News Point: Ration Card: Who Will Receive And Who Will Be Rejected | Facts To Know

Поділитися
Вставка
  • Опубліковано 28 гру 2024

КОМЕНТАРІ • 702

  • @udayaudaya6054
    @udayaudaya6054 5 місяців тому +152

    ଓଡ଼ିଶାରେ ଦାଦନ ଖଟିବାକୁ ଯାଉଛନ୍ତି ୭୫ ଭାଗ ସେ ବିଷୟରେ କାହାରି ଚିନ୍ତା ନାହିଁ ଗୋଟିଏ ଦାଦନ ୧୨ ଘଣ୍ଟା କାମ କଲେ ୫୦୦ ଟଙ୍କା ପାଉଛି ଥଣ୍ଡା ହଉ ଜର ହଉ ସେ ୩୦ ଦିନ ୧୨ ଘଣ୍ଟା କାମ କଲେ ୧୫ ହଜାର ପାଇବ ସେଇଥିରେ ଖାଇବା ଖର୍ଚ୍ଚ ମୋବାଇଲ୍ recharge ମେଡିକାଲ ଖର୍ଚ ବଡ ବଡ ବାବୁମାନେ ସବୁବେଳେ ଗରିବଙ୍କୁ ମାରିବା ପାଇଁ ବିଭିନ୍ନ ଉପାୟ ଆପଣେଇ ଛନ୍ତି

    • @NabinSethy
      @NabinSethy 4 місяці тому +14

      ଆରେ ଅନ୍ଧ ଭକ୍ତ ମୂର୍ଖ ତମ ଓଡ଼ିଶାରେ ଗୁଜୁରାତି ତେଲଗୁ ବିହାରୀ ରାଜସ୍ତାନୀ ପଞ୍ଜାବୀ ୟୁପି ବଙ୍ଗାଳି ଝାରଖଣ୍ଡ ଓଡିଶାକୁ କଣ ପାଇଁ ଆସିଛନ୍ତି, ତମରି ବୋଳିଆ ଲୋକ ବୋପା ମାଙ୍କୁ ପଚାରୁନଥିବା ଲୋକ ଏ କଥା କହିବ ଦାଦନ ଦାଦନ,,,,, ଆରେ ଭାଇ ପୁରା ଦେଶ ବୁଲିଲେ ଜାଣିବ 👍👍👍🙏🙏🙏

    • @pramodinigoud8022
      @pramodinigoud8022 3 місяці тому

      C 😢o no n TV T at all P XL
      so no
      🙏 ftl vii no boo ft no ft l 6:29 ❤​@@NabinSethy

    • @pabitarkumar7440
      @pabitarkumar7440 3 місяці тому +1

    • @BikashSingh-w7o
      @BikashSingh-w7o 3 місяці тому +1

      P

    • @anubagal5538
      @anubagal5538 3 місяці тому +2

      ଯେଉଁ ଶ୍ରମିକମାନେ ବାହାରେ କାମ କରୁଛନ୍ତି ସେମାନେ କେମିତି କେୱୟସି କରିବେ

  • @BanditteachingTrick
    @BanditteachingTrick 5 місяців тому +235

    ଯେତେ ରାସନ୍ କଟିବ ତାର ବା ବା ନବୀନ ନେବେ କାରଣ ସେ ଲୋକଙ୍କୁ ଧନୀ କରିଥିବାର ପ୍ରମାଣ ମିଳିବ ରାସନ୍ କଟିଲେ

  • @basantakumarpanda9022
    @basantakumarpanda9022 5 місяців тому +114

    ଓଡିଶାର ଲୋକମାନେ ମଦ ପିଇ ବା ଦ୍ବାରା ବହୁପରିବାର ଦରିଦ୍ର । ଏପରି କି ମଦ୍ୟପ ମାନେ ରାସନଚାଉଳ ବିକି ମଦ ପିଉଛନ୍ତି।

    • @santoshpurohit8800
      @santoshpurohit8800 5 місяців тому +6

      Online modo bika habo kon hela bhalo naa

    • @swarajpradhan1980
      @swarajpradhan1980 5 місяців тому +1

      Correct

    • @humdevdutt2801
      @humdevdutt2801 5 місяців тому

      @@basantakumarpanda9022 ଭାଇ ଯିଏ ମଦ ପିଏ ସେ ମୂର୍ଖ but jie ମଦ କୁ ପ୍ରୋତ୍ସାହନ ଦଉଛି ସିଏ ଶିକ୍ଷିତ ହେଲେ ଏଠାରେ ମସଲା ଅଲଗା, ସରକାର୍ କେମିତି ଲୋକେ ମୂର୍ଖ, ମଦୁଆ, ବେଧୂଆ, ଗରିବ ହେବେ ସେଟା ପ୍ଲାନ୍ ଚାଲେଇଛି

    • @ramimarndi4263
      @ramimarndi4263 5 місяців тому

      nirato soto kotha.

  • @babulubariha2098
    @babulubariha2098 5 місяців тому +45

    ରାସନ୍ କାର୍ଡ କାଟି ଦେଲେ ଆଉ ସୁଭଦ୍ରା ଯୋଜନା ରେ ୫୦,୦୦୦ ଟଙ୍କା ଆଉ ଦେବାକୁ ପଡ଼ିବନି l

  • @purnabehera7864
    @purnabehera7864 5 місяців тому +83

    ଗରିବଙ୍କ, ର, କଟିବ,ଧନୀ, ରହୀବେ

    • @Marndi__official-yv9pu
      @Marndi__official-yv9pu 5 місяців тому +4

      Right

    • @humdevdutt2801
      @humdevdutt2801 5 місяців тому +2

      Right

    • @humdevdutt2801
      @humdevdutt2801 5 місяців тому +3

      ଇଟା ସବୁ ଗରିବ କୁ ଧନୀ ବୋଲି କହି କାର୍ଡ କଟିଦେବେ ଆଉ କହିବେ ଓଡ଼ିଶା ରେ ଗରିବ ନାହିଁ। ବା ବା ରେ ସରକାର୍

    • @TaraniMahanta-ss5qn
      @TaraniMahanta-ss5qn 5 місяців тому +1

      Bakarbjp

    • @TaraniMahanta-ss5qn
      @TaraniMahanta-ss5qn 5 місяців тому

      Bjpchuarasala

  • @arabindajena3575
    @arabindajena3575 5 місяців тому +40

    ଦସ ଏକଡ ଜମିଥାଇ‌‌ ଦୋତାଲା ବିଲଡିଙ୍ଗ୍ ଥାଇ35‌ କେଜି ଚାଉଳ ପାଉଛନ୍ତୀ

    • @routpradipta8067
      @routpradipta8067 3 місяці тому

      ତୁ ଶଳାପାଉନୁ ବୋଧେ ତୋର ହିଂସା ହେଉଛି । ଶାଲା କଙ୍କଡା ।

  • @santoshpadhykumar9418
    @santoshpadhykumar9418 5 місяців тому +84

    ମାଗଣାରେ ବିଭିନ୍ନ ଯୋଜନା କୁ ବନ୍ଦ କରଯାଉ ଏହାଦ୍ବାରା ଅଳସୁଆ ସଂଖ୍ୟା ବୃଦ୍ଧି ପାଉଛି

  • @santoshkumarmishra2620
    @santoshkumarmishra2620 5 місяців тому +38

    Bank ରେ 15 G ଦେଉଥିବା ଲୋକ ଭତ୍ତା ଓ ରାସନ୍ ମଧ୍ଯ ପାଉଛନ୍ତି. ସେମାନଙ୍କୁ ଚିହ୍ନଟ କରି ତାଙ୍କଠାରୁ ରିକଭରି କରାଯାଇ ଜେଲ ପଠାଇବା ପାଇଁ ବ୍ଯବସ୍ଥା କରନ୍ତୁ

    • @BharatChandraJena-yp2vx
      @BharatChandraJena-yp2vx 5 місяців тому +3

      odishakunomber1garib1tautar1lachua1madhua1emitisabukichhi1karichhibjdthakikhaebara10dishaemiti1😅

  • @KaliaMeher-m3e
    @KaliaMeher-m3e 5 місяців тому +16

    ଓଡ଼ିଆ ରୁ ଗରିବ ହଟେଇବାକୁ ହେଲେ ସବୁ ଗରିବଙ୍କୁ ମାସିକ 5000 ଟଙ୍କା ଦିଆ ଯାଉ 🙏🙏🙏🙏

    • @NareshKumar-uk5sk
      @NareshKumar-uk5sk 5 місяців тому +1

      Emty hele gariba loka sankhya badhiba patha satha tk padha wmty murkha bhali kuhani

  • @KaliaMeher-m3e
    @KaliaMeher-m3e 5 місяців тому +8

    ସରକାର ଚାଉଳ ଦେଇ ଲୋକଙ୍କୁ ଗରିବ କରିଦେଲେଣି ଆଉ ଚାଉଳ ବିକି ମଦ ପିଉଛ ନ୍ତି 🥰🥰🥰

    • @biswajitsahu345
      @biswajitsahu345 3 місяці тому

      Madua manaka pain sabu gariba ka upore kharap haba emiti kahani...bhut gariba Loko achanti sarakar nka chaula pauchanti

  • @saraswatisahoo5171
    @saraswatisahoo5171 5 місяців тому +91

    ତମ ବିଜେପି ବାଲା ଗୋରୁ ମାଂସ ବିକ୍ରୀ କରୁଥିବା କମ୍ପାନୀ ଠାରୁ ପାଟି ଫଣ୍ଡ ଆଦାୟ କରୁଛନ୍ତି।ତମ ମୋଦି ସରକାର କୁ ଲଜ୍ଜା ନାହିଁ ଛି

    • @Shivap644
      @Shivap644 5 місяців тому +4

      ତୁ ଯେତିକି ଜାଣିଛୁ ତୁ କହିବୁ କାରଣ ତୁ ଜଣେ ହିଂସମ୍ତକ ଲୋକ ଟା

    • @Viralvideos55238
      @Viralvideos55238 5 місяців тому

      Thike kahichha bjp sarakara murkha chora sarakara

    • @Viralvideos55238
      @Viralvideos55238 5 місяців тому

      Bjp sarakara chora au murkha sarakara gandi mara sarakara

    • @litukumar166
      @litukumar166 5 місяців тому

      Tu kia kahilu murkha seta cow meat pai nuhe seta pig meat pai fast bhala re sabu janiki kuha stupid

    • @djdas9706
      @djdas9706 5 місяців тому +1

      Now please all of you stop arguing. Although BJD has made some mistakes but they have not done any sins like increasing income tax upto stupidity manner. So BJP lovers stop blaming BJD lovers and BJD lovers stop stop judging the BJP . At least BJD lovers be proud of supporting BJD which is atlast people lovers . We gave vote to BJP to improve our State but everyone can see what BJP is doing now ,so now not you or I are to be blamed but all odisha people are responsible for choosing BJP as head . We are Odia we should support ourselves , not a single BJP member or BJD member can create lack between our Odia union

  • @ajitkumarkujur4153
    @ajitkumarkujur4153 5 місяців тому +34

    ବିଜେପି ସରକାର କେବଳ ୫ବର୍ଷ ପାଇଁ ଓିଶାରେ ରହି ପାରିବ

    • @jingyasinibhanda3438
      @jingyasinibhanda3438 5 місяців тому

      Achha

    • @SrungarajPatra
      @SrungarajPatra 5 місяців тому +1

      ତୁ ସବୁ ଜାଣିଛୁ

    • @biswajitsahu345
      @biswajitsahu345 3 місяці тому

      Thik kotha Bhai jou sabu emiti akhadua rules sabu karuchi laguni auu rahila bhali only 5 yrs

  • @BanditteachingTrick
    @BanditteachingTrick 5 місяців тому +21

    ଆରେ 80 କୋଟି ଲୋକେ ପରରା ରାସନ୍ ପାଉଛନ୍ତି ଦେଶରେ ଆଉ ଦେଶ କେମିତି 5 ଟ୍ରିଲିଅନ ହେଲାନି

  • @pravakarpradhan1571
    @pravakarpradhan1571 5 місяців тому +31

    ସବୁ BJP ଭିକାରୀ ନେତା ମାନେ ଚାଉଳ ପାଆନ୍ତୁ

  • @pravakarpradhan1571
    @pravakarpradhan1571 5 місяців тому +23

    ଡବଲ ଇଞ୍ଜିନ ସରକାର ଦେଶକୁ ଲୁଟୁଛି,

  • @lalitasahu6879
    @lalitasahu6879 5 місяців тому +12

    2ଏକର୍ ରୁ ଅଧିକ ଜମିଥିଳେ ରାସନ୍ କଟିବା ଉଚିତ୍

  • @thomaskor4406
    @thomaskor4406 5 місяців тому +25

    ଏହା ସ୍ବାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ,ଭତା ଧିକାରୀମାନଙ୍କ ମାନଙ୍କ ବିଷୟରେ ମଧ୍ୟ ମୋନଯୋଗି ହେଲେ ଆହୁରି ବହୁତ ଭଲ ହେବ,

  • @maheshwardas310
    @maheshwardas310 5 місяців тому +5

    ଆମ ଗାଁ ରେ 20% ବଡ ଲୋକ ପାଉଛନ୍ତି ରାସନ୍

  • @SantosSwain-l8r
    @SantosSwain-l8r 4 місяці тому +3

    ବିଜେପି ଵାଲା ଏବେ ଯଦି ଭୋଟ ହେବ ବିଜେପି ଗୋଟିଏ ସିଟ ଜିତିପାରିବନି ଶଳା. ଓଡିଶା ବାସି ସବୁ ଜାଣିସାରିଲେଣି

  • @SrimattaKumbhar
    @SrimattaKumbhar 5 місяців тому +43

    କାଟୁ ମାଗିହl BJP ସରକାର ଥିବା ଯାଏ ଏମିତି କରିବ 5 ବର୍ଷ ପାଈଁ ତାପରେ ମାଗିହl BJP ଵାଲେ ବାଣ୍ଡ ଚୁହୁ ଥିବେ

    • @achyutbag4614
      @achyutbag4614 4 місяці тому +3

      Right

    • @DhukhanasanaDeep
      @DhukhanasanaDeep 4 місяці тому +1

      Thik kariba

    • @RHlKARlJANI
      @RHlKARlJANI 4 місяці тому

      ​@@achyutbag4614Qqqqì ko

    • @GobardhanSahu-d4q
      @GobardhanSahu-d4q 4 місяці тому

      ​@@achyutbag4614😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

    • @sarbeswarbehera1314
      @sarbeswarbehera1314 4 місяці тому

      21:41

  • @PrakashTakri-y4z
    @PrakashTakri-y4z 5 днів тому +1

    Good morning ❤❤❤❤❤❤

  • @DebabrataMahapatra-wq5fb
    @DebabrataMahapatra-wq5fb 3 місяці тому +2

    ସରକାର ସମସ୍ତ ଙ୍କ , ସମସ୍ତେ ସରକାର ଙ୍କ ସାହାଯ୍ୟ ପାଇବା ଆବଶ୍ୟକ , ଧନୀ କୁ ବି ରାସନ୍ କାର୍ଡ ଦେବା ଆବଶ୍ୟକ ସେ ବୀ ସରକାର ତିଆରି ପାଇ ଭୋଟ ଦେଇଛି । ଧନୀ କୁ ସରକାର ଧନ ଦେଇ ଧନୀ କରି ନାହିଁ । ତା ର ନିଜ କଷ୍ଟ ରେ ସେ ଧନୀ ସେ ବି ନାଗରିକ ଓ ସେ ବି ସରକାର ଗଠନ କରିଛି

  • @ChandrasekharSanta-mt1bj
    @ChandrasekharSanta-mt1bj 5 місяців тому +5

    ଆଉ ଗରିବ ଲୋକଙ୍କୁ ମୁଣ୍ଡ ପିଛା 10kg ଲେଖାଏଁ ଦିଆ ଯାଉ

  • @RamaSwami-k2s
    @RamaSwami-k2s 5 місяців тому +3

    Bhai ଏସବୁ ମିଛ କଥା ଭାରତରେ କେହି ଆଉ ଗରିବ ନାହାନ୍ତି, ଆମ ଗାଁରେ 16 ଚକିଆ ଗାଡ଼ି ଅଛି ସେ ବର୍ତ୍ତମାନ ରେସନ କାର୍ଡ ପାଇଁ apply କରିବାକୁ ଗଲାଣି

  • @DactorKing-ez5uh
    @DactorKing-ez5uh 5 місяців тому +20

    ପୁଅ ଚାକିରି ଅଛୀ ହେଲେ ବାପା ନା ରେ ରେସଂନ୍ କାର୍ଡ ଅଛୀ ସେ ଚାକିରିଆ ପୁଅ କଣ ତା ବାପ କୁ ଖାଇ ବାକୁ ଦେଓ ନାହି ସେ ରେସଂନ୍ କାର୍ଡ ରଖିଛି
    ସେ କୀ ବାଳ ପୁଅ

    • @NareshKumar-uk5sk
      @NareshKumar-uk5sk 5 місяців тому +2

      Tame janinaki ajikali chua chakiri kale bapa manku pacharu nahanty murkha manisa

    • @TikeswarNaik-cf6by
      @TikeswarNaik-cf6by 5 місяців тому +1

      Right kathha bhai gariba loka taa pua chakri paigala bapa ku pacharu nahanti bapa ku miliba kathha resan card

    • @radharanisahoo5368
      @radharanisahoo5368 5 місяців тому +1

      Age Kali pua kata bapa ma ku dakhuchanti. News dakhunahanti ki ,pua bapa ku maruch,maa ku maruchanti.bapa maa ku anaunahanti. Apanamane jagannath ka pakharu agya aneki kholila, jagannath ka agya bena Kiya chore kareba.jade seya chore kareparela ,tahala Tama kahike chora nuha, jagannath ka anupasthitee re.

    • @TapanroseBTR
      @TapanroseBTR 5 місяців тому +1

      ପୁଅ ଚାକିରି କରିଛି, ବାପା କି ମା ନୁହେଁ.......
      ଆଜିକାଲି ପୁଅ ମାନେ କିପରି ବାପା ମା ଙ୍କୁ ପଚାରୁଛି ସମସ୍ତେ ଜାଣନ୍ତି.......
      ତେଣୁ ଏମିତି କଲେ ଆଗାମୀ ନିର୍ବାଚନରେ bjp ନାମ ନେବ

    • @biswaranjanmallick2894
      @biswaranjanmallick2894 5 місяців тому +1

      Pua chakiri karichi boli pua naa kataa Jau ......only one chakiri kari thiba lokankara kataa jaau...

  • @malayapradhan8400
    @malayapradhan8400 5 місяців тому +5

    Bala ration card , ଚାଉଳ ମାସକୁ 150 ଟଙ୍କା ଦେଇଛ ,କାଟିଦେଲେ ଲୋକଙ୍କର ବାଳ ଉପଡ଼ି ଯିବନି।

  • @9692sree
    @9692sree 4 місяці тому +2

    ସବୁ ବଡ଼ ବଡିଆ ଲକୋଙ୍କୁ ରାସନ୍ ମିଳୁଛି ଆଉ ଜଣେ ଚାଷୀ ଭାଇ ଚାଷ ବାସ ପାଇଁ ଟ୍ରାକ୍ଟର ଟିଏ ଲୋନ୍ ରେ ଧାର କରଜ ହୋଇ ଗାଡ଼ିଟେ ଆଣିଲେ ତାକୁ ଧନୀ ରେ ଅନ୍ତର୍ଭୁକ୍ତ କରି ଦିଆ ଯାଇ ତାକୁ ସେ ଚାଷୀ ର ରାସନ୍ କାର୍ଡ ଏ ମିତିକି ଅଫିସିଆଲି ସମସ୍ତ ସୁବିଧାରୁ ବଞ୍ଚିତ କରି ଦିଆ ଯାଉଛି ଯଦି ରି ଚେକ୍ କରିବାର ଅଛି ତ ଭଲରେ କରାଯାଉ ତା ନହେଲେ ସରକାର୍ କୁ ଏ ହାର ଉଚିତ୍ ଜବାବ୍ ଆଗାମୀ ଦିନରେ ମିଳିବ l

  • @SrungarajPatra
    @SrungarajPatra 5 місяців тому +6

    କାଗଜ କଲମରେ ଓଡ଼ିଶା no 1,

  • @rrrromeo2579
    @rrrromeo2579 3 місяці тому +1

    ଜଉ ମାନେ ଵାହାରେ ରହୁଛନ୍ତି ସେମାନଙ୍କ କଥାବାର୍ତା ଟିକିଏ ଵୁଝାଆଉ

  • @satishkumarpradhan6885
    @satishkumarpradhan6885 5 місяців тому +15

    Next time BJP mukt odisa

  • @NSkantKumar
    @NSkantKumar 5 місяців тому +7

    ଭଲ ଚାଉଳ ସବୁ ବିକ୍ରି କରିଦେଇ ପ୍ଲାଷ୍ଟିକ ଚାଉଳ ଦିଆ ଯାଉଛି !!!!! ଜମି ଦାର ମାନେ ରାସନ୍ କାର୍ଡ, ଇନ୍ଦିରା ଆବାସ ର ହିତାଧିକାରୀ ଅଟନ୍ତି !!!¡

  • @bijayamallick6797
    @bijayamallick6797 5 місяців тому +12

    Biometric system hele bahu ହିତାଧିକାରୀ ଚାଉଳ ପାଇବରେ ବଂଚିତ ହେବେ ସରକାର ଆଉଥରେ ରାସନ କାର୍ଡ ଯାଞ୍ଚ ଜାରିବାରେ ଆବଶ୍ୟକତା ଅଛି

  • @SushilMahakud-qo3vs
    @SushilMahakud-qo3vs 4 місяці тому +1

    ବହୁ ଦଳୀୟ ଧନୀ କୁଜି ନେତା ମାନଙ୍କର ଜମି,ଗାଡ଼ି, ବଡ଼ ବଡ଼ କୋଠା ଥାଇ ରାସନ୍ କାର୍ଡ ପାଇଛନ୍ତି

  • @bijaykumarbhanja874
    @bijaykumarbhanja874 4 місяці тому +1

    ଯେଉଁ ପିଲାମାନେ ବାହାର ଅଛନ୍ତି ତାଙ୍କ କ'ଣ ହେବ

  • @subhadrikadas-mt2et
    @subhadrikadas-mt2et 4 місяці тому +2

    ଜେଉ ମାନେ ବିଦେଶରେ ଅଛନ୍ତି ସେମାନେ କଣ କରିବେ କିଏ 8 ଦିନ 10 ଦିନ20 5 6 ଦିନ 7 ଦିନ 9 ଦିନ 18 ଦିନ 22 ଦିନ କୋଉଠି ଆଣି ବେ 5000 ହଜାରେ ଟଙ୍କା ଜିବା ପାଇଁ

  • @gangadharsatapathy316
    @gangadharsatapathy316 4 місяці тому +3

    ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ଏବଂ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଯେଉଁମାନେ ଏ ପର୍ଯ୍ୟନ୍ତ ନେଉଛନ୍ତି ସମସ୍ତ ମୂଲ୍ୟ ପୈଠ କରିବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

  • @susantapradhan1652
    @susantapradhan1652 3 місяці тому +1

    ସାର୍ ମୁଁ ସବୁବେଳେ ବାହାରେ ରୁହେ ପରିବାର ପୋଷଣ କରିବା ପାଇଁ।
    ଟ୍ରେନ ଯିବା ପାଇଁ ଅସଖମ କାରଣ ଟ୍ରେନ ଗାଇଡ ଲାଇନ୍ ସକାଶେ।
    ସେଥି ପାଇଁ ମୋର ଅନୁରୋଧ ଏହି କାର୍ଯ୍ୟରେ ଗରିବ ଙ୍କ ପାଇଁ କାଟର ନିଆଁମ କରନ୍ତୁ ନାହିଁ।

  • @padmanavapatra7079
    @padmanavapatra7079 5 місяців тому +2

    Ground team ବନିକି proper ଇନକ୍ୱାରୀ ହଉ...

  • @satyabhamabehera768
    @satyabhamabehera768 4 місяці тому

    ପ୍ରକାଶ ରଥ Sir ଠିକ୍ କହିଛନ୍ତି❤❤❤❤

  • @prasantakumardas8587
    @prasantakumardas8587 5 місяців тому +7

    ବିଜେପି ବାଲା ବଳ ଉପାଡି ଦବ ସଳା ମିଛୁଆ ସରକାର

  • @Mehendi._.Artist_143
    @Mehendi._.Artist_143 5 місяців тому +3

    ଧନୀ ହେଉଛୁ ସରକାରୀ ଟଙ୍କାରେ ନୁହଁ ନିଜ ପରିଶ୍ରମ ଟଙ୍କାରେ

  • @TapanroseBTR
    @TapanroseBTR 5 місяців тому +2

    Bjp ଯେତେ ରାସନ କାର୍ଡ କାଟିବ ସେତେ ଭୋଟ bjd କୁ ଯିବ......
    Don't take this step bjp govt.

  • @bijayprd7920
    @bijayprd7920 5 місяців тому +11

    ଆମ ରାଜ୍ୟ ଗରିବ ଥାଉ । ଆଉ ଆମ ଲୋକ ମାନେ ସବୁ ଗରିବ ଥାଆନ୍ତୁ ହେଲେ ନବିନ ପଟ୍ଟନାୟକ No -1ବୋଲି କହି କହି ବୁଲୁ ଥିଲା bjd । କହିବାକୁ ଗଲେ ଗୋଟେ ମୁଖ୍ୟ ମନ୍ତ୍ରୀ No-1 ହେବା ଜରୁରୀ ନା ଆମ ରାଜ୍ୟ no-1 ହେବା ଜରୁରୀ(ସାଢେ଼ ୪କୋଟି ଲୋକଙ୍କ ଭିତରୁ ୩କୋଟି ୧୬ ଲକ୍ଷ ଲୋକ ରାସନ୍ ପାଉଛନ୍ତି) ଏଥି ପାଇଁ ବୋଧେ ନବୀନ no -1😢😂😂😅

  • @JitendraKumarNayak-ov2gl
    @JitendraKumarNayak-ov2gl 5 місяців тому +20

    ମୁଁ ଭଲ Bolero driver ମତେ neo bolero ଗୋଟେ ଦିଆଯାଉ

  • @hareshkumarpatel7452
    @hareshkumarpatel7452 5 місяців тому +2

    ନେତା ମାନକଂର ବି ଦରମା କମ କରନ୍ତୁ ଏମାନେ ପରା ଲୋକ ସେବା କରୁଛନ୍ତି।

  • @NareshKumar-uk5sk
    @NareshKumar-uk5sk 5 місяців тому +3

    100% guarentee deuchi jadi Ration card katiba bjp sarkar then next ku BJP pura safa hoijiba 👍👍 1 bi seat paibani😡😡

  • @swagatmohanty2958
    @swagatmohanty2958 5 місяців тому +4

    Prakash sir nka conversation re dum achhi.... Ration card ra facility bahut dhani srenira loka mananku madhya dia heichhi.. Those who have own flat and other assets.... Gariba and Dhani katha ta samaste kahile hele... I WANT TO SAY ONE THING THAT... MIDDLE CLASS PEOPLE MAY GET THE RATION CARD... Kia b tanka pain katha hau nahanti... Jay Jagannath🙏

  • @HemantaSahu-yv1fq
    @HemantaSahu-yv1fq 5 місяців тому +2

    ବିଜେଡି ର ସବୁ ନେତା ଗରିବ ର ହକ ମରା ନେତା ଥିଲେ ଏ ମାନଙ୍କ ପାଇଁ ନବୀନ ହାରିଲା (ନବୀନ ନମ୍ବର 1ମନ୍ତ୍ରୀ ଥିଲେ )

  • @amareshamohanty69
    @amareshamohanty69 5 місяців тому

    ଚୋରା ମଦ,ଗଞ୍ଜେଇ ଏବଂ ପାଉଡର ବିକୁଥୀବା ଲୋକଙ୍କ ବିରୋଧ ରେ ସରକାର କେବେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ ?

  • @SusilKumar-is7mh
    @SusilKumar-is7mh 5 місяців тому +3

    ପୂର୍ବରୁ ଭୂତ ହିତାଧିକାରୀ ମାନଙ୍କ ଠାରୁ ମିଳିଥିବା ଅର୍ଥ ଯେଉଁମାନେ ପାଉଥିଲେ ସେମାନେ ଏବେ ସେହି ଅର୍ଥ ନ ପାଇ କାଳେ ଅନ୍ୟମାନେ ସେହି ଅର୍ଥ ପାଇଯିବେ, ସେହି ଭୟରେ ପୂର୍ବରୁ ଯେଉଁମାନେ ହିତାଧିକାରୀ ଚିହ୍ନଟ କରିଥିଲେ ସେହିମାନେ ହିଁ ବର୍ତ୍ତମାନ ଭୂତ ହିତାଧିକାରୀ ସଂଖ୍ୟା ଦର୍ଶାଉଛନ୍ତି ।

  • @mrgiriji6369
    @mrgiriji6369 5 місяців тому +6

    Ration card katile next BJP Sofa heigibo....

    • @sujit_sahoo
      @sujit_sahoo 5 місяців тому

      Dhani loka ka ra to katiba

  • @srikantakumarhota6134
    @srikantakumarhota6134 4 місяці тому +2

    ଓଡିଶା ସବୁଥିରେ ନଂବର ୧।
    ମାଗିହା ବିଜେଡି ଦଳ ଓଡିଶା କୁ ବରବାଦ୍ କରି ଦେଇଛନ୍ତି।

  • @manguluBehera-f4m
    @manguluBehera-f4m 5 місяців тому +1

    ଗୋଛାବାଡିରେ ଧନୀ ଲୋକ ମାନେ ରାସନ ନେୟୁଛନ୍ତି ବିଜେପି ଜୟ ହୋ . . .

  • @jasonkhorayoutubeofficial5628
    @jasonkhorayoutubeofficial5628 4 місяці тому +2

    ଯଦି ଯାହାର ବି ରାସନ କାର୍ଡ କାଟିବ ଏହି ଗୋବରିଆ ସରକାର ତୋ ୟାକୁ କିଏ ବି ଭୋଟ୍ ଦିଅନ୍ତୁ ନାହିଁ

  • @DinakrishnaPanda-oj5gc
    @DinakrishnaPanda-oj5gc 3 місяці тому

    ଧନୀ ମାନେ ନେଉଛନ୍ତି ଏବଂ କାହାର କଟି ନାହିଁ। ଆମ ପଞାୟତରେ ଆସନ୍ତୁ ଗୋଟିଗୋଟି ଦେଖେଇବି। କାହାରି ଭୟ ନାହିଁ। ବାଇକ ଓ ସାଇକଲରେ ମାଲ ବୁହା ଚାଲିଛି। କାଟିଲେ ଭୋଟ ଦେବେ ନାହିଁ। ତଥାପି କଟିବକି।

  • @lingaraju7324
    @lingaraju7324 12 днів тому +1

    Bolo bolo dhoni mane
    Raasan Card re Fyda naiu chonthi...😮

  • @nirupamasahoo91
    @nirupamasahoo91 4 місяці тому +1

    ଆମ ଗାଁ ରେ ଯାହାର ଗାଡ଼ି ଅଛି ସେମାନେ ରାସନ କାର୍ଡ ପାଇଛନ୍ତି

  • @DubrajMurmu-j6i
    @DubrajMurmu-j6i 10 годин тому

    ଗରିବ ମାନଙ୍କର ଏପର୍ଯ୍ୟନ୍ତ ମିଳି ନାହିଁ ରେସନ

  • @mylifestyle2239
    @mylifestyle2239 5 місяців тому

    ପ୍ରକାଶ ବାବୁ ଟିକେ ମନେ ପକେଇବେ ମିଛ କହିକି ଯୋ ଭୋଟ ନେଇଛ ନା ଆଉ
    ବେଶୀ ନାହିଁ ପାଞ୍ଚ ବର୍ଷ ଭିତରେ କଣ କରିବାର ଅଛି କର ତାପରେ ଭୋଟର ମାନେ ଜବାବ୍ ଦେବେ ତାପରେ ମନେ ପକାଇବେ ଯୋ ପାଟିରୁ ଭାଷଣ ମାରୁନ ନା ତାଲା ପଡ଼ିବ !🤫🤫

  • @debiprasadmishra2699
    @debiprasadmishra2699 5 місяців тому +2

    ବିଜେପି ମୁଖପାତ୍ର ଯାହା କହୁଛନ୍ତି ସେଥିରୁ ବୁଝିବାକୁ ହେବ :
    ଯେଉଁମାନେ ବିଜେପି ଦଳ
    କର୍ମୀ ଓ ନେତା ସେମାନେ ଖାଣ୍ଟି ସୁନା।
    ଯେଉଁମାନେ ବିଜେଡି ଦଳ କର୍ମୀ ଓ ନେତା ସେମାନେ ମାଟି ଖପରା।
    ଦଲାଲ୍।
    ଏବେ ବିଜେପି ସରକାର ଚାଲୁଣି ରେ ଛାଣନ୍ତୁ।
    ଦୟା ମାୟା ନକରି କାର୍ଯ୍ଯାନୁଷ୍ଠାନ ନିଅନ୍ତୁ।
    ପାହାଡ ଖୋଲନ୍ତୁ।

    • @TrinathKumar-ct7qn
      @TrinathKumar-ct7qn 3 місяці тому

      Tamba bhare BJP party Kitna to bol diya BJP to Ghar ek hi legi randiya BJP ki photo

  • @RamanathMohanty-c9p
    @RamanathMohanty-c9p 4 місяці тому

    Very much😍😍😍😍🎉🎉💝🙏🙏🙏🙏🙏🙏🙏

  • @BharatiBeura
    @BharatiBeura 5 місяців тому +2

    ମୁଣ୍ଡପିଛା ରୁଣଭାର ୨୦୦୦୦ ଥିଲା ଆଉ ୬୦୦୦ ବଢ଼ିଲା। ଭଲ ନା ଆଉ ବଢୁ...

  • @JadabKeher
    @JadabKeher Місяць тому

    ଦୁଃଖଦେଇଗଲ ଦରଦିବନ୍ଧୁ

  • @RabiBabu-singer
    @RabiBabu-singer 2 місяці тому

    👍👍👍👍👍👍👍👍

  • @Archanasalangi
    @Archanasalangi 3 місяці тому

    Yes 😢😢😮😮

  • @PradeepNag-i4j
    @PradeepNag-i4j 3 місяці тому

    ଚାଉଳ ରୁ ମଧ୍ୟ ପାଟି ପ‌ଈସା ନେଇ ଏହି ସତ୍ କଥା। ଆମ ଗାଁ ରେ ମଧ୍ୟ ଏମିତି ଅଛନ୍ତି ଆମ୍ ଗ୍ରାମ ପଞ୍ଚାୟତ ରେ ମଧ୍ୟ ଏମିତି ଅଚ କନକ

  • @kaliabadatya7621
    @kaliabadatya7621 3 місяці тому

    ସରକାର ଙ୍କୁ ବିଦେଶ ରେ କେତେ ଶ୍ରମିକ ଦାଦନ କାମ କରୁଛନ୍ତି ସେଇଟା ଦେଖା ଯାଉନି।....

  • @amiya1k
    @amiya1k 5 місяців тому +1

    16 ଲକ୍ଷ vote କମିବ ବିଜେପି ର

  • @subhalaxmisingh6650
    @subhalaxmisingh6650 3 місяці тому

    ଗରିବ ଲୋକ ହେଲେବି ବିଜେଡି ଲୋକ ବୋଲି ଜାଣିଲେ ରାସନ୍ କାର୍ଡ କାଟିବେ ବିଜେପି ସରକାର ପ୍ରକାଶ ରଥ ସିଧା ସିଧା କହିଛନ୍ତି

  • @GaganaMishra-m2h
    @GaganaMishra-m2h 5 місяців тому +1

    💯 Right
    Jay Jagannath

    • @TrinathKumar-ct7qn
      @TrinathKumar-ct7qn 3 місяці тому

      Are murkh ho gaya Odia recording English recording BJP Gandhi mar jayegi Odia comedy

  • @PradeepNag-i4j
    @PradeepNag-i4j 3 місяці тому

    ୨ ଏକର ରୁ ଅଧିକ ଜମି ଥିଲା ରାସନ୍ କାର୍ଡ କାଟିବା କଥା ଏବଂ ପଞ୍ଚାୟତ ଡ୍ରେସ୍ ମଧ୍ୟ ବଦଳା ଯାଇନାହିଁ

  • @dilipsamal4536
    @dilipsamal4536 4 місяці тому +1

    ଖାଲି ଚାଉଳ ଦେଇ ଦେଲେ କଣ ଲୋକ ଧନୀ ହେଇ ଯିବେ ଗରିବ କେହି ଯଦି ନ ରହିବେ ତାହେଲେ ତମର ବଡ଼ ବଡ଼ ଘର ତିଆରି କିଏ କରିବ ଚାଷ କାମ କିଏ କରିବ ଶଳା

  • @RabindraRout-qw5pe
    @RabindraRout-qw5pe 3 місяці тому

    ଅସ୍ତରଙ୍ଗ
    ବ୍ଲକ୍
    କୋରୋନପଚୟଟ
    ଧନୀଲୋକରାସନ୍
    ପାଉଛନ୍ତି

  • @ruhyas84
    @ruhyas84 5 місяців тому

    ଜୟ ଶ୍ରୀରାମ ।

  • @koshlichatnibbc5278
    @koshlichatnibbc5278 4 місяці тому

    ଚାରିଚକିଆ ଗାଡି ରଖିଲା ଲୋକ ମାନେ ମଧ୍ଯ ରାସନ କାର୍ଡ ଅଛି ଚାଉଳ ପାଉଛନ୍ତି କିନ୍ତୁ
    ଗରିବ ଲୋକଙ୍କ ପାଖରେ ରାସନ କାର୍ଡ ନାହିଁ କି ଚାଉଳ ପାଉ ନାହାଁନ୍ତି!

  • @somasahu1208
    @somasahu1208 5 місяців тому +2

    Bjd..mr.naveen.ptnyk.❤❤❤

  • @satyabratasamal6414
    @satyabratasamal6414 5 місяців тому +1

    ମାନସ ବାବୁ, ଏ ବିଲୁଆ ବିଚାର ଆଉ ଷଣ୍ଢ ଭାଗବତ ନପଢି ଅସଲ କଥା ଅନେକ ଅଛି, ତାହା ଉପରେ ଟିକେ ନଜର ପକାନ୍ତୁ। ଏ ପୁରୁଣା ରେକର୍ଡ ଶୁଣି ଶୁଣି ଖରାପ ଲାଗିଲାଣି।

  • @prasantakumarbarik1611
    @prasantakumarbarik1611 4 місяці тому

    Good 👍

  • @gopalchsahoo2188
    @gopalchsahoo2188 4 місяці тому

    ଯେଉଁ ଲୋକମାନଙ୍କର ପାଇବା ପାଇଁ ଯୋଗ୍ୟ ତାଙ୍କୁ ଦିଅନ୍ତୁ

  • @swarnalatasahoo8148
    @swarnalatasahoo8148 4 місяці тому

    ପ୍ରତ୍ୟେକ ଗ୍ରାମରେ ପ୍ରାୟତଃ ପରିବାରରେ ନୂଆ କିମ୍ବା ପୁରୁଣା ଦୁଇ ଚକିଆ ଗାଡ଼ି ରହିଅଛି

  • @RabiBabu-singer
    @RabiBabu-singer 2 місяці тому

    Plz take action.....❤❤❤❤

  • @shivkumarrajakshivkumarraj8788
    @shivkumarrajakshivkumarraj8788 3 місяці тому +1

    Rourkela odisha se Jay Jagannath dinar bajan me Kam deta he

  • @PadmakishoreNayak
    @PadmakishoreNayak 5 місяців тому +1

    2017 ଜୁଲାଇ ମାସ ଚାଉଳ ଅସୁବିଧା ର କାରଣ ହେତୁ ଉଠାଇ ପାରି ନଥିଲି , ଅଗଷ୍ଟ ମାସ ର ଚାଉଳ ପାଇଁ ଡିଲର ପାଖକୁ ଗଲି ଡିଲର ମନା କରିଦେଲା ଯେ ତୁମ ରାସନ କାର୍ଡ କଟିଯାଇଛି।ବ୍ଲକ କୁ ଦୌଡି ଦୌଡି ଥକିଲି ହେଲେ ଆଜି ପର୍ଯ୍ୟନ୍ତ କାର୍ଡ ଧରି ବସିଛି ।

  • @BhimesenMajhi
    @BhimesenMajhi 5 місяців тому +3

    ଠିକ୍ ଅଛି ସୋଉଲ ଲକ୍ଷ ଆଯୋୟ ହୀତାଧିକରି ପାଇଥିଲେ , ହେଲେ ଆମ ରାଜ୍ୟ ତୋ ଗରିବ ରାଜ୍ୟ ନୁହେଁ ଧନୀ ରାଜ୍ୟ ତାହା ହେଲେ

  • @chandrasekharnayaka9658
    @chandrasekharnayaka9658 4 місяці тому +1

    ସାରା ଓଡ଼ିଶାରେ ଯେଉଁ ଯେଉଁ ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରେ ଦୁଇ ଲକ୍ଷ ରୁ ଅଧିକ ଟଙ୍କା ଜମା ଅଛି ସେମାନଙ୍କର ସମସ୍ତଙ୍କ ର ରାସନ୍ କାର୍ଡ କାଟି ଦିଅନ୍ତୁ ସରକାର ଭଲ ହେବ ।

  • @parbasalli1755
    @parbasalli1755 3 місяці тому

    Right answer

  • @sagarpandit7029
    @sagarpandit7029 5 місяців тому +1

    BJD ଧନୀ କାରଣ Central govm first time ରାସନ୍ କରିବା ପରେ BJD ସରକାର କହିଲା ଯାହାକୁ ରାସନ୍ କାର୍ଡ ମିରିନୀ ମୁଁ BJD ସରକାର ତାକୁ ଦେବ ସେଥି ପାଇଁ ବଡ଼ ବଡ଼ ଲୋକଙ୍କୁ ରାସନ୍ କାର୍ଡ ମିରିଲl

  • @HemantaSahu-yv1fq
    @HemantaSahu-yv1fq 5 місяців тому +1

    ଭୁତ ର ଭତ୍ତା କାଟ ଆଗ ଆଉ 3000 ଟଙ୍କା ଦିଅ (100 ବର୍ଷ କୁ 5500 ଦିଅ )

  • @rrrromeo2579
    @rrrromeo2579 3 місяці тому

    ଓଡ଼ିଶା ରୁ ଦାଦନ ଶ୍ରମିକ ମାନଙ୍କ ସର୍ବନିମ୍ନ ଭାବରେ ଦାଦନ ବନ୍ଦ୍ ହଉ ତା ପରେ ସବୁ କଥା ର ଫାଇନାଲ ହେଉ

  • @ChitaranjanNayak-s8e
    @ChitaranjanNayak-s8e 4 місяці тому

    Right sir

  • @trilochanJena-no8tj
    @trilochanJena-no8tj 2 місяці тому

    ମୋର ଦଶ ବର୍ଷ ହେଲାଣି ରାଇସନ କାର୍ଡ ବ୍ଲକ ଅଛି କାହିଁ କିଏ ଶୁଣୁନାହାନ୍ତି

  • @sayedaSabba-w1w
    @sayedaSabba-w1w 5 місяців тому +3

    Humble request for both government and the opposition to creat position for unemployment youth of odisha.

  • @tapankumar8883
    @tapankumar8883 4 місяці тому

    ଭୁତ ଯଦି ଜବକାର୍ଡ ରେ ମନେରେଗା ରେ କାର୍ଯ୍ୟ କରି ବ୍ୟାଙ୍କ ଓ ପୋଷ୍ଟ ଅଫିସ ରୁ ଟଙ୍କା ଉଠାଉଛି, ତେବେ ରାସନ କାର୍ଡ ରେ ଚାଉଳ ଉଠାଇ ପାରିବନି କାହିଁକି

  • @bikashbiswal9752
    @bikashbiswal9752 4 місяці тому +1

    aalu problem solve hoiparuni. Aau Bjp govt kn kariba janapaduchi.

  • @pinkumeher821
    @pinkumeher821 5 місяців тому +1

    କେବଳ ଗରିବ ଲୋକ ଭୋଟ ଦେବେ, ଧନୀ ଲୋକ ନୁହଁ କି ?

  • @LaxmiDhar-fi5ok
    @LaxmiDhar-fi5ok 5 місяців тому

    ଯାହାର ମୁଣ୍ଡ ପିଛା 25 ଡିସିମିଲ ଚାଷ ଜମି ଅଛି ତାହାର ରାସନ୍ କାର୍ଡ କଟା ଯାଉ

  • @AmbujaBehera-hf3vn
    @AmbujaBehera-hf3vn 4 місяці тому

    ରାସନ କାର୍ଡ କାଟିବା ପରେ ଆଉ ବ ଭୋଟ ପାଇବା

  • @SHIBARAMSAHOO-j5v
    @SHIBARAMSAHOO-j5v 4 місяці тому

    Good discussion.

  • @Sriyanshi-123
    @Sriyanshi-123 4 місяці тому +1

    BJP jindabad 🙏

  • @innovativekishu04
    @innovativekishu04 5 місяців тому +6

    Right sabu gariba .....😂😂