ହୁସିଆର, ପ୍ରଭୁ ଜଗନ୍ନାଥ ଜନ୍ମ ହୋଇସାରିଲେଣି ? be careful, jagannath is already born ?

Поділитися
Вставка
  • Опубліковано 21 вер 2024
  • please subscribe my UA-cam channel "Ek Hindustani Prakash" and like, share, comment my video and press the bell 🔔 button । thank U । Jai Hind Bharat Mata Ki Jai ।
    #achyutanand #malika #viralmalika #dharavi #viralvideo #ekhindustaniprakash #trendingvideo #viral #malikarahasya #malikabachana #malikabichara #bhabisyamalika #endofkaliyug #kalkiavatar #malikarahasyakaliyuga #panchasakhamalika #achyutanandamalika #bhimabhoimalika #viralodishamalika #odiamalikabachana #purijagannathtemple #malikabachanatodayvideo #malikanewepisode #achyutanandamalikainhindi #bhabisyabani #jaiphulamalika #jagannathpuri #nilachaldham #purusottamkhetra #konarksuntemple #lingarajtemple #jorandagadi #kapilash #taratarini #cuttack #bhubaneswar #odisha #india #russiaukrainewar #chinataiwanwar #pakistanafaganistanwar #americawar #sudanwar #maraccoearthquake #g20summit2023 #moonmissionindia #chandrayan3 #adityal1 #superpowerindia #mumbai #dharavi #bengaluru #kolkata #hyderabad #omkareshwar #mahakaleswarujjain #globalworming #goldentemple #guptamalika #guptarahasya #surat #gujrat #ayodhya #sriramtemple #nidhivan #kashivishwanathtemple #manikarnikaghatvaranasi #dubai #qutar #kuait #oman #uae #usa #nuclearwar #newyorkcity #atomicwar #northkorea #kimjoan #putin #jobiden #narendramodi #navinpatnaik #bhagavadgita #ramayan #maharastra #mahabharat

КОМЕНТАРІ • 124

  • @bsms9723
    @bsms9723 Рік тому +13

    ମତେ ଲାଗୁଛି ଯେ ଏ ପିଲା ର କିଛି ମାନସିକ ଅଧୁରା ଅଛି ପୁରୀ ନେଇ ମାନସିକ ପୂରଣ କରେଇ ଦେବା ଉଚିତ୍।

  • @godismyworldmamdad1763
    @godismyworldmamdad1763 Рік тому +6

    ଭଗବାନ ଆପଣ ଙ୍କୁ ମିଳି ଯାନ୍ତୁ ଏତିକି ଆଶା ଆମର ଧନ୍ୟବାଦ

  • @suryasadhika4157
    @suryasadhika4157 Рік тому +6

    ଛୋଟପିଲାକୁ ପାଗଳ କହିବା ଠିକ୍ ନୁହେଁ ପଚାରିଲେ ସିଏ ଉତ୍ତର ଦେଉଛି ତା ମୁଣ୍ଡରେ ଜଗନ୍ନାଥଙ୍କ ଭାବ କିଏ ପୁରେଇ ଦେଇଛି ତେଣୁ ସିଏ ସେମିତି କହୁଛି ।

  • @niashasahoo2562
    @niashasahoo2562 Рік тому +7

    ଏବେ ଜଗନ୍ନାଥ କଳ୍କୀ ଭଗବାନ ସାରଳା ମଙ୍ଗଳା ବିଭିନ୍ନ ଭେରାଇଟ୍ ର ବାବା ମାତା ପଲ ପଲ ହୋଇ ବାହାରିଲେଣି । ହେ ଭଗବାନ ମୁଁ ଏସବୁ ଦେଖି ଦେଖି ମୁଁ ବି ପାଗଳ ହେଇଗଲିଣି

    • @malikabichhara8835
      @malikabichhara8835 9 місяців тому +1

      ଏମିତି ଆହୁରି ଅନେକ କିଛି ହେବ କିଛି ଦିନ ମଧ୍ୟରେ ସବୁ ଠିକ୍ ଠାକ୍ ହୋଇଯିବ।
      ଜୟ ଅଚ୍ୟୁତ ଶରଣ ହରି

  • @harekrushnapagal1405
    @harekrushnapagal1405 Рік тому +5

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ସବୁ ତୁମ ଇଛା ମହାବାହୁ କାଳିଆ ସାଆନ୍ତେ ❤❤❤❤❤❤❤❤❤❤❤❤❤❤

  • @pkentertainment6144
    @pkentertainment6144 Рік тому +4

    ଏ ମା ନେ ସବୁ ପାଗଳ

  • @lipucreationlunisahi
    @lipucreationlunisahi 10 місяців тому

    Jay sita ram

  • @Saroj-i9s
    @Saroj-i9s Рік тому +3

    ପ୍ରକାଶ ଭାଈ ଏ ପିଲା ଜଗନ୍ନାଥ ଙ୍କ ବୋପା ଭଳି ଲଗୁନାହାନ୍ତି ତୁମକୁ ଭଲରେ ଟିକେ ଦେଖ

  • @BasantiNiluaa
    @BasantiNiluaa 9 днів тому

    Jaghanata 🙏🙏🙏🙏🙏🙏🙏🙏
    Jai

  • @niashasahoo2562
    @niashasahoo2562 Рік тому +6

    ପାଗଳ ଦଳ 😂😂😂😂😂😂😂

  • @seemapatra9773
    @seemapatra9773 Рік тому +1

    J ay maha pravbhu sarathi dev ❤

  • @surajsingh835
    @surajsingh835 Рік тому +5

    Jagannath janam hele sanshar chandan karpura re bashiba brahmanda sabu badalijiba pilata ra kathaku khusi laguchhi hele e kain Jagannath duniya kana pagal kana ditiya sharathi heba

  • @kaibalyatripathy6037
    @kaibalyatripathy6037 Рік тому +2

    Jay Jagannath 🙏🙏🙏🙏🙏 Mahaprabhu Jagannath shree krishna pila samaya re miracle karithile Mata yosada dekhithile biswarupa hele ye pila Kan miracle karipariba?

  • @muralidharbeheraadhamtikch4082

    ଭାଇ ମୋର ବି କଳାଜାଇ ଅଛି ମୁଁ ବି ଜଗନ୍ନାଥ 🤣🤣

  • @monishamohanty5632
    @monishamohanty5632 Рік тому +11

    ଜୟ ଜଗନ୍ନାଥ ଜୟ କଳ୍କୀ ରାମ 🙏🙏🙏🙏🙏 ପିଲାଟି ପାଗଳ ଭଳି ଲାଗୁଛି , ସମସ୍ତେ ଜଗନ୍ନାଥ ହେଇଗଲେ ଜଗନ୍ନାଥ ଆସିଲେ kn କରିବେ,ମା ତମେ kn ରାଧା,ତମେ ରାଞ୍ଚି ଯିବ

    • @monishamohanty5632
      @monishamohanty5632 Рік тому +1

      ଜଗତର ମଙ୍ଗଳ ହେଉ ପ୍ରଭୁ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା

    • @Aditya.aditya.
      @Aditya.aditya. Рік тому +2

      ପ୍ରକାଶ ବାବୁ ଇଏତ ଜଗନ୍ନାଥ ,ଆପଣ ତ ନିଜ ଆଖିରେ ଦେଖିଲେ ଓ ମିଳିଲେ ଆପଣ ଟିକିଏ କୁହନ୍ତୁ ।

    • @GobardhanSwain-gl7wj
      @GobardhanSwain-gl7wj 5 місяців тому

      👍👍

  • @rameshdehury2167
    @rameshdehury2167 Рік тому +2

    Jay jagannath 🙏🙏🙏

  • @urbashicreations898
    @urbashicreations898 Рік тому +4

    ବେକାର କଥା । ଏମାନେ ମିଛୁଆ ।

  • @duleswarseth3633
    @duleswarseth3633 Рік тому +2

    ଜୟ ଜଗନ୍ନାଥ 🙌 🙏

  • @iamnotyoutuber1912
    @iamnotyoutuber1912 Рік тому +1

    Jay jagannath prabhu🌻🙏

  • @niashasahoo2562
    @niashasahoo2562 Рік тому +3

    ଦାରୀଆଣି କେତେ କଥା କହୁଛି

  • @sushirkumarmahapatra6196
    @sushirkumarmahapatra6196 Рік тому +3

    jay jagannath pranam

  • @pradyumnadash5647
    @pradyumnadash5647 6 місяців тому

    ତୁ ଯେବେ ପ୍ରଭୁ ଭଗବାନ, ଦେଖାତୋ ଶଙ୍ଖ ଚକ୍ର ଚି଼ହ୍ନ, ଉଗ୍ରେସେନ ମହାରାଜା ଏମିତି ପ୍ରମାଣ ଦିଅ

  • @AjanaBataraBatoi6018
    @AjanaBataraBatoi6018 Рік тому +3

    ସ୍ୱୟଂ ଭଗବାନ କେବେ କାହାକୁ କହିବେନି କି ମୁଁ ଜଗନ୍ନାଥ ବୋଲି l
    ମୁଁ ଯେତିକି ଜାଣିଚି.....
    ମାଳିକା ରେ ଲେଖା ଅଛି ଯେ ଯାଜପୁର ରେ ଜନ୍ମ ନେବେ ବ୍ରାହ୍ମଣ ପରିବାରରେ ପୁଣି ସେ 12 ମାସରେ ଜନ୍ମ ନେବେ l ଛୁଆ 10 ମାସରେ ଜନ୍ମ ନିଅନ୍ତି କିନ୍ତୁ ସେ 12 ମାସରେ ଜନ୍ମ ହେବେ l ଏଥିରେ ତ ସେମିତି କିଛି ଲକ୍ଷଣ ନାହିଁ l

  • @LopamudraSahoo-t3c
    @LopamudraSahoo-t3c Рік тому +3

    Adi anadi Parambrahma 🙏

  • @manaspradhan5990
    @manaspradhan5990 Рік тому

    Jay jagannath Swami Nayan Patha gami bhava tuma

  • @Nabadhavhakti13
    @Nabadhavhakti13 Рік тому +3

    Ame jibu dekhibaku jay jagannath

  • @mongoose2904
    @mongoose2904 Рік тому +3

    E chhua r tala ta lamba na adhakata😊

  • @chittaranjanray6449
    @chittaranjanray6449 Рік тому +1

    Jay jagarnnath

  • @snehashisbaral6929
    @snehashisbaral6929 Рік тому +1

    Jay jagannath.

  • @bhartigiri389
    @bhartigiri389 Рік тому

    ଜୟ ଜଗନ୍ନାଥ 🙏🏻👀👏👌🌺🌸💐🌿🌾🏵🌼🌼🌼🌼

  • @SubhramayeeBarik-vj7sq
    @SubhramayeeBarik-vj7sq Рік тому

    Jay Jagannath❤❤

  • @radhanathkanjia8565
    @radhanathkanjia8565 Рік тому +1

    Prahasana

  • @MohanDas-o2v
    @MohanDas-o2v 4 місяці тому

    ଯଦି ଅଛନ୍ତି ତା ଥିବେ,ଖାଲି ଟାରେ ଅପସରା କଣ ପାଇଁ କରୁଛନ୍ତି। ବେକାର ରେ ସମୟ ନଷ୍ଟ କରୁଛନ୍ତି।

  • @PanchananBehera-nw8cj
    @PanchananBehera-nw8cj Рік тому +1

    Jay Jagannath swami

  • @TarunKumarnaik-go1me
    @TarunKumarnaik-go1me Рік тому +1

    ଜୟ ଜଗନ୍ନାଥ ମହାପ୍ରଭୁ

  • @sarojinijena4751
    @sarojinijena4751 Рік тому +2

    ଶକ୍ତି ଅଛି ବୋଲି ଉପଲବ୍ଧି ହେଉଛି

  • @chandramajhi8049
    @chandramajhi8049 Рік тому

    Jai jagannath ram ram 🙏🙏🙏

  • @skdsingerkumarsaroj655
    @skdsingerkumarsaroj655 Рік тому +1

    JAY JAGANNATH

  • @kaibalyatripathy6037
    @kaibalyatripathy6037 Рік тому +2

    Mana ku Jagannath ?

  • @SaiKrishna-sn6ye
    @SaiKrishna-sn6ye Рік тому

    Jay Shree Jagannath Swami mohaprabhu ji ki Jay 🙏 🙏 🙏 🙏 🙏

  • @manaspradhan5990
    @manaspradhan5990 Рік тому

    Hare Krishna

  • @kaibalyatripathy6037
    @kaibalyatripathy6037 Рік тому +2

    Jay Jagannath 🙏🙏🙏🙏🙏 Mahaprabhu shree Jagannath nka pada tala ra dhuli ku bi sari nuhe pabana dele udijiba Kan na Jagannath nijaku bhagaban shree krishna bi kebe kahinathile je bhagaban boli

  • @banudharharijan9239
    @banudharharijan9239 Рік тому

    Jay jagannath

  • @Dhirendra-d1g
    @Dhirendra-d1g Рік тому

    JAY SHREE JAGANNATHA SWAMI NAMAHA

  • @masterkuna1931
    @masterkuna1931 11 місяців тому

    👍🆗🙏🙏🙏

  • @Ansumanmohapatra85y
    @Ansumanmohapatra85y 6 місяців тому +1

    Bhai ea kan

  • @KhuntiaBhai
    @KhuntiaBhai Рік тому

    Jay jagrnth

  • @abhayarout7978
    @abhayarout7978 Рік тому +1

    Jay Jagannath sowmi 🙏🏽🙏🏽🙏🏽 ....Pravu Jagannath sowmi nka vakta rupare dunia ku aasithae paranti...!Nahita pila ti ra metal problem achhi.medical tritment karantu..,. Jay Jagannath sowmi....

  • @babub4u901
    @babub4u901 Рік тому +2

    ବିଶ୍ଵ ବ୍ରହ୍ମାଣ୍ଡ ର ମାଲିକ ? ଜଗନ୍ନାଥ
    ତେଣୁ ବ୍ରହ୍ମାଣ୍ଡ ତତ୍ତ୍ଵ ର ରହସ୍ୟ ତ ସେ ପିଲାକୁ ଜଣା ଥିବ ତେଣୁ ତାକୁ ପଚରା ନ କଣ ପାଇଁ ?
    ବିଭ୍ରାନ୍ତିକର ଘଟଣା କୁ ସୋସିଆଲ ମିଡିଆରେ ପ୍ରଚାର କରି ସମାଜ ର ମଙ୍ଗଳ କରୁଛ ନାଁ ବାଚାଳମି 🐒

  • @dilipharichandan4042
    @dilipharichandan4042 Рік тому

    ଜୟ ଜଗନ୍ନାଥ

  • @bidyabhusan7333
    @bidyabhusan7333 11 місяців тому +1

    Jay Jagannath, michare prachar kara nahi pravu ka nama re .nijar swartha hasal pai jaga ku bi chaduna. Manima tame hi bichar kara....

  • @pradeepswain6317
    @pradeepswain6317 Рік тому +1

    Prakash Bhai, previous episode re se maa jananka kahuthile jogi Aditya nath heuchhanti nije swoyang Jagannatha boli, aji puni kahuchhanti a pilati jagannath ,

  • @RitaDalabehera-vy5du
    @RitaDalabehera-vy5du Рік тому +1

    Jagarnnathaparabhukotidanadbat

  • @sridharanotmorebehera6258
    @sridharanotmorebehera6258 Рік тому +1

    Eatokabhandasarathiraduplicaye

  • @biswabhusanrath2814
    @biswabhusanrath2814 Рік тому

    ଜୟ ଜଗନ୍ନାଥ । 🙏🙏🙏🙏

  • @jyotiranjanbag1581
    @jyotiranjanbag1581 Рік тому +4

    Pagala loka pagala katha kahanti

  • @MohanDas-o2v
    @MohanDas-o2v 4 місяці тому

    ଆଜିର ସମୟରେ, ରାଜଦରବାର ନାହିଁ, ପଣ୍ଡିତ ସଭା ନାହଁ,। ତେଣୁ ରାଜଦଣ୍ଡବି ନାହିଁ।
    ଯଦି ରହିଥାନ୍ତା।
    ଆଜି ଏମିତିକା ପସରା ସବୁ ଦିନକୁ ଦିନ ହୁଅନ୍ତାନି।
    ବର୍ତ୍ତମାନର ଅଧର୍ମ ସମୟରେ, ସମସ୍ତେ ପଣ୍ଡିତ, ନୁଆ ନୁଆ ଧର୍ମ ଗୁରୁ, ବାହାରୁଛନ୍ତି। ଲୋକେ ମଧ୍ୟ।ବାଟବଣା ହୋଇ, ସେମାନଙ୍କ ପଛରେ ସମୟ, ଧନ, ମନ ନଷ୍ଟ କରୁଛନ୍ତି। ମିଛ ଦଲାଲମାନେ ଭୟ ଦେଖାଦେଇ ଏହାର ଫାଇଦା ଉଠାଉଛନ୍ତି।
    ସରକାର ସରକାରୀ ନିୟମିତ ସଭିଙ୍କ ସ୍ବାଧିନତା ରେ ବନ୍ଧା ହୋଇଚି, ଭଣ୍ଡ ଦଲାଲଙ୍କ ପାଇଁ। ଲୋକେ ବି ଏତେ ମୁର୍ଖ ଅନ୍ଧ ହୋଇଯାଇଛନ୍ତି ଯେ। ପ୍ରକୃତ କୁ ନଦେଖି ଅପ୍ରାକୃତ ପଛରେ ଗୋଡାଉଛନ୍ତି।

    • @MohanDas-o2v
      @MohanDas-o2v 4 місяці тому

      ଗୋପାଳ ନଥିଲେ ଗାଁ ରେ ଭାଇମାନେ ଏପଟସେପଟ ବୁଲିବା ଭଳି, ଲୋକେ ହେଉଛନ୍ତି।
      ସମୟ ଥିଲା, ଜଣେ ଧର୍ମଗୁରୁ ପ୍ରବଚକ ହେବାକୁ ଥିଲେ। ତାଂକୁ ଗୁରୁଙ୍କ ଆଦେଶ ଓ ରାଜ୍ୟର ରାଜାଙ୍କର ଅନୁମତି ପତ୍ର ର ଆବଶ୍ୟକ ପଡୁଥିଲା।ଏହା ବିନା ଲୋକେ ,ଗ୍ରହଣ କରୁନଥିଲେ।

    • @MohanDas-o2v
      @MohanDas-o2v 4 місяці тому

      ଗୋପାଳ ନଥିଲେ ଗାଁ ରେ ଭାଇମାନେ ଏପଟସେପଟ ବୁଲିବା ଭଳି, ଲୋକେ ହେଉଛନ୍ତି।
      ସମୟ ଥିଲା, ଜଣେ ଧର୍ମଗୁରୁ ପ୍ରବଚକ ହେବାକୁ ଥିଲେ। ତାଂକୁ ଗୁରୁଙ୍କ ଆଦେଶ ଓ ରାଜ୍ୟର ରାଜାଙ୍କର ଅନୁମତି ପତ୍ର ର ଆବଶ୍ୟକ ପଡୁଥିଲା।ଏହା ବିନା ଲୋକେ ,ଗ୍ରହଣ କରୁନଥିଲେ।

    • @MohanDas-o2v
      @MohanDas-o2v 4 місяці тому

      ପରିଚୟପତ୍ର ରାଜାଙ୍କ ବିନା ଅନୁମତିରେ ଧର୍ମ ପ୍ରଚାର କଲେ ତାଂକୁ ରାଜଦଣ୍ଡ ମିଳୁନଥିଲା।
      ବେବେତ ବାଟରେ ଜଣେ ହସିଲେ, ବିରୋଧି କରିବାକୁ କିଏ ନାହିଁ, କାରଣ ଏହା ତାର ସ୍ଵାଧୀନତା ବୋଲି କହିବାକୁ ଅନେକ ଲୋକବି ଅଛନ୍ତି।

    • @MohanDas-o2v
      @MohanDas-o2v 4 місяці тому

      ଏହିସବୁ ରେନେଲ, ସାମ୍ବାଦିକ , ସମ୍ବାଦ ଗୁଡ଼ିକ ଭାବିଲେ ହସାଲାଗୁଚି। କାରଣ।
      ଏମିତିକା ଫାଲତୁ ଲୋକଙ୍କ ପାଖକୁ ଯାଇ ପଚାରୁଛନ୍ତି, ଵଡଵଡ ପଣ୍ଡିତ ଧର୍ମ ଗୁରୁ, ଶଙ୍କରାଚାର୍ଯ୍ୟ ଙ୍କ ପାଖକୁ କିଏ ଯାଉନାହାନ୍ତି।

  • @chaitanyachaitanya8103
    @chaitanyachaitanya8103 Рік тому +2

    ଆରେ ପାଗଳ ଜଗନ୍ନାଥ ହରିଜନ ଘରେ ଜନମ ନେବେ ଶେଠି ଘରେ ନୁହେ ଏ ଶବୁ ଫାଲତୁ କଥା

  • @KulamaniBehera-y7h
    @KulamaniBehera-y7h 6 місяців тому

    जदी samastankara abatara darakara heuchhi कलापहादारा darakara heba ki नाहीं.

  • @jayadevnayak845
    @jayadevnayak845 Рік тому +1

    Malika grantha ku anushilan kale janapade je mahaprabhu jagannath o balabhadranka bayas chhot nuhe 2032 sudha nischaya praķash hebe.kintu 2023 tharu 2032masiha atib kasta samay boli malikare barnit achhi .jay jagannath.

  • @amitkumarjena4570
    @amitkumarjena4570 Рік тому +3

    Bekar post karani

  • @Samalbansuri464
    @Samalbansuri464 Рік тому +4

    Report this vdo ama prabhu nku neiki gote majak chaleichanti

    • @prasannasunani5081
      @prasannasunani5081 Рік тому

      Sale.pagal.banaochha.rendi.kam.kari.chhu.aa.janam.karichha.bedha

  • @natural___world
    @natural___world Рік тому +2

    Sabu michha bhagaban samadstaka sarirare achhnti bhagaban kebe parichaya debe nahi

  • @prakashbehera1896
    @prakashbehera1896 Рік тому

    Emiti viral karani

  • @HaraprasadMishra-be1je
    @HaraprasadMishra-be1je 5 місяців тому

    Puri sankaracharya nka pakhaku neijaantu sir thik kahibe ...chhuaa taku bhanda baba karantu nahi...ta future kharap heijiba

  • @slayeropbolte2978
    @slayeropbolte2978 Рік тому +4

    sabu pagal.

  • @soubhagyasahoo3118
    @soubhagyasahoo3118 Рік тому +3

    Tuma,munda,kharp

  • @karnadeepkaranart2245
    @karnadeepkaranart2245 Рік тому +3

    ବେକାର ବାୟା ହୁଅ ନାହିଁ

  • @bijayanicreation3711
    @bijayanicreation3711 25 днів тому

    Sia jagannath nka bhakta janma heichi au jagannath nuhe r

  • @Gurubachan688
    @Gurubachan688 Рік тому +21

    ତୁଛା ଟା ରେ ପାଗଳ ହେଉଛ । ମନେ ମନେ ତ ଭଗବାନ ଆଉ ।

    • @Samalbansuri464
      @Samalbansuri464 Рік тому

      Thik aguda lokanku boka baneiki bepar chaleichanti au mahapurusa mananku badnaam karuchanti

    • @itheman1613
      @itheman1613 Рік тому

      Kanhiki na emane brahman nuhanti 😊. Dhanya e manisha,dhanya tuma michha bhakti .

    • @sarojkumardas4918
      @sarojkumardas4918 Рік тому

      ଯିଏ କଳ୍କୀ ଜନ୍ମ ହେବ ତାହା ର ଅଙ୍ଗ ରେ ସମସ୍ତ ଅବତାର ଚିହ୍ନ ଥିବା ମନେରଖ ସ୍ବୟଂ କଳ୍କୀ ଜନ୍ମ ଗ୍ରହଣ କରି ତାଙ୍କ କର୍ମ କରୁଛନ୍ତି ଜାଣିବା ପାଇଁ ଲିଙ୍କ କୁ କ୍ଲିକ କରି ଚାନେଲ ମାଧ୍ୟମରେ ଧିରେଧିରେ ବୁଝିପାରି ବ
      youtube.com/@sarojkumardas4918?si=cEZiqvwkBJbx_QdO

  • @rashminayak8173
    @rashminayak8173 Рік тому

    👼no

  • @HimadriPradhan-jk2el
    @HimadriPradhan-jk2el 4 місяці тому

    Dhanya tume reporter,😂

  • @radhanathkanjia8565
    @radhanathkanjia8565 Рік тому

    Jaganatha nk bapa

  • @Totalearningtricks01
    @Totalearningtricks01 6 місяців тому

    🤣😜🤦

  • @ranjan6148
    @ranjan6148 Рік тому +2

    Se maa ghoda dimba kichhi janinahenti

  • @kaibalyatripathy6037
    @kaibalyatripathy6037 Рік тому +3

    Pagala pila ta au ye women ta bi pagala

  • @pruthivirajpatri7006
    @pruthivirajpatri7006 Рік тому

    EHE HELE MAHA PURUSHA ATIBADI JAGANAATH DASH PANCHA SAKHA BHITARU JANE JIE KI SHETTY DHOBA GHARE JANMA HOICHANTI SETHI PAIN SE BHAKTA MUDRA RE HATA JODI PETEI SOUCHI AAU TULASHI TA PRABHU KAN PRIYA SE PRABHU KAN TULASI KU PRABHU KAN PRASADA RUPARE BHAKTA HOI GRAHANA KARUCHI KI PRABHU JAGANAATH KAN SE BADA BHAKTA PANCHA SAKHA KAN BHITARU GOTE ATIBADI JAGANAATH DASH AAU SE MAHA PURUSHA ATIBADI JAGANAATH DASH BADA PANDITA THILE AAU SE A , AA , JARSHAI , DIRGHAI LEKHI BA KICHI BADA KATHA NUHEIN AAU PAKHARE JOU MAA JANAKA ACHANTI SE BUJHI PARU NAHANTI KI SE PILA TI KAN KAHUCHI AAU TA BHAKTI RE BAYA HOI SE TAKU BHAGVAN BOLI MANI NEICHANTI JAHA KI SE PRABHU NUHEIN SE BHAKTA KABI ATIBADI JAGANAATH DASH

  • @manasisahoo-jy8dj
    @manasisahoo-jy8dj Рік тому +1

    face ru feel hauchi he is very angry

  • @anupamasatapathy676
    @anupamasatapathy676 Рік тому

    😂😂😂😂

  • @slayeropbolte2978
    @slayeropbolte2978 Рік тому +1

    prakas babu apan kan karuchanti.kharap bi laguni.nia saha kheluchanti. jete pila kahibe apan samastanku janath kahibe.

  • @sureshsahu4121
    @sureshsahu4121 Рік тому

    Bhakta hoishibe kintu, jia kalki tanku bara barshara ajhanti 13 re 2024 lila stat heba khyama debe,

  • @radhanathkanjia8565
    @radhanathkanjia8565 Рік тому

    Give the boy lighted fire
    If he can catch it I will belive him

  • @prasannasunani5081
    @prasannasunani5081 Рік тому

    Mithya bharamare loknaku bhuana bulaa nahni karana

  • @santoshpuhan8081
    @santoshpuhan8081 6 днів тому

    ଜନ୍ମ ଟା ଉ ଟ ର ନୁହେଁ ତ????😅😅😅

  • @rajgopalsethi4257
    @rajgopalsethi4257 5 місяців тому

    जय जगन्नाथ यह बच्चा जगन्नाथ हो या ना हो लेकिन पत्रकार बंधु जगन्नाथ बोलकर तू ता मैं बात करना यह शोभा नहीं देता है

    • @JAGRATINDIALIVE
      @JAGRATINDIALIVE  5 місяців тому

      देखिए बच्चा कोई भी हो वो हमरा बच्चा जैसा है और बाकी रहा भगवान होनेका । अगर हम उसको ऐसा कहा है तो क्या गलत किया है वो मेरे बच्चे के बराबर है इसलिए मैंने ऐसा कहा ।

  • @DailyEnglishpractice-p7d
    @DailyEnglishpractice-p7d Рік тому

    Kalki janma nela

  • @bishnuprasadjena1399
    @bishnuprasadjena1399 Рік тому +1

    Bikaner news kahin ki aalochana karo

  • @arunkumar-nq5iy
    @arunkumar-nq5iy Рік тому +2

    Stop such things

  • @Indiradehury-fm8kt
    @Indiradehury-fm8kt 25 днів тому

    କଳା ଜଣାଇଥିଲେ କ ତ

  • @littlequeenrakhi
    @littlequeenrakhi Рік тому +1

    Pilaku eakipari si khya

  • @sureshchandrapanda3179
    @sureshchandrapanda3179 Рік тому +2

    A sabu gote gote psycho patient

    • @itheman1613
      @itheman1613 Рік тому

      Brahmana ghare janma hei thile nischaya bhagaban boli kahi thante . Nuhe ?
      Mu Jane emane bhramare padi jaichhanti bodh hue . Emane harujan tenu yanku birodh karibaku chali asile apana . Emane jadi brahman hei thante thik olata kahi thante apana .
      Ya pare mate kichhi olata polta kahibeni . Mu e jati dharma barna ru bahare . Janma ru kshyatriya ,hele mu Jane Sanatani Hindu . E faltu jati dharma ku mu kebe b importance dieni

  • @patikagangadhar5526
    @patikagangadhar5526 Рік тому

    Bhakta nka janmh

  • @PRA56
    @PRA56 Рік тому +2

    Sala manku laja laginahin

  • @RitaDalabehera-vy5du
    @RitaDalabehera-vy5du Рік тому

    🙏🙏🙏🙏🙏🙏🙏👍💩👍👍👍👍👍👍

  • @gayadharpanda5612
    @gayadharpanda5612 Рік тому +2

    ଅନେକ ସ୍ଥାନରେ ଶ୍ରୀଜଗନ୍ନାଥ ଓ କଲ୍କୀ ଭଗବାନ ଓ ଗରୁଡ଼ ମହାରାଜ ଜନ୍ମ ହୋଇଥିବାର ମୁଁ ଦେଖୁଛି। ତାଙ୍କ ଭିତରୁ କେହି ଚା ଦୋକାନରେ ଗ୍ଲାସ୍ ଧୋଉଛି, ତ କେହି ଛେଳି ଓ ଗାଈ ଜଗୁଛି। ତାଙ୍କୁ ଦେଖିବାକୁ ଅନେକ ବାବାଜୀ ଆସୁଥିବା ବେଳେ ସେ ଭଗବାନ କିଛି କହୁନାହାନ୍ତି। ବେଶୀଭାଗ ବାପା ଓ କ୍ୱଚିତ୍ ମାଆ ତାଙ୍କ ପିଲା ବିଷୟରେ କହୁଛନ୍ତି। ସେମାନେ କେତେ ସତ କହୁଛନ୍ତି, ସେ କଥା ସମୟ କହିବ। ଆମେ କେବଳ ଦେଖିବା, ଆଗକୁ କଅଣ ହେବ। ଏତେ ସଂଖ୍ୟକ ଭଗବାନ କେଉଁଠୁ ଆସୁଛନ୍ତି, ବୁଝି ହେଉନାହିଁ। ତେବେ ସମୟ କହିବ, ଏହା ସତ୍ଯ, ନା
    ଏମାନେ କୌଣସି ମାନସିକ ବିକାରର ଶିକାର।। ମୋ ମତରେ ଏମାନଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇଦେଲେ କ୍ଷତି ହୁଅନ୍ତା ନାହିଁ । ଧନ୍ଯବାଦ

    • @itheman1613
      @itheman1613 Рік тому

      Wah wah wah ebe b jati dharma ku nei ishwaranka janma hue ? Wah re ishwara ,dhanya tuma nyaya . Ethi sabu jati barna dharma ra loka chora . Kahaku biswasa nahi

  • @uttansaha8981
    @uttansaha8981 11 місяців тому +1

    Pagal

  • @Tareino1
    @Tareino1 Рік тому +3

    Mental

  • @TaranisenPattanaik-sx3dw
    @TaranisenPattanaik-sx3dw Рік тому +1

    Mada avab

  • @bijayakanhar2007
    @bijayakanhar2007 Рік тому

    Jay jaganath.

  • @BasantaBisoyi-mt5oo
    @BasantaBisoyi-mt5oo Рік тому

    Jay Jagannath 🎉🎉🎉