୨୦୨୩-୨୦୨୪ ରେ କ'ଣ ସବୁ ଶେଷ ହୋଇଯିବ ?2023-2024 will it all end ?

Поділитися
Вставка
  • Опубліковано 20 вер 2024
  • please subscribe my UA-cam channel "Ek Hindustani Prakash" and like, share, comment my video and press the bell 🔔 icon । thank U । Jai Hind Bharat Mata Ki Jai ।
    ଯଦି ଆପଣ ମାନଙ୍କୁ ଆମର ଏହି ଛୋଟିଆ ଭିଡିଓଟି ଭଲଲାଗିଥିବ ତାହେଲେ ଚ୍ୟାନେଲ "ଏକ ହିନ୍ଦୁସ୍ଥାନୀ ପ୍ରକାଶ" କୁ Subscribe କରନ୍ତୁ ଏବଂ ଭିଡିଓ ଟିକୁ like, share, comment କରି bell 🔔 icon କୁ ଦବାଇ ଦିଅନ୍ତୁ । ଜୟ ଜଗନ୍ନାଥ ଜୟ ଅଚ୍ୟୁତାନନ୍ଦ ।
    #achyutanand #malika #viralmalika #viralvideo #ekhindustaniprakash #trendingvideo #viral #guptamalika #guptarahasya #bhabisyamalika #malikabachana #malikabichara #endofkaliyug #kalkiavatar #achyutanandamalika #malikarahasyakaliyuga #viralodishamalika #odiamalikabachana #malikanewepisode #purijagannathtemple #malikabachanatodayvideo #malikanewepisode #achyutanandamalikainhindi #bhabisyabani #jaiphulamalika #purusottamkhetra #nilachaldham #jagannathpuri #rathyatra #sunabesa #srigundicha #jorandagadi #cuttack #bhubaneswar #odisha #india #konarksuntemple #bahanagatrainaccident #baleshwartrainaccident #odishatraintragedy #biraja #sarala #hingula #bimala #cuttackchandi #lokanathtemple #lingarajtemple #akhandalamani #dhabaleswar #kapilash #omkareshwar #mahakaleswarujjain #badrinath #kedarnathflood #kedarnathtemple #somnathtemple #ayodhya #sriramtemple #rammandir #mumbaiflood #dharavi #churchgate #worli ##saibaba #siddhivinayak #baidyanath #amazon #tajmahal #qutabminar #everestmountain #kailashmountain #northindiaflood #himachalpradeshflood #goldentemple #vaishnodevi #manikarnikaghatvaranasi #nidhivan #joshimath #mathura #brindaban #russiaukrainewar #iranisraelwar #chinataiwanwar #franceviolence #pakistanwar #sudanwar #americawar #worldwar3 #worldproblems #titansubmarineblast #gatewayofindia #statueofliberty #afiltower #globalworming #ମାଳିକାବିଚାର #ମାଳିକାବଚନ #ମାଳିକା #ମାଆ #ରାମାୟଣ #ମହାଭାରତ #ଭାଗବତଗୀତା #ଅଚ୍ୟୁତାନନ୍ଦମାଳିକା #ପଞ୍ଚସଖାମାଳିକା #ହାଡିଦାସମାଳିକା #ପ୍ରବଚନ #ଜଗନ୍ନାଥପୁରୀ #ରଥଯାତ୍ରା #ସୁନାବେଶ #ଶ୍ରୀକ୍ଷେତ୍ରପୁରୀ #ଶ୍ରୀମଦ୍_ଭଗବତ୍_ମହାପୁରାଣ #ଶ୍ରୀମା #ଶକ୍ତିସ୍ୱରୂପା #ଶ୍ରୀମନ୍ଦିର #ଏକହିନ୍ଦୁସ୍ଥାନୀପ୍ରକାଶ #ବାହୁଡା଼ଯାତ୍ରା #ଶ୍ରୀଗୁଣ୍ଡିଚା

КОМЕНТАРІ • 484

  • @pabitrasenapati1841
    @pabitrasenapati1841 Рік тому +20

    ଓଡ଼ିଶାରେ ମାନସିକ ରୋଗୀ ମାନଙ୍କର ସଂଖ୍ଯା ବଢ଼ି ଗଲାଣି

  • @suchitrasathapathy8592
    @suchitrasathapathy8592 Рік тому +5

    Pin ମାରି ଶାଢ଼ୀ ପିନ୍ଧି ଛନ୍ତି ମାଆ। ସ୍ଵଘୋଷିତ ଭଗବାନ୍ ।। ଅହମ୍ ଭାବ ଯାଇନି । ମୋ ପିଲା ମୋ ସ୍ଵାମୀ କହୁଛନ୍ତି।ବିଶ୍ଵରୂପ ଦର୍ଶନ କରାନ୍ତୁ ମାଆ। ଜୟ ଶ୍ରୀକୃଷ୍ଣ 🙏🙏🙏🙏 ପଞ୍ଚ ସଖା ହେଉଛନ୍ତି ମହା ପ୍ରଭୁଙ୍କ ଅନ୍ୟ ରୂପ ।ଦୟାକରି ସେମାନଙ୍କୁ ତୁମ ପରି ଅହଂକାରୀ ମାନଙ୍କ ଭିତରକୁ ଆଣନି। ଯଦି ଭଗବାନ୍ ତେବେ ପର ମୁହୂର୍ତ୍ତ ରେ କଣ ହେବ କୁହ ଦେଖି।

  • @ଚାମୁଣ୍ଡାପୁତ୍ର

    ଏ ଗୋଟେ ଆଧ୍ୟାତ୍ମିକ ବିକାର ଗ୍ରସ୍ତ ମାନସିକ ପାଗିଲି

  • @biswabhusanrath2814
    @biswabhusanrath2814 Рік тому +21

    କେନ୍ଦ୍ରାପଡାର ଅର୍ଦ୍ଧନାରୀଶ୍ଵର ବା ଶିବଶକ୍ତିରୂପିଣୀ ଜୀବନ୍ତ ଅଲେଖା ମାଆଙ୍କୁ ଦର୍ଶନ କରି ଧନ୍ୟ ହେଲି । ଆଖିରୁ ଆନନ୍ଦାଶ୍ରୁ ଝରିଆସିଲା । ମାଆଙ୍କ କଥା ବହୁତ ଭଲ ଲାଗିଲା । ତାଙ୍କ କଥା ସମ୍ପୂର୍ଣ୍ଣ ରୂପେ ଶତକଡ଼ା ୧୦୦ଭାଗ ଠିକ୍ ବା ସତ୍ୟ ମନେ ହେଲା । ମାଆଙ୍କ ଅର୍ଦ୍ଧ ମୁଦ୍ରିତ ଶାନ୍ତ ଏବଂ ଧୀର ଚକ୍ଷୁ ଯୁଗଳ, ମୁଖମଣ୍ଡଳର ଆଭା ଓ କଥାବାର୍ତ୍ତାରୁ ସ୍ପଷ୍ଟଭାବେ ବାରି ହୋଇପଡୁଥିଲା ଯେ ସେ ନିଶ୍ଚିତ ରୂପେ ଜଣେ ଦିବ୍ୟାତ୍ମା ବା ଜୀବନ୍ତ ଶିବଶକ୍ତି । ସେ ସକଳ କଥା ଜାଣିପାରନ୍ତି । ଏହି ଜୀବନ୍ତ ମାଆଙ୍କ ଚରଣକମଳରେ ମୋର ଅନନ୍ତ କୋଟି ଭକ୍ତିପୂତ ଭୂମିଷ୍ଠ ପ୍ରଣାମ । ପ୍ରକାଶ ବାବୁ, ଆପଣ ଜୀବନ୍ତ ମାଆଙ୍କ ପାଖକୁ ଯାଇ ତାଙ୍କ ସହ ଅଳାପ ଭକ୍ତମାନଙ୍କ ହିତ ଉଦ୍ଦେଶ୍ୟରେ ପ୍ରସାର କରିବାର ସୌଭାଗ୍ୟ ଲାଭ କରିଥିବାରୁ ଆପଣଙ୍କ ଜୀବନ ସତରେ ଧନ୍ୟ ହୋଇଛି । ପବିତ୍ର ଚିତ୍ରୋତ୍ପଳା ନଦୀରୁ ନୂତନ ନଦୀ ଧାର ଏକ ଦେବୀ ପୀଠ ନିକଟରେ ପ୍ରବାହିତ ହେବା ବିଷୟରେ ମାଆଙ୍କ ଭବିଷ୍ୟତ ବାଣୀ ନିରାଟ ସତ୍ୟ ଅଟେ । ମାଆଙ୍କ ସହ ଆଳାପ ପୁନର୍ବାର ପ୍ରସାର କରିବା ପାଇଁ ଅନୁରୋଧ । ଶେଷରେ, ପୂଜ୍ୟ ଅରୁଣବାବା ଓ ଅଲେଖା ମାଆଙ୍କୁ ମୋର ପ୍ରଣାମ । ଆପଣଙ୍କୁ ମୋର ଅଶେଷ ହାର୍ଦିକ ଧନ୍ୟବାଦ ।
    ଓଁ ନମଃ ଶିବଶକ୍ତୟେ । 🙏🙏🙏
    ଜୟ ଜଗନ୍ନାଥ । 🙏🙏🙏🙏
    ଜୟ ପଞ୍ଚସଖା । 🙏🙏🙏🙏🙏

  • @anadicharonmahanty7328
    @anadicharonmahanty7328 Рік тому +32

    ଜୟ ଜଗନ୍ନାଥ ସ୍ୱାମୀ। ମାଆ ଅଧ୍ୟଶୂରିଙ୍କୁ ମୋର କୋଟି କୋଟି ପ୍ରଣାମ ଦୟାକରି ମାଙ୍କ ଠିକଣା ଦେଲେ ମୁଁ ଉପକୃତ ହୋଇପାରନ୍ତି ।ଜୟ ଜଗନ୍ନାଥ ସ୍ୱାମୀ ଶରଣଂ ରଖ ନାରାୟଣ ଚନ୍ଦ୍ର ।ଓଁ ଶାନ୍ତିଃ

    • @sriramdash7418
      @sriramdash7418 8 місяців тому +1

      Bhai lo a sabu michha kahuchhi nije nija ku maa kahibata bhul dayakariki a michhei kathare padani ardha nageswari kan ardha nareswara ate

  • @gangadharmahapatra1301
    @gangadharmahapatra1301 Місяць тому +1

    ଆଜ୍ଞା ଏମାନେ ତ ଯାହା ହେଉଛନ୍ତି ଛାଡ଼। ଆପଣ ମିଡ଼ିଆ ଭାଇ ମାନେ ଦୟାକରି ଏ ଭଳି ଖବର କାହିଁକି ପ୍ରଚାର ପ୍ରସାର କରୁଛନ୍ତି ।

  • @birakishorenayak1690
    @birakishorenayak1690 Рік тому +12

    ମା' ଆପଣଙ୍କର ଜୟ ହେଉ,ଜଗତର କଲ୍ୟାଣ ହେଉ , ଆପଣଙ୍କୁ ଅନନ୍ତକୋଟି ପ୍ରଣାମ 🙏

  • @abhisekpratihari7055
    @abhisekpratihari7055 Рік тому +8

    ମୁଁ କାର କୁ ମାରିବା ପାଇଁ ମୋ ପ୍ରଭୁ ଙ୍କୁ କେତେ କଷ୍ଟ କରିବାକୁ ପଡୁଛି ।। କିନ୍ତୁ ଆଜ୍ଞା ଙ୍କ ମୁଁ କାର କଣ ଯାଇନି ?

    • @ommdas4745
      @ommdas4745 Рік тому +2

      ୦ିକ୍ ଠିକ୍

    • @BaghiraFromMogli
      @BaghiraFromMogli Рік тому +2

      ପ୍ରଶ୍ନ : ମୁଁ କା'ର
      ଉତ୍ତର : ମା' ର

    • @suchitrasathapathy8592
      @suchitrasathapathy8592 Рік тому +1

      ଠିକ୍ କହିଲେ ଆଜ୍ଞା 🙏

    • @RatnaGouda-tk2gl
      @RatnaGouda-tk2gl 2 місяці тому

      ଆ,ଟୁ,ବଡ଼,ପାଗଳ,କେହି, ନାହିଁ,ସେମାନେ,ଭଗବାନ୍,ଟୁ,ବି,ବଡ

  • @rameshsethi1280
    @rameshsethi1280 Рік тому +5

    ଆଜି ପର୍ଯ୍ୟନ୍ତ, କୋଉଠି ଥିଲେ କୀ, ମାଆ

    • @madhavikrishna1111
      @madhavikrishna1111 Рік тому

      😂😂

    • @BaghiraFromMogli
      @BaghiraFromMogli Рік тому

      ତମକୁ ଯୋଉ ମା ଜନ୍ମ କରିଥିଲା ସିଏ କୋଉଠି ଅଛି ଆଜି ପର୍ଯ୍ୟନ୍ତ

  • @swayansiddhibiswal
    @swayansiddhibiswal Рік тому +5

    ଜଣେ ହି ସତ୍ୟ ସେ ହେଲେ ଶ୍ରୀ ଜଗନ୍ନାଥ......

  • @swayansiddhibiswal
    @swayansiddhibiswal Рік тому +5

    ମୁ ମା କୁ challange କରୁଛି 2024 ରେ କିଛି ନହେଲେ ପ୍ରକାଶ ଭାଇ channel ବନ୍ଦ କରିବ...

  • @A...B..Aggarwal..306
    @A...B..Aggarwal..306 Рік тому +2

    ଇଏ ଅର୍ଦ୍ଧପାଗଳ ନାରୀ ଏମିତି ଲୋକ କେତେ ଆସିବେ ନିଜକୁ ଭଗବାନ୍ କହିବେ ମାଳିକା ରେ ଲେଖାଅଛି।

  • @suryasadhika4157
    @suryasadhika4157 Рік тому +10

    ବାଉଳା ଚାଉଳା କଥା ।

    • @BaghiraFromMogli
      @BaghiraFromMogli Рік тому

      ତମେ କାହିଁକି କାଉଳି ମାଉଳି ହଉଚ 😂

  • @suryasadhika4157
    @suryasadhika4157 Рік тому +6

    ଭୁଲ ଭାଲ କହୁଛି ମୁଣ୍ଡ ଦୁଇ ଶବ୍ଦ ନୁହଁ ମୁଣ୍ଡ ଅଢେଇ ଅକ୍ଷର । ଆଉ ଆଙ୍ଗୁଠି କହୁଣୀ କେତେ ଶବ୍ଦ ଇଏ ଶବ୍ଦ କଣ ଜାଣିନି ବ୍ୟାକରଣ ଭୁଲ କହୁଛି। ନିଜକୁ ସ୍ୱୟଂ କହୁଛି ।

    • @suryasadhika4157
      @suryasadhika4157 Рік тому +1

      ଭୁଲ କହି ପୁଣି ୧୦୦ ନମ୍ବର ପାଇବାକୁ ଚାହୁଁଚି । ଭୁଲ ଧରାପଡିଲେ ଅସଭ୍ୟ ଭାଷା ଲେଖୁଛି । ତୁ ଯାହା କହିବୁ ସମସ୍ତେ ମାନିବେ ନାହିଁ ।

  • @jayaramsahoo3648
    @jayaramsahoo3648 Рік тому +9

    ❤ ଜୟ ଶ୍ରୀରାମ ଏହି କଥା ସତ୍ୟ

    • @meera.patra_
      @meera.patra_ Рік тому +1

      ଠିକ୍ କହିଛନ୍ତି ଭାଈ 🙏🙏🙏

  • @nirakardas1431
    @nirakardas1431 Рік тому +17

    🙏ଜୟ ଶ୍ରୀରାମ 🙏 ପ୍ରକାଶ ଭାଇ ଙ୍କ ଉପସ୍ଥାପନା ପ୍ରଶ୍ନ ପଚାରିବାର ତରିକା ଭଲ ଲାଗିଲା 🌹

  • @prativasethy3647
    @prativasethy3647 Рік тому +3

    Bahut maa gyani dekhauchanti,bhagaba nku nija sahita tulana karucha....

  • @santoshkumarnayak2062
    @santoshkumarnayak2062 Рік тому +4

    ମା ଅର୍ଦ୍ଧନାରୀଶ୍ଵର ତୁମକୁ କୋଟି କୋଟି ପ୍ରଣାମ ମା। ଆପଣଙ୍କ କଥା ସତ। ଆଉ ଯଦି ଜଗନ୍ନାଥ ଆସି କହିବେ ସତରେ ମୁଁ ଜଗନ୍ନାଥ ତଥାପି ଏ କଳିକାଳରେ ଲୋକେ ବିଶ୍ଵାସ କରିବେନି, ଓଲଟା କହିବେ ପାଗଳଟା। ସେଥିପାଇଁ ମାଳିକାରେ ଲେଖା ଅଛି ପ୍ରଭୁଙ୍କ ଗୁପ୍ତ ଲୀଳା। ଜୟ ଜଗନ୍ନାଥ। ପ୍ରଣାମ ମା

    • @kalingaputra3089
      @kalingaputra3089 10 місяців тому

      ତୁମ ମୁଣ୍ଡ ସାଙ୍ଗରେ କାନ ବି ଖରାପ ହୋଇଯାଇଛି..ସେ କହୁଛନ୍ତି ଅର୍ଧନାଗେଶ୍ୱରୀ...

  • @sankardash8710
    @sankardash8710 Рік тому +11

    ଜୟ ଜଗନ୍ନାଥ
    ମା ଆପଣଙ୍କ ମାନସିକ ସ୍ଥିତି ଠିକ୍ ନାହିଁ
    ଗ୍ୟନ ଥିବା ଲୋକ କହିବେ ନାହିଁ ମୁଁ ଭଗବାନ ଆପଣ କହୁଛନ୍ତି ,ମାଙ୍କୁ ମୋର ପ୍ରଶ୍ନ, ମୋର ମନର ଭାବକୁ କୁହନ୍ତୁ ତାହେଲେ ମୁଁ ଜାଣିବି ତମେ ଶକ୍ତି

  • @kanakalatasamal4354
    @kanakalatasamal4354 Рік тому +1

    ଜ ୟ ଜଗନ୍ନାଥ ମାକ କଥାଶୁଣି ବହୁତ ସୁନ୍ଦର ମା

  • @abhayamohanty9300
    @abhayamohanty9300 Рік тому +2

    Maanku Koti Koti Pranam.Jaha Kahile Sampurna Satya Katha.Janithiba Bektinku. 🙏🙏🙏

  • @maharana6
    @maharana6 Рік тому +8

    ବାହାନାଗା ରେ ଏତେ ନିରୀହ ଲୋକଙ୍କ ଜୀବନ ଗଲା ମା ଜାଣିଥିଲେ କୀ?

    • @meera.patra_
      @meera.patra_ Рік тому +5

      ସିଏ ଭଗବାନ କି ଜାଣିବେ ଏଗୁଡାକ ମିଛ ମନେ ମନେ ଠାକୁରଙ୍କ ସହିତ ସମାନ ହେଉଛି

  • @chandannaik8715
    @chandannaik8715 Рік тому +2

    କିଛି ନୂଆ
    ଜୟ ଜଗନ୍ନାଥ

  • @PapuSamal-vd2et
    @PapuSamal-vd2et Рік тому +4

    ଭାଇ ମୋ ମନରେ ଗୋଟିଏ ପ୍ରଶ୍ନ ଯଦି ସ୍ୱାମୀ
    ନିର୍ଦ୍ଦେଶ ଆସିଥିେଲ ତାହାହେଲେ ଶାଶୁଘର ଆସିଲା କେଉଁଠୁ

  • @parikshitdashdash9251
    @parikshitdashdash9251 9 місяців тому +1

    Well come praksh

  • @niashasahoo2562
    @niashasahoo2562 Рік тому +6

    ତମେ ସବୁ କେତେ ଭେରାଇଟ୍ ର ବାବା ମାତା ବାହାରୁଛ ???😂😂😂😂

  • @amitsahoo6138
    @amitsahoo6138 Рік тому +1

    Welcome ji excellent

  • @likungamefreefire3004
    @likungamefreefire3004 Місяць тому +1

    🙏🙏🙏🙏🙏🙏🙏🙏🙏

  • @RajendraMallick-uv8if
    @RajendraMallick-uv8if 2 місяці тому

    Radhe❤ radhe

  • @IndramanibeheraIndramani-v6i
    @IndramanibeheraIndramani-v6i Місяць тому

    Jay maa ardhanariswara koti koti pranam

  • @surendraswain8016
    @surendraswain8016 Рік тому +1

    Jay maa Ardhenageswary. Again interview with maa about future.

  • @AjithKumar-if6jl
    @AjithKumar-if6jl Місяць тому +1

    Bala kala

  • @jashodamahananda
    @jashodamahananda Рік тому +10

    ସାର୍ ଜୟ ଜଗନ୍ନାଥ, ଆପଣ ମା ଙ୍କର ଆଡ୍ରେସ୍ ଦୟାକରି ଦିଅନ୍ତୁ ମା ଙ୍କୁ ପ୍ରଣାମ୍

  • @anupamanayak8568
    @anupamanayak8568 Рік тому +4

    ଅନେକ ଅନେକ ଶୁଭେଚ୍ଛା ପ୍ରକାଶ ଓ ଧନ୍ୟବାଦ ।ନୂଆ ଭିଡ଼ିଓ ଆଣି ଥିବା ଯୋଗୁଁ ପୁଣି ଥରେ ଧନ୍ୟବାଦ ।ଜୟ ଜଗନ୍ନାଥ ।

  • @amiyasethy9439
    @amiyasethy9439 11 місяців тому +1

    Jay jagannath 🙏🙏🙏♥ jay matadi🙏🙏🙏

  • @debendranayak5009
    @debendranayak5009 Рік тому +1

    THANKSGURU

  • @RamamaniPanda-b6n
    @RamamaniPanda-b6n 7 місяців тому +1

    ଜୟ ଜଗନ୍ନାଥ

  • @kailashsethy3
    @kailashsethy3 Рік тому +1

    Right

  • @santoshagrawal5605
    @santoshagrawal5605 Рік тому +2

    Jai jagannath 🙏 maa ko koti koti pranam 🙏😊

  • @rameshdehury2167
    @rameshdehury2167 Рік тому +5

    ଜୟ ଜଗନ୍ନାଥ 🙏🙏🙏

  • @SanyasiSahu-m7e
    @SanyasiSahu-m7e Рік тому +2

    🌹💐🌹

  • @monishamohanty5632
    @monishamohanty5632 Рік тому +1

    ହେ ପ୍ରଭୁ ରକ୍ଷା କର ମତେ 🙏🙏🙏🙏🙏

  • @ShreesudhaPattnaik
    @ShreesudhaPattnaik Рік тому +2

    Maa

  • @shreejagannathmahimastudio5115
    @shreejagannathmahimastudio5115 10 місяців тому +1

    Jay gurudev swami ji ki pranam 🙏🙏🙏🙏🙏

  • @pradipmeher4250
    @pradipmeher4250 Рік тому +4

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @InnocentAnacondaSnake-go7kz
    @InnocentAnacondaSnake-go7kz 7 місяців тому +1

    Namah shivay

  • @chandannaik9078
    @chandannaik9078 Рік тому +1

    welldone bhai

  • @meeraranilifestylevlog771
    @meeraranilifestylevlog771 Рік тому +2

    Jagannath Swami Nayana pathagami bhabatume ❤

  • @indianartist8030
    @indianartist8030 8 місяців тому +1

    Kiya baat hai 😮😢😅🤯😲🎉

  • @meeraranilifestylevlog771
    @meeraranilifestylevlog771 Рік тому +2

    Maa Pranam ❤

  • @nandinibarik6381
    @nandinibarik6381 Рік тому +1

    Omm Jay maa ardhanage swar

  • @niranjannahak7515
    @niranjannahak7515 Рік тому +2

    ଜୟ ଜଗନ୍ନାଥ ଜୟ ମା ଭବାନୀ

  • @ranjankumarpatel3321
    @ranjankumarpatel3321 Рік тому +1

    Jay jagannath jay ma samalai

  • @nayakrcreation
    @nayakrcreation Рік тому +1

    Super

  • @MamataMani-zn2ke
    @MamataMani-zn2ke 20 днів тому

    Maa tate kotipranam

  • @dipakpradhan8578
    @dipakpradhan8578 Рік тому +1

    Jai jagannath 🙏🙏🌼🌼🌼🌼🌼🌼

  • @sonalisahoo4020
    @sonalisahoo4020 Рік тому +1

    Sir ❤❤🙏🙏🙏 Right. Kata kahichanti

  • @ShantilataDash-g9o
    @ShantilataDash-g9o 2 місяці тому

    Maa mo dukha dura Karine maa

  • @meeraranilifestylevlog771
    @meeraranilifestylevlog771 Рік тому +2

    Har har Mahadev ❤

  • @prasantapatro597
    @prasantapatro597 Рік тому +1

    Jay jaganath

  • @DhaniPradhan-dl6hf
    @DhaniPradhan-dl6hf 2 місяці тому

    Jai jagannath Jai maa mangala

  • @katiasenapati2607
    @katiasenapati2607 Рік тому +1

    Jay Maa bishokarunnamay janani charane Sarana.

  • @tapanbehera2350
    @tapanbehera2350 28 днів тому

    ଯିଏ ଅର୍ଦ୍ଧ ନାରୀଶ୍ଵର କୁ ଅଧ ନାଗେଶ୍ଵରୀ କହୁଛନ୍ତି‌ ତାଙ୍କୁ କଣ କହିଵା

  • @barsharanipatra7374
    @barsharanipatra7374 Рік тому

    Jai jagannath Jai maa Arddha nageswer

  • @susantakumardas92
    @susantakumardas92 Рік тому +1

    Jaya jaganntha dhanyavaad prakasha babu. Days kari mankara adrees daba pain anurodha.

  • @MahamayaPatra-f2p
    @MahamayaPatra-f2p 2 місяці тому

    Maa 🙏🏻🙏🏻🙏🏻

  • @surajmaharana3190
    @surajmaharana3190 Рік тому +1

    Sri guru achuyta saranam 🙏
    Jai jagannath Swami
    Jai panchasakha

  • @munnabhoi8197
    @munnabhoi8197 Рік тому +1

    Jay maa samaleswari🎉🎉

  • @etishreebasantibehera9787
    @etishreebasantibehera9787 6 місяців тому +1

    Jay maa aadisakti

  • @amarendradandapat9336
    @amarendradandapat9336 Рік тому +1

    Jay Jagannath

  • @bhanusankarsahoo5546
    @bhanusankarsahoo5546 Рік тому +1

    ଜୟ ଜଗନ୍ନାଥ, ଜୟ ମା ଅର୍ଦ୍ଧନରୀଶ୍ୱର ,ଜୟ ଅଲେଖା ମା

    • @bhanusankarsahoo5546
      @bhanusankarsahoo5546 Рік тому +1

      ମା ଲୋ ତଵ ପାଦ ତଳେ ଅଧମ କୁ ଶରଣ ଦିଅ

  • @sanjuktabhuyan6507
    @sanjuktabhuyan6507 Рік тому +3

    ମାଆଙ୍କୁ ମୋର ଭୂମିଷ୍ଠ ପ୍ରଣାମ । ମାଆଙ୍କୁ ଗୁରୁ କିଏ କୁହନ୍ତୁ। ମାଆଙ୍କର ଠିକଣା କହିଥିଲେ ଭଲ ହୋଇଥାନ୍ତା ? ମାଆଙ୍କର ଠିକଣା ଦିଅନ୍ତୁ । ଜୟ ଜଗନ୍ନାଥ, ଜୟ ପଞ୍ଚସଖା ଙ୍କ ଚରଣରେ ଅନନ୍ତ କୋଟି ପ୍ରଣାମ 🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺

  • @girijanadineepattnayak009
    @girijanadineepattnayak009 Місяць тому

    Jaya maa sarba mangala

  • @DominicToretto-h4i
    @DominicToretto-h4i Рік тому +1

    Jayjagannath

  • @gyanaranjanswain8699
    @gyanaranjanswain8699 Рік тому +1

    Jay Mata ki 🙏🏻

  • @sanatanvlog6041
    @sanatanvlog6041 Рік тому +1

    Jay jagannath Jay panchasakha ⭕‼⭕

  • @snehashisbaral6929
    @snehashisbaral6929 Рік тому +4

    Maa tuma ku mor koti koti pranam .jay jagnnath ,mo manima nkar jay hau .jay ardhanagaswar ki jay ,jay Shiva Sankar ki jay ,jay jagannath ,

  • @bhagabansamantara3232
    @bhagabansamantara3232 Рік тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏
    ଜୟ ପଞ୍ଚସଖା 🙏

  • @kalingaputra3089
    @kalingaputra3089 10 місяців тому +1

    ଲାଗୁଛି ମା ଙ୍କର ମେଡିସିନି ଷ୍ଟୋର ମାଲିକ ସାଙ୍ଗରେ କିଛି ଶତ୍ରୁତା ଅଛି... ମା କହୁଛନ୍ତି 2023 ରେ କ୍ଷୀର ନଦୀ ବାହାରିବ..ଲାଗୁଛି ଓଡିଶା ରେ ଓମ୍ଫେଡ କମ୍ପାନୀ ବନ୍ଦ କରିକି ମାନିବେ,,ଯଦି ତୁମେ ଦେବ ଅବତାର ତାହେଲେ ତମ ସ୍ୱମୀ ବି ମାନବ ରୁପି ଦେବତା ହୋଇଥିବେ...ହେ ପ୍ରଭୁ କଳିଯୁଗ କୁ ଜଲଦି ସମାପ୍ତ କରିଦିଅନ୍ତୁ ନ ହେଲେ ଏମାନେ ନଷ୍ଟ କରିଦେବେ

  • @balaramnayak6575
    @balaramnayak6575 Рік тому +2

    Jay Jagannath Maa 🙏

  • @sanatanmohanty2532
    @sanatanmohanty2532 Рік тому +2

    Joy jaganath joy pancha sakha prakash Bhai maanka katha keun malikare lekha achi kuhantu maa nku Adhamara ananta koti pranam sahita hurdayara joy guru bahaut Sundar tathya pradan Kale Amaku Joy jaganath Joy pancha sakha maa

    • @biswajitnayak5453
      @biswajitnayak5453 Рік тому

      Kou bahire nahi
      Satya bhanja maleka chanle re
      sabu maleka bhakta mane achanti

  • @ManamayeeSahoo
    @ManamayeeSahoo Рік тому +1

    Jay maa

  • @miracleayurabedbysangramke8394

    ଜୟ ଜଗନ୍ନାଥ
    ଜୟ ଅର୍ଦ୍ଧନାରିଶ୍ୱର

  • @sanjaydas1836
    @sanjaydas1836 Рік тому +1

    Maa devi koti koti parnam

  • @OrishaytYt
    @OrishaytYt Рік тому +1

    ଯାହା ହେଉ ଆମ ଓଡିଶା ରେ ଏପରି ଦେବା ଦେବି ଆସି ଜନ୍ମ ଗ୍ରହଣ କରିଛନ୍ତି ବୋଲି ଖୁସି ଲାଗିଲା। ମାଲୋ ମା ଜଗଦମା ଓଡିଶା ରାଜ୍ୟ କୁ ଧନ,ଟଙ୍କା,ସୁଖ ଶାନ୍ତି ରେ ଭରି ଦିଅ।ଏତିକି ଗୁହାରିଶୁଣନ୍ତି।

    • @BaghiraFromMogli
      @BaghiraFromMogli Рік тому

      ଆଗ ଟଙ୍କା ଧନ ଦରକାର ବେଇପୁଅ ମାନଙ୍କର

    • @OrishaytYt
      @OrishaytYt Рік тому

      @@BaghiraFromMogli ଆରେ ମୃଖ ,ବୁଝୁଛୁ ଭୂଲ୍।ଯଦି ସବୁ ମଣିଷ ଭଗବାନ୍ ହୋଇଯିବେ ତେବେ ଭଗବାନ ଯିବେ କୁଆଡେ।ଏ ମଣିଷ ରୂପି ଭଗବାନ ଛଳକରି ଲୋକକୁ ଭକୁଆ କରିଦେଇ ପାରେ କିନ୍ତୁ ଓଡିଶା ରାଜ୍ୟ ରୁ ଦାରିଦ୍ରତା ଦୁର କରିପାରିବନି।
      ଆରେ ଭକୁଆ ମାନେ ଭଗବାନଙ୍କୁ ଡର।ନହେଲେ ଯେ ଏପରି ନିଜକୁ ଠାକୁର କହୁଛି ତାକୁ ପାଗଳ ହସ୍ପିଟାଲ୍ ନେଇଯାଅ ।ତାର ନିଜକୁ ଠାକୁର କହିବା ନିସା ଝାଡିଯିବ।

    • @BaghiraFromMogli
      @BaghiraFromMogli Рік тому

      @@OrishaytYt ହଇରେ ଅପଗଣ୍ଡ ଅନାର୍ଯ୍ୟ, ସବୁ ମଣିଷ କେବଳ ନୁହେଁ ସମଗ୍ର ବ୍ରହ୍ମାଣ୍ଡ ନାରାୟଣଙ୍କର । ଏ ମାଟି, ପାଣି, ପବନ, ଆକାଶ, ନିଆଁ କୋଉଠୁ ଆସିଲେ ? ସୃଷ୍ଟି ଆରମ୍ଭ ପୂର୍ବରୁ କିଛି ନଥିଲା, କେବଳ ମହାଶୂନ୍ଯ ପରମାତ୍ମାଙ୍କର ସତ୍ତା ଥିଲା। ସେ ନିଜେ ସୃଷ୍ଟି ଭିଆଣ କଲେ ଏବଂ ଅଗଣିତ ବ୍ରହ୍ମାଣ୍ଡ ଉତ୍ପତ୍ତି ହେଲେ। ତୁ ଆଖିରେ ଯାହା ଦେଖୁଛୁ ବା ନ ଦେଖି ପାରୁଛୁ ସବୁରି ପଛରେ କେବଳ ଆଉ କେବଳ ନାରାୟଣ ହିଁ କାରଣ ବ୍ରହ୍ମ ରୂପରେ ଅଛନ୍ତି। ତୁ ଦର୍ପଣରେ ଯୋଉ ଛବି ଦେଖି ଭାବୁଛୁ ଆହା ମୁଁ କି ସୁନ୍ଦର ସେ ଛବି ବି ନାରାୟଣ, ସେ ଦର୍ପଣ ବି ନାରାୟଣ, ସେ ଦର୍ପଣ ଆଗରେ ଯିଏ ଛିଡା ହେଇଛି ସିଏ ବି ନାରାୟଣ। ତୁ ତାକୁ "ମୁଁ" ବୋଲି ଭାବୁଛୁ ସେଇଥିପାଇଁ ଅସଂଖ୍ୟ ଜନ୍ମ ହେଲାଣି ଘାଣ୍ଟି ହଉଚୁ।

    • @OrishaytYt
      @OrishaytYt Рік тому

      @@BaghiraFromMogliଜାଣିଛୁ ଏ ସୃଷ୍ଠି ଭଗବାନ କରିଛନ୍ତି। କିଏ କହିଲା ଭଗବାନ ନାହାନ୍ତି ବୋଲି ।ଆମର ବିଶ୍ବାସ ହେଉଛି ଆମ ସନାତନ ଧର୍ମ।ଗୀତା ର ଶ୍ଳୋକ ହେଉଛି ଶ୍ରୀ krushna ଙ୍କ ମୁଖସ୍ଥ ବାଣି।ପ୍ରତ୍ୟକ ମଣିଷ ନିଜ କର୍ମ ଅନୁସାରେ ଜନମ ନେଇଥାଏ ।ସେ ଜୀବନରେ ଯେତେ କିଛି କର୍ମ କରିଥାଏ ତା ରି ଫଳ ସ୍ବରୁପ ତାକୁ ଜୀବନ ର ଅନୁଭୁତି ସହିବାକୁ ପଡିଥାଏ।ଏଥିରେ ସୁଖ ଭି ଦୁଖ ମଧ୍ୟ ଥାଏ।ଯଦି ଜଣେ ନିଜକୁ ଭଗବାନ କହିଲେ ତା ପାଖରେ ଭଗବାନ ଙ୍କ ଚମକ୍ତାର ଗୁଣ ଦେଖାଇଲେ ହିଁ ସେ ନିଜକୁ ଭଗବାନ ରୂପୀ କହିପାରିବ।ନଥିଲେ ମିଡିଆ ବାଲା ପଛରେ ପଡିଯିବେ।ସେଷରେ ବାବା ସାରଥିଙ୍କ ପରି ଥାନାକୁ ପଠାଇ ଦେବେ। ଠକ ଲୋକ ପୁଣି ଭଗବାନ ହେବ ତ ଆମ ଜଗନ୍ନାଥ ମହାପ୍ରଭୁ ଜୀବେ କୁଆଡେ।
      ମୁଁ ମନା କରୁନାହିଁ କି ଭଗବାନଙ୍କୁ ପୂଜା କରନାହିଁ ବୋଲି।ଭଗବାନ ହେଉଛନ୍ତି ଚିରନ୍ତନ ସତ୍ୟ।ଭଗବାନଙ୍କୁ ମାନିବା ଓ ତାଙ୍କ ନିତି ରେ ଚଳିବା ଏହା ସମସ୍ତ ଙ୍କ ପାଖରେ ନଥାଏ।ଯିଏ ଭଗବାନଙ୍କ କରୁଣା ପାଇଥାଏ ସେ ହିଁ ଭଗବାନଙ୍କ କଥା କୁ ମାନି ଚଳିଥାଏ ଏବଂ ଭଗବାନଙ୍କ ଚୀନ୍ତନରେ ନିଜକୁ ହଜେଇ ଦିଅନ୍ତି।
      ଯଦି ସମାଜରେ ଭଗବାନ ଙ୍କ ଆସ୍ଥା କୁ ପୂଣ୍ଣରୁ ଉର୍ଥାନ କରିବାକୁ ଚାହାନ୍ତି ତେବେ ଗୁରୁ ସାଜି ଭଗବାନ ଙ୍କ ଗୁଣ କିର୍ତ୍ତନ କର।

    • @BaghiraFromMogli
      @BaghiraFromMogli Рік тому

      @@OrishaytYt ସକଳ ଘଟେ ନାରାୟଣ, ଅନାଦି ପରମ କାରଣ 🙏🌺

  • @bhikaribehera6587
    @bhikaribehera6587 Рік тому +1

    Jay ma adi Shakti Hara Hara Mahadev 🙏🙏🙏🌻🌹🌹

  • @mithilameher3238
    @mithilameher3238 Рік тому +2

    Jay shree 🙏ram🙏 jay matadi, jay jagannath 🙏Jay panchasakha, jay maa santoshi❤❤❤❤❤ jay baba bholenadh

  • @khusirajalaxmidiptiexpress5041

    🙌👏👏👏👏👏

  • @nilabishoyi20
    @nilabishoyi20 Рік тому +1

    Jay Jagannath Jay pancha sakha

  • @tapanmoharana1039
    @tapanmoharana1039 Рік тому +1

    Maa pranaam

  • @saudaminisahoo2869
    @saudaminisahoo2869 Рік тому +1

    Jay jagannath 🙏🏻 ♥

  • @ahuman5934
    @ahuman5934 Рік тому +4

    ଇଏ ମା ଅର୍ଦ୍ଧ ନାଗେଶ୍ୱରି ନା ଅର୍ଦ୍ଧ ନରେଶ୍ଵରୀ ନିଜେ ଠିକ୍ ଭାବେ କହି ପାରୁ ନାହାଁନ୍ତି ବଡ଼ ବିଚିତ୍ର ମାନସିକ ସ୍ଥିତି
    Electric shock ଦେଲେ ଠିକ୍ ହେଇଯିବ

    • @madhavikrishna1111
      @madhavikrishna1111 Рік тому

      😂😂😂😂

    • @BaghiraFromMogli
      @BaghiraFromMogli Рік тому

      ତୋ ବୋଉକୁ ଦବୁ ଯା 😂

    • @suryasadhika4157
      @suryasadhika4157 Рік тому +1

      ତା ବୋଉ କଣ ମିଡ଼ିଆ ଆଗରେ ପାଗଳ ହେଉଛି ।

    • @BaghiraFromMogli
      @BaghiraFromMogli Рік тому

      @@suryasadhika4157 ଆଲୋ ମା ସେ ମାତା ଜଣକ ତ କେତେଦିନ ତଳେ ମିଡିଆ ଆଗରେ ପାଗଳା ହଉଥିଲା। ତୁ ଆଜି ଯାଏ କାଇଁ ପାଗଳା ହଉଚୁ କମେଂଟ କରିବା ପାଇଁ। 🤣

    • @suryasadhika4157
      @suryasadhika4157 Рік тому

      @@BaghiraFromMogli କମେଣ୍ଟ ପାଇବା ପାଇଁ ମିଡ଼ିଆ ଆଗକୁ ଆସୁଛ ଲୋକ କମେଣ୍ଟ ନିଶ୍ଚୟ ଲେଖିବେ ।

  • @pritampradhan7207
    @pritampradhan7207 11 місяців тому

    Jay Mata Di Jay

  • @sisubhue804
    @sisubhue804 Рік тому

    Jay jagannath juhar 👍

  • @prasannaparida853
    @prasannaparida853 Рік тому +2

    JAY JAGANNATH👏👏👏👏👏👏

  • @gajendardas8126
    @gajendardas8126 Рік тому +1

    Maa darsana deya mote,maa pada ku koti pranam

  • @sushanthbehera162
    @sushanthbehera162 Рік тому

    Jay shree jagannath

  • @sanjibnayak2607
    @sanjibnayak2607 Рік тому +1

    ମା 🙏🌹🙏 ମା

  • @surendrasanta6447
    @surendrasanta6447 Рік тому

    Jay jagannath

  • @bhaiteravlogbala
    @bhaiteravlogbala Рік тому +3

    କିଛି ଜ୍ଞାନ ଜାଣି ନିଜକୁ ସବୁକିଛି କୁହନି