ମା, କାହିଁକି ସତର୍କ କରାଇଲେ ଲୋକ ମାନଙ୍କୁ ? What Is The Mother's Warning To The People ?
Вставка
- Опубліковано 27 лис 2024
- ମା, କାହିଁକି ସତର୍କ କରାଇଲେ ଲୋକ ମାନଙ୍କୁ ? What Is The Mother's Warning To The People ?
Please Subscribe My UA-cam Channel "Ek Hindustani Prakash" And Like, Share, Comment My Video And Press The Bell 🔔 Icon । Jai Jagannath Jai Achyutanand ।
ଆପଣମାନେ ଯଦି "ଏକ ହିନ୍ଦୁସ୍ଥାନୀ ପ୍ରକାଶ" ର ଉନ୍ନତି ଚାରିଟେବୁଲ ଟ୍ରଷ୍ଟ ସହିତ ଯୋଡି ହୋଇ ଗରିବ, ଅନାଥ ଛୁଆ, ଅସହାୟ, ବେସାହାରା, ବାର୍ଦ୍ଧକ୍ୟ ଲୋକ, ଗଛ ବୃକ୍ଷ ରୋପଣ ଏବଂ ବୁଲା ପଶୁମାନଙ୍କ ସେବା କରିବା ପାଇଁ ଚାହୁଁଛନ୍ତି କିମ୍ବା ଏମାନଙ୍କୁ ଖୋଲା ହୃଦୟରେ ସାହାଯ୍ୟ ସହଯୋଗ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆମର ଫୋନ୍ ପେ ନଂ- 6370530988 ରେ ସାହାଯ୍ୟ ସହଯୋଗ କରିପାରିବେ । ଆମର ମୂଖ୍ୟ ଉଦ୍ଦେଶ୍ୟ ସମାଜରେ ଅବହେଳିତ ଏବଂ ନିଷ୍ପେସିତ ମାନଙ୍କ ପାଇଁ କାର୍ଯ୍ୟ କରିବା ସହିତ ଏମାନଙ୍କ ରକ୍ଷଣାବେକ୍ଷଣ କରିବା ଆମର ମୂଖ୍ୟ ଦାୟିତ୍ଵ । ଧନ୍ୟବାଦ ।
ଦୟାକରି ଅନାବଶ୍ୟକ ସ୍ଥଳେ କୌଣସି ପ୍ରକାର କଲ୍ କରନ୍ତୁ ନାହିଁ ।
#achyutanand #malika #viralvideo #ekhindustaniprakash #trendingvideo #viral #bhabisyamalika #viralodishamalika #odiamalikabachana #malikabachana #malikabichara #malikarahasyakaliyuga #endofkaliyug #malikabachanatodayvideo #achyutanandamalikainhindi #bhabisyabani #arakhitadasmalika #hadidasmalika #bhimabhoimalika #malikanewepisode #jaiphulamalika #purijagannathtemple #nilachaldham #nidhivan #prabachana #prathanatv #kaliyugamalika #guptamalika #jayakishoriji #anirudhacharyajimaharaj #devkinandanjimaharaj #premanand_ji_maharaj #chitralekhaji #chanchalnath #swamipragyananandji #sadgururiteshwarjimaharaj #rambhadracharyajimaharaj #balajisarkar #bababalia #srilaprabhupada #srisriravishankarji #dwarka #ayodhyarammandir #cmmohanmajhi #navinpatnaik #narendramodi #sandeepmaheswari #saurabhjoshi #otvnews #odishabhaskar #kalingatv #kanaknews #nandighoshatv #argusnews #manojdey #trendingvideo #motivationalvideo #devotionalvideo #election2024 #hotnewstoday #hotnews24
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏🙏 ଜୟ ମା ଆଦିଶକ୍ତି ଆପଣଙ୍କ ପାଦ ଚରଣେ କୋଟି କୋଟି ପ୍ରଣାମ 🙏🙏
ଜୟ ମାତା ଆଦିଶକ୍ତି ମା ୟୋଗ ମାୟା ମା ନାରାୟଣୀ କୃପାମୟୀ ମମତାମୟୀ କରୁଣାମୟୀ ମା ଜଗତ ଜନନୀ ମାଗୋ ମାଗୋ ମାଗୋ ମାଗୋ ମା ।
ମାଆ ଙ୍କୁ ପ୍ରଣାମ ll ଜୟ ମାଆ ଦୁର୍ଗା ମାଧବ ll
Jay jagannath 🙏🙏🙏
ମା 🙏
Jai jagannath swami jai pancha sakha 🌷🙏🏻🙏🏻🙏🏻🙏🏻🙏🏻🙏🏻🙏🏻🌷
Maa pranam ..
Jay Jagannath pranam
Maa Tumanku koty koty mathnata Bhumista Pranaam.jai maa Daskhinakali.
MA SANTOSI MAA.
ଜୟ ମୋ ମା I ଜୟ ଜଗନ୍ନାଥ I ମା ଙ୍କ କଥା ବହୁତ ଭଲ ଲାଗିଲା I
ମା,,, ପଲିଟିକାଲ,, କଥା,,ରେ,, ନୁହେଁ,,, ଧର୍ମ,,ର,, ସତର୍କ,, କଥା,, କହିଛନ୍ତି,,,
ମା ତୁମ କଥା ସତ ହେଉ ଜୟ ମାତା କି 🙏🏾🌹❤️🚩🙏🏾
ଜୟ ଜଗନ୍ନାଥ ଜୟ ମା ଜୟ
ମାଆଙ୍କୁ ମୋର ଭକ୍ତିପୂତ ପ୍ରଣାମ l 🙏
ମାଆଙ୍କ କଥା ବହୁତ ଭଲ ଲାଗିଲା l ଧନ୍ୟବାଦ ପ୍ରକାଶ ବାବୁ l ଆପଣଙ୍କ ପ୍ରତି ମାଆଙ୍କ ଆର୍ଶୀବାଦ ଅଛି l
ଜୟ ଜଗନ୍ନାଥ l 🙏
Jay gurudev swami ji ki jay ho 🙏
Maa Tu sabu kichhi pranam maa
ସତ୍ୟକଥା ବ୍ୟକ୍ତ କରିଛନ୍ତି।
ଜୟ କଳିକାଳ.......
ମାତା ମୋବାଇଲ କଥା ହୁଏ....
ନୀତିବାଣୀ ଦିଏ....
ମିଛ କଥାକୁହେ
Jai jagannath
Jay jagannath Swami jay pancha sakha
Maa thik kahicha ,jay 🙏🙏🙏🙏🙏🙏🙏
Joy maa santoshi
ମାଆ ଙ୍କ କଥା ବୁଝି ହେଉ ନାହିଁ। ମାଆ ଙ୍କ ଚିକ୍ସ୍କା ଦରକାର।
Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay shree jagannath
ଜୟ ମାଆ 🙏🙏🌹🌹🌹🙏🙏
Jay jaganatha
Bhalalagila sata katha
Jay Mata Jogamya ki Jay .
ଜୟ ଜଗନ୍ନାଥ 🙏
Jaya maa jogamaya Jaya jagarnath Jaya 🙏🙏🙏🙏🙏🙏🙏🙏🙏🙏
Jay jagannath jay Panchasakha .
Very. Good information. Swagat
🙏🙏🙏🙏🙏🚩
Radhey Radhey Maa
ଅଜପା ମହାମନ୍ତ୍ର ଯେ ନେଉଛି ସେ କଣ ବଂଚିବନି
Jay Jagannath
Jai maa mangala Jai maa bhavani
Jay maa santoshi 🙏🙏🙏🌺🌺🌺
MAA PRANAM
Joy maa
Jai jagannath jai panchasakha odisha keonjhar barbil
Pranam maa ❤
🙏🙏ମାଆ 🙏🙏
Maa adi shakti ki jai ho.
Maa maa maa
Jay maa 🙏
Maa🙏
ମାଲୋ ତୁହୀ ମା ତ ପ୍ରକୃତି
ଋପିଣି ଉତ୍ପତି ସ୍ଥିତି ସଂହାରୀଣୀ ମାଜାଣିରଖ ମହି ମଣ୍ଡଳେ ଦେହ ବହି ଦେବତା ହେଲେହେଁ ମରଇ ତେଣୁ ସେ ସମୟ ଏବେ ଆସିନାହିଁ
🙏🙏🌺🌺
Jaymaatarini
🙏🚩
Jay Matadi, 🙏🙏🙏🌹🌹🌹
Maa
କିଏ ଏ ମା କେଉଁଠିକାର, କେଉଁ ମା ଲାଗୁଛନ୍ତି କି ତାଙ୍କୁ, କେଉଁ ଗୁରୁ ତାଙ୍କର
Sabu Bhandami
Omm Maa🙏🙏🙏
🙏🙏
❤❤❤
Jay maa durga
🌹💐🌹
ସନ୍ୟାସୀ ଆଉ ସବୁ ଭଲ ତ ?
ସଂସାର ର କି ମଙ୍ଗଳ କଥା କାହୁଚି? କିଛି ବୁଝା ପଡୁନି। Hospital ରେ ଭର୍ତ୍ତି ଦରକାର।
Joyguru allofyou 🎉
Jay maa mangala maa varasa
Maa. Santosi
Maa pranam
Maa 🙏🙏🙏
Jay maa mangala varasa
OM SAI RAM.
ଚାଂଚଲ୍ୟକର ବୟାନ ଦେଉ ନାହାନ୍ତି ବର୍ତ୍ତମାନ ଓ ଭବିଷ୍ୟତର ବିଶ୍ଳେଷଣ କରୁଛନ୍ତି। ତେଣୁ ସାବଧାନତାର ଆବଶ୍ୟକ।
କଂଗ୍ରେସ ବିଜେଡି ଡିଏମକେ ଲାଲୁପାର୍ଟୀ ଏହିପରି ଦଳ ସବୁ ଧ୍ଵଂସ ହେବ।
Maa maa maa vala uttar
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ ❤🙏🏻🙏🏻🙏🏻🙏🏻🙏🏻🙏🏻🙏🏻🌹🪔🌹
Jay ma druga🙏🙏🙏
Jay shree jagannath Swami trahi achyut saranam saranam saranam
Oky
Jay sakti ma
Maa mom sta katha kahisa
ମା ପ୍ରଣାମ ନେଇ ଆଶୀର୍ବାଦ ଦିଅନ୍ତୁ
🙏🏽🙏🏽🙏🏽🙏🏽🙏🏽🙏🏽🙏🏽
MAA saran
ସିଏ ଆଗରୁ କହିଥିେଲ ଯୋଗି ଆଦିତ୍ୟ କଥା କାହିଂକି ହାରିଗଲେ
ମେଣ୍ଟାଲ୍ ହସ୍ପିଟାଲ ।
maa namaskar
Maa mahhamai kalyankarithibu
Maa pranam asirbad kara
❤❤🙏🙏🙏🙏🏻
Maa aapana keou jagara
🙏
🙏🙏🙏🙏
Maa mo pua ku kie kana kari deichi mo paribaraku madhy asta bysta karideichi kichita karama gotie maa ra guhari rakha maa .thank you God Thank you so much I love you so much 💗 💛 💓 ❤️
ରାବଣ ଓ ବିସର୍ବା ବଂଶ କେଉଁମାନେ ?
ପାଗେଳି ମା ଟିଏ ଭଏ
7ଜଣ ମିଶି ଗୋଟିଏ ଗରକରନ୍ତୁ
🙏🙏🙏 JAY MAA DURGA
ଜୟ ମାତାଜୀ
Maa mo suni mate milijau aram mu Taku milijae. Ekaterina sundar jivan ama duhinku milu apananka dayaru. Kama dama khande bhala diantu
ରାବଣ କାଇଙ୍କି ବିଭୀଷଣ ନୁହେଁ
Thik katha agyan bhibisan hi amaratwa bara mili thila rabana r bansku ta Prabhu Shree Ram swadhama ku pathai dei thile na karana semane adharmi thile...
Ma apnakou more kouthi pranam
ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ
ଆରେ ବାବୁ! ମା କିଏ? କେଉଁ ସ୍ଥାନର? ଆଶ୍ରମ ଥିଲେ କେଉଁଠି ଅଛି? ସଙ୍କେତ, ଦୂରଭାଷ ଓ ବିଦ୍ୟୁତଡାକସଙ୍କେତ ଆଦିର ସୂଚନା କ'ଣ? ସିଦ୍ଧି, ଗୁରୁ, ଇଷ୍ଟ, ଦର୍ଶନ ଏବଂ ସଂପ୍ରଦାୟ କ'ଣ?
ଏ ସବୁ ସାଧାରଣ ସୂଚନା କାହିଁକି ଦିଆଯାଇନାହିଁ?
ସେ ବର୍ତ୍ତମାନ ଗୁପ୍ତ ଅଛନ୍ତି ସମୟ ଆସିଲେ ସବୁ ତଥ୍ୟ ସଂପୂର୍ଣ୍ଣ ଭାବେ ସେ ନିଜେ ହିଁ ପ୍ରକାଶ କରିବେ । ଅଳ୍ପ କିଛି ସମୟ କୁ ଅପେକ୍ଷା କର ।