Janata Darbaar: Does Scientists Believe In Religion And God?

Поділитися
Вставка
  • Опубліковано 9 вер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    #KanakNews #Odisha

КОМЕНТАРІ • 43

  • @adumallick2027
    @adumallick2027 10 місяців тому +2

    ଏହି ମଣିଷ ମରା ହିନ୍ଦୁ ଧର୍ମ କୁ ଧିକ୍
    ଜୟ ବିଗ୍ୟାନ ଜୟ ସଂବିଧାନ

  • @adumallick2027
    @adumallick2027 10 місяців тому +2

    ମୂର୍ଖ ମାନେ ହିଁ ଧର୍ମ ଉପରେ ନିର୍ଭର କରନ୍ତି

  • @kailashrana5820
    @kailashrana5820 Рік тому +3

    ଯେଉଁମାନେ ଭଗବତ୍ ସତ୍ତା କୁ ଅସ୍ବୀକାର କରୁଛନ୍ତି ବା ଏକ ମହାଶକ୍ତିଶାଳୀ ସତ୍ତା କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ସେମାନେ ବେଦ ପଢିନାହାନ୍ତି ଏବଂ ପାଠକରି ମଧ୍ୟ ବୁଝିନାହାନ୍ତି ।ସୃଷ୍ଟି ର ସମ୍ବିଧାନ "ବେଦ " ।

  • @rrranjanofficial9930
    @rrranjanofficial9930 6 місяців тому +1

    ଦୁର୍ବଳ ଏବଂ ମୂର୍ଖ ଲୋକେ ଧର୍ମ ଉପରେ ବିଶ୍ୱାସ କରନ୍ତି

  • @kailashrana5820
    @kailashrana5820 Рік тому +2

    ମୁନି ୠଷି ଏବଂ ସାଧକମାନେ ସୃଷ୍ଟିର ପ୍ରାରମ୍ଭିକ ଅବସ୍ଥାରେ ବିଜ୍ଞାନୀ ଥିଲେ । ଚରକ ,ଶୁଶ୍ରୁତ ,ମନୁ ,ଚାଣକ୍ଯ ଆଦି ବୈଜ୍ଞାନିକ ,ଦାର୍ଶନିକ ,ଜ୍ଯୋତିଷ ,ବ୍ଯାକରଣଗତ ବ୍ଯକ୍ତିତ୍ବ ଥିଲେ ,ସେସବୁ ରଚନା ପ୍ରଣିଧାନ ଯୋଗ୍ଯ ।ଧନ୍ୟବାଦ ।

  • @asutoshacharya1597
    @asutoshacharya1597 Рік тому +2

    ପ୍ରବଚକ ବୋଧେ ଗାଆଁ ସ୍କୁଲ୍ ରୁ ବିଜ୍ଞାନ ପଢ଼ିଚି। ଭୁଲ ଭାଲ କହୁଚି ।
    ଶଳା ସବୁ WhatsApp ରୁ ବିଜ୍ଞାନ ପଢ଼ିଚନ୍ତି ଲାଗୁଚି

  • @bipinamallik2803
    @bipinamallik2803 11 місяців тому

    Jaya Jagannatha Jaya Debendra Sutaranka Mataku Mu Grahana Kariparunahi Jadi Amara Pita Mata Amaku Duniaku Aninathante Ame Nathante

  • @arjunaswain9771
    @arjunaswain9771 11 місяців тому

    ସାରା ପୃଥିବୀରେ କୃଷ୍ଣଙ୍କୁ ବାଦ୍ ଦେଇ କିଛି ନାହିଁ । ଆମେ ଧର୍ମ ପୁସ୍ତକକୁ ଅଳପ ପଢି ବହୁତ ଗପୁଛେ ସେଥିପାଇଁ
    ଭ୍ରମରେ ପଡୁଛେ । କୃଷ୍ଣଙ୍କର ବାଣି ଯେ
    ହୃଦୟଗମ କରିଛି ତାକୁ ସବୁ ଉତ୍ତର ମିଳିଛି । "ଜୟ ଜଗନ୍ନାଥ" 🙏।

  • @heroic_nilko0001
    @heroic_nilko0001 Рік тому +3

    ଗୀତା ହେଉଛନ୍ତି ଜୀବନ ଦର୍ଶନ।ବିଜ୍ଞାନ ଜୀବନର ଏକ ତରିକା।। ବିଜ୍ଞାନ ଅନୁସାରେ ଚାଲୁ ଥିବା ଲୋକ କୁ ବି ଅସୁବିଧା ଆସେ ଅନ୍ୟ ମାନଙ୍କ ପରି। ସମସ୍ତ ଜୀବନ ତରିକା ଜୀବନ ଦର୍ଶନ ଅନ୍ତର୍ଗତ।

  • @maniramsabar4263
    @maniramsabar4263 Рік тому +1

    ପୁଷ୍ପକ ବିମାନ ନେଇ ଉଡ଼ାଜାହାଜ ତିଆରି ହେଲା l ମହାଭାରତ ଅସ୍ତ୍ରକୁ ନେଇ ପତମାଣୁ ବମ୍ବ ତିଆରି ହଇଛି l ପୂରଣ ହେଉଛି ଫର୍ମୁଲା l ବୋଧେ ବିଜ୍ଞାନ ଅଲଗା ବିଷୟ l

  • @acharyamanisankarpandit769
    @acharyamanisankarpandit769 11 місяців тому +1

    ଏ ଶଳା ଚୁଟିଆ ହେତୁଆ , ଭୀମୁଆ (ହେତୁବାଦି ) ଆମ ଧର୍ମ କୁ କଟାକ୍ଷ କରିବାକୁ କିଏ ବେ? ଯାଉ ନାହାଁନ୍ତି ଶାଳେ ଅନ୍ୟ ଧର୍ମ ବିଷୟରେ ଆଲୋଚନା କରିବେ ଦେଖିବା ତାଙ୍କ ନଳୀରେ କେତେ ପାଣି । mg ଦଳ।

  • @bipinamallik2803
    @bipinamallik2803 11 місяців тому

    Jaya Jagannatha Jaya Debendra Sutara

  • @bharatibeura4236
    @bharatibeura4236 Рік тому +2

    ଯେଉଁଠି Science ର ଶେଷ ସେଇଠି ଆଧ୍ୟାତ୍ମ ର ଆରମ୍ଭ .....

  • @shibaprasadmishra1813
    @shibaprasadmishra1813 Рік тому +1

    ଭଗବାନ ଙ୍କ ପୂଜନ ଦ୍ୱାରା ମାନସିକ ସ୍ତରରେ ଶକ୍ତି ପ୍ରାପ୍ତ ହୁଏ

  • @adumallick2027
    @adumallick2027 10 місяців тому +1

    ଜୟ ସୁତାର ସାର

  • @biswajeetsahu4017
    @biswajeetsahu4017 Рік тому +2

    The best part of this video is Mr. Manoranjan sir's conclusion towards the end.
    The fact is that we can never say that God exists or not..
    It's a belief..

  • @kailashrana5820
    @kailashrana5820 Рік тому +1

    ବେଦ ରୁ ବିଜ୍ଞାନ, ଗିତା ର ସୃଷ୍ଟି ।ଈଶ୍ବରଙ୍କ ସୃଷ୍ଟି ବେଦ ।ଈଶ୍ବର (ଓ୩ମ୍)ପରମପିତା ପରମାତ୍ମା ଏକ ଶକ୍ତି -ଏହା କାଳେ କାଳେ ଅଛି ,ଥିଲା ଏବଂ ରହିବ ।ବେଦରେ ସମସ୍ତ ଜ୍ଞାନ ଓ ବିଜ୍ଞାନ ଅଛି ,ଧିରେ ଧିରେ ବିଜ୍ଞାନୀ ମାନେ ଉଦ୍ଭାବନ କରୁଛନ୍ତି ।

  • @shibaprasadmishra1813
    @shibaprasadmishra1813 Рік тому +2

    ସୂତାର ବାବୁ, ଜଣେ ସୁପର ଗାଲୁ ଆ

  • @bipinamallik2803
    @bipinamallik2803 11 місяців тому

    Bigyana Dwara Ame Devlop Karichusata Geeta Manusyaku Anata Santi Deuchi Debendra Sutara Kahile Chandrayana Prathame Asafala Pare Safala Hela Gitara Gyana Nuhe

  • @Rajkumar-tn4ev
    @Rajkumar-tn4ev Рік тому

    Monoranjan Sir bhagabat gute manish dareibata ta bytita
    Au kichhi nahi (Science is the great )

  • @bipinamallik2803
    @bipinamallik2803 11 місяців тому

    Sisutiea Barambara Chaliba Sikhile Uthiba Padibapare Chalisikhe Karma Chesta Nakale Ame Kipari Safala Heba God Is Suprim Power

  • @bipinamallik2803
    @bipinamallik2803 11 місяців тому

    Duniara Kehi Malika Nathanta Surya Chandra Pani Pabana Dinapare Rati Sitapare Basanta Bidhi Nirdhasare Chalichi Sehi Duniyara Malika

  • @mantupradhan1813
    @mantupradhan1813 11 місяців тому

    Ame odisha re ache bhai mane. Athi loka kebe b science ku accept karibe nahi. Kn pai na pila t dina ru amaku vaya dekha jaechi. Loka mane aethi kebe b bujhibeni jete jete bujheila. Sethi pai amene sabu bele pachare rahibe au maribe.
    Final mu kahiki vaya ru vakti

  • @hrushikeshparhi4071
    @hrushikeshparhi4071 11 місяців тому

    Monajan sir dhanya bada Prateka sabdara meaning achi Bhagaban sabdara mane kan Iswar sabadara mane kan mandir deula mane kan bed gita ra sindhant na buji jau gyan+Bigyan shita samad taku bedant sidyant kuhaja mula gita mula bed ku chadi brataman gita pharak ate ama satra re katha achi jha na sunichu karne jha na dekhuchu nayane parate na jibu guru bachane

  • @DON-BBSR
    @DON-BBSR Рік тому +1

    ସେ ମାଗିଆ ପ୍ରଦୀପ କଣ ବାଣ୍ଡ ଲୋକ ଟା ତାକୁ ଡାକିଛନ୍ତି ସେ ଵା କଂଗ୍ରେସ ଲୋକ

  • @shibaprasadmishra1813
    @shibaprasadmishra1813 Рік тому

    ପ୍ରଦୀପ୍ତ ବାବୁ, ଆପଣ ସୁପର ଶକ୍ତି ସମନ୍ଧରେ ଅଧିକ ଗବେଷଣା କରିବା ଦରକାର।

  • @rahasyamayajibana
    @rahasyamayajibana 11 місяців тому

    Kanak news ra sabu show ra sound clarity pura bakwasss kichi b suvuni

  • @arjunjani5052
    @arjunjani5052 Рік тому

    Science and history to father Geeta and purano ru srusti.

  • @hrushikeshbihari1647
    @hrushikeshbihari1647 10 місяців тому

    Hetubaadi converted christian..

  • @AlineOp
    @AlineOp Рік тому

    ବିଗାନ ବାହାରେ କିଛିଏକ ଶକ୍ତି ନଥିଲେ ଏବିଶୋ କିପରି ଭାବରେ ଷୁଷିଟି ହୋଇଛି

  • @asutoshacharya1597
    @asutoshacharya1597 Рік тому

    ପ୍ରଶ୍ନପତ୍ର ଦୁର୍ନିତି ଉପରେ ଜନ ମଞ୍ଚ ନକରି ୟେ ବାଳ ଜିନିଷ ଦେଖେଇଲେ କଣ ହବ ?

  • @abhisekdash6011
    @abhisekdash6011 Місяць тому

    Budha pura chilauchi

  • @tanmaykaran
    @tanmaykaran Рік тому

    Young students who don't know who Akshay Mohanty is also murmur his lyrics that doesn't mean they have devotion for him , rather they like that song.Similarly the Gita is a reflection of Indian philosophy, a rich ancient philosophy that has all the attributes to affect people's life.
    Scientific works may be propelled by
    taking inspiration from philosophy or literary imagination,but science itself is not the outcome of philosophy.

  • @gopalkrishnapattnaik5313
    @gopalkrishnapattnaik5313 Рік тому

    One scientist is born by his/her FATHER & MOTHER. SO PARENTS ARE GOD (generation, organisation , destruction) . So God & Goddess are the first father & mother ( GOD). MAN COMES TO WORLD. THEN HE / SHE GENERATE, ORGANISE , DESTROY . GITA GIVES INSTRUCTION TO MAN.

  • @manojkumarsahoo2732
    @manojkumarsahoo2732 Рік тому

    Science is mind while religion is heart...both r complementary to each other.. and science is the means to reach the almighty( Religion, faith, believe etc.). Science is the advancement of religion...

  • @Rajesh_Kumar629
    @Rajesh_Kumar629 Рік тому

    ଦେବେନ୍ଦ୍ର ସୁତାର ଠିକ୍ କହୁଛନ୍ତି।👍

    • @khantiodia1289
      @khantiodia1289 Рік тому +1

      ତାଂକ ସ୍ତ୍ରୀ ଶଙ୍ଖା ସିନ୍ଦୂର ଲଗାଉଛନ୍ତି ନା ଖାଲି ହାତ କରି ବୁଲୁଛନ୍ତି,ଆଉ ତାଙ୍କ ଘରେ ଅଶୁଭ କାମ ପଡ଼ିଲେ ଦଶାହ କାର୍ଯ୍ୟ ସମ୍ପନ୍ନ ହୋଇଥାଏ ନା ସେମିତି ଫୋପାଡି ଦିଅନ୍ତି