ ରହି jepar ଇ ଦାସିଆ ବାଉରୀକୁ ଅଟକାଇ ସେପରି ରଥ ଗଡିବ ନାହିଁ ଏମପିଲୟାମେଣ୍ଟ ରେ ନାମ ପଞ୍ଜିକରଣ ପ୍ରାଥୀଙ୍କୁ ଆଗ୍ରଦିକାର ଦିଆଯାଉ ନଚେତ ସେ ସଂସ୍ଥାକୁ ଭଂଗାଯାଉ ପ୍ରିୟ ପ୍ରୀତି ଚଳିବ ନାହିଁ ରଥ ଛକ ଯମ ହେବ
ଅପରାଜିତା ଜନ୍ମରୁ ଅପରାଜିତା
ଧର୍ମେନ୍ଦ୍ର ଜନ୍ମରୁ ମାଆଙ୍କ କୃପା ପାଇ ମଧ୍ଯ ଧର୍ମ ରକ୍ଷା କରୁଥିବାର ପରିଲକ୍ଷିତ ହେଉଛି କି ?
ଯାହା ହେଉ ମୋଦି ଏତେ ଦିନ ପରେ ବୁଝିପାରି ଛନି
Aparajita madam se BJP chhadi BJD ku asantu welcome
Aparajitamedam jahakahuchhanti odishara st
Jatra paty Bala bahuta jaldi odisha ru bida haba
There is not asingle Aparajita poster on prime minister visit. It is,shame for BJP, cheif minister and Manmohan Samal.
Sabu Dharama chakranta.
ନିଜର ସୋସିଆଲ ମିଡ଼ିଆ utb ରେ ନିଜର
ପ୍ରସଂସା ଆଉ ନିଜର ବାହାଦୂରୀ ଆଉ ନିଜ
ର ଆତ୍ମ ବଡିମାର ପ୍ରଚାର ଛଡା ଆଉ ମିଛ
ଖବର ପ୍ରଚାର ଆଉ ପ୍ରସାର କରି ଆଉ କେତେ ତାଳୁକୁ ଯିବୁ ତୁ ସାମ୍ବାଦିକ😂
ଖାଲି ତ ମିଛ ଭାଷଣ ଆଉ ମିଛ ମିଛ
ଆତ୍ମ ପ୍ରଚାର ଆଉ ପ୍ରସାର😂
ଯେମିତି ବିଜେଡି କୁ ଯାଇ ମନ୍ତ୍ରୀ
ହେବା 😂😂😂
ଛି ଛି ଛି ଛି ଛି କି ବିକୃତ ମାନସିକତା
ର ପରିଚୟ ନିଜେ ନିଜର ପ୍ରଶଂସା ପାଇଁ
ଗୋଟେ ଲୋକ ରଖି ଦେଇଚି ସେ ଦିନ
ରାତି ମିଛ video କରି ପୋଷ୍ଟ କରୁଚି😂
Mam ଠିକ କହିଛନ୍ତି l
ପ୍ରଥମେ ଠିକ୍ ରେ ଦମ୍ ଲେଖିବା ଶିଖି ଯା ରେ ବେଧେଇ ପୁଅ 😂😂😂
❤😂🎉😢😮😅😊😅😮
Good medam jay sheriram 🙏🙏
Dharmendra ku kadhi Governor kari pathaidiantu,se kalankita loka rahile 5 yrs re gote seat BJP win karipariba nahin,Bijay Mohapatranku tadile,ebe Aparajita Mam nku,BJP sangathan Odishare Aparajita Mam nka ra,2 thara jane Civil Servant win kalapare tanku ete anadekha,ehadwara Modi,Amit saha nka prati lokanka ghrunabhaba
Samata.
Dharmendra pradhaan ku baht mili sarilani.. Kadha taku
State government job durniti badhibare lagilani odisare
ପାରିବେନି ମାଡାମ ଠିକ୍ ନେତା
Nirat sata katha.bjp odisha sasan ku asiba bhabi n thile.bjd hariba boli asha n thila ki bhabi n thile .tenu aji ka dina re odisha ra abasta aia.tenu bjd bala manadhyan dei bhabi sudhiri ja a ntu bjp bala taratar n hoi su sasan odishabash nku di o ntu.Jay Jagannath
Tha
Reserved union minister
Ta dala re sachot loka sabhya hebe nahin.
Rait
September 17 ra Naveena babu CM formation dream Kan hela.
Gochi kata niti ,is this Odia asmita ???Madam is very very right . Stop leg pulling & work in a team spirit .
Employmentexchang office not so required why public money put in dustbin if employment officework under dark
100 Dina karya kala samsya re BJP tanka MLA Jajpur ra jete kalenkari pardaphash Kari thile taha birudha re BJD ra jeun neta lipta thile kaan action heichhi.
Unnecessary media publicity!
Dp ku hatao
Bala na
Aau 5 year pare aau aasibani BJP.
Why unnecessary publicity!
😂😂😂
Dharmendra pradhan bjp ku dubeideba
Dharama sarangi birodhi
Alapa dinre bjp bhangijiba
Misleading news
Chumakhai
Michha katha
Khali Modi ku vote diya au nabin ko aa charda odisa BJP sashan bekar
Feku Pradhan 😊😊
Fake news
Buda chura ku hatao.
Darasal aparajita frustrated ho chuki hai vah man hi man khud Ko chief minister soch Rahi thi Magar Achanak se Mohan Majhi ko banaa Diya Gaya Jo uske upar bijali gir gai koi socha nahin tha isliye Apne gussa dusron per nikal Diya
Sata Katha Kahi Chanti,,,
Dharmendra pradhan hatao BJP Pai bepada..... Dharmendra pradhan hatao odisha banchao banchao