ଯେତେ ଯାହା କଲେବି ସରକାର ଗଡ଼ିଯିବ ! mohan majhi | shankar mada | khati

Поділитися
Вставка
  • Опубліковано 27 чер 2024
  • ଯେତେ ଯାହା କଲେବି ସରକାର ଗଡ଼ିଯିବ ! mohan majhi | shankar mada | khati
    #bjd #odisha #argus #mohanmajhi #bjp #laxmibus #naveenpatnaik #vkpandian #yoga #yogaday #shankaromsharan #shankarmada #odianews #khati

КОМЕНТАРІ • 989

  • @parsuramsahoo7509
    @parsuramsahoo7509 7 днів тому +197

    ଭାଇ ତୁମକୁ କୌ ପ୍ରକାର ଧନ୍ୟବାଦ୍ ଦେବୀ। ତୁମେ ଏମିତ୍ ମାଡ ମାରି ଚାଲ,ଧନ୍ୟବାଦ୍🎉🎉🎉🎉🎉🎉🎉

    • @priyajena4757
      @priyajena4757 7 днів тому +3

      aqqq

    • @kalingaranjan2074
      @kalingaranjan2074 2 дні тому

      ଭାରତରେ ସାମ୍ବାଦିକତା ସାମ୍ବିଧାନିକ ମୂଲ୍ୟବୋଧ ଏବଂ ମାନଦଣ୍ଡ ହରାଇଛି ଏବଂ ଏହା ପରି ଲାଗୁଛି ପ୍ରାୟ 90 ପ୍ରତିଶତ ନ୍ୟୁଜ୍ ଚ୍ୟାନେଲଗୁଡିକ ବିଜେପି ହାତରେ ବିକ୍ରି ହୋଇଥିବାର ଦେଖାଯାଉଛି।

  • @reetap4008
    @reetap4008 7 днів тому +139

    ଅପେକ୍ଷା କର ଆଗକୁ ଦେଖ ତ୍ରାହି ତ୍ରାହି କରିବେ ଓଡିଆ 😡😡

  • @simanchalnag5211
    @simanchalnag5211 7 днів тому +137

    ବିଜେପି କୁ ପ୍ରଶ୍ନ କଣ କରିବ ସବୁ ତ ବିଜେପି ର ଦଲାଲଗିରି ଚେନାଲ l ଲୋକ ବୁଝିବେ କେବେ ଅନ୍ଧ ଭକ୍ତ l

    • @rktvtoday5180
      @rktvtoday5180 7 днів тому +2

      Bjd karuthila kun

    • @kalingaranjan2074
      @kalingaranjan2074 2 дні тому

      ଭାରତରେ ସାମ୍ବାଦିକତା ସାମ୍ବିଧାନିକ ମୂଲ୍ୟବୋଧ ଏବଂ ମାନଦଣ୍ଡ ହରାଇଛି ଏବଂ ଏହା ପରି ଲାଗୁଛି ପ୍ରାୟ 90 ପ୍ରତିଶତ ନ୍ୟୁଜ୍ ଚ୍ୟାନେଲଗୁଡିକ ବିଜେପି ହାତରେ ବିକ୍ରି ହୋଇଥିବାର ଦେଖାଯାଉଛି।

  • @SamiraPalai-rp9gl
    @SamiraPalai-rp9gl 7 днів тому +53

    ଶଙ୍କର ଭାଇ ଆପଣଙ୍କୁ ଧନ୍ୟବାଦ ଏଭଳି ଖବର ପ୍ରସାରଣ କରିଥିଵାରୁ

  • @user-pm5jj9dq2v
    @user-pm5jj9dq2v 7 днів тому +52

    ଭାଈ ଠିକ୍ କଥା କହିଛ ଏ ଶଳା ଅର୍ଗସ୍ ଚ୍ୟାନେଲ କୁ ଖାଲି ମାଡ଼

  • @Deva5577-i3c
    @Deva5577-i3c 7 днів тому +77

    ଅନୁରୋଧ ରଖି ରାହୁଲ ଗାନ୍ଧୀଙ୍କ ବିଷୟରେ vdo upload କରିଥିବାରୁ ଅଶେଷ ଧନ୍ୟବାଦ💐🙏
    ମହାପ୍ରଭୁ ଆପଣଙ୍କୁ ଏଭଳି ଶାଣିତ ସ୍ୱର ଉତ୍ତୋଳନ କରିବା ପାଇଁ ସବୁବେଳେ ଶକ୍ତି ଓ ସାହାସ ଦିଅନ୍ତୁ

  • @user-mm5fp4pr9k
    @user-mm5fp4pr9k 7 днів тому +45

    ଏ ହେଉଛି ପ୍ରକୃତ ମାଡ, ବାଜିବ ନାହିଁ ସିନା କାଟିବ ବହୁତ, ମାଡ଼ି ଚାଲ 👍

  • @reetap4008
    @reetap4008 7 днів тому +175

    OTV Argus kanak ଏମାନେ ଗୋଟିଏ ଗୋଟିଏ ମୋଦୀ ମିଡ଼ିଆ ମାନେ 😡😡

    • @simanchalnag5211
      @simanchalnag5211 7 днів тому +8

      💯 ବିଜେପି ମିଡିଆ
      Otv ମାଲିକ ବିଜେପି
      ଆଉ orgus ତ ଓପନ ବିଜେପି chenal

    • @jullysamal6626
      @jullysamal6626 7 днів тому +5

      ନିର୍ଭୟ ବି

    • @ChandanHembram-vc7xl
      @ChandanHembram-vc7xl 7 днів тому +2

      Right

    • @s.khurdha9371
      @s.khurdha9371 7 днів тому +3

      ସେଥିରେ ନିର୍ଭୟ ବି ଲେଖ (କହିଲେ କହିବେ କହୁଛି😅😅😅😅)

    • @jyotiranjanxena9936
      @jyotiranjanxena9936 7 днів тому +2

      Amane dolal

  • @belalasensahoo424
    @belalasensahoo424 7 днів тому +51

    ଭାଇ ଆଜିର media ସକାଳ ପାଇଲେ ଖାଲି bjd ବିରୁଧରେ ଆରମ୍ଭ କରୁଛି... ଶେଷ ବି ବିଜେଡି ବିରୁଦ୍ଧରେ..... ଆପଣ ଗୋଟିଏ ନିରପେକ୍ଷ ଚାନେଲ କରନ୍ତୁ....

  • @hatakishoresahoo1984
    @hatakishoresahoo1984 7 днів тому +60

    ଠିକ୍ କଥା ଭାଇ।

  • @vikaribehera3365
    @vikaribehera3365 7 днів тому +41

    ସାର ଭୁଭନେଶ୍ୱର ଏରପୁଟ ବିକିବାକୁ ଯାଉଛି bjp ସରକାର ଆ ଉପରେ ଗୋଟେ ଭିଡ଼ିଓ କର ଭାଇ ପ୍ଲିଜ଼

  • @sadanandasahoo3707
    @sadanandasahoo3707 7 днів тому +35

    ଅର୍ଗସ ପୂରା ଗୋଦୀ ଦଲାଲ। ସେଇ ଭାଷଣ ପରେ ବୋଧହୁଏ ଦ୍ବିଲୀ ରୁ ଡକରା ଆସିଲା। ନିଟ ପରି ଘୋଟାଲା ୨୪ ଲକ୍ଷ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାର କୁ ଠେଲି ହୋଇଯାଇଛି, ଅର୍ଗସ ର ସେ ବିଷୟରେ ଖବର ଅଛି କି? ଏତେଦିନ ପରେ ଶଙ୍କର ମାଡ, ମାଡ଼ ପରି ଲାଗିଲା

  • @odishaculture151
    @odishaculture151 7 днів тому +61

    ସବୁ ବିକିକି ଖାଈଦେବେ ଶଳା

  • @subashchandradas1638
    @subashchandradas1638 7 днів тому +26

    ଶଙ୍କର ମାଡ଼ ବହୁତ୍ ବଢିଆ ଲାଗୁଥିଲା, ସମ୍ପୂର୍ଣ୍ଣ ସତ୍ୟ ପ୍ରକାଶ କରିଛନ୍ତି, ଏହିପରି ଲୋକ ମାନଙ୍କୁ ସଚେତନ କରନ୍ତୁ।

  • @nirupanandaswain5469
    @nirupanandaswain5469 7 днів тому +26

    ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ ଏତେ ଶାଣିତ ସ୍ୱରରେ କହୁଥିବାରୁ. ତୁମ ପରି ଭାଇ ମାନେ ସାମ୍ବାଦିକ ହେବା ଦରକାର. ତୁମେ ଯାହାବି କହିଲା ଏକଦଉମ right କଥା

  • @learnwithshree
    @learnwithshree 7 днів тому +32

    ସାଧାରଣ ଜନତାଙ୍କୁ ଅନୁରୋଧ ଯେଉଁଠି ବି ଅର୍ଗସ୍ ଏବଂ ଓଟିଭି ର ସାମ୍ବାଦିକ ମାନଙ୍କୁ ଦେଖୁଛନ୍ତି ସେଇଠି ଜୋତାରେ ପିଟନ୍ତୁ। ଆମ ପରି ସାଧାରଣ ଲୋକଙ୍କ ମାଡ଼ରେ ହିଁ ଗଣମାଧ୍ୟମ ମାନେ ନିଜର ମର୍ଯ୍ୟାଦା ବୁଝି ପାରିବେ। ଇତିହାସ ସାକ୍ଷୀ ଅଛି ଯେତେବେଳେ ବି ସରକାର ଆଉ ଗଣମାଧ୍ୟମ ନିଜର ରାସ୍ତା ଭୁଲି ଅଣ ଗଣତାନ୍ତ୍ରିକ ପଥକୁ ଯାଇଛନ୍ତି ସେତେବେଳେ ସାଧାରଣ ଜନତା ଆନ୍ଦୋଳନ କରିଛନ୍ତି। ଠିକ୍ ଯେମିତି ଶ୍ରୀଲଙ୍କା ର ପୂର୍ବ ରାଷ୍ଟ୍ରପତି ମହିନ୍ଦା ରାଜପାକ୍ଷେ ଙ୍କୁ ଲୋକେ ଯାଇ ଘେରିଥିଲେ ଠିକ୍ ସେମିତି ଲୋକମାନେ ଜୋତା ମାଳ ଧରି ଏମାନଙ୍କୁ ବାଡେଇଲେ ସବୁ ଠିକ୍ ହୋଇଯିବ।

  • @shyamsundarrath275
    @shyamsundarrath275 7 днів тому +29

    ମୋଦୀ ଗତ ୨୦୧୯ ମସିହା ରେ ପଶ୍ଚିମ ବଙ୍ଗ ନିର୍ବାଚନ ସମୟରେ,ମମତା ବାନାର୍ଜୀ ଙ୍କୁ ତାସ୍ଛଲ୍ୟ କରି,ଦିଦି ଓ ଦିଦି କହିଥିଲେ,
    ତାଙ୍କୁ କେତେ ବର୍ଷ ଜେଲଦଣ୍ଡ ହୋଇଥିଲା?

  • @bhizenkumardandpat8572
    @bhizenkumardandpat8572 7 днів тому +65

    Sankar mada Argus ଗlଣ୍ଡିରେ ବାଜିଲା ବଢିଆ ଲାଗିଲା......ଧର୍ମେନ୍ଦ୍ର ପ୍ରଧାନ ର ପରିସ୍ରା ଚାଟୁଚି ଦୁର୍ଗାସିସ.....ଟେରା

  • @kalandinath8503
    @kalandinath8503 7 днів тому +73

    ଶଙ୍କର ଭାଇ ତମକୁ ଧନ୍ୟ ବାଦ

  • @SaiRam-gc7ud
    @SaiRam-gc7ud 7 днів тому +31

    ଧନ୍ଯବାଦ ଜଣାଊଛି 😊

  • @BibhutiDalei-hz7xs
    @BibhutiDalei-hz7xs 7 днів тому +16

    ଅରଗସ୍ ଟିଭି ମାଲିକ ଶଙ୍କର ମାଡ଼ ଦେଖୁଚି ନା ନାଇଁ ମ !!!

  • @biprasideaexecutionsuccess4795
    @biprasideaexecutionsuccess4795 7 днів тому +38

    Argus tv dekhiba ବନ୍ଦ କର ଏହା ହିଁ ଉନ୍ନତି ହେବ ଓଡିଶା ପାଇଁ

  • @DebendraPrasadMajhi-fk1qg
    @DebendraPrasadMajhi-fk1qg 7 днів тому +12

    Argus କେବଳ ପୂର୍ବ ଘଟଣାର ପ୍ରତିଶୋଧ ନେଲା ଭଳି news କରୁଛି ।ନିରପେକ୍ଷ ନ ହୋଇ କେବଳ BJP ର favour ରେ।

  • @fatefaith5147
    @fatefaith5147 7 днів тому +29

    ଦେଖ କେମିତି ମିଡ଼ିଆ ବବି ଦାସ ଙ୍କ ପାଚେରୀ ଡେଇଁ ଯାଉଛନ୍ତି। search କର trp ପାଇଁ ଝାଳ ନାଳ

  • @tusarakantapradhan7885
    @tusarakantapradhan7885 7 днів тому +20

    ବହୁତ ଭଲ ଧନ୍ୟବାଦ

  • @susarsawnta7
    @susarsawnta7 7 днів тому +28

    ଲକ୍ଷ ଲକ୍ଷ ଅବହେଳିତ ଗରିବ ପିଲାଙ୍କ ପେଟକୁ ଦାନା ଏବଂ ଶରୀରକୁ କପଡ଼ା ଦେଇ ସମାଜରେ ମଣିଷ ତିଆରି କରୁଥିବା ପ୍ରୋଫେସର ଡକ୍ଟର ଅଚ୍ୟୁତ ସାମନ୍ତ ଜଣେ ସ୍ବେଚ୍ଛାସେବୀ ସନ୍ୟାସୀଙ୍କୁ କିଛି ସ୍ବାର୍ଥପର ଲୋକ ବଦନାମ କରୁଛନ୍ତି।
    OTV -ARGUS-FOCUS+
    ଧର୍ମ ସହିବ ନାହିଁ 🙏

  • @user-fj5lk8hx5f
    @user-fj5lk8hx5f 7 днів тому +16

    ଧନ୍ୟ ବାଦ ଆପଣଙ୍କୁ

  • @manojpapun9164
    @manojpapun9164 7 днів тому +24

    Right katha Bhai

  • @prakashsahoo336
    @prakashsahoo336 7 днів тому +8

    ଗଣମାଧ୍ୟମର ଏହି ଚତର୍ଥସ୍ତମ୍ଵ ଆପଣଙ୍କ ପରି କିଛି ନିରପେକ୍ଷ ସାମ୍ବାଦିକ ଙ୍କ ପାଇଁ ବଞ୍ଚିରହିଛି।

  • @lilianaik5756
    @lilianaik5756 7 днів тому +13

    ଭାଇ ଆମେ ମୋଦି sir ଙ୍କ ଅନ୍ଧ ଭକ୍ତ କିଛି ଦେଖି ପାରୁନୁ 😩

  • @user-bx4cg5iw3q
    @user-bx4cg5iw3q 7 днів тому +8

    ବହୁତ ବହୁତ ଧନ୍ୟବାଦ୍ ଭାଈ ଏହି ପରି ମାଡ଼ ଉପରେ ମାଡ଼ ବାଯୁ ଭାଈ ............

  • @LadiMandangi-wr1zk
    @LadiMandangi-wr1zk 7 днів тому +5

    ସତରେ ଆଜ୍ଞା ଆପଣଙ୍କୁ ଧନ୍ୟବାଦ ଦେଲେ ବି କମ୍ ହୋଇଯିବ। ଏହି ପରି ମାଡ଼ BJP କୁ ଶୁଆଇ ଦେବ ନାହିଁ। ମୁଁ ଆପଣଙ୍କ ସବୁ ଭିଡ଼ିଓ ଅପେକ୍ଷା କରି ରହିଥାଏ। Jay Congress .

  • @user-xp8nn3vt3m
    @user-xp8nn3vt3m 7 днів тому +15

    Good News Shankar Bhai

  • @kulamaninaik1095
    @kulamaninaik1095 7 днів тому +12

    ଏକ ଦମ ଭଲ ଜବାବ

  • @Skgbul470
    @Skgbul470 7 днів тому +10

    ଅର୍ଗସ ଚେନ୍ ନାଲ ବାଲା ପ୍ରଶ୍ନ ପଚାରିଲେ ପେଟ ରେ ଲାତ୍ ମାରିବେ,

  • @shankarbiswal7173
    @shankarbiswal7173 7 днів тому +19

    Thik katha

  • @jashobantadigal861
    @jashobantadigal861 7 днів тому +6

    ଶଙ୍କର ଭାଇ ଆପଣକୁ ଧନ୍ୟବାଦ.. ଏଇ media ଵାଲା bjp ର..

  • @PankajPradhan-qp1gy
    @PankajPradhan-qp1gy 7 днів тому +6

    ❤ମୋର ସାନ ଭାଈ ତୁମକୁ ଧନ୍ଯାବାଦ

  • @sarojkumarpradhan1917
    @sarojkumarpradhan1917 7 днів тому +11

    You can go ahead we support always you excellent thanks, original hindustani reporters.

  • @MalayaBarik-uk8tc
    @MalayaBarik-uk8tc 7 днів тому +13

    Argus baa. Godi media.

  • @urmilanayak1633
    @urmilanayak1633 7 днів тому +12

    Jai Rahul Gandhi Vijay Rahul Gandhi

  • @sticky1490
    @sticky1490 7 днів тому +9

    Right katha Bhai.

  • @AjayaJena-ow8tc
    @AjayaJena-ow8tc 7 днів тому +11

    Thik Bhai kahucha

  • @pramodbehera607
    @pramodbehera607 7 днів тому +6

    Bhai tamaku koti koti namaskar

  • @simanchalnag5211
    @simanchalnag5211 7 днів тому +9

    100% Right kahu6nti sir salute ❤

  • @user-xp7hq6ec4j
    @user-xp7hq6ec4j 7 днів тому +9

    Nice News Bhai.

  • @RajendraMallick-or3kc
    @RajendraMallick-or3kc 7 днів тому +11

    Bhai bhut sunder khatha pada khichi

  • @zafarmotivation9435
    @zafarmotivation9435 7 днів тому +8

    Ser.... Good wah kya dhoya hai.. chantu midia ko....wah wah wah ser apka in des ke gaddar midia ko Dhona billkul jaij hai... Aur ye himmat sab me nahin hai

  • @sanatansahu5805
    @sanatansahu5805 7 днів тому +5

    THANKYOU SANKAR BHAI AME RAJYABASI TAMA PACHHARE ACHHU PRASNA BANRE SALANKU BIDHA KARICHALAJagannathapan nku sahasdiantu.

  • @angeltanaya9336
    @angeltanaya9336 7 днів тому +5

    ଏମାନେ ମୁଣ୍ଡ ବିକା 🤣🤣ଦିନ ରେ News କରିବେ ରାତି ରେ ବିଜେପି ନେତା ଙ୍କ ଠୁ ପେଲା ଖାଇବେ 🤪🤪

  • @user-vy4pl9nc9r
    @user-vy4pl9nc9r 7 днів тому +5

    Wright katha kahila bhai
    Tama sahasika ku dhanyabad

  • @bidhubhusannayak7488
    @bidhubhusannayak7488 6 днів тому +3

    ଧନ୍ୟବାଦ୍ ଆପଣଙ୍କର ଏପରି ସାହସିକତା ପାଇଁ

  • @akshayapatra3750
    @akshayapatra3750 7 днів тому +6

    Your presentation very logical and straight forward.

  • @rudrapratapnayak-tq5sy
    @rudrapratapnayak-tq5sy 7 днів тому +10

    Right

  • @SamiraPalai-rp9gl
    @SamiraPalai-rp9gl 7 днів тому +4

    ଅର୍ଗଷ ନୁଜ୍ୟ ର କିଛି କାମ ନାହିଁ ମୁଁ ଜାଣି ପାରୁନି ଲୋକଙ୍କ ସମସ୍ୟାକୁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଵା ବଦଳରେ ସେ ସରକାର ସପକ୍ଷରେ କୁହନ୍ତି ସରକାର ସପକ୍ଷରେ କୁହ କିନ୍ତୁ ସରକାର ଅବହେଳା ପ୍ରସଙ୍ଗରେ ବି କୁହ ସରକାର ଙ୍କୁ ଜନତା ବିଷୟରେ କୁହ କାହା ଘରକୁ ଯାଇ କିଏ କୁକୁର ଛାଡିବା ଏହି କଥା ପ୍ରସାରଣ ଲାଭ କିଛ ନାହିଁ ତେଣୁ ଜନତାଙ୍କ କଥା ଦୃଷ୍ଟି ଆକର୍ଷଣ କରନ୍ତୁ ସରକାର ଙ୍କ ପାଖରେ

  • @user-xp7hq6ec4j
    @user-xp7hq6ec4j 7 днів тому +6

    Thanks a lot.

  • @birendradasbarma5700
    @birendradasbarma5700 7 днів тому +5

    We should't see Argus .Argus has got no gods to ask ,about our demand to BJP leaders.

  • @niranjannayak2683
    @niranjannayak2683 7 днів тому +4

    ମାନିବାକୁ ହେବ ତତେ ଆଉ ତୁମ ସାହସ କୁ, media ଏବେ ସରକାରଙ୍କ ଚାମଚ ବିଶେଷ କରି କେତେକ ଚ୍ୟାନେଲ

  • @krupasindhumishra3135
    @krupasindhumishra3135 7 днів тому +1

    ଏତେ ସତ୍ୟ ଘଟଣା କହିଥିବାରୁ ଆମେ ବହୁତ ଖୁସି ଓ ଧନ୍ୟବାଦ୍ ।

  • @jayakrushnatandi3163
    @jayakrushnatandi3163 7 днів тому +4

    ମାଡି ଚାଲ ଭାଇ
    ଜୟ କଂଗ୍ରେସ

  • @SurendraSurendra-ym8mi
    @SurendraSurendra-ym8mi 7 днів тому +6

    Right 👍

  • @sudarnhan
    @sudarnhan 7 днів тому +6

    Right bro right
    👍👍👍👍👍👍👍👍👍👍👍

  • @bbsenapati2245
    @bbsenapati2245 7 днів тому +4

    NEET is major issue in country. Wait BJP will losses maximum seat in upcoming elections in various states

  • @pryambadakar244
    @pryambadakar244 7 днів тому +6

    Thik ekdum thik kahile

  • @HomeDesigner458
    @HomeDesigner458 7 днів тому +4

    Sankar tamaku bahut dhanyawad

  • @pramodsahoo3938
    @pramodsahoo3938 7 днів тому +7

    R8

  • @sidharthDash-tb3lr
    @sidharthDash-tb3lr 7 днів тому +4

    Bahut badhia..... bro

  • @debendradash3598
    @debendradash3598 14 годин тому

    ଭାଇ ଆପଣଙ୍କୁ ଧନ୍ୟବାଦ୍ ସତ୍ୟର ସାମନା କରି ଚାଲନ୍ତୁ ଓଡିଶା ବାସି ଙ୍କର ମଙ୍ଗଳ ପାଇଁ ଜୟ ଜଗନ୍ନାଥ 🙏

  • @samirsahoo_07
    @samirsahoo_07 7 днів тому +4

    Right vhai 🙏

  • @zafarmotivation9435
    @zafarmotivation9435 7 днів тому +5

    Mu vi jane odisha basi... Election re pura search Kari sari chhi.. ye bjp sarkar odisa re bahu matra re 2number evm mechine entry Kari thila. BJP jani thila je bjd sarkar BJP upare bahut bharosa karuchhi . Yahari faida aji BJP sarkar uthainela . Jadi bjd sabu khetra re check Kari thanta tebe BJP ra odisha re raajniti swapna hi rahi janta. BJP yehi sujaga khajuthila

    • @jullysamal6626
      @jullysamal6626 7 днів тому +3

      ଠିକ୍ ମୁ ପ୍ରାୟ coment re EVM tampering ଲେଖୁଛି କେହି ଗୁରୁତ୍ଵ hi deu ନାହାନ୍ତି,ସବୁ coment chanel sabure dia thik ଜାଣନ୍ତୁ ଲୋକେ

    • @jullysamal6626
      @jullysamal6626 7 днів тому +2

      ସେଥିପାଇଁ bjp କହୁଥିଲା କି ୮୦/୮୧ ସିଟ୍ mla,au MP seat ୨୦ ki ୨୧ seat pura pochhinebu
      Kie ete nirbhikatare ସହ କହିପାରିବିନି

    • @srikanthapradhanpradhan6297
      @srikanthapradhanpradhan6297 7 днів тому +1

      Argus. Chennal bjp ra dalal Durgasis Dharmendra pradhanra barmasia. Argus tv kehi dekhantu nahin. Thanks a lot Sankar bhai. U.r 100℅ right.

    • @zafarmotivation9435
      @zafarmotivation9435 7 днів тому

      Bilkul BJP ye kotha michhare haba udauchhi je BJP ku odisha basi jitai chhanti. Ye BJP ra michhua haba lokonku bhunua bulau chhi . BJP gote michha ra machine achhi

  • @goutammishra4524
    @goutammishra4524 7 днів тому

    I think in this odisha, I find your channel who can ask the question to the ruling party, proud of you, I want you must grow ahead. Thanking you for this video.

  • @aswinikumar357
    @aswinikumar357 2 дні тому +1

    25 ଦିନର ସରକାର ଭାଇ, ଟିକେ ଅପେକ୍ଷା କର । ତମେ ତ ସବୁ ଓଲଟେଇ ପକେଇବ, ଆଜି ପର୍ୟ୍ଯନ୍ତ କୁଆଡେ ଥିଲ

  • @raghabbehera4760
    @raghabbehera4760 7 днів тому +4

    Thanks bhai

  • @ODISHABHAI-eq8jq
    @ODISHABHAI-eq8jq 7 днів тому +3

    😍😍👍🏾👍🏾👍🏾

  • @user-hq2zw2pw4j
    @user-hq2zw2pw4j 7 днів тому

    ଶଙ୍କର ଭାଇ ବହୁତ ଭଲ ଖବର ପାଇଁ ବହୁତ ବହୁତ ଧନ୍ୟବାଦ ଆଜ୍ଞା

  • @davidpahad3
    @davidpahad3 7 днів тому

    Actually Shankar brother you are only a true journalist.
    You are four pillers of democracy.
    I respect you and follow your channel, especially I share your channel every where.

  • @rahasrout9621
    @rahasrout9621 7 днів тому +3

    Excellent .

  • @user-rn1hn3bj7y
    @user-rn1hn3bj7y 7 днів тому +3

    Thanks thanks thanks🎉🎉🎉

  • @dillipmoharana3104
    @dillipmoharana3104 7 днів тому +2

    Thanks Bhai for your reporting

  • @PareshRout-ui1oy
    @PareshRout-ui1oy 7 днів тому +2

    Bhala kahichhanti. Thank u Bhai.

  • @sucharitapanigrahy1790
    @sucharitapanigrahy1790 7 днів тому +3

    Thiku katha pacharicha

  • @PabitrakumarDas-tu3sy
    @PabitrakumarDas-tu3sy 7 днів тому +4

    Ask to Durgashis

  • @LaxmidharMaharana-so7rr
    @LaxmidharMaharana-so7rr 13 годин тому

    ଶଙ୍କର ଭାଇ କି ମାଡ଼ ମାରିଲ ଆପଣ ଙ୍କୁ ଧନ୍ୟବାଦ,, ପ୍ରକୃତ ମାଡ଼ ଭଲ ସେ ବାଜିବ ଜାଗା ମୁଣ୍ଡରେ ❤️❤️❤️❤️

  • @khirodpal9147
    @khirodpal9147 2 дні тому

    Very solid news.oh! Thank you. .Go ahead.

  • @AmitMishra-dv9is
    @AmitMishra-dv9is 7 днів тому +4

    YES...💯...😎🦁🐂🔱🕉️👍

  • @barsharadhakrishnamohanty5327
    @barsharadhakrishnamohanty5327 7 днів тому +2

    Thik katha kahila bhai

  • @abhisekmishra4299
    @abhisekmishra4299 7 днів тому

    Don't have enough words to appreciate your work. Please keep going. We are with you. 👌🏻👌🏻👌🏻

  • @user-qg1zw8ek2p
    @user-qg1zw8ek2p День тому

    Many many thanks for you for telicast of billeting of running government.

  • @kamdevk1449
    @kamdevk1449 7 днів тому +8

    ଇଏ ଜେତିକି ମିଛୁଆ ଗାଲୁଆ ଟାଉଟର ଚେନାଲ୍ ଏମାନେ ନିଜ ଚିନ୍ତା କରୁଚନ୍ତି ଆପାନା କାମ୍ ବନ୍ତା ତୋ ଭାଢ ଜାୟେ ଜନ୍ତା

  • @MNDIGITALSARAKANA
    @MNDIGITALSARAKANA 7 днів тому +5

    ଓଡ଼ିଆ ଅସ୍ମିତା କଥା କହୁ ଥିଲେ ଅଣ ଓଡ଼ିଆ ମନୋଜ ଆହୁଜା କହିକି ଆସୁଛନ୍ତି ଓଡିଶା ରେ ଦକ୍ଷ IAS ନାହାନ୍ତି କି..? ଖାଲି ଦକ୍ଷ ଅପାଠୁଆ ନେତା ଅଛନ୍ତି

    • @dr.pradeeptarai3422
      @dr.pradeeptarai3422 7 днів тому

      କିଛି ଅଫିସ ରଙ୍କର ଚିଟଫଣ୍ଡ ରେ ନାମ ଅଛି

    • @MNDIGITALSARAKANA
      @MNDIGITALSARAKANA 6 днів тому

      @@dr.pradeeptarai3422 ଭାଇ କିଛି ଅଫିସର ସମସ୍ତେ ତ ନୁହଁନ୍ତି ନା

  • @kalingaranjan2074
    @kalingaranjan2074 2 дні тому

    ଭାରତରେ ସାମ୍ବାଦିକତା ସାମ୍ବିଧାନିକ ମୂଲ୍ୟବୋଧ ଏବଂ ମାନଦଣ୍ଡ ହରାଇଛି ଏବଂ ଏହା ପରି ଲାଗୁଛି ପ୍ରାୟ 90 ପ୍ରତିଶତ ନ୍ୟୁଜ୍ ଚ୍ୟାନେଲଗୁଡିକ ବିଜେପି ହାତରେ ବିକ୍ରି ହୋଇଥିବାର ଦେଖାଯାଉଛି।

  • @hrushikeshbehera8780
    @hrushikeshbehera8780 День тому

    Very nice presentation Om babu. God bless you.

  • @rajatkumarsingh6214
    @rajatkumarsingh6214 6 днів тому

    Thanks🌹.
    For u r
    Freedom of speech & expression.
    Keep it on................🌹.

  • @skzaheed8549
    @skzaheed8549 7 днів тому +1

    Bhai tama madata bhala bajuchhi ,agaku madi chala thank you.

  • @prabhutikumarmallick9137
    @prabhutikumarmallick9137 6 днів тому

    ଅତି ସୁନ୍ଦର ଶଙ୍କର ଭାଇ,

  • @ratanmajhi4759
    @ratanmajhi4759 14 годин тому

    ଶଙ୍କର ବାବୁ , ସପ୍ତଶିର ଭେଦି ଯାଉଅଛି ଅବିଭକ୍ତ କୋରାପୁଟ ଜିଲ୍ଲା କୁ ମଦ ପାଇଁ ବିକ୍ରି କରଯାଇଛି। ଆଦିବାସୀ ବହୁଳ ଜିଲ୍ଲା ର ବ୍ୟକ୍ତି ବିଶେଷ ଙ୍କୁ ମଦୁଆ ଓ ଅଳ୍ପାୟୁ ସ କରିବା ପାଇଁ ଉଦ୍ୟମ କରା ଯାଇଛି। ଧନ୍ୟବାଦ୍ ଶ୍ରୀ ରତନ ମାଝୀ

  • @abiramgamango-nv6hf
    @abiramgamango-nv6hf 7 днів тому

    ଧନ୍ୟବାଦ ଭାଇ, ମାଡ଼ି ଚାଲ ଇଶ୍ୱର ଆପଣ ଙ୍କୁ ଆଶୀର୍ବାଦ କରିବେ, ❤️🌹👍

  • @adumallick2027
    @adumallick2027 6 днів тому +1

    ସଂପୂର୍ଣ୍ଣ ଠିକ୍ କହିଛନ୍ତି ଧନ୍ଯବାଦ

  • @JayJagannath436
    @JayJagannath436 5 днів тому

    ଅତି ସୁନ୍ଦର ପ୍ରସଙ୍ଗ,❤

  • @hemantmohanty-iw8wf
    @hemantmohanty-iw8wf 7 днів тому +2

    Sir you are arguing right direction.