ପାଣ୍ଡିଆନ ସାହା ଗୁପ୍ତ ସମ୍ପର୍କ ! amit saha | vk pandian | khati

Поділитися
Вставка
  • Опубліковано 4 чер 2024
  • ପାଣ୍ଡିଆନ ସାହା ଗୁପ୍ତ ସମ୍ପର୍କ ! amit saha | vk pandian | khati
    #bjd #odisha #mohanmajhi #bjp #laxmibus #naveenpatnaik #vkpandian #amitshah #shankaromsharan #shankarmada #odianews

КОМЕНТАРІ • 1,4 тис.

  • @TIGERRR-354
    @TIGERRR-354 Місяць тому +64

    କେତେ ବେଳେ ବିଜେଡି ଖରାପ କହୁଛ... କେତେ ବେଳେ ବିଜେପି ଖରାପ କହୁଛ....
    ଏବେ ବିଜେପି ଜିତିଲା ବେଳେ ଆଉ ଗୋଟେ
    କଥା କହୁଛ.... ତ ମୁଣ୍ଡ ଠିକ ଅଛି ତ.... ପାଣ୍ଡିଆନ ତ ବିଜେଡି ର ରାଜା ହେବା ପାଇଁ ଚେଷ୍ଟା କରୁଥିଲା.....ସେ କାହିଁକି dil କରିବ.. ତମେ କାହିଁକି ମାଇକିନା ଭଳିଆ ଚୁଗୁଲୀ କରୁଛ.....

    • @SauravKumar-ck6cr
      @SauravKumar-ck6cr Місяць тому +3

      😂😂😂

    • @nilambarbehara3562
      @nilambarbehara3562 Місяць тому +12

      ଏଇଟା bekaria ଟା,tautor ଟା,500 ଦେଲେ ସବୁ କହିବ

    • @a.k.behera4195
      @a.k.behera4195 Місяць тому +4

      ପରମ ଟାଉଟର sankara ମାଡୁଆ।ସଳାକୁ4 ଚାପୁଡା 2 ଗୋଇଠା ଦରକାର ବେସର୍ମି ଚାମଚା

    • @damburu1
      @damburu1 Місяць тому +1

      Its right, because pandian intentionally lost to bjd, for his selfish

    • @drbijaykumardas3671
      @drbijaykumardas3671 Місяць тому +4

      ଶଙ୍କର ବାବୁ ପାଣ୍ଡିଆନ କୁ କେତେ ଟଙ୍କା ମାଗି ଥିଲ

  • @himeshchhatria4764
    @himeshchhatria4764 Місяць тому +18

    ମୁଁ ଭାବିନଥିଲି ଇଏ କଂଗ୍ରେସ ରେ ରହି ଏତେ ପାଗଳ ହୋଇଯିବ ।

  • @smrutimahadev7039
    @smrutimahadev7039 Місяць тому +43

    ଠିକ୍ କଥା vk Pandian BJP ଲୋକ ଥିଲା ସିଏ ଆସିଥିଲା ଓଡ଼ିଶା ରୁ ନବୀନ ପଟ୍ଟନାୟକ କୁ ହଟାଇବାକୁ

    • @TunuSeth
      @TunuSeth Місяць тому +3

      Mu bahut aagaru jaani jaithili hele nabin Babu akatha bhabi parile nai hau bhagaban kar echa

    • @soumyaranjanpanda8546
      @soumyaranjanpanda8546 Місяць тому

      ନବୀନ ପଟ୍ଟନାୟକ ବୋକା ଥିଲେକୀ ନା ତାଙ୍କ ପାର୍ଟି ନେତା ବୋକା ଥିଲେ 24ବର୍ଷ୍ ଶାସନ କଲା ପରେ ପଣ୍ଡିଆନ ନରେ ଦୋଶ ଲଦି ଦେଇ ଖସିଯିବା bjd ତାଙ୍କ ନିଜ କୁଜିନେତ ପାଇଁ ହାରିଲା

    • @Simanchalpradhan-tb5td
      @Simanchalpradhan-tb5td Місяць тому

      9​@@TunuSeth

    • @jayashreebiswal563
      @jayashreebiswal563 Місяць тому

      ​@@TunuSethqq❤

    • @Viralwatcher24
      @Viralwatcher24 Місяць тому

      ନା ମୋଦିଙ୍କୁ ତାମିଲ ଲୋକେ ଶତ୍ରୁ ମାନନ୍ତି, ସେଥିପାଇଁ ପାଣ୍ଡିଆନ ନିଜର ଫାଇଦା ପାଇଁ ଲୋଭରେ ନବୀନ ବାବୁଙ୍କ ଶିଷ୍ୟ ହେଇଛନ୍ତି ମୋଦି ବିରୋଧୀ ପାଟୀ କରିବାକୁ

  • @lijupradhan3037
    @lijupradhan3037 Місяць тому +60

    ଏଟା ଏକ ନମ୍ବର ଟା ଉଟର ଟା ଖାଲି ପାଗଳ ଭଳି ଗପୁଚି 😂😂😂

  • @ajitKumar-vh2yd
    @ajitKumar-vh2yd Місяць тому +16

    ତୁମକୁ ସବୁ ଜଣା
    ତୁମ ଗୀତ ସବୁ କୁଆଡେ ଗଲା କି ହୋ😂😂😂😂😂😂😂😂😂😂

  • @ajubhaicreation
    @ajubhaicreation Місяць тому +7

    ଭାଇ ଏକଥା ଲୋକଳଚନ ର ଆଲୋଚନା ଚାଲିଛି ହେଲେ ମିଡ଼ିଆ ବନ୍ଧୁ ସତ୍ୟର ସନ୍ଧାନ କାହିଁକି ଖୋଜୁନି। ମିଡ଼ିଆ ବନ୍ଧୁକୁ ସବୁ ଜାଣିଥିଲେ ବି ଚୁପ୍ କାହିଁକି ❤

  • @swagatikajena2428
    @swagatikajena2428 Місяць тому +40

    ଫାଲତୁ କଥା ହାରିବାର ୬ ଟା କାରଣ ଶୁଣ
    ୧- ବିଜେଡି ର ଗୁଣ୍ଡା ରାଜ୍
    ୨- ଗରିବଙ୍କ ପ୍ରତି ଅନ୍ୟାୟ
    ୩- ଓଡ଼ିଶା କୁ ନବୀନ ଓଡ଼ିଶା କହିବା
    ୪- ଗରିବଙ୍କ ଲୁହ 😢
    ୫- ଅଣ ଓଡ଼ିଆ ଭାଷଣ
    ୬- ଧର୍ମର ସବୁ ବେଳେ ଜୟ
    ଅଧର୍ମର ସବୁ ବେଳେ ପରାଜୟ
    ଏହାର ଅର୍ଥ ଆପଣ ବୁଝି ପାରୁଥିବେ

  • @papumohanty8621
    @papumohanty8621 Місяць тому +42

    ୟା ମା ବ୍ରାହ୍ମଣୀ ବାପା ମୁସଲମାନ . ୟା ମା ଗୋଟେ ପଠାନ ସହିତ ପଳେଇ ଥିଲା ଏ ସଳା ମିଛରେ ନିଜ କୁ ବ୍ରାହ୍ମଣ କହି ଗାଈ ବେପାର କରୁ ଥିଲା ଯାମୁଝଡି ଛକ ରେ ଗୋ ରକ୍ଷକ ଭାଇ ମାନଙ୍କ ଦ୍ୱାରା ଧରା ପଡି ମାଡ ଖାଇ ଥିଲା ତା ପରେ ଏଇନେ ମିଛ ହିନ୍ଦୁ ମୁଖା ପିନ୍ଧି ହିନ୍ଦୁ ଧର୍ମ ବିରୁଦ୍ଧରେ ପ୍ରଚାର କରୁଛି ସାବଧାନ ସନାତନି ଭାଇ ମାନେ ୟାକୁ ଯଉଠି ଦେଖୁଛ କୁକୁର ଭଳି ବାଡା ତା ହେଲେ ୟେ ମାଘିଅ ପଠାନ ଛୁଆ ଠିକ ହେବ .

    • @BNB164
      @BNB164 Місяць тому +4

      Musalman kn manisha nuhanti.

    • @papumohanty8621
      @papumohanty8621 Місяць тому +1

      @@BNB164 tu kie

    • @KumarBapi-eh7tg
      @KumarBapi-eh7tg Місяць тому

      ​@@BNB164ତୁ ଆଗ ଗୋଟେ କଥା କହ, ସବୁ ମୁସଲମାନ ଆତଙ୍କ ବାଦି ନୁହନ୍ତି, କିନ୍ତୁ ସବୁ ଆତଙ୍କ ବାଦି ମାନେ ମୁସଲମାନ କାହିଁକି ହୋଇଥାନ୍ତି

    • @DS_hope
      @DS_hope Місяць тому +2

      ​@@BNB164 ସେଥିପାଇଁ ବୋମା ଫୁଟାଉଛନ୍ତି 😅

    • @managobindamahanta8700
      @managobindamahanta8700 Місяць тому

      Section - 504 of IPC , Imprisonment up to 2 year with fine .

  • @tapasmallik5396
    @tapasmallik5396 Місяць тому +12

    Bhai pura nirata Satya Katha kahila

  • @PURNA7382
    @PURNA7382 Місяць тому +6

    You may be right. Thanks to Pandian, Pandian ଙ୍କ ବିଭୀଷଣ ଭୂମିକାରେ ଅଭିନୟ କରିଥିବା ହେତୁ ନବୀନ ରାଜ ସମାପ୍ତ ହେଲା। କୌଣସି ବି ଦଳକୁ ଅଧିକ ସୁଯୋଗ ଦେବା ଗଣତାନ୍ତ୍ର ପାଇଁ ଆଦୌ ଭଲ ନୂହେଁ।

  • @Sikhya555
    @Sikhya555 Місяць тому +8

    ତୁମ କୁ ସବୁ ଜଣା
    ଏବେ ଯେଉଁ ସାରା ବିଶ୍ଵ ରେ unknown man କଥା ଉଠୁଛି ବୋଧେ ତୁମେ ସେଇ unknown man.....😂

  • @purnachandrasahoo7315
    @purnachandrasahoo7315 Місяць тому +48

    Bhai ekdum sachi baat

  • @padannaik1004
    @padannaik1004 Місяць тому +44

    ଶଙ୍କର ସାର ଆପଣ ଙ୍କ ପାଣ୍ଡିଆନ voice ଟା ଭଲ ଲାଗିଲା 😄

    • @AjayaKumar-gx5hp
      @AjayaKumar-gx5hp Місяць тому +1

      Sir Kan be aeta vhkua

    • @a.k.behera4195
      @a.k.behera4195 Місяць тому +1

      ଭକୁଆ ଟା କିରେ ନିର୍ଲଜ ମାଦୁଆ ଶଙ୍କରା ତୋ idol ଧନ୍ୟ କହିବ ତତେ

  • @ParsunathSahoo
    @ParsunathSahoo Місяць тому +18

    ଏଇଟା କୁ ଆରେଷ୍ଟ କରି କେଶ୍ ଦିଆଯାଉ।

  • @sethyoutube305
    @sethyoutube305 Місяць тому +21

    ହରେ ମାଗିହା ଆଗରୁ କଉଟି ଥିଲୁ ଏ କଥା କହୁନଥିଲୁ

  • @amarkisan8025
    @amarkisan8025 Місяць тому +7

    ଶଳା ପାଣ୍ଡୁ ଗଲା ପରେ କିଛି ପାଣ୍ଡୁର 🦮 ମାନଙ୍କୁ ବାଧୁଚି😂😂😂😂😂

  • @madanpatra2802
    @madanpatra2802 Місяць тому +12

    Amà Odishara Bhakua BJD leader mananka jogun Pandian Powerful hoithila.

  • @rinkudash1456
    @rinkudash1456 Місяць тому +19

    ତୁ ଶଳା ପେଳ ସୁଂଘା ତତେ ସବୁ ଜଣା କିଏ କାହା ସାଙ୍ଗେ ମିଶିଛି ତୋ ସୁର ମଉସା କଥା କହୁନୁ ସିଏ କାଇଁ ଡେଇଁ ପଡିଲା ବିଜେଡି କୁ

  • @Economics365
    @Economics365 Місяць тому +2

    Thank you so much for your valuable information, give opinion about possible election scam

  • @debendradash3598
    @debendradash3598 Місяць тому +2

    Right point and perfect said

  • @kalingasendha
    @kalingasendha Місяць тому +13

    ପାଗଳ ଚୋଦା ମାଗିହା ତେ ଗାଣ୍ଡିରେ ତେରେ ନାମ୍ ହିରୋ ଗେହିଁ ଦେଇଚି କି ମାଦରଚୋଦ ଭଳି କଣ ହେଉଚୁ

    • @somanathsahu56
      @somanathsahu56 Місяць тому

      Ta bou para saha pakha re soithila

    • @kalingasendha
      @kalingasendha Місяць тому

      @@somanathsahu56 ତୋତେ ପକ୍କା ପାଣ୍ଡୁ ଜଡା ତେଲ ଲଗେଇ ଗେହିଁଚି🤣🤣

    • @kalingasendha
      @kalingasendha Місяць тому

      @@somanathsahu56 ତୋ ବଭକୁ ପା ତେଲେଙ୍ଗା ବାଣ୍ଡ ପୁରେଇ ଗେହିଁଲେ

  • @biswajitbaliarsingh2130
    @biswajitbaliarsingh2130 Місяць тому +53

    Right point bhai

  • @chandrapanda7222
    @chandrapanda7222 Місяць тому +12

    ମିଛ କଥା କୁହନ୍ତୁ ନାହିଁ, ଶଳା ପାଣ୍ଡିଆନ ମୋଦି କୁ ତୁ ତା କହିଲା, ସେତେବେଳେ ତୁ କୁଆଡେ ଯାଇ ଥିଲୁ.

  • @debabratasahu8519
    @debabratasahu8519 Місяць тому +12

    ଇଲେକ୍ସନ ପୂର୍ବରୁ ବିଜେଡି ଆଉ ପାଣ୍ଡୁ କୁ ଟେକୁଥିଲୁ, ଆଜି କଣ ପୁରା ବଦଳିଗଲୁ I ମାଲ ମିଳିନାନୀକି?

  • @bikramkesharidas3917
    @bikramkesharidas3917 Місяць тому +8

    ଠିକ୍ କଥା। ଭଲ ଲୋକ ଟା ବଳି ପଡ଼ିଲା pandiyan ପାଇଁ।

    • @biswaranjanparida5679
      @biswaranjanparida5679 Місяць тому

      Bhai bhala loka ta kn chhota chhua ki Tara budhi nathila sie ba highly educated Oxford University ru patha padhi asichi😂😂

    • @bikramkesharidas3917
      @bikramkesharidas3917 Місяць тому

      @@biswaranjanparida5679 ଭାଇ ବେଳେ ବେଳେ ବିଶ୍ୱାସ ବି ଧୋକା ଦେଇ ଦିଏ। ସେଥି ପାଇଁ ଆମ ଓଡିଆ କହନ୍ତି ନିଃଶ୍ୱାସ କୁ ବିଶ୍ୱାସ ନାହିଁ

    • @gourishankar5050
      @gourishankar5050 Місяць тому

      ​@@biswaranjanparida5679A maagihaa kahaku kna kahuchu Jani paarunu Bodhe kire
      Naveen sir nku sia kna kahuchu aagiaa maari debi pura tate jaani thaa....

    • @Humanity299
      @Humanity299 Місяць тому

      ​ତମେ ମାନେ ଗୁଣ୍ଡା କଥା ରୁ ଜଣା ପଡୁଛି​@@gourishankar5050

    • @dhananjayadm3287
      @dhananjayadm3287 Місяць тому

      ​@@gourishankar5050Hmm. Tu Sabu Banda Chhodi dabu naa..... Sala Naveen Pattanayak Mada piki taa ra hos rahu nathila.... Sabu dekhiki b Chup Rahuthila .... Kie kana kala kana nahi sabu janisuni Chup Rahuthila...... Aau taa ra ba kana jauthila Odisha Loka ta Gandi maruthile taa Bapa ra. Kana jauthila ki

  • @prakashchandraacharya119
    @prakashchandraacharya119 Місяць тому +80

    ତୁଇ ସବୁ ଜାଣିଛୁ ପାଣ୍ଡିଆନ ବିଜେପି ର ହୋଇଥିଲେ ତା ବିରୋଧ ରେ ମୋଦି ଗେରେଣ୍ଟି ଦେଇନଥାନ୍ତେ ମୋଦି ତୁମ ଭଳିଆ ହେତେ ହାଲକା ଲୋକ ନୁହନ୍ତି ଯେ ମିଛ କଥା କହିବେ

    • @ArunKumar-fu4zx
      @ArunKumar-fu4zx Місяць тому +9

      Sie ekdam dahara michhua sabu state ku no 1 kariba😂

    • @prasantapandaprasanta8824
      @prasantapandaprasanta8824 Місяць тому

      ​@@ArunKumar-fu4zxsethi pai ete sadajantra karibi 3rd time pm hebaku jauchhanti atakei parila nai re sala 😂😂😂😂😂

    • @maheshmohanty2313
      @maheshmohanty2313 Місяць тому

      Chaal maaghia Banda janichu

    • @HhdjGHdhdh
      @HhdjGHdhdh Місяць тому

      ​@@ArunKumar-fu4zx43r4tfgji

    • @DS_hope
      @DS_hope Місяць тому

      ​@@ArunKumar-fu4zx UP ra development dekh . GDP re 2nd state

  • @swapnasahoo7916
    @swapnasahoo7916 Місяць тому +2

    ଆପଣ ଯାହା କହିଲେ ସବୁ ଠିକ ଏ କଥା
    ସାଜିସ କିଏ ନ ବୁଝିଲେ ମୁ ସବୁ ବୁଝି
    ପାରୁଚି କିନ୍ତୁ ନବୀନ sir ଏତେ ଅଭିଜ୍ଞତା
    ହେଇ ବି କେମିତି ବୁଝିପରିଲେନି jai ଜଗନ୍ନାଥ 🙏

    • @NABAKISHORERAVAN
      @NABAKISHORERAVAN Місяць тому

      ନବୀନ ଜାଣିଛି ନବୀନ ବିରୋଧ କଲେ ତା ଗାଣ୍ଡିରେ ed cbi ଲାଗିଯିବ ତେଣୁ ଚୁପ୍ ରହିଲା

  • @user-kt9mv5mt1z
    @user-kt9mv5mt1z Місяць тому +10

    ସତ କଥା ଶଙ୍କର ଭାଇ ପାଣ୍ଡିଆନ ଯୋଉ ଯୋଉଠି program କରିଛି । ସେଇ ଯାଗାରେ ସବୁ BJD ହାରିଛି ତାହା ମାନେ Pandian ପାଇଁ ହିଁ ଆଜି BJD ର ଅନ୍ତ ଘଟିଛି ।👍🎉

  • @pallimadhuriodiafolksong2771
    @pallimadhuriodiafolksong2771 Місяць тому +28

    ଆଜି ବିଜେଡି ନେତା ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି , ଆଗରୁ ଟେଣ୍ଟ ବନ୍ଧିଲା ବେଳେ ଲାଜ ଲାଗୁନଥିଲା। ଟିକେଟ ପାଇଁ ପାଟି ଚୁପ୍ ଥିଲା । ଆଗରୁ ଯଦି ନୁହଁ, ଏବେ କାହିଁକି।

  • @KukuaryVibhar
    @KukuaryVibhar Місяць тому +36

    ୟାକୁ ଗୁରୁତ୍ଵ ଦିଅନ୍ତୁ ନାହିଁ, ଇଏ ଗୋଟେ ସାମାନ୍ୟ ଲୋକ,youtube ରେ ପଇସା ପାଇଁ ଭଡ଼ଭଡ଼ ହେଉଛି,

  • @Viralwatcher24
    @Viralwatcher24 Місяць тому +2

    ତୁମେ ମୂର୍ଖ ମୋଦି 20000 କୋଟି ତାମିଲନାଡୁ ପ୍ରୋଜେକଟ ପାଇଁ ଦେଲେମଧ୍ୟ ତାମିଲନାଡୁ ଲୋକେ ମୋଦିଙ୍କୁ ଶତ୍ରୁ ମାନନ୍ତି, ଯାଅ social ମେଡ଼ିଆ କମେଣ୍ଟ ପଢ ତାମିଲ ମାନଙ୍କର, ପାଣ୍ଡିଆନ ଆସିଥିଲା ତାର ଗଢ ବନାଇବାପାଇଁ ନବୀନ ପଛରେ ଆଉ କହି ନାହାନ୍ତି ଭାବି, ମୋଦିର ବିରୋଧୀ ପାଟୀ ହେବାପାଇଁ

  • @user-cb8hs4di7v
    @user-cb8hs4di7v Місяць тому +1

    ନିରାଟ ସତ କଥା....ପ୍ରାୟ ଜାଣି ଥିଲେ...କେହି କହୁ ନ ଥିଲେ.....ଏଇ VDO ଟି ଆଗରୁ ଆଣିବାର ଥିଲା

  • @AmbedkarMallick-jw9yt
    @AmbedkarMallick-jw9yt Місяць тому +62

    ହେ କାଇଁ ସେ ଗାଲୁଆ କଥା କହୁଚୁ

  • @madanpatra2802
    @madanpatra2802 Місяць тому +8

    Aparajitaku kehi birodh karinahanti. Kintu pandianku birodh katichhanti

  • @bijayalaxmimallick5836
    @bijayalaxmimallick5836 Місяць тому +2

    ଠିକ କହିଛନ୍ତି l ରାଜନୀତିରେ ସବୁ ସମ୍ଭବ l ଦଳର ନେତାମାନେ ବିରୋଧୀ ହୋଇ ଲଢୁଥିବେ l କଣ ଟିକେ ହେଲେ ସାଙ୍ଗେ ସାଙ୍ଗେ ମିଶିଯିବେ l ଆଉ ଆମେ ଗାଁରେ ରକ୍ତ ସମ୍ପର୍କ ଭୁଲି ବାଡାବାଡି, ଗଡାଗଡି ସାରାଜୀବନ ହେଉଥିବୁ l
    ପାଣ୍ଡିଆନର ସାହାଙ୍କ ସହିତ କାହିଁକି ସମ୍ପର୍କ ନ ଥିବ.....

  • @dineshbehera7115
    @dineshbehera7115 Місяць тому +1

    ସବୁ ସନ୍ଦେହ ରେ ଗପୁଛି ଈଏ ଶଳା ମାଡୁଆ ଟା କେତେବେଳେ ଗାୟକ ସାଜି ଜେଲୂ ତ କେତେବେଳେ ରାଜନୀତି କରି ଫେଲ

  • @AmbedkarMallick-jw9yt
    @AmbedkarMallick-jw9yt Місяць тому +33

    ବିଜେପି ଜିତିଲା ପରେ ସମସ୍ତେ ଏମିତି କୁହନ୍ତି

    • @bholeswarkishan2249
      @bholeswarkishan2249 Місяць тому +2

      କଣ ସତ କଥା ଟା ବାଧି ଗଲା. ବିଜେପି ପାଣ୍ଡିଆନ ର ଗୁପ୍ତ ସମ୍ପର୍କ ଥିଲା

    • @pseudopodia4491
      @pseudopodia4491 Місяць тому +8

      ​@@bholeswarkishan2249 aei katha result bahari ba purba ru Kain kahunathila?? Nija bhul dekhuna kn pain ?? Sabu chora bjd re .

    • @jumarendrabehera6484
      @jumarendrabehera6484 Місяць тому

      Tamilnadu re padian bjp re misi gala

    • @bholeswarkishan2249
      @bholeswarkishan2249 Місяць тому

      @@pseudopodia4491 ଆଉ ବିଜେପି କଣ ସବୁ ସାଧୁ ଗୁଡାକ ? Washing machine ବିଜେପି

    • @prabinrout9497
      @prabinrout9497 Місяць тому

      ​@@bholeswarkishan2249raja niti re jadi gadha pada dharibaku Padiba..kichhi asubidha nhi....

  • @prasantdash2845
    @prasantdash2845 Місяць тому +136

    ତୋତେ ଶଳା ମାରିବା କଥା ତୁ ଶଳା ପାଗଳ ପରି କଣ କହୁଚୁ

  • @chittaranjanbehera4133
    @chittaranjanbehera4133 Місяць тому +1

    B.J.P. ଜାଣିଥିଲା ପାଣ୍ଡିଆ ମଧ୍ୟ ଜାଣିଥିଲା ମୁ ଆଗକୁ ଗଲେ ଓଡ଼ିଶା ବାସୀ ମୋତେ ଘୃଣା କରୁଛନ୍ତି ପାଣ୍ଡୁ ଜାଣିଶୁଣି ଆଜି BJD କୁ ହରାଇ ଦିଲ୍ଲୀ ଗସ୍ତ କଲେ mission success, ପୁଣି ଆସି ଇସ୍ତଫା ଦେଇ ପୁରା ଭଦ୍ର ବ୍ୟକ୍ତି ଭଳିଆ ତା ଗାଁ କୁ ପଳାଇବ, ପାଣ୍ଡୁ ୧୦୦ -୧୦୦ ରେ full profit ରେ ଅଛି

  • @sarbeswardash2
    @sarbeswardash2 Місяць тому +2

    ରାହୁଳ ଆଉ ଫିରୋଜ ଖାଁ ର ସଂପର୍କ କଣ ଥିଲା????

  • @debikar7193
    @debikar7193 Місяць тому +30

    କାମ ଧନ୍ଦା ନଥିଲେ ଏମିତିକା ବୁଦ୍ଧି ସବୁ ମନରେ ଆସେ । UA-cam ଛାଡି କିଛି ରୋଜଗାର କର୍ ଆଉ ସେଥିରେ ଖୁସିରେ ଚଳ ।

    • @kskedardas329
      @kskedardas329 Місяць тому +1

      Yeta Tara kama income

    • @managobindamahanta8700
      @managobindamahanta8700 Місяць тому

      What is yr salary ?

    • @jitenTKofficial02
      @jitenTKofficial02 Місяць тому

      Tara income dollar 💵 re karuchi tu dek ja majuri karibu 300 tanka re 😅

    • @user-el8ml9oy2i
      @user-el8ml9oy2i Місяць тому

      pandiaku kete milichi bjp ru na
      milini shree mandir pori kroma prokalpo 4000cr kintu odisha rashtropoti rohuthiba ancholo 2 laks jahira pai ye kone ,

  • @sreedharsenapaty1861
    @sreedharsenapaty1861 Місяць тому +19

    ରାଜନୈତିକ ଆଲୋଚନା ଓ ସମୀକ୍ଷା କରିବାର ଅଭିଜ୍ଞତା ତମର ହେଇନି,ଅତି ହାଲୁକା କଥା କହୁଛ ଯାହା ଗ୍ରହଣୀୟ ନୁହେଁ।

  • @namitasambalapurivlog77
    @namitasambalapurivlog77 Місяць тому

    Right କହିଲେ sir ଆପଣଙ୍କ କଥା କେବେ ବି ଅସତ୍ୟ ହୁଏ ନି 👍

  • @jayjagatgroups9775
    @jayjagatgroups9775 Місяць тому +1

    ଏଇ କଥା ମଧ୍ୟ ମୁଁ କହୁଥିଲି ଓ ଫେସବୁକ ରେ ମଧ୍ୟ ଲେଖିଥିଲି

  • @user-qs8qp5uk4j
    @user-qs8qp5uk4j Місяць тому +5

    Right

  • @itishreepatra6316
    @itishreepatra6316 Місяць тому +12

    U R 100% RIGHT. Aji jadi BJP jitichi sirf pandian pai And aji one and only sirf pandian pai 25 barsa ra BJD harichi. 25 barsa ra odia itihasa re pandian he hitlar. Ame bhabuchu 1-2 year pare BJP pandian ku bhala padabi daba karana IAS sabu center ru posting hue.

    • @DS_hope
      @DS_hope Місяць тому

      Ki baala katha.

  • @sangramkesharimusiclibrary6459
    @sangramkesharimusiclibrary6459 Місяць тому

    Sampurna Sathik katha.... before election be sabu video viral karibar thila... Ok all the best for future

  • @bhumi0511
    @bhumi0511 Місяць тому +1

    ଅମିତ ସାହା ର ପୁଅ ଓ ପାଣ୍ଡୁ ଦୁଇ ଜଣ ଙ୍କ ର ଗୋଟିଏ ପଛ ସାଧାରଣ ଲୋକମାନେ ଜାଣି ନାହାଁନ୍ତି।

  • @user-wh4kq1qk8o
    @user-wh4kq1qk8o Місяць тому +51

    ବୃଦ୍ଧ ଗଲୁଅ ଯଦି କିଏ ଥାଆନ୍ତି ସେ ହେଉଛି ଗଣ୍ଡିମରା ଶଙ୍କରା

  • @ashokkumardas6003
    @ashokkumardas6003 Місяць тому +1

    ଅମୀତି ସାହା ପୁଅ ସହିତ pandiana heartily friend, ସେ BJP ର ଗୁପ୍ତ ଚର୍ ହୋଇ ଆସିଥିଲା, pandian କୁ କେତେ ଓଡ଼ିଶା BJP ଲୋକ ବେଜିତ, ଗାଳି କରିଛନ୍ତି ସେ କାହିଁକି ରାଗେ ନାହିଁ, କାରଣ ତାକୁ ସେଣ୍ଟର୍ ରୁ ବିଭୀଷଣ ରୋଲ୍ ଧରି ଅlସିକୀ ଓଡ଼ିଶା BJD କୁ ହରାଇବାର ଗୋଟେ ସୁପର ପ୍ଲାନ୍ ଥିଲା

  • @PrashantMishra-fd9ld
    @PrashantMishra-fd9ld Місяць тому +1

    ଏ ଭି ସମ୍ଭବ ଅମିତ ସାହା ପାୱାର ଲାଗି ଯେ କୌଣସି ସ୍ତର କୁ ଖସି ଯାଇ ପାରନ୍ତି

  • @sudhirpradhan4034
    @sudhirpradhan4034 Місяць тому +27

    ଲୋକ ମାନେ କିଛି ଜାଣି ନୀ ସବୁ ତୁ ଜାଣି ଝୁ ଶଲା

  • @sidhantakumarsahu
    @sidhantakumarsahu Місяць тому +24

    Bhai right katha

  • @manjushaswain1037
    @manjushaswain1037 Місяць тому +1

    Very good ଉପସ୍ଥାପନା
    ଜୟଯାତ୍ରା ବଜାୟ ରହୁ

  • @rabindrakumarbiswal.
    @rabindrakumarbiswal. Місяць тому

    Odisha is the birthplace of proud freedom fighting leaders like Veer Surendra Sai and Buxi Jagabandhu, but today we are finding our spinal cord, there is nothing more shameful than this. Wake up Odias wake up.

  • @sudhirkumarsatapathy7265
    @sudhirkumarsatapathy7265 Місяць тому +10

    Absolutely right

  • @surathachandrajena9514
    @surathachandrajena9514 Місяць тому +17

    ଏ ଭଳି ସନ୍ଦେହ ଭିତ୍ତିହୀନ । ନରେନ୍ଦ୍ର ମୋଦୀ ଙ୍କ ବିକାଶ ଧାରା ,ଦକ୍ଷ ନେତୃତ୍ୱ ଉପରେ ଓଡ଼ିଶାର ଜନତା ବିଶ୍ୱାସ କରନ୍ତି ।

  • @PremchandNayak-um8ek
    @PremchandNayak-um8ek Місяць тому

    SANKAR BABU THAT IS REAL POLITICS..MERABHARAT MAHAN JAY ODISHA..

  • @baidhardas1681
    @baidhardas1681 Місяць тому +1

    ଯୁକ୍ତି ଅଛି ନିଶ୍ଚୟ କଥାରେ ।

  • @prafullakumarsahoo9056
    @prafullakumarsahoo9056 Місяць тому +9

    ସବୁ ବିଜେଡି ନେତା ଗୁଡା ଲୋଭୀ ଆଉ ଅଣ ପୁରୁଷା

  • @user-wk2ns4jq4f
    @user-wk2ns4jq4f Місяць тому +11

    ବେହିଆ ଟାଟାଟା, ହଁ ହଁ ଦି ଜଣଙ୍କର ସମଲିଙ୍ଗୀ ସମ୍ପର୍କ😂

  • @SachidanandaBiswal-mv2bo
    @SachidanandaBiswal-mv2bo Місяць тому

    Your comments is appreciated🙏

  • @swagatikasahoo1977
    @swagatikasahoo1977 Місяць тому

    Bhai dhanyavaad bada apan samna karuchanti mora gote abhijoga apananka madhmare janantu pandian mobile jancha karajau sabu sata katha jana padiba

  • @ommm632
    @ommm632 Місяць тому +6

    100%right

  • @dr.arjunbhoi8393
    @dr.arjunbhoi8393 Місяць тому +5

    100%right katha

  • @madhabchandranaik9978
    @madhabchandranaik9978 Місяць тому +1

    Apanthik kahichhanti Thankyou

  • @SagarikaOjha-xf8ik
    @SagarikaOjha-xf8ik Місяць тому

    You are right amitsah meet pandian Mayfair hotel before 3month s election

  • @sumantaspecial555
    @sumantaspecial555 Місяць тому +6

    ଭାଇ, ତୁ ସତରେ ଗାଲୁଆଟାଏ... ଭଲ ଗାଲୁଗପ ପାରୁଛୁ.... ଏବେ ବିଜେଡ଼ି ହାରିବା ପରେ ଅମିତ ଶାହା କଥା କହୁଛୁ । ବିଜେଡ଼ି -ପାଣ୍ଡିଆନ୍ କରି ମଧ୍ୟରେ ଶାହାଙ୍କୁ କାହିଁ ପୁରାଉଛୁ.....

    • @dhananjaysethi3970
      @dhananjaysethi3970 Місяць тому

      Sata kahicha bhai...fhalitu Katha sabu kahuchhanti pagala

  • @dalapatinayak573
    @dalapatinayak573 Місяць тому +8

    Yes sir your correct speech sir ❤❤❤❤

  • @santoshbehera1867
    @santoshbehera1867 Місяць тому

    100% thik katha kahila bhai, o TV exit poll ru mo doubt besi badhila only on lok sabha focus.

  • @ajitkumardang2433
    @ajitkumardang2433 Місяць тому +1

    Ekdum sahi Katha kahuchhanti

  • @rabindranathsundara5384
    @rabindranathsundara5384 Місяць тому +9

    100% correct

  • @raghunathpradhan7193
    @raghunathpradhan7193 Місяць тому +3

    You are right

  • @pitabassrichandan5116
    @pitabassrichandan5116 Місяць тому

    ଆରେ ଏଇଟା ଆଗରୁ BJD ର ଗୁଣ ଗାଉଥିଲା, ଏବେ BJP ଜିତିବା ପରେ ପାଖେଇ ପାଖେଇ ପଶୁଛି, ନଚେତ୍ ପୁରା ପଶିଯିବା ।

  • @sudarshanmishra6596
    @sudarshanmishra6596 Місяць тому

    Tapare se service restoration karibaku apply karibe and height be reinstated on compassionate grounds.

  • @laxmidharbehera2964
    @laxmidharbehera2964 Місяць тому +8

    Sankar Bhai thik Katha kahila

  • @suko400
    @suko400 Місяць тому +5

    Vk pandian Amit shah ro agent

  • @debadattamohanty8902
    @debadattamohanty8902 Місяць тому

    ବିଜେଡିର ହାରିବାର ମୁଖ୍ଯ କାରଣ_ କେବଳ ଅପପ୍ରଚାର ମୁଖ୍ୟମନ୍ତ୍ରୀ ମରିଗଲା ପରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବ ଓ ଓଡ଼ିଶାର ସବୁ ସମ୍ପତ୍ତି ତାର ରାଜ୍ଯ କୂନେଇଯିବ ।ଏହା ହି ଓଡ଼ିଶାର ସମସ୍ତଙ୍କ ମନ ଭିତରେ ପ୍ରବେଶ କରାଗଲା ସେଥିପାଇ ବି ଜେଡି ହାରିଲା ଅନ୍ୟ କୋଣସି କାରଣ ନାହିଁ।

  • @PrakashchandraSwain-cf8nf
    @PrakashchandraSwain-cf8nf Місяць тому +1

    ଧନ୍ୟବାଦ୍‌ ଭାଇ ଠିକ୍ କହିଲ

  • @SubhransuBehera-nk6np
    @SubhransuBehera-nk6np Місяць тому +4

    Pela khaila pari mgh sankara ku lagithiba

  • @gautammajhi2654
    @gautammajhi2654 Місяць тому +1

    😊ତୁ ପାଗଳ ବୀନ ବୁଦ୍ଧିଆ ଶଳା

  • @lingrajbibhar
    @lingrajbibhar Місяць тому

    ବହୁତ୍ ବହୁତ୍ ବଢିଆ କଥା ପ୍ରକୃତ ରେ ସତ୍ କଥା

  • @Bpatel152
    @Bpatel152 Місяць тому

    Jia sata katha kuhe taku save kharab bhabanti,au jia micha kuhe taku thik boli sambodhana karanti🙏🏻jay jagannath 🙏🏻

  • @basantbehera3915
    @basantbehera3915 Місяць тому +1

    ଆପଣଙ୍କ କଥା 100%ସତ

  • @anilsethi6735
    @anilsethi6735 Місяць тому

    Bhai Namaskar, Apana jaha bhi kahile taha 101% right, Odisha Rajaniti ku Modi Sarkar Barbad karidele.

  • @indiansoumyashree9487
    @indiansoumyashree9487 Місяць тому +1

    Nice bhai 🙏ଭଲ କଥା କହିଲ ମନକୁ ପାଇଲା❤

  • @ajitkumardang2433
    @ajitkumardang2433 Місяць тому +1

    Thik kahuchha bhai..fact katha

  • @PrasannaKumarpanigrahi
    @PrasannaKumarpanigrahi Місяць тому

    ପାଣ୍ଡିଆନ, ଙ୍କୁ, ଫାଶୀ, ଦିଅ, 🌹ନଚେତ, ଗୋଟଏ,,କଲେକ୍ଟର ର, ଯେତିକି, ସମ୍ପତି, ଦରକାର, ସେତିକି, ରଖି, ଆଉ, ସବୁ, ସମ୍ପତି, ଓଡିଶାର, ଗରିବ, ଲୋକଙ୍କୁ, ଦିଆଯାଉ, ଏଇ, ହେଉଛି, ତା, କର୍ମର, ଫଳ,, ଆଇନ, କଡା, କଡୀ, karaajaau🌹❤️🥰👍ଜୟ, jagannatha

  • @sarojnayak4252
    @sarojnayak4252 Місяць тому

    U are fully correct.bjd should realise if not then they cannot wine discard him from this post.if u have no power to say then I can say u are not a leader.

  • @MrSuryanarayandas
    @MrSuryanarayandas Місяць тому

    Bhai thik kahichha .. jou bhali bjp neta aasi khali tanil pandian hei chhanti .. eita ki gote bada planning thilaa…

  • @rajendrapadhan2773
    @rajendrapadhan2773 Місяць тому +1

    ❤୧୦୦-୧୦୦%ସତକଥା🙏🙏

  • @kailashsingh1554
    @kailashsingh1554 Місяць тому

    Fact based presentation 100% correct and acceptable

  • @jayantanayak5293
    @jayantanayak5293 Місяць тому

    ପାଣ୍ଡିଆ ଅମିତ ଶାହା ଭିତରେ ଗୁପ୍ତ ସଂପର୍କର ଥିବା ସତହୁଏ ଓଡ଼ିଶାର ଲୋକମାନେ ଠିକ୍ ଜବାବ ଦେବାକୁ ପ୍ରସ୍ତୁତ ଅଛୁ

  • @akshyamohanty8955
    @akshyamohanty8955 Місяць тому +1

    ଆଗରୁ କୋଉଠିଥିଲୁ

  • @jajpuritc5645
    @jajpuritc5645 Місяць тому

    ସେ ଯାହା ହେଉ ଏମାନଙ୍କ ସେର ପୁରିଗଲା।

  • @tsamantaray6541
    @tsamantaray6541 Місяць тому

    First time U agree with ur analysis

  • @mamataparida2685
    @mamataparida2685 Місяць тому

    All BJD leaders with nabin patnayak should know pandian and Amit saha with Modiji all are non odia anyway odias are now under again non odia delhi heads very sad for odisha

  • @Dharmadharmpappunya
    @Dharmadharmpappunya Місяць тому

    ତୁ ଶଳାଟା ବେଶୀ Congress ର ନେତା ଗିରି କରୁଛୁ ରହ ଭିତରକୁ ଯିବୁ ❤BJP 10 ତାରିଖରେ ଶପଥ ନେଇ ସାରନ୍ତୁ

  • @brajeshwarmohanta2206
    @brajeshwarmohanta2206 Місяць тому

    ଭାଇ କଂଗ୍ରେସକୁ ଭଲ ପାଉଛ ହେଲେ ବାକି ଦଳ ର ନେତା ମାନଙ୍କୁ ଏବଂ ତାଙ୍କର ଭଲ କାମ କୁ ବି ବଖାଣିବା କଥା ଖାଲି ରାଜନୀତି ରେ ଖରାପ୍ କହିବା ଟା ଠିକ୍ ନୁହଁ।

  • @banamalisahoo1494
    @banamalisahoo1494 Місяць тому +1

    ଏହା ବି ହେଇ ପାରେ