ଜଣାପଡ଼ିଲା ଏମାନଙ୍କର କଟିବ ରାସନ କାର୍ଡ | Ration Card Odisha New Rules 2024 | CM Mohan Majhi

Поділитися
Вставка
  • Опубліковано 11 вер 2024

КОМЕНТАРІ • 204

  • @Jayshreeramjayhanuman-tc4jc
    @Jayshreeramjayhanuman-tc4jc Місяць тому +67

    Aam ପଞ୍ଚାୟତରେ ବଡ଼ ବଡ଼ ଧନୀ ଲାଭ ଉଠା ଉ ଛନ୍ତି

  • @satyanarayantripathy5425
    @satyanarayantripathy5425 Місяць тому +19

    ଯେତେବେଳେ କାର୍ଡ ଦିଆଗଲା , ତା ପୂର୍ବରୁ ଉପଯୁକ୍ତ ତଦନ୍ତ କରି ଯିଏ କାର୍ଡ ପାଇଁ ସୁପାରିଶ କରିଥିଲେ ସିଏ ଦୋଷୀ ନିଶ୍ଚୟ। ଏବେ ଧରପଗଡ କଲେ ଯେଉଁମାନେ ବାଦ୍ ପଡିବେ ସେମାନେ ସରକାରୀ ଦଳଠାରୁ ସମର୍ଥନ ପ୍ରତ୍ୟାହାର କରିନେବେ । ଏବେ ସରକାରୀ ଦଳଠାରୁ ବିଜେଡି ୧ ପ୍ରତିଶତ ଅଧିକ ଭୋଟ ପାଇଛି । ଏହା ହେଲେ ଭୋଟ ପ୍ରତିଶତ ଆହୁରି କମିଯିବ। ଦରକାର ପଡିଲେ ପୂନର୍ବାର ସରକାରୀ ଦଳ ହୁଏତ ସରକାର କୁ ନ ଆସିପାରେ।

    • @niranjanjagadala9248
      @niranjanjagadala9248 Місяць тому +1

      Kalaakaar Bhattaa re b ghotala,ajogya byakti madhya kalakaar, tadanta hebaa darkar.

  • @salegramkar3029
    @salegramkar3029 Місяць тому +33

    ଅଯୋଗ ଅଧିକାରି ସରକାରଙ୍କୁ ଭୋଟଦେଇଛନ ନା ନାଁହିଁ

  • @ranjannaik8833
    @ranjannaik8833 Місяць тому +18

    ବେସୀ ପାଟି କରନି। ରାସନ କାର୍ଡ କାଟିପାରିବ ନାହିଁ। ଯଦି କାଟିବ ରାସନ କାର୍ଡ ଯୋଗ୍ୟ ଓ ଅଯୋଗ୍ୟ ଦେଖି କାଟିଦିଅ । ରାଜନୀତି କରନି ନହେଲେ ସରକାରରୁ ବହୁତ ଶିଘ୍ର ଖସିଯିବ । ବହୁତ ଶୀଘ୍ର ସରକାର ଚାଲିଯିବାର ସମ୍ଭାବନା ଅଛି।

  • @salegramkar3029
    @salegramkar3029 Місяць тому +13

    ରାସନକାର୍ଡ ପାଇଁସଭିଏଁ ହକଦାର୍

  • @behurabipini6116
    @behurabipini6116 Місяць тому +11

    ହୋ ଆଜ୍ଞା ଭୂତ କାର୍ଡ ଗୁଡିକ କାଟ ଆଉ କେଉଁ କାର୍ଡ ରେ ହାତ ମାରନି । ନହେଲେ ଆଗାମୀ ସରପଞ୍ଚ ଭୋଟ ବେଳକୁ BJP ବାକ୍ସ ପୁରା ଖାଲି ପଡ଼ିବ। ହଁ କୋଟି ପତି ଲୋକଙ୍କ କାର୍ଡ କାଟ ମଧ୍ୟ ବିତ ଓ ଗରିବ ଲୋକଙ୍କ କାର୍ଡ କାଟ ନାହିଁ

    • @prakashkumar1695
      @prakashkumar1695 Місяць тому +4

      Tame aau kn bhabuch BJP rahiba next election ku 😂😂 rajya ru safa aau desa ru b safa haba

    • @krushnamohantripathy3785
      @krushnamohantripathy3785 Місяць тому

      Only bhuta's (Ghost) will be delete.

  • @kanharnilambar
    @kanharnilambar Місяць тому +6

    ୫କେଜି ଚାଉଳ ଦଉଛି।ଆଉ କଣ ଦଉଛି। ଦେବୁ କହିଲେ ଦେ ନହେଲେ ଖା।bjp ku କେବଳ ଏହି ଯଜନା ଉପରେ ଯଜନା ଜଣା। ରଙ୍ଗ ଉପରେ ରଙ୍ଗ

  • @manojpatnaik9605
    @manojpatnaik9605 Місяць тому +4

    Bjp is Only for 2 Yrs MORE again Congress or Bjd Sure It will Come 😊

  • @basantanaik9158
    @basantanaik9158 Місяць тому +3

    ଧର୍ମ ଜୟ ହେଉ

  • @user-tk9cw3ws3p
    @user-tk9cw3ws3p Місяць тому +2

    ଆଗ ଗୋରିବ ଲୋକମାନଙ୍କୁ ରାସନ୍ କାର୍ଡ ମିଳିବା ଦରକାର । ଚାକିରି କରୁଥିବା ଲୋକଙ୍କୁ ରାସନ୍ କାର୍ଡ ଦରକାର ନାହିଁ କାହିଁକି ନା ତାଙ୍କର ଦରମା ବୃଦ୍ଧି ଦାବି କରିଛନ୍ତି

  • @manojpatnaik9605
    @manojpatnaik9605 Місяць тому +1

    Bsky Chali chi Thanks to Naveen ji

  • @pragyanprogamer1496
    @pragyanprogamer1496 Місяць тому +7

    ଭାଈ ମରିଯିବା ଲୋକ ଙ୍କୁ କାଟି କି ନୁଆ ଲୋକ ଙ୍କୁ ଦିଆଯାଉ।ଅନ୍ୟ ମାନଙ୍କୁ କାଟିବା ଠିକ୍ ନୁହେଁ।

  • @pradeepkumarmohanta8161
    @pradeepkumarmohanta8161 Місяць тому +1

    ସଠିକ ତଥ୍ୟକେଉଁଠୁ ପାଇଲେ ଆଧାରଲିଙ୍କ ଏବଂ ବାଇଓମେଟ୍ରିକ ପଦ୍ଧତିବିନା ରାସନମିଳୁନି ତାହେଲେ ଭୁଲ କେଉଁଠି ରହିଲା

  • @RamchandraBindhani-h2d
    @RamchandraBindhani-h2d Місяць тому +33

    Bjp କୁ ଜିତେଇବାର ପରିଣତି ଆସିଗଲା

    • @dhananjaysahoo4579
      @dhananjaysahoo4579 Місяць тому +2

      ତା ମାନେ ବିଜେଡି ଭଳିଆ ଭୋଟ ପାଇଁ ଦୁର୍ନୀତି କରିବ।

    • @arabindarout5984
      @arabindarout5984 Місяць тому +1

      କାଳିଆ ଯୋଜନା କଥା ମନେ ଅଛି

    • @hemalatapradhan2689
      @hemalatapradhan2689 Місяць тому +1

      ଯଦି ଘରରେ ଗୋଟେ ଲୋକ ୧୦୦୦୦ ଅଧିକା ନ କମାଇଲେ କଣ ୫kg ଚାଉଳ କୁ ଖାଇବ କଣ ଆରୁ ଘର ଚାଲିବା କଣ ଛୁଆ ମାନକୁ ପାଠ ପଡାଇବ କଣ ୫ kg ଚାଉଳ ରେ କଣ ଏତେ କାମ କରି ହେବ ଏମିତି ହେବା ଯଦି bjp ସରକାର କୁ ସମସ୍ତେ ବାଏ ବାଏ କହିବେ

    • @kusanathpradha7536
      @kusanathpradha7536 Місяць тому

      ❤😊​
      LN@@dhananjaysahoo4579

  • @user-we2ow5ip6s
    @user-we2ow5ip6s Місяць тому +1

    ବିଜେପି ସରକାର ବାକ ଯୁଦ୍ଧ ନ କରି କିଛି କରିକି ଦେଖାନ୍ତୁ । ତେବେ ଯାଇ ଓଡ଼ିଶା ଜାଣିବେ ଯୋଗ୍ୟ ସରକାର 'ବୋଲିି '

  • @gokulanandadas4048
    @gokulanandadas4048 Місяць тому +1

    Nabin babu vote bank ମଜଭୁତ କରିବାକୁ 40% ଅଯୋଗ୍ୟ ହିତାଧୀକାରୀ ଙ୍କୁ ରାସନ କାର୍ଡ ବନ୍ତିଛନ୍ତି ,ଏହା 100% ସତ୍ୟ , ଏହି ଚାଉଳ ପ୍ରଚାର କରି 2014, 2019 ନିର୍ବାଚନ ପାର ହୋଇଗଲେ , କିନ୍ତୁ 2024 ରେ ଜଗନ୍ନାଥ ଙ୍କୁ ଭିକ ମାଗିବାରୁ bhagawan sahile nahin ,BJD ଦଳର ପାଦତଳୁ ମାଟି ଖସିଗଲା ,ଏହା ଗ୍ୟାରେଣ୍ଟି BBSR ରେ WB govt pensioner ration card ପାଇଛନ୍ତି ରସୁଲଗଡ area re ,

  • @sibasahoo2831
    @sibasahoo2831 Місяць тому +1

    ଗରୀବ,ରାଶନକାଟ,ଧନି,ଲୁନୁ,ଛାଡ

  • @lachhamangoudalachhamangou9585
    @lachhamangoudalachhamangou9585 Місяць тому +2

    ବିଜେଡିସରକାର।ଆସବାଆଗରୁଏଲୋକବିପିଏଲ।ଲିଷ୍ଟରେଥିଲେପରିଶ୍ରମକରିପ
    ଇସାରଜଗାରକଲେ,ତ,ଗାଡିକିଣିଲେଅସୁବିଧାନାହିଁ,ଗରିବ,ଲୋକଗରିବଥିବାରଥିଲାକି

  • @duryodhankar4509
    @duryodhankar4509 2 дні тому +1

    B j d ସରକାର ଥିଵାସମୟର ଦଳିୟ ହିସାବର କାଡ ଦିଆ ଯାଇଥିଲା ଵିରୋଧି ଦଳ ଙ୍କୁ ବାଛି ବାଛି କଟା ଯାଇଛି ତଦନ୍ତ ନିହାତି ଦରକାର

  • @chudamanibhim8492
    @chudamanibhim8492 Місяць тому +1

    କିଛି ଗାଇଡ ଲାଇନ ହିସାବରେ ତ ରାସନ କାର୍ଡ ମିଳିଥିବ ଓ ଯଦି କିଛି ଅଯୋଗ୍ୟ ଅଛନ୍ତି ତାହା ଲୋକଲୋଚନକୁ ଅଣା ଯାଉ।

  • @salegramkar3029
    @salegramkar3029 Місяць тому +15

    ସମସ୍ତକଂଅଧିକାରଅଛି

  • @user-ms7nh1kd7j
    @user-ms7nh1kd7j Місяць тому +2

    Good decision

  • @JogeswarBarik-l8j
    @JogeswarBarik-l8j Місяць тому +1

    Kalia jojanare ajogya sankhya besi achhanti

  • @tusarkantasahu1064
    @tusarkantasahu1064 Місяць тому +6

    ସବୁ bjd ଙ୍କ 24 ବାର୍ଷିକ ରେସନ୍ କାର୍ଡ କୁ ନ କାଟି ପରମାନେଣ୍ଟ ହେଉ...

  • @dilliptulsiyan6245
    @dilliptulsiyan6245 Місяць тому +1

    Very Very Quick namaste 🙏.

  • @RamchandraBindhani-h2d
    @RamchandraBindhani-h2d Місяць тому +2

    ବହୁତ ଖରାପ କଥା

  • @raghunathakamar7174
    @raghunathakamar7174 14 днів тому

    କଣ ପାଇଁ ସାର୍ ସେ କଣ ଭୋଟ୍ ଦେଉନାନ୍ତି କି ସାର୍ ମୋରୋ ଉତ୍ରୂର୍ ଦିଅନ୍ତୁ

  • @OpSamirVlog
    @OpSamirVlog Місяць тому +2

    Congress wale like karo🎉

  • @bibhupradhan3504
    @bibhupradhan3504 Місяць тому +1

    Ration card ରେ ଚିନି, ଗହମ ଗଲା କୁଆଡେ଼ , ନୂଆ ସରକାର ଏ ବିଷୟରେ କାହିଁକି ଆଲୋଚନା କରଜାଉନି?

  • @lachhamangoudalachhamangou9585
    @lachhamangoudalachhamangou9585 Місяць тому +1

    ଗରିବ,ଲୋକ,ଚାଉଳଘରେନନେଇଦକାନରେବିକିମଦପିଉଛି,ତାପାଇଁଦାଇକିଏ

  • @user-tx8vb6dj8g
    @user-tx8vb6dj8g Місяць тому +1

    Se IPSITA Jani rakhiba uchit je se jane odisara mahila.odisara mahila hei tanka muhanku tike laja laguni.nirlajya bhali katha barta Karu chanti.

  • @hemantkumarsingh1387
    @hemantkumarsingh1387 Місяць тому +1

    All the family members should go for ration on KYC basis.But,only one member of the family is going to collect ration for all members.This method should be discontinued and all beneficiaries should go for ration.Thid will remove the irregularities.

  • @Swapnamora24
    @Swapnamora24 Місяць тому +1

    Mr. News reporter aapana kana bhabi emananku dakichhani kete bele public ku dakantu ?

  • @prasantkudas3438
    @prasantkudas3438 Місяць тому +2

    BJD ବାଲାଙ୍କ ରାସନ୍ କାର୍ଡ କରାଯାଉ

  • @managobindasahoo91
    @managobindasahoo91 Місяць тому

    Guide line proper follow କରା ଯାଉ ନାହିଁ ,ଖାଇବା ଧାନ ପରେ ବଳକା 50 ,100, 200, କୁଇଣ୍ଟାଲ society ରେ ବିକୁଥିଲେ ବି ସେମାନେ BPL ଧାଡି କୁ ନ ଆସି ଚାଉଳ ପାଉଛନ୍ତି ପୁଣି ଅନ୍ନପୂର୍ଣ୍ଣା ଓ ଅନ୍ତରଦୟ କାର୍ଡ ରେ ।ଏଣୁ priority besis ରେ benificiary ଚୟନ କରାଯାଉ ।।

  • @manojpatnaik9605
    @manojpatnaik9605 Місяць тому +1

    Bada Katha Kahin Ayushman Health Card ? Joy Jagannath

  • @niranjandalei7211
    @niranjandalei7211 Місяць тому +1

    Nice 👍

  • @ballabhsahu2846
    @ballabhsahu2846 Місяць тому +1

    School bisayare chinta kantu

  • @RameshChandraPattnaik-kc1qi
    @RameshChandraPattnaik-kc1qi Місяць тому

    Exactly right expressed by the journa and they should be punished

  • @user-gp5yd7fy6p
    @user-gp5yd7fy6p Місяць тому +1

    Hmm ajogya paichanti tadanta hau ama ganare bahuta ajogya paichanti

  • @jhunumandal6864
    @jhunumandal6864 Місяць тому +1

    jay Nabin babu

  • @jagannathmohanta-wh7lb
    @jagannathmohanta-wh7lb Місяць тому

    ଜନତା ଏସବୁ କଣ ମାଗୁଥିଲେ l କାହିଁକି ଦେଉଥିଲ ଯଦି ଦେଲ ବନ୍ଦ କରିବ କାହିଁକି ବନ୍ଦ କରିବ ଯଦି ଏହି ସିଷ୍ଟମ ଟୋଟାଲ ବନ୍ଦକରାଯାଉ l ଏ ସବୁ ଦେଇ ଲୋକ ମନେ ସବୁ କୁଡ଼ିୟା, ଅଳସୁଆ ହେଇଗଲେଣି l ଯଦି କରେକ୍ସସନ କରାଯାଏ ତେବେ ଜନତା ତାର ଉଚିତ ଜବାବ ଏଲକ୍ସନ ସମୟରେ ହିଁ ଦେବେ l

  • @PremBhatra-u9q
    @PremBhatra-u9q Місяць тому

    Ekdom bhalo

  • @krushnamohantripathy3785
    @krushnamohantripathy3785 Місяць тому

    ଠିକ୍ କଥା ,ତାହା ହେଲେ ଯିଏ କାର ଚଢ଼ି ଆସି ଚାଉଳ ନେଉଛନ୍ତି ତାଙ୍କୁ ଚିହ୍ନଟ କରି କଥାଯାଉ । ଆଉ ମୋଟର ସାଇକଲ ଆଜିକାଲି ପ୍ରାୟ ସମସ୍ତଙ୍କର ପାଖରେ ଅଛି।

  • @pabitrapanda108
    @pabitrapanda108 3 дні тому

    Ama gramare loka 50 kuintala dhana bikuchhanti ,semane 5kg rasana neuchhanti, tanku aau 2 ta card diajau,

  • @ChinkiChinki-n1r
    @ChinkiChinki-n1r Місяць тому

    prathame😊

  • @medepartmentdepartment8577
    @medepartmentdepartment8577 Місяць тому +2

    Ama gan re maximum 50 badaloko achanthi,mane khurda ra

  • @sarbeswarpallai4051
    @sarbeswarpallai4051 Місяць тому +1

    Sir punishment system ta nahi sethi lagi sabu chalichi emiti chaliba

  • @gokulanandadas4048
    @gokulanandadas4048 Місяць тому

    Biju janata ଦଳର ଯୁକ୍ତି ଏହି ସୂଚନା ଦେଉଛି ଜି ବିବାହର ମାସକପରେ ଛୁଆ ଜନ୍ମ ହେବା ଉଚିତ୍ , ଯଦି ନ ହେଲା ତାହେଲେ ପୁରୁଷ ଅଯୋଗ୍ୟ , ଚୁଆ ଜନ୍ମ କରିବାର କ୍ଷମତା ଅନ୍ଦିରର ନାହିଁ , 24 ବର୍ଷରେ ଛୁଆ ହେଲାଣି କିନ୍ତୁ 24 ଦିନରେ ହେବା ଉଚିତ୍ ଏପରି ଯୁକ୍ତି କେବର ବେବକୁବ୍ ମନି କରନ୍ତି ,

  • @rabiparida9482
    @rabiparida9482 29 днів тому

    ମଧ୍ଯ ବିତ୍ତ ପରିବାର ଟେକ୍ସ୍ ଦେବେ ଆଉ ସରକାର ସେମାନଙ୍କୁ ହତାଦର କରି ଅନ୍ୟ ମାନକୁଂ ମାଗଣା ଦେବେ। ମଧ୍ଯବିତ୍ତ ପରିବାର କୁ କାହିଁକି ରାସନକାର୍ଡ ଓ ଅନ୍ୟାନ ସୁବିଧା ମିଳିବ ନାହିଁ?

  • @NpmParibartan
    @NpmParibartan Місяць тому

    Mu Indira aawas jojana paaibara jogya thile madhya dirgha 5 Barsha aavedana kalibapare maadhya painahi kintu gote gote paribara barambar pauchhanti tini mahala kotha di mahala kotha thila loke pauchhanti

  • @prakashkumarpattnayak5911
    @prakashkumarpattnayak5911 Місяць тому +2

    Chup 300 unit biguli kebe daba

  • @ranjanmohanty359
    @ranjanmohanty359 Місяць тому

    Sabu ration card Kati dia.rajkosha Purna hoijiba.

  • @simanchalbeherauu754
    @simanchalbeherauu754 Місяць тому +1

    Thik hitadi karinku diajaou

  • @BhimesenMajhi
    @BhimesenMajhi Місяць тому +1

    ଖାଇପୀ କରି ଏସକର ratio card ପାଇଯାଅ

  • @sanjay4886
    @sanjay4886 16 днів тому

    Join poor people in ration card soon.punishment can done in 5 years .hungry people makes strick who do not understand ekyc link

  • @LilyPradhan-hd3uj
    @LilyPradhan-hd3uj Місяць тому +1

    ଅଜଗ୍ୟ ହିତାଧିକାରୀ କିଏ ବୁଝି houni

    • @titupanigrahy4846
      @titupanigrahy4846 Місяць тому

      Deatha hoi jaithiba lokamanku madhaya ration miluchi taku katibe

  • @dinabandhupattanayak9794
    @dinabandhupattanayak9794 13 днів тому

    Ration card eligal hoichi

  • @kaliashsatapaty3779
    @kaliashsatapaty3779 Місяць тому

    ଯଦି ସରକାରର ଶକ୍ତି ଅଛି ଯା ଘରେ ପ୍ରତ୍ୟେକ ଭାଇର ଗୋଟିଏ ଗୋଟିଏ ବାଇକ ଅଛି ସେହିପରି ପରିବାରର ରାସନ କାର୍ଡ଼ ବନ୍ଦ କରିପାରିଵକି ସରକାର ।

  • @SankarKumar-je1rt
    @SankarKumar-je1rt Місяць тому +1

    bjd 24 barasa re thila bele bhala thila bjp dukhadeba

  • @azharkkhan8822
    @azharkkhan8822 Місяць тому

    👍👍👍👍👍👍👍👍

  • @technogeek8006
    @technogeek8006 Місяць тому

    Dhane bpl card hataechi

  • @manmohanjena2848
    @manmohanjena2848 Місяць тому

    Ame bahare kam karuchu bahar state re jami chash bi karuchu ame apeksha karichu BJP asile one nation one ration-card karib

  • @srikantsahoo6563
    @srikantsahoo6563 Місяць тому

    ନିର୍ଣ୍ଣୟ ସରିଛି।ନିଷ୍ପତି ସରିଛି।

  • @haraprasadmahanta4657
    @haraprasadmahanta4657 Місяць тому

    News 18 Odia News ମଧ୍ୟ ବିଜେଡି ସରକାରର ଚାଟୁ କାର କରନ୍ତି

  • @judhistirprathan4975
    @judhistirprathan4975 Місяць тому

    ❤❤❤CARD ADHIKA DEKHIKI MAA BIA DHUK DHUK HELANI❤❤DEI PARIBANI BJP❤❤❤MAA GIHA NUNGUDA SARAKAR❤❤❤❤❤❤

  • @manmohanjena2848
    @manmohanjena2848 Місяць тому

    Are bhai ajikali second hand car price bi motor cycle tharu kam achi

  • @kaliashsatapaty3779
    @kaliashsatapaty3779 Місяць тому

    ଦୁର୍ବଳ ସରକାର ସମସ୍ତଙ୍କୁ ରାସନ କାର୍ଡ ଦିଅନ୍ତି ।ରାସନକାର୍ଡ ବଳରେ କେତେ ବର୍ଷ ଶାସନ କରନ୍ତି ।

  • @RameshChandraPattnaik-kc1qi
    @RameshChandraPattnaik-kc1qi Місяць тому

    Yes duevto bhote Bank

  • @purnapradhan9553
    @purnapradhan9553 Місяць тому +1

    ❤କଥା କମ କାମ ବେସି ହେବା ଦରକାର ❤ଦିଣ୍ଡିମ ପିଟିବା ବନ୍ଦ ହେବା ଉଚିତ❤ ଜୟଜଗନ୍ନାଥ ❤

  • @UdenathBudhia-dt2ti
    @UdenathBudhia-dt2ti Місяць тому

    Bapa aja na re 50 ekar jamin thile bi
    Pua nati rastion Kad pauchhanti
    ebang jami hina paribar 10 ekar ru
    20 ekar parjyanya lij re chasa karjya
    Karchhanti semane bi resion kard pachhanti tadarakh karajau

  • @dinabandhupattanayak9794
    @dinabandhupattanayak9794 13 днів тому

    BJD prabata michha kahuchhanti.Mo jogajaga karantu.Mo grama re bahuta eligal card achhi

  • @babitasatpathy6492
    @babitasatpathy6492 Місяць тому +1

    Katile samste ragibe

  • @chabisahu3950
    @chabisahu3950 Місяць тому

    କିଏ ଜୁଗ୍ୟ କିଏ ଅ ଜୁଗ୍ୟ କଣ କଣ ଥିଲେ ଅ ଜୁଗ୍ୟ ବୁଲି ଜାଣିବା ଟିକିଏ କୁହନ୍ତୁ

  • @GitaraniPradhan-eu5rk
    @GitaraniPradhan-eu5rk Місяць тому

    14 years helani aama ku rasan milu nahi.

  • @ManguliDas-ux4ps
    @ManguliDas-ux4ps Місяць тому

    BJD ସରକାର ସମୟରେ ରାଜ୍ୟରେ ବହୁତ ଅଯୋଗ୍ୟ ରାସନ କାର୍ଡ କୁ ରଦି କରନ୍ତୁ

  • @user-vu3nq3zh1h
    @user-vu3nq3zh1h Місяць тому

    Mu asha karuchi sarkar jaumane hitadhikari nuhe semane bars bars dhari rasan pauchanti sethira drud kajya karajau

  • @RameshChandraPattnaik-kc1qi
    @RameshChandraPattnaik-kc1qi Місяць тому

    That should be

  • @RanjanRanjan-jx1eh
    @RanjanRanjan-jx1eh 26 днів тому

    R I ku dhari tadanta karanau jahara ekara jami achhi taku katakai R I ku daki aniba

  • @munakhandual3464
    @munakhandual3464 Місяць тому

    2no4no thik kahuchanti👍

  • @NpmParibartan
    @NpmParibartan Місяць тому

    Sarakari. Karmachari ku kahile semane kuhanti ja collecter to kahibuora kanakariba

  • @BanshidharaGiri
    @BanshidharaGiri Місяць тому +1

    କାହାର ରାସନ କାର୍ଡ କଟିବ

  • @ramnayak8349
    @ramnayak8349 Місяць тому

    Saikel jahara achhi tahara katileni kehi thibena kehi rasan paibe.

  • @NarendraKumarSethi-vx8hn
    @NarendraKumarSethi-vx8hn Місяць тому

    ❤🎉❤

  • @SaratSaratjena
    @SaratSaratjena 14 днів тому

    Bhul katha. Bjd ku dosa deba bhul katha. Bjp..jeou rajya re sarkar achanti. Sehi rajya re bhut card achi. Jiay na paiba katha siay paouchant. Bjp rajniti karu chi.

  • @biswambarsatapathy9398
    @biswambarsatapathy9398 Місяць тому +1

    BJP hatao odisha bachao aama ku Katha kuhaa dala darakar nahi BJP hatao

  • @Swapnamora24
    @Swapnamora24 Місяць тому

    Mudi kete bele kan kahuchi tara na arambha achhe na sesha.

  • @Cjchx-r1m
    @Cjchx-r1m Місяць тому

    Chakaria,house,,,,,, cashier's kahara

  • @ballabhsahu2846
    @ballabhsahu2846 Місяць тому

    Fast

  • @ranjanmohanty359
    @ranjanmohanty359 Місяць тому

    BJD ra sabu yojana Kati deba uchhit tebe pala Khali hoijiba.

  • @dalumahakud2723
    @dalumahakud2723 Місяць тому

    ଅତି ସିଘ୍ର କରନ୍ତୁ

  • @AbhimanyuBehera-l7m
    @AbhimanyuBehera-l7m 2 дні тому

    एक भक्ति का 4 चार four बोलेर गाड़ी है ा सरकार उनको ration देरही है ा
    तदन अफसर को निकाल जल्दी सरकार ा

  • @salegramkar3029
    @salegramkar3029 Місяць тому

    ବିକଳାଙ୍ଗ ମାନେ କେମିତିପରିବାରର ହୋଇଥିଲେ ରାସନକାର୍ଡ ପାଇପାରିବେ ଜଣାଇ ଦେବେ

  • @user-oh8fz4oo4f
    @user-oh8fz4oo4f Місяць тому

    Munh Mandira seva karigari 5000 tankare chaluchi

  • @simanchalbeherauu754
    @simanchalbeherauu754 Місяць тому

    24 barhs shasn pai bjd eeha kari thila jogy hitadi karink nijukti kari ajogy hitadi karinku bad dei shemanku bujhai dia jaou

  • @NpmParibartan
    @NpmParibartan Місяць тому

    Ta Mane jaumane semananku prasasanika surakshya doaajaauchho

  • @user-gp5yd7fy6p
    @user-gp5yd7fy6p Місяць тому +1

    Bjd neta mane tanka mana icha ba tanka dala bandhu samprkianku kard deichanti

  • @narendramirdhanarendramird3302
    @narendramirdhanarendramird3302 Місяць тому

    🎉

  • @user-oh8fz4oo4f
    @user-oh8fz4oo4f Місяць тому

    Sarkar soi thileki mu 10barsa jagichi

  • @user-we2ow5ip6s
    @user-we2ow5ip6s Місяць тому

    ବିଜେପି ସରକାର ବାକ୍ୟ ବୀର ।କର୍ମବୀର ନୁହେଁ l