🙏Hai prabhu aapananku koti koti pranaam prabhu aapana hi brahmanda ra sarba sreshta prabhu aapana nathile aame nathantu aapana a manusyaku budhi bibeka sabu kichhi manusya ku pradana karichhanti a jagata kebala aapanankara aapana pita mata sabukichhi prabhu aapana prabhu manusya rupare tharute aashi jete papi manusya hau ba bhala manusya hau prabhu mu b hele b tharute sesa thara pain ei jagatare paada pakei janaidiantu je ki a brahmanda srushti kebala sanatana dhrama pain heichi saara srusti aapankara natamastaka heijibe prabhu 🙏🙏🙏jai jagnnath mahaprabhu 🙏🙏🙏
Ebe bi samaya achhi prabhu sarana re ruha aau kahihebani ki kahaku bujhai hebani....nija karma nija dharma nije bhogiba.dina sara hari naam japa re banchijiba....kali juga sesa dekhiba jadi nahele taa aagaru kaatijiba sabu...paapi mane prathame maribe mlechha mane bi taapare kichhi duscharita naari aau purusha taa pare kichhi paapa karithiba prani.taapare jau mane purba janma ru thiba karma ku bhoguthibe semane maribe.taapre jia banchiba Sia dekhiba mahaprabhu nka kalki abataar.jay jagannath 🙏🏻 trahimaam trahimaam trahimaam prabhu.
ଶ୍ରୀ କୃଷ୍ଣ ଜାଣିଥିଲେ ମହାଭାରତ ଯୁଦ୍ଧ ହେବ ବୋଲି କିନ୍ତୁ ସେ କାହାକୁ କିଛି ଜଣାଇ ନଥିଲେ କାରଣ ଧର୍ମ ର ପୁନରୁଦ୍ଧାର ପାଇଁ.
କୌଣସି କାମ କୁ ଡର ନାହିଁ କେବଳ ଭଗବାନ ଙ୍କ ନାମ ନିଅ ପଥର ଭଲି ଆସୁଥିବା ଅସୁବିଧା ଛୋଟ ଟେକା ଟିଏ ହେଇ ବାଜିବ
ଜୟ ଜଗନ୍ନାଥ 🙏⭕❗⭕🙏
ଯଥାର୍ଥ ମନ୍ତବ୍ୟ ଧନ୍ୟବାଦ
Jay Sri Ram
ଯାହା ବି ହେବ ତାହା ସଂସାର ର ମଙ୍ଗଳ ପାଇଁ ହିଁ ହେବ ଭୟଭୀତ ହେବାର କିଛି ଆବଶ୍ୟକ ନାହିଁ l
ଜୟ ଶ୍ରୀ ରାମ 🙏
ଜୟ ଜଗନ୍ନାଥ
😂😂
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹
Jay jaganath swami nayan patha gami
Sure to be happened as Kaliyug is at ending stage and also clearly forecast by Supreme Soul Siva Baba. OM.
All are in blank
Hey Prabhu amaku rakhiya kara Jay Jagannath 🙏🙏
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏 ଜୟ ଜଗନ୍ନାଥ 🙏🙏 ଜୟ ପଞ୍ଚସଖା 🙏🙏
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ ପ୍ରଭୁ all the sir ଙ୍କୁ nena ଙ୍କୁ ମୋର ପ୍ରଣାମ 🙏 Facebook All 🙏 sir ମାଡାମ୍ ଙ୍କୁ ମୋର ପ୍ରଣାମ 🙏 🌹 🙏
ଜୟ ଜଗନ୍ନାଥ
🙏Hai prabhu aapananku koti koti pranaam prabhu aapana hi brahmanda ra sarba sreshta prabhu aapana nathile aame nathantu aapana a manusyaku budhi bibeka sabu kichhi manusya ku pradana karichhanti a jagata kebala aapanankara aapana pita mata sabukichhi prabhu aapana prabhu manusya rupare tharute aashi jete papi manusya hau ba bhala manusya hau prabhu mu b hele b tharute sesa thara pain ei jagatare paada pakei janaidiantu je ki a brahmanda srushti kebala sanatana dhrama pain heichi saara srusti aapankara natamastaka heijibe prabhu 🙏🙏🙏jai jagnnath mahaprabhu 🙏🙏🙏
ମାଳିକା ସତ କିନ୍ତୁ ଏ ମାନେ ଲୋକଙ୍କୁ ଡରାଉଛନ୍ତି କିଛି ଜାଣିନାହାନ୍ତି ପ୍ରଭୁ ଜଗନ୍ନାଥ ଅଛନ୍ତି କିଛି ହେବନି ଯାହାର ପ୍ରଭୁ ଅଛନ୍ତି ତାର କଣ ହେବ
Manisa janma neichi Mane se ta Mariba na...
Papa bahut badhigalani Abe au bhagban rakhya karibe nahi. Se bi ta tankna kama karibe na
ଯାହା କରିବେ ମୋ ବାପା ଜଗନ୍ନାଥ ମୋ ମହା ପ୍ରଭୁ ହେ
2012 ମସିହାକୁ ଏହି ଲୋକଟା ଏମିତି କହିଥିଲା ଯେ ଯେମିତି ସେହି ବର୍ଷ ପୃଥିବୀ ଧ୍ବଂସ ହେଇଯିବ l କିନ୍ତୁ କିଛି ହେଲାନି l ପ୍ରକାଣ୍ଡ ଗାଲୁଆ ଭଣ୍ଡ ଏଇଟା
ଆମ ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ପ୍ରିୟ ସ୍ଥାନ ଏହା କେବେ ବୁଡିବ ନାହିଁ
Dwarika bi budijaithila😊
Jetebele karma fala ra hisab aase Narayan nijaku bi chhadantini Odisha loka mane kn punya Arjan karichanty
ଜଗନ୍ନାଥ ଭରସା ହୁଅନ୍ତୁ
କିଏ କହିବ ତାର ମାୟା
ସେ ଏକା ଭବଜଳେ ସାହା ll
ସେ ଯେବେ ମାୟା ପ୍ରକଟିବ
ବୁଡ଼ିବା ଦରବ ଭାସିବ ll
ତା ମାୟା ରଚେ ଏ ସଂସାର
ଏ ଜୀବ ନିମିତ୍ତ ମାତାର ll
ନିଜେ ସେ କାଳ ରୂପ ଧରି
ଧ୍ଵଂସ କରଇ ସର୍ବ ଶିରି ll
କେବେ ନୂତନ ସୃଷ୍ଟି ପାଇଁ
ଇଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ ll
କର୍ମ କଢିଆ ଙ୍କ ପାଇଁ ମାଳିକା ଏକ ରୋଜଗାର ର ମାଧ୍ୟମ ପାଲଟିସାରିଲାଣି..ପ୍ରଭୁ ଏ ମାନଂକୁ ଆଗେ ନେଇଯାଅ
😂😂😂😂😂😅😅😅
To sala parama _ bujhiluna😂
ଏ ମନେ ମିଛରେ ଲୋକଙ୍କୁ ଡରାଉ ଛନ୍ତି
Hadi dasa jhaa lekhichanti .
Nei jai nai ahuri bhikari hei jan emane
ଯାହା ହବାର ଥିବ ତାହା ହବ.... ତମେ କଣ ତାକୁ ବଦଳାଇ ପାରିବ? ଯାହା ହଉଚି ସବୁ ତାଙ୍କ ଇଚ୍ଛା ରେ.... ଯାହା ଆଗକୁ ହବ ସବୁ ତାଙ୍କ ଇଚ୍ଛାରେ ହିଁ ହବ
Nai bhai prathame aame parivartan hebaa. Jou besi jibajantu hatya kari bhoji karuchhe au. Nari nirjatanaa a sabu au karani sabuthik heijiba
Just awareness
Ee loka ta bhata kemiti khaiba na kale nataka???
ଜୟ ଜଗନ୍ନାଥ
Q1
sabu Tankari,ichha jay jagannath🙏🙏🙏🙏🙏🙏🙏🙏🙏🙏🙏🙏
କେହି ରହିନାହିଁ ରହି ବେଟି ନାହିଁ ଭବ ରଂଗ ଭୂମି ତଳେ ! ସର୍ବେ ନିଜ ନିଜ ଭଜନ କୀର୍ତ୍ତନ ସାରି ବାହୁଡ଼ି ବେ କାଳବଳେ ! ଯଦି ଆପଣ ବଞ୍ଚାଇ ପାରିବେ , ତେବେ ଉପାୟ କୁହନ୍ତୁ ,ଅଯଥା ଆମ ସମୟ ନଷ୍ଟ କରି ଆପଣ ଙ୍କ ପକେଟ୍ ଗରମ କରନ୍ତୁ ନାହିଁ !
ମହା ପ୍ରଭୁ ଜଗନ୍ନାଥଙ୍କ ପାଦ ପଦ୍ମ କୁ ଶରଣ ମାଗିବା
ଏଇଟା ତ ଦୁର୍ବଳତା ମଣିଷ ର ଭାଇ । ଯେତେବେଳ ଭଗବାନ କି ମହା ପୁରୁଷ ଙ୍କ କଥା ଆସେ ଆମକୁ ଶୁଣିବା ପାଇଁ ସମୟ ନାହିଁ କlଳ ତ ପିଛା କରିବ ହିଁ କରିବ
Pabitra karma kariba ku se kohuchanti .papa karmare jie budirahiba sie mrutu mukhare padiba .sethi pain se ama mana ku satarka kari dauchanti👍
ଲୋକମାନଙ୍କୁ ସାକାର ଆତ୍ମ କ ବିଚାର ଧାରା ର ପ୍ରବଚନ ଦେଲେ ଆପଣ ମାନଙ୍କ ର ଉନ୍ନତି ହେବା ସହିତ ଜଗତ ବାସୀ ଙ୍କ ର ମଂଗଳ ହୁଅନ୍ତା ଭାବୁଛି ।,🎉
ଜୟ ଜଗନ୍ନାଥ
ମାଳିକା ରେ ଯାହା ଲେଖା ହେଇଛି ସେ ସେଇ କଥା କହୁଛନ୍ତି ନା କି ମନ ଇଛା ଲୋକ ଙ୍କୁ ଭ୍ରମିତ କରୁଛନ୍ତି🙏🏻
Sabu sei jaganatha nka ichha🙏🏿🙏🏿 joy jaganatha
Om guru govindaya nmha.🙏
After Ganga Rusikulyan is the sisters of Ganga.7 janma Gita saranam sara. Om namah vagabate Basudevya.🙏
Jay Jagannath Swami Nayan path gami bhabatume
🙏🙏🙏Jay Jagannath 🙏🙏🙏
ଆରେ ତମେ ମାନେ ଏସବୁ କଥା କହିକି ଲୋକ ମାନଙ୍କୁ ଭୟଭୀତ କାଇଁ କରାଉଚ୍ଚ ତମ ମାଳିକା ପରା କହୁଥିଲା ୨୦୧୨ରେ ପୃଥିବୀ ସଂହାର ହେବ 😡😡😡😡୨୦୧୨ସାରିକି ୨୦୨୩ଚାଲିଛି କାଇଁ ତମ ମାଳିକା ସାହିତ୍ୟ ଯେତେବେଳେ ଯାହା ହେବାର ଥିବା ତାହା ହବ ଯେ ପର୍ଯ୍ୟନ୍ତ ଭଗବାନ୍ ଚହୁଁ ନାହାନ୍ତି ତମେ ଶଳା କେତେଟା ଭଣ୍ଡ ବାବା ସାଧାରଣ ଲୋକଙ୍କ ମନରେ ଡର ପୁରାଇ ମାରୁଛ 😡😡😡😡😡
Jay Jagannath 🙏🙏 prabhu koti pranam
ODISHA KU PRABHU KALIA BHARASHA. JAY JAGANNTH.
ଜୟ ଜଗନ୍ନାଥ
Yah channel achcha hai Jay Jagannath 🙏🙏
Om jay sri jagannatha maha prabhu kotikoti dandabat
ସମସ୍ତେ କହୁଛନ୍ତି କି ମାଳିକା ଯାହା ଲେଖିଛି ତାହା ହବ ହେଲେ ଏ ମଣିଷ କେବେବି ନିଜ ଦୋଷ ନଉନି . ଭଗବାନ୍ ଆମକୁ ଗୋଡ଼ ହାତ ଦେଇଛନ୍ତି ଆମେ ଯଦି କାମ ନକରିବା ତା ହେଲେ ଆମକୁ ଖାଇବାକୁ ମିଳିବନି, ତା ଅର୍ଥ ଆମେ କଣ କହିବା କି ଆମକୁ ଭଗବାନ୍ ଦେଇ ନାହାନ୍ତି ବୋଲି ଆଉ ଆମ ଭାଗ୍ୟରେ ନାହିଁ ବୋଲି,,, ଆରେ ପ୍ରଥମେ ନିଜ ଭୁଲ ଦେଖ ତା ପରେ ଭଗବାନ୍ କି ଭାଗ୍ୟ କୁ ଦୋଷ ଦବା ହେଲା,,, ଆମେ ଜାଣି ଶୁଣି କାଦୁଅ ରେ ଗୋଡ଼ ପୁରେଇବା,, ଗୋଡ଼ କାଦୁଅ ହେଇ ଗଲେ ପରେ କହିବା କି ଆମ ଭାଗ୍ୟରେ ଥିଲା ଇଏ ହଉଛି ମଣିଷ ର ମଣିଷ ପଣିଆ 🙏🙏🙏🙏🙏
Jay jagannath probhu ki jay 🙏🙏🙏
L
Jai sri Jagannath, Tuma Nila Apara, Barnana kari heba nahin Prabhu, jagat ku udhar kar.
🙏🙏🙏
Jay Shri Ram Jay Jay Shri Ram Jay Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉
Jay narasimha Baba
Hll❤❤
Jay jagannath Swami Nayana patha gami bhaba tume🙏🙏
ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ବି ଅଛି
🌷ଜଯୂପଞସଖା 🌷ଜଯୂଶୀରାମ 🌷
ଭଲରେ ଯଦି ରହିବାକୁ ଚାହୁଁଛନ୍ତି ଜଗନ୍ନାଥଙ୍କୁ ମାନ ନ୍ୟାୟ
Jay Jagannath ❤️ Jay balabhadra ❤️ Jay Maa subhadra ❤️ Jay Maa Laxmi ❤️
JAY JAGANNATH SWAMI NAYANA PATHA GAAMI BHABA TUME 🙏🙏🙏Jay panchasakha🙏🙏🙏🙏
Jay Jagannath sami nayanpathgami
ଉତ୍ତର ପ୍ରଦେଶରେ କିଛି ବନ୍ଧ ନଥାଇ ଗଙ୍ଗା ନଦୀ ରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।ଏଣୁ ଭୟ କରିବାର କିଛି ନାହିଁ।
Jay Jagannath 🙏🌺🙏
Shree guru mahima Alekha 🙏❤️🙏
Guru mahima alekha🙏
ଯେବେ ଯଉଟା ହେବା ର ଥିବ ତେବେ ତାହା ହେବ ତାହାକୁ କେହି ରୋକି ପାରିବନି ତାହା ଖାଲି ଈଶ୍ୱର ହିଁ ରୋକିପାରି ବେ
🙏ଜୟ ଜଗନ୍ନାଥ 🙏
ଆଉ କ'ଣ କ'ଣ ବୈଜ୍ଞାନିକ ଉଦ୍ଭାବନ ଆବିଷ୍କାର ହେବ ମାଳିକା ରେ ଲେଖା ହୋଇଥିଲେ ଜଣାଇବେ । ଖାଲି ଲୋକଙ୍କୁ ଡରାଉଛନ୍ତି । ଫେସବୁକ, ଟ୍ବିଟର, ୟୁଟ୍ୟୁବ, କୃତ୍ରିମ ବୁଦ୍ଧିମତ୍ତା ଭଳି ଆଉ କିଛି ଉପଯୋଗୀ ଜିନିଷ ଭବିଷ୍ୟତରେ ଆସିବ ଟିକେ ଜଣେଇବେ ।
ଜୟ ଜଗନ୍ନାଥ ନମଃ ସଦଗୁରୁ ନାରାୟଣ
JAY JAGANNATH JAY PANCHA SAKHA JAY BHAKTA BRUNDA JAY JEEV
ଆମେ ମରିଗଲେ ହିଁ ଜାଣିବୁ କୀ କଳିଯୁଗ ଶେଷ ହେଲା ବୋଲି......
Veryyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyy nice bro ☺️☺️😁☺️😁
Right
😂😂😂
Jay Jaganath Swami Rakhya Kar
Jay Jagannath Jay shree ram Jay Shiva shambhu
ଜୟ ଜଗନ୍ନାଥ ଧନ୍ୟବାଦ
କେତେ ତାରିଖ କେଉଁ ମାସରେ କେତେ ମସିହାରେ
ଅଙ୍କ ଗଣନା ଜାଣିଛନ୍ତି ତ, ବହି ପଢିବା ତ ସମସ୍ତେ ପଢୁଛନ୍ତି କିନ୍ତୁ ବୁଝି ପାରୁ ନାହାନ୍ତି ।
ଦୟାକରି ତାରିଖ କୁହନ୍ତୁ
2050/8/25 night 9:30pm okay🎉🎉@@SabitaTanty-xr4sl
He bhagban sabu tumari lila ay jay jaganath 🙏🙏
Jay jagannath orissa basi 🙏🚩🌹🚩🙏
Ebe bi samaya achhi prabhu sarana re ruha aau kahihebani ki kahaku bujhai hebani....nija karma nija dharma nije bhogiba.dina sara hari naam japa re banchijiba....kali juga sesa dekhiba jadi nahele taa aagaru kaatijiba sabu...paapi mane prathame maribe mlechha mane bi taapare kichhi duscharita naari aau purusha taa pare kichhi paapa karithiba prani.taapare jau mane purba janma ru thiba karma ku bhoguthibe semane maribe.taapre jia banchiba Sia dekhiba mahaprabhu nka kalki abataar.jay jagannath 🙏🏻 trahimaam trahimaam trahimaam prabhu.
ଜୟ ଜଗନ୍ନାଥ
Jai jagannath🙏🙏🙏🙏🙏🙏🙏🙏
Jay jagannath
Jay jaganntha😢🙏🙏🌪️2025
ଜୟ ଜଗନ୍ନାଥ ଧନ୍ୟବାଦ
ଆଜ୍ଞା କାହିଁକି କେଜାଣି ଆପଣଙ୍କ ମାଳିକା ସଉଣଈଵଆ ସମୟରେ ମୋ ଆଖିରୁ ଲୁହ ଝରୁଥିବା ମୁଁ ପ୍ରଥମ ଥର ଭୟ ଅନୁଭଵ କରୁଛି। ବାବା ଆମ ଓଡ଼ିଶା ନାରଖାର ହୋଇଯିବ ୟାର କିଛି ଉପାୟ କ'ଣ ଆମ ଯଗନ୍ନାଥ ବାହାର ବାହାର କରିବେନି ସମସ୍ତେ ହିଁ ଶ୍ର ହେଇ ଗଲେଣି ଆଉ କହି କାହାକୁ ଖୁସୀରେ କଥା ହେଉ ନାହାନ୍ତି ସମସ୍ତେ ସମସ୍ତଙ୍କର ଅମଙ୍ଗଳ ଚିନ୍ତା କରିବା ମୁଁ ଦେଖିବାକୁ ପାଉଛୀ ଭାଇ ଭାଇକୁ ଘରେ ରହିବାକୁ ଦ ଉ ନୀ ତା,ର ସବୁ କିଛି ଲୁଟି ନ ଆଇ ଉଛି କହିଲେ ଛୁରୀ ଦେଖାଉଛୀ 😂 କହିଲେ ମାରି ବା ଧମକ ଦେଉଛୀ ଵାଵା ଧର୍ମର ଜୟ ନିଶ୍ଚୟ ନିଶ୍ଚୟ ହେବ । ଯ ୟ ପଞ୍ଚସଖା ଯ୍ୟ ମାଳିକା।
ଜୟ ଜଗନ୍ନାଥ ଧନ୍ୟବାଦ
ଜୟ ଜଗନ୍ନାଥ
ଗୁରୁ ସ୍ଵାମୀ 🙏
ଜୟ ଜଗନ୍ନାଥ 🙏🌺🙏🙏🌺
Jai jagannath nath
Jay jagannath Jay panchasakha ⭕❗⭕
ରକ୍ଷ୍ୟମାମ୍ ମହାପୁରୁଷ କଳ୍କୀ ଅବତାରମ୍
Jay jaganath 👃👃👃👃
ଜୟ ଜଗନ୍ନାଥ
Jaishree jagannath
Jay guru❤🙏🙏🙏🙏
Jay jaganntha 🙏😢
Jai Jagannath 😭😭😭😭😭😭😭😭😭😭😭 😭😭😭😭
Bia ❤❤❤❤😢😢🎉malik ba
Jay shree Jagarnnath
Jay Jagannath Jay Jay Khul ke koti Jay
Jay jagnnath swami ❤
ଜୟ ଜଗନ୍ନାଥ ଧନ୍ୟବାଦ
Jaya Jagganath 🙇♀️🙏🏻🎯🏹🏃♀️👩👩👧👦mo bapa lekhichanti
Jaya Baba Jagannatha Mahaprabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Thank you so much sir
I easily remember 30 distrit
Om Sai Ram 🌹🙏🙏
Se kn gauchanti tume kn kahucha madyam
Odiya bujhun ki cuty
Baba koti koti Dhanya Dhanya dhanyavad Murti Shivaji baba tumhare Aashirwad
Jay jàgannath sawmi🙏🙏🙏🙏🙏🙏🙏🙏
Om namah shivaya 🙏🙏Jay Jagannath 🙏🙏
Jay Jagannath
Sure haba
ଜୟ ଜଗନ୍ନାଥ ଧନ୍ୟବାଦ
ଏ bjp ସରକାର 33 ଜିଲ୍ଲା କେବେ କରିବ ନା ନାହିଁ ତୁମ ହାତ ରେ 6 ଜିଲ୍ଲା କୁ ଉଦାର କରିବା ନା ଜଳ ରେ ବସେଇବ । ଏଇ ସରକାର ଯେବେ ପୁରୀ ପ୍ରସିଦ୍ଧ ମନ୍ଦିର ନୀଳମାଧବ କୁ ରପ୍ତାନି କରିବେ ସେତେବେଳେ ଓଡ଼ିଶା ଜଳ ମଗ୍ନ ହେବେ । ଜୟ ଜଗନ୍ନାଥ
Tapan Kumar sahoo
Jay Jagannath 🙏🙏🙏🙏🌺 ok
Sata Katha sabu prabhunka echha
ମରଣ କାଳେ ବିପରିତ ବୁଦ୍ଧି
ସମୟ ଆସିବ ସତ କଣ ମିଛ କଣ ଜଣା ପଡ଼ିଛିବ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Absolutely right
🙏💞
Jai jagganatha🙏🙏🙏🙏
ଜୟ ଜଗନ୍ନାଥ ଧନ୍ୟବାଦ
Bilkul thik
ଜୟ ଜଗନ୍ନାଥ
Jay Jagannath Prabhu 🛐🛐🛐🙏🙏🙏
JAY JAGANNATH JAY PANCHA SAKHA
ଜୟ ଜଗନ୍ନାଥ ଧନ୍ୟବାଦ
Jay ma Mangala
ଯୋଉଠି ବୁଡୁ ନ ବୁଡୁ ତୁମ ଭଳିଆ ମାଳିକା ଗାଲୁଆଙ୍କ ଘର ନିଶ୍ଚିତ ବୁଡିବ। ଆରେ ମୂର୍ଖ ମହା ପ୍ରଳୟ ହେଲେ ଯୁଗ ପରିବର୍ତ୍ତନ ହେବ। ସେମିତି ନ ହୋଇଥିଲେ ମହା ପ୍ରଭୁଙ୍କ ଦାରୁ ବାଙ୍କି ମୁହାଣରେ କେମିତି ଲାଗି ଥାଆନ୍ତା। କେବେ ମାଳିକା ଲେଖା ହୋଇଥିଲା ସତ କି ମିଛ ଠିକ୍ ନାହିଁ। ଇତି ମଧ୍ୟରେ କେତେ ବନ୍ୟା ବାତ୍ୟା ଗଲାଣି ସେସବୁ ସାଇତି ହୋଇଥିଲା ପଢିକି ବଖାଣି ପକେଇଲ। ଉଇ ପିମ୍ପୁଡ଼ିଙ୍କୁ ଦେଖା ଯାଉ ନଥିଲା। ତୁମ ଭଳି ଟାଉଟରଙ୍କ ଲାଗି ବଖାଣିବାକୁ ସାଇତିକି ରଖି ଥିଲେ। ବନ୍ୟାରେ ବି ପାଣି ଛାଣି ହେଇକି ପଟୁ ଆସୁ ନଥିଲା। ଅଲଜ୍ୟା ଦଳ ଲାଜ ଲାଗୁନି ଟାଉଟରି ମାଳିକା ଗପ ଶୁଣୋଉଚ। ମାଳିକା ରେ ପା ଲେଖା ହେଇଥିଲା ରୁଷିଆ ବଡ଼ ଠାକୁରଙ୍କୁ ନେଇଯିବ। ରୁଷିଆପା ୟୁକ୍ରେନ ଭଳି ଦେଶ ସାଙ୍ଗରେ ଲାଗିକି ତା ଅବସ୍ଥା ଆଉ କିଛି ଦିନ ପରେ ଖାଇବାକୁ ପାରବ କି ନା ସନ୍ଦେହ।ଯୋଉ ୟୁକ୍ରେନ କୁ ଆମ ଓଡ଼ିଶା ମିଲିଟାରୀ ୩ ଥର ପାଣି ପେଇବ ତାକୁ ରୁଷିଆ ନ ପାରି ନିଜେ ପାଣି ପିଇଲାଣି। ସିଏ ପୁଣି ମୋ ଦେଶରୁ ନେଇଯିବ। ଅଲଜ୍ୟା ଦଳ ସେ ମାଳିକା ଗଞ୍ଜେଇ ଖିଆ ଗାଲୁ ଗପ ନ ଶୁଣେଇ କାମ କରି ଖାଇବା ଶିଖ। ଯଦି ମୁଣ୍ଡରେ ଥିବ ଠିକ୍ ବୁଝି ପାରିବ। ଗଞ୍ଜୋଡ ଗପକୁ ବଖାଣି ବାହାଦୁରି ମାରୁଥିବା ଲୋକଙ୍କ ମୁଣ୍ଡରେ ଥିଲା ଭଳି ଲାଗୁନି।
Agree with you 👍👍
କ୍ୟସେଟ ବେପାରୀ ପ୍ରବଚକ. ଧନ୍ୟ.
ମହା ପ୍ରଭୁ ଜଗନ୍ନାଥଙ୍କ ନାମ ନିଅ କିଛି ଅସୁବିଧା ହେବନି ରାଧା ରାଣୀ ଙ୍କ ନାମ ନିଅ କିଛି ଅସୁବିଧା ସ୍ପର୍ଶ କରି ପାରିବ ନାହିଁ
Jay jaganath🙌🙌🙏🙏
Ha ha ha 🤣 Smart school and smart class.🙏
A prabhu
ଏ ସବୁ କିଛି ହେବାରେ ନାହିଁ, ମାଳିକା ବଚନ ପୁସ୍ତକଟି କିଏ ଲେଖିଛି, ସତେ ଜାଣିଲା ଭଳି। ବେକାର କଥା, ଆଜି ପର୍ଯ୍ୟନ୍ତ କିଛି ଘଟୁ ନାହିଁ।
ଅପେକ୍ଷା କରନ୍ତି ହୁଏତ ଆପଣଙ୍କ ପୁତ୍ର କନ୍ୟା ମାନେ ଦେଖିବେ
@@pranamodiatv2639 ବେକାର କଥା କହି ଲୋକମାନଙ୍କୁ ଟେଂସନ କାହିଁକି ଦେଉଛନ୍ତି।
ବେକାର କଥା କହି ଲୋକମାନଙ୍କୁ ଟେଂସନ କାହିଁକି ଦେଉଛନ୍ତି।
Jay jagannath 100%
Joi jagarnatho
ଭାଇ ଖାଲି ଓଡ଼ିଶାର କଥା ମାଳିକା ରେ ଲେଖା ହୋଇଛି, ଖାଲି ଓଡ଼ିଶାରେ କଳିଯୁଗର ଶେଷ ହେବବୋଧେ, କାହିଁକି ସେମିତି ମିଛ ପ୍ରଚାର ପ୍ରସାର କରୁଛନ୍ତି?
Astu namatu vastu janinu jadi apekya kare
@@pratapchandrabarik3930🎉🎉😂
9oooo
Oooooooooooooooo
Oooo
ଯାହା ହବାର ଥିବ ହବ
ସେ କଥା କୁ ଆଲୋଚନା କରି
ଲାଭ କଣ ଲୋକ ମାନକୁଂ
ଭୟଭୀତ କଣ ପାଇଁକରୁଛ