Can Mohan Government Do It ?| ଖୋଳି ପାରିବେ ତ ମୋହନ ସରକାର | The Quiver News

Поділитися
Вставка
  • Опубліковано 22 чер 2024
  • ବନ୍ଧ ମରାମତି ଓ ରକ୍ଷଣାବେକ୍ଷଣ ନାମରେ ହଜାର ହଜାର କୋଟି ଖାଇଯାଇଛନ୍ତି । ସଚିବଙ୍କ ଠୁ ଯନ୍ତ୍ରୀ ଆଉ ନେତାଙ୍କ ଠୁ ମନ୍ତ୍ରୀ କେହି ଭାଗ ଛାଡ଼ି ନାହାନ୍ତି । ଗତ ୨୪ବର୍ଷରେ ବନ୍ଧ ବିଲ ବାବଦକୁ ୧୦ହଜାର କୋଟି ଖାଇ ବୁଡ଼େଇ ଦେଇଛନ୍ତି । ସରକାରୀ ଟଙ୍କା ଖାଇ ଟିଙ୍କ ପାଲଟିଥିବା ଯନ୍ତ୍ରୀ, ସଚିବ ଓ ନେତାମାନେ ।
    #thequiver #thequivernews #odishanews #odishapolitics #politicalnews #bjpodisha #cmodisha #mohanmajhi #naveenpattnaik #money
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in UA-cam! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews

КОМЕНТАРІ • 29

  • @pravkakarnayak9117
    @pravkakarnayak9117 4 дні тому +11

    ଏହା ଉପରେ ତଦନ୍ତ କରି ଏମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ

  • @RanjanKumar-mx1ki
    @RanjanKumar-mx1ki 4 дні тому +3

    Cbi ତଦନ୍ତ ହେବା ଦରକାର

  • @pramodsahu4459
    @pramodsahu4459 3 дні тому

    ପ୍ରଥମେ ଚେନାଲ କୁ ଧନ୍ୟବାଦ

  • @srustidhardey5817
    @srustidhardey5817 4 дні тому +1

    ଜେଲ ଦଣ୍ଡ ଦିଅ ରେ ❤❤❤❤❤

  • @manamohansabar45
    @manamohansabar45 4 дні тому +2

    କ'ଣ କରୁ ଥିଲେ ବିଜେଡି ସରକାର

  • @shinquanone8714
    @shinquanone8714 3 дні тому

    Waw। ଅତି ଉତ୍ତମ। ଟଙ୍କା ଖାଇଯିବାରେ କେହି ପାରିବେନି ଏମାନଙ୍କୁ।😅😅😅😅

  • @user-fr2ru9of4w
    @user-fr2ru9of4w 4 дні тому +1

    ବିଜେଡି ସରକାର ର କାରନାମା

  • @snehalatarath6659
    @snehalatarath6659 4 дні тому

    STRONG ACTION SHOULD BE TAKAN IN THIS CASE IMMEDIATELY 🙏🏻🙏🏻🙏🏻🙏🏻🙏🏻🙏🏻

  • @pramodsahu4459
    @pramodsahu4459 3 дні тому

    ସବୁ ତଦନ୍ତ ହେଉ

  • @Business-inodia
    @Business-inodia 4 дні тому +1

    Why Odisha Vigilance Department not a report since 25 years to the Public of Odisha.

  • @nalinekantamohapatra7893
    @nalinekantamohapatra7893 4 дні тому +2

    ଶୀଘ୍ର ତଦନ୍ତ କର

  • @ManojBerera
    @ManojBerera 3 дні тому

  • @akpanda833
    @akpanda833 4 дні тому +1

    Where is Suresh Mohapatra? Ask him this loot .

  • @sadasibpal7061
    @sadasibpal7061 3 дні тому

    କାହାରିକୁ ଛଡ଼ା ନ ଯାଉ

  • @YoutubeShorts-pf1tx
    @YoutubeShorts-pf1tx 4 дні тому

    Mohan Sir tike Choranku Sabad Karantu

  • @sureshdash8597
    @sureshdash8597 4 дні тому

    Mohan bhai bandha nirman jaga ku apna nije buli dekhantu je pari falls bill naheba

  • @akpanda833
    @akpanda833 4 дні тому

    All JE & MLA are CR ORE PATI

  • @pratapkumarmishra7825
    @pratapkumarmishra7825 4 дні тому

    କାମ ଆରମ୍ଭ ପୂର୍ବରୁ ଭିଡିଓ recoding ଓ କାମ ସରିବା ପରେ ଭିଡିଓ recording କଲେ ଘୋଟଲା କମ ହେବ ଓ କାମ କଣ ହୋଇଛି ଜଣାପଡ଼ିବ

  • @jayantanayak5293
    @jayantanayak5293 4 дні тому

    ଏଇଭଳି ଡକାୟତମାନେ କେବେ ଜେଲ୍ ଜିବେ ଓଡ଼ିଶାର ଜନସାଧାରଣ ଅପେକ୍ଷା କରିଛନ୍ତି ବିଜେଡି ନେତାମାନଙ୍କ ଦୁର୍ନୀତି ପେଡ଼ି ମୋହନ ବାବୁ ଖୋଲିବେ ଓଡ଼ିଶା ବାସୀ ଦେଖିବେ ଜୟ ଜଗନ୍ନାଥ ମୋହନ ବାବୁ ମୁଖ୍ୟମନ୍ତ୍ରୀ ଜିଏ ଓଡ଼ିଶାର ଅନ୍ୟାୟ ଅତ୍ୟାଚାର କରିବ କାଳିଆ ସାଆନ୍ତ ତାକୁ ଛାଡ଼ିବେ ନାହିଁ ଜୟ ଜଗନ୍ନାଥ

  • @tarakeswarbiswal7536
    @tarakeswarbiswal7536 4 дні тому

    Nischinta dhariparibe ,jadi bepari kendra mantri yethire hastakhepa nakaranti

  • @sureshdash8597
    @sureshdash8597 4 дні тому

    Depttt of water resource deptt ra bharasta netanka tharu tanka adaya karajau bhrasta neta engineer mananku arest larantu

  • @ullasakumarjena9573
    @ullasakumarjena9573 3 дні тому

    C b I jancha heu

  • @sureshdash8597
    @sureshdash8597 4 дні тому

    Bjd ra bhrasta neta jantei contractor nku pane dia mohan bhai cm

  • @balakrushnanaik5895
    @balakrushnanaik5895 2 дні тому

    Modira sahajya niantu

  • @abhayakumardas1798
    @abhayakumardas1798 День тому

    ତାଙ୍କୁ କେବେ ଧରିବ

  • @rameshbehera8743
    @rameshbehera8743 3 дні тому

    bjd chora