Abe baki rahichi ama CM nka kichi subidha dele jahaki se ahuri prayasa paee upajukta doctor heiparibe Proud to be his family members Really bht kastadayaka amiti sabu family heba saha pilamane bi heba uchit❤
Congratulation for your journey, but don't take those negatively, who have been in agricultural land and engaging their children in the same field, as it is better to make their children practicing self reliance than to make them high qualified unemployed and dependent even after marriage. Because some high qualified are like this" ଉଚ୍ଚ ଶିକ୍ଷିତ ବେକାରୀ ଛୋଟ କାମ ପସନ୍ଦ କରନ୍ତି ନାହିଁ, ଆଉ ବଡ଼ କାମ ସେମାନଙ୍କୁ ମିଳେ ନାହିଁ, ବେକାରୀ ସମସ୍ୟା ସେଥିପାଇଁ. ତେଣୁ ଯିଏ ଅଳ୍ପ ବହୁତ ପଢ଼ା ସାରି ରୋଜଗାର କଲେ, ଖରାପ କିଛି ନୁହେଁ. ଆଉ ସବୁ ଲୋକ ତୁମ ପରି ହେବେ ବୋଲି କିଛି ମାନେ ନାହିଁ. ତେଣୁ ଗାଁ ରେ କମ ବୟସରୁ ଧୀରେ ଧୀରେ ରୋଜଗାର ରେ engage ହେବା is justified.
Dayakori tanku khibe karnatakaro muddenhalli re free medical collage ochi Sri Madhusudana sai I nstitution of medical science web site re khojile milibo dayakari khojibe. Ethi kichi pisa pode nahi web sitere khojile sobu jani paribe.
ଭଗବାନ ତୁମ୍ଭ ପରିଶ୍ରମ ଅନୁସାରେ ନିଶ୍ଚିତ ଫଳ ଦେବେ ଏତିକି ଭଗବାନଙ୍କ ପାଖରେ ପାର୍ଥନା 🙏👍
ବହୁତ ଭଲ ସଂସ୍କାର ଭାଇଙ୍କ ମନରେ ଟିକେ ଭି ଗର୍ଭ ନାହିଁ🥰
ପ୍ରଭୁ ଜଗନ୍ନାଥଙ୍କ ଅଶ୍ରୀୱାବା ତମ ଉପରେ ଏମିତି ଥାଉ । ତମ ପରି ପୁଅ ସବୁ ବାପା ମା କୁ ମିଳନ୍ତା କି🥹
ପିତା ମାତା ଙ୍କର ଆଶୀର୍ବାଦ ରହିଲେ ଭଗବାନ ଙ୍କର ମଧ୍ୟ ଆଶୀର୍ବାଦ ନିଶୟ ରହିବ.
ଭାଇ ଙ୍କ ମନରେ ଟିକିଏ ଗର୍ବ ନାହିଁ ବହୁତ୍ ସୁନ୍ଦର ଲାଗିଲା ଭାଇ ଆପଣ ବହୁତ୍ ଆଗକୁ ଯିବେ Jay Jagannath 🙏
Suniki akhire luha asijauchi.prabhu narayan sabubele saha huantu.baba maa nka balidana tumara parisrama aji saphalata re pahancheichi.god bless you 😢
ପଢ଼ିବା ପାଇଁ ବାପା,ମାଁ ଙ୍କ support ଦରକାର, ଏହି ଦୁଇ ବାପା ମାଙ୍କୁ କୋଟି ପ୍ରଣାମ 🙏🙏
ସ୍ୱାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତାଙ୍କୁ ସାହାଯ୍ୟ କର ନ୍ତୁ ।
ଭଗବାନ ଙ୍କ ଅବଦାନ, ଏ ଛୋଟିଆକଥା ନୁହେଁ.
Congratulations brother you are Just like the lotus emerges from muddy water.
ଭଗବାନ ମନୁଙ୍କୁ ଏବଂ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ,ମନୁଙ୍କ ଭବିଷ୍ଯତ ଉଜ୍ଜ୍ବଳ ହେଉ !
God Bless the child.kindly spread theis news. And help the student.This shows strong positivity
ବାପା ଆଗକୁ ଵଢିଚାଲ ଜୟଜଗରନାଥ
ଯାହାକୁ ରଖିବେ ଅନନ୍ତ,
କି କରି ପାରେ ବଳବନ୍ତ l
ଜୟ ଜଗନ୍ନାଥ 🙏🙏
ଭଗବାନ ଆପଣଙ୍କୁ ଆଶିର୍ବାଦ ଦିଅନ୍ତୁ ବହୁତ ଆଗକୁ ଜାଅ
Munu bhai tume hauchha kulanadan.....mu heuchhu kulangaara...Best of luck bro,,,bapa Maa nka akhire khusi ra luha ,, bohut Bhagya ban tame
Tumar face bahut innocent God bless you.bahut agaku jao.
Madhusudan Babu aapananka reporting ta bahut bhala Lage....aeebhali loka prativa nka pakhare pahanchi semananka talent lokalochanaku aanile bhala lagila.Bhai nku bahut bahut subhetsha...🎉🎉🎉
ବାବୁରେ, ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା l ଈଶ୍ୱରଙ୍କ ଆଶୀର୍ବାଦ ତୁମ ଉପରେ ଅଛି l ଛୋଟ ଅନୁରୋଧ କରୁଛି, ଅନ୍ୟଥା ଭାବିବନି l ମାନବ ସେବାକୁ ମାଧବ ସେବା ଭାବି ନିରୀହ ରୋଗୀ ମାନଙ୍କୁ ଅର୍ଥ ଲାଳସାରେ ଅନାବଶ୍ୟକ ଖର୍ଚ୍ଚାନ୍ତ କରେଇବନି, ଯାହା ଅନେକ ଡାକ୍ତର ମାନେ ଏବେ କରୁଛନ୍ତି l ଧନିଘର ପିଲା ହୋଥିଲେ ଏ ଅନୁରୋଧ ହୁଏତ କରି ନଥାନ୍ତି l କାରଣ ସେମାନେ ଦରିଦ୍ରତାର କଷଣ ବୁଝି ନଥାନ୍ତି l ଡାକ୍ତରଙ୍କୁ ଦ୍ୱିତୀୟ ଈଶ୍ୱର ବୋଲି ଅବିହିତ କରାଯାଇଥାଏ, ତାହାର ଯଥାର୍ଥତା ତୁମ ଠାରୁ ଆଶା କରୁଛି l ଡାକ୍ତର ହେବାର ସଫଳତା ପାଇବା ପରେ, ସାକ୍ଷାତକାର ରେ ନିସ୍ଵାର୍ଥପର ରୋଗୀସେବାର ପ୍ରତିଶୃତି ଦେଇ ପରେ ରୋଗୀଙ୍କୁ ଲୁଟିବାରେ ନିୟୋଜିତ କରି ଦିଅନ୍ତି, ତୁମେ ତାହାର ବ୍ୟତିକ୍ରମ ହେବାର ଆଶା ରଖି ଅନେକ ଅନେକ ଆଶୀର୍ବାଦ କରୁଛି l Stay blessed.
Thik kahichanti loka mane b semiti bujhiba darakr j gote doctor heba kete difficult 10years padhibaku hue so kichi bhul hele tanku bi kyama karantu
Congratulation bhai god sabubele khusire rukhantu tuma family ku ❤️❤️❤️❤️
Mu bhi bahut khusi...... Service jarur bhai good bless you❤❤❤
Best of luck young man.👍👍👍
Jay jagannath apana nku saha huantu dayakarantu sahasa diantu bhalare bhalare rakhantu ehi shree jagannath nka nikatare prathana karuchhi Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻😭❤
It's a great achievement and ur hardwork ur family support.
ଏମିତି ପରିବାର ଭାଗ୍ୟରେ ଥିଲେ ମିଳେ।ମୁଁ କହିବି ଡାକ୍ତର ପୁଅ ଭବିଷ୍ୟତରେ ନିଜ ପରିବାରକୁ ଭୂଲି ନାଜନ୍ତୁ।
Kebe bi bhulibani se
Talent doesn't need 14-14 room ..book shelf..God bless u..Jay Jagannath
ଏଟା ବଡ଼ କଥା ନୁହେଁ, ବାପା, ମାଆ, ପିଲାର ପରିଶ୍ରମ ରେ ହେଇଛି, ଏମିତି ବହୁତ ଡାକ୍ତର ଅଛନ୍ତି , ତାଙ୍କର ବାପା, ମାଆ, ପୁଅ ଡକ୍ଟର ହେବା ପ୍ରଯୋନ୍ତ ପର ଘରେ ମୂଳ ଖଟି ଛନ୍ତି ,
Congratulations Beta ji for your grand Success congratulations to your parents 🙏🙏🙏🙏🙏🙏
Congratulations Munu.pravu jagannath nka upare varasa rakha sehin sabu asubidha dura karibe.
Best of luck bro tuma Vali pua sabu bapa maa ku bhagban diantu🎉🎉🎉❤❤❤❤
Congratulations bro🎉🎉🎉🎉 tame sabu neet aspirants nka paii bahut bada inspiration ❤ salute to you bhai🥰
ଆଜିଠୁ ମୁଁ ବି ପଢ଼ିବି ମୋ ବାପାଙ୍କ ପାଇଁ ପଢ଼ିବି 😢😢😢😢
Congratulations 🎉 and God bless you
Abe baki rahichi ama CM nka kichi subidha dele jahaki se ahuri prayasa paee upajukta doctor heiparibe
Proud to be his family members
Really bht kastadayaka amiti sabu family heba saha pilamane bi heba uchit❤
God bless you doctor.all the best
God bless you beta❤
Gariba hin janiparibe kn thik kn bhul
Pranama bapa maa nku ❤🙏🏻
Bapa tumaku 🙏🙏🙏🙏🙏🙏🙏
Proud of you Munu 🙌🤌
ମୁନୁ ବାବା ଈଶ୍ବର ଙ୍କୁ ପ୍ରାର୍ଥନା କରୁଛି ତୁମ ଚଲାପଥ କୁସୁମିତ ହେଉ ।ବହୁତ୍ ସଫଳତା ମିଳୁ
Keep it up Munu.
ଜୟ ଜଗନ୍ନାଥ 🙏🙏ଭଗବାନ ମଙ୍ଗଳ କରନ୍ତୁ 🙏🙏
Congratulations munu god bless you
God. Blessing. You. Munu
ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ ।
Munu Babu God Bless you.🎉
ଭଗବାନ ତୁମକୁ ସବୁେବେଳ ଖୁସିରେ ରଖନ୍ତୁ।
ଭାଇ ଜେନେରାଲ ପିଲା ଡ଼କ୍ଟର ପାଇବା କେତେ କଷ୍ଟ ସେ ବହୁତ ପରିଶ୍ରମ କରିଛି ସେ ଜାଣେ
ଆଉ ସବୁ ଜନ୍ମ ରୁ ପାଇଥାନ୍ତି ବୋଧେ 😂
@@Baccha-chor29 Janmaru paee nathile b kota paee thanti.
@@sabitadash1388aims re doctor 50% general, 27% obc, 15% sc, au 8% st ଆଉ କିଏ କେତେ କୋଟା ପାଇଗଲା ୨୦୨୪ MBBS exam ରେ ଗୋଟେ sc candidate top କରିଛି ୭୨୦ ରୁ ୭୨୦ ଆଣିଛି ନାମ (Rajaneesh p) ସେ ଭି merit ରେ ତେଣୁ reservation କୁ ଦୋଷ ଦେବା ବୃଥା 👍
@@sabitadash1388 aims re doctor 50% general, 27% obc, 15% sc, au 8% st ଆଉ କିଏ କେତେ କୋଟା ପାଇଗଲା ୨୦୨୪ MBBS exam ରେ ଗୋଟେ sc candidate top କରିଛି ୭୨୦ ରୁ ୭୨୦ ଆଣିଛି ସେ ଭି merit ରେ ତେଣୁ reservation କୁ ଦୋଷ ଦେବା ବୃଥା 👍
Tume kau Kota ru chaluchha Bhai heartily answer debe
Ea bhai nka reporting motey bohut bhalalage
Exertly said...
ପ୍ରଭୁ ତୁମର ମଙ୍ଗଳା କରନ୍ତୁ 🙏🙏🙏 ମୁନୁ all ପରିବାର 🙏🙏🙏🙏
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏⚫️🔻⚫️🙏🙏🙏🙏🙏
ଭଗବାନ ଆପଣଙ୍କୁ ଫଳ ଦେଇଛନ୍ତି 🎉🎉🎉
୨୫ବର୍ଷ ଓଡ଼ିଶାର ବିକାଶ ଚିତ୍ର। କଉ ଆଧାର ରେ ଓଡ଼ିଶା କୁ ଓ ମୁଖ୍ୟମନ୍ତ୍ରୀ କୁ certificate ଦେଲା
Nabina Paisa
Dei certiphicet
Paichhi❤❤❤❤❤
Hey pravu jagannath 🚩🙏 munu bhainku bhalore rokhithao ❤
GOD ALWAYS BLESS U.
God bless you beta.
You are great family and mother and you are sup super hero
ଭଗବାନ ତମର ମଗଂଳ କରନ୍ତୁ ଜୟ ଜଗନ୍ନାଥ
That is the power of education,,jay Jagannath 🙏
God Blessed s u
God bless you baba❤🙌🙌
Welcome beta May God bless you
God bless you keep it up ❤
Hope you become a good doctor.
God's bless on him.
💐 congratulations babu😘 God bless you 💐
God bless you beta.congratulations
Tremendous presentations
ବହୁତ ଭଲ କଥା
Jai jagannath
Great parents and son 🙏.
God bless your family
Sat Sat Naman...
Bahuta bhala pila ta love you boy, your positivity will lead you to win any exam
Thanks to the brother. ❤
👍 proud parents ❤️
Jagannath tumaku ashirbad Karantu Gote garibara dukha bujhantu
Jay shree jagannath
ଜୟ ଜଗନ୍ନାଥ 👈🙏
Kho vara. Vedio. Great. India. Koti. Koti. Vumista pranam
Best of luck munu
Upastapana ati sundar
ପଢ଼ିବା ପାଈଁ ଆମର ବହୁତ ଇଚ୍ଛା କିନ୍ତୁ, ଆମକୁ କିଛି ଆର୍ଥିକ ଅସୁବିଧା ହେତୁ ପଢ଼ି ପାରୁନୁ 😢😢😢
Jai shree Jagannathha 🙏🙌🏻
Congratulations . Best of luck .
Congrts..jai jagannath..
Congratulation
Beta
Congratulations brother🎉. God bless you always in your path.
God bless you beta🎉🎉
Congratulation for your journey, but don't take those negatively, who have been in agricultural land and engaging their children in the same field, as it is better to make their children practicing self reliance than to make them high qualified unemployed and dependent even after marriage. Because some high qualified are like this" ଉଚ୍ଚ ଶିକ୍ଷିତ ବେକାରୀ ଛୋଟ କାମ ପସନ୍ଦ କରନ୍ତି ନାହିଁ, ଆଉ ବଡ଼ କାମ ସେମାନଙ୍କୁ ମିଳେ ନାହିଁ, ବେକାରୀ ସମସ୍ୟା ସେଥିପାଇଁ. ତେଣୁ ଯିଏ ଅଳ୍ପ ବହୁତ ପଢ଼ା ସାରି ରୋଜଗାର କଲେ, ଖରାପ କିଛି ନୁହେଁ. ଆଉ ସବୁ ଲୋକ ତୁମ ପରି ହେବେ ବୋଲି କିଛି ମାନେ ନାହିଁ. ତେଣୁ ଗାଁ ରେ କମ ବୟସରୁ ଧୀରେ ଧୀରେ ରୋଜଗାର ରେ engage ହେବା is justified.
Good News .Not for the family of Munu .But also all over the Society of Ofisha🎉.
God bless you 🙏 🙏🙏🙏🙏
May God bless you. Best of luck
Salute for great Father 🎉🎉🎉
Congratulations 🎉 beta. And all the best for future. Nice reporting by otv repoter.
Congratulations🎉🎉 beta❤
Jay shree jaganath 🙏😭
Kalia thakura pua ku mangala kara ntu jay jagannath
ଭଗବାନ ମୁନୁ କୁ ଆଗକୁ ନିଅନ୍ତୁ,
Dayakori tanku khibe karnatakaro muddenhalli re free medical collage ochi Sri Madhusudana sai I nstitution of medical science web site re khojile milibo dayakari khojibe. Ethi kichi pisa pode nahi web sitere khojile sobu jani paribe.
Congratulations Bro 🎉🎉🎉🎉