Puri priest arrested |ବଙ୍ଗାଳିଙ୍କୁ ଠକି ପ୍ରଚୁର ଟଙ୍କା ଆଣିଛନ୍ତି | The Quiver News
Вставка
- Опубліковано 26 чер 2024
- ପୁରୀ ସେବାୟତ ଠକିଛନ୍ତି। ଲକ୍ଷଲକ୍ଷ ଟଙ୍କା ଠକି ନେଇଛନ୍ତି। ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ତଥା ପୁରୀ ଗଜପତି ହୋଟେଲ ମାଲିକ କୃଷ୍ଣଚନ୍ଦ୍ର ପୂଜାପଣ୍ଡା ବଙ୍ଗୀୟ ଲୋକଙ୍କୁ ଠକିଥିବା ଅଭିଯୋଗରେ ଆଜି କଲିକତା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଟଙ୍କା ଠକେଇ କରିଥିବା କୃଷ୍ଣଚନ୍ଦ୍ର ଟଙ୍କା ଫେରାଉ ନଥିଲେ। ବାରମ୍ବାର କହିବା ପରେ ବି ସେ ପଦକ୍ଷେପ ନେଲେ ନାହିଁ। ଏନେଇ କଲିକତା ଲେକ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା।
#thequiver #thequivernews #odisha #puri #kolcuttapolice #Arrest #puripriest #alligation #cheat
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in UA-cam! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews
ପୂଜକ ନୁହନ୍ତି ଜମି ଦଲାଲ୍, ବଙ୍ଗାଳୀ ଙ୍କୁ ଜମି ଦେଵା ନାଁରେ ଠକି ଅଛନ୍ତି।
ଧନ ଲୋଭ ଯାହାର ପ୍ରଚୁର ଅଛି ସେ ପୂଜକ ହୋଇ ପାରିବ ନାହିଁ। ଧନ ଆବଶ୍ୟକତା ହୋଇ ପାରେ ମାତ୍ର ଧର୍ମ ଠାରୁ ବଡ ହୋଇ ପାରିବ ନାହିଁ। ଅତି ଲୋଭ ରୁ ଯାହା ହୁଏ ଏ କାହାଣୀ ତାହା ଦେଖାଉଛି।
Bhala heichhi
BJD ସରକାର ଓଡ଼ିଶାରେ ଥିବା ରୁ ଅଧିକ ସମଚକ୍ରରେ ଠ କି ବା ଅଭ୍ୟାସ ହୋଇ ଯାଇଛି ବୋଲି ବାହାରେ ଆଲୋଚନା ଲୋକେ କଥା ହେଉଛନ୍ତି,
Tate BJD ratire gandi maruthi la mg aela bariadu bujhi la pela adu😡
❤❤❤ good police WB
ଶ୍ରୀ ମନ୍ଦିର ସେବାୟତ ମାଫିଆ control ରେ ଅଛି. Govt କିଛି କରିବେ ନାହିଁ.
Bhala heichi
କଳିଯୁଗ ପୂଜକ
Thaken thake thakyet thake best satayuga janinaki police Ku dhanyabad tks lordzrmji
ମା ଘିଆ କୁ ଜେଲ ପଠାଅ
Puri jami sabu bangali dakhal kariki hotel karichhanti odisha govt sahi sabu hotelku uchhead karantu
ତାଙ୍କ ସମ୍ପତି ସିଜ କରାଯାଉ
Sata katha ame train re shird jau thilu Bombay ru jagannath darsana karibaku ashithile semane kahile gote dine ra pandaamane 5000tanka dakhina neigale
A mg pelei pua amiti karuchanti
Permission to phasi
Langalla karike badda a nakalli manaku
Sanatan dharm ku ye panda mane hni dhajiya udauchanti...panda mane amiti karani... bhagwan nka na kharab karani
Mara salaku
Jami dalal, business man. aku puja panda kala kiye?????