Constable Gouri Sankar Barik working in Korai police station needs to be investigated if he has filed false cases against his brother. If he is found to be abusing his power, he should be removed from hs job.
@@DillipDas-p2oAre mg tu dekhithilu jadi asiki atkeiluni mu jetiki janichi Sethi loka Total jhagada ra Video rakhichanti kie kahaku marichi kie kahaku Attack karichi
Agyna jete bele gote mitting hua se time re 2 pakhya rahiba nihati aabsyak athi ta gote pakhya achhanti sia sata kouchhanti ki michha kouchhanti janiba kemiti
Kana pain asubidha haba? Jiye asubidha kariba taku mada darkar. Jauthi bhai kahuchi bhai ku rape case re phasei daba, semiti bhaiku maada nischay darkar.
@@sdash6242 tate mada darkar..bhai ku nuhe kichhi na jani reply deba ta thik nuhe...bhai ta kahuchhi fasei deba..but se toka ra stree ghara ku na jai 5 thara jautuka case re already fasei sarilani...
Pila ra katha total michha..se 5 time case kari sarilani but result kichhi nahi...karana sabu guda michha vala paiki luchiki baha hela ghara ku asila nahi ghara kari sarila pare mu paisa deichhi...are ghara ta gote dina lageni..2 ru 3 year lage..se toka ta paradeep re jhia neiki 2018 ru rahila ghara kemiti paisa dela
@@DillipDas-p2o face I'd re Kain ete Gyana bantuchu tu sei police bala Mg chora na be dekh to abasta kn heba se pua ku mu janichi details ta vauni marriage re loan karichi 2018 re tapare July re paradeep re join karichi ahuri bahut katha mu janichi .. To michha garba Ahankar bhangiba Ame a pila pain sabubele God nku pray karuchu Taku Naya milu bahut jaldi
Pua ra bad bhai ku sani ka bakra dusti padigala bodhe jie any karuthib sani dev chadibeni bad bhai dekhiki aagku chal nahele jetiki sanbhai kanduchi aapan bi kandibe police power ku mis utilities karni
Brother is filing false rape and drug selling case against brother, but same men will cry everywhere that men are victims who are falsely accused by women.
ନ୍ୟାୟ ର ଠାକୁର ସନି 🙏🏽
ସେ ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦେବେ ।
ଧର୍ଯ୍ୟ ର ସହ ପରିସ୍ଥିତି କୁ ସାମ୍ନା କରୁ ଥିବାରୁ ଦି ଜଣକୁ ଧନ୍ୟବାଦ୍ ।
ସବୁ ସମସ୍ୟାର ସମାଧାନ ହେଇଯାଉ 🙏🏽 ଏତିକି ପ୍ରାର୍ଥନା
ଓଁ ଶନିଦେବ 🙏🙏🙏🙏🙏
Sani dev full active dont worry..result dei sarileni..au alpa baki achhi
@@DillipDas-p2oWait kar ସମୟ କୁ ଶନି ବାବା ଯିଏ ସତ୍ୟ ପଥ ରେ ଯାଇଥିବ ନା ଶନି ଦେବ କର୍ମ ର ଅଧିକାରୀ ତାକୁ ଉଚିତ ଶାସ୍ତି ଦିଅନ୍ତୁ ବହୁତ୍ ଜଲଦି 🙏🙏
@@DillipDas-p2ota mane bada toka ku first ru deisarileni marriage kete year helani hele aji jaye .. Chhade kn kahibi janichu ta au
ଆଶାର ଆଲୋକ କୁ ଧନ୍ୟବାଦ, ଅସଜଡା ସଂସାର କୁ ଯୋଡୁ ଥାଉ , ଏମିତ ସବୁଦିନ ଚାଲୁ ଥାଉ । ଜୟ ଶ୍ରୀ ଜଗନ୍ନାଥ
ତୁମ ସ୍ତ୍ରୀ ଜଣେ ସାହାସୀ ମହିଳା ଭୟ କାହାକୁ କରୁଛ ତୁମ ପାଇଁ ଶେ ମା ଦୁର୍ଗା ହୋଇପାରିବେ ଏକାଠି ରୁହ ଭଲରେ ରହିବ God bless you
ମୁଁ ସାଗର ମହାରଣା ଏତିକି ପ୍ରାର୍ଥନା କରୁଛି ତାଙ୍କ ବଡ଼ ଭାଇ ଏବଂ ଭାଉଜ ଙ୍କୁ ଆରେଷ୍ଟ କରାଯାଉ ଇଏପୁଣୀ ଗମେଟେ ଚାକିରୀଆ
ଭାଇ ଘର କଥା ଯେତେବେଳେ ବାହାରକୁ ଆସେ ଆଉ ସେ ଘର କଥା ନୁହଁ ସବୁଠାରୁ ଭଲ କଥା ହେଲା ଯିଏ ଦୁଃଖ ଦଉଚି ତା ଠାରୁ ଦୂରେଇଯାଅ ହେଲା ❤️🙏❤️
⁰0😅😅😅😂
y😅 yesspsm
ଜଣେ ସରକାରୀ କର୍ମଚାରୀ ଆଇନ ଅନଭିଜ୍ଞ ହୋଇଥିବାରୁ, ଭବିଷ୍ୟତରେ ମିଥ୍ୟା ମୋକଦ୍ଦମାରେ ପଡ଼ି ଅଯଥା ହଇରାଣ ଓ ଖର୍ଚ୍ଚାନ୍ତ ହେବା ଏବଂ ଚାକିରୀରୁ ବହିଷ୍କୃତ ହେବା ଭୟରେ ସେ ନିରାଶ ହେଉଛନ୍ତି।ବରଂ ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଏ ପରିବାରକୁ ନିରାପତ୍ତା ଯୋଗାଇ ଦେବା ସହ ଆଇନ ସହାୟତା ଦେଇ ତାଙ୍କୁ ବାରମ୍ବାର ହଇରାଣ କରୁଥିବା ଏବଂ ସମ୍ପତ୍ତି ହଡ଼ପ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ଆବଶ୍ୟକ ଅଛି।
Right sir
Ta Bhai ମାଡ଼ ଦରକାର
Apana kicchhi jani nahanti..
Mu se local mu sabu janichhi
@@DillipDas-p2o Tu jadi sabu janichu media agaku asiluni kn pain
ଟ୍ରେନ ଡାଇବର ଆଙ୍କଦୁଖ ତୁରନ୍ତ ବିଚାର କର ଜଗନ୍ନାଥ ମହାପ୍ରଭୁ ଙ୍କ ରାଣ ଆପଣମାନଙ୍କୁ ରହିଲା
OTV reporter ଏଇ ପିଲାର ଘରକୁ ଯାଇକି ତାଙ୍କ ବାପା ଏବଂ ଭାଇ ମାନଙ୍କୁ ଏଇ ବିଷୟରେ ପ୍ରଶ୍ନ କରିବା ଦରକାର୍ ଏବଂ ତାକୁ ଭୟ ଦେଖେଇବା ଦରକାର୍ ଯେ ଏବେ ସରକାର ପରିବର୍ତ୍ତନ ହେଇଚି ଯଦି ଆଇନ କୁ ହାତକୁ ନେବା ପାଇଁ ଚେଷ୍ଟା କର ତୁମକୁ କେହି ବଞ୍ଚେଇ ପାରିବେ ନାହିଁ । ଏ ଭାଇ ଟିକିଏ ଡରୁଛନ୍ତି ସେଥିଲାଗି ତାଙ୍କ ଭାଇ ସାମାନ୍ୟ ଗୋଟେ କନେଷ୍ଟବଳ ହେଇ ମଧ୍ୟ ଆକୁ ଡରାଉଛନ୍ତି
ସେ ପୋଲିସ କୁ ତୁରନ୍ତ ଚାକିରିରୁ ବହିଷ୍କୃତ କରାଯାଉ ଏଥିପ୍ରତି ପୋଲିସ ପ୍ରଶାସନ ସଜାଗ ହବାଦର୍କାର
@@sradheykumar884angya tame kn janichha kahila??
Constable Gouri Sankar Barik working in Korai police station needs to be investigated if he has filed false cases against his brother. If he is found to be abusing his power, he should be removed from hs job.
Yei jhia ta bahut bhala bhala ❤❤
ଆଶାର ଆଲୋକ କୁ ଧନ୍ୟବାଦ 🙏🙏💯💯କଣ ପାଇଁ ଭାଇ ହାଣୀବ୍ୟ ଭାଉଜ କୁ
ଓଟିଭି କୁ ମୁଁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି ଭଙ୍ଗା ପରିବାରକୁ ମିଶାଇ ଥିବାରୁ
ଯେତେ ଧନ ସେତେ ଲୋଭ ଲୋଭ ରୁ ମୁକ୍ତି ଅତି ଲୋଭ ଭଲ ନୁହେଁ ସେ ବି ଗୋଟେ ପୁଅ ବୋହୁ ତାଙ୍କର ବି ଅଧିକାର ଅଛି
Au bapa ra kn pua upare adhikar nahi..pua bapa nku gaon loko samna re mariba..se b gote bapa pua janma karithila kn mada khaiba pain..
@@DillipDas-p2oAre mg tu dekhithilu jadi asiki atkeiluni mu jetiki janichi Sethi loka Total jhagada ra Video rakhichanti kie kahaku marichi kie kahaku Attack karichi
@@DillipDas-p2oSe Bapa Maa kouvali 3ta pua nku saman adhikar deba katha ? ତା ବାପା ମଦ ପିଇ କରଜ୍ ରେ ବୁଡ଼ିଥିଲେ ସେ ଟଙ୍କା ଏଇ ପୁଅ ସୁଝିଚି ଆଉ ବଡ଼ ପୁଅ ତ ବହୁତ୍ ମିଛ କହୁଚି ବଡ଼ ପୁଅ ବୋହୁ ସବୁ ଟଙ୍କା ଆଉ ସଂପତ୍ତି ଖାଇବାକୁ ଚାହୁଚି ଆଉ ବଡ଼ ପୁଅ ତା ଶଶୁର ମରିଯାଇଛନ୍ତି ଶାଳୀ ଶଲା ଆଉ ଶାଶୁ ଙ୍କୁ ସବୁ ଟଙ୍କା ଦଉଚି ବାପା ଙ୍କ ର pension ସବୁ ଦଉଚି
@@DillipDas-p2opelei pua Tu sabu janichu jadi ae katha ta janithibu ta ta bada pua ra chua houni boli...hinjida toka ku besya maikina 🖕
ପିଲା ର ଭାଇ ଆମେ ମଦ୍ୟ ଭାଇଙ୍କୁ ଅନୁରୋଧ କରୁଛୁ କାହା ପରିବାର ନଷ୍ଟ କରନ୍ତୁ ନାହିଁ ଧନ ପାଇଁ କେହି ଶାନ୍ତିରେ ରହିବେ ନାହିଁ ଅନ୍ୟ କୁ ଶାନ୍ତି କଲେ ନିଜେ ଶାନ୍ତି ପାଇବେ ପୋଲିସ ଭାଇଙ୍କୁ ଅନୁରୋଧ କରୁଛୁ କାହା ଜୀବନ ସହିତ ଖେଳୁଛନ୍ତୁ ନାହିଁ
Sabu kichhi na jani..comments deba ta thik nuhe
@@DillipDas-p2oଓ ତୁ ତ ସବୁ ସତ ଜାଣିଛୁ ତାହେଲେ ସମସ୍ତଙ୍କ Comment ରେ ତୋର ଜ୍ଞାନ ଦଉଚୁ କନ ପାଇଁ Direct Media agaku asunu ଏଇଠି କେତେ ଜଣଙ୍କୁ ତୋ ଜ୍ଞାନ ଦବୁ ସେଇଟା ପୁଣି ମିଛ Name ରେ
ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ
ଏବେ ଯେଉଁ ଉପସ୍ଥାପକ ଅଛନ୍ତି ଭଲ ଭାବରେ ପରିଚାଳିତ କରୁଛନ୍ତି ମିହିର୍ sir ବେଷ୍ଟ୍ ଥିଲେ ଏବେ ଯେଉଁ 2 ଜଣ ଏମାନେ ବି ଭଲ ତୁଲାଉ ଛନ୍ତି OTV କୁ ମୋର ଧନ୍ୟବାଦ୍
ସେ ଶଳା ଭାଇ ଭାଉଜ ଙ୍କୁ 🩴🩴🩴ପାହାର ଦରକାର
Thank you OTV
🌹🌹🌹🌹❤️❤️❤️🎉🎉👌👍, ସୁବାଶ, ପୁରୀ
God bless u Happy family ,,
ଭଲ କଲ🎉🎉❤❤❤
ଜଗବନ୍ଧୁ ଜଣେ ମାନସିକ ରୋଗ ରେ ପୀଡ଼ିତ l ସେ ଭଲ ପାଇ ବାହାହେଲେ, ଟଙ୍କା ରୋଜଗାର କରୁଛନ୍ତି କିନ୍ତୁ ସ୍ତ୍ରୀ ଛୁଆ ପାଇଁ ନୁହେଁ କେବଳ ଘର ପାଇଁ l stri
Mo swami pari
Very nice couple. ଜଗନ୍ନାଥ ଙ୍କ ପାଖରେ ଆମେ ବି ପ୍ରାର୍ଥନା କରୁଚୁ ତମ ଦୁଇ ଜଣଙ୍କ ଜୀବନରେ ସୁଖ ଭରୀ ଦିଅନ୍ତୁ! ଏ ପାରିବାରିକ ଲଢେଇରେ ଆପଣଙ୍କ ର ନିଶ୍ଚୟ ଜୟ ହବ, ଭଗବାନ ଅଛନ୍ତି, ସେ ଅତ୍ୟାଚାରୀ ମାନଙ୍କୁ ନିଶ୍ଚୟ ବିନାଶ କରିବେ ! ସାହସ ର ସହ ନିଜ ସ୍ତ୍ରୀ, ଛୁଆ ଙ୍କୁ ନେଇ ଏକାଠି ରୁହନ୍ତୁ ଭାଇ 🙏🙏.
Nija loka jeithi satru sethi kebala bhagaban bharasa apekhya kara
God bless you with all happiness
Ati sundar jodi ❤
God bless you both 🙏🙏
Welcome sar Jay jagannath 🙏🙏🙏 good decision
Very nice couple God bless you with all happiness
ନିରୀହ ପିଲାକୁ ଏତେ କଷ୍ଟ ଦେଉଛନ୍ତି ବଡ ଭାଇ ଆଉ ଭାଉଜ |ଯେତେବେଳେ ଭଗବାନ ଦେବେନା କଷ୍ଟ ସେମାନଙ୍କୁ ତ୍ରାହି ପାଇବେ ନାହିଁ । ଜଗନ୍ନାଥ ସବୁ ଦେଖୁଛନ୍ତି ଭଉଣୀ । ଆମେ ସମସ୍ତେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ ,ପାପି ମାନଙ୍କର ନିଶ୍ଚୟ ବିନାଶ ହେବ ।
Jay jagannath..
Jay jagannath..prabhu sighra naya dia..
ନିଶ୍ଚୟ ମିଳିବ ଯିଏ ଦୁଃଖ ଆଉ କଷ୍ଟ ଆଘାତ ପାଇଥିବ ଆଉ ଯିଏ କାନ୍ଦିଥିବ ଯିଏ ବି କନ୍ଦେଇ ଥିବ ସିଏ ବି ନିଶ୍ଚୟ ଦିନେ ନ ଦିନେ କାନ୍ଦିବ 🙏🙏ଚୋର ଘର ସବୁବେଳେ ଅନ୍ଧାର ନ ଥାଏ
@@SimaMishra24 choro ghara andhra nuhe boli paa ashar alok hei gala..khali time ki wait kr
@@DillipDas-p2o Tate ta mu kahuchi to address ta de tapare tora Mora katha heba chora Vali vukuchu kn pain
Thank you and good morning all the team member.
ବିଚାର ଠିକ୍ ହେଲା କିନ୍ତୁ ମହିଳା ସପକ୍ଷରେ ଗଲା।ପୁରୁଷ ଯେଉଁଠି ରହିବ ନାରୀ ବି ସେଠୀ ରହିବା କଥା। ମୋର କହିବା କଥା ହେଲା ଯେ ଯେଉଁ ଜାଗାରେ ନିଯେ ପୁଅ ହୋଇ ବାପା ଭାଇକୁ ଭୟ ଅଛି,ସେ ଜାଗାରେ ପରିବାର ନେଇ ରହିବା ଆହୁରି ବିପଦଜନକ।ଏହି ମହିଲାର ଜିଦ୍ ଯେ ସେ ଶୁସୁର ଘରେ ରହିବ ବା ଶଶୁର ଘର ଗାଁରେ ରହିବ।ହେଲେ ଏ ଜିଦ୍ ପାଇ(ଭଗବାନ ସେତିକି ନାଇ କରୁନ) ଦିନେ ସାରା ପରିବାର ଅସୁବିଧାରେ ପଡ଼ିପରାନ।
Mis u Mihir sir ji
Bhutu Sunder katha ❤❤
Jai Jagannath 👏👏👏👏
ଏଇ 2ଜଣ ଭଲ ଲୋକ
ବାଳ ଲୋକ
@@JitendrakumarMalik-x9ltu mgh loka ta pa
Tu gote bastard heithibu to language ru jana paduchi
ଏ ଭାଇ ଆଉ ଭାଉଜ ଆଗକୁ ମାଡିଚାଲ ସେସଳା ବଡ ଭାଇ ବଡ ଭାଉଜ ଯଦି ବାହାରିବେ ଶଳାଙ୍କୁ ଗୋଡେଇ ଗୋଡେଇ ହବ ପାହାର
Good bless you
Otv ku bahut bahut DHANYABAD
Jay Jagannath ⭕‼️⭕
ମୁଁ ପୋଗ୍ରାମ ଦେଖି ଯାହା ବୁଝୁଛି.....
ସେ ପିଲା ତାର ବାପା ମା ଙ୍କ ଠାରୁ ବେଶୀ ଭଲପାଉଛି ତାଙ୍କ ଠାରୁ ତାକୁ ଅଲଗା କରିଦିଆଯାଉଛି...... ସେ ଶଯ୍ୟ କରିବାକୁ ଛାଡୁଛୁ
ବଡ଼ ପୁଅ ଓ ବୋହୁ ମିଛ Health certificate ଦେଇ medical ରୁ ନେଇ ଆସୁଛନ୍ତି ସେ ଭଳି ବାପା ମାଆ ଭାଇ ଭାଉଜ ଭଉଣୀ ଙ୍କୁ କନ କୁହାଯିବ କୁହନ୍ତୁ
ବାହାନଗା ରେଳଦ୍ରୁଘଟଣା ସମସ୍ତଙ୍କର ମନେଅଛି ମୋର୍ ଅନୁରୋଧ ଆଶାର ଆଲୋକ ସମସ୍ତ ଗ୍ୟାନି ମାନଙ୍କୁ ଅନୁରୋଧ ତୁରନ୍ତ ଗିରଫ କରନ୍ତୁ ଏତିକି ପ୍ରାର୍ଥନା ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏତିକି କାମନା
Salute sister
Bahuta sundara
Good job sir
Jay Jagannath 🙏 🙏 🙏 🙏 🙏 🙏
Are you great sir
ସତରେ ଏ ପୁଅ ମାଇଚିଆଟା ନା କଣ? ଝିଅ ତ ବହୁତ ଭଲ.. ଭଗବାନ ଏ ଝିଅ କୁ ସାହଶ ଦଉ . ଝିଅର ମା ଭେ ବହୁତ ଭଲ. ଶାଶୁ ହଲେ ଭି ଅମିତ୍ଙ୍କ ହବା khtha
Super bhai happy family all the best
ମୋହନ ମହାଶୟ କଂ ପାଖକୁ ଯା ସବୁ ସମାଧାନ ହୋଇଯିବ।
😂😂😂
Bahuta bhala prayas
Pua bahut innocent
Bada bhai ku zel pathaoo
ଜଗବନ୍ଧୁ ନିଆଁ ଖାଇଛ ଅଙ୍ଗାର ହଗିବ
Krishna jane sundra hrudaya bohu tanka sasura tanku pakhare rakhantu bhuda bele tanka seba se karibe,
ପରିବାର ର ସମସ୍ତଙ୍କୁ କ୍ୟାମେରା ସାମ୍ନା କୁ ଡାକନ୍ତୁ ଖିର ଖିର ପାଣି ପାଣି ହେଇଜିଵ
Bhai khir re Pani misile ta alga heb aeithi para police power ku misutilise karuchanti
Lembu chipudi dele khir chena heijib
Agyna jete bele gote mitting hua se time re 2 pakhya rahiba nihati aabsyak athi ta gote pakhya achhanti sia sata kouchhanti ki michha kouchhanti janiba kemiti
Pramila Maa counseling re asithile vdo re sunina ki
Semane bhul karichanti dariki asileni jaha janapaduchi a case ru
କର୍ତଵ୍ୟ ପଥ ରୁ ଉରହନ୍ତୁ ନାହିଁ ଯାର ହାତ ଧରିଛ ଏବେ ବେଶୀ ତମର ଛୋଟ ପୁଅ ର ଦେହ ଭଲ ନାହିଁ ସେଥିପ୍ରତି ବେଶୀ ଧ୍ୟାନ ଦେବା ଦରକାର ଆମେ ବି କହୁନୁ ବାପା ମାଙ୍କୁ ଭୁଲି ଯାଅ ବାପା ମା ଙ୍କୁ ଦେଖିବ ତମେ ଗୋଟିଏ ବାପା ତମ ବାପର କର୍ତ୍ତବ୍ୟ କରିବ
ସଠିକ୍ କଥା କହିଛନ୍ତି 🙏
Jay jagannath 🙏
Jya jagannath
🌹👌♥️👍very good 🙏
ବୋହୁ ଏବେ କହୁଛି ମତେ ଅଧିକାର ଦରକାର.. ସେଇଠି ଯଦି ଅସୁବିଧାହବ କହିବେ... ମତେ ହଇରାଣ କରୁଛନ୍ତି.. ତାପରେ ଏସବୁ ପରେ ଯଦି ସେ ଘରକୁ ଯାଆନ୍ତି.. ତାଙ୍କ ଶଶୁରଘର ଲୋକେ ବୋହୁ କୁ କଣ କହିବେ????? ଦୟା କରି ମତାମତ ଦେବେ 🙋♂️
Kana pain asubidha haba? Jiye asubidha kariba taku mada darkar. Jauthi bhai kahuchi bhai ku rape case re phasei daba, semiti bhaiku maada nischay darkar.
@@sdash6242 tate mada darkar..bhai ku nuhe kichhi na jani reply deba ta thik nuhe...bhai ta kahuchhi fasei deba..but se toka ra stree ghara ku na jai 5 thara jautuka case re already fasei sarilani...
@@sdash6242Sir a DillipDas -p2o ai taku bahe mada darkar daha michha gapuchi karana sie se family ra loka kehi sure
@@DillipDas-p2oKou police station re kete ta case heichi tara proove de mate
@@SimaMishra24 se maikina ku pacharu nu..tu paa sabu janichhu...khali police station re case huani...court re b hue..mahila commission re b hue....
ମୋର କମେଣ୍ଟ ଏହି ଦୁଇଜଣ ଦମ୍ଫନ୍ତୀ ବହୁ ଶିକ୍ଷିତ ବୋଲି ପରିବାର ଅଶାନ୍ତି
Jajes right answer diantu
🙏
Se police ta life re kebe bi santi re rahi paribani
ଆରେ ଭାଇ ଯିଏ ନିଜ ଘରକୁ ସୁରକ୍ଷା ଦେଇ ପାରୁ ନି ସିଏ ପବ୍ଲିକ କୁ କଣ ସୁରକ୍ଷା ଦବ ସିଏ ତ ଓଲିଟି ଝିଅ ବୋହୁଙ୍କୁ ବଳାତ୍କାର କରିଦେବ ମୁ ଠିକ କହିଲିତ ଭାଇ 🙏
@@Chinmayee-vs3ip ସଠିକ୍ କଥା କହିଛନ୍ତି 🙏👍
ସେମାନଙ୍କ Against ରେ ଗୋଟେ Criminal Case AFR ଦରକାର l
Jay Jagannath.Jagabandhu Bhagaban achhanti .Sahasika hoi madichala.
Madi chala ..na bapa ku mari chal
@@DillipDas-p2o ବଡ଼ ବୋହୂ name ରେ ସବୁ ଚାଲାକ୍ କରି ସମ୍ପତ୍ତି କରିଚାଲ ....😂 ଆଉ ୨ପୁଅ ବୋହୁ OTV channel କୁ ମାଡିଚାଲ...👍
Kn sampati kale tk kahiba..
Kn sampati kale tk kahiba..
OTV kn kariba...jau pua Bapa ra nuha..Maa ra nuha..bhai ra nuha..bhauni ra nuha..khali stree kn...ta sath bhagban b debe ni..OTV kn
Jaya Jagannath swami best capul 🎉🎉🎉
Tume dui jana khusire ruha vala re ruha
ସେ ମଝିଆଁ ଭାଇ ଙ୍କୁ ତାଙ୍କ ବଡ଼ ଭାଇ, ଭାଉଜ କି ତାଙ୍କ Family ରୁ କେହି ଜଗବନ୍ଧୁ ବାରିକ ଭାଇ ଙ୍କ ନାମ ରେ Railway department re ଯୋଉ false case ଟା ଦେଇଥିଲେ ସେଇଟା ତାଙ୍କ family ru କିଏ ଦେଇଥିଲେ କୁହନ୍ତୁ Please
Ine donon Jodi ko milane ke liye Sara udisa vasi ham sab aap donon ki sath mein hain
Good decision
Mihir sarnka pari kehi hebeni miss you sir 🙏
Tu thik re msg lekhiba sikh 🐖
ତୁ ମାଗିଆ ପେଣ୍ଡୁଳି ଟା ତ ତୁ ଠିକ ସେ ପଢିବା ଶିଖିନେ ତାପରେ କୋମେନ୍ଟ କର ମାଗିଆ ମୂର୍ଖ @@manoj-jb5lk
ସବୁଦୋଷ କଣ ପୁରୂଷରം?
❤❤❤❤
ତାଙ୍କ ଭାଇ ଙ୍କ ପାଇଁ ଆଇନ୍ ଗତ କାର୍ଯ୍ୟ ପାଇଁ ଅନୁରୋଧ
Pila ra katha total michha..se 5 time case kari sarilani but result kichhi nahi...karana sabu guda michha vala paiki luchiki baha hela ghara ku asila nahi ghara kari sarila pare mu paisa deichhi...are ghara ta gote dina lageni..2 ru 3 year lage..se toka ta paradeep re jhia neiki 2018 ru rahila ghara kemiti paisa dela
@@DillipDas-p2oତୁ ଏତେ କଥା ଜାଣିଛୁ ତାହେଲେ ତୁ ହେଉଚୁ ସେ ପିଲା ର ବଡ଼ ଭାଇ ଏଇଟା ମୁଁ ନିଶ୍ଚିତ
@@DillipDas-p2o face I'd re Kain ete Gyana bantuchu tu sei police bala Mg chora na be dekh to abasta kn heba se pua ku mu janichi details ta vauni marriage re loan karichi 2018 re tapare July re paradeep re join karichi ahuri bahut katha mu janichi .. To michha garba Ahankar bhangiba Ame a pila pain sabubele God nku pray karuchu Taku Naya milu bahut jaldi
@@SimaMishra24 ta hele tu jaunu ta pakha ku..au tu tahele kn sei maikina...jie
@@DillipDas-p2oଆରେ ତୋ ଭଳି ଜାରଜ ଆଉ ପରମ ଗଲୁଆ ମୁଁ କୋଉଠି ଦେଖିନି
Jau Mane kuhanti bapa maa pila nka Mangal chahanti tebe ethi aame kn kahiba se Vali bapa maa nku
Se Bapa Maa nkara DNA test Kariba darkar.. A pila ti bodhe tankara nuhe
Thanks 👍❤❤❤❤
♥️♥️♥️♥️♥️♥️♥️
🙏🙏🙏
@DillipDas -p2o ଯିଏ ବି ହେଇଥା ଏତିକି ମନେ ରଖ ଗୋଟେ ବାପା ମାଆ ଭାଇ ଭଉଣୀ ଠୁ ଗୁଣୀ ଗାରେଡ଼ି ଆଉ ଫୁସୁଲେଇ କିମ୍ୱା Capture କରି ଗୋଟେ ପୁଅ ବୋହୂ & ନାତି ଠୁ ତା ପରିବାର ଠୁ ଅଲଗା କରି ତୁ ଯୋଉ ପାପ କରୁଚୁ ନା ସମୟ କୁ Wait kar ତୋ ଠାରୁ ବି GOD ଦିନେ ନା ଦିନେ ସବୁ କିଛି ଛଡେଇ ନ ନେଉ କାରନ ସେ ମଝିଆଁ ଭାଇ ସବୁ କରି ସେ ଘରେ ସେ ରହିପାରୁନି
ମିସେଇବାକୁ ଚେଷ୍ଠା କରୁଛ ଭଲ.।।..
ମିଶାଇଲା ପରେ... ଆତ୍ମ ହତ୍ୟା ଓ ହତ୍ୟା ବଢିଚାଲିବ
ପଇସା ପାଇ ନାଟକ କରୁଛନ୍ତି ପୁଅ ର ଘର ଲୋକ
Tu mgh dekhithilu
@@DillipDas-p2ona mgh se kai dekhiba Tu fake id re jou chodi houchu se kemiti janiba
Pua ra bad bhai ku sani ka bakra dusti padigala bodhe jie any karuthib sani dev chadibeni bad bhai dekhiki aagku chal nahele jetiki sanbhai kanduchi aapan bi kandibe police power ku mis utilities karni
Sata Katha kahichanti....
ପୁଅ କୁ କେବଳ ମାଡ ଦରକାର
Jay Jagannath ⭕❗⭕🙏🙏🙏🙏🙏🙏🙏
Late dekhili boli today lekhuchi train driver nka salary bahut. pakha pakhi 1.5 lakh monthly
Jay Jagannath, khub sundor.
Brother is filing false rape and drug selling case against brother, but same men will cry everywhere that men are victims who are falsely accused by women.
Pramila maa best
👍👍
ଏମାନେ ପୁରା ପଇସା ପାଗଳ,,,,
ପୁଅ ଘର ନୁହଁ ଭାଇ ଝିଅ ଘର ବଲା
@@JitendrakumarMalik-x9lmgh Tu kn janichu be to maa ra thik achi na nai first dekh ta pare sabu comment karibu
@@JitendrakumarMalik-x9l ତାଙ୍କ ବଡ ଭାଇ ଝିଅ ବାପା ପାଖରେ tuition ହେଉଥିଲେ tuition fees ଦେଇଛନ୍ତି କି ନାଇଁ ????🤔🤔🤔
Mo Maa ra thik nahi seithi pain mo bapa to Maa pakha ku jauchii..
@@DillipDas-p2o toro maa ku aga dekh tapore comment karibu
ଭାପ ନୂହେ ସେ ରାଖୀସା
ବାପା ମା ଭଉଣୀଙ୍କୁ ଧୋକା ଦେଲ o ଟିଭି ଆଶାର ଆଲୋକ
ଯୋଉଠି ବାପା ମା ଭଉଣି ୩ ଭାଇଙ୍କୁ ସମାନ ଦୃଷ୍ଟିରେ ସମାନ ଅଧିକାର ଦେବା କଥା ହେଲେ ସେମାନେ ସବୁବେଳେ ସମସ୍ତେ କାହିଁକି ଆଉ କନ ପାଇଁ ସେ ବଡ଼ ପୁଅ ଓ ବୋହୂ କଥାରେ ଚାଲୁଛନ୍ତି ଏଇଟା ବି ଆପଣ ଟିକେ ଭାବନ୍ତୁ ଯଦି ଆପଣଙ୍କର ୨/୩ ଟି ପିଲା ଅଛନ୍ତି ଚିନ୍ତା କରି ଉତ୍ତର ଦିଅନ୍ତୁ
ବଢ ଘର ବଢ ଗୁମର
ସତ କଥା କହିଲ ଭାଇ
U r very beautiful sister 💞
ଏହେ ସେ ବାପକୁ ଥାନାରେ ପୁରାଅ ଆଗେ
Kerala Rama Rao 4:13
ବଡ଼ ଘର ବଡ଼ ଗୁମର କଥା ।
ସେ ପୋଲିସ ଭାଇ ଓ ଶିକ୍ଷୟତ୍ରୀ ଭାଉଜଙ୍କ ନାମରେ ଏତଲା ଦେଇ ଆଇନ ଅନୁଯାୟୀ ଦଣ୍ଡ ବିଧାନ ହେଉ ....
Salute to u brother .. Good Decision
Bhai kichhi heba ni..karana michha ra b gote limit achhi..
Apana kicchhi jani nahanti..
@@DillipDas-p2oତୁ ତ ସବୁ ଜାଣିଛୁ fake id re comment କରୁଛ kn pain
@@DillipDas-p2oମିଛ କିଏ ସତ କିଏ ଦୁନିଆ ଆଉ ସେ local ଲୋକ ଜାଣିଥିବେ ଆଉ ଆମେ ବି ଯାହା ଜାଣିଛୁ Mind it? ସବୁ ବେଳେ ସତ୍ୟ ଆଉ ଧର୍ମର ଜୟ ହେଇଚି ଆଉ ହେବ ନିଶ୍ଚୟ
Bholo re ruhontu